Mamata's resignation is a huge setback for BJD, Naveen faces challenge to keep the party intact.
HTML-код
- Опубликовано: 20 окт 2024
- Mamata's resignation is a huge setback for BJD, Naveen faces challenge to keep the party intact.
#satyapatha #mamatamohanta #naveenpatnaik #pranabprakashdas #manmohansamal #bjd #odishapolitics #bjpodisha #rajyasabha #satyaprakashnayak
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
RUclips: youtube.com/@S...
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
A very Truthful presentation. Right analysis...
ଏହାହଁ ନିରାଟ ସତ୍ଯ, ଅହଙ୍କାରର ଏ ସବୁ ହେଇଛି ଗୋଟିଏ ଗୋଟିଏ ନମୁନା, ଏ ତ କିଛି ନୁହେଁ, ଆଗକୁ ଆଗକୁ କ'ଣ ହେଉଛି ଦେଖବାର କଥା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଯେଉଁ ଖେଳ ଖେଳୁଛନ୍ତି/ଖେଳିଛନ୍ତି ତାହା ଜ୍ବଳନ୍ତ ଅଗ୍ନିରେ ହାତ ପୁରାଇବା/ଘିଅ ଢ଼ାଳିବା ସହିତ ସମାନ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ନବୀନ ବାବୁଙ୍କର ସଂପୂର୍ଣ୍ଣ ଉଲଗ୍ନତା କୁ ଓଡିଶାବାସୀ ଚାତକ ପରି ଚାହିଁବସିଛନ୍ତି।
ଏମିତି ହୁଏ ଯିଏ ସରକାରରେ ରହିବେ ସେ ଗୋଟି ଗଡେଇବେ। ଏଥିରେ କୌଣସି ଚକିତ ହେବାର ନାହିଁ ।
ବର୍ତ୍ତମାନର ରାଜନୀତି କୁ ନେଇ ଆଲୋଚନା କଲେ ବହୁତ ସୁନ୍ଦର ।କିନ୍ତୁ ଏଠାରେ ଆଉ ଗୋଟିଏ କଥାକୁ ମଧ୍ୟ ଦେଖିବାର ଅଛି ।ମମତା ଇସ୍ତଫା ଦେଲେ ନା ନବୀନ ଓ ପାଣ୍ଡିଆନ ନିଜର ସୁରକ୍ଷା ପାଇଁ ବିଜେପି ହାତକୁ ଗୋଟିଏ ଏମ ପି ଟେକିଦେଲେ ।ଯେମିତିକି 20ଟି ଏମ ପି ଟେକିଦେଇଥିଲେ ।ସେଇ ଓଡ଼ିଆ ଢଗ ନିଜେ ବଂଚିଲେ ବାପର ନାଁ ।
If CBI, ED investigate corrouption of Odisha, BJD will finish.
ବି ଜେ ଡି ଏଥର ପୁରାପୁରି ଧ୍ଵଂସ ହେବାକୁ ଯାଉଛି |
Nabin Patnaik is undisputed leader of BJD.Nothing will tarnish his image.
ନବିନ କି ବାଳ ଶାସନ ଜାଣିଛି। ?ନିଜ ଦଳକୁ ଆୟତରେ ରଖି ପାରିନି ।ଦ ଳରୁ ଅନେକଙ୍କୁ ବାହାର କରିଛି ,ଏବେ ଦଳ ଯେପରି ବିଶୃଙ୍ଖଳିତ ରେ ଚାଲିଛନ୍ତି, କାହିଁକି କାଢି ପାରୁନି ????ଏକ ନମ୍ବର ହାରାମି ନବିନ ।
Jay Shree ram
Satya Babu BjP sopoter
Satya Sir Dayakari Nija Bibek Saha Katha Huantu Aau Reporting Karantu
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
Why BJD selected Mamanta an useless and unwanted and unknown lady for Rajya sabha? This was a great mistake in the oart of BJD
The lady enjoyed all the benifits of social, financial and all such others.
Satya Babu,
Wait and see how many days BJP Government will stay in the centre ???
You know it very well.....
Mamata ku କାଚରା ରୁ ଉଠାଇ ମଣିସ କରିବା ଭୁଲ ଥିଲା ଏବେ ତାକୁ ମୋଡି ଭଲ ଲାଗିଲା କାରଣ smruti ଏବେ କୋମାରେ
Kete Tanka Re BJP Kinuchi BJD Netanku Seita Kuhantu Please
Sir आपण khuchanti नवीन सरकार nku सक्त chapuda मारा शर्म आसुनि बीजेपी कु नीजे निजकु देखु ता पैसा jauni tnka देई किनिब
ମାମାତାଙ୍କୁ bjp କିଣିଛନ୍ତି
Momata kukro g. H
ଅଳ୍ପ ସମୟ BJP jaumal ମନ୍ତ୍ରୀ ଉଙ୍କର ରହାଲ
Raghubara Das Nka Pua Katha Kohuna Kahinki , Poduchi Na Monthly Boxis Milibani
Mamanta Mahanta nka prati sina abahela thila kintu Abe 22 BJD MLA
Kipari kina hoichhi BJP kinuuchhi
Needs clarity of voice and video
Mamata mahanta ku gerua dala kini neichi
SULATA KU KIE TICKET DEI THILA TIKE NEWS HAU SIR SE AGARU KANA THILA PADA PADABIRE
?
ମମତା ମହାନ୍ତ ଜଣେ ମହାନ ଅସ୍ମିତା ବାନ ସାଂସଦ । ଏମିତି ସମସ୍ତଙ୍କ ପାଖରେ ରହିବା ଉଚିତ୍ ।
Selfish
Lokanku bujhiba darkar ye vali neta nku godeiki badeiba katha
Mamata Mahanta kebala michha natak
Bhupendra Singh ku misaila bele keun ethics thila Naveen babura
Stop using such derogatory headings. This is nonsense
ଟଙ୍କା ପାଇଁ ନିଜର ନିଜତ୍ୱ ବଜାରରେ ବିକିଦେଲେ ମମତା ମହନ୍ତ
2014 ନିର୍ବାଚନ ପୂର୍ବରୁ ଭୁପିନ୍ଦର ସିଂ ବିରୋଧୀ ଦଳର ନେତା କେମିତି ବିକ୍ରି ହେଲେ ବିଜେଡି ପାଖରେ ସେକଥା ମନେ ଅଛି କି ନାହିଁ ଭୁଲି ଗଲେଣି କଂଗ୍ରେସରୁ କେତେ ନେତା ଆମଦାନୀ କରିଛି ଗେଣ୍ଡାଦଳିଆ ତାହାର ହିସାବ ତୁମ ପାଖରେ ଅଛି ତ ସବୁବେଳେ କର୍ମକୁ ନେଇ ଫଳ ମିଳେ ତେଣୁ ଗେଣ୍ଡାଦଳ ଯେମିତି କର୍ମ କରିଛି ତାହାର ଫଳ ନିଶ୍ଚିତ ଭୋଗିବ ସମୟକୁ ଅପେକ୍ଷା କର ଏତେ ଅଧର୍ଯ୍ୟ କାହିଁକି ହେଉଛନ୍ତି
ବର୍ଷା ଯୁଆଡେ ଛତା ସିଆଡେ
Defective sound tune .
BJP cohr
ଗେଣ୍ଡାଦଳ ଯେତେବେଳେ କଂଗ୍ରେସରୁ ନେତା ଆମଦାନୀ କରୁଥିଲା ସେତେବେଳେ ବିଜେଡ଼ି ଚୋର ଥିଲା ନା ଡକାୟତ ଥିଲା ସେତେବେଳେ କୁତୁକୁତୁ ଲାଗୁଥିଲବ ଗେଣ୍ଡାଦଳିଆ ସବୁ ଧ୍ୱଂସ ହେଇଯିବ
Mayur bhanja re Rastra pati sport ra phala
Simply sitting
Bjd ra karim mane bhabi thile o kuha kuhi houthile BJP sarkar nabin babu nku kete samman deuchhi ba dakuchhanti ahara mane hela mamata mahanta
ନବୀନ ବାବୁ ଯେଉଁ କର୍ମ କରିଛନ୍ତି ଏହା ତାଙ୍କର କର୍ମ ଫଳ । ବିରୋଧୀ ଦଳର ନେତା ଙ୍କୁ ତାଙ୍କର ଦଳରେ ସାମିଲ କରିବାକୁ କିଏ ନିଷ୍ପତ୍ତି ନେଇଥିଲେ ?
Once a betrayer ALLWAYS A BETRAYER
Bjp jmti Anya ku budeiba pain chesta karuchi smti se nije buduchi centre re bjp ra stiti kn seita samaste janichanti tame au ete bhasan marani kathare achhi na dipa libhila bele jore jale thik smti 2029 re bjp centre ru au odisha ru out haba.... wait Kara
Mamata tanka lobhi
ଆଶ୍ଚର୍ଯ୍ୟଜନକ ରାଜନୈତିକ ପରିସ୍ଥିତି ।
Now BJD and Navin is testing his own medicine. Just remember, how he had broken Congress in this state.
Kudumi ku ST ra Manyata deba katha kahiki kichhi kale nahi
Satya babu, apana odia na Hindi kahuchhanti? Halant ra anabasyaka byabahara kahinki?
Arey Babu Apana BJP Ra Chatukar , Ki Bala Channel Karicha , BJP Kn Pura Sadhu Dala ,
Genda dala sarbanas heijiba.last ku british naveen au tamil pandu rahibe.😂