Live | ବଜେଟ୍ : ଖୋଲିଲା ମୋହନଙ୍କ ପେଡ଼ି | State Budget 2024 | 25 July 2024 | Argus Digital
HTML-код
- Опубликовано: 15 сен 2024
- Live | ବଜେଟ୍ : ଖୋଲିଲା ମୋହନଙ୍କ ପେଡ଼ି | State Budget 2024 | 25 July 2024 | Argus Digital
#argusdigital #mohanmajhi #budget2024 #livenews #live #odisha
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
RUclips- / @argusdigital.official
Instagram: / argustvdigital
୬୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ମାନେ ଏହି ଭତ୍ତା ପାଇବାରୁ ବଞ୍ଚିତ କରାଗଲା ଏହି ବଜେଟ ରେ ।ବଡ ଦୁଃଖ ଲାଗିଲା କାରଣ ଏଥିରେ ପାତର ଅନ୍ତର ହୋଇଛି
ଏମିତି ଭତ୍ତା ବୃଦ୍ଧି ପାଇଁ ସରକାର ଯେଉଁ ଭଳି ନିଷ୍ପତ୍ତି ନେଲେ,ନିଶ୍ଚିତ ଭାବେ ଲୋକେ ସରକାରଙ୍କୁ ଠିକ୍ ଜବାବ ଦେବେ
ସମସ୍ତଙ୍କର ଭତ୍ତା ବୃଦ୍ଧି ପାଇଁ ସରକାର ଘୋଷଣା କରିଥିଲେ election ପୁର୍ବରୁ, କିନ୍ତୁ ଏବେ କଣ କଲେ, 80ବର୍ଷ 80%ମାନେ କେତେ ଜଣ ଅଛନ୍ତି, ତୁମ ଭତ୍ତା ପାଇଁ 80ବର୍ଷ ଅପେକ୍ଷା କରିବାକୁ ପଡ଼ିବ, ଯେଉଁମାନେ 60/70/75ବର୍ଷ ଓ 60%70%75%ସେମାନେ କଣ କରିବେ, ଯାହାକୁ ଦବା କଥା ସେମାନେ ପାଇବେନି, ଏ ଚୁର ଭଣ୍ଡ ସାରଥୀ ସରକାର ବେଶି ଦିନ ରହିବନି, ଯାହା ଏହି 5ବର୍ଷ, ମୋର ଅନୁରୋଧ ମିଡ଼ିଆ ଭାଇ ମାନେ ସରକାରଙ୍କୁ ଜଣାନ୍ତୁ, ଆମ୍ଭେ ମାନେ ମଧ୍ଯ ସରକାର ଠୁ ଜବାବ ଚାହୁଁଚୁ
ଆଉ ଆସିବ ନି ୨୦୨୯ ରେ ..
ଯେତିକି ମଜା କରିବା କଥା କରିଦିଅ ୫ ବର୍ଷ
ଭୋଟ ନେଲା ବେଳକୁ ଗୋଟେ କଥା … କାମ କଲା ବେଳକୁ ଆଉ ଗୋଟେ .. ଆନ୍ଧ୍ର ରେ ସମସ୍ତଙ୍କ ପାଇଁ ଭତ୍ତା ୪୦୦୦ ଆଉ ତମେ କଲ ୮୦ ବର୍ଷ
ଆରେ ମ୍ୟାଡମ୍ 80 ବର୍ଷ ରୁ ଉର୍ଦ୍ଧ କୁ 3,500 ଭତ୍ତା ଯାହାକି ମଲା ବେଳକୁ 😂😂😂 ଯାହାଙ୍କ ସଂଖ୍ୟା ମାତ୍ର 5 %
60 ରୁ 79 ତାହା ପାଇବେ ଯାହା ନବୀନ କରିଥିଲେ ଯାହାଙ୍କ ସଂଖ୍ୟା 95 %
ସରକାର ଆମ ସାଙ୍ଗରେ ଅନ୍ୟାୟ କଲ 3000ଭତ୍ତା ଦେବ କହି ଦେଲା ନାହିଁ ... ଏବେ ଅତ୍ର ପାତ୍ର କଲା ମିଛ କହି ଯିତିଗଲା ସିନା ତାର ପରିଣତି ଆଗାମୀ ଦିନରେ ଲୋକେ ନିଶ୍ଚିତ ଦେବେ..
ଏ ସରକାର ର ଯୋଗ୍ୟତା ନାହିଁ ... Only 5 ବର୍ଷ
2029 coming soon BJD ❤❤❤
argus news balanku miliba 5000
5year pare au mohan babu asibeni bidhaba bata badhibara thila
ତୋ ଘରେ ଉନ୍ନତି ହେବ
This not less than a sell offer of buy 6 and get 3.
Khali name chenge kardele . Eaki kama . Kichhi ta nua nahin .
80 years jayen kete Jana banchuchhanti . 60 to 79 years aged Mane jou vot dele tanka saha dhoka hela.
60 year parjanta Loko mane kn Bala khibe .Bala news
Bhai 60 /79 ahuri ladhibe 20 year Jaha Kari chhanti mohan Sir 🙏 No 1 CM
Sarkar bahut chalak 80 years age loko nka bhata badeile au 60 ru 79 age loko nka pain sei 1000 au badheilani .loko Mane kn 80 years jaein banchu chhanti.
Only ahi 5 years bjp pare Hariba paka conform bidhaba bhata 3000 kahi g maridela mohan majhi dahara chora bjp government
80 par heigale our danta na thiba phalaku kana chakuti khaiba gacha mala belaku Sara dele kana haba gacha badhiba nahi se paisaku ghara loka khaibe
2029 re bjd
Primary teacher is getting 10k,so don't tell it's a good budget
Boy cot Argus..
60 to 79 years aged kuade gale . Tameta kahila gote . Karuchha gote.
Dhoka dela . Tamaku bhot dei bada vul hei Gala.
3000 kahila 1000delotamakathatumerakha
Phatu katha