ପାଠ ପଢି ଉଚ୍ଚ ଶିକ୍ଷିତ ହେଲେ ଆଜି ମୋ ହାତରେ ବେଲଚା || A1 ODIA

Поделиться
HTML-код
  • Опубликовано: 11 окт 2024
  • A1 ODIA | ODISHA NEWS | ODIA NEWS
    ଜୀବନ କଣ ମୁଁ ଜାଣିଛି ଆଉ ଜୀବନରେ କେମିତି ଆଗକୁ ବଢିବାକୁ ହୁଏ ତାହା ମଧ୍ୟ ମୋ ଠାରୁ ଶିଖନ୍ତୁ.#Lifestory #Emotionalstory #A1odia #A1odianews #Odishanews #Medhabichatri #Poorfamillystory #Sadstory #Odishaeducation #Topperstudent
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️RUclips(A1 ODIA): / @a1odia
    ↪️RUclips(A1 ODISHA) : / @a1odisha
    ▶️RUclips Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-3554921, 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

Комментарии • 523

  • @jogindramallik79
    @jogindramallik79 2 года назад +114

    ପରିସ୍ଥିତି ବହୁତ ବଡ ବଡ ଲୋକଙ୍କ ସ୍ବପ୍ନ ଭାଙ୍ଗି ରାସ୍ତା କୁ ଟାଣି ଆଣେ ଯିଏ ହାରି ଯାଏ ସିଏ ଦୁନିଆ ରେ ମରି ଯାଏ ଆଉ ଯିଏ ପରିସ୍ଥିତି କୁ ସାମ୍ନା କରେ ସିଏ ହିଁ ବିଜୟ ର ଘଣ୍ଟି ବଜାଏ 🙏🙏🙏

  • @SushantaKuNayak
    @SushantaKuNayak 2 года назад +41

    କର୍ମ କରିଚାଲ ଭଉଣୀ ଭଗବାନ ନିଶ୍ଚିତ ଭାବରେ ତୁମର ଦୁଃଖ ଶୁଣିବେ God bless you

  • @ekadasiaremta2139
    @ekadasiaremta2139 2 года назад +52

    ଭଉଣୀ ଲିଲି ତମ ପରିଶ୍ରମ ର ଫଳ ଟା ଜଗନ୍ନାଥ ଅମୃତ ଠୁ ଆହୁରି ମଧୁର ରେ ତମ ଜୀବନ ଟାକୁ ଭରି ଦିଅନ୍ତୁ , ଲିଲି ତୁମେ ସତ୍ୟ ପଥରେ ସବୁବେଳେ ଯାତ୍ରା କରିବ ଜଗନ୍ନାଥ ତମର ଶକ୍ତି ପରୀକ୍ଷା କରୁଛନ୍ତି ?

  • @raghumaninayak9593
    @raghumaninayak9593 2 года назад +38

    ଭଗବାନ ତୁମର ମଙ୍ଗଳ କରନ୍ତୁ, ତୁମେ ଜିବନଯୁଧରେ ହାରି ନ ଯାଇ ସଂଘର୍ଷ ଜାରି ରଖ ଦେଖିବ ଦିନେନା ଦିନେ ଭଗବାନ ଡାକ ଶୁଣିବେ । ଜୟ ମାଆ ତାରିଣୀ, କେନ୍ଦୁଝର ଚମ୍ପୁଆ।

  • @RS-yn2bd
    @RS-yn2bd 2 года назад +8

    ଭଗବାନ ତୂମର ଡାକ ଶୁଣୁଛନ୍ତି
    ଖୁବଶୀଘ୍ର ତମେ ଶିକ୍ଷୟିତ୍ରୀ ହେବ
    ଜୟ ଜଗନ୍ନାଥ ସ୍ବାମୀ

  • @Ramesh-mi9mq
    @Ramesh-mi9mq 2 года назад +29

    ଆମ ଗରିବ ଲୋକ ପାଇଁ ,bhauni କର୍ମ ହି ଆମ ପାଇଁ ଭଗବାନ 🙏🙏🙏କିନ୍ତୁ ଆମ କଷ୍ଟ ଆମେ କାହାକୁ କହୁନୁ🙏🙏🙏ଜୟଜଗନ୍ନାଥ 😭😭😭

  • @balaramnath2903
    @balaramnath2903 2 года назад +23

    ହେ ଭଗବାନ୍ ଏଠି କିଏ ପଅଇସା ଥାଇବି ପଢିପାରୁନି କିନ୍ତୁ ଏଠି ପଅଇସା ନଥାଇବି ଟପର ,ଏ ହଅଉଛି ଆମ ନବିନ ବାବୁଙ୍କର No1ମୃଖ ମନ୍ତ୍ରୀ

    • @bijaykhuntia868
      @bijaykhuntia868 2 года назад

      WB style education system in coming days...

  • @chaitanyabariki810
    @chaitanyabariki810 2 года назад +15

    ଠାକୁର ତୁମକୁ ଆଶିର୍ବାଦ କରନ୍ତୁ 🙏 ବନ୍ଦେ ଉତ୍କଳଜନନୀ 🙏

  • @manujpatra1994
    @manujpatra1994 2 года назад +96

    ଭଗବାନ ନିଶ୍ଚିତ ତମର ଡାକ ଶୁଣିବେ ନିଜର ଚେଷ୍ଟା ଜାରିରଖ 🙏🙏🙏god bless you 🙏🙏🙏🙏

  • @pabitrapanda2136
    @pabitrapanda2136 2 года назад +47

    ଆଖିରେ ଲୁହ ଆସିଗଲା,,,, ସତରେ ଏ ସରକାର ର ତେଲିଆ ମୁଣ୍ଡରେ ତେଲ ଭଳି କାମ କରୁଛି

    • @sibubehera2417
      @sibubehera2417 2 года назад

      Satare bhai mor b akhiru pani asigala

  • @mitumaharana437
    @mitumaharana437 2 года назад +29

    😭😭😭 ଆମ ଓଡ଼ିଶା ରେ ଏବେ ବି ଭଲ ଲୋକ ଅଛନ୍ତି ଭଉଣୀ ନିଶ୍ଚିନ୍ତ 100%ଅତି ଶୀଘ୍ର କିଛି ନା କିଛି ରାସ୍ତା ମିଳିବ।ଠିକ୍ Education କେବେ ବି ବ୍ୟର୍ଥ ରେ ଯିବନି।

  • @74524p
    @74524p 2 года назад +21

    ଆଖି ନାହିଁ କି ଇଛା ନାହିଁ ପ୍ରଶାସନର ଯେ ଏପରି ମେଧାବୀଙ୍କୁ ସାହାଯ୍ୟ କରିବେ

  • @pradoshkumar7833
    @pradoshkumar7833 2 года назад +15

    ବହୁତ ଦୁଃଖ ଲାଗିଲା ଏ ଦୃଶ୍ୟ ଦେଖି. ସ୍ଥାନୀୟ ପ୍ରଶାସନ ଏ ଭଉଣୀ ର କଥା ଟିକେ ବୁଝନ୍ତୁ.ଏଠି ଯାହାକୁ ଚାକିରୀ ଦରକାର ସେ ମୂଲିଆ କାମ କରୁଛି. ଆଉ ଯିଏ ପଣିକ୍ୟା ଆଉ 12 ରୁ 9 ଗଲେ କେତେ ଆସୁନି ସେ ଚାକିରୀ ପାଇ ଯାଉଛନ୍ତି.

    • @appumohanty4914
      @appumohanty4914 2 года назад +2

      Bhauni tama katha suni mo akhire luha adigala

  • @rakeshkumarmalik3721
    @rakeshkumarmalik3721 2 года назад +36

    କ'ଣ କହିବି ଆପଣଙ୍କ ପାଇଁ ମୋ ପାଖରେ ଶବ୍ଦ ନାହିଁ ତଥାପି ଏତିକି କହିବି ଭଗବାନଙ୍କୁ ମୋର ପ୍ରାର୍ଥନା କି ଆପଣଙ୍କୁ ସବୁ ସଂକଟ ରୁ ଉଧାର କରନ୍ତୁ ଆଉ ସବୁ ଆଛା ପୁରଣ କରନ୍ତୁ ଜୟ ଜଗନ୍ନାଥ

  • @kumkumdas9619
    @kumkumdas9619 2 года назад +15

    ଛି ଛି 22 ବର୍ଷ ଶାସନ ରେ ଏମିତି, ଗରିବ ମାନେ ପିଲାଙ୍କୁ କାହିଁକି ପାଠ ପଢେଇବାକୁ ଆଗ୍ରହ ହେବେ? ଏପରି ସରକାର ବାଛି କଣ ଲାଭ ? ଏପରି ଘଟଣା ମୁଖ୍ୟ ସମ୍ବାଦ ହବା ଉଚିତ୍

    • @rajanipandatechvlogs3879
      @rajanipandatechvlogs3879 2 года назад

      ମିଡ଼ିଆ ଙ୍କର ବର୍ତ୍ତମାନ ସମୟ ଅଭାବ କାରଣ କାହାର ସ୍ତ୍ରୀ, ଝିଅକୁ କିଏ ନେଲା ତାକୁ କିଏ ଦେଖେଇ ବ।

  • @basantmalick9799
    @basantmalick9799 2 года назад +8

    ଝିଅ ତୁମେ ତ କେବଳ ତୁମ ବାପା ମାଆ କଂର ନୁହଁ ଭଗବାନଙ୍କ ସଂତାନ ତୁମସୋପନ ପୁରଣହେବ ଜୟଲାଭ କରିବ ଜୟବାବାଆଖଂଡଳମଣୀ

  • @nalinipattanaik9860
    @nalinipattanaik9860 2 года назад

    Thank you A1ODIA emiti news jari rahu

  • @ullashmaharana6320
    @ullashmaharana6320 2 года назад +8

    ମାଆ, ଏ ରାଜ୍ୟରେ ଗରିବ ଶିକ୍ଷିତ ପାଠ ପଢ଼ି ମାଟିକୁ ଯାଏ କିମ୍ବା ଭାଟିକୁ ଯାଏ

  • @alokpatel3527
    @alokpatel3527 2 года назад +4

    Thank you didi odisha sarkaar ku laja tike lagu

  • @bhagabandakua3211
    @bhagabandakua3211 2 года назад

    Bahut sundar katha apan nkar atma santushta hoijauchi. Bhagaban karantu apanank swap puran hau Jaya Jagannath.

  • @prakashdora5735
    @prakashdora5735 2 года назад

    Really it is best news.
    Bhagaban nischinta sunibe chesta jarirakha.Bhagaban tuma sahita achhanti .

  • @saisikhya7557
    @saisikhya7557 2 года назад +2

    God bless you take care 🙏❤

  • @ratikantabarik6860
    @ratikantabarik6860 2 года назад +2

    Maa Tuzhe salam 🙏🙏🙏🙏

  • @rpmusicrider574
    @rpmusicrider574 2 года назад +4

    ମୁଁ Computer Science Students ପିଲା,
    ମୋ ଲକ୍ଷ ଥିଲା UI Full Stack Developer କିନ୍ତୁ ଟଙ୍କା ଅଭାବରୁ ମୁଁ ପାଠ ପଡ଼ା ଅଧାରେ ରଖି ଦେଇଛି,
    ମୁଁ 10th class ru ଏମିତିକା ବହୁତ କାମ କରି ଆଜି BCA Complete କରିଲି

  • @tophanmallik2118
    @tophanmallik2118 2 года назад

    ଭଗବାନ ତୁମର ନିଶ୍ଚୟ ଡାକ ଶୁଣିବେ ଭଉଣୀ ଧନ୍ୟବାଦ୍

  • @mitumaharana437
    @mitumaharana437 2 года назад +8

    ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ।😭😭😭😭😭

  • @kdillip92
    @kdillip92 2 года назад +1

    ଆଜି ଦେଶର ଅବସ୍ଥା ହିଁ ଏମିତି ହୋଇଯାଇଛି
    ଏଠି ଯୋଗ୍ୟତା ଥିଲେ ମଧ୍ୟ ମୂଲ୍ୟ କିଛି ନାହିଁ l
    ଅଯୋଗ୍ୟ ଲୋକଙ୍କୁ ସବୁ କିଛି ମିଳିଯାଏ l

  • @amitkumarsahaniakash2748
    @amitkumarsahaniakash2748 2 года назад +1

    God bless you apananka ra job hoijiba . Apananka ra sabu swapna sata heba nischita . Ama govt bhala kama karile sabu heba . Hele ethe govt soichi .

  • @collboydeben5271
    @collboydeben5271 2 года назад +2

    ଭଉଣୀ ମନ ଦୁଃଖ କରିବୁନି ଭଗବାନ ଦିନେ ନିଚୟ ଶୁଣିବ

  • @prasantkudas3438
    @prasantkudas3438 2 года назад +5

    ଆମ ସରକାର ଏଠି ଗରିବ ଭଉଣୀ ତୁମେ ନୁହେଁ

  • @srinucreation7661
    @srinucreation7661 2 года назад +3

    ଭଉଣୀ ତୁମର ଏଇ କଷ୍ଟ ସେଇ କାଳିଆ ଠାକୁର ନିଶ୍ଚିନ୍ତ ଶୁଣିବେ ମୋର ଏତିକି ପ୍ରାର୍ଥନା 🙏🙏🙏

  • @rameshdas7493
    @rameshdas7493 2 года назад +1

    ସରକାର ଆଉ ରାଜନେତା ସବୁ ଳୁଟୁଛନ୍ତି ତାଙ୍କ ଦରମା ଵଢୁ ତାଙ୍କ ପିଲାମାନେ ଭଲରେ ରହନ୍ତୁ।କାରଣ ଚଳାକ

  • @budhibamapradhan9541
    @budhibamapradhan9541 2 года назад +2

    ସରକାର ଙ୍କର ବହୁତ ଯୋଜନା ଅଛି ଜିଲ୍ଲାପାଳ ଙ୍କୁ ଅନୁରୋଧ ସହଯୋଗ ଶୀଘ୍ର କରନ୍ତୁ

  • @rangiladx
    @rangiladx 2 года назад

    Thank you❤ a1odia news

  • @gopikisanbagha35
    @gopikisanbagha35 2 года назад +1

    God bless you sister bright your future career wait

  • @surendrasabjistore7898
    @surendrasabjistore7898 2 года назад +1

    ଭାଗବାନ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ

  • @chandiniraut4705
    @chandiniraut4705 2 года назад

    Jay Jagannath tumara sabu swapna puran heu God bless you

  • @ଓଡ଼ିଆଖଟି
    @ଓଡ଼ିଆଖଟି 2 года назад +2

    God bless you🙏🙏

  • @shrabanisinghbhoi2520
    @shrabanisinghbhoi2520 2 года назад +1

    God bless you sister go ahead do your duty must be sucess in your life

  • @subhadasarabu3935
    @subhadasarabu3935 2 года назад

    Bhagban tuma sabu ichha purana karantu jai jagannath

  • @crpkmishra7484
    @crpkmishra7484 2 года назад +4

    ଭଗବାନ କେବଳ ତମ ଭଳି ଲୋକଙ୍କ ପାଇଁ ଭଉଣୀ... କେବଳ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ।

  • @byangamanbalaram5651
    @byangamanbalaram5651 2 года назад +7

    🌹ଧନ୍ୟବାଦ ଭଉଣୀ 🌹
    👌👌👌👌👌👌👌
    ଆପଣ ପରିଶ୍ରମ କରି, ରୋଜକାର କରୁଛନ୍ତି, କିଛି ଖରାପ ନୁହେଁ,,,
    ଭଗଵାନ ଆପଣଂକୁ, ସହାୟ ହୁଅନ୍ତୁ
    ଅଚିହ୍ନା ଭଉଣୀ ପାଇଁ, ଏତିକି ପ୍ରାର୍ଥନା
    🙏🙏🙏🙏🙏🙏

  • @sarojkumarpatra6473
    @sarojkumarpatra6473 2 года назад +1

    God bless you. 🙏

  • @dhirenswain604
    @dhirenswain604 2 года назад +1

    bhagavan tumar swapn. sakar kare lords Jagannath bless you

  • @sakuntalasahoo9641
    @sakuntalasahoo9641 2 года назад +7

    ମୁଁ ମେଟ୍ରିକ ରେ 74% ରଖିଛି। +2 ରେ 80% ରଖିଛି। ଏବେ ମୋର +3 ର 2nd year ଏବେ ଲାଗୁଛି ମୁଁ ଆଉ ଆଗକୁ ପଢିପାରିବିନି।ଆମଘରେ ପଇସା ର problem ବହୁତ ଅଛି।

    • @RohitKumar-mq9om
      @RohitKumar-mq9om 2 года назад +1

      Same situation sis😔

    • @sarojg_m2171
      @sarojg_m2171 2 года назад +1

      ମୋର ବି same situation 😥

    • @defenceaspirantsantosh4407
      @defenceaspirantsantosh4407 2 года назад

      same situation mora re admission fee dei paruni kemiti si hebi mote bahut kasta laguchi jemiti ama jibana re khushi nahi . dekha jau kn hauchi .

    • @arpitapanigrahy3551
      @arpitapanigrahy3551 2 года назад

      Sister tama gov job paini prepare hua

    • @soni..8539
      @soni..8539 2 года назад

      Previous yr bahut pila mark basic re nursing paile so please frnd try kara sayad silection heijaipare.

  • @rupsing1368
    @rupsing1368 2 года назад

    A lot of thanks for the news.......

  • @sibarambehera2886
    @sibarambehera2886 2 года назад +1

    Bht agaku jiba sister 🙏🙏🙏🙏 Bhagwan tumara mangal karntu

  • @ODIASTATUS07
    @ODIASTATUS07 2 года назад +3

    Jay jagannath🙏🙏🙏

  • @jaduhemram9930
    @jaduhemram9930 Год назад

    kasta kale krusna hin miliba.dont worry. bhagabanaku bharasa rakha.dharya hara hebani jhia.success ra pada chuinba hin chuinba.

  • @s_for-sibaprasad
    @s_for-sibaprasad 2 года назад +1

    ଦିଦି ଆମେ ପଠା ପଢିଲେ କଣ ହବ ଆମେ ଗରିବ ଆମ କଥା କୋଉ ସରକାର ଆଉ କୋଉ ରାଜା ନେତା କିଏ ଶୁଣିବେନି ଆମ ଓଡିଶା ସବୁବଳେ ପଛୁଆ ସେଥିପାଇଁ ତ ଦୋଷୀ ଏଠି ନିଦୋଷ ଏଠି ନେତା ଯଦି ହାତର ଲୋକ କାହାକୁ କରିବେ ଖାତାର ଆମ ଓଡିଶା ରେ ଖାଲି କୁଟ ନୀତି 😔😔😔🙏🏻ଜୟ ଜଗନ୍ନାଥ 🙏🏻

  • @dalibandhugouri6001
    @dalibandhugouri6001 2 года назад +1

    Sarkaar ae jiya ku sahajya sahojag karantu jata sigra🙏🙏🙏dhanyavaad

  • @malayarana5533
    @malayarana5533 2 года назад

    Thanks maa

  • @rajibkumarbehera3765
    @rajibkumarbehera3765 2 года назад

    Exlent news chhanel amitika news asiba darkar

  • @swaranikamahankuda4680
    @swaranikamahankuda4680 2 года назад

    Beautiful sahaya hiantu bhagwan 🙏🙏🙏🙏 athire dhani srenira loka sahajya karile bhala huanta 🙏🙏

  • @sahedknr9990
    @sahedknr9990 2 года назад

    Good thinking God bless u

  • @saradasneh
    @saradasneh 2 года назад +2

    ଭଗବାନ ତମ ସହ ଅଛନ୍ତି ବହୁତ ଆଗକୁ ଯିବ🙏🙏

  • @anandbehera3461
    @anandbehera3461 2 года назад +1

    God bless🙏🙏🙏🙏🙏 you

  • @prempunji4843
    @prempunji4843 2 года назад

    Jay Jagannath

  • @Pradeepwriterin
    @Pradeepwriterin 2 года назад +8

    ବହୁତ୍ ଭଲ news deu6nty ehi chanel

  • @sukantakumarsahoo7682
    @sukantakumarsahoo7682 2 года назад

    Very nice news, Sister you will must success in your life, God bless you

  • @udayalima9094
    @udayalima9094 2 года назад +2

    କୌଣସି ସମାଜ ସେବୀ ସାମ୍ବାଦିକ ଯଦି ଏହି ବିଷୟ ଜିଲ୍ଲା ପ୍ରଶାସନ କିମ୍ବା ବିଧାୟକ ମାନଂକୁ ଜଣାଇଲେ ଏହି ଝିଅର କିଛି ଉନ୍ନତି ହେବ.

  • @kishorbhue8527
    @kishorbhue8527 2 года назад +1

    God bless you sister

  • @anantapaharia546
    @anantapaharia546 2 года назад

    Great job god bless you

  • @astamajhi4854
    @astamajhi4854 2 года назад

    Nice information video

  • @upendrupendra7742
    @upendrupendra7742 2 года назад

    Thanks u bhouni tumo ku

  • @birakishoresahoo3080
    @birakishoresahoo3080 2 года назад +1

    Thanks.Go ahead.God will help u.U will reach your destiny.

  • @susantakumarbehera2293
    @susantakumarbehera2293 2 года назад

    Thankyou Koraput block and district adminstrator......

  • @Prasantofficialvlog
    @Prasantofficialvlog 2 года назад +2

    ଭଗବାନ ଆପଣ ଦୁଃଖ ଜଲଦି ଶୁଣିବେ, ଭଗବାନ ନିକଟରେ ମୋର ପ୍ରାର୍ଥନା😭🙏🏼⭕️‼️⭕️

  • @shaikhnasrulla2904
    @shaikhnasrulla2904 2 года назад

    ତୁମର ମନସ୍କାମନା ଭଗବାନ ନିଶ୍ଚୟ ପୁରଣ କରିବେ, God blessed u

  • @mantunaik9798
    @mantunaik9798 Год назад

    Good understanding

  • @sweetheartmusic7131
    @sweetheartmusic7131 2 года назад +1

    ଭଗବାନ ତୁମର ଇଚ୍ଛା ପୂରଣ କରନ୍ତୁ । ତୁମ ପରିବାରର ଦୁଃଖ ଦୂର ହେଉ ।

  • @PrakashDas-bm7vz
    @PrakashDas-bm7vz 2 года назад

    Sundar bahutu sundar

  • @dillipkumar2417
    @dillipkumar2417 2 года назад

    Very good news channel

  • @sashibhusanpradhan9370
    @sashibhusanpradhan9370 2 года назад +1

    ନଵିନ ସରକାର ଯେଉଁ ଦିନ ପର୍ଯ୍ୟନ୍ତ ଥିବ ସମସ୍ତଙ୍କ ଜୀଵନ ମାଟି ହୋଇଯିଵ । ତଥାପି ଚେଷ୍ଟାଚାଲୁ ।

  • @lipsaseth1147
    @lipsaseth1147 2 года назад +2

    ଭଗବାନ ତୁମକୁ ସହାୟହୁଅନ

  • @sagarsandhya2043
    @sagarsandhya2043 2 года назад

    Jay Jagannath mangala karantu

  • @tapankumardastapankumardas2629
    @tapankumardastapankumardas2629 2 года назад

    You are great 👌👌👌👌

  • @IQ_Competitive_Academy
    @IQ_Competitive_Academy 2 года назад

    Right content deuchanti aapananka news.

  • @abhaykumarrout6447
    @abhaykumarrout6447 2 года назад

    Great jhia

  • @bivishanjerai3882
    @bivishanjerai3882 2 года назад

    ସତରେ ଭଉଣୀ ଜୀବନରେ ଯଦି ସଂଘର୍ଷ ନ ଥାଏ life ର ମଜା ନାହିଁ। ସଂଘର୍ଷ ଜାରି ରଖ ସଫଳତା ନିଶ୍ଚୟ ହାତ ମୁଠା କୁ ଆସିବ। ଏଠି ଭଗବାନ କିଛି କରନ୍ତି ନାହିଁ ଯାହା କରିବାକୁ ହୁଏ ଆମକୁ ହିଁ କରିବାକୁ ହୁଏ ଭଗବାନ ତ ଗୁଟେ ବାହାନା।

  • @cat52268
    @cat52268 2 года назад +1

    God bless you

    • @dhanamani7649
      @dhanamani7649 2 года назад

      Only bless u kahile chaliba nahin, we should help him at any cost

  • @brundabanpradhan823
    @brundabanpradhan823 2 года назад

    Appa bhagwaan achanti, sobu thik hei jibo,

  • @kulamanisabar1404
    @kulamanisabar1404 2 года назад

    Good job.

  • @prabhanjanbisoyi733
    @prabhanjanbisoyi733 2 года назад +1

    God Bless You My Sister 💖

  • @nibeditaroutcreation8869
    @nibeditaroutcreation8869 2 года назад

    God bless you sister ❤❤❤👍

  • @rajanipandatechvlogs3879
    @rajanipandatechvlogs3879 2 года назад +2

    ଭଲ କଥା କରିଛ ସରକାର ଙ୍କୁ ଚିଠି ଲେଖିନ ,ଲେଖିଥିଲେ ସରକାରୀ ଅଫିସ ରୁ ସରକାର ଙ୍କ ଗୁଣ୍ଡା ଆସିଥାନ୍ତେ ।ମିଛ କେସ ରେ ଥାନା ରେ ନାମ ପଞ୍ଜୀକୃତ ହୋଇଥାନ୍ତା

  • @purnachandrasahoo4780
    @purnachandrasahoo4780 2 года назад +1

    Good DiDi Good.

  • @ms.hansdah6043
    @ms.hansdah6043 2 года назад

    May God bless you

  • @laxmikantanayak1431
    @laxmikantanayak1431 2 года назад

    Success hebe bhauni tame chesta kariba loka hareni kebe teacher tie heba god bless u

  • @nityatechnicalsupport9429
    @nityatechnicalsupport9429 2 года назад

    Best student help odisha

  • @achyutakumar3202
    @achyutakumar3202 2 года назад

    Jai jagannath

  • @manashrgdavlogs
    @manashrgdavlogs 2 года назад

    You are grate sister

  • @premharipalofficial5220
    @premharipalofficial5220 2 года назад

    ♥️mo suna bhauni Sabu thik heijiba re.

  • @ramakanta4225
    @ramakanta4225 2 года назад

    God bless u, fulfil ur dream

  • @bebitadas4846
    @bebitadas4846 2 года назад +1

    God bless you sister Jesus loves you and he is with you.

  • @subashnayak2275
    @subashnayak2275 2 года назад

    God Bless

  • @kapilashpradhan843
    @kapilashpradhan843 2 года назад

    You are great sister

  • @pmartcreation...8890
    @pmartcreation...8890 2 года назад +1

    Odisha sarakar kau kamaku nuhe....god bless u sister...

  • @Anujkumar-56__.
    @Anujkumar-56__. 2 года назад

    Amiti loka successful huanti..

  • @harshitshan49
    @harshitshan49 2 года назад +1

    Love you sister
    God BLESS you 🙏🏻🙏🏻🙏🏻