odia|prabachan|Bijay Kumar| part-12| ଏକ ସ୍ତନ ଥିବା ନାରୀ କିଏ| ସାପ ବେଙ୍ଗ ରାବିଡ଼ି କରି ଅର୍ପଣ କଲେ||
HTML-код
- Опубликовано: 23 янв 2025
- ପ୍ରିୟ ଦର୍ଶକବନ୍ଧୁ | ପ୍ରବଚନ | ବିଜୟ କୁମାର | ବିଷୟ ବସ୍ତୁ | ଏକ ସ୍ତନୀ ନାରୀ କିଏ | ସାପ ବେଙ୍ଗ ରାବିଡ଼ି କରି ଅର୍ପଣ କଲେ ଭକ୍ତ | କଂସ କାଚଡ଼ି ମାରିଥିବା ଛ ପିଲା କିଏ | ଏବଂ ସେ ଶିଳାର ନାମ କଣ | ବୈଷ୍ଣବ କାହାକୁ କୁହନ୍ତି | ଏମିତି ଅନେକ ତଥ୍ୟ |ରାମ କାହାଣୀ | କଂସ କାହାଣୀ | କୃଷ୍ଣ କାହାଣୀ | ସହିତ ||
ସମସ୍ତ ତଥ୍ୟ ବିଭିନ୍ନ ବୈଦିକ ଗ୍ରନ୍ଥ |ଗୀତା | ଭାଗବତ | ପୁଥି | ପୁରାଣ | ଉପନିଷେଦ ରୁ ସଂଗୃହିତ |
କୋଣସି କଥା କାଳ୍ପନିକ ନୁହେଁ ||
Dibya patha || channel ରେ ||
ଦେଖିପାରିବେ | ନୃତ୍ୟ | ସଙ୍ଗୀତ | କୀର୍ତ୍ତନ |ସହିତ ପ୍ରବଚନର ଆସର | ଜୟ ଜଗନ୍ନାଥ | ନମସ୍କାର ||
RUclips
Facebook
ବିଜୟ ଭାଇଙ୍କ ସଂପୂର୍ଣ୍ଣ ପ୍ରବଚନ କେଉଁମାଧ୍ୟମରେ ଶୁଣି ହେବ ଅନୁରୋଧ ପୂର୍ବକ ଜଣାଇବେ ।ଜୟଜଗନ୍ନାଥ ।
ଜୟ ଜଗନ୍ନାଥ,ଅଳ୍ପ ଦିନ ମଧ୍ୟରେ ରେକଡ ହେବ,
ଆପଣ ମାନେ ପୁଣି ପ୍ରବଚନ ଦେଖିପାରିବେ |
ଏତେ ଦିନ ଗେପ୍ ପାଇଁ ଆମେ ଦୁଃଖିତ
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
Very nice dibay bani😊❤❤❤
Jay jay Jagannath jay jay sitaram
Lekhi janile pustak sundar. Kahi hanile katha sundar. Khushi.
ଓଁ ହରି ଓଁ
Jai Jagannath 🙏
Shri guru pranam
PRBACHAN VERY NICE.
ଓମ ନମଃ ଭଗବତେ ବାସୁଦେବାୟ ନମଃ ଶିବାୟ ଓମ୍ ଓମ୍ ନମ୍ଃ ଶିବାୟ
;
Very very nice
Jay Sree Rama
Guru swami
Thanks
Sabu part ku upload karanti
ସମ୍ପୁର୍ଣ୍ଣ ଗାଲୁଆ କଥା
JAY JAGANNATH🙏❤🙏❤
9is
ପ୍ରଣାମ
Radhe Radhe
ମୟିଦାନବ rusi kou ଯୁଗରେ କ୍ଷୀର ମାଗୁଥିଲେ laxman kebe sarabidhha ହୋଇଥିଲେ
🙏
N oont
ଖୁବ୍ ସୁନ୍ଦର
Jay Jagannath💛💛💛💛💛
Jay jagannaath🙏🙏🙏
Sr afanakar satsaga suni mora man dubara suniba ku Laguchhi
Jayjagannath
Jay Jay Shree Jagannath Swami
ଭୁଲ କହିଲ ଗୁରୁ
ମନ୍ଦ କର୍ମ ଋଷି ପ୍ରତିଦିନ ଗାଈ ର କ୍ଷୀର ଦୁଇ ଚୁଲି ଉପରେ ରଖି ତପସ୍ୟା କରନ୍ତି
ଦେନ କର ଘଟଣା ବସୁଧା ମା ର ରାଗ ଥିଲା ଋଷି ଉପରେ । କାହିକିଁ ନା ଋଷି ଦିନେ ହେଲେ ଗାଈ ର ପ୍ରଥମ ଟୋପା ଟା ବସୁଧା ରେ ପକେଇବା କଥା । ସେହି ହାଣ୍ଡି ରେ ବିଷ ଜାକ ଝାଡି ଦିଏ ଚାଲ ଉପରେ ଗୋଟେ ବେଙ୍ଗ ଥାଏ । ଋଷି ର ଜୀବନ ରଖିବା ପାଇଁ କ୍ଷୀର ରେ ଡେ ଇଥାଇ । ଋଷି କ୍ରୋଧିତ ହୋଇ ଅଭିଶାପ ଦେଇ ଥାଏ କଣ ମୋର ଭଲ କର୍ମ କରି ମରିଛୁ ଝିଅ ହୁଅ ଯଦି ଖରାପ୍ କର୍ମ କରି ମରିଚୁ ସତ ଜନ୍ମ ପରି ବେଙ୍ଗ ହେଇ ଥାଓ। କାହିଁକି ନା ସେଟା ପୁଲିଙ୍ଗ ଲିଙ୍ଗ ପରିବର୍ତନ କରିହେବ ନାହିଁ । ଦେଖିଲା ବେଳକୁ ସତ 7 ବର୍ଷ ର ଝିଅ ହୋଇ ଜନ୍ମ୍ ହେଲା ସିଏ ଋଷି ପାଖେ ରହିଲା ତାଙ୍କ ନାମ ହେଲା ଡେଙ୍ଗା ବତି । କିସ୍ କିନ୍ଧା ରାଜା ବାଳି ପ୍ରେମ କରୁଥିବା ର ଦେଖି ଋଷି ପ୍ରସନ୍ ହୋଇଥିଲେ ଆଉ ଡେଙ୍ଗା ପତି ଗର୍ଭ ବତି ବି ଥିଲେ । ରାବଣ ପୁଷ୍କକ ବିମାନ ରେ ରହି ସବୁ ଜାଣି ଯାଇଥିଲେ ବିବାହ ସମୟରେ ବାଳୀ ରୂପ ରେ ରାବଣ ବିବାହ ସଂପୂଣ୍ଣ ବି କରିବେ ସେ ସମୟରେ ବାଳୀ ଆସି କହିବ ମୋର ରାବଣ କହିବ ମୋ ଦୁଇଟି ହାତ ଦୁଇ ଯୋଧା ଦୁଇ ଫାଳ କରିବେ ପେଟରେ ଥିବେ ଅଙ୍ଗଦ ଜନ୍ମ୍ ଲାଭ କରିବ । ଦୁଇ ଫାଳକୁ ଋଷି ଜୀବନ ନ୍ୟାଷ୍ ମତ୍ର ଦେଇ ସେହି ଝିଅ ର ନାମ ମନ୍ଦ ଦୋରି । କାହିଁକି ନା ମନ୍ଦ କର୍ମ କରିଥିବାରୁ ନାମ ମନ୍ଦ ଡୋରି । ରାବଣ ନେଇକି ଗଲା । ବାଳୀ ଅଙ୍ଗୋଧ କୁ ନେଇକି ଗଲା ।
ଆହୁରି ଏମିତି କେତେ ଜିନିଷ ଅଛି ମୁ କହିପରିଲି ନାହିଁ । ମୁଁ ଛୋଟ କରି କହିଲି
Bahut sunder
Jai jagarnath 🙏🙏🙏
😢
All these falsehood for false people, emiti kay brahman achhi je achhuan sudra ghare sraddha Kariba..
Jay Jagannath
ଜୟ ଜଗନ୍ନାଥ
A sobu monogodha kahani
ଅନୁରୋଧ ସବୁ Part ଗୁଡିକ ଏହି ମାଧ୍ଯମରେ ଆପଲୋଡ କରନ୍ତୁ । ଜୟ ଜଗନ୍ନାଥ .
Darpana sila nama kahinki hela baba
Prabhu sriram paru srilrushna mata tharujanma kintu brahman brahmank tharujanma hoi jib haatya kari khaibaku deuchi se brahman brahma nk tharu a sikshya paichi
ବ୍ରାହ୍ମଣ ମାନେ ଯାହା କହିଲେ ହୋଇଯିବ, ଭକୁଆ,ବୋକ। ଭାବୁଛ କି ଓଡ଼ିଶା ବାସୀ କୁ, ବ୍ରାହ୍ମଣ କାହାକୁ କୁହାଯାଏ ତାର ଧର୍ମ କଣ ?ବ୍ରାହ୍ମଣ ଘରେ ଜନ୍ମ,କିମ୍ବା ପଇତା ଥିଲେ ବ୍ରାହ୍ମଣ କି?ବ୍ରାହ୍ମଣ ମାନେ ସବୁ ସମାନ ଭାବରେ ପୂଜା ଶିଖୁଛନ୍ତି କି? ଏହି ବ୍ରାହ୍ମଣ ବି ଭିନ୍ନ ନୁହେଁ ସାଧାରଣ ମାନବ,ଭଗବାନ ବୋଲି ବିବେଚନା କଲେ ନର୍କ ଗାମୀ ହେବ।
MENERAKHI NAHANTI KAU SILA
Jay jagannath 🙏🙏🙏🙏
Jay jagannath
Jay jagannath