kebala prakruti misra ku nuha ta bapa maa ku bi odisha bahara karidiantu.manmatha misra ta jhia naa re besi bada bada bhasana maruthile na.ta samastanku bahara karidiantu
Angul district re bahut ganjei karabar heichi past re. Chora mananka pradurbhaba badhichi. Sata ku micha, micha ku sata karuchanti. Mu semananka against re voice raise karili, seithi pain mu bahut kasta paili. Ebe Bhubaneswar re rahuchi. Ganjei mafia mananka thu durare.
Sarakara kn jan Jan kari kn Samastankar pakhaku jai kahibe je Nisha jinisa byabahara Kariba ta vala nai boli.amo odisha ra jeun sabu loka mane Nisha jinisa byabahara karuchonti semane kn janinahanti ki seita kharap jinisa.
Hats off to u bro.. Your view is perfect.. You are so brave to talk about the issue with such guts.. Prakruti deserves something more dangerous.. She is a shame to our odia culture
Yes definitely babushan too is bad,but Prakruti mishra is like a parasite she will infect every actor if she gets a chance..both have brought shame not only to our odiya industry but also to our odiya culture.
Khali ban kale hebani , Prakruti ku Odisha re purai dia najau . Manmatha mishra nkara bi bahut respect thila jaha tanka jhia pain dhuli re mishi gala .
ସତରେ ଭାଇ ତୁମ ଭଳି ଯଦି ସବୁ ମଣିଷମାନେ ଏମିତି ଚିନ୍ତାଧାରା ରଖିବେ ଦୁନିଆ ବଦଳିଯିବ । Salute for you
Very well said 👍👍
ବହୁତ୍ ବହୁତ୍ ଧନ୍ୟବାଦ୍ ବାବା ତୁମକୁ । ତୁମେ ଜଣେ ପୁଅ ହୋଇ ଓଡ଼ିଶାର ସଂସ୍କୃତି କୁ ଏତେ ସମ୍ମାନ ଦେଉଛ , ପ୍ରକୃତି ମିଶ୍ର ଜଣେ ଝିଅ ହୋଇ ଅନ୍ୟ ଝିଅ ର ସ୍ଵାମୀ କୁ ଏମିତି ଭାବରେ ନିଜ ଅକ୍ତିଆର ରେ ରଖିବା କେତେ ନିନ୍ଦନୀୟ ଘଟଣା ।
ଭାଇ ତୁମକୁ ହୃଦୟ ରୁ ଧନ୍ୟବାଦ୍। ଏତେ ବଡ଼ ସତ୍ ସାହସ କରିଛ। ପ୍ରକୃତି ମିଶ୍ର ଓଡ଼ିଶା ରୁ ବିଦା ହବା ଦରକାର।
kebala prakruti misra ku nuha ta bapa maa ku bi odisha bahara karidiantu.manmatha misra ta jhia naa re besi bada bada bhasana maruthile na.ta samastanku bahara karidiantu
sidharth tv re jau show hauchi tanku bahara kariba darkar
Tame kuade tamara baar ku jaithila. Kete faltu loka tame.video banaucha.
Tu sala next hero hebu
@@subhamsahoo5923 àa /6
ବହୁତ୍ ଧନ୍ୟବାଦ୍ ଆପଣଙ୍କୁ, ଓଡ଼ିଶା ବାସି ସମସ୍ତେ ତୃପ୍ତି ଙ୍କ ସହିତ, ସତ୍ୟ ର ହେବ ଜୟ, ଜୟ ଶ୍ରୀ ଜଗନ୍ନାଥ 🙏
ପ୍ରକୃତି ମିଶ୍ର କୁ ଓଡିଶାରୁ ବାସନ୍ଦ୍ କର ।। କିଏ କିଏ ସହମତ ଅଛ ।। 👍👍 କର
Taku fasi darkr
@@sapnamuduli2289 tamara kou jilla
Yes ,she should out from odisha
Tahele babusan ku bhi haba darkar ...
Tume professor acha pop ku kana pani jai thila ,pila manku kana wine kemiti pia jae sikhaucha
ଭାଇ ସତକଥା କହି ଥିବାରୁ ଅନ୍ତରରୁ ମୁ ଧନ୍ୟବାଦ ଜଣାଉଛି 🙏
Bhai tamaku bahut bahut dhanyabad
Mu b dhanyabad dauchi bhai
ଏଭଳି ସତ୍ ସାହାସ ରଖି media ସାମ୍ନାରେ ସତ କଥା କହିଥିବାରୁ ଆପଣଙ୍କୁ ଶତ ପ୍ରଣାମ ଓ ଶୁଭେଚ୍ଛା🙏🙏💐💐👌👍
Thik kahila
👍 Agree to you....
No
Bro app great ho
I love you ❤️ bro
ସବୁକଥା ଠିକ କହିଥିବାରୁ ଧନ୍ୟବାଦ ରାଣୀ ପଣ୍ଡା ଙ୍କୁ ସମସ୍ତେ ଖରାପ ଭାବୁଛନ୍ତି ହେଲେ କଣ ଖରାପ ସେ ତ ପ୍ରକୃତି ମିଶ୍ର ପରି କା ଘର ଭାଙ୍ଗିନାହାନ୍ତି
କେତେ ଜଣ ତୃପ୍ତି କୁ ସପୋଟ କରୁଛନ୍ତି 👍🙏
ମିଡିଆ ସାମ୍ନା ରେ ସତ କହିବା ପୁରୁଷ ବୋଧୁଏ ପ୍ରଥମ ଥର। ବୋହୁତ ବୋହୁତ ଧନ୍ୟବାଦ୍ ଭାଇ।
ବାବୁଶାନ ର ଭାଗ୍ୟ ଭଲ ସ୍ତ୍ରୀ ଲାଗି ବଞ୍ଚିଗଲା ନ ହେଲେ ସୁଶାନ୍ତ ସିଂ ରାଜପୁତ ଭଳିଆ ହୋଇଥାନ୍ତା
Vai 👍
Thanks bhai
Correct
E paryant banchini re bhai , ebe bi se prakruti Mishra ku support karuchi
Ri8
ଆପଣ ହେଉଛନ୍ତି ପ୍ରକୃତରେ ଜଣେ ସାହାସୀ ମଣିଷ ।
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ l Power to express the truth infront of media is not everyone's candy. More power to u.
Kukura parakuruti
ଭାଇ ଖୁସି ଲାଗିଲା ତୁମ କଥା ଶୁଣିକି,,,,sallute ତୁମ ଚିନ୍ତାଧାରା ଆଉ କଥା କହିବା ଶୈଳୀ କୁ,
ଓଡିଶା ର ଜଣେ ଭଲ ପୁଅ ଆପଣ
ହୃଦୟରୁ ଆପଣଙ୍କୁ ଧନ୍ୟବାଦ୍,,,,💐💐
ଯାହା ହେଉ କେହି ଜଣେ ବାବୁଶାନ୍ ଙ୍କ ପରିବାର ସଦସ୍ୟ ନ ହେଇକି ତାଙ୍କ ହିତରେ କଟ୍ଟୁ ସତ୍ୟ କହିଛନ୍ତି 👏👏👏👏
ଆପଣ ଯେ real hero ବିନା ଡର ରେ media ଆଗରେ ସତ କହିବା ବହୁତ ବଡ଼ କଥା
ଭାଇ ତମକୁ ୧୦୦/salut
I support trupti & her family
ଆଜ୍ଞା vdo ଟି ଆମ national award ପାଇଥିବା ପ୍ରଖ୍ଯାତ ଅଭିନେତ୍ରୀଙ୍କ ସଂସ୍କାରି ମା ଙ୍କୁ ଆଗେ ପଠାଯିବା ଉଚିତ🙏🙏
ଭାଇ ମୁଁ ଆପଣଙ୍କ ଭଲ ପରିଚୟ ଜାଣିନି, କିନ୍ତୁ u r great for talking truth
ଭାଇ ତମେ ଜୀଏବି ହୁଅ ସତ୍ୟବାନ ପୁରୁଷ.. ପ୍ରକୃତି ବିଷୟରେ ଯାହା କହିଲ ଏକ ଦମ ସତ ସତ...... ସତ...
@Bulu Raut right 😂
@Bulu Raut anke sei bar re thile 😀
@@siyaram1230 right
@@siyaram1230 aea pakruti sanga sethipai ete katha janichi
Tame kuade sei bar thila ki
ଧନ୍ୟବାଦ ସାର୍, ଯିଏ ନିଜର ଖୁସି ପାଇଁ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ଅନ୍ୟ କୁ ଗୁରୁତ୍ୱ ଦିଏ
ସେ ଦୁନିଆର ସବୁଠୁ ହୀନ , ଅମଣିଷ , ବଞ୍ଚିବି ମୃତ ସହିତ ସମାନ।
ଓଡ଼ିଶାରେ ମଦ - ଗଞ୍ଜେଇ ନିଶାର ବହୁଳ ବ୍ୟବହାର ଏମିତି କେତେ କେତେ ପରିବାରକୁ ଜାଳିପୋଡ଼ି ଛାରଖାର କରୁଛି ସେକଥା ଓଡିଶାବାସୀ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ। ନିଶା ଅଭ୍ୟାସକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସର୍ବଦା ଚେଷ୍ଟା କରନ୍ତୁ ନହେଲେ ପ୍ରକୃତି - ତୃପ୍ତି - ବାବୁସାନ ଭଳି ଘଟଣା ଓଡ଼ିଶାରେ ଅତିସାଧରଣ ଘଟଣା ହୋଇଯିବ। ବାବୁସାନ ନିଶାର ପ୍ରଭାବରେ ନିଜ ଜାଣତରେ ତଥା ଅଜାଣତରେ ଏମିତି କେତେ କଣ ଭୁଲ କରୁଛନ୍ତି ତାହା ତାଙ୍କୁ ଜଣାପଡୁ ନାହିଁ। ଜଣେ ବ୍ୟକ୍ତି ନିଶାରେ ଥିଲେ ସେ ବ୍ୟକ୍ତି ସବୁବେଳେ ନିଜ ନିୟନ୍ତ୍ରଣରେ ରହିପାରି ନଥାନ୍ତି। ପ୍ରକୃତି ମିଶ୍ର ସହିତ ବାହାରେ ବେଶି ସମୟ ବୁଲାବୁଲି କରିବା ଘଟଣା ତାଙ୍କ ପରିବାର ପାଇଁ ଅନେକ ଚିନ୍ତାର ବିଷୟ ହୋଇଥିବା ବେଳେ ବାବୁସାନ ଏହାକୁ ଅତି ହାଲକା ଭାବେ ଗ୍ରହଣ କରୁଥିବା ତାଙ୍କ ସାମାଜିକ ଗଣମାଧ୍ୟମ ମନ୍ତବ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଏସବୁ ହେଉଛି ସବୁ ନିଶାର ପ୍ରଭାବ। ତେଣୁ ସରକାର, ବୁଦ୍ଧିଜୀବୀ ତଥା ଜନସାଧାରଣ ସମସ୍ତେ ଆମ ରାଜ୍ୟରେ ହେଉଥିବା ନିଶାର ବହୁଳ ବ୍ୟବହାରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିବା ନିହାତି ଆବଶ୍ୟକ। ଧନ୍ୟବାଦ।।
U R Right Bro🙏🏼I'm Agree With U🙌✨😊
Angul district re bahut ganjei karabar heichi past re. Chora mananka pradurbhaba badhichi. Sata ku micha, micha ku sata karuchanti. Mu semananka against re voice raise karili, seithi pain mu bahut kasta paili. Ebe Bhubaneswar re rahuchi. Ganjei mafia mananka thu durare.
Right 👍
Sarakara kn jan Jan kari kn Samastankar pakhaku jai kahibe je Nisha jinisa byabahara Kariba ta vala nai boli.amo odisha ra jeun sabu loka mane Nisha jinisa byabahara karuchonti semane kn janinahanti ki seita kharap jinisa.
Right👌
Sir really, u presenting vry bravely... that's why i feel that ,u r a really a golden heart man..... lot's of likeness from us.....
Really thankful on your comment
Look how politely he is speaking the truth.he is an honest man
Perfect katha bhy,,,
heart ରୁ thnx....
100% correct katha.....
I salute u for ur daring speech brother.....
ବାଃ ବାଃ ରେ ମନ୍ମଥ ମିଶ୍ର ନିଜେ ମହା ପ୍ରଭୁଶ୍ରୀ ଜଗନ୍ନାଥ ଙ୍କ ନାଁ ଆଉ ଭଜନ ଗାଇକି ଦୁନିଆରେ ବଦ୍ରଲୋକ ଦେଖେଇହଉଛୁ ଆଉ ତୋ ଔରସରୁ ଜନ୍ମ ନେଇଥିବା ଝିଅ ଆଜି ଗୋଟେ ପରିବାର ଭାଙ୍ଗିଛି ତତେ ତ ବହୁତ ବଡ ଲୋକ ପରୀ ଲାଗୁଚି ଆହୁରି ନିଜ ମୁହଁକୁ ଲାଜ଼ ନାଇଁ ଯେ କହୁଚୁ କଣ ନାଁ ମୋ ଝିଅ ମୋ ଆୟତରେ ନାଇଁ ଗୋଟେ କାମ କରୁନୁ ଝିଅ କୁ ଭୁବନେଶ୍ୱର ର ମାଳି ସାହୀକି ପଠେଇ ଦେ ବଡ଼ିଆ କାମରେ ଆସିବ ଏ ଭାଇ ଜୋ ସବୁ ଅପ୍ରିୟ ସତ କଥା କହୁଛନ୍ତି ତୋ ଝିଅ ବିଷୟ ରେ, କଣ ୟାକୁ ବି ମିଛ ବୋଲି କହିବୁ ମହାପ୍ରଭୁ ଜଗନ୍ନାଥ କେବେବି ତତେ ଆଉ ତୋର ଏ ଅଭଦ୍ର ଝିଅକୁ କ୍ଷମା କରିବେନି... ସମୟ ଅଛି ବାପା ଝିଅ ଦୁଇ ଜଣ ଯାକ ସୁଝିରିଜ ନହେଲେ ଯଉ ଜଗନ୍ନାଥ ଙ୍କ ନାଁ ନେଇ ଭଜନ, ଲେଖୁଛୁ ଆଉ ଜୋ ଗୀତ ଗାଉଛୁ ସେ ଜଗନ୍ନାଥ ତତେ କେବେ କ୍ଷମା ଦେବେନି ଜୟ ଜଗନ୍ନାଥ 🙏🏻🙏🏻🙏🏻
sata katha
You are brave in social media ରେ କହିବାର
ଏମିତି କା ସାହସୀ ଲୋକଙ୍କୁ i love u
Only a courageous person can say this in front of the media. Salute you sir.... And the truth is always the truth. undoubtedly, it always comes out
Kete jana trupti ki support karuchanti
Sir I don't know you are but you are an expert detective. I salute your set of mind... My god hats off to your observation
Zoom Mohapatra, Music Producer.
Han ye CBI re kaamo karuthile aagru, Sushant Singh case re ye bhala investigation karithile
Thank you bhai
Hats off to u bro.. Your view is perfect.. You are so brave to talk about the issue with such guts.. Prakruti deserves something more dangerous.. She is a shame to our odia culture
Sss
Yaa i agree with you but jetiki prakruti dosi setiki babusan b okay not only prakruti....
Yes definitely babushan too is bad,but Prakruti mishra is like a parasite she will infect every actor if she gets a chance..both have brought shame not only to our odiya industry but also to our odiya culture.
Who is this guy? Brave guy and really giving honest interview 🙏🙏
ସବୁ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏ ଭାଇ ପ୍ରତି ଯେମିତି କିଛି ଅଘଟଣ ନଘଟୁ କାହିଁ କି ନା ସତ୍ କହିବା ଟା ବହୁତ ଲୋଙ୍କଙ୍କୁ ଅସୁବିଧା ଆମେ ମାନେ ଖାଲି କମେଟ କରିଲେ ହବନି ଏ ଭାଇକୁ ଆମକୁ ସେଭ୍ କରିବାକୁ ପଡ଼ିବ
Right
Are ଭାଇ ସମସ୍ତ ଘର emit ହୋଉଚେ
ଆପଣ ଠିକ୍ କହୁଛନ୍ତି ତୃପ୍ତି ଅଗରୁ କରି ଥିଲେ ଭଲ ହେଇ ଥାନ୍ତା କେମିତି ଏତେ ସହିଲେ
Right
👍👍
Right......
Mo patira & hrudayara katha kahidele sir apana ..
Thanks a bunch 🙏
Yes100sero...m.m
ଭାଇ ସେ ତମାସା ବାର୍ ଭିଡିଓ ନ୍ୟୁଜ୍ ଚାନେଲ ବାଲାଙ୍କୁ ଦିଅନ୍ତୁ ପ୍ରକ୍ରୁତି ର ପ୍ରକୃତ ରୂପକୁ ସାରା ଓଡିଶାର ଲୋକ ଦେଖନ୍ତୁ ପ୍ରକ୍ରୁତି ର ବାପା ମାଆ ବି ଦେଖନ୍ତୁ ପ୍ରକ୍ରୁତି କେତେ ନିଷା ସେବନ କରୁଛି
Right
Video check kara kauthi rakhicha. Nahele professional help nei recover kara. Aau se video ku news balanku dia. Aau gote copy Aparajita nka family ku.
Aau jau barajatri re nissa nai nachucha se nisa naa tamasha...
Tahale ye loko sei pub re chaa peeba pain jaithila bodhe 😂
@@ManoRanjanChords ryt
Plz give high protection for this brave man.
Ha ha haaa... 🤣🤣🤣😂😂😇
I am very happy for this gentleman
He's Zoom Mohapatra, Music Producer
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଓଡ଼ିଶାର ଗର୍ବ ଗୌରବକୁ ତଳେ ନପକାଇ ପ୍ରକୃତ ତଥ୍ୟକୁ ସାମ୍ନାକୁ ଆଣିଥିବାରୁ ଆପଣକୁ ବହୁତ ବହୁତ ଧନ୍ୟବାଦ
ଏ ଭାଇ ସାଂଘାତିକ କଥା କହୁଛନ୍ତି ପ୍ରକୃତି ବି ନିଜେ କହୁଚି ସେ ତା ଭଲି 10 ଜଣଙ୍କ ଖର୍ଚ ତୁଲେଇ ପାରିବ ତେଣୁ ତା ପାଖରେ ଏତେ ଟଙ୍କା ଆସିଲା କେଉଠୁ ତାର ତଦନ୍ତ କରାଯାଉ
Eata tanka kauthu anichi Investigation kara jau
Yes
ପିଲାମାନେ।ତମେ babusan କୁ ଆଣିକି ଘରେ ଛାଡ।ନ ହେଲେ ପ୍ରକୃତି ଟା ରିୟା ଚକ୍ରବର୍ତ୍ତୀ ହୋଇ ଯାଇଛି।କିନ୍ତୁ babusan ସୁଶାନ୍ତ ସିଂ ନ ହେଉ।
👌
Sata
You are great. Thank you for your straight forwardness.
Sir is speaking the truth
ଆପଣଙ୍କ ବିବୃତି ପୁରା ଠିକ . ତନ୍ମୟ ଆଉ ପ୍ରକୃତିକୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରୁ 5ବର୍ଷ ପାଇଁ ସସ୍ପେଣ୍ଡ କରାଯାଉ. ସେମାନେ ଯେତିକି ନୁହନ୍ତି ତା ଠୁଁ ଅଧିକ ଟେକି ସମସ୍ତେ କହୁଛନ୍ତି. ସେମାନେ କଣ ଗାନ୍ଧୀ ନା ଗୋପବନ୍ଧୁ ? ପରିବାର ଠୁଁ ପବ୍ଲିକ ପର୍ଯ୍ୟନ୍ତ ବହୁତ ଟେକିବାର ଫଳ ଏଇଆ. ଅଧିକ ହେଇଗଲାଣି. ତୃପ୍ତିକୁ ସମାଜରେ ଚାଲିବା ପାଇଁ ପଥ ପରିଷ୍କାର କରାଯାଉ. ନହେଲେ ସମସ୍ତେ ପ୍ରକୃତି ବାବୁସାନ ହେଇଯିବେ.
Ekdum sata katha sir...
ଭୂବନେଶ୍ୱର ଗୋଟିଏ ନିଷା ଡ୍ରଗ, ଅଫିମ, ଚରସ ପ୍ରକୃତି ମିଶ୍ର ବାର ଗୁଡିକ ରେ ମଧ୍ଯ ସପ୍ଲାୟ କରୁଥିବେ
ଜଣଙ୍କର ରକ୍ଷିତା କରିବାକୁ a parents ଚାହୁଁଛନ୍ତି because besya ଝିଅ ପାଇଁ ବର ନାହିଁ
Waaaah badhiya lagiala
ଆପଣଙ୍କୁ ବହୁତ ଧନ୍ୟବାଦ ମିଡିଆ ଆଗରେ ସତ କହିଥିବାରୁ
Prakruti Mishra is 2nd Reha Chakravarti.Police should take action accordingly.
Bhai bahut bahut dhanyawad satakatha media re kahithibaru.
Right Sir💯💯💯💯💯💯💯💯💯🙏
polish plz inquiry କର ପ୍ରକୃତି ଡ୍ରଗ୍ସ୍ କାରବାର କରେ
Right
Prakruti.is just like Riya chakraborty of Odisha.
HMM sure taku tike sabak sikha jau
Police not polish, people from Poland are called polish
Tu kou karabar Karu ,tu police ki
I am very happy for this gentleman you great 👍🏻👍🏻👍🏻👍🏻
ତୁମ ଭଳି ସତ କହିବାର ସାହସ ସମସ୍ତଙ୍କର ରହିବା ଦରକାର 👍👍👍
Wapooo. Beautiful person. Excellently brave person. All words explained by him r well observed .
Thank u bhai u r telling true things..to public's..
ଯାହା ଜାଣିଛ ସବୁ ସବୁ କହିଚାଲ 🙏🙏🙏🙏
Bhai ସତ କଥା କହିଲ ଏହି 2 ଜଣଙ୍କୁ ଓଡ଼ିଶା ରୁ ବହିସ୍କାର କରିବା ଦରକାର
Really appreciate your words🙏🙏🙏💯 correct
ଏ ଲଙ୍ଗୁଳୀ କୁ ଆହୁରି ଲଙ୍ଗଳା କର,,,,, ବମ୍ବେ ରୁ ଅଭଦ୍ର ସଂସ୍କୃତି ଆଣି ଓଡ଼ିଆ ସଂସ୍କୃତି କୁ ଧ୍ଵଂସ କରିଦେବ
Bhari mood re nai??
Ek dum thik. Kahila bhai
Bhai right katha
Right
ଆଜ୍ଞା ଖାଲି ପ୍ରକୃତି ଦୋଷୀ ନୁହେଁ ,ତା ମାତାପିତା ମଧ୍ୟ ଦୋଷୀ କାରଣ ସେମାନେ ଯେଭଳି ଶିକ୍ଷା ସଂସ୍କାର ଦେବେ ପିଲା ସେପରି ଗଢି ହେବେ।ତେଣୁ ସେ 3 ଜଣଙ୍କୁ ଵିଵସ୍ତ୍ର କରି ବିଷ୍ଠା ମାଡ଼ର ଆବଶ୍ୟକତା ରହିଛି।
ପ୍ରକୃତି ମିଶ୍ର କୁ ଗୋଟେ heroine ରେ count କରାଯାଏ ନାହିଁ.....90th century time ରେ ସେ ଗୋଟେ child actress thila but ଏବେ ସେ ଗୋଟେ over acting କରୁଥିବା ଝିଅ not heroine
Chhot thila bele dress long thila abe chhota hoe jaechhi
@@sonambabu6248 right
Yes u r absolutely right .I don't like her acting
Thanks Ma'am.
Yes you are absolutely right . She is not a heroine she is a shameless girl.
Emiti news reporting karibapai satsahas darkar. Good reporting Pratidin Tv. Keep it up 👍
Really hat's of you,sir . .. every statment is true... without any fear u talk all the true lines about prakruti Mishra.. really u r Bravo....👌
"Hata re nuhen badi re badeithile bhala heithanta" OP line Sir
Badhiaa katha kahila bhai. Tumaku dhanyabad.
Many many thanks for your authentic information .
Many.many.thanks.sir.foryour.authentic.lnformation
ଯାହା ହେଉ ଭାଇ ଆପଣ ସତକଥା କହିଲେ, ଶୁଣି ଭଲଲାଗିଲା l🙏🙏🙏
Bhai...jabardast statement dum achi god bless you bhai...🙏
ଭାଇ ଆପଣ ପୁରା 💯% ଠିକ୍ କହୁଛନ୍ତି
Perfect katha kahile vai.aapana ku bhtbht dhanyabad.
Ban to Prakruti in Ollywood
Khali ban kale hebani , Prakruti ku Odisha re purai dia najau . Manmatha mishra nkara bi bahut respect thila jaha tanka jhia pain dhuli re mishi gala .
ଧନ୍ୟବାଦ ଭାଇ.... ସତ କଥା କହିଥିବାରୁ ଆଉ ସତ କୁ ସମସ୍ତଙ୍କ ସାମ୍ନା କୁ ଆଣି ଥିବାରୁ....ସତ କେବେ ଲୁଚି ରହେ ନାହିଁ ଦିନେ ନା ଦିନେ ଫୁଟି କି ବାହାରିବ....ଅଶେଷ ଅଶେଷ ଧନ୍ୟବାଦ ଭାଇ.. 👍🏻👍🏻👍🏻
Well done 👌👌👌👍👍
Ur full confident person
Bhai pura perfect katha kahicha bahut bahut dhanyavaad 🙏🙏
ପ୍ରକୃତି ମିଶ୍ର ଓଡ଼ିଶାର ସେକେଣ୍ଡ ରିୟା ଚକ୍ରବର୍ତ୍ତୀ
Right
Odisha ro 1st Rhea Chakraborty kiye tahale
What a daring person. You are sir......maza aagaya....
Salute to U for revealing the Truth..
And After seeing the Footage from Chennai Hotel It's Clear that Whole Prakruti Mishra's Family is Shameless..
This guy have balls of steel.hats off to ur courage.
Great courage to tell the truth...
VERY GOOD SPEECH
God Bless You Bhai
Correct 💯
A vai tate salut
ଅସଲ କଥା କହିଥିବାରୁ ଧନ୍ଯବାଦ
Sir, I salute you and you are the real hero 🙏🙏
I proud of you brother... 🥳🥳🥳
ଭାଇ ତମ କୁ ଧନ୍ୟବାଦ୍ 🙏🙏
Wooowwww thanks brother your bite is very valuable ur the best ❤️❤️❤️❤️ Herts of salute , every told point is true line
Right bro
Zoom Mohapatra, Music Producer
Correct bro
Condama 🛍️ ru mileba
Condama 🛍️ milebaa
OMG....... thank you so much sir ..........u are great 👍👍👍👍
Bhai tamaku koti koti pranam sata kahuthibaru dhanyabad trupti didi au babusan ekathi hoijantu 👍👍👍
Aponanku salute bhai, u r great 🙏🙏🙏🙏
He has the Guts! Thank u bro for speaking up
Jay hind 🇮🇳
ବନ୍ଦେ ଉତ୍କଳ ଜନନୀ ❣️
Salute Brother For your Truth Statement ...🙏
Very nice sir aap sach mein sach ka sath de rahe ho 👍
Bhai thanks aau jodi kochi prove oochi bahar karo emanku Loko chinhiba darkar...
Bro apana Bahut sundar bite deichhanti 👍👍,,, apananku mo tarapharu sata koti pranam🙏🙏 👌👌,,,,,,,jay jagannath,,,,
Pura thik kathaa 👍🏼😡
He is the great person 🙏🙏
You are right brother
Right 👍