ହଜିବା ଜିନିଷ ଖୋଜିବା ପାଇଁ ସୂତ୍ର। ଜ୍ୟୋତିଷ ଶାସ୍ତ୍ରମତରେ ଖଡ଼ି ପାଠ ଗୋ , କନ୍ୟା ଓ ଯେକୋୖଣସି ଦ୍ରବ୍ୟ ପାଇଁ ସୂତ୍ର

Поделиться
HTML-код
  • Опубликовано: 20 ноя 2024
  • SUDARSHANTVODIA ‪@acharyasudarshan54‬ BY JYOTISH ACHARYA SUDARSHAN PANDA CONTACT -9439887993 ବୈଦିକ ପୁରାଣ ଶାସ୍ତ୍ର ଦର୍ଶନ। ଖଡ଼ି ପାଠ ଗୋ କନ୍ୟା ଯେକୋୖଣସି ଦ୍ରବ୍ୟ ପ୍ରାପ୍ତି ପାଇଁ ସହଜ ସରଳ ଉପାୟ।

Комментарии • 347

  • @binayadevsingh6050
    @binayadevsingh6050 2 месяца назад +9

    ବହୁତ ଭଲ ଦିଗଦର୍ଶନ। ସଂପୂର୍ଣ୍ଣ ଠିକ୍।

  • @AshutoshSarangi-jp6yx
    @AshutoshSarangi-jp6yx 2 дня назад +1

    HAR HAR MAHADEV SAHA JAY SHREERAM JAY SHREEHANUMAN SAHA JAY JAGANNATH SAHA

  • @sidd5547
    @sidd5547 3 месяца назад +14

    ହଜି ଯାଉଥିବା ଜ୍ଞାନ କୁ ଆପଣ ପୁଣି ଉଜାଗର କଲେ। ସେଥିପାଇଁ ଅଶେଷ ଧନ୍ୟବାଦ 🙏 ଆମ ଘରେ ପିଲାଦିନେ ଗୋଟିଏ ଭଦ୍ରକ ଆଡର ପିଲା ଟିଏ ଥିଲା। ଜିନିଷ ହଜିଲେ ଖଡିପାଠ କରି ନିର୍ଭୁଲ କହି ଦେଉଥିଲା।

  • @saroj1296
    @saroj1296 Месяц назад +5

    ଏହା ଜ୍ୟୋତିଷ ଙ୍କ ଗୁପ୍ତ ବିଦ୍ୟା ଏହା କୁ ଅନ୍ୟ ବ୍ରାହ୍ମଣ ଶିଖି ଆଲୋଚନା କରିବା ଅନାବଶ୍ୟକ

    • @acharyasudarshan54
      @acharyasudarshan54  Месяц назад +10

      ବିଦ୍ୟା କୁ ଗୁପ୍ତ କଲେ ଲୁପ୍ତ ହୋଇଯାଇଥାଏ। ଅନେକ ବିଦ୍ୟା ଆଜି ଲୁପ୍ତପ୍ରାୟ । ବିଦ୍ୟା ସର୍ବ ବ୍ୟାପ୍ତ ହୋଇ ଜଗତ ଉପକୃତ ହେଉ ।

    • @powerofsanatandharm9
      @powerofsanatandharm9 День назад

      @@acharyasudarshan54 thik kahichhanti

  • @purnendubehera2661
    @purnendubehera2661 2 месяца назад +3

    ମହାଶୟ ଆପଣଙ୍କୁ ମୋର ଅନନ୍ତ କୋଟି ଦଣ୍ଡବତ। ଶାସ୍ତ୍ର ମତରେ ଦେଇଥିବା ବିଦ୍ୟା ସତ୍ୟ ଅଟେ।

  • @Omgurbe
    @Omgurbe 4 месяца назад +15

    ମଙ୍ଗଳ ରହିଲେ ବି ବିଳମ୍ବ ହେବା ଆଉ ଏଇ ହିସାବ ବିଲକୁଲ ସଠିକ୍ ,,,

  • @kumudinimahanta5427
    @kumudinimahanta5427 3 месяца назад +8

    A sutra thik achi, mu 100 pakhapakhi lokankar kanya garu gai sabu paai parichanti

  • @tripatiraulo5360
    @tripatiraulo5360 3 месяца назад +6

    🙏ଶ୍ରୀ ହରି ଶରଣଂ🙏

  • @Jayshreeramjayhanuman-tc4jc
    @Jayshreeramjayhanuman-tc4jc 3 месяца назад +4

    ଜୟ ଶ୍ରୀ ରାମ

  • @NarayanKumarMishra-l5b
    @NarayanKumarMishra-l5b 10 дней назад +1

    Thank you sir you are great

  • @pksatapathy1960
    @pksatapathy1960 3 месяца назад +4

    ଭାଗଶେଷ ୩ ମଙ୍ଗଳ ହେଲେ କିଛି କହିଲେ ନାହିଁ
    ପୁଣି ଭାଗଶେଷ ୭ ରହିବ ନାହିଁ ୦ ରହିବ, ଯଦି ଏହାକୁ ଶନି ଧରାଯାଏ ତେବେ ଥରେ କହିଲେ ଦକ୍ଷିଣ ଦିଗ ଏବଂ ପରେ କହିଲେ ପଶ୍ଚିମ ଦିଗ, ଏ ଦୁଇଟିରୁ କେଉଁଟି ଠିକ୍, ଦୟାକରି ଜଣାଇବେ ।

  • @amareshmishra2
    @amareshmishra2 3 месяца назад +3

    ଜୟ ଜଗନ୍ନାଥ

  • @sujenkumarkumar4462
    @sujenkumarkumar4462 3 месяца назад +11

    Jay Jagannath 🙏

  • @minumishra6511
    @minumishra6511 25 дней назад +1

    Jay jagannath Swami ❤🎉

  • @dhaneswargagarai6019
    @dhaneswargagarai6019 2 месяца назад +2

    Super video.sar

  • @EnglishSpeaking-y5w
    @EnglishSpeaking-y5w 21 день назад +1

    Very nice sir ❤

  • @chakrapani..satapathy
    @chakrapani..satapathy 17 дней назад +2

    ,,🙏ଶନି ଦକ୍ଷିଣ ନା ପଶ୍ଚିମ

  • @abhimanyupatra3314
    @abhimanyupatra3314 3 месяца назад +2

    ଧନ୍ୟବାଦ ଶାର୍

  • @BiswamitraBhoi-i6m
    @BiswamitraBhoi-i6m 3 месяца назад +8

    ସାର୍ ଆପଣଙ୍କୁ ଅନୁରୋଧ କରୁଛି ଯେ ରବି ପ୍ରାପ୍ତି ରେ କାର୍ଯ୍ୟ ବିଳମ୍ୱ ହୁଏ, ମଙ୍ଗଳ ପ୍ରାପ୍ତି ରେ କୋନ ହୁଏ। ଯଦି ଭାଗଫଳ 0 ହୁଏ , ତେବେ କୋନ ପ୍ରାପ୍ତି ଓ କେନ୍ ଦିଗ ରେ ଅଛି। ବଳି ଜାଣିବା ସାର୍

  • @khusikhusi5581
    @khusikhusi5581 3 месяца назад +1

    ସାରା ମୋର ଧନ ପ୍ରାପ୍ତ ହବ କି ନାହିଁ, ମୋନା ବବୁଲୁ ପାତ୍ର, ରୋହିଣୀ

  • @chittameher6850
    @chittameher6850 Месяц назад +1

    ମୋ ପାଇଁ କନ୍ୟା କେଉଁ ଦିଗରେ ଅଛି.... ସମସ୍ତେ ଯଦି ଏଇ କଥା ହିଁ ପଚାରିବେ ତା ମାନେ କଣ ସମସ୍ତଙ୍କର ପୂର୍ବ ଦିଗରେ ହିଁ ହେବ କି

  • @MILANNAIK-yp9yv
    @MILANNAIK-yp9yv 29 дней назад +1

    ଆପଣ ଲୁଚେଇ ଦେଲେ ଗୁରୁଜୀ ଆହୁରି ବିଦ୍ୟା, ମଙ୍ଗଳ ବୁଧ ର କହିଲେ ନାଇଁ

  • @chandrasekharsahoo2730
    @chandrasekharsahoo2730 Месяц назад +1

    ଆପଣ କହିଲେ ଶନି ଥିଲେ ଦକ୍ଷିଣ ଦିଗ ପୁଣି କହୁଛନ୍ତି ପଶ୍ଚିମ । ତେବେ କେଉଁଟା ଠିକ୍

  • @KartikaJena-p3b
    @KartikaJena-p3b 3 месяца назад +5

    ମୋ ପାଇଁ କନ୍ୟା କେଉଁ ଦିଗରେ ଅଛି....

  • @saratshaw7513
    @saratshaw7513 Месяц назад +1

    Jay jagannath 🙏

  • @cscphulmunda
    @cscphulmunda 3 месяца назад +1

    ସବୁ ହିସାବ ଫେଲ

  • @JosobantiPatra
    @JosobantiPatra 3 месяца назад +5

    Jay jagannath

  • @jagannathbhakti2700
    @jagannathbhakti2700 Месяц назад +1

    ନମସ୍ତେ ! ମଙ୍ଗଳ ପ୍ରାପ୍ତ ହେଲେ ?? ଦୃଷ୍ଟି ଦେବେ ବୋଲି ଆଶା କରୁଛି

    • @acharyasudarshan54
      @acharyasudarshan54  Месяц назад

      ୩ ରହିଲେ ମଙ୍ଗଳ ଫଳ ବିଳମ୍ବ ଦିଗ ଦକ୍ଷିଣ

  • @biswanathkhanda6489
    @biswanathkhanda6489 Месяц назад +1

    ମଙ୍ଗଳ ର ସମାଧାନ କରିବାରେ

    • @acharyasudarshan54
      @acharyasudarshan54  Месяц назад

      ମଙ୍ଗଳ ଙ୍କ ସଂଖ୍ୟା ୩ ଫଳ ବିଳମ୍ବ ଦିଗ ଦକ୍ଷିଣ

  • @BasantMohapatra-jh6vw
    @BasantMohapatra-jh6vw 2 месяца назад +1

    ଭାଗଶେଷ 0 ରହିଲେ କଣ ହେବ କହିଲେନି, ବୁଧ ଓ ଗୁରୁ ପାଇଁ ଦିଗ କହିଲେନି, ଦୟାକରି ଜଣେଇଲେ ଭଲ ହୁଅନ୍ତା, ଧନ୍ୟବାଦ l

  • @ChandanPradhan-tz5me
    @ChandanPradhan-tz5me 28 дней назад +3

    ସାର ମୋର ମୋବାଇଲ ଟି ହଜି ଯାଇଛି ତାହା ମିଳିବ କି ନାହିଁ ଟିକେ ଦୟାକରି କହିବେ ସାର

  • @BipinD-t4b
    @BipinD-t4b 13 дней назад +1

    ସାର୍ ମୋର ଜଣେ ସାଙ୍ଗ 7000ଟଙ୍କା ଧାର ନେଇଛି ଫେରାଉ ନାହିଁ , ମିଲିବ କି ନାହିଁ

  • @hemantaroul9419
    @hemantaroul9419 26 дней назад +1

    ଆଉ ଟିକେ video ଟା କୁ long କରିବାର ଥିଲା ଆଉ 2କି 3ଟା ଉଧାହରନ ଦେଇଥିଲେ ମହାଶୟ ଭଲ ହେଇଥାନ୍ତା.... ଆଉ video ରେ ବି କିଛି କିଛି claculation କରିବା ର ଥିଲା.... ଧନ୍ୟବାଦ ମହାଶୟ.....❤🎉

  • @pradhankulu2843
    @pradhankulu2843 Месяц назад +1

    ଜେତେ ଅକ୍ଷର ହେଲେ ଚଳିବ ପ୍ରତେକ ଅକ୍ଷର ଗୋଟି ଗୋଟି କରି ଗଣାହବ

  • @niranjanpradhan4800
    @niranjanpradhan4800 21 день назад +1

    ଜଦି 0 ରହିବ ତେବେ ଏହା କଣ ହେଵ ❤

    • @acharyasudarshan54
      @acharyasudarshan54  21 день назад

      ୭ ବା ୦ ଶନି ଫଳ ବିଚାର କରିବେ

  • @BipinD-t4b
    @BipinD-t4b 13 дней назад +1

    ଆଉ ଗୋଟେ ଲୋକ ଫିଯିୟ ଥେରାପି କରି 10,000 ଦଉ ନାହିଁ ମିଳି ବକି ନାହିଁ

  • @shankarpatra1064
    @shankarpatra1064 Месяц назад +2

    ସାର ମର ଦେହ ସବୁବେଳେ ଅସୁସ୍ଥ ରହୁଛି ଜାତକ କିମ୍ୱା ଜନ୍ମଦିନ ଜାଣିନି ମା ବାପା ପାଠ ପଡ଼ିନାହାନ୍ତି ଆମେ ଗରିବ ଶ୍ରେଣୀର ଦୟାକରି ଉପାୟ କୁହନ୍ତୁ

    • @shankarpatra1064
      @shankarpatra1064 Месяц назад +2

      ମର ନାମ ଘରେ ଡିଲି ଡାକନ୍ତି ଇଶକୋଲ ରେ ଦିଲିପ ଡାକନ୍ତି

    • @acharyasudarshan54
      @acharyasudarshan54  Месяц назад +1

      Call me

    • @shankarpatra1064
      @shankarpatra1064 Месяц назад +1

      ସାର କଲ୍ କଲେ କାଟିଦେଉଛନ୍ତି

    • @shankarpatra1064
      @shankarpatra1064 Месяц назад +1

      ​@@acharyasudarshan54ସାର ଦୟାକରି ଉପାୟ କୁହନ୍ତୁ

    • @acharyasudarshan54
      @acharyasudarshan54  Месяц назад

      @shankarpatra1064 please 🙏 try

  • @shrabanpanigrahi6017
    @shrabanpanigrahi6017 3 дня назад +1

    ମଙ୍ଗଳ ଗ୍ରହ କଥାକହିଲେନାହିଁ

  • @bansidhardas6351
    @bansidhardas6351 3 месяца назад +3

    ସାତ ରେ ହରିଲେ ଵଗସେଶ ସାତ ରହେବନାହିଁ ସୁନ ରହିବା

  • @taranisahu5810
    @taranisahu5810 3 месяца назад +2

    💯

  • @somanathofficel644
    @somanathofficel644 3 месяца назад +1

    Jay shree ram

  • @bmcreations228
    @bmcreations228 3 месяца назад +1

    ମଙ୍ଗଳ ରହିଲେ କଣ ହେବ ଆଜ୍ଞା କହିଲେ ନାହିଁ

    • @acharyasudarshan54
      @acharyasudarshan54  3 месяца назад

      3 ରହିଲେ ମଙ୍ଗଳ ଫଳ ବିଳମ୍ବ ଦିଗ ଦକ୍ଷିଣ

  • @kaminilatabala4544
    @kaminilatabala4544 3 месяца назад +2

    Thanku you

  • @tilottamasahu2885
    @tilottamasahu2885 3 месяца назад +1

    Jay Jagannath

  • @PravashDas-j6m
    @PravashDas-j6m 24 дня назад +1

    Mor gote khadi pakeibe ki sr

  • @SabitriGiri-os6fk
    @SabitriGiri-os6fk 2 месяца назад +1

    Shani duithara bibhinna digs pain while.please doubt clear karantu.

  • @siddheswarmohanty4370
    @siddheswarmohanty4370 3 месяца назад +1

    Sir namaskar,bhaga shesh 3 rahile Mangal hela.magala ra kana heba kahile nanhi to.

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ରେ ବିଳମ୍ବ ଓ ଦିଗ ଦକ୍ଷିଣ

  • @Patragourhari21
    @Patragourhari21 3 месяца назад +1

    Many Many thanks sir

  • @Sunilkumarpanda345
    @Sunilkumarpanda345 3 месяца назад +1

    au jadi bhaga sasa 0 asiba kn karebara achi kuhantu

    • @acharyasudarshan54
      @acharyasudarshan54  3 месяца назад

      0 ରହିଲେ ଶନି ବିଚାର କରିବେ

  • @AbhimanyuJena-o7v
    @AbhimanyuJena-o7v Месяц назад +3

    3 ମଙ୍ଗଳ କୁଆଡେ ଗଲା

  • @haduiipuja
    @haduiipuja 15 дней назад +1

    Sir 8 ଆସିଲେ କଣ ସୂଚନା ମିଳିବ

  • @AnadiMahapatra-l3m
    @AnadiMahapatra-l3m 2 месяца назад +1

    ମଙ୍ଗଳ ଗ୍ରହ ର ବିଳମ୍ୱ କି ଶୀଘ୍ର ଜାନୀହେଲାନି। ଶନି ର ଦିଗ ଦକ୍ଷିଣ ଓ ପଶ୍ଚିମ ବୁଝି ପାରିଲି
    ନାହିଁ

  • @ranjubehera4027
    @ranjubehera4027 3 месяца назад +1

    Keuin sankhya rahile miliba nahi ?

  • @krishnapande1210
    @krishnapande1210 3 месяца назад +2

    🙏🙏🙏dhanyawad

  • @debasis2339
    @debasis2339 4 месяца назад +1

    Thank you sir

  • @BasudevMishra-qr6vh
    @BasudevMishra-qr6vh 3 месяца назад +4

    Thanks

  • @T-tech1255
    @T-tech1255 29 дней назад +1

    Jadi bhagases 3 rahile ?

    • @acharyasudarshan54
      @acharyasudarshan54  29 дней назад

      ୩ ରହିଲେ ମଙ୍ଗଳ ଫଳ ବିଳମ୍ବ ଦିଗ ଦକ୍ଷିଣ

  • @renukakar1262
    @renukakar1262 2 месяца назад +3

    ଭାଗ ଶେଷ ଜଦି 8 ରୁଦୁଛି ତେଵେ କଣ ହବ

    • @acharyasudarshan54
      @acharyasudarshan54  2 месяца назад

      ହରଣ ଭୂଲ କରୁଛନ୍ତି । ଠିକ୍ କରନ୍ତୁ

    • @acharyasudarshan54
      @acharyasudarshan54  2 месяца назад

      7 ରେ ହରଣ କଲେ ଭାଗ ଶେଷ କେବେବି ୮ ରହିବ ନାହିଁ ।

  • @pratapkumarmohini
    @pratapkumarmohini 2 месяца назад +1

    ଯେକୌଣସି ସଂଖ୍ୟା କୁ 7 ରେ ଭାଗ କଲେ ଭାଗ ଶେଷ 7 କେମିତି ରହିବ? ଭାଗ ଶେଷ 0 ରହିଲେ ରହିଲେ କଣ ହେବ?

    • @acharyasudarshan54
      @acharyasudarshan54  2 месяца назад

      0/7 ସମାନ ଶନି ଫଳ ବିଚାର କରିବେ

  • @BishnuPradhan-x4v
    @BishnuPradhan-x4v 14 дней назад +1

    Sir ମୁଁ କେମିତି କର୍ମଜୀବି ହେବି କହିଦିଅନ୍ତୁ!

  • @routking8192
    @routking8192 2 месяца назад +1

    ସାର୍ ଯୋଦି ଭାଗଶେଷ 9 କିବା 10 ରହିଲା ତାହେଲେ କଣ ହବ

    • @acharyasudarshan54
      @acharyasudarshan54  2 месяца назад

      କେବେ ବି ରହିବ ନାହିଁ ।୯/୧୦

    • @SweetMemories961
      @SweetMemories961 Месяц назад

      @@acharyasudarshan54 ta hele shani b rahiba nahi karana 7 bhaga sesha heba nahi

  • @chittameher6850
    @chittameher6850 Месяц назад +1

    Sir kanya khojiba katha kahile samastankar ta sei gote diga asiba tamane kn samaste purba diagare baha hebe ki

  • @sukadebaojha4348
    @sukadebaojha4348 3 месяца назад +1

    Sir,reminder 7 never comes if we decide any number by 7.as u told us.

  • @marutikumarchoudhury447
    @marutikumarchoudhury447 3 месяца назад +1

    Jdi ginisa ti ghare thile kemiti janib

  • @RUDRATUBE-eg5mo
    @RUDRATUBE-eg5mo 3 месяца назад +2

    ସାର୍ ଏବର୍ଷ ବର୍ଷା ଠିକରେ ହେଉନାହି ବର୍ଷା ହେବ କି ନାହି ଧାନ ଚାଷ ହେବ କି ନାହିଁ କେମିତି ନିର୍ଣ୍ଣୟ କରିବି l😢😢😢

  • @villegegirl2
    @villegegirl2 Месяц назад +1

    Next video please

  • @ShubhasishDhir-cx8qr
    @ShubhasishDhir-cx8qr День назад +1

    3 re mangala asiba ethire jinisa ti bilamba heba ki sighra apana kahileni daya kari comment ti ra rply dele mu chiroprakruta hebi.....

  • @factofodisha1135
    @factofodisha1135 27 дней назад +1

    Tahahele police au investigation darakar nahi.

  • @sony1p903
    @sony1p903 3 месяца назад +1

    Bhagasesha 3 padile sights na bilamba heba

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ଙ୍କ ସଂଖ୍ୟା 3 ଦିଗ ଦକ୍ଷିଣ

  • @invinciblelingaraj
    @invinciblelingaraj 3 месяца назад +1

    Lagna re rahu chandra thile

    • @acharyasudarshan54
      @acharyasudarshan54  3 месяца назад

      ଗ୍ରହଣ ଦୋଷ ସୃଷ୍ଟି ହୁଏ। ଯାହା ଜାତକ ପାଇଁ ଅଶୁଭ

    • @invinciblelingaraj
      @invinciblelingaraj 3 месяца назад

      @@acharyasudarshan54 ଉପାୟ କଣ govt job pain try Karuchi houni kn karibi , negative thoughts rahuchi , vala laguni low weak feel houchi

  • @zzrakeshkumarachraya1439
    @zzrakeshkumarachraya1439 Месяц назад +1

    Aponoko pakhore horogouri bidya ochi to diontu

  • @ManishaDash-ve2kd
    @ManishaDash-ve2kd 4 месяца назад +2

    ♥️❤️🙏👌

  • @kartiknath3162
    @kartiknath3162 3 месяца назад +1

    Bhagasesa o hele kana kariba

  • @RiteshKumar-bk2gb
    @RiteshKumar-bk2gb 2 месяца назад +1

    Sair please jadi 0Ase kn haba

  • @duryodhnadas1031
    @duryodhnadas1031 2 месяца назад +1

    ବିବାହ ପାଇଁ ବର ଖୋଜିବାକୁ ଗଲେ ଏହି ନିୟମ ରେ କରିପାରିବୁ କି ?

  • @shyamamohansethi9443
    @shyamamohansethi9443 Месяц назад +1

    3 ରହିଲେ କି ଫଳ ମିଳିବ ?

  • @trinathmallik6650
    @trinathmallik6650 3 месяца назад +13

    ମୋ ନା ତ୍ରିନାଥ ର ବିଭାହ ଭାଙ୍ଗୁଛି ହଁ କରୁଛନ୍ତି ଖାଇକିଯାଉଛନ୍ତି ନାହିଁ କରୁଛନ୍ତି ବିଭାହ କୁଦିଗରେ ହବ କୁହନ୍ତୁ sar

  • @Ksrs520
    @Ksrs520 3 месяца назад +1

    ମଙ୍ଗଳ ଙ୍କ ର ସଂଖ୍ୟା 9 ବୁଧ ଙ୍କର ସଂଖ୍ୟା 5 ଆପଣ 4ସଂଖ୍ୟା ବୁଧ ର କହୁଛନ୍ତି 4ସଂଖ୍ୟା ରାହୁ ଙ୍କର

  • @Ajaykumar-yv2px
    @Ajaykumar-yv2px 3 месяца назад +9

    ଅଙ୍କ ଜ୍ୟୋତିଷ ରେ ସୂର୍ୟ 1 ଚନ୍ଦ୍ର 2 ଗୁରୁ 3 ରାହୁ 4 ବୁଧ 5 ଶୁକ୍ର 6 କେତୁ 7 ଶନି 8 ମଙ୍ଗଳ 9 ଏ ଗ୍ରହ ମାନଙ୍କ ଭାଗ୍ୟ ଅଙ୍କ ଦିଗ କୁ ବିଚାର କୁ ନେଲେ ସୂର୍ୟ ପୂର୍ବ ଚନ୍ଦ୍ର ଉତ୍ତର ପଶ୍ଚିମ ଗୁରୁ ପୂର୍ବ ଉତ୍ତର ରାହୁ ଓ କେତୁ ପଶ୍ଚିମ ଦକ୍ଷୀଣ ବୁଧ ଉତ୍ତର ଶୁକ୍ର ପୂର୍ବ ଦକ୍ଷୀଣ ଶନି ପଶ୍ଚିମ ମଙ୍ଗଳ ଦକ୍ଷୀଣ ଦିଗ କୁ ପ୍ରତିନିଧିତ୍ଵ କରନ୍ତି

    • @acharyasudarshan54
      @acharyasudarshan54  3 месяца назад +1

      ବୈଦିକ ଜ୍ୟୋତିଷ ଶାସ୍ତ୍ରମତରେ ସୂତ୍ର ଏହା ଅଟେ ।

    • @Ajaykumar-yv2px
      @Ajaykumar-yv2px 3 месяца назад

      ଆପଣଙ୍କ ଯେଉଁ ତଥ୍ଯ ଉପସ୍ଥାପନ କରିଛନ୍ତି ସେ କଣ ଅନ୍ୟ କେଉଁ ପଦ୍ଧତି?

    • @sidd5547
      @sidd5547 3 месяца назад

      ​@@Ajaykumar-yv2pxଅଜୟ ବାବୁ ଆପଣଙ୍କ ତଥ୍ୟ ସମ୍ପୁର୍ଣ୍ଣ ସଠିକ ଏବଂ ବୈଦିକ ଶାସ୍ତ୍ର ସମ୍ମତ। ଦୟାକରି ଆପଣଙ୍କ ଯୋଗାଯୋଗ ଫୋନ ନମ୍ବର ଦେଲେ ଆମେ ଉଚିତ ପ୍ରାପ୍ୟ ଦେଇ ଆପଣଙ୍କ ଠାରୁ ଏ ବିଦ୍ୟା ଟି ଶିଖି ପାରନ୍ତୁ 🙏

    • @pramodkumarbehera566
      @pramodkumarbehera566 2 месяца назад

      Ethare grahamanankar kramare gana karajae

    • @HemalataTanty-yx1jr
      @HemalataTanty-yx1jr 19 дней назад

      I want to learn it in odia langguage sent me❤❤😮😮

  • @sujitnayak9554
    @sujitnayak9554 3 месяца назад +3

    ଆପଣ ଆଉ କିଛି ଛାଡ଼ି ଦେଲେ ମନେ ହେଉଛି। ଏତିକି ରେ ତ ସମାଧାନ ହେଲା ପରି ଲାଗୁନି।😂

  • @tarusahu194
    @tarusahu194 3 месяца назад +1

    ଆରେ ଭାଈ ୮ଟି ଅକ୍ଷର ହେଲେ
    ୩ରେଗୁଣୀବା ୯ଟିହେଲେ କେତେ ରେ ଗୁଣିବା

  • @RabindrachandraSahu
    @RabindrachandraSahu 3 месяца назад +2

    ମଙ୍ଗଳ କୁଆଡେ ଗଲା

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ଙ୍କ ସଂଖ୍ୟା 3 ବିଳମ୍ବ ଦିଗ ଦକ୍ଷିଣ

  • @JyotilingeshwarBaba-dh4ov
    @JyotilingeshwarBaba-dh4ov 4 месяца назад +1

    Very nice sir ji

  • @chittapatra4512
    @chittapatra4512 3 месяца назад +86

    ୭ ରେ ଭାଗ କଲେ ଭାଗ ଶେଷ କେବେ ବି ୭ ରହିବ ନାହିଁ। ଏହା ହୁଏତ ୦ ହେବ ! ଦୟାକରି ଦୃଷ୍ଟି ଦେବେ ବୋଲି ଆଶା ।

    • @acharyasudarshan54
      @acharyasudarshan54  3 месяца назад +15

      ୭ ଓ 0 ସମାନ ଏହା ଶନି ଙ୍କ ସଂଖ୍ୟା ଶନି ଙ୍କ ଫଳାଦେଶ ବିଚାର କରିବେ

    • @PriyaDas-oj4gq
      @PriyaDas-oj4gq 3 месяца назад +5

      Jadi 0 baharila kana haba

    • @PriyaDas-oj4gq
      @PriyaDas-oj4gq 3 месяца назад +1

      Jadi 0 baharila kana haba

    • @satyanarayanadash1988
      @satyanarayanadash1988 24 дня назад

      ମୋ ର ଗା ଇ ଟି ହ ଜି ଛି ମି ଳି ବ କି ନା ହିଁ ==14 ହେଲା

    • @satyanarayanadash1988
      @satyanarayanadash1988 24 дня назад

      ଯଦି ଜିନିଷ ଟି ମିଳିବ ନାହିଁ

  • @debadarshanidash9537
    @debadarshanidash9537 2 месяца назад +1

    Bhaina shani au mangala dakhina diga
    Chandra au shani paschima diga kemiti hela 2ta jaka re ta shani rahile

  • @amarendratripathy4723
    @amarendratripathy4723 3 месяца назад +3

    Police department mane a sikhaaya darkar. Conastable should learn to get promotion.

  • @gayadhargiri6258
    @gayadhargiri6258 3 месяца назад +1

    O pandit sata harile bhagsesa sata kipari rahiba?keu ganita bahi padhicha tike kuha

    • @acharyasudarshan54
      @acharyasudarshan54  3 месяца назад

      7/0 ସମାନ ଶନି ଙ୍କ ସଂଖ୍ୟା ଫଳ ବିଚାର କରିବେ

  • @ramakantmahanta6994
    @ramakantmahanta6994 3 месяца назад +2

    ମଙ୍ଗଳ ହେଲେ ବିଳମ୍ବରେ କି ଶୀଘ୍ର କହିଲେ ନି ? କୁହନ୍ତୁ

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ଙ୍କ ସଂଖ୍ୟା 3 ବିଳମ୍ବ ଦିଗ ଦକ୍ଷିଣ

  • @nanditabehera109
    @nanditabehera109 3 месяца назад +1

    Mora gote suna jinisha hajijaichi daya kari kahiparibe ki? Mu ghare thoithili hele bahutu khojisarilini jama pauni 😢😢. Please reply

  • @rebatipal5073
    @rebatipal5073 3 месяца назад +1

    Sir mangala asile kn heba kichi kahileni j

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ଙ୍କ ସଂଖ୍ୟା 3 ବିଳମ୍ବ ଦିଗ ଦକ୍ଷିଣ

  • @nabinkumarbeherabehera1317
    @nabinkumarbeherabehera1317 2 месяца назад

    ସାତ ରେ ହରଣ କରି ସାତ ଭାଗ ଶେଷ ରହିବା କେଉଁ ପାଠରେ ଅଛି

  • @AjuDj-o7x
    @AjuDj-o7x 16 дней назад +1

    33÷7=4 , ଏକ କଉଠି ହେଲା

  • @PintuParida-xp9tc
    @PintuParida-xp9tc 2 месяца назад +1

    Sir namaskar mo naa pintu parida mu kemiti ka pila kahibeki please

  • @amitpradhan3340
    @amitpradhan3340 2 месяца назад +1

    Jadi bhagasesha 3 rahiba kana heba

  • @bijayamishra3287
    @bijayamishra3287 3 месяца назад +1

    Mora suna hira ebang rupara alankara hajijaichhi 1919 re paibi ki nai???

  • @mitrabhanusabar8610
    @mitrabhanusabar8610 2 месяца назад +1

    8 9 ରହିଲେ କଣ ହେବ

    • @acharyasudarshan54
      @acharyasudarshan54  Месяц назад

      କେବେ ବି ରହିବ ନାହିଁ। ହରଣ ଠିକ୍ ଭାବରେ କରନ୍ତୁ

  • @sushantsahoo6914
    @sushantsahoo6914 3 месяца назад +3

    ମଙ୍ଗଳ ଗ୍ରହ କହିଲେ ନାହିଁ

    • @acharyasudarshan54
      @acharyasudarshan54  3 месяца назад

      ମଙ୍ଗଳ ଙ୍କ ସଂଖ୍ୟା 3 ଦିଗ ଦକ୍ଷିଣ

  • @Sona87970
    @Sona87970 3 месяца назад +2

    Bahut chesta kaluni pila te heunahi
    Kichi upaya kuhantu pilate pai ba pain kanya santan chanhuchu ame

  • @RanjitkumarSahu-y6n
    @RanjitkumarSahu-y6n 3 месяца назад +1

    ଏମିତି ନୂଆ ନୂଆ ଭିଡିଓ ପଠାନ୍ତୁ।

  • @arabindapadhi8367
    @arabindapadhi8367 Месяц назад +1

    ଭାଗଶେଷ o ହେଲେ କଣ ହେବ