Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
dhanare gudakhu roga nalagibapain keunousadh abasyak
ଧାନ ରୋଗ ନଲାଗିବା ପାଇଁ ବିହନ ବିଶୋଧନ କରନ୍ତୁ।ଧାନ ତଳି ପକାଇବା ପୂର୍ବରୁ 1kg ବିହନ ପ୍ରତି 2gm Carbendazim ରେ ବିଶୋଧନ କରନ୍ତୁ।
Purnimadhan.10kg.kete
Kenu jagaru miliba
Namskar sir dhanafasalare jibaamrita.prayagakaripaki
ନିଶ୍ଚିନ୍ତ ।ଧାନରେ ଏକର ପ୍ରତି 200lit ଯିବାମୃତ ମାଟି ଓଦା ଥିବା ସମୟରେ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ପ୍ରାୟୋଗ କରନ୍ତୁ।
Dhana kemiti miliba Sonepur ru Debendra Namskar
ସାର୍ ସହଭାଗି ଧାନ ର ଅମଳ ଏକର ପ୍ରତି କେତେ ଆସୁଛି, ମୁଁ ଏଥର ଚାଷ କରିଛି
20-25 qtl ମଧ୍ୟରେ ଆସିବ
@@krushisampada ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍
Yes dhana kipari paibu kichhi contact diantu
ସାର୍ କେନ୍ଦ୍ରାପଡ଼ା ଜିଲ୍ଲାରେ କେଉଁଠି ଏ ବିହନ ଆମେ ପାଇ ପାରିବୁ
ଏହା ବିଦ୍ୟାଧରପୁର Cuttack ରେ ମିଳେ
@@krushisampada sir ଯଦି ଆପଣଙ୍କର ଯୋଗାଯୋଗ ନଂ ମିଳନ୍ତା ତେବେ ବହୁତ କଥା ଆପଣଙ୍କ ଠୁ ଚାଷ ବିଷୟରେ ଶିଖିବାକୁ ମିଳନ୍ତା
Dhepajamipaisarudhankisamkan
Good night sir
ସାର୍ କଳା ଚମ୍ପା ର ପ୍ରକୃତ ଅମଳ କେତେ ଆସୁଛି, ଆପଣଙ୍କ ଭିଡିଓ ରେ ଦେଖିଲି ସତୁରୀ କ୍ୱଣ୍ଟାଲ କହୁଛନ୍ତି, ପ୍ରକୃତରେ କଣ ସତୁରୀ କ୍ୱଣ୍ଟାଲ ଆସୁଛି ଦୟାକରି ଜଣାଇବେ,
Hector ପ୍ରତି 70 qtl
@@krushisampada ସାର୍ କଳା ଚମ୍ପା ର ଚାଷ ପ୍ରଣାଳୀ ଅନ୍ୟ ଧାନ ପରି ସମାନ ନା ଅନ୍ୟ ପ୍ରକାର ର, ମାନେ ସାର୍ ର ପରିମାଣ ଅନୁମୋଦିତ ପ୍ରଣାଳୀରେ ହେବ ତ,
Sir namaskarNua kalajira dhana nayagarh painKemiti paibuAshok
Nua kalajira kouthi milba sir....
Sir mora brider seed abasyaka kemiti pai bi
Breeder seed ପାଇବା ପାଇଁ ଜିଲ୍ଲାର Seed certification officer ବା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ।
Mu bidiyadharpur jaye dakheache
Sir np7075 moralini karochi moudamani bisare khuanti
ମଉଡ଼ମଣି ଧାନ କିସମ 135ଦିନିଆ ଧାନ।ଧାନ ଛୋଟ ଓ ମୋଟା ,ସହଜରେ ପଡି ନଥାଏ।hector ପ୍ରତି 50 qtl ଅମଳ ଆସିଥାଏ।
Sir aradhana peddy kmt dhana topic re kahibe
Please sir reply
Name the best paddy seeds of this year 2023.Thank you
Sir rate Kate
Sir . Kanak np 9381 au Kanak np 423 bhitare different kan rahe
NP423 Nizuveedu company ଧାନ ଏକ Research hybrid paddy 140-145ଦିନରେ ଅମଳ ହୋଇଥାଏ।ଏଜର ପ୍ରତି 23-27qtl ଅମଳ ଆସିଥାଏ।100-105cm ଉଚ୍ଚ ଗଛ। ମଧ୍ୟମ ଲମ୍ବା କେଣ୍ଡା।ସେହିପରି NP9381 RESEARCH PADDY 145-150ଦିନ ରେ ଅମଳ ହୋଇଥାଏ।95-100CM ଉଚ୍ଚ ଓ ଅମଳ ଏକର ପ୍ରତି 30qtl ଆସିଥାଏ।
1061,1064 & 1224 best paddy
Poultry video karantu sir please🙏
Poultry video କରାଯାଇଛି।ଆଗକୁ ମଧ୍ୟ new video କରାଯିବ।
@@krushisampada ham sir video dekhichi kintu aahuri poultry video karantu sir
Sir ,Adhika Amala khyamaDhana bihana ame bidyadharapur miliba ki
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିନ ଧାନ ଦିଆଯାଇଥାଏ।ଅନ୍ୟ ଦିନରେ ସେଠାରୁ ଧାନ ବିହନ ମିଳିନଥାଏ।
Sir agaru booking karibaku padiba na sedina jai ki anile haba.Se gote dina na pare kete dina dia jae.
Sir ajya au rajalaxmi dhanra utpadana bisaye tike information diantu
ଧାନ ବିହନ କିପରି ଅନ୍ ଲାଇନ୍ ବୁକିଂ କରିବା ସୂଚନା ଦେବା ପାଇଁ ଅନୁରୋଧ
ଏଥିପାଇଁ ଏକ video ପ୍ରସ୍ତୁତ କରାଯାଇଛି।ଦେଖି ପାରିବେ।ruclips.net/video/FX6rFA3hkyM/видео.html
Sampada au trump dhana bisayare tike kuhantu sir plz
Sampada ଧାନ Nuziveedu company hybrid ବିହନ।ଏହା 140-145ଦିନରେ ଅମଳ ଆସିଥାଏ।ଏକର ପ୍ରତି 25-27qtl ଅମଳ ଆସିଥାଏ।Krushidhan seeds Pvt. Ltd company ର ଧାନ Trump 162।ଏହା ଅଧିକ ଅମଳ କ୍ଷମ ,ସରୁ ଧାନ, ଗଛ ପ୍ରତି 15-18ଟି ପିଲ ଆସିଥାଏ।bhp ସହଣ ଶକ୍ତି କିସମ।
@@krushisampada thank u sir
@@krushisampada bhp means sir kahibe ki tike bujhiparilini mu
Sir.1009sab.one.dhana.kamete.amal.dea.mu.2.aker.kareche
CR 1009 sub 1 କିସମ ଧାନ 150-155ଦିନ ରେ ଅମଳ ହୋଇଥାଏ।ଏହା ଏକର ପ୍ରତି 22-25 qtl ପର୍ଯ୍ୟନ୍ତ ଅମଳ ଦେଇଥାଏ।
Sir heaviness peddy kicchi kuhantu au se peddy strong heithiba padibani.heaviness hele ame adhika income pai paribu
ଓଜନିଆ ଧାନ କଳାଚମ୍ପ କିସମ।ଏକର ପ୍ରତି 30-35 qtl ଯାଏ ଅମଳ ଆସିଥାଏ।
Dhan. Bihan. Keninthu. Paiba. Phone. No....
Sir namaskar khala jami pain kanak+ na swarna sub1 thik heba and duhinkara amal kete ase kindly reply debe
ଖାଲ ଜମି ପାଇଁ ସ୍ଵର୍ଣ sub 1 କିସମ ଧାନ ଉପଯୁକ୍ତ।ଏହି କିସମ ଧାନ ପାଣିରେ 7ଦିନ ପର୍ଯ୍ୟନ୍ତ ବୁଡି ରହିଲେ ମଧ୍ୟ ତା ପରେ ଅମଳ ଦେଇଥାଏ।Swarn sub 1 ଧାନ 20-25 qtl ଅମଳ ଆସିଥାଏ।Kanak + ଧାନ ଏକର ପ୍ରତି 23-27qtl ଅମଳ ଆସିଥାଏ।
Sir CR-210(Sarumina) Dhana bihana kouthi miliba
Phone No ta pl debe ki kemiti dhana bihana milipariba ... district Sonepur ru
ଧାନ ବହନ NRRI ତରଫରୁ ବିକ୍ରି ସରି ଯାଇଯାଇଛି।
Sir khala pani jami pai kau dhana dele thik heba .au dhana pani re padiba nahi .se jami re bht pani rahithae.so kichhi tip's
ଖାଲ ଜମି ପାଇଁ Swarn sub 1 ଯାହାକି 140-145ଦିନିଆ ଓ CR 1009 SUB1 ଯାହାକି150-155 ଦିନିଆ ।ଏହା 2ସପ୍ତାହ ପର୍ଯ୍ୟନ୍ତ ବନ୍ୟା ଜଳ ସହଣୀ କରି ପାରିବ।CR ଧାନ 500 ଓ CR ଧାନ 503 ଯାହାକି160-165 ଦିନିଆ 1ମିଟର ଜଳମଗ୍ନ ସହି ପାରେ।
MTU 1075variety bisayare kuhantu pls
MTU 1075 ଧାନ କିସମ135-140ଦିନରେ ଅମଳ ହୋଇଥାଏ।ଏହା ଲମ୍ବା ସରୁ ଓ ସହଜରେ ପଡେନାହିଁ।ହେକ୍ଟର ପ୍ରତି 50-55qtl ଅମଳ ଆସିଥାଏ।ଧନ୍ୟବାଦ।
Silkie 277 bhal production houchhe sir
Sir khala jami re 1075 kisama kale thik rahiba ki . Pls answar msg dywara karibe . Jay kisan
I need Black Rice Seeds
Sir puja super dhana bisayara kahiba. Ki
Puja super ଧାନ 130-1435ଦିନରେ ଅମଳ ହୋଇଥାଏ।ଏଥିରେ ପ୍ରାୟ ରୋଗ ଲାଗେନାହିଁ।ମଧ୍ୟମ ଗଛ ଉଚତା ।24cm panicle ର length।ଧାନ ଝଡେ଼ ନାହିଁ।ଅମଳ ଏକର ପ୍ରତି 25-27qtl ଆସିଥାଏ।ଧନ୍ୟବାଦ।
Sir ସାବିତ୍ରୀ ଧାନ କୋଉଠୁ ମିଳିବ
Sir apananka sahita ama jagajog sabubele rahiba
ଧନ୍ୟବାଦ sir
Jamuna kipari dhan
ଯମୁନା ଧାନ PAN 804 ଯାହାକି 140-145ଦିନରେ ଅମଳ ହୋଇଥାଏ।ଗଛ 110-115cm ଉଚ୍ଚ।ଅମଳ ଏକର ପ୍ରତି 25qtl ଅମଳ ହୋଇଥାଏ।
@@krushisampada Akash Ganga (kasira 1001) kipari dhan
1009
Sir near rivers side water sink resistance paddy please suggest.....
CR ଧାନ 507 ବା ପ୍ରଶାନ୍ତ, ଏହା 160ଦିନରେ ଅମଳ ହୋଇଥାଏ, ମଧ୍ୟମ ଓ ସରୁ, ଜଳମଗ୍ନ ସହାଣୀ କିସମ,CR ଧାନ 503 ଯାହାକି 160-165 ଦିନରେ ଅମଳ ହୁଏ।1ମିଟର ଉଚ୍ଚ ପାଣି ସହିଥାଏ।CR ଧାନ 500 ଜଳମଣି, 158-165ଦିନରେ ଅମଳ ହୁଏ।CR 1009 SUB 1 ଯାହାକି 150-155ଦିନରେ ଅମଳ ହୁଏ,2ସପ୍ତାହ ଜଳମଗ୍ନ ସହିପାରେ।SWARN SUB 1ଯାହାକି 140-142ଦିନରେ ଅମଳ ହୁଏ।2ସପ୍ତାହ ଜଳମଗ୍ନ ସହିପାରେ।
Sir, can you explain about Sarala & Sadhana rice variety?. Thank you.
Plz tell some hybrid varieties which stem are so strong that even wind or heavy rain can not compel them to fall down.
Pioneer 28P67 hybrid ଧାନ, JK SEEDS JKRH 2082, ARIZE 6444 GOLD hybrid ଧାନ ସହଜରେ ପଡି ନଥାଏ।
A sabu dhana keunthu miliba?
@@ashokkumardas1013 private seed ଦୋକାନ ରେ ମିଳିବ
Sented small rise adhik amal dhana matirepadunathiba dhanagacha
New verity kalinga 101. ,102 ,103 bisayare khuantu
Can i get late veriety CR paddy from your from your Institute
Japanag
5
Arabinda Bhala lagila. Please recommend variety for tail end of command area.
Sir apan kahithiba dhan Crri ru aniheba ba miliba ki
NRRI , CUTTACK june ମାସ ରେ ପୂଜା, CR ଧାନ 800 swarn sub 1 ଓ ପ୍ରଧାନ ଧାନ ଦେଉଥିଲେ ।ସେଥି ପାଇଁ 9178192191 ନମ୍ବର ଆପଣ ଙ୍କ ନାମ, ଠିକଣା ଓ କେଉଁଧାନ ନେବେ କେତେ ନେବେ whatsapp ରେ massage କରିବାକୁ ପଡୁଥିଲା।ବର୍ତମାନ ସେହି ନମ୍ବର ରେ massage କରନ୍ତୁ।ଯଦି ଧାନ ଥିବ ତେବେ ସେମାନେ ଆପଣଙ୍କୁ massage କରିବେ।ଧନ୍ୟବାଦ।
Sir MSG karitbhili kichi rply asilani . Pradhan dhanara bihan milibaki
@@nrusinghacharanapatra29 ପ୍ରଧାନ ଧାନ ପାଇବା ପାଇଁ କୃଷି ବିଭାଗ ଦ୍ଵାରା ସୀକୃତିପ୍ରାପ୍ତ dealer ଙ୍କ ସହ ଯୋଗାଯୋଗ କରନ୍ତୁ।କିମ୍ବା NRRI, ବିଦ୍ୟାଧରପୁର, CUTTACK OFFICE ସହିତ ଯୋଗାଯୋଗ କରନ୍ତୁ।
ଗ
Sir, please tell how get seed purnobhog variety
🤡🥳🤡😀😉😭😁 ni
How. Can I get AJAYA and RAJALAXMI chan for cultivation?
Ajay ଓ Rajlaxmi NRRI, ବିଦ୍ୟାଧରପୁର Cuttack ରୁ ପାଇ ପାରିବେ ।କିମ୍ବା LAL SEEDS 9937709899 ଙ୍କ ଠାରୁ ପାଇ ପାରିବେ।
ଧାନ ଆଣି ବାକୁ କାହା ସହ ପରାମର୍ଶ କରିବାକୁ ପଢି ବ ଦୟାକରି ନମୁର ଦେବେକି
Sir mrunalini dhan bisayare kuhantu
ମୃଣାଳିନୀ ଧାନ କିସମ 146 ଦିନରେ ଅମଳ ହୋଇଥାଏ ।ଛୋଟ, ମୋଟା, ଅଧିକ ପିଲ, ଧାନ ଝଡନାହିଁ।ହେକ୍ଟର ପ୍ରତି 50-55 qtl ଅମଳ ଆସିଥାଏ।
Where do we find the specific paddy seed packets?
NRRI ବିଦ୍ୟାଧରପୁର ରୁ ଏହି ବିହନ ପାଇ ପାରିବେ।ଅକ୍ଷୟ ତୃତୀୟା ଦିନ ଏହା ପାଇ ପାରିବେ।
9
Sir good evening
S̊i̊r̊ b̊h̊år̊i̊ k̊h̊ůs̊i̊ l̊åg̊i̊l̊å,̊ k̊e̊h̊t̊i̊ å j̊åt̊i̊r̊å b̊i̊h̊ån̊å m̊i̊l̊i̊b̊å p̊h̊o̊n̊e̊ n̊ům̊b̊e̊r̊ d̊e̊b̊e̊
Cr 210 dhan bihan keuinthi milib
CR ଧାନ 210 ବିହନ NRRI, ବିଦ୍ୟାଧରପୁର ରୁ ପାଇ ପାରିବେ।
Jaladhi dhana kmt
ଜଳଧି ଧାନ 140-145 ଦିନରେ ଅମଳ ହଉଥାଏ।ଏହାର ବନ୍ୟା ସହଣୀ କ୍ଷମତା ରହିଛି।7-15ଦିନ ବନ୍ୟା ବୁଡି ପାଣି ସହିପାରେ। 115cm ଉଚ୍ଚ ଗଛ।ମହିସା ଓ ପତ୍ରପୋଡ଼ା ରୋଗ ସହଣୀ ରହିଛି।ଏହା Myhico company ଉନ୍ନତ କିସମ ବିହନ।
@@krushisampada thanks sir
Latest ଅଧିକ ଅମଳକ୍ଷମ ଧାନ ବିଷୟରେ share କରନ୍ତୁ
କାବେରୀ 468 ଆଉ us 362 ବିଷୟରେ କିଛି କୁହନ୍ତୂ ।
US 362 ମଧ୍ୟ hybrid seed ।ଏହା 130-135 ଦିନରେ ଅମଳ ହୋଇଥାଏ।ଗଛ 125cm ଉଚ୍ଚ ହୋଇଥାଏ।ଅମଳ ଏକର ପ୍ରତି 30-35QTL ଆସିଥାଏ।
Sir,daya kari kanak np 423 hybrid dhana ra kete distance re gachha laga jae.roga poka ra pratikar bisayare sampurna video banantu.farmer mananka sakase sikshyaniya hoi pariba.thanks.
NP 423 KANAK hybrid ଧାନ 145-150 ଦିନରେ ଅମଳ ହୋଇଥାଏ।ଅଧିକ ପିଲ ହୋଇଥାଏ ଓ ଏକର ପ୍ରତି 25-27qtl ଅମଳ ଆସିଥାଏ।ଧାଡି କୁ ଧାଡି 20cm ଓ ବୁଦା କୁ ବୁଦା 15cm ଦୂରରେ ଲଗାନ୍ତୁ।ବୁଦା ପ୍ରତି 2ଟି ଧାନ ତଳି ଲଗାନ୍ତୁ।15-20ଦିନର ତଳି ଲଗାନ୍ତୁ।ଧନ୍ୟବାଦ।
Sir we grateful if seed sales telephone are to be displaced easier to gate the seeds please thanks for awaring us sir
From where we get the Paddy's
S--4 ଧାନ ବିହନ ବିଷୟରେ କିଛି ପରାମର୍ଶ ଦିଅନ୍ତୁ
Sir Namaskar ..... NP 210 {POORNIMA} seeds keun jami ra bhala heba .... and ..... MTU 1156 keun jami re bhala heba
MTU 1156 ଧାନ ଛୋଟ ଧାନ ଯାହାକି 115-120ଦିନରେ ଅମଳ ହୋଇଥାଏ।ପଡି ନଥାଏ।BPH ଓ BLAST ପ୍ରତି ପ୍ରତି ରୋଧକ କ୍ଷମତା ରହିଛି।ଢ଼ିପ ଜମି ପାଇଁ ଉଦିଷ୍ଟ।Purnima ଧାନ କିସମ କୁ Nuziveedu seed company ଆଉ promot କରୁନାହିଁ।ଏହା ମାଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।
ସାର୍ ,ଦାଳୂଅ ଧାନ ବିଷୟରେ ଭିଡିଓ ଦେଖାନ୍ତୁ ,୨୦୨୧ ପାଇଁ
Sir number please
ସାର, ନମସ୍କାର।video ଟି ଉପାଦେୟ ହୋଇଛି।ମାଧ୍ୟମ ଜଳସେଚିତ ଜମିରେ କନକ+ କିମ୍ଵା ସାଧନା କେଉଁଟି ଭଲ ଅମଳକ୍ଷମ ହେବ?ଦୟାକରି ମାର୍ଗଦର୍ଶନ କରାନ୍ତୁ।ପରବର୍ତୀ video ଟି ନଡ଼ିଆ ଚାଷ ବିଷୟରେ କଲେ ବହୁତ ଭଲ ହୁଅନ୍ତା
ଧନ୍ୟବାଦ sir, KANAK + ବା NP 9381 145-150ଦିନ ରେ ଅମଳ ହୋଇଥାଏ।ଗଛର ଉଚତା 95-100cm , ଅଧିକ ପିଲ ହୋଇଥାଏ, କେଣ୍ଡାରେ ଅଧିକ ଧାନ ରହିଥାଏ।ଖାଲ ଜମି ପାଇଁ ଉଦିଷ୍ଟ ।Sadhan ବା NP 558 140-145 ଦିନରେ ଅମଳ ହୋଇଥାଏ।KANAK + SADHAN କିସମ ଅପେକ୍ଷା ଅଧିକ ଅମଳ ଦେଇଥାଏ।କିନ୍ତୁ SADHAN ବିହନ KANAK + ଠାରୁ ଛୋଟ ଧାନ।ତେଣୁ ମଧ୍ୟମ କିସମ ଜମି ପାଇଁ SADHAN କିସମ ଠିକ ହେବ।LOCK DOWN ପରେ ନଡ଼ିଆ ଚାଷ ର VIDEO ନିଶ୍ଚିନ୍ତ ପ୍ରସ୍ତୁତ ହେବ।ଧନ୍ୟବାଦ।
@@krushisampada ଆପଣଙ୍କ ମୂଲ୍ୟବାନ ପରାମର୍ଶ ନିଶ୍ଚିତ ରୂପେ ମୋର ଉପକାରରେ ଲାଗିବ।ନଡିଆ ଚାଷର video ଟିକୁ ଆଗ୍ରହର ସହିତ ଅପେକ୍ଷା କରି ରହୁଛି।ନମସ୍କାର।
How can I get CR 210 and can it sell in odisha dhan mandi
ଏ ସବୁ ଧାନ ପାଇବା ପାଇଁ ଆମେ କାହା ସହିତ ଯୋଗାଯୋଗ କରିବାକୁ ପଡିବ
ବିହନ ପାଇବା ପାଇଁ NRRI, ବିଦ୍ୟାଧରପୁର ଙ୍କ ର WHATSAPP number 9439270825 ରେ message କରନ୍ତୁ।
Sir Mo number
Cr 800 kou jamire vala heba
CR 800 ଧାନ ବିହନ 140ଦିନରେ ଅମଳ ହୋଇଥାଏ।ଏହା ମଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।ଧନ୍ୟବାଦ।
Khali vedio banane se kyahoga Sheeds miltanahi
Can I cultivate ajaya and rajalaxmi (hybrid)in rabi crop?please,tell me the rate.
Ajay ଓ Rajalalaxmi ଖରିଫ ଋତୁ ପାଇଁ ଉପଯୁକ୍ତ।
ସାର୍ , ଏହି ଧାନ ମାନଙ୍କ ମଧ୍ୟରୁ ଖରା ଦିନେ କିଏ ଚାଷ କରାଯାଇ ପାରିବ ???
ଆପଣଙ୍କ ମତା ମତ ପାଇଁ ଧନ୍ୟବାଦ। ଡ଼ାଳୁଅ ଧାନ ପାଇଁ ଭଲ କିସମ ଧାନ ର ଏକ video ଶୀଘ୍ର ପ୍ରସ୍ତୁତ କରାଯିବ।
ପୂଜା ଚେକ୍ ଦେବା ଧାନ, ପାଣି ସହନ ଉଚ୍ଚ ଅମଳ, କାହାକୁ ବାଛିବାକୁ
Luni.jaga.dhana
Heba
Phone namber deantu
Tuma phone number diantu
dhanare gudakhu roga nalagibapain keunousadh abasyak
ଧାନ ରୋଗ ନଲାଗିବା ପାଇଁ ବିହନ ବିଶୋଧନ କରନ୍ତୁ।ଧାନ ତଳି ପକାଇବା ପୂର୍ବରୁ 1kg ବିହନ ପ୍ରତି 2gm Carbendazim ରେ ବିଶୋଧନ କରନ୍ତୁ।
Purnimadhan.10kg.kete
Kenu jagaru miliba
Namskar sir dhanafasalare jibaamrita.prayagakaripaki
ନିଶ୍ଚିନ୍ତ ।ଧାନରେ ଏକର ପ୍ରତି 200lit ଯିବାମୃତ ମାଟି ଓଦା ଥିବା ସମୟରେ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ପ୍ରାୟୋଗ କରନ୍ତୁ।
Dhana kemiti miliba Sonepur ru Debendra Namskar
ସାର୍ ସହଭାଗି ଧାନ ର ଅମଳ ଏକର ପ୍ରତି କେତେ ଆସୁଛି, ମୁଁ ଏଥର ଚାଷ କରିଛି
20-25 qtl ମଧ୍ୟରେ ଆସିବ
@@krushisampada ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍
Yes dhana kipari paibu kichhi contact diantu
ସାର୍ କେନ୍ଦ୍ରାପଡ଼ା ଜିଲ୍ଲାରେ କେଉଁଠି ଏ ବିହନ ଆମେ ପାଇ ପାରିବୁ
ଏହା ବିଦ୍ୟାଧରପୁର Cuttack ରେ ମିଳେ
@@krushisampada sir ଯଦି ଆପଣଙ୍କର ଯୋଗାଯୋଗ ନଂ ମିଳନ୍ତା ତେବେ ବହୁତ କଥା ଆପଣଙ୍କ ଠୁ ଚାଷ ବିଷୟରେ ଶିଖିବାକୁ ମିଳନ୍ତା
Dhepajamipaisarudhankisamkan
Good night sir
ସାର୍ କଳା ଚମ୍ପା ର ପ୍ରକୃତ ଅମଳ କେତେ ଆସୁଛି, ଆପଣଙ୍କ ଭିଡିଓ ରେ ଦେଖିଲି ସତୁରୀ କ୍ୱଣ୍ଟାଲ କହୁଛନ୍ତି, ପ୍ରକୃତରେ କଣ ସତୁରୀ କ୍ୱଣ୍ଟାଲ ଆସୁଛି ଦୟାକରି ଜଣାଇବେ,
Hector ପ୍ରତି 70 qtl
@@krushisampada ସାର୍ କଳା ଚମ୍ପା ର ଚାଷ ପ୍ରଣାଳୀ ଅନ୍ୟ ଧାନ ପରି ସମାନ ନା ଅନ୍ୟ ପ୍ରକାର ର, ମାନେ ସାର୍ ର ପରିମାଣ ଅନୁମୋଦିତ ପ୍ରଣାଳୀରେ ହେବ ତ,
Sir namaskar
Nua kalajira dhana nayagarh pain
Kemiti paibu
Ashok
Nua kalajira kouthi milba sir....
Sir mora brider seed abasyaka kemiti pai bi
Breeder seed ପାଇବା ପାଇଁ ଜିଲ୍ଲାର Seed certification officer ବା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ।
Mu bidiyadharpur jaye dakheache
Sir np7075 moralini karochi moudamani bisare khuanti
ମଉଡ଼ମଣି ଧାନ କିସମ 135ଦିନିଆ ଧାନ।ଧାନ ଛୋଟ ଓ ମୋଟା ,ସହଜରେ ପଡି ନଥାଏ।hector ପ୍ରତି 50 qtl ଅମଳ ଆସିଥାଏ।
Sir aradhana peddy kmt dhana topic re kahibe
Please sir reply
Name the best paddy seeds of this year 2023.
Thank you
Sir rate Kate
Sir . Kanak np 9381 au Kanak np 423 bhitare different kan rahe
NP423 Nizuveedu company ଧାନ ଏକ Research hybrid paddy 140-145ଦିନରେ ଅମଳ ହୋଇଥାଏ।ଏଜର ପ୍ରତି 23-27qtl ଅମଳ ଆସିଥାଏ।100-105cm ଉଚ୍ଚ ଗଛ। ମଧ୍ୟମ ଲମ୍ବା କେଣ୍ଡା।
ସେହିପରି NP9381 RESEARCH PADDY 145-150ଦିନ ରେ ଅମଳ ହୋଇଥାଏ।95-100CM ଉଚ୍ଚ ଓ ଅମଳ ଏକର ପ୍ରତି 30qtl ଆସିଥାଏ।
1061,1064 & 1224 best paddy
Poultry video karantu sir please🙏
Poultry video କରାଯାଇଛି।ଆଗକୁ ମଧ୍ୟ new video କରାଯିବ।
@@krushisampada ham sir video dekhichi kintu aahuri poultry video karantu sir
Sir ,
Adhika Amala khyama
Dhana bihana ame bidyadharapur miliba ki
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିନ ଧାନ ଦିଆଯାଇଥାଏ।ଅନ୍ୟ ଦିନରେ ସେଠାରୁ ଧାନ ବିହନ ମିଳିନଥାଏ।
Sir agaru booking karibaku padiba na sedina jai ki anile haba.
Se gote dina na pare kete dina dia jae.
Sir ajya au rajalaxmi dhanra utpadana bisaye tike information diantu
ଧାନ ବିହନ କିପରି ଅନ୍ ଲାଇନ୍ ବୁକିଂ କରିବା ସୂଚନା ଦେବା ପାଇଁ ଅନୁରୋଧ
ଏଥିପାଇଁ ଏକ video ପ୍ରସ୍ତୁତ କରାଯାଇଛି।ଦେଖି ପାରିବେ।ruclips.net/video/FX6rFA3hkyM/видео.html
Sampada au trump dhana bisayare tike kuhantu sir plz
Sampada ଧାନ Nuziveedu company hybrid ବିହନ।ଏହା 140-145ଦିନରେ ଅମଳ ଆସିଥାଏ।ଏକର ପ୍ରତି 25-27qtl ଅମଳ ଆସିଥାଏ।Krushidhan seeds Pvt. Ltd company ର ଧାନ Trump 162।ଏହା ଅଧିକ ଅମଳ କ୍ଷମ ,ସରୁ ଧାନ, ଗଛ ପ୍ରତି 15-18ଟି ପିଲ ଆସିଥାଏ।bhp ସହଣ ଶକ୍ତି କିସମ।
@@krushisampada thank u sir
@@krushisampada bhp means sir kahibe ki tike bujhiparilini mu
Sir.1009sab.one.dhana.kamete.amal.dea.mu.2.aker.kareche
CR 1009 sub 1 କିସମ ଧାନ 150-155ଦିନ ରେ ଅମଳ ହୋଇଥାଏ।ଏହା ଏକର ପ୍ରତି 22-25 qtl ପର୍ଯ୍ୟନ୍ତ ଅମଳ ଦେଇଥାଏ।
Sir heaviness peddy kicchi kuhantu au se peddy strong heithiba padibani.heaviness hele ame adhika income pai paribu
ଓଜନିଆ ଧାନ କଳାଚମ୍ପ କିସମ।ଏକର ପ୍ରତି 30-35 qtl ଯାଏ ଅମଳ ଆସିଥାଏ।
Dhan. Bihan. Keninthu. Paiba. Phone. No....
Sir namaskar khala jami pain kanak+ na swarna sub1 thik heba and duhinkara amal kete ase kindly reply debe
ଖାଲ ଜମି ପାଇଁ ସ୍ଵର୍ଣ sub 1 କିସମ ଧାନ ଉପଯୁକ୍ତ।ଏହି କିସମ ଧାନ ପାଣିରେ 7ଦିନ ପର୍ଯ୍ୟନ୍ତ ବୁଡି ରହିଲେ ମଧ୍ୟ ତା ପରେ ଅମଳ ଦେଇଥାଏ।Swarn sub 1 ଧାନ 20-25 qtl ଅମଳ ଆସିଥାଏ।Kanak + ଧାନ ଏକର ପ୍ରତି 23-27qtl ଅମଳ ଆସିଥାଏ।
Sir CR-210(Sarumina) Dhana bihana kouthi miliba
Phone No ta pl debe ki kemiti dhana bihana milipariba ... district Sonepur ru
ଧାନ ବହନ NRRI ତରଫରୁ ବିକ୍ରି ସରି ଯାଇଯାଇଛି।
Sir khala pani jami pai kau dhana dele thik heba .au dhana pani re padiba nahi .se jami re bht pani rahithae.so kichhi tip's
ଖାଲ ଜମି ପାଇଁ Swarn sub 1 ଯାହାକି 140-145ଦିନିଆ ଓ CR 1009 SUB1 ଯାହାକି150-155 ଦିନିଆ ।ଏହା 2ସପ୍ତାହ ପର୍ଯ୍ୟନ୍ତ ବନ୍ୟା ଜଳ ସହଣୀ କରି ପାରିବ।
CR ଧାନ 500 ଓ CR ଧାନ 503 ଯାହାକି160-165 ଦିନିଆ 1ମିଟର ଜଳମଗ୍ନ ସହି ପାରେ।
MTU 1075variety bisayare kuhantu pls
MTU 1075 ଧାନ କିସମ135-140ଦିନରେ ଅମଳ ହୋଇଥାଏ।ଏହା ଲମ୍ବା ସରୁ ଓ ସହଜରେ ପଡେନାହିଁ।ହେକ୍ଟର ପ୍ରତି 50-55qtl ଅମଳ ଆସିଥାଏ।ଧନ୍ୟବାଦ।
Silkie 277 bhal production houchhe sir
Sir khala jami re 1075 kisama kale thik rahiba ki . Pls answar msg dywara karibe . Jay kisan
I need Black Rice Seeds
Sir puja super dhana bisayara kahiba. Ki
Puja super ଧାନ 130-1435ଦିନରେ ଅମଳ ହୋଇଥାଏ।ଏଥିରେ ପ୍ରାୟ ରୋଗ ଲାଗେନାହିଁ।ମଧ୍ୟମ ଗଛ ଉଚତା ।24cm panicle ର length।ଧାନ ଝଡେ଼ ନାହିଁ।ଅମଳ ଏକର ପ୍ରତି 25-27qtl ଆସିଥାଏ।ଧନ୍ୟବାଦ।
Sir ସାବିତ୍ରୀ ଧାନ କୋଉଠୁ ମିଳିବ
Sir apananka sahita ama jagajog sabubele rahiba
ଧନ୍ୟବାଦ sir
Jamuna kipari dhan
ଯମୁନା ଧାନ PAN 804 ଯାହାକି 140-145ଦିନରେ ଅମଳ ହୋଇଥାଏ।ଗଛ 110-115cm ଉଚ୍ଚ।ଅମଳ ଏକର ପ୍ରତି 25qtl ଅମଳ ହୋଇଥାଏ।
@@krushisampada Akash Ganga (kasira 1001) kipari dhan
1009
Sir near rivers side water sink resistance paddy please suggest.....
CR ଧାନ 507 ବା ପ୍ରଶାନ୍ତ, ଏହା 160ଦିନରେ ଅମଳ ହୋଇଥାଏ, ମଧ୍ୟମ ଓ ସରୁ, ଜଳମଗ୍ନ ସହାଣୀ କିସମ,CR ଧାନ 503 ଯାହାକି 160-165 ଦିନରେ ଅମଳ ହୁଏ।1ମିଟର ଉଚ୍ଚ ପାଣି ସହିଥାଏ।CR ଧାନ 500 ଜଳମଣି, 158-165ଦିନରେ ଅମଳ ହୁଏ।CR 1009 SUB 1 ଯାହାକି 150-155ଦିନରେ ଅମଳ ହୁଏ,2ସପ୍ତାହ ଜଳମଗ୍ନ ସହିପାରେ।SWARN SUB 1ଯାହାକି 140-142ଦିନରେ ଅମଳ ହୁଏ।2ସପ୍ତାହ ଜଳମଗ୍ନ ସହିପାରେ।
Sir, can you explain about Sarala & Sadhana rice variety?. Thank you.
Plz tell some hybrid varieties which stem are so strong that even wind or heavy rain can not compel them to fall down.
Pioneer 28P67 hybrid ଧାନ, JK SEEDS JKRH 2082, ARIZE 6444 GOLD hybrid ଧାନ ସହଜରେ ପଡି ନଥାଏ।
A sabu dhana keunthu miliba?
@@ashokkumardas1013 private seed ଦୋକାନ ରେ ମିଳିବ
Sented small rise adhik amal dhana matirepadunathiba dhanagacha
New verity kalinga 101. ,102 ,103 bisayare khuantu
Can i get late veriety CR paddy from your from your Institute
Japanag
5
Arabinda Bhala lagila. Please recommend variety for tail end of command area.
Sir apan kahithiba dhan Crri ru aniheba ba miliba ki
NRRI , CUTTACK june ମାସ ରେ ପୂଜା, CR ଧାନ 800 swarn sub 1 ଓ ପ୍ରଧାନ ଧାନ ଦେଉଥିଲେ ।ସେଥି ପାଇଁ 9178192191 ନମ୍ବର ଆପଣ ଙ୍କ ନାମ, ଠିକଣା ଓ କେଉଁଧାନ ନେବେ କେତେ ନେବେ whatsapp ରେ massage କରିବାକୁ ପଡୁଥିଲା।ବର୍ତମାନ ସେହି ନମ୍ବର ରେ massage କରନ୍ତୁ।ଯଦି ଧାନ ଥିବ ତେବେ ସେମାନେ ଆପଣଙ୍କୁ massage କରିବେ।ଧନ୍ୟବାଦ।
Sir MSG karitbhili kichi rply asilani . Pradhan dhanara bihan milibaki
@@nrusinghacharanapatra29 ପ୍ରଧାନ ଧାନ ପାଇବା ପାଇଁ କୃଷି ବିଭାଗ ଦ୍ଵାରା ସୀକୃତିପ୍ରାପ୍ତ dealer ଙ୍କ ସହ ଯୋଗାଯୋଗ କରନ୍ତୁ।କିମ୍ବା NRRI, ବିଦ୍ୟାଧରପୁର, CUTTACK OFFICE ସହିତ ଯୋଗାଯୋଗ କରନ୍ତୁ।
ଗ
Sir, please tell how get seed purnobhog variety
🤡🥳🤡😀😉😭😁 ni
How. Can I get AJAYA and RAJALAXMI chan for cultivation?
Ajay ଓ Rajlaxmi NRRI, ବିଦ୍ୟାଧରପୁର Cuttack ରୁ ପାଇ ପାରିବେ ।କିମ୍ବା LAL SEEDS 9937709899 ଙ୍କ ଠାରୁ ପାଇ ପାରିବେ।
ଧାନ ଆଣି ବାକୁ କାହା ସହ ପରାମର୍ଶ କରିବାକୁ
ପଢି ବ ଦୟାକରି ନମୁର ଦେବେକି
Sir mrunalini dhan bisayare kuhantu
ମୃଣାଳିନୀ ଧାନ କିସମ 146 ଦିନରେ ଅମଳ ହୋଇଥାଏ ।ଛୋଟ, ମୋଟା, ଅଧିକ ପିଲ, ଧାନ ଝଡନାହିଁ।ହେକ୍ଟର ପ୍ରତି 50-55 qtl ଅମଳ ଆସିଥାଏ।
Where do we find the specific paddy seed packets?
NRRI ବିଦ୍ୟାଧରପୁର ରୁ ଏହି ବିହନ ପାଇ ପାରିବେ।ଅକ୍ଷୟ ତୃତୀୟା ଦିନ ଏହା ପାଇ ପାରିବେ।
9
9
Sir good evening
S̊i̊r̊ b̊h̊år̊i̊ k̊h̊ůs̊i̊ l̊åg̊i̊l̊å,̊ k̊e̊h̊t̊i̊ å j̊åt̊i̊r̊å b̊i̊h̊ån̊å m̊i̊l̊i̊b̊å p̊h̊o̊n̊e̊ n̊ům̊b̊e̊r̊ d̊e̊b̊e̊
Cr 210 dhan bihan keuinthi milib
CR ଧାନ 210 ବିହନ NRRI, ବିଦ୍ୟାଧରପୁର ରୁ ପାଇ ପାରିବେ।
Jaladhi dhana kmt
ଜଳଧି ଧାନ 140-145 ଦିନରେ ଅମଳ ହଉଥାଏ।ଏହାର ବନ୍ୟା ସହଣୀ କ୍ଷମତା ରହିଛି।7-15ଦିନ ବନ୍ୟା ବୁଡି ପାଣି ସହିପାରେ। 115cm ଉଚ୍ଚ ଗଛ।ମହିସା ଓ ପତ୍ରପୋଡ଼ା ରୋଗ ସହଣୀ ରହିଛି।ଏହା Myhico company ଉନ୍ନତ କିସମ ବିହନ।
@@krushisampada thanks sir
Latest ଅଧିକ ଅମଳକ୍ଷମ ଧାନ ବିଷୟରେ share କରନ୍ତୁ
କାବେରୀ 468 ଆଉ us 362 ବିଷୟରେ କିଛି କୁହନ୍ତୂ ।
US 362 ମଧ୍ୟ hybrid seed ।ଏହା 130-135 ଦିନରେ ଅମଳ ହୋଇଥାଏ।ଗଛ 125cm ଉଚ୍ଚ ହୋଇଥାଏ।ଅମଳ ଏକର ପ୍ରତି 30-35QTL ଆସିଥାଏ।
Sir,daya kari kanak np 423 hybrid dhana ra kete distance re gachha laga jae.roga poka ra pratikar bisayare sampurna video banantu.farmer mananka sakase sikshyaniya hoi pariba.thanks.
NP 423 KANAK hybrid ଧାନ 145-150 ଦିନରେ ଅମଳ ହୋଇଥାଏ।ଅଧିକ ପିଲ ହୋଇଥାଏ ଓ ଏକର ପ୍ରତି 25-27qtl ଅମଳ ଆସିଥାଏ।ଧାଡି କୁ ଧାଡି 20cm ଓ ବୁଦା କୁ ବୁଦା 15cm ଦୂରରେ ଲଗାନ୍ତୁ।ବୁଦା ପ୍ରତି 2ଟି ଧାନ ତଳି ଲଗାନ୍ତୁ।15-20ଦିନର ତଳି ଲଗାନ୍ତୁ।ଧନ୍ୟବାଦ।
Sir we grateful if seed sales telephone are to be displaced easier to gate the seeds please thanks for awaring us sir
From where we get the Paddy's
S--4 ଧାନ ବିହନ ବିଷୟରେ କିଛି ପରାମର୍ଶ ଦିଅନ୍ତୁ
Sir Namaskar ..... NP 210 {POORNIMA} seeds keun jami ra bhala heba .... and ..... MTU 1156 keun jami re bhala heba
MTU 1156 ଧାନ ଛୋଟ ଧାନ ଯାହାକି 115-120ଦିନରେ ଅମଳ ହୋଇଥାଏ।ପଡି ନଥାଏ।BPH ଓ BLAST ପ୍ରତି ପ୍ରତି ରୋଧକ କ୍ଷମତା ରହିଛି।ଢ଼ିପ ଜମି ପାଇଁ ଉଦିଷ୍ଟ।Purnima ଧାନ କିସମ କୁ Nuziveedu seed company ଆଉ promot କରୁନାହିଁ।ଏହା ମାଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।
ସାର୍ ,ଦାଳୂଅ ଧାନ ବିଷୟରେ ଭିଡିଓ ଦେଖାନ୍ତୁ ,୨୦୨୧ ପାଇଁ
Sir number please
ସାର, ନମସ୍କାର।video ଟି ଉପାଦେୟ ହୋଇଛି।ମାଧ୍ୟମ ଜଳସେଚିତ ଜମିରେ କନକ+ କିମ୍ଵା ସାଧନା କେଉଁଟି ଭଲ ଅମଳକ୍ଷମ ହେବ?ଦୟାକରି ମାର୍ଗଦର୍ଶନ କରାନ୍ତୁ।ପରବର୍ତୀ video ଟି ନଡ଼ିଆ ଚାଷ ବିଷୟରେ କଲେ ବହୁତ ଭଲ ହୁଅନ୍ତା
ଧନ୍ୟବାଦ sir, KANAK + ବା NP 9381 145-150ଦିନ ରେ ଅମଳ ହୋଇଥାଏ।ଗଛର ଉଚତା 95-100cm , ଅଧିକ ପିଲ ହୋଇଥାଏ, କେଣ୍ଡାରେ ଅଧିକ ଧାନ ରହିଥାଏ।ଖାଲ ଜମି ପାଇଁ ଉଦିଷ୍ଟ ।
Sadhan ବା NP 558 140-145 ଦିନରେ ଅମଳ ହୋଇଥାଏ।
KANAK + SADHAN କିସମ ଅପେକ୍ଷା ଅଧିକ ଅମଳ ଦେଇଥାଏ।କିନ୍ତୁ SADHAN ବିହନ KANAK + ଠାରୁ ଛୋଟ ଧାନ।ତେଣୁ ମଧ୍ୟମ କିସମ ଜମି ପାଇଁ SADHAN କିସମ ଠିକ ହେବ।
LOCK DOWN ପରେ ନଡ଼ିଆ ଚାଷ ର VIDEO ନିଶ୍ଚିନ୍ତ ପ୍ରସ୍ତୁତ ହେବ।
ଧନ୍ୟବାଦ।
@@krushisampada ଆପଣଙ୍କ ମୂଲ୍ୟବାନ ପରାମର୍ଶ ନିଶ୍ଚିତ ରୂପେ ମୋର ଉପକାରରେ ଲାଗିବ।ନଡିଆ ଚାଷର video ଟିକୁ ଆଗ୍ରହର ସହିତ ଅପେକ୍ଷା କରି ରହୁଛି।ନମସ୍କାର।
How can I get CR 210 and can it sell in odisha dhan mandi
ଏ ସବୁ ଧାନ ପାଇବା ପାଇଁ ଆମେ କାହା ସହିତ ଯୋଗାଯୋଗ କରିବାକୁ ପଡିବ
ବିହନ ପାଇବା ପାଇଁ NRRI, ବିଦ୍ୟାଧରପୁର ଙ୍କ ର WHATSAPP number 9439270825 ରେ message କରନ୍ତୁ।
Sir Mo number
Cr 800 kou jamire vala heba
CR 800 ଧାନ ବିହନ 140ଦିନରେ ଅମଳ ହୋଇଥାଏ।ଏହା ମଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।ଧନ୍ୟବାଦ।
Khali vedio banane se kyahoga
Sheeds miltanahi