Ame Sanatani || LOVE FM || Sajeet Swain
HTML-код
- Опубликовано: 4 фев 2025
- ମୋର ଏ channel ରେ ସବୁ ବେଳେ କାହାକୁ କିଛି ନା କିଛି ଜିନିଷ ର ସତ୍ୟତା କୁ ଜଣାଏ ......କିଛି ଲୋକ ଖରାପ କହିବେ କିଛି ଲୋକ ଭଲ..........ମୋ ଭିଡିଓ ଦେଖି ସାରିଲା ପରେ ଥରେ ଭାବିବ......ମୁଁ ପଦେ ଭି ଭୁଲ୍ କହେନି........ବାସ୍ ଏବେ SUBSCRIBE କରିବାର ନିଷ୍ପତ୍ତି ଆପଣ ଙ୍କ ଉପରେ
ଖୋଲିକି କହୁଛି ମୁଁ ଗୋଟେ ହିନ୍ଦୁ....ହେଲେ ଯେତିକି ଏ comment box ରେ ଛଡ଼ି ହଉଛନ୍ତି ଆମରି ହିନ୍ଦୁ ପିଲା ଦୟାକରି ନିଜ ନା ବଦନାମ କରନି ରେ maghia
Tu maagiha kahidele kn chhodi jiba.... sala tu producer ta 😂😂😂😂😂😂 chhapri sala... sanskriti re kete ta shloka jabichhu be...kete ta Mantra janichhu... gote qn re hagi muti pakeibu...khali chhodi chhadi jhatia
Bhai sorry 😐...mu na bujhiki kn kahideichhi... mu bhabili tume anya dharma ku kharap kahuchha badhe..hele tuma opinion saha mo opinion same 😊😊😊😊
ଭାଇ 100%ଠିକ କହିଛ love u
Từ Hindu na maghia to Ghare pasiki converted karuchanti tu chụp achhu Âu kahuchu nai chodi pua
ଭାଈ କଟର ହିନ୍ଦୁ ଜୟ ଶ୍ରୀ ରାମ
ଭାଈ ତମ ଭଳିଆ ମାଇଣ୍ଡ ସେଟ୍ ଥିଲେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ୍ ସବୁ ମିଶିକି ରୋହିବେ you are right bro 👍👍👍🙏🙏 love you bhai
very good Suggests i like spich
ଭାଇ ଆମେହେଲୁ ଖ୍ରୀଷ୍ଟିଆନ ଭାଇ ଆପଣଙ୍କ ବଳି ଲୋକ ଯଦି ଆମ ଓଡିଶାରେ ରହିବେ ନା ସତ କହୁଛି ଭାଇ ଓଡିଶା ଉନତି ହେବ ଭାଇ ତମକୁ ମୁ ଦୀଲସେ ସଲାମ କରେ 🙏କାହାରି ଧର୍ମକୁ ମଜାକ ଉଡେଇବା ଖ୍ରୀଷ୍ଟିଆନ ମାନଙ୍କର ଉଦେଶ୍ୟ ନୁହେଁ,god bless you bro🙏✝️
ଭାଇ ହୃଦୟ କୁ ଛୁଇଁଲା ଧନ୍ୟବାଦ
ଭାଇ ତୁମେ ସତ ରେ ଗ୍ରେଟ୍ ❤❤❤❤❤
ସବୁ ହିନ୍ଦୁ ତୁମ ପରି ବାବିଲେ ଆଉରି ଭଲ ହୁଅନ୍ତା.... praise the lord ❤️😙🐥💕🥰
ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ....❤❤❤❤
ଆଶୀର୍ବାଦ ପାଇ ଆଜି ସାମନ୍ତଙ୍କୁ ହୃଦୟ ଖୋଲି କହୁଛନ୍ତି, ପ୍ରଭୁ ତୁମକୁ ସମସ୍ତ୍ ପଥ ରେ ଏବଂ ସୁକର୍ମକୁ କାର୍ଯ୍ୟରେ କଢ଼ାଇ ନେବେ 'ଏହା ମୋର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ପ୍ରାର୍ଥନା ବିଶ୍ବାସ,
ବହୁତ୍ ବଡ ବାର୍ତ୍ତା ଦେଲେ ଭାଇ ବର୍ତ୍ତମାନ୍ ସମାଜକୁ। ଧନ୍ୟବାଦ୍ ଭାଇ।
ଜୟ ଜଗନ୍ନାଥ 🚩ଜୟ ଯୀଶୁ ⛪ଜୟ ଆଲା 🌹ଜୟ ଓଡିଶା
ଭାଇ ତୁମକୁ ହେତେ ବୁଦ୍ଧି କିଏ ଦେଲା ତୁମପରି ଦୁଇ ଜଣ ଥିଲେ ତପି ଘରୁ ବାହାରିବ ନାହି
ସେଲୁଟ 🙏ଭାଇ ତୁମ କଥା ମୋ ମନକୁ ଛୁଇଁଗଲା ବଢ଼ିଆ କଥା ଟି କହିଛନ୍ତି ପ୍ରଭୁ ତୋମକୁ ଆସିର୍ବାଦ କରନ୍ତୁ good bless you
Praise the lord
ଭାଇ ଆପଣଙ୍କୁ ଧନ୍ୟବାଦ ବର୍ତ୍ତମାନ କହିଥିବାରୁ ନୁହଁ ବରଂ ତୁମେ ନ୍ୟାୟବାନ ବ୍ୟକ୍ତି ଅନେକ ଭିଢ଼ିଓ ଆପଣଙ୍କ ମନପସନ୍ଦିଆ ଏଣୁ ପ୍ରଭୁ ତୁମ୍ଭଙ୍କୁ ଶକ୍ତି ଆଉ ଜ୍ଞାନ ପ୍ରଦାନ କରନ୍ତୁ।❤
ବହୁତ୍ ବଢିଆ ଲାଗିଲା ତମ କଥା
ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ ତୁମ କୁ ଏମିତି ଆଗକୁ ଉନ୍ନତୀ କର ❤❤
Bhai tama katha re Dam achi ❤
Great 👍
ବହୁତ ଭଲ କହିଲ ଭାଇ ଧନ୍ୟବାଦ କାହାକୁ ବିରଦ କରୁନ ସମସ୍ତଙ୍କୁ ସମାନ କହିଛ ପ୍ରଭୁ ଆଶ୍ରିବାଦ କରନ୍ତୁ
ଭାଇ ଯାହାବି କହିଲ ସତ ଏମାନେ ଜାଣି ଶୁଣି Christian ଙ୍କ ବିରୋଧରେ movie ବନେଇଛନ୍ତି କାରଣ ଏମାନେ ଜାଣିଛନ୍ତି Christian ମାନେ ନିରିହ କିଛି କରିପାରିବେନି ଯଦି muslim ବିରୋଧରେ କରିଥାନ୍ତେ ଶଳାଙ୍କୁ Direct କାଟି ଦେଇଥାନ୍ତେ
ମାଗିହା ଆସିବୁ ତତେ ମାଡ ହେବ ତର ଗାଣ୍ଡୀ ଫଟା। ତପି ମିଶ୍ର କୁ ତୁ ଭୁଲ୍ ମାଗେ।
Kahara dam nai katilaa vali .🚩🚩🚩 jay jagarnath 🚩
@@pintubgbofficial are murkha kaha nai kn kahuchu mara achhi mu gate 22 age jhia mu marithanti hele jisu manisa mariba kt kahinahanti
ବହୁତ ଭଲ ବାର୍ତ୍ତା ଦେଇଛନ୍ତି ଏତିରୁ ସେମାନେ ନିଜ ମୂର୍ଖାମୀ ବିଷୟରେ ଜାଣି ପାରିବେ, ପ୍ରଭୁ ଆପଣଙ୍କୁ ମଙ୍ଗଳ କରନ୍ତୁ
ବହୁତ ସୁନ୍ଦର ମତାମତ ଭାଇ ମାଡିଚାଲ
Praise the lord ✝️🛐🙏
Dilse ❤ Thank you bro
God bless you ✝️ 🛐 🙏
ଭାଇ ଏତେ ଭଲ କହିଲା ଦିଲ୍ ସେ love you ଭାଇ ଭୋଗୋବନ୍ ତୋମୋକୁ ଆଉରି ବୁଦ୍ଧି ଦୀୟଥୁ ଧନ୍ୟ ବାଦ ଭାଇ
Your great .Bhai thomo khata God bless you
Love u darling
Pura fadu spich
Good information bhai 👍👍👍 great massage
Great heart bhai❤❤❤❤
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ମୋ, ମୋ ଅନୁରୋଧ ରଖିଲ, ମୁଁ କହିଥିଲି ଏହି ସନାତନି ଫିଲ୍ମ୍ ବିଷୟରେ ଗୋଟେ ଭିଡିଓ କର ବୋଲି, ସତରେ ଭାଇ କଣ ହଉଛି ଆମ ଓଡ଼ିଶା ରେ, ଯିଏ ଯାହାର ଧର୍ମ ରେ ରହି ଶାନ୍ତିରେ ଭାଇ ଭାଇ ହେଇ ରହିବା ପାଇଁ କେହି ବି ଚାହୁଁ ନାହାନ୍ତି, ନିଜର ସ୍ବାର୍ଥ ପାଇଁ ନିଜକୁ High Light କରିବା ପାଇଁ, ଧର୍ମ ଧର୍ମ ବିରୁଦ୍ଧରେ ସବୁ ନାଟ ଘାଟ କରୁଛନ୍ତି, ମୋର ଆଶା ଆଉ ବିଶ୍ୱାସ ଭାଇ ତମର ଏହି ଭିଡିଓ ଦେଖି ଆମ ଓଡ଼ିଶାର ସମସ୍ତ Hindu, Christian ବିଶେଷ କରି ଯିଏ ଦଙ୍ଗା କରିବାକୁ Plan କରୁଛନ୍ତି ସେମାନେ ସମସ୍ତେ ବୁଝିଯିବେ, Once Again Thank you so much Bro for your lovely Advice to all Odisha,
ଭାଇ ବହୁତ ଭଲ କଥା କହିଲ ଭାଇ ସତରେ you are great thak you bhai god bles you🙌🙌
ଭାଇ ମୁଁ ବି ଜଣେ ହିନ୍ଦୁ ❤ ହେଲେ ତୁମର ବୁଝିବା ଶକ୍ତି ♾️♾️♾️♾️ ଅସଲି content creator ୟାକୁ ହିଁ କୁହନ୍ତି। ଆଜି ମୋତେ ବହୁତ୍ ଖରାପ ଲାଗୁଚି କି ଲୋକ ମାନେ କେତେ ତଳକୁ ଖସିପାରନ୍ତି 😢😢😢
Nice...bro...❤❤❤
Bahut badiyaa kahilamo Bhai amen ✝️
Superb ❤
Bhai sabu tik kahuchanti❤❤ love you
Super bro... God has given you good knowledge
Great Bhai, really true 👍👍👍
Bhout bhala bhai
Pure Sanatani bhai ,🎉🎉 Great Topic ❤ Love you Bhai.. Jesus bless uhhh 🥹 ❤❤
Bahut bhala bhai
Great brother.God bless you ❤
Love you ଭାଇ ତୁମେ ଗୋଟେ ଓଡ଼ିଶାରେ ମହାନ Great Brother Salute 🙏🙏👍👍 କଥାରେ ଅଛି ସାନ ସିନା ଦାନ ତା ମହାନ ଟିକ ଭାଇ ତୁମେ ହେଇ ବୟସରେ ଏତେ Confidence ରେ ଅଛ ଭାଇ
Praise the lord Bhai Many God bless you with your family 🙏🙏🙏 Hallelujah hallelujah hallelujah Jesus 🙏🙏🙏
Same to you
ଆନ୍ତରିକ ହୃଦୟରେ 'ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ. ♥️♥️♥️♥️♥️♥️
ଆପଣଙ୍କ ପରି ସମସ୍ତେ ହେବା ଆବଶ୍ୟକ
ଭାଇ ଅନେକ ଅନେକ ଧନ୍ୟବାଦ୍ ଆପଙ୍କୁ
May God bless you abundantly brother
Bahut bala Bhai.. topic
Right 👍 good job
Thanks bro.get growing.simple living high thinking
ଭାଇ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ତମ ପରିବାର ସମସ୍ତ ଙ୍କୁ
Great brother 🎉🎉
Love you brother . Good thoughts❤
Super hero bhai
ତୁମର ଚିନ୍ତାଧାରାଗୁଡ଼ିକ ତ ଧର୍ମ ନିରପେକ୍ଷତାର ଚିହ୍ନ।ଧନ୍ଯବାଦ ଭାଇ 🙏
Bhai bahut badhiya katha ta kahila ❤
Brother may God bless you abundantly now and in future
Good job ❤❤❤
ଭାଇ ମାଡି ଚାଲ ଆମେ ତମ ପଛରେ ଅଛୁ ❤❤❤
ଭାଇ ଅତି ସୁନ୍ଦର ରେ ବୁଝେଇ ଦେଲ ଓଡିଶା କୁ ❤❤❤❤❤❤
ଭାଇ ଆପଣଙ୍କ ମହାତ୍ମା ମାନଙ୍କ ପାଇଁ ଓଡ଼ିଶାରେ ସ୍ଥାନ ବହୁତ୍ କମ୍ ତଥାପି ସତ୍ୟ ମେବ ଜୟତେ ।
God bless you all family 🙏
Great bro ତମ ପରି ଲୋକ ଥିଲେ କେତେ ଭଲ
ପ୍ରଭୁ ଆଶୀର୍ବାଦ କରନ୍ତୁ ❤
ଭଲ ଲାଗିଲା ଭାଇ। ତମ ପରିକା ସବୁ ମାଇଣ୍ଡ ସେଟ୍ ରଖିଲେ ଦେଶ ସୁଧୂରି ଯାଆନ୍ତା ।।।
God bless you brother❤❤ see is son of God
God bless u yrrr😘😘😘
I love you bro prabhu tumaku prachura ashribad karantu amen🙏
ଭାଇ ଯାହାବି ହେଉ କିନ୍ତୁ ତୁମେ ବୁଝିବାକୁ ଚାହିଁଲ ଧନ୍ୟବାଦ ନମସ୍କାର
You are great bhai
ଜୟ ଯୀଶୁ ଜୟ ଜଗନ୍ନାଥ
ଭାଇ ଆପଣ ଠିକ୍ କହିଛ ଏହି ଚଳଚ୍ଚିତ୍ର ବନ୍ଦ କରାଯାଉ ନ ହେଲେ ଆମ ଓଡ଼ିଶା ନୋଷ୍ଟ ହେଇଯିବ ।❤
Ri8 bhai , pravu tamaku ashirwad karantu
God ବ୍ଲେସ you brother 🙏👍👍👍
Supar bhai thank you
You are right brother love you and God bless you
ବହୁତ ଭଲ କହିଛ ଭାଇ ❤❤❤
god bless you bhai....tike katha kahicha
ତପି ମିଶ୍ର ଆଉ ସେ ଗାମୁଛା ବାଲା ହିଁ ଧର୍ମ ଧର୍ମ ମଧ୍ୟରେ ବିବାଦ ସୃଷ୍ଟି କରୁଛନ୍ତି
Excellent bhai❤ God bless you forever
May God bless you brother ....
Thanks sir🎉🎉🎉🎉 babut sundar mantabya drichanti.....
Super bro ❤...keep going 💪..may God bless you 🙏
Thanks bro
1 no bhai dil khus hoigala 😊😊full support
Big ❤❤support ❤❤❤🎉🎉🎉 your bro
Thank you for your Genius word for us 🙏🙏👍
Bhai tuma jeebanare sat gyana achhi prabhu tumaku asirbada karantu
ମୁଁ ହିନ୍ଦୁ ପିଲା ହେଲେ ବି ଯୀଶୁ ଙ୍କୁ ମାନେ କାହିଁକି ନା ଖ୍ରୀଷ୍ଟିଆନ ଧର୍ମ ରେ ଛୋଟ ଜାତି ବଡ଼ ଜାତି ନାହିଁ , ଛୁଆଁ ଅଛୁଆଁ ନାହିଁ , ଏଇ କଥା ଟା ମତେ ବହୁତ୍ ଭଲ ଲାଗେ , ଆଉ ଏଇଟା ବି ସତ କଥା ଖ୍ରୀଷ୍ଟିଆନ୍ ଲୋକ ନିରୀହ ଆଉ ଅଳ୍ପ ସଂଖ୍ୟକ ବୋଲି କିଛି ଟା ଗାଣ୍ଡୀ ଚାଲାଖିଆ ହିନ୍ଦୁ ଏବେ ରାସ୍ତା କୁ ଓହ୍ଲାଉ ଛନ୍ତି ,
There are many castes among Christians in India, including Adi Andhra, Akkasaliga, Banjara, Billava, Brahmana, Ediga, Golla, Gowdi, Holeya, Jangama, Kamma, Kuruba, Lamani, Madiga, Madiwala, Reddy, Syrian, and Siddi.
Explanation
Some Christians in India identify with lower castes, including Scheduled Castes (SC) and Scheduled Tribes (ST).
Wow,
Prathama thara pain tm katha mote aji bhala lagila❤
Counter box re chodi hana
Tamara se kahichanti
Right sister
Thank you bhai amen
Thank you brother, rights word,
Bhai tame bahut badhiya kaucha Bhai ❤❤❤❤❤
Good concept young man.
Bhai re bahut sundhara khata te aji tu kahichu thanks bro ame sanathani. ❤❤❤❤❤
ଭାଈ ପୁରା ଘାଣ୍ଟି ଦେଲ 😂❤❤❤
Bahut bhala kahichha bhai🎉🎉🎉..
Bhai you are super ❤
Good bless you brother
Great job भाई आपका दिल हमेशा ऐसा ही रहे
Bhai ❤u jay jagannath 🙏🙏🙏
bai tama video deki bahuta kusi lagila satare ehi video bahut laka mananka sher karibi
Bhai you are so great
Salute 🙏🏻 Dil se tumaku, Love You ଭାଇ 💞❤️🥰
ବହୁତ ଭଲ ହେଇଚି ଭାଇ. ପ୍ରଭୁ ଯୀଶୁ ତମକୁ ଆଶ୍ରିବାଦ କରନ୍ତୁ
God bless you broo jia amoku poritrano dobo tanko bholo guno ame maniba bholo kamo modhyo sikhiba