ଏ ସହର ରେ ରାତି ହୁଏ ନାହିଁ ଫିନଲ୍ୟାଣ୍ଡ ରେ ପହଞ୍ଚି ଗଲି || Old capital city, Russia st Petersburg

Поделиться
HTML-код
  • Опубликовано: 11 сен 2024
  • ଏ ସହର ରେ ରାତି ହୁଏ ନାହିଁ ଫିନଲ୍ୟାଣ୍ଡ ରେ ପହଞ୍ଚି ଗଲି || Old capital city, Russia st Petersburg
    #mutraveller
    #labahansda
    Connect with me on:
    1. Facebook: www.facebook.c...
    2. Instagram: www.instagram....
    3. LinkedIn: www.linkedin.c...
    4. X: x.com/HansdaLa...
    5. Facebook page: www.facebook.c...
    Equipments used:
    1. Dji osmo:- amzn.to/3V05rjY
    2. Travel adapter:- amzn.to/3WWfs4b
    3. Travel bag:- amzn.to/4bUD916
    4. Power bank:- amzn.to/3wGD8z7
    5. Iphone 14:- amzn.to/3V06pN8
    6. Sony Alpha:- amzn.to/3Ki9u6g

Комментарии • 1,9 тыс.

  • @durjyakumarsabar5032
    @durjyakumarsabar5032 3 месяца назад +1886

    କିଏ କିଏ ଭାବୁଛ ଲବ ଭାଇ ଓଡ଼ିଶାର No one vlogger ❤❤❤
    Thank u ☺️ 1.7k like

  • @MgStudycentre
    @MgStudycentre 3 месяца назад +36

    ମୟୁରଭଞ୍ଜ ଜିଲ୍ଲାରୁ କିଏ ଅଛନ୍ତି

  • @pareshmahanta220
    @pareshmahanta220 3 месяца назад +302

    ବହୁତ୍ ବଢିଆ ଲାଗୁଛି
    ତମ ପାଇଁ ନୂଆ ନୂଆ ଦେଶ ବିଦେଶ ଦେଖି ହେଉଛି
    ଭଗବାନ୍ ତମକୁ ଖୁସିରେ ରଖି ଥାଆନ୍ତୁ

  • @Ashoka_the_great
    @Ashoka_the_great 2 месяца назад +17

    #Mohancharanmajhi ଆମ ଓଡିଶା ରେ ବି ଲୋକ ମାନେ ଏହି ଭଳି ଜୀବନ ଯାପନ କରନ୍ତୁ ଜୀବନ ଶୈଳୀ ରେ ପରିବର୍ତ୍ତନ ଆସୁ

  • @user-qt4lg6rf6t
    @user-qt4lg6rf6t 3 месяца назад +150

    ସତରେ ଭାଇ ଫିନଲ୍ୟାଣ୍ଡ ରେ ରାତି ହୁଏନାହିଁ ଆପଣ ଏମିତି ଦେଶରେ ପହଞ୍ଚି ଛନ୍ତି ବହୁତ ବହୁତ ଧନ୍ୟବାଦ୍ ଆଗକୁ ମାଡିଛାଲ ଜୟ ଜଗନ୍ନାଥ

  • @BEBINA_PATRA
    @BEBINA_PATRA 2 месяца назад +45

    ମଜା ଆସିଗଲା ଭାଇ ଆପଣ ଙ୍କ vdo ଦେଖିକି ❤

  • @rakeshkumardigal797
    @rakeshkumardigal797 3 месяца назад +302

    ଲବ ଭାଇ ତମେ ଆମ ଓଡ଼ିଶା ର ଗର୍ଭ ❤❤❤❤

  • @HursikeshBhoi-g8i
    @HursikeshBhoi-g8i 2 месяца назад +15

    ବହୁତ ଭଲ ଲଗୁଛି ଜୟ ଜଗନ୍ନାଥ

  • @RaghunathMurmu-fo1sm
    @RaghunathMurmu-fo1sm 3 месяца назад +351

    ମୟୂରଭଞ୍ଜ ଟକା ହାତ ଟେକ

  • @subhamthakur-el3uo
    @subhamthakur-el3uo 2 месяца назад +13

    ଆମେ ଓଡ଼ିଆ ଆମ କଥା ଭାରି ବଢିଆ ❤❤❤❤

  • @Kanhaojha6
    @Kanhaojha6 3 месяца назад +540

    ଯେଉଁ ମାନେ ଚାହୁଁଛ ଭାଇ ଥରେ Switzerland ଯିବା ଦରକାର Like କର

  • @BXL439
    @BXL439 3 месяца назад +9

    ଓଡିଶା ଅନୁଗୋଳ କେବେ ଆସୁଛ ଲବ ଭାଈ ❤❤❤ LOVE FROME ODISHA

  • @manoranjansingh5209
    @manoranjansingh5209 3 месяца назад +126

    ଆଜି ମୟୁରଭଞ୍ଜ ଭୋଟ ଦେଉଛି... ♥️♥️ଭୋଟ ର ପର୍ବ. ଦେଶ ର ଗର୍ବ

  • @SahadebPangi-ff4tl
    @SahadebPangi-ff4tl Месяц назад +8

    ଭିଡ଼ିଓ ବହୁତ୍ ଭଲ ଲାଗିଲା

  • @soumyaranjandeep
    @soumyaranjandeep 3 месяца назад +76

    ଲବ ଭାଇ ବହୁତ ଧନ୍ୟବାଦ ତମକୁ
    ତମ ପାଇଁ ଦୁନିଆର କିଛି ଜାଣି ପାରୁଛୁ
    ତୋ..ଭଗବାନ ତମକୁ ଭଲରେ ରଖନ୍ତୁ ଆହୁରି ଆଗକୁ ଯାଅ

  • @user-vj8yc6fp2f
    @user-vj8yc6fp2f 2 месяца назад +11

    ଭାଇ ବହୁତ ଭଲ ଲାଗିଲା

  • @bijaypanda3597
    @bijaypanda3597 3 месяца назад +28

    ଯଦି ସେଠାରେ ରାତି ହୁଏନି ବା ଖୁବ୍ କମ୍ ସମୟ ପାଇଁ ରାତି ହୁଏ ତେବେ ଲୋକ ମାନେ କେତେବେଳେ ଆଉ କେତେ ସମୟ ସୁଅନ୍ତି...... ଦୟା କରି ଜଣାଇବେ

  • @KunuDehuri-ev8rg
    @KunuDehuri-ev8rg 2 месяца назад +5

    ଧନ୍ୟବାଦ ଭାଇ 🌹🌹🌹🌹🌹🌹🌹

  • @sabitarani6363
    @sabitarani6363 3 месяца назад +64

    ବେଶ ଭଲ ଲାଗିଲା, ସେଠିକାର ଲୋକେ ଯେପରି ପରିଷ୍କାର ପରିଚ୍ଛନ୍ନ ସେମିତି ପରିବେଶ ଅତ୍ୟନ୍ତ ପରିଷ୍କାର, ନଦୀର ଜଳ ଏତେ ସ୍ବଛ ।ଆମ ଭାରତରେ ଯଦି ସେମିତି ହୋଇପାରନ୍ତା ରୋଗ ଦୂରରେ ରହନ୍ତା

    • @motiranjansamal9950
      @motiranjansamal9950 3 месяца назад +7

      Ama desa re ta bhai khali bimal pan masala khaile sabu

    • @feelingspyaar43
      @feelingspyaar43 3 месяца назад

      Sabu Loka Ghare Jadi Pinia Jala Jogan Subhida jadi Heba Taa hele Paichhanna Heba ....

  • @sitadebata9114
    @sitadebata9114 3 месяца назад +7

    କୋରାପୁଟ ଲବ କୁଶ କୋରାପୁଟ ❤❤❤ ଭଲ ଅଛି ଭିଡିଓ

  • @SupremePower-wu7lz
    @SupremePower-wu7lz 3 месяца назад +25

    ଲବ ଭାଇ ଭାରତର ସବୁଠାରୁ ବଡ vlogger ❤❤❤❤ ଆପଣ ଙ୍କ like କହିପାରେ

  • @RajaAndDeba
    @RajaAndDeba Месяц назад +7

    I Love Finland because Finland is the Worlds First City There were 0% Crime

  • @ChandrayMajhi-we9rm
    @ChandrayMajhi-we9rm 3 месяца назад +64

    SINGAPORE କୁ ଯାଅ ଭାଇ 🎉🎉 There is Most Beautiful Places ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @user-jj4di4dr6u
    @user-jj4di4dr6u 3 месяца назад +12

    ଜୟ ଜଗନ୍ନାଥ ❤

  • @akshayswain1984
    @akshayswain1984 3 месяца назад +29

    ଅତି ସୁନ୍ଦର ଜାଗା ହେଇଚି

  • @Strongerleee
    @Strongerleee 3 месяца назад +10

    Russian support of India in 1971 was very crucial and brought victory to India .
    That's why we love Russian people 🇮🇳🤝🇷🇺💎

  • @nutanmanik
    @nutanmanik 3 месяца назад +56

    ଜୟ ଜଗନ୍ନାଥ

  • @kirttiranjanbaral8907
    @kirttiranjanbaral8907 2 месяца назад +2

    ଲବ ବାବୁ ତୁମର କହିବା ଶୈଳୀ ବହୁତ୍ ସୁନ୍ଦର୍

  • @priyanka_naik143
    @priyanka_naik143 3 месяца назад +33

    ଧନ୍ୟବାଦ ଲବ ଭାଈ ତମ ପାଇଁ ଆମେ ଦେଶ ବିଦେଶ ଦେଖି ପାରୁଛୁ , ଜଗନ୍ନାଥ ପ୍ରଭୁ ଆପ ନକୁ ଖୁସି ରେ ରଖନ୍ତୁ, ଜୟ ଜଗନ୍ନାଥ 🙏🪷💞💞💞💞

  • @Sanjaysashi7750
    @Sanjaysashi7750 3 месяца назад +6

    ବହୁତ୍ ବଢିଆ ଲାଗିଲା ଭାଇ

  • @kalicharanmarndi3369
    @kalicharanmarndi3369 3 месяца назад +35

    ବହୁତ ସୁନ୍ଦର ଭିଡିଓ ମନମୁଗ୍ଧ ହେଇ ଗଲା

  • @padmabatikandagari1694
    @padmabatikandagari1694 17 дней назад

    ଭାଇ ଭିଡିଓ ଦେଖି ବହୁତ ଖୁସି ତମ ଦ୍ବାରା ସବୁ ଦେଶ ଦେଖି ପାରୁ‌ଛୁ‌‌ Thank you ଭାଇ

  • @hindustanmonisha1206
    @hindustanmonisha1206 3 месяца назад +38

    ବହୁତ୍ ବଢିଆ ଲାଗିଲା

  • @cherusandha438
    @cherusandha438 2 месяца назад +6

    ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ! Bgh

  • @dwarikanath1958
    @dwarikanath1958 3 месяца назад +81

    RUSSIA ଓ UKRAINE ରେ ସୂର୍ଯ୍ୟମୁଖୀ ତେଲ ବହୁଳ ମାତ୍ର ରେ ଆଦ|ୟ ଯୋଗୁଁ ସୁର୍ଯ୍ୟମୁଖୀ ତେଲ ଶସ୍ତା ଭାରତ ଠାରୁ |ଏମାନଙ୍କ ଠାରୁ ତେଲ ଭାରତ ନିଏ |ଭିଡ଼ିଓ ପାଇଁ ଧନ୍ୟବାଦ |

    • @KSLIFEEXPRESS
      @KSLIFEEXPRESS 3 месяца назад +4

      Thank you for more information 🙏🏻

    • @dwarikanath1958
      @dwarikanath1958 3 месяца назад +2

      @SibanandaSatapathy-zq8km Don't be crazy, Mind your language.

    • @Vloggerlabahansda
      @Vloggerlabahansda 3 месяца назад +2

      Thank you 🙏 sir

  • @AnantakumarjenaAnanta-um2xn
    @AnantakumarjenaAnanta-um2xn 2 месяца назад +1

    ଭାଈ ସେଠାକାର ସବୁ ବ୍ୟୁଲଡିଙ୍ଗ୍ ଗୁଡିକର ସ୍ବତନ୍ତ୍ର ତା ଅଛି ଦେଖିବାକୁ ଖୁବ୍ ମନୋରମ ଖୁବ୍ ସୁନ୍ଦର ।

  • @BibhutibhusanBaliarsingh-g8k
    @BibhutibhusanBaliarsingh-g8k 2 месяца назад +3

    ଜା ହଉ ଭାଇ ତମେ ହିଁ ଜଣେ ଯାଇକି ବାହାର ର ସବୁ ଜାଗା Dekhauch

  • @RajuMalik-hf1rr
    @RajuMalik-hf1rr 3 месяца назад +14

    ଧନ୍ୟବାଦ ଭାଈ... ଆପଣ ଆମ ଓଡ଼ିଶା ର ଗର୍ବ ଓ ଗୌରବ।

  • @sureshkumarmallick2596
    @sureshkumarmallick2596 15 дней назад

    ସୁଇଜ୍ୟାରଲ୍ୟାଣ୍ଡ ଯାଆ
    ଲବ ଭାଇ ❤️

  • @Santhali-vlogger
    @Santhali-vlogger 3 месяца назад +73

    Labo bhai pai gote like karo 🙂❤❤

  • @KunuDehuri-ev8rg
    @KunuDehuri-ev8rg 2 месяца назад +1

    ଧନ୍ୟ ବାଦ ଭାଇ ଭଗବାନ ତମକୁ ସାହା ହୁଅନ୍ତୁ 🌹🌹🌹🌹🌹🌹👌

  • @narayanraha4267
    @narayanraha4267 3 месяца назад +19

    ତୁମର ଫିନଲ୍ୟାଣ୍ଡ vlog ଭଲ ଲାଗିଲା ଏବଂ student ସହିତ କେନାଲ ଭିତରେ ଛୋଟ ଛୋଟ ଡ଼ଙ୍ଗା ଦେଖିତେ ବହୁତ୍ ସୁନ୍ଦର୍ ହୋଇଛି .
    ଜୟ ଜଗନ୍ନାଥ .

  • @user-se9qz1kl6b
    @user-se9qz1kl6b 26 дней назад +4

    ବଲାଙ୍ଗିର ଜିଲ୍ଲା ରୁ କିଏ କିଏ ଦେଖୁ ଛ ?❤❤❤❤

  • @user-gf9ne1lg3z
    @user-gf9ne1lg3z 3 месяца назад +20

    Jay Jagannath 🙏 Rasiya so nice place 👍 so good travelling enjoy life sweet dream❤🇮🇳👍🙏💐❤️

  • @prasannapanda12
    @prasannapanda12 Месяц назад

    ବହୁତ୍ ବଢିଆ ଲାଗିଲା

  • @prafullakumarmallik7515
    @prafullakumarmallik7515 3 месяца назад +14

    So beautiful City.Each and Every part of this video clips are Lovely Lovely

  • @makara.313rana
    @makara.313rana Месяц назад

    ଖେଧାରନାଥ ଜାଅ ଲବ ଭାଇ

  • @A1SAMBALPURIDUNIA
    @A1SAMBALPURIDUNIA 3 месяца назад +61

    କଳାହାଣ୍ଡି ରୁ କିଏ କିଏ ଅଛ ❤❤❤❤❤

  • @user-oq4yd1xp5q
    @user-oq4yd1xp5q 2 месяца назад +2

    ଲଵ ଭା ଇ ଧନ୍ୟବାଦ

  • @PatarBoipaiBoipai-db5tj
    @PatarBoipaiBoipai-db5tj 3 месяца назад +8

    ଲୋବ ବାଇ ଏତେ ସୁନ୍ଦରୀ ଅଛନ୍ତି

  • @stylishsithunvlogs6110
    @stylishsithunvlogs6110 3 месяца назад +55

    ମାଡ଼ି ଚାଲ ଭାଇ

  • @RabiJakaka-rd2cr
    @RabiJakaka-rd2cr 26 дней назад

    ଭାଇ ଜୟ ଆଦିବାସୀ

  • @sudhirmpm7488
    @sudhirmpm7488 3 месяца назад +15

    Odisha au bharat pai tame adarsha ❤❤❤❤❤❤❤❤

  • @BiswaJeet-le6st
    @BiswaJeet-le6st 22 дня назад

    ହଁ ସିଏ ହିରୋ

  • @AmDADA
    @AmDADA 3 месяца назад +19

    I love you ଭାଇ ମଜ଼ା lagilà

  • @Adivasi_queen_mili
    @Adivasi_queen_mili 2 дня назад +1

    Odisha ra nom one vloger laba bhai ❤❤❤❤😊😊😊

  • @tapasmohapatra1479
    @tapasmohapatra1479 3 месяца назад +10

    Fantastik ଅତି ସୁନ୍ଦର ଭିଡିଓ ଭାଇ

  • @niranjanasahoo2014
    @niranjanasahoo2014 2 месяца назад +4

    Ei vidioti bahut bhala lagila

  • @theanimal3153
    @theanimal3153 3 месяца назад +15

    ବେଲୁନ ଗୁଡ଼ିକ ବହୁତ ସୁନ୍ଦର ଦେଖାଯାଉଛି❤❤❤❤ଆସିଲାବେଳେ ବେଲୁନ ଆଣିବେ❤❤❤❤

  • @user-gb3ti1mn6l
    @user-gb3ti1mn6l 3 месяца назад +137

    ଭାଇ ମୋ ପାଇଁ ଗୋଟିଏ ଋଷିଆଁ ଝିଅ ଆଣି ଦିଅ

  • @sureshmajhi4280
    @sureshmajhi4280 3 месяца назад +7

    ଲବ ଭାଇ ଙ୍କୁ ରୁଷିଆ ଭାଉଜ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି କାହିଁକି ନା ସବୁବେଳେ ସେଲ୍ପି୍୍ ନେଉଛନ୍ତି 😂 ଲବ ଭାଇ,ଭାରତକୁ ଆସିବା ବେଳେ ରୁଷିଆ ଭାଉଜ ସହିତ ଦୁଇ ଜଣ ଆସ ,,❤️❤️❤️👍

  • @बजाओगानेकेसाथ
    @बजाओगानेकेसाथ 2 месяца назад +2

    ମୁଁ ଜଗତସଂହପୁର ରୁ ଆଉ ଆପଣ ମାନେ କେଉଁ ଠାରୁ???❤❤❤

  • @balaramjhankar9002
    @balaramjhankar9002 3 месяца назад +7

    Loba Bhai se jhia mananka sahita selfie neba moments very enjoyable thila ....👍👍👌👌👍👍💕👍

  • @H.kGadaba
    @H.kGadaba Месяц назад

    Bhaina bahut jagare bulich thank you

  • @ghasiramsandha7833
    @ghasiramsandha7833 3 месяца назад +12

    ବହୁତ ସୁନ୍ଦର ହେଇଛି ଧନ୍ୟବାଦ

  • @mihirmichael6831
    @mihirmichael6831 Месяц назад +1

    କି ଭାଗ୍ୟ 😮

  • @kilogram382
    @kilogram382 3 месяца назад +6

    ବହୁତ ଭଲ ଲାଗିଲା।❤❤

  • @user-xv9gi1hj7x
    @user-xv9gi1hj7x 28 дней назад

    ଓଡ଼ିଶାର no1 hiro bhai tume ❤

  • @nakulabhumia2165
    @nakulabhumia2165 3 месяца назад +10

    ମାଲକାନଗିରି ଜିଲ୍ଲାରୁ ଦେଖୁଛି ଭାଇ ❤❤❤❤

  • @manojmahanty3824
    @manojmahanty3824 2 месяца назад +2

    ଲବ ଭାଇ ତମେ ଖାଲି India . odisha କହିଲେ କଣ ସେମାନେ ତମକୁ ଜାଣିବେନି ତମେ odisha 🙏 ଜଗନ୍ନାଥଙ୍କର ନାମ କୁହ ତାପରେ ସେମାନେ ତମକୁ ଚିହ୍ନିବେ

  • @uditkumarmajhi4754
    @uditkumarmajhi4754 3 месяца назад +14

    So beautiful Love from Nuapada District ❤

  • @TutuJena-dc3ry
    @TutuJena-dc3ry 2 месяца назад +5

    So nice place

  • @theffgamer4192
    @theffgamer4192 3 месяца назад +7

    Apananku dekhile bahut proud fill hue je ama odisha ru bi jane international jaga buli amaku dekheiparuchanti

  • @srisaidesignvastu9209
    @srisaidesignvastu9209 2 месяца назад

    ଗୋଟେ କୃଷ୍ଣ ଅନେକ ରାଧା

  • @binodkumar-px7ld
    @binodkumar-px7ld 3 месяца назад +7

    ଋଷିଆ ଝିଅ ବହୁତ ବଢିଆ

  • @brundabanjambeka7789
    @brundabanjambeka7789 3 месяца назад +2

    ଆମୋ କୋରାପୁଟିଆ ମାନେ ମଧ୍ୟ ଲବ ଭାଇକୁ ବହୁତ୍ ଭଲ ପାଉଛୁ।

  • @bajuramsamad9009
    @bajuramsamad9009 3 месяца назад +5

    ଲବ ଭାଇ ଗୋଟେ ଭୋଟ ହଉ.....

  • @Odisha_high_school_education
    @Odisha_high_school_education 3 месяца назад +1

    Laba vai ତମେ ଏତେ ଭଲ ହେଲ କେମିତି?

  • @Creater174
    @Creater174 3 месяца назад +9

    Bhai tume odisha pain satare bahut kichhi karuchha❤❤❤❤❤

  • @housedesignplanner5284
    @housedesignplanner5284 3 дня назад +1

    You are great 👍 brother

  • @ashishpatraashis8461
    @ashishpatraashis8461 3 месяца назад +8

    ବଉଦ୍ଧ ପିଲାମାନେ (LIKE❤) 👈

  • @Bhagaan.....
    @Bhagaan..... 2 месяца назад +1

    ଲବ ଭାଇ ଜିନ୍ଦାବାଦ ଲଭ୍ ୟୁ ଲବ ଭାଇ ❤

  • @SabyasachiSahoo-ys1jw
    @SabyasachiSahoo-ys1jw 3 месяца назад +13

    Love your creativity work I salute you 👏👏👏

  • @ade3009
    @ade3009 Месяц назад

    Odisha number one vyakti

  • @Creater174
    @Creater174 3 месяца назад +5

    Love from odisha laba bhai ❤❤❤❤❤❤❤❤❤❤❤❤ Dhenkanal

  • @soniamohanty7666
    @soniamohanty7666 7 дней назад

    Jai Jagannath 🙏🙏 congratulations bhai 🎉 Jagannath''nka ashirbaad ru apana nka pariwar sabubele hasa khusi re ruhantu 🙏🙏

  • @Cigret108
    @Cigret108 2 месяца назад +3

    Spr video bhai jay jaganath 🙏

  • @AjayJani-br7nn
    @AjayJani-br7nn 2 месяца назад +1

    Jaha hehu bhai apnanka lagi desa dekhibaku miluchi Jagannath mahaprabhu khusire rakhantu

  • @Jaykisan503
    @Jaykisan503 3 месяца назад +12

    ଆଜି ଆମ ମୟୁରଭଞ୍ଜ ଜିଲ୍ଲାରେ ଭୋଟ୍ . ଭାରତିୟ ନାଗରିକ ହିସାବରେ ଆପଣ ଆପଣଙ୍କର ମତଦାନ ସାବ୍ୟସ୍ତ କରିବାର ଥିଲା . କିନ୍ତୁ ଆପଣ ବିଦେଶ ଚାଲିଚାଲେ . ଏପରି ଆଗକୁ କରିବେନି ଏହା ଆପଣଙ୍କର ଫ୍ୟାନ୍ ମାନଙ୍କ ତରଫରୁ ବିନମ୍ର ଅନୁରୋଧ. ରହିଲି ଜୟ ଜଗନ୍ନାଥ

    • @Odianavodaya
      @Odianavodaya 3 месяца назад

      Aei Lokota vote dei bodhe punya kama karideichhi

  • @user-bj5or2gy4b
    @user-bj5or2gy4b 2 месяца назад +2

    Bahut badhiya lagila

  • @RahulJuanga-nn9if
    @RahulJuanga-nn9if 3 месяца назад +7

    ଲବ ଭାଇ ବଲ ଅଚ ତ 😊😊😊❤

  • @rajuffyt9058
    @rajuffyt9058 16 дней назад

    Jay Jagannath ❤️🙏🙏🙏🙏🙏🙏🙏🌺💐🌺💐🌺💐🌺

  • @tanusree-utube
    @tanusree-utube 2 месяца назад +3

    very nice vhai super❤❤❤❤❤❤❤

  • @MamtaRout-gr1tg
    @MamtaRout-gr1tg 25 дней назад

    Bahut maja hela mu bahut hasichi video pura super heichi.👌👌❤❤❤

  • @Nelmedularoffical
    @Nelmedularoffical 3 месяца назад +17

    Kon kon laba da shaport karta hai like 👍

  • @Laxmisaraswathi80
    @Laxmisaraswathi80 2 месяца назад +1

    ଯେଉଁ ମାନେ ଚାହୁଁଛ ଭାଇ ଥରେ Switzerland ଯିବାର ଅଛି like kar

  • @theanimal3153
    @theanimal3153 3 месяца назад +4

    ଶୁଭ ସକାଳ ଲବ ଭାଇ❤❤❤❤ସେଠାରେ ଏଇ ଗୋଟିଏ ଗାଇର ଦୁଇଟାମୁଣ୍ଡ ନା ଅନ୍ୟ ପଶୁମାନଙ୍କର ଏମିତି ମୁଣ୍ଡ ଅଛି❤❤❤❤❤

  • @ThorAvenger-rr4hc
    @ThorAvenger-rr4hc 5 дней назад +1

    କରାପୁଟ ଜିଲ୍ଲା ରୁ କିଏ କିଏ ଦେକୁ ଚୋ like କର 🥳

  • @taranajindegiki8981
    @taranajindegiki8981 2 месяца назад +3

    You are the pride of India n Odisha ... So high quality videos..... Keep rocking brother.... Love from Baripada... Mayurbhanj 💝💝👍👍👍👍

  • @Wouldcup.2024
    @Wouldcup.2024 2 месяца назад +1

    ଲବ ଭାଇ ବହୁତ ସୁନ୍ଦର