Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Correct 🙏🙏ସୁନ୍ଦର ମନ୍ତ୍ର
Best news channel
Very nice mantra
Bahuta bhala lagila agyna
ପଇତା ତ ଆରି କରିବା, ଗଣ୍ଠି ପକାଇବା ଆଦି ବତେଇ ଦିଅନ୍ତୁ।
😮 ii😮😮😮😮 ii
Tame sama vediya mantra padhiba
ଧନ୍ୟବାଦ୍ ସାର ନମସ୍କାର Tankasahu Lbd
ନମସ୍ତେ। ଶୈକ୍ଷିକ ବୁଝାଇବା ଭାରି ଭଲ ଲାଗିଲା। ଧନ୍ୟବାଦ।
ସାଦର ଭୂମିଷ୍ଠ ପ୍ରଣାମ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
ନନା ଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଆପଣଙ୍କ ପାଖରୁ ପଇତା ମନ୍ତ୍ର ଶିଖିଲି
ଏଭଳି କେହିକରୁନହନ୍ତି ଆପଣ ବହୁତ ସୁନ୍ଦର କହିଲେ ଆପଣଙ୍କୁ ମୋର ନମସ୍କାର
Sir pranam Bhout bhala
Dhanyvad, apanka paita saili sabutharu best theory with practical achhi a thire.
Gurudebatay namha🙏🙏🙏
Jay jagannath bahut bhala lagila
ଜୟ ଅଚ୍ୟୁତ ଜୟ ଜଗନ୍ନାଥ
ସାମ ବେଦୀ ,ପଣ୍ଡିତେ🙏
Brahaman deb pranam.thank u very much for this job.
Namo namo
Jay brahmadev pandite apana nitya puja tatha sradha pala mela homo kichhi kichhi chhadantu ame juba brahmana pidhi ethi prati kichhi upakruta hebu
please make a video details ganesh pooja
Bahut,sunder achi.
Thanku
👏ଆଜି ସଂସ୍କୃତି ର ଅବକ୍ଷୟ ଅବସରରେ ଆପଣଙ୍କ ଉଦାର ହୃଦୟର ମହତ୍ ଚେଷ୍ଟାକେବେବି ବିଫଳ ଯିବ ନାହିଁ ।ଜାତି ଓ ସଂସ୍କୃତି ବିମୁଖ ଯୁବ ପିଢ଼ି ପାଇଁନିଶ୍ଚୟ ବିଶଲ୍ୟକରଣୀ ସଦୃଶ୍ୟ ମାନସିକ ଆରୋଗ୍ୟ ଆଣିବ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ନୂତନ ମୂର୍ତ୍ତି ଙ୍କର ମହାସ୍ନାନ, ଅଧିବାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ ଆଦି ବିଧାନ ମନ୍ତ୍ର ସହିତ କ୍ରମାନ୍ୱୟରେ ପ୍ରଦାନ କରିବାକୁ ଅନୁରୋଧ 🙏 ନୂଆ ଶିଖୁଥିବା ବିପ୍ରଙ୍କ ପାଇଁ
ଦେଖୁଥାଆନ୍ତୂ ଆଗାମିଭିଢିଓରେ ନିଶ୍ଚିତ ଭାବରେ ପାଇବେ
ନିଶ୍ଚିତ ଭାବରେ ଏହା ନିହାତି ଜରୁରୀ
@@biswajitpanda682 Bhai dekhuthantu agami vidio mananka aha nischaya paibe
ଶ୍ରାଦ୍ଧ, ଶନିମେଳା, ଲଗ୍ନଧରା, ଚତୁର୍ଥୀହୋମ ମନ୍ତ୍ରସହିତ
Ahenamberkucdieantu
ସମ୍ମାନୀୟ ମହାଶୟ ଆପଣଙ୍କୁ ପ୍ରଣାମ। ଅତି ସୁନ୍ଦର ବୈଦିକ ରୀତିରେ ପଇତା ଧାରଣ ପଦ୍ଧତି ପ୍ରକାଶ କରିଛନ୍ତି ସେଥିପାଇଁ ପ୍ରଣାମ। କିନ୍ତୁ ବିସର୍ଜନ ଧାରା ରେ କିଛି ବ୍ୟତିକ୍ରମ ଲକ୍ଷ୍ୟ କଲୁ।
Bujhe e di a
ମନ୍ତ୍ର କୁ ସର୍ବ ସାଧାରଣ କରନ୍ତୁ ନାହିଁ । ଯଦି ଆପଣଙ୍କ ର ବ୍ରାହ୍ମଣ ପିଲାଙ୍କୁ ଶିଖିବାର ଇଛା ଅଛି ,ତେବେ ବ୍ରାହ୍ମଣ ପଇତା ହୋଇଥିବା ପିଲାଙ୍କୁ ଘରକୁ ଡାକି ଶିଖାନ୍ତୁ। ଭୁଝିବାକୁ ଚେଷ୍ଟା କରିବେ। ନଚେତ ମାଙ୍କଡ଼ ହାତରେ ସଲାଗ୍ରାମ ପରି ହେବ। ମନ୍ତ୍ର ପ୍ରଚାର କରିବାକୁ ନୁହେଁ। ଏହାର ଶକ୍ତି ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ।
ସିଧା କହୁନ ଭାଇ, ଅସଲ ମଞ୍ଜ କଥା ଟା ଜାଣି ଗଲେ ଅଡ଼ୁଆ ହେବ, ଏୟା ନା ? କଳି ଯୁଗରେ ବ୍ରାହ୍ମଣ କୋଉଠୁ ଆସିବେ? ଯେ ପଇତା କଣ ଜାଣିବେ?
Dada namaskar .step by step mantra currect. All the best.
କଛି ମନ୍ତ୍ର କୁ ହା ଯାଏଁ ନାହଁ ସଭା ମଧ୍ୟରେ ଅଥ ମନ୍ତ୍ର.. ଗୁଣ ନଷ୍ଟ ହୁଏ
ଯାହାର ପାପ ତାକୁ 🤗
Jay,jagananth,paita,mantra 17:48
Dhanyawad guruji
Jai jagannatha
Bahut sundar kahichanti🙏
Jay jagganath ati sundar 🙏Agnya yuv pidhi paien bahut labha dayak haba
Thanks
Bahut bhala
Bahut sundar. Nana
Jay Jagannath angya
Jay Parshuram 🙏🙏🙏🙏
ବଢୀଆ
ଆଜ୍ଞା ପ୍ରଣାମ ଗ୍ରହଣ କରିବେ, ଆମର କୂଳ ପୁରୋହିତ ଆମ୍ଭମାନଙ୍କୁ ଏହିପରି ମନ୍ତ୍ର ଉଚ୍ଚାରଣ କରି ପଇତା ପରିଧାନ କରାଇଲେ ବହୁତ ସମୟ ସାପକ୍ଷ ଯଜମାନ ତାଙ୍କର ପାରିଶ୍ରମିକ ଦେବାକୁ ସକ୍ଷମ ହୋଇପାରିବେ ତ? ଜୟ ଜଗନ୍ନାଥ 🙏
Very good sir
ଧନ୍ୟବାଦ 🙏 ଦୟାକରି ଲେଖିକି up lord କରନ୍ତୁ 🙏
Guru nam mantra re jibanyasa Kariba kuhantu please guru
ପଣ୍ଡିତ ଆଚାର୍ଯ୍ୟ ମହାଶୟ,🙏 ହରିଦ୍ରା ରଞ୍ଜନ ସମ୍ବନ୍ଧୀୟ ମନ୍ତ୍ର କହିବା ହେବେ। ଏହା କ'ଣ ଋଗ୍,ରଜ୍ଜୁ ତଥା ସାମ ବେଦୀ ବ୍ରାହ୍ମଣଙ୍କ ପାଇଁ?🙏
Omm kasyapasya strayusam jamadagne strayusam jaddebanang strayusam tanme astu strayusam, eti mantrena jagyapabita granthisu haridram mandayet.
Very nice 👍
Very nice sir
Pranamsir
Jai jagannath 🙏
Homa bidhi ra gote video karantu please🙏
❤❤❤
Write in odiya with mudra for everybody,s benefit. Namaste.
ପଇତା ବିସର୍ଜନ କରି। ଛିଣ୍ଡାଇ ଦିଆଯାଏ। ଏବଂ ଜଳରେ ବିସର୍ଜନ କରାଯାଏ
Paita chhinda Jaya nahin mantra re bisarjana huea
Bahut badhia dhanyawad
મહાદેવ હર.
Jayjagannath
Sradha bisayare paita mantra re bujheile bharat haba namaskar
Paita pdf kakei dele teke val huanta
ଆଜ୍ଞ୍ୟା ବ୍ରତୋପନୟନ ବେଳେ ବ୍ରମହାଚାରୀ କୁ ପଇତା ଧାରଣ କରାଉଥିବା ସମୟ ର ମନ୍ତ୍ର ଦୟାକରି ଦିଅନ୍ତୁ
Apanaknu Koti Namaskar
Pranam Guruji please send me written paita mantra.🙏🙏🙏
Gurudev dwip stapan mantra bisayare video banao
Jai jagaranath
👍
Yagya Pavitra Kyon Kyon jaati dharan kar sakte hain
Paitara niyama kahantu
🙏🙏🙏
Jay Jagannath
ସରଳ ଉପାୟରେ ପଇତା ଗଣ୍ଠି ଶିଖାଇ ଦିଅନ୍ତୁ.
ଯଦି କେହି ବ୍ରାହ୍ମଣ ଯଞୋପବିତ ବହି ପାଇବାକୁ ଚାହାଁନ୍ତି ମୋ ପାଖରେ ଅଛି। ସମ୍ପୂର୍ଣ୍ଣ ମାଗଣା। ଖାଲି ପଠାଇବା ପାଇଁ ପଇସା ଦେଲେ ମୁଁ ପଠେଇ ଦେବି। ଠିକଣାମୁକ୍ତାଦେଇପୁର ଶାସନ, ଢେଙ୍କାନାଳ ୭୫୯୦୦୧ମୋବାଇଲ ୯୪୩୭୧୫୭୪୬୦
ମହାଶୟ ନମସ୍କାର ଏହା କଣ ଯଜୁର୍ବେଦଅନୁସାରେ ଉପନୀତ ଧାରଣ ମନ୍ତ୍ର କି ?
Grahany bini yoga na avi mantryna bini yoga ,tiky bichara kariby ta pary lekhiby
Jay jaganath
🙏🙏
Apan kara bahut bahut dhanyavaad, Sanskrit re ei Pura mantra kauthi miliba, jadi kehi janinti please kuhantu
Sambedia mantra kuhantu
Nice
Verygood
Jai jagannath
ଯଜୁର୍ବେଦୀୟ ପଇତା ମନ୍ତ୍ର ଅଲଗା ନାମ ସବୁ କିଛି ସମାନ? ଜଣାଇବାକୁ ଅନୁରୋଧ।
Bhaina jou sabu fast to last mantra padhile sesabu mantra kou book re miliba
Maha guru world figar Brahmin
Kemiti mantra Mane rahiba?
Gharoipujahomaramantra kahantu
ଅଚମନ୍ 2ଥର ଲେଖା 6 ଥର କରାଯାଏ।
Hari om
Very Nice
ମହାଶୟ, ପ୍ରଣାମ, ଯାହାର ପଇତା ଅଶ୍ଚୋଚ କିମ୍ବା ମାରା ହୋଇଥିବ ତାହାର ପାଇତା ସେ ନିଜେ ମନ୍ତ୍ରେଇ ନିଜେ ଗ୍ରହଣ କରିପାରିବ କି ? 🙏🙏.
ମୃତ ଅଶୋ ଚରଣେ ଅନ୍ୟ ଗୋତ୍ର ଦ୍ବାରା କରାଇବେ ସାଧାରଣ ଅଶୌଚ ରେ ନିଜେ କରିବେ
Nona Sraddho kemiti koraa jaye gotia video korontu.
Nischaya debi dekhuthantu
ଏହି ମନ୍ତ୍ର କଣ କ୍ଷେତ୍ରୀୟ ମାନେ ବ୍ୟବହାର କରିପାରିବେ ?
ଯେଉଁ ମାନେ ବିଧି ଅନୁଯାୟୀ ସଂସ୍କାର ହୋଇ ବ୍ରତ ହୋଇଛନ୍ତି ଏହା ତାଙ୍କର ପାଇଁ ଭଲ
ଗୁରୁଦେବ ଆପଣ ଆସନ ଶୁଦ୍ଧି ଜଳ ଶୁଦ୍ଧି ମନ୍ତ୍ର ଦିଅନ୍ତୁ
ଦେଖୁଥାନ୍ତୁ ଆଗାମୀ ଭିଡିଓ ରେ ନିଶ୍ଚୟପାଈବେ
ପିତୃଦେବଙ୍କ ପାଇଁ ଅଲଗା ପୁରା ପଇତା କରିବାକୁ ପଡିବ କି
Paita mantra thu kouthi paiparibu
verrynice
Kou bahi re ahi mantra sikhibaku miliba
🙏🙏ଏ ବୋଧହୁଏ ଯଜୁର୍ବେଦ ର ପଇତା ମନ୍ତ୍ର।ସାମବେଦ ର ନୁହେଁ।ସଂପୂର୍ଣ୍ଣ ଓ ସଠିକ୍ ଜଣାନ୍ତୁ।
ଏସାମବେଦି ନୁହେଁ ଯଜୁର୍ବେଦିୟ
ପଇତା କାହିଁକି ଧାରଣ କରାଯାଏ,ପଇତା କେଉଁ ମାନେ ଧାରଣ କରି ପାରିବେ,ପଇତା ଧାରଣ ର ମୁଖ୍ୟ ଉଦ୍ଦେଶ୍ୟ କଣ ମୋତେ ଟିକେ କୁହନ୍ତୁ ନନା🙏🙏
Very nice
ନନା ଆମର କରଣ mohanty ame କରଣ କଣ ପଇତା ଧାରଣ କରି ପାରିବୁନି
Sanskara karmakari sanskari hoie dharanha Kari paribe
Very good
Mantra gupta rakhajae
Verrynice
Jay jagannath
Ayurbityam .....
Please write all mantras on screen
Correct 🙏🙏ସୁନ୍ଦର ମନ୍ତ୍ର
Best news channel
Very nice mantra
Bahuta bhala lagila agyna
ପଇତା ତ ଆରି କରିବା, ଗଣ୍ଠି ପକାଇବା ଆଦି ବତେଇ ଦିଅନ୍ତୁ।
😮 ii😮😮😮😮 ii
Tame sama vediya mantra padhiba
ଧନ୍ୟବାଦ୍ ସାର ନମସ୍କାର Tankasahu Lbd
ନମସ୍ତେ। ଶୈକ୍ଷିକ ବୁଝାଇବା ଭାରି ଭଲ ଲାଗିଲା। ଧନ୍ୟବାଦ।
ସାଦର ଭୂମିଷ୍ଠ ପ୍ରଣାମ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
ନନା ଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଆପଣଙ୍କ ପାଖରୁ ପଇତା ମନ୍ତ୍ର ଶିଖିଲି
ଏଭଳି କେହିକରୁନହନ୍ତି ଆପଣ ବହୁତ ସୁନ୍ଦର କହିଲେ ଆପଣଙ୍କୁ ମୋର ନମସ୍କାର
Sir pranam Bhout bhala
Dhanyvad, apanka paita saili sabutharu best theory with practical achhi a thire.
Gurudebatay namha🙏🙏🙏
Jay jagannath bahut bhala lagila
ଜୟ ଅଚ୍ୟୁତ ଜୟ ଜଗନ୍ନାଥ
ସାମ ବେଦୀ ,ପଣ୍ଡିତେ🙏
Brahaman deb pranam.thank u very much for this job.
Namo namo
Jay brahmadev pandite apana nitya puja tatha sradha pala mela homo kichhi kichhi chhadantu ame juba brahmana pidhi ethi prati kichhi upakruta hebu
please make a video details ganesh pooja
Bahut,sunder achi.
Thanku
👏
ଆଜି ସଂସ୍କୃତି ର ଅବକ୍ଷୟ ଅବସରରେ ଆପଣଙ୍କ ଉଦାର ହୃଦୟର ମହତ୍ ଚେଷ୍ଟା
କେବେବି ବିଫଳ ଯିବ ନାହିଁ ।
ଜାତି ଓ ସଂସ୍କୃତି ବିମୁଖ ଯୁବ ପିଢ଼ି ପାଇଁ
ନିଶ୍ଚୟ ବିଶଲ୍ୟକରଣୀ ସଦୃଶ୍ୟ ମାନସିକ ଆରୋଗ୍ୟ ଆଣିବ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ନୂତନ ମୂର୍ତ୍ତି ଙ୍କର ମହାସ୍ନାନ, ଅଧିବାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ ଆଦି ବିଧାନ ମନ୍ତ୍ର ସହିତ କ୍ରମାନ୍ୱୟରେ ପ୍ରଦାନ କରିବାକୁ ଅନୁରୋଧ 🙏 ନୂଆ ଶିଖୁଥିବା ବିପ୍ରଙ୍କ ପାଇଁ
ଦେଖୁଥାଆନ୍ତୂ ଆଗାମିଭିଢିଓରେ ନିଶ୍ଚିତ ଭାବରେ ପାଇବେ
ନିଶ୍ଚିତ ଭାବରେ ଏହା ନିହାତି ଜରୁରୀ
@@biswajitpanda682 Bhai dekhuthantu agami vidio mananka aha nischaya paibe
ଶ୍ରାଦ୍ଧ, ଶନିମେଳା, ଲଗ୍ନଧରା, ଚତୁର୍ଥୀହୋମ ମନ୍ତ୍ରସହିତ
Ahenamberkucdieantu
ସମ୍ମାନୀୟ ମହାଶୟ ଆପଣଙ୍କୁ ପ୍ରଣାମ। ଅତି ସୁନ୍ଦର ବୈଦିକ ରୀତିରେ ପଇତା ଧାରଣ ପଦ୍ଧତି ପ୍ରକାଶ କରିଛନ୍ତି ସେଥିପାଇଁ ପ୍ରଣାମ। କିନ୍ତୁ ବିସର୍ଜନ ଧାରା ରେ କିଛି ବ୍ୟତିକ୍ରମ ଲକ୍ଷ୍ୟ କଲୁ।
Bujhe e di a
ମନ୍ତ୍ର କୁ ସର୍ବ ସାଧାରଣ କରନ୍ତୁ ନାହିଁ । ଯଦି ଆପଣଙ୍କ ର ବ୍ରାହ୍ମଣ ପିଲାଙ୍କୁ ଶିଖିବାର ଇଛା ଅଛି ,ତେବେ ବ୍ରାହ୍ମଣ ପଇତା ହୋଇଥିବା ପିଲାଙ୍କୁ ଘରକୁ ଡାକି ଶିଖାନ୍ତୁ। ଭୁଝିବାକୁ ଚେଷ୍ଟା କରିବେ। ନଚେତ ମାଙ୍କଡ଼ ହାତରେ ସଲାଗ୍ରାମ ପରି ହେବ। ମନ୍ତ୍ର ପ୍ରଚାର କରିବାକୁ ନୁହେଁ। ଏହାର ଶକ୍ତି ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ।
ସିଧା କହୁନ ଭାଇ, ଅସଲ ମଞ୍ଜ କଥା ଟା ଜାଣି ଗଲେ ଅଡ଼ୁଆ ହେବ, ଏୟା ନା ? କଳି ଯୁଗରେ ବ୍ରାହ୍ମଣ କୋଉଠୁ ଆସିବେ? ଯେ ପଇତା କଣ ଜାଣିବେ?
Dada namaskar .step by step mantra currect. All the best.
କଛି ମନ୍ତ୍ର କୁ ହା ଯାଏଁ ନାହଁ ସଭା ମଧ୍ୟରେ ଅଥ ମନ୍ତ୍ର.. ଗୁଣ ନଷ୍ଟ ହୁଏ
ଯାହାର ପାପ ତାକୁ 🤗
Jay,jagananth,paita,mantra 17:48
Dhanyawad guruji
Jai jagannatha
Bahut sundar kahichanti🙏
Jay jagganath ati sundar 🙏Agnya yuv pidhi paien bahut labha dayak haba
Thanks
Bahut bhala
Bahut sundar. Nana
Thanks
Jay Jagannath angya
Jay Parshuram 🙏🙏🙏🙏
ବଢୀଆ
ଆଜ୍ଞା ପ୍ରଣାମ ଗ୍ରହଣ କରିବେ, ଆମର କୂଳ ପୁରୋହିତ ଆମ୍ଭମାନଙ୍କୁ ଏହିପରି ମନ୍ତ୍ର ଉଚ୍ଚାରଣ କରି ପଇତା ପରିଧାନ କରାଇଲେ ବହୁତ ସମୟ ସାପକ୍ଷ ଯଜମାନ ତାଙ୍କର ପାରିଶ୍ରମିକ ଦେବାକୁ ସକ୍ଷମ ହୋଇପାରିବେ ତ? ଜୟ ଜଗନ୍ନାଥ 🙏
Very good sir
ଧନ୍ୟବାଦ 🙏 ଦୟାକରି ଲେଖିକି up lord କରନ୍ତୁ 🙏
Guru nam mantra re jibanyasa Kariba kuhantu please guru
ପଣ୍ଡିତ ଆଚାର୍ଯ୍ୟ ମହାଶୟ,🙏 ହରିଦ୍ରା ରଞ୍ଜନ ସମ୍ବନ୍ଧୀୟ ମନ୍ତ୍ର କହିବା ହେବେ। ଏହା କ'ଣ ଋଗ୍,ରଜ୍ଜୁ ତଥା ସାମ ବେଦୀ ବ୍ରାହ୍ମଣଙ୍କ ପାଇଁ?🙏
Omm kasyapasya strayusam jamadagne strayusam jaddebanang strayusam tanme astu strayusam, eti mantrena jagyapabita granthisu haridram mandayet.
Very nice 👍
Very nice sir
Pranamsir
Jai jagannath 🙏
Homa bidhi ra gote video karantu please🙏
❤❤❤
Write in odiya with mudra for everybody,s benefit. Namaste.
ପଇତା ବିସର୍ଜନ କରି। ଛିଣ୍ଡାଇ ଦିଆଯାଏ। ଏବଂ ଜଳରେ ବିସର୍ଜନ କରାଯାଏ
Paita chhinda Jaya nahin mantra re bisarjana huea
Bahut badhia dhanyawad
Thanku
મહાદેવ હર.
Jayjagannath
Sradha bisayare paita mantra re bujheile bharat haba namaskar
Paita pdf kakei dele teke val huanta
ଆଜ୍ଞ୍ୟା ବ୍ରତୋପନୟନ ବେଳେ ବ୍ରମହାଚାରୀ କୁ ପଇତା ଧାରଣ କରାଉଥିବା ସମୟ ର ମନ୍ତ୍ର ଦୟାକରି ଦିଅନ୍ତୁ
Apanaknu Koti Namaskar
Pranam Guruji please send me written paita mantra.🙏🙏🙏
Gurudev dwip stapan mantra bisayare video banao
Jai jagaranath
👍
Yagya Pavitra Kyon Kyon jaati dharan kar sakte hain
Paitara niyama kahantu
🙏🙏🙏
Jay Jagannath
ସରଳ ଉପାୟରେ ପଇତା ଗଣ୍ଠି ଶିଖାଇ ଦିଅନ୍ତୁ.
ଯଦି କେହି ବ୍ରାହ୍ମଣ ଯଞୋପବିତ ବହି ପାଇବାକୁ ଚାହାଁନ୍ତି ମୋ ପାଖରେ ଅଛି। ସମ୍ପୂର୍ଣ୍ଣ ମାଗଣା। ଖାଲି ପଠାଇବା ପାଇଁ ପଇସା ଦେଲେ ମୁଁ ପଠେଇ ଦେବି।
ଠିକଣା
ମୁକ୍ତାଦେଇପୁର ଶାସନ, ଢେଙ୍କାନାଳ ୭୫୯୦୦୧
ମୋବାଇଲ ୯୪୩୭୧୫୭୪୬୦
ମହାଶୟ ନମସ୍କାର
ଏହା କଣ ଯଜୁର୍ବେଦଅନୁସାରେ ଉପନୀତ ଧାରଣ ମନ୍ତ୍ର କି ?
Grahany bini yoga na avi mantryna bini yoga ,tiky bichara kariby ta pary lekhiby
Jay jaganath
Thanku
🙏🙏
Apan kara bahut bahut dhanyavaad, Sanskrit re ei Pura mantra kauthi miliba, jadi kehi janinti please kuhantu
Sambedia mantra kuhantu
Nice
Verygood
Jai jagannath
Thanku
ଯଜୁର୍ବେଦୀୟ ପଇତା ମନ୍ତ୍ର ଅଲଗା ନାମ ସବୁ କିଛି ସମାନ? ଜଣାଇବାକୁ ଅନୁରୋଧ।
Bhaina jou sabu fast to last mantra padhile sesabu mantra kou book re miliba
Maha guru world figar Brahmin
Kemiti mantra Mane rahiba?
Gharoipujahomaramantra kahantu
ଅଚମନ୍ 2ଥର ଲେଖା 6 ଥର କରାଯାଏ।
Hari om
Thanku
Very Nice
Thanku
ମହାଶୟ, ପ୍ରଣାମ, ଯାହାର ପଇତା ଅଶ୍ଚୋଚ କିମ୍ବା ମାରା ହୋଇଥିବ ତାହାର ପାଇତା ସେ ନିଜେ ମନ୍ତ୍ରେଇ ନିଜେ ଗ୍ରହଣ କରିପାରିବ କି ? 🙏🙏.
ମୃତ ଅଶୋ ଚରଣେ ଅନ୍ୟ ଗୋତ୍ର ଦ୍ବାରା କରାଇବେ ସାଧାରଣ ଅଶୌଚ ରେ ନିଜେ କରିବେ
Nona Sraddho kemiti koraa jaye gotia video korontu.
Nischaya debi dekhuthantu
ଏହି ମନ୍ତ୍ର କଣ କ୍ଷେତ୍ରୀୟ ମାନେ ବ୍ୟବହାର କରିପାରିବେ ?
ଯେଉଁ ମାନେ ବିଧି ଅନୁଯାୟୀ ସଂସ୍କାର ହୋଇ ବ୍ରତ ହୋଇଛନ୍ତି ଏହା ତାଙ୍କର ପାଇଁ ଭଲ
ଗୁରୁଦେବ ଆପଣ ଆସନ ଶୁଦ୍ଧି ଜଳ ଶୁଦ୍ଧି ମନ୍ତ୍ର ଦିଅନ୍ତୁ
ଦେଖୁଥାନ୍ତୁ ଆଗାମୀ ଭିଡିଓ ରେ ନିଶ୍ଚୟପାଈବେ
ପିତୃଦେବଙ୍କ ପାଇଁ ଅଲଗା ପୁରା ପଇତା କରିବାକୁ ପଡିବ କି
Paita mantra thu kouthi paiparibu
verrynice
Kou bahi re ahi mantra sikhibaku miliba
🙏🙏ଏ ବୋଧହୁଏ ଯଜୁର୍ବେଦ ର ପଇତା ମନ୍ତ୍ର।
ସାମବେଦ ର ନୁହେଁ।
ସଂପୂର୍ଣ୍ଣ ଓ ସଠିକ୍ ଜଣାନ୍ତୁ।