Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
କିଛି ବ୍ୟସ୍ତ ହୁଅନ୍ତୁ ନାହିଁ. ଏଇ ଗଣିତର ଫଳ ଆଗାମୀ ବିଧାନସଭା ନିର୍ବାଚନରେ ମିଳିବ. ବିଜେଡି ହଜିଯିବ କେଉଁଠି. କୁହନ୍ତି ନା " ଦଉଡ଼ି ଜଳିଯାଇ ପାଉଁଶ ହେଇଗଲାଣି କିନ୍ତୁ ବଳ ଯାଇନାହିଁ." ଏମାନେ ଯଦି ଓଡ଼ିଶାର ପ୍ରଗତି ଚିନ୍ତା କରୁଥାଆନ୍ତେ, ଏଇଠି ଆତ୍ମସମୀକ୍ଷା କରିଥାଆନ୍ତେ କିନ୍ତୁ ଏମାନଙ୍କ ଚିନ୍ତା କେମିତି ନବୀନଙ୍କ ପାଖଲୋକ ହେବେ.
ମୁଁ ଖାଲି କମେଣ୍ଟ ପଢିବାକୁ ଆସିଛି
😂😂😂😂😂😂😂
Eida sabu kharap charitra nari