🔵 Exclusive | Prakruti Mishra Enunciates Her Own Terrible Experience | Lowest Form Of Human Being

Поделиться
HTML-код
  • Опубликовано: 30 ноя 2024

Комментарии • 4,9 тыс.

  • @schoollife9265
    @schoollife9265 2 года назад +242

    ପ୍ରକୃତି ର ପ୍ରକୃତି ଏତେ ଖରାପ ଛି ଛି.. ବମ୍ବେ ରେ ଟୋକା ମିଳୁନାହାଁନ୍ତି ନା ଓଡିଶା ଆସି ନିଜ ବାପା ର ଇଜ୍ଜତ ଖାଉଛୁ ତା ସହ ଆଉ ଜଣ ଙ୍କର ଘର ଭାଙ୍ଗୁଛୁ

  • @shilparanimohanta5789
    @shilparanimohanta5789 2 года назад +565

    ପୃଥିବୀ ପୃଷ୍ଠରୁ ବର୍ଷା ର ପ୍ରଭାବ ନ ସରୁଣୁ ପ୍ରକୃତି ର ପ୍ରକୋପ ଶୁଭାରମ୍ଭ...
    Salute Trupti Madam 👍🙏🙏

  • @kumareswarofficial3268
    @kumareswarofficial3268 2 года назад +767

    ନାରୀ ଯେତେବେଳେ ସଂହାର କରେ ସେତେବେଳେ କୌଣସି ଆଇନ କାମ କରେ ନା we support ତୃପ୍ତି ମାଡାମ 🙏

  • @Enjoyoneself2.0
    @Enjoyoneself2.0 2 года назад +52

    100% public support trupti maam

  • @kambhunathbehera9111
    @kambhunathbehera9111 2 года назад +135

    ମୋ ବାପା ମନ୍ମଥ ମିଶ୍ର... ମୁଁ ଯେତିକି income କରୁଛି 4 ଟା ଲୋକ କୁ ପୋଷି ପାରିବି.... କି ଅହଂକାର.. କି ଗର୍ବ.. ଏତେ ଗର୍ବ କଣ ପାଇଁ..

  • @dsamal8934
    @dsamal8934 2 года назад +602

    Salute to trupti madam and Aparajita Madam as well...

  • @sunilsethy2711
    @sunilsethy2711 2 года назад +717

    Madam ଆପଣ ହେଉଛନ୍ତି ଓଡିଶା ର କଳଙ୍କିତ ନାୟିକା ମାନଙ୍କ ମଧ୍ୟରୁ ଅନ୍ୟତମ

  • @niluarts2168
    @niluarts2168 2 года назад +57

    ଶଳା ବେଦ୍ଦେଇ ନାରୀ କଲି କହୁଥିଲୁ ୧୦ ଜଣଙ୍କୁ ଚଳେଇ ପାରିବି ଆଉ ଆଜି କହୁଚୁ ୪ ଜଣଙ୍କୁ । ଆଉ ଦିନେ କହିବି ୨ ଜଣଙ୍କୁ ଶେଷ ରେ କହିବୁ ମୁଁ ନିଜେ ଚଳିବାକୁ କଷ୍ଟ ଶଳା ତ ମୁଁହରେ ଟିକେ ଲାଜ ନାହିଁ ।

  • @Mr-lf3hb
    @Mr-lf3hb 2 года назад +666

    ପ୍ରକୃତି ମିଶ୍ର ତମେ କେତେ ସଫେଇ ଦେଲେ ବି ,ଆମେ ତୃପ୍ତି ମାଡାମ ଙ୍କ ସପକ୍ଷ ରେ |

  • @nabakishore4297
    @nabakishore4297 2 года назад +45

    ଏଇଟାକୁ କାହିଁକି ମିଡ଼ିଆକୁ ଆଣୁଛ । ୟା ମୁଁହଁ ଦେଖିବାକୁ ଓଡିଶା ବାସି ଚାଂହୁ ନାହାନ୍ତି । ଛି ଛି , ନିର୍ଲଜ ପରିବାର ଛୁଆ ।

    • @subratbarik5872
      @subratbarik5872 2 года назад

      ପ୍ରକୃତି ମିଶ୍ର କୁ ଓଡ଼ିଶା ରେ ବାଳ ବୁଲି ପଚାରୁ ନାହାଁନ୍ତି
      ସେ କହିଲା ମୁଁ ଗୋଟେ ଓଡ଼ିଆ ସିନେମା ର ଅଭିନେତ୍ରୀ
      ବାଳ ନା ତର ଗଲୁ ଦଉଛି। ମୁମ୍ବାଇ ଚଳିଯା ଗଲୁ ମରିଯିବ।ok

  • @bulubini5737
    @bulubini5737 2 года назад +111

    ତୁମେ କେତେ ସଭ୍ୟ ତୁମ କଥାରୁ ଜଣାପଡୁଛି,ଆଉ ଭାଷଣ ଦିଅନି

  • @sagarikamohapatra4650
    @sagarikamohapatra4650 2 года назад +149

    Tripti mam knows that she has married a film hero and also knows this that his husband works with many other beautiful actresses.then why she is blaming only you ??? Is she blind ? No .she is saying this just because she knows the truth and has evidence 🧾 This things need to be investigated properly.

    • @ketaki_patra
      @ketaki_patra 2 года назад +2

      Jao producer tutu vai nka interview ta dekhibo then kahaku support karibo. 🤣

    • @Sidharthsankar7
      @Sidharthsankar7 2 года назад +2

      First of all prakruti doesn't need anybody shadow se is a successful model and did big boss...... did anybody from done that????

    • @monalisasahoo4809
      @monalisasahoo4809 2 года назад +8

      @@Sidharthsankar7 sabuthu chhopara serial hauchi bigboss.

    • @Physical_Teacher.
      @Physical_Teacher. 2 года назад

      @@monalisasahoo4809 jadi chopra tahale kn pain loka sethi ki jauchhanti? Tanka munda kharap ki? Actor means eya? But aame dekhuchhe kharap najar re.

    • @nareshrana4768
      @nareshrana4768 2 года назад +4

      Ahaa haa.. prakrutipremi loka mananku dekhiki khusi lagila😂😂

  • @pankajparida694
    @pankajparida694 2 года назад +654

    ତୃପ୍ତି is a great lady

  • @rakeshparida7900
    @rakeshparida7900 2 года назад +105

    ନା ଆଇନ୍ କୁ ହାତକୁ ନିଅନ୍ତିନି, ପର ସ୍ବାମୀ କୁ ହାତ କୁ ନିଅନ୍ତି ।

  • @tapurinkucreation8438
    @tapurinkucreation8438 2 года назад +137

    ସବୁ ଜଣା ପଡିବ.. ପ୍ରକୃତି ଆଉ ବାବୁସାନ ଙ୍କ phone check କରା ଯାଉ

  • @minatisahu9340
    @minatisahu9340 2 года назад +22

    Trupti madam u r really a great lady . 🙏 God bless you 🙏

    • @sahilkanha9103
      @sahilkanha9103 2 года назад

      Tame sabu emiti gharabhangi haithiba....are jadi love karibar achhi ki leaving re rahibaku chahucha tahele batchelor pila nku khojuna.....Baha haithiba jhia nka ghara kain bhangucha .....laja laguni.....

  • @thoughtofhena9557
    @thoughtofhena9557 2 года назад +67

    ବାବୁଶାନ୍ ର ସ୍ତ୍ରୀ ୟାକୁ ଗୋଷରି ବାର ଥିଲା ରାସ୍ତାରେ । ୟା କଥା ରୁ ଜଣା ପଡ଼ୁଛି ୟେ କେମିତି ଝିଅ। କୌଣସି ସ୍ତ୍ରୀ ବିନା ପ୍ରମାଣ ରେ ସ୍ୱାମୀକୁ ସନ୍ଦେହ କରିବ ନାହିଁ କି ଏମିତି କରିବ ନାହିଁ।

  • @dharmendramishra1348
    @dharmendramishra1348 2 года назад +691

    ତମେ Media ଆଗରେ ଏତେ aggressive ହଉଛ... ତାହେଲେ Real life ରେ କଣ ନ ହଉଥିବ 👻

    • @nisamohapatra8509
      @nisamohapatra8509 2 года назад +3

      Thik katha

    • @maapaa.2558
      @maapaa.2558 2 года назад

      Haire

    • @gopalsaha5116
      @gopalsaha5116 2 года назад

      Right

    • @alsemtirkey6057
      @alsemtirkey6057 2 года назад +2

      Aare prakuti tu to gotei ..... Faltu jhiaa to maa jemiti ....tu semi ti.....

    • @sarita7390
      @sarita7390 2 года назад +4

      Maa mi6a Kanda kandu6i sethhi ...jhia ete bhlare kathha hau6i....ki type family ea

  • @syashmisvlog9405
    @syashmisvlog9405 2 года назад +123

    ବର୍ଷା ର ଅନୁଭବ କୁ ଜାଗ୍ରତ କଲେ ଜାଗୃତି
    ତୃପ୍ତି ଙ୍କର ବାବୁ ସୋନା ଙ୍କୁ ନିଜର କଲେ ପ୍ରକୃତି
    ଏଇ ପ୍ରକୃତି ଆଉ ଜାଗୃତି ଦୁଇ ନାରୀ ପରି ଘରଭଙ୍ଗୀ ନାରୀ
    ବର୍ଷା ର ତୃପ୍ତି କୁ ଅନୁଭବ ନ କରି ବାବୁ ସୋନା ଙ୍କୁ
    ଅନୁଭବ କଲେ କିନ୍ତୁ ପରିବାର ର ସର୍ବୋଚ୍ଚ ନ୍ୟାୟାଳୟ କେବେ ପରାଜିତ
    ହେଇ ନ ପାରେ କାଇଁକି ନା ସେ ଅପରାଜିତା.... 🙏

  • @I_am_CSN6
    @I_am_CSN6 2 года назад +22

    ପ୍ରକୃତି ମିଶ୍ର ଠାରୁ ଅଧିକ ଅଭିନୟ ବୋଧହୁଏ ଆଉ କିଏ କରିପାରିବେ ହିଁ ନାହିଁ ।

  • @rameshdash9737
    @rameshdash9737 2 года назад +186

    ସ୍ୱାମୀ କରିବୁ ବୋଲି ଭାବିଛୁ ନା ଲାଜ ଲାଗୁନି ଛି

  • @madhusmitajali7257
    @madhusmitajali7257 2 года назад +59

    ପ୍ରକୃତି ଆପଣ ପ୍ରମାଣ କରିଦେଲେ,ଚୋର ମୁହଁ ଟାଣ ,ଟିକେ ଖରାପ ଲାଗୁନି କାହା ଘର ଭାଙ୍ଗୁଛ।

  • @rakeshkumarsahu9549
    @rakeshkumarsahu9549 2 года назад +144

    ବାପ ଝିଅଙ୍କ ପବନ କଥା ଶୁଣିଲେ ସମସ୍ତଙ୍କୁ ଲାଗୁଚି ଏମାନେ କେତେ ସତୁଆ 🤬🤬🤬

  • @chem.flicks4494
    @chem.flicks4494 2 года назад +18

    Difference between Tripti mam and Prakriti mishra's way of talking...

  • @alltypeofvideos86
    @alltypeofvideos86 2 года назад +137

    ଇଏ "...ପ୍ରକୃତି ମିଶ୍ର..." ନୁହେଁ ପ୍ରକୃତିଛଡା ମିଶ୍ର.... ଲଜ୍ୟା ନାହିଁ ତ ମୁହଁକୁ ଅପ୍ରକୃତି.....😥😥😥😥😥

    • @smaranikadeb8437
      @smaranikadeb8437 2 года назад +1

      Micha, ame sabu video dekhichu. Kehi tate mari nahanti. Micha kahuchu. Trupti khali thila

    • @deepikasingh8039
      @deepikasingh8039 2 года назад +1

      Nice line 🤣🤣🤣

    • @meetamonguri3164
      @meetamonguri3164 2 года назад

      Khaali sunuchu please dekhinu ta mono echaa comments no kole bholo

  • @santanukumarpanda1776
    @santanukumarpanda1776 2 года назад +57

    ବୁଝିଲୁ ନା ତୋତେ ମାଡ କମ୍ ହୋଇଛି , ତୁ କହୁଛୁ ମୁଁ ବଲିଉଡ୍ ରେ କାମ କରୁଛି ବହୁତ ବ୍ୟସ୍ତ ରହୁଛି,ତୋତେ କାମ ଦେଉଛି କେଉଁ ପ୍ରଯୋଜକ? ଜଣେ କଳାକାର ହେବାପାଇଁ ତ ତୋ ପାଖରେ ତ କୈ।ଣସି ଯୋଗ୍ୟତା ନାହିଁ,ମାଡ୍ରାସ ରେ ସେଇଠି ରହ ଆଉ ଏଠିକି ଆସି ଝାମେଲା କରନା କି କାହା ସଂସାର ଭାଙ୍ଗେନା,

  • @KBehera-BSc-MBA-LLB
    @KBehera-BSc-MBA-LLB 2 года назад +198

    Trupti Madam, ଆମ ସୁନା ଭଉଣୀ, ଦୟାକରି ବାହାରେ ବେଶୀ କିଛି କୁହନ୍ତୁ ନାହିଁ, ନିଜ ସ୍ୱାମୀ ବିଷୟରେ, ବାବୁସାନ na ହେଲେ ସବୁ କିଛି ହରେଇ ଦେବେ, outside people, will not resolve your problem, its only your husband will suffer, do not face camera too much and keep silent and pray to god, ବାବୁସାନ, ଜଣେ ଭଲ କଳାକାର ହୁଅନ୍ତୁ, ଭଲ ମଣିଷ ହୁଅନ୍ତୁ , ଭୁଲ ବାଟରେ ନଯାଇ, ଠିକ୍ ବାଟକୁ ଆଉଥରେ ପଳାଇ ଆସ. ଅକ୍ଷୟ କୁମାର ,ଅମିତାଭ ବଚନ ଭଳି ଭଲ ମଣିଷ ହୁଅନ୍ତୁ,କାହିଁକି ନିଜ career କୁ nasta କରୁଛନ୍ତି, ପର ନାରୀ ପଛରେ ପଡିଲେ ଜୀବନ nasta ହେଇ ଯିବ, ନିଜ ସ୍ତ୍ରୀ, ପିଲା ଛୁଆ, ବାପା, ମା ଙ୍କ ସହିତ ଭଲରେ ରୁହନ୍ତୁ, all lady have same things, only face different. Try to understand, do not kill your ଫିଲ୍ମ career, stay away from Alcohol, dirty habbit and lady. GOD WILL BLESS. ଓଡିଶା ର ହୀରୋ, ବାବୁସାନ, ଲୋକେ କଣ ଶିଖିବେ ଆପଣ ଙ୍କ ଠାରୁ, ଛି.. ଭଲ ବାଟକୁ ଆସ, ଭଲ ମଣିଷ ହୁଅ, ଗର୍ବ କର ନାହିଁ, ଭାଗବାନ ସହିବେ ନାହିଁ.. ବାପା ମା ଙ୍କର name fame nasta କରନ୍ତୁ ନାହିଁ, ପ୍ରକୃତି ମିଶ୍ର, କଣ କରୁଛନ୍ତି ଆପଣ, କ|ହିକି ନିଜ ବାପା ମା ଙ୍କର ସମ୍ମାନ nasta କରୁଛନ୍ତି, ତୃପ୍ତି ମ୍ୟାଡମ୍, ଆପଣ tk ଚେଷ୍ଟା କରନ୍ତୁ, ସ୍ଵାମୀ ଙ୍କୁ ସହଯୋଗ କରନ୍ତୁ, ବାବୁସାନ ଙ୍କୁ ଠିକ୍ ବାଟକୁ ନେଇ ଆସନ୍ତୁ, ସଂସାର ଭାଙ୍ଗ ନ୍ତୁ ନାହିଁ, ସାରା ଓଡ଼ିଶା ର ହିରୋ, ସ୍ଵାମୀ ସ୍ତ୍ରୀ ସମ୍ପର୍କରେ amiti ଭୁଲ ବୁଝାବଣା hua, କିନ୍ତୁ ପୁଣି ସଜାଡି ଆଗକୁ ବଢ଼ି ବାକୁ hua. ପ୍ରକୃତି ମିଶ୍ର, ଆପଣ ଦୁରେଇ ଯାଆନ୍ତୁ, କାହା ର ସଂସାର ଭାଙ୍ଗିରୁଜି ଚୁନା କରନ୍ତୁ ନାହିଁ. God bless ବାବୁସାନ ବାବୁ. ସାବିତ୍ରୀ ହୋଇ ତୃପ୍ତି ମ୍ୟାଡମ୍, ବାବୁସାନ ଙ୍କୁ ଭଲ ବାଟକୁ ନେଇ ଆସନ୍ତୁ. Be careful ତୃପ୍ତି ମ୍ୟାଡମ୍, ନିଜ ନିଜ ସ୍ୱାମୀ କୁ ସାହାଯ୍ୟ କରନ୍ତୁ, ବାହାରେ besiକିଛି blame କରନ୍ତୁ ନାହିଁ ନିଜ ସ୍ୱାମୀ ଙ୍କର, babusan is your childhood friend, ଭୁଲ te ହେଇଛି, ଠିକ୍ ହେଇ ଯିବ , ଆପଣଙ୍କ ର ସଂସାର ଭାଙ୍ଗିଯିବ, ବାବୁସାନ loose କରିବେ ଫିଲ୍ମ career. So close the matter here. ଦୟାକରି ଖୁସିରେ ଆଉଥରେ ଜୀବନ ଆରମ୍ଭ କରନ୍ତୁ, ନା ହେଲେ ବାବୁସାନ ପୁଣି ଡିପ୍ରେସନ କୁ ପଳାଇବେ, Anubhav ମହାନ୍ତି ଭଳି, ଓଡିଶା youth କଣ ଶିଖିବେ. ଭୁଲ te ହେଇଛି, ସରି କହିକି ପୁଣି ଥରେ ଫେରି ଆସନ୍ତୁ, ନିଜ ନିଜ ଜାଗାକୁ. ପ୍ରକୃତି ମ୍ୟାଡମ୍, ଆପଣ ବି ନିଜ ବାପାଙ୍କ ସମ୍ମାନ natsa କରନ୍ତୁ ନାହିଁ. ଦୟାକରି ତୃପ୍ତି MADAM,ଆପଣ ବେଶୀ loose କରିବେ, ଆପଣ ନିଜ mouth କୁ କଣ୍ଟ୍ରୋଲ କରନ୍ତୁ and pray to God, ନିଜ ପ୍ରାଇଭେସି କାହାକୁ କୁହନ୍ତୁ ନାହିଁ, ଭଗବାନ ସବୁ ଠିକ୍ କରିଦେବେ. ଆମେ ସବୁ ବାବୁସାନ ଙ୍କ ର well wisher. ଆମ ସୁନା ଭଉଣୀ ତୃପ୍ତି, ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ.

    • @itisprajnya
      @itisprajnya 2 года назад +4

      Get a job man

    • @dr.ssmisra6672
      @dr.ssmisra6672 2 года назад

      Dr

    • @kamalsahu9333
      @kamalsahu9333 2 года назад

      My in -laws & husband does d same to me & my son it's been 24 years 😢

    • @mp6314
      @mp6314 2 года назад

      I agree with you brother 😊

    • @nabinnahak4948
      @nabinnahak4948 2 года назад +2

      kouthi thilu be. trupti kn bhul se sorry kahiba. badhia gentle man. wa.

  • @mangalaprasannadhal6197
    @mangalaprasannadhal6197 2 года назад +38

    ଧନ୍ୟବାଦ ସାମ୍ବାଦିକ ମହାଶୟ। ପ୍ରକୃତିକଂ ମତାମତ ନେଇଥିବାରୁ।ଏହି ଘଟଣାର ନିହାତି ତଦନ୍ତ ହେଉ। ପ୍ରକୃତ ସତ୍ୟ କ'ଣ ବାହାରକୁ ଆସୁ।ଚେନ୍ନାଇ ହୋଟେଲର ସିସିଟିଭି ଫୁଟେଜ ର ଘଟଣା ରେ ଆମେ ଜଣକୁ ଦୋଷି କରିପାରିବା ନାହିଁ। ଏହା ରୁମ ବାହାର ର ଦୃଶ୍ୟ।ନିହାତି ପକ୍ଷେ ଦୁଇଜଣ କଳାକାର କୁଂ ଉଦ୍ଧାର କରାଯାଉ।

    • @gpcreation.1858
      @gpcreation.1858 Год назад

      ଶଳା ବେଧେଇ ଙ୍କର ବାରବାଟୀ ଚାଷ 😂

  • @diptirekhadas7549
    @diptirekhadas7549 2 года назад +153

    99percent public supports Tripti Maam...that shows who is right!!

    • @dambarudharbehera7161
      @dambarudharbehera7161 2 года назад

      Ww

    • @akashrout7775
      @akashrout7775 2 года назад +2

      Prakurty tumaku tuma ghare Aya sikhei chanti ki alaga Toka Saha langala heiki soibaku

    • @hariharpatel3425
      @hariharpatel3425 2 года назад +1

      Bro main culprit is Babushan though he is a father of a child and married, he should think of his wife before involve in extramarital affairs, prakuti Mishra is also culprit but less as he has no commitment with anybody, but since our society always blame women that's the reason babusan is escaping, I have 100% faith if it was not prakuti Mishra then any other girl would be with whom babusan would have affair. But people are only say prakuti Mishra should have shame before having affair why not babusan have shame as he is already a father and husband. Bloody patriarchal society mindset

    • @anshumansingh5878
      @anshumansingh5878 2 года назад

      80 percent people want liquor.... How abt that...?

    • @suramakanhar2069
      @suramakanhar2069 2 года назад

      Ete michha kahuchui a prakruthi misra.

  • @biranchiprashadmahapatra2890
    @biranchiprashadmahapatra2890 2 года назад +381

    ନଙ୍ଗୁଳି ରାଣୀ ତୁ....ତୁ କେତେ ସତୀ ସାବିତ୍ରୀ ସମସ୍ତେ ଜାଣିଛନ୍ତି.... ଲଜ୍ୟା ନାହିଁ ତତେ ଛି 😡😡😡ତୁ କୋଉ ହିରୋଇନ୍ ତୋ ମୁଁହ ଟିକେ ଦେଖ୍ ଆଇନା ରେ,🙃🙃🙃

  • @sarojkumarpatra6473
    @sarojkumarpatra6473 2 года назад +516

    Prakruti Mishra is a very critical and notorious girl 👧

  • @prabhudattadash2131
    @prabhudattadash2131 2 года назад +17

    ହଁ ଆମେ ଆଇନ କୁ ହାତକୁ ନେଇପାରିବନି, କିନ୍ତୁ ଅନ୍ୟ ଘରେ ପସିପାରିବା

  • @dharmendramishra1348
    @dharmendramishra1348 2 года назад +195

    ଆଗ ତମ movie ଓଡ଼ିଆ ଲୋକ ଦେଖନ୍ତୁ.... ତାପରେ ତେଲୁଗୁ, ତାମିଲ, ହିନ୍ଦୀ ଲୋକଙ୍କୁ ଦେଖେଇବ 🤗

  • @a.b.sibangi1480
    @a.b.sibangi1480 2 года назад +342

    Prakriti is just critical ..guys jst support trupti

    • @Travellertitu
      @Travellertitu 2 года назад +3

      😅😅

    • @mamapriya3378
      @mamapriya3378 2 года назад +3

      Rit

    • @mrunalkantadas7983
      @mrunalkantadas7983 2 года назад +3

      Kharap laguni tike ....abe bi arrogant feminism ai scenario re vi dekbauchanti maaam .....please do stop all this ..and try to focus on fact ......😂😂😂😂

    • @kumarnitu4203
      @kumarnitu4203 2 года назад +1

      Yes

    • @ssnmaneuver2142
      @ssnmaneuver2142 2 года назад

      She is a big psycho with zero talent.

  • @ajayguru7103
    @ajayguru7103 2 года назад +182

    Au kete ମିଛ କହିବୁ ଆଲୋ ଡରେ ଟିକେ ଭଗବାନ୍ ଙ୍କୁ ଡରେ ତୁ ପ୍ରକୃତି ନୁହ ତୋ ନା ହେଲା ତୁ ମଇ କୂତୀ ଆଉ କେତେ ଘର ଭାଙ୍ଗିବୁ କହିଦେ ଲୋକ ସତର୍କ ହେଇଯିବେ ଆଗୁଆ

  • @susantkumar5274
    @susantkumar5274 2 года назад +11

    ହଇଲ, ପ୍ରକୃତି, ତୁ ତା ସହିତ 2 ବର୍ଷ ରହିଲୁ.. କିନ୍ତୁ କିଛି କରିନୁ... ତୋତେ ଯଉ ଶବ୍ଦ ବ୍ୟବହାର କରାଯିବ କଥା... ତୁ ସେଇୟା... ଛି... ଛି... ଲୋ...

    • @krishnashortsdancer5213
      @krishnashortsdancer5213 2 года назад

      Op Bro😂

    • @subhadarshinisubha6977
      @subhadarshinisubha6977 2 года назад +2

      Ooo prakruti eka karuthile bodhe au babusan ta chota pila taa chup hei basithile basithile bodhe kebe jana ku dosa deibeni 😡😡😡

    • @susantkumar5274
      @susantkumar5274 2 года назад

      @@subhadarshinisubha6977 ଭୁଲ ନିଶ୍ଚୟ ଉଭୟ ପକ୍ଷରୁ ଅଛି.. କିନ୍ତୁ ପ୍ରକୃତି ଯେମିତି ସଫେଇ ଦେଉଛି, ସେଥିପାଇଁ ତାକୁ ଟ୍ରୋଲ ହଉଛି... କିନ୍ତୁ ଯାହା ଜଣା ପଡୁଛି, ବାବୁସାନ ଜାଲରେ ଫସିଯାଇଛି. କିନ୍ତୁ ପ୍ରକୃତି intentionaly କରିଛି...

  • @chinmayrout3041
    @chinmayrout3041 2 года назад +104

    My vote n support for trupti 🙏🏼

  • @littlebalabhadra9693
    @littlebalabhadra9693 2 года назад +42

    ଯା ହେଉ କଳାକାର ର ପ୍ରକୃତ କଳା ଦେଖେଇଦେଲା ପ୍ରକୃତି ମିଶ୍ର ଭଲ acting କରୁଛି👍👍👍

  • @sanjusabar4903
    @sanjusabar4903 2 года назад +107

    Trupti mam khu nyaya miliba darkar and prakruti mam nku sasti miliba darkar😠😠😠😠

  • @rajapuja8982
    @rajapuja8982 2 года назад +2

    ଶଳା ଓଡିଶା ର ଜଣେ ରାଷ୍ଟ୍ରପତି ହେଲେ କେତେ struggle କରିଥିଲେ ଲାଇଫ ରେ ସେ ସବୁ ଦେଖାଉନ କିଏ କଣ କଲା କାହା ସ୍ତ୍ରୀ କୁ କିଏ ନେଲା ଏସବୁ news ବାର ବାର ଦେଖାଇବା ଟା କଣ ଜରୁରୀ ଅଛି କି
    ଏସବୁ news ପିଲାମାନେ ଶୁଣିଲେ ବାର ବାର ଖରାପ କାମ କରିବାକୁ ପଛେଇବେନି plz 🙏🙏🙏 ଆପଣ ମାନେ positive news ଦେଖେଇବାକୁ ଚେଷ୍ଟା କରନ୍ତୁ

  • @kiranpatnaik01
    @kiranpatnaik01 2 года назад +105

    This report really awesome..i stand with trupthi.. she is genuine

  • @ommsairamamrut7802
    @ommsairamamrut7802 2 года назад +137

    ବାପା ମନ୍ମଥ ମିଶ୍ର ଙ୍କ ପରି ଭଦ୍ର ଲୋକ ଙ୍କ ଠାରୁ ଏହି ପରିଛତରଖାଇ କିପରି ଜନ୍ମ ହେଲା

    • @ajitkumarsamal6391
      @ajitkumarsamal6391 2 года назад +5

      Maa gune jhia

    • @tukunagouda7235
      @tukunagouda7235 2 года назад

      🤣😁😁🤣🤣👌👌

    • @gyanaranjanmallick9471
      @gyanaranjanmallick9471 2 года назад +2

      ମନ୍ମଥ ମିଶ୍ରପ୍ରଥମ ଆଉ ମାଇପ ବି ସେଇ ଭଳିଆ

    • @swarnapravadehury2087
      @swarnapravadehury2087 2 года назад +1

      Bhadra loka haithile amiti jhiaku support karinathante

    • @SR01995
      @SR01995 2 года назад

      @@swarnapravadehury2087 nai ta jhia ku phopadi dei thanta

  • @jyotimallick1339
    @jyotimallick1339 2 года назад +116

    ହଉ ତୁମ କଥା ଅନୁସାରେ ଲଲିତ ସତପଥୀ ଖରାପ ତାଙ୍କ ଝିଅ ଖରାପ ତୁମେ ଭଲ.... ହଉ ହେଲା ଓଡିଶା ସାରା ଲୋକ ଜାଣିଛନ୍ତି ଲଲିତ ଶତପଥୀ ଖରାପ ତୁମେ ଭଲ🙏ଆଉ ସେ କେଶ ଆଗ କୁ ନ ବଢେଇ ସୁଧୁରି ଜାଆ

  • @jharanapatra6545
    @jharanapatra6545 2 года назад +6

    Trupti mam 100% Right

  • @gamechanger9683
    @gamechanger9683 2 года назад +30

    ତୁତ ଏତେ ଭଲ ଆଉ ତମ ପରିବାର ରେ ତିନି ଥର ସଭା କଣ ପାଇଁ ବସି ଥିଲା ବାର ବୁଲି ଘର ଭାଙ୍ଗି ବେଧ

  • @kamalinimahapatra6865
    @kamalinimahapatra6865 2 года назад +52

    ତତେ କଣ ଅଭାବ ହେବେ ଗୋଟେ ପରିବାର କୁ ଭାଙ୍ଗି ଦେଉଛୁ ଏ ତେ ବେଜିତ ହେଲୁ ଏ ବେ ସୁଧୁରିଯା ଜୟ ଜଗନ୍ନାଥ

    • @susamapatra1041
      @susamapatra1041 2 года назад

      ତୁ ମିଛେଇ ଲାଜ ଲାଗୁନି

  • @anilsahoo8877
    @anilsahoo8877 2 года назад +59

    ଅପରାଜିତା ମାଡ଼ାମ୍ କହୁଥିଲେ କଣ ଗୋଟେ phone history Check କରିବା କଥା
    କରାଯାଉ, ସତ କଣ ଜଣାପଡି ଯାଇପାରେ

    • @mr.srihari5082
      @mr.srihari5082 2 года назад

      Jaha laguchhi tame e type ra video dekhi bare bahut busy achha au mu bhi bujhi paruni anya time emananka video recommend hueni but emiti ka matter re hin u tube recommend kare 😂😂😂😂

    • @live.with_asima802
      @live.with_asima802 2 года назад

      Thik kahichha vai

  • @subhashreemohapatra9489
    @subhashreemohapatra9489 2 года назад +9

    Prakruti telling a scripted story she is vilen & trupti bhauja is real queen👑

  • @rameshdash9737
    @rameshdash9737 2 года назад +314

    ନିଆଁ କୁ ଲୁଚେଇଲେ ଅଣ୍ଟିରେ ନିଜେ ଆଗେ ମରିବୁ ଲୋ

  • @lipsadas932
    @lipsadas932 2 года назад +111

    ତତେ ଧୀକ୍ ଆଉ ତୋ ବାପା ମା ଙ୍କୁ ଧିକ,,,,,,ତୋ ମୁହଁକୁ ଲାଜ ନାହିଁ ଯାହା,,,,,,😡😡😡

    • @Nikhil19217
      @Nikhil19217 2 года назад +1

      ବମ୍ବେରେ କାମ କରନ୍ତି ଓଡ଼ିଶାରେ ଗାଣ୍ଡି ମରେଇ ହେଉଛୁ

    • @Aasu123.
      @Aasu123. 2 года назад

      Thik katha e bhali jhia samaj pnai kalanka

    • @priyankapradhan9336
      @priyankapradhan9336 2 года назад +2

      Amite jhia ku pitiba ktha chapal mala bekare pakeiki chiiiiiiiiiiiii

    • @Aasu123.
      @Aasu123. 2 года назад

      @@priyankapradhan9336 thik

    • @a.g.priyankapriyadarsani7635
      @a.g.priyankapriyadarsani7635 2 года назад

      Thik ktha eta nihati Bekaria jhia

  • @manjitsahu1248
    @manjitsahu1248 2 года назад +49

    କିଏ ରାସ୍ତାରେ ଲଙ୍ଗଳା ହୁଏ ଆମେ ଜାଣିଛୁ ଲୋ... ତୁ ଆଉ କହନୀ 🤤😂

  • @sayshivahommtr8845
    @sayshivahommtr8845 2 года назад +9

    Absolutely dear Pakruti U're saying bare truth...

  • @akashbhoi6162
    @akashbhoi6162 2 года назад +27

    2 min silence for those who are think she was a victim

  • @nandakumarsethy3638
    @nandakumarsethy3638 2 года назад +353

    I appreciate to Trupti that whatever she has done is right thing.No one can take law in the hand but you can destroy married family of Trupti.

    • @alinaodiavlogs362
      @alinaodiavlogs362 2 года назад +9

      Trupti bohut bhala karichanti tanku support milu samastankara

    • @a.g.priyankapriyadarsani7635
      @a.g.priyankapriyadarsani7635 2 года назад +1

      Right

    • @rajlaxmimishra2378
      @rajlaxmimishra2378 2 года назад +1

      Trupti is verry good

    • @rajlaxmimishra2378
      @rajlaxmimishra2378 2 года назад +1

      Prakruti chora

    • @hariharpatel3425
      @hariharpatel3425 2 года назад +1

      Only prakuti is wrong though he is unmarried and have no commitment with anyone but babusan is good boy though he is married and have a child. Main culprit is Babushan if it was not prakuti,100% there would have another girl.

  • @Santosh.124
    @Santosh.124 2 года назад +17

    ପ୍ରକୃତି କୁ ଆଉ ଦୁଇ ଚାରିଟା ବଜେଇ ବା ଦରକାର....... କେଳାଙ୍କାରୀ ଝିଅ....

  • @Channelwithhappy
    @Channelwithhappy 2 года назад +4

    Trupti mam we are always support your side👍👍

  • @chinmaya2009
    @chinmaya2009 2 года назад +31

    Babushan told that he will go for utakal divas celebrations but prakruti told that she should be go for new film promotion wahh😃

  • @sarojmallik3260
    @sarojmallik3260 2 года назад +77

    ମ୍ୟାଡମ ଆପଣ ଗୋଟେ ପ୍ରଶ୍ନ ର ଉତ୍ତର ଦେଲେ ନାହିଁ ତାହା ହେଲା ଆପଣ ଏହି ସାତ ଦିନ ଭିତରେ ବାବୁଶାନ୍ ଙ୍କ ଘର ଆଗରେ ପତି କରି ଥିଲେକି

    • @rameswarijena7409
      @rameswarijena7409 2 года назад

      Are se kn kou jhia saha film karunathila kii ara name kn pai asila

  • @pluckyyoungster2995
    @pluckyyoungster2995 2 года назад +30

    Prakriti should learn English from Trupti ma'am 😂😂😂✌🏻✌🏻

  • @Sukantajhankarr
    @Sukantajhankarr 2 года назад +5

    Prakruti is dramatically speaking.....😆😄

  • @shibanaransarangi3737
    @shibanaransarangi3737 2 года назад +127

    ଭଉଣୀ ତମେ କିନ୍ତୁ ନିଷିଦ୍ଧାଞ୍ଚଳ ରେ ପ୍ରବେଶ କରି ଫୋଟୋ ଉଠାଇ, ଝଗଡା କରି,, ଭଲ ଭାବେ ଆଇନ କୁ ହାତକୁ ନେଇଥିଲ..... ଆଉ ଏବେ ଆମକୁ ଏଠି ଜ୍ଞାନ ବାଣ୍ଟୁଛ 😄😄

  • @gb_gb358
    @gb_gb358 2 года назад +82

    Babusan is my childhood friend but his wife is 5-6yrs elder than me.what kind of logic is this.

  • @monalishapradhan589
    @monalishapradhan589 2 года назад +15

    ଆଉ କାହାଣୀ କହନି ଲୋ ତୁ କେତେଭଲ ସାରା ଦୁନିଆ ଜାଣିଛି 🙏

  • @nirupamapradhan2566
    @nirupamapradhan2566 2 года назад +1

    ପ୍ରକୃତି ମିଶ୍ର ତୋର ଯଦି ଏତେ ଟଙ୍କା ଗର୍ବ କରୁଛୁ ତାହାଲେ ଅନାଥ ଆଶ୍ରମ ଖୋଲ ନା ପର ଘର କାଇଁ ଭାଙ୍ଗୁଛୁ. ତୋ ପରି ଝିଅ କୋଉ ବାପା ମାଙ୍କୁ ନା ମିଳୁ. ହଁ କଣ କହିଲୁ ତୁ ଆଉ ବାବୁସାନ ଗୋଟେ ଭଲ ସାଙ୍ଗ (ସାଙ୍ଗର ମାନେ ନୁହେଁ ଗୋଟେ ଘରେ ହନିମୁନ କରିବ. ଏଇ ତତେ ଟିକେ ଲାଜ ବୋଲି କିଛି ଅଛି ନା ନାହିଁ. ତୋ ବାପା ଆଉ ମା ତୋ ଭୁଲ ତୋ ସହତ ଅଛନ୍ତି ସେ କେମିତିକା ବି ଜଣ ପଡିଯାଉଛନ୍ତି ) ତୋ ଭଳି ଝିଅ ଓଡିଆ ଫିଲିମ ଜଗତ ପାଇଁ କଳଙ୍କ. ଯୋଉ ଝିଅ ପାଇଁ କାହା ପୁଅ, କାହା ସ୍ୱାମୀ, କାହା ବାପା, କାହା ଭାଇ ଯଦି ଦୂରେଇଯାଉଛନ୍ତି ତାହାଲେ ସେ ଭଳି ଝିଅକୁ ସିନେମା ଜଗତରୁ ଦୁରେଇ ରଖଆଯାଉ ଏତିକି ମୋର ଅନୁରୋଧ. ପ୍ରକୃତି ତୁ ଯଦି ସଚୋଟ ବାବୁସାନ ତୋ ସହ ଏକ ସିନେମା କରିନି ତୋ ଆଗରୁ ବି ବହୁତ ଝିଅଙ୍କ ସହ କରିଛନ୍ତି କାଇଁ 8ବର୍ଷ ତଳେ ତା କିଛି ସେମିତି ନଥିଲା ଏବେ କଣ ପାଇଁ ତୁ କଣ ତୁ ନିଜେ ଜାଣିନୁ କି. ତୁ କେତେ ଖରାପ ଝିଅ ଛି ଛି. ବାବୁସାନ ଭାଇ ଦୟାକରି ଘରକୁ ଫେରିଆସ ତମ କୁନି ପୁଅ ପାଇଁ 🙏🏻🙏🏻ଭାଇ

  • @jyotrimayeerout1649
    @jyotrimayeerout1649 2 года назад +42

    Hat's up to anchor....... How logical questions he ask 🤣.... I love it just ❤️....

  • @aanilifestyle9666
    @aanilifestyle9666 2 года назад +86

    ତୁ ବାପା ଙ୍କ ନା ରଖିପରିଲୁନି 😡 ପଇସା ରଖିକି କଣ କରିବୁ 😡 ଚୋର ମୁଁହ ଟାଣ ଦେଖ ଟାକୁ କେତେ କଥା କହୁଛି😡 କୁତୀ

  • @patracreation
    @patracreation 2 года назад +61

    ତମେ ବହୁତ ବହୁତ ଭଲ ଆମେ ଓଡ଼ିଶା ଲୋକ ଜାଣିଛୁ।ବହୁତ ଅଭଦ୍ର ଝିଅ ତୁ।ଏତେ ବାଜେ ପିଲା ତୁ ଛି ଛି। କେମିତି ଏ ସବୁ କହୁଛୁ।ଲାଜ ଲାଗୁନି

  • @AS-kf6op
    @AS-kf6op 2 года назад +6

    *Everyone knows TRUPTI MAM is 100% right & this girl is lying completely*..

  • @bijaypatra3324
    @bijaypatra3324 2 года назад +45

    ତୁ କେତେ ସୋତ କଥା କହୁଛୁ ଆମେ ଜାଣିଲୁ।
    ତର କିଛି ଭୁଲ୍ ନାହିଁ ସବୁ ଭୁଲ୍ ତ ଅଭଦ୍ର ବାପ ମା ର।

  • @swarnamayee6969
    @swarnamayee6969 2 года назад +22

    I support trupti mam for her necessary step bcz they do limit cross character

  • @shayeriwithsima9680
    @shayeriwithsima9680 2 года назад +42

    ନାରୀ ହିସାବ ରେ ତୋର ଗୋଟେ ହୃଦୟ ନାହିଁ ତତେ କିଏ heroineକରୁଛି ବେ । ତୁ heroine ର ମାନେ କଣ ବୁଝୁଚୁ କହିଲୁ heroine ମାନେ ଖାଲି ସୁନ୍ଦର୍ ହେଲେ କି ଅଧା ଡ୍ରେସ ଖୋଲି ବା ନୁହେଁ । ଛି yaar ତୋ ମୁଁହ ଦେଖନା ଆଉ plz 🙏

    • @nnb7902
      @nnb7902 2 года назад +1

      Bapa Bhajan
      Jhia manoranjan,

  • @saheedkumar6317
    @saheedkumar6317 2 года назад +1

    ଜଣେ ladies ଓଡିଶା ରୁ ଯାଇକି president ହେଲେଣି ହେଲେ ଏ ବେଧେଇ କେମିତି ଠିଆ ମିଚ୍ଛ କହୁଛି ଓଡିଶା ର ନାଁ ଖରାପ କରୁଛି ଏ ରାଣ୍ଡି, ସବୁଠୁ ବଡ ଆଶର୍ଯ୍ୟା ବିଷୟ ହଉଚି କି ବୋପା ମା ବି support କରୁଛନ୍ତି. ଜଗନ୍ନାଥ ଆକୁ ଭଲ ବିଷ ଟିକେ ଦିଅନ୍ତୁ ଯେମିତି ତା ଆତ୍ମା ର ସତଗତି ହଉ. I am always busy 😂😂😂😂😂😂

  • @aamy00
    @aamy00 2 года назад +33

    ତୁ ବମ୍ବେ ରେ କେମିତି ପଇସା କମାଉଛୁ ସେଇଟା ସବୁ ଲୋକ ଜାଣିଛନ୍ତି।

  • @KuldeepswainVlog
    @KuldeepswainVlog 2 года назад +29

    ଭଗବାନ ସବୁ ଦେଖୁଚି ପ୍ରକୃତି. ମିଛ ସହିତ ଭଗବାନ ବି ସାଥ ଦେବେନି. ଆଉ ପ୍ରକୃତି କୁଆଡେ ବର୍ତ୍ତିବ. ଭୟଙ୍କର ଝିଅ

    • @sajaniranidas1382
      @sajaniranidas1382 2 года назад

      tote laja nahi baha heba puo saha gadire jauchu. ta wife tote chhadideba.dehare Janata kapada pindhuchu tote laja nahi katha kahuchu.tu kebe film re na ass lo..

  • @kathaokabitabysunanda2136
    @kathaokabitabysunanda2136 2 года назад +116

    She is going everywhere Babushaan goes. During DAMaN shoot also she went to Malkangiri without the knowledge of even the Director, producer and crew members. She stayed with Babushaan in his room where usually no one goes and 24 hours drunk

    • @bijubiju7746
      @bijubiju7746 2 года назад +2

      Ghatana kan ghatila mada kahiki. Khaila mada kati laki nahi jabab dea pariba garden

    • @dharmendramishra1348
      @dharmendramishra1348 2 года назад +3

      ଆଠ ଟା ଗୁଣ୍ଡା 🙄.... ଖାଲି ତମକୁ ଆଉ ତମ ବାପାଙ୍କୁ ଦେଖା ଗଲେ 😠

    • @kathaokabitabysunanda2136
      @kathaokabitabysunanda2136 2 года назад +3

      @24 Study things are open. All can see and you too are seeing and hearing. What do you mean by Tama bhali... ? I get to know about her some more things directly. Many people who see them together also know that this friendship is fishy. Bash dhamaka habata baki thila

    • @kathaokabitabysunanda2136
      @kathaokabitabysunanda2136 2 года назад +3

      @24 Study could be. Prakrut is trapping him

    • @kathaokabitabysunanda2136
      @kathaokabitabysunanda2136 2 года назад +1

      @24 Study seiyabhin chalichhi. All close people know this. Both are openly staying in a room, drinking all the time, roaming etc. etc

  • @prabhudattadash2131
    @prabhudattadash2131 2 года назад +1

    ତୋ ଠି ଆହୁରି ୨ ୪ ଟା ବସିବାର ଥିଲା... ତୋ ସଂସ୍କାର ଦେଖିକି ଜଣାପଡ଼ୁଛି ତୋ ଘରର ସଂସ୍କାର କଣ, କଥା କହୁଛି ଶଳା ପର ଘର ଭାଙ୍ଗି

  • @sripatisahu7752
    @sripatisahu7752 2 года назад +30

    Trupti madam is Right 👍

  • @aruppattnaik8368
    @aruppattnaik8368 2 года назад +51

    ଅଭିନେତା ଓ ନେତା ଏମାନଙ୍କ ଅଭିନୟ ବୋବାଲ ସେଥିପାଇଁ ତ ଏମାନେ ସମାଜରେ ଏତେ ଆଗରେ ।

  • @siddharthbrahma5132
    @siddharthbrahma5132 2 года назад +42

    Trupti u r such a brave girl,we will always be proud of u.Trupti Madam is now the official inspiration of odisha.

    • @hbjgaming4701
      @hbjgaming4701 2 года назад

      To maa ku namaskara sala😂😂😂

    • @sujatadas2300
      @sujatadas2300 2 года назад

      Tu jalade mareja

    • @pramodbadajena2158
      @pramodbadajena2158 2 года назад +1

      Trupti tame taku jota re maribar thila badha red handed dharila pare be ate futani

    • @pramodbadajena2158
      @pramodbadajena2158 2 года назад +1

      Utama bhai ra bohu habaku swapna dekhu thila to bopa ra okat kana achi to gote mali sahi basya thu hina

  • @sonasalony
    @sonasalony 2 года назад +3

    Don't try to be look sweet & innocent. You clearly know what you have done..

  • @shibaninathsharmashibanina686
    @shibaninathsharmashibanina686 2 года назад +56

    Trupti jaha kahuchanti pura thik prakruti ra sabu dosa puni tapre micha Kath kahuchi

  • @suchismitadash7889
    @suchismitadash7889 2 года назад +16

    ଆଙ୍କୁ ପଚାରୁ ନାହାନ୍ତି କି ଏଟା ତାଙ୍କର ଫାଷ୍ଟ ଆଙ୍କ ଉପରେ ,ନା କେତେ ଥର ସେ କହିଲା ପରେ ଏମିତି କରିଚନ୍ତି, ମେନ୍ ପଏଣ୍ଟ ପଚାରନ୍ତୁ ,ଯଦି ସେ ବହୁତ୍ ଥର tnku ଆଉ ତଙ୍କ ଘରେ ଜନେଇ ଛନ୍ତି , ତ ଏ ସେବେଠୁ tnk daurt clier କଲେନି ନହେଲେ ବାବୁ ସନ୍ ଠୁ ଦୁରେଇକି ରହିଲେଣି ,ତାଙ୍କ ବାପ ମା ତ୍ତ ଯାହା ଶିକ୍ଷା ଦେଲେ ଦେଲେ ,ଅଙ୍କ ବାପା ମା ଆଙ୍କୁ କି ଶିକ୍ଷା deichnti , ଏଇ ଆ ତା ଘର ଭାଙ୍ଗିବା ,ଟୋକା n ମିଳିଲା ଭଳି , ଆ ତା ସ୍ବାମୀ ଛଡାଇବା ,ଏଇ ଶିକ୍ଷା ଦେଇଛନ୍ତି ,ନିଆଁ ନଥିଲେ ଧୁଆ କାଇଁ ବାହାରିବ ,ଆଉ ସେମିତିରେ ,ଜନେ ସ୍ବାମୀ ଭୁଲ୍ ନଥାଇ ଗୋଟେ ସ୍ତ୍ରୀ ହାତରୁ ମାଡ ଖାଇବ ନା , ତା ସ୍ତ୍ରୀ କୁ ସେଇଠି ଚକଡି ଦେଇଥାନ୍ତା ,ବାବୁ କିଛି କହୁନି ମାନେ , ତା ବାପ ମା ବି ବହୁ କୁ ସପୋର୍ଟ karuchnti ମାନେ ସେ b ଜଣିଚନ୍ତି କି ବାବୁ ଆଉ ପାକୃତୀ ର ଖରାପ ସମ୍ପର୍କ ଅଛି ,

  • @chandanodia6815
    @chandanodia6815 2 года назад +20

    ତୁ ଗୋଟେ ହିରୋଇନ୍ ଆଉ ଅସରପା ଗୋଟେ ଚଢେଇ ! ହାକ୍ ଥୁ

    • @nnb7902
      @nnb7902 2 года назад

      Bapa Bhajan,
      Jhia Manoranjan

  • @RaNiyoutubeodia
    @RaNiyoutubeodia 2 года назад +1

    ମିଛେଇ .......ପ୍ରକୃତି ର ପ୍ରକୃତି ଖରାପ୍...... hotel ରେ କଣ କରୁଚୁ ବେ?........ 🙄

  • @rasmitavlogs1
    @rasmitavlogs1 2 года назад +97

    ବାଳ ନା ମିଛେଇ, ତୁ କଣ ସବୁ ଜାଣିଛନ୍ତି

    • @crafttech5064
      @crafttech5064 2 года назад

      ruclips.net/video/7N-SnKC0bFM/видео.html

  • @prasantamohapatra6388
    @prasantamohapatra6388 2 года назад +23

    ପ୍ରକୃତି ମିଶ୍ର ନିଜ ପ୍ରକୃତି ଛାଡ | ପର ଘର ଭାଙ୍ଗି ନିଜ ଘର କରିବା ଆଶା ଭଲ ନୁହଁ |
    ତମେ ଏତେ ଭଲେଇ ହୁଅନି ....

    • @Facts24108
      @Facts24108 2 года назад +1

      Yeh ta family tradition,Prakruti ra Maa semti karithile aau ebe jhia semti heuchi

  • @lachhumancreation5768
    @lachhumancreation5768 2 года назад +2

    ଥରେ ୮ ଜଣ କହୁଚୁ ଥରେ ୩ ଜଣ କହୁଚୁ actually କେତେ ଜଣ ଥିଲେ

  • @rupakkumarbiswal4751
    @rupakkumarbiswal4751 2 года назад +29

    best dialogue of the clip "No bhai only guy"

  • @devil_edixz6914
    @devil_edixz6914 2 года назад +10

    I stand with trupti madam....♥️♥️♥️

  • @nandakumarsethy3638
    @nandakumarsethy3638 2 года назад +100

    As a human being we respect all girls but if someone destroy someone family they will not kiss you. Here I can say Prakuti Mishra is working in bollywood and now if this case will investigate properly police can find some smells of drugs case in this matter.

    • @priyankapradhan9336
      @priyankapradhan9336 2 года назад

      Ya ri8

    • @ramasika970
      @ramasika970 2 года назад

      He is not a child...

    • @Mira-pm3ni
      @Mira-pm3ni 2 года назад

      @@ramasika970 it's not about being child or adult . Their affair is not such a big deal for public but if drugs is involved then it should be investigated .

  • @royalrkproduction6126
    @royalrkproduction6126 2 года назад +1

    ତୁ ବାଳ ଟା ବମ୍ବେ ରେ କରୁଚୁ ମୋ ବାପା ର ଗୋଟେ ମାସର ଦରମାରେ ତୋ ଭଳିଆ ହଜାରେ ଲେଡୀ ଆର୍ଟିଷ୍ଟ୍ କିନି ଦେବି।।।। ବୁଝିଲୁ ଆଉ ତୁ ପଇସା କଥା କନ୍ କହୁଚୁ।।।। ମୋ ଘରରେ ଯେତେ ଚାକର ଅଛନ୍ତି ତୁ ମୋ ଗୋଟେ ଚାକର ର ମୂଲ୍ୟ ଦେଇ ପାରିବୁନି ହେଲା।।।।

  • @debarchannayak4885
    @debarchannayak4885 2 года назад +38

    ଚର ମୁହଁ ଟାଣ... !!!.. #କଥା ରୁ ଜଣାପଡୁଛି ପ୍ରକୁତି ତୁ କେତେ ଭଲ ଝିଅ Poblic ସବୁ ଜାଣି ପାରୁଛନ୍ତି 2year ru living relation ok... Videos ରୁ ଜାଣି ହଉଛି........ Prakruti is BAD girl ???##please comment

  • @gyanchand8026
    @gyanchand8026 2 года назад +59

    ତୋ ଘରେ ଏମିତି ହେଇଛି,, ସେଥିପାଇଁ ଗୋଟେ ସୁନା ସଂସାର ଭାଙ୍ଗି ଦେଲୁ

  • @abinashsamantaray2847
    @abinashsamantaray2847 2 года назад +8

    ଭାରୀ ସତୀ ପ୍ରକୃତି,ପ୍ରକୃତି ର ବାଜ୍ୟ ପ୍ରକୃତି ଛି ଘର ଭାଙ୍ଗି

  • @duryodhandas8064
    @duryodhandas8064 2 года назад +3

    ଗୋଟେ କାହାଣୀ ଲେଖିକି ସମାପ୍ତ ନ କରି ଆଉ ଗୋଟେ କାହାଣୀ ଆରମ୍ଭ କରିଲାଣି। ସେ ଭିଡିଓ ରେ ଯାହା ଅଛି ୟାଙ୍କର ମୁହଁରେ ସେଇଟା ନାହିଁ।

  • @snehashreetripathy6258
    @snehashreetripathy6258 2 года назад +40

    ମିଛ କହନା ଜମା ଚୋରଣି ତୁ ଏଇ ଓଡ଼ିଆ ସିନେମା ଜଗତର ଗୋଟେ ବଡ଼ କଲଙ୍କ ଏତେ ଆଉ ସଫେଇ hanna

  • @indiansunil4865
    @indiansunil4865 2 года назад +8

    We Support ତୃପ୍ତି Madam

  • @bikashpratibha1877
    @bikashpratibha1877 2 года назад +15

    ଆଉ କିଛି କହିବନି ଲ ମାଆ ପ୍ରକୃତି ତୋର ତ ବହୁତ୍ କଳା ଆଉ ସବୁ ଘୋଷି ଦେଇଚୁ 👏👏💡 ତୁ ବହୁତ୍ ବଡ କଳାକାର ତୁ real ରେ ବି ବହୁତ୍ ଭଲ act kariparuchi👏ba ba ଭଲ ଆଉ ପର ଘର ଭଙ୍ଗୁଚୁ 😡

  • @rushikulyaagrotech
    @rushikulyaagrotech 2 года назад +1

    ପର ପୁରୁଷକୁ ନିଜର ମନ ତନ ଧନ ଆଉ ସ୍ତନ ବାଣ୍ଟିଦେଇ ଝିଅ ନିଜର ଯୋଉ ପରିଚୟ ସୃଷ୍ଟି କରିଛି ତାକ ନେଇ ଆହୁରି ଗର୍ବ କର। ଲାଜ ନାହିଁ ତୁମ ମୁହଁକୁ । ତୁମ ମୁହଁ ବୋଲି କହୁଛି କଥା ଆଉ କାହା ମୁହଁ ହୋଇଥିଲେ ବୁଲି ପଡ଼ନ୍ତା।

  • @bandanagamango9798
    @bandanagamango9798 2 года назад +106

    You destroyed her life .now you are being innocent.WTF

    • @rechertz8445
      @rechertz8445 2 года назад +2

      Typical of every Feminist. Agey chalakiami then gandichalakiami 🤣

    • @sdash6242
      @sdash6242 2 года назад +3

      @@rechertz8445 Don't confuse immoral celebrities with feminists. You have some issues if you think women should not get equal opportunities as men.

    • @rechertz8445
      @rechertz8445 2 года назад

      @@sdash6242 bro dont teach me about equality ... I am pro equality of opportunity but not equality of outcome. Equality of opportunity is guaranteed by law already. So the ones who still are howling about equality abuse being a woman and play victim card. Every single loud mouth Feminist i know is a characterless woman who uses popular vocabulary of empowerment and all that as social insurance to play victim when their immoral stuff is exposed. So don't advice me about feminists. I know such women better than you.

    • @rechertz8445
      @rechertz8445 2 года назад

      @@sdash6242 one equality of opportunity is ensured by law what's the point of still talking the same shit? These feminists want zero responsibility and have no objective. Like a hive mind they say the same thing that every other woman is saying. The real women who are abused live in poor community and economic backward society. But those feminists have comfortable live and do nothing for those who really suffer but constantly shout the same dialogues. Feminism is a first world issue. India is not a first world country. That is why every cacophonous feminist eventually is exposed as a hypocrite and a characterless woman. Real objective of feminism is already achieved in law. So those who still use those same old tricks are not to be trusted. They all want to make nuisance and don't want to be held accountable for their immoral lives. So keep your noob knowledge bof women to yourself. I have seen enough loud mouth Feminists to know what such women truly are. Pro tip.... Supercarss don't advertise as much as normal cheap cars. Likewise... These women who always shout they c do everything a man can do can't do shit. They only advertise themselves as someone who they are not. Many feminists have come and once they are old noone cares about their rabid noises. So if u are a woman, and a feminist, save yourself. And yes.... See where the older feminists are now... Learn some statistics too.

    • @rechertz8445
      @rechertz8445 2 года назад

      @@sdash6242 au jadi sabu adey equality darkar Asuna labourer hebare equality construction kama re equality, mining re p aso dekhiba kete equality...setebele na chance ni.... Khali office re ac job Kariba pai sabu karipakeibe.... All this feminism is bullshit. A woman of caiber gets the job done like a professional and goes home. She doesn't need to shout and advertise herself so much. Once upon a time when i was young i believed in these low life women and their lies. No more. Feminists are a nuisance.