ନ୍ୟାୟର ତରାଜୁ|NYAYARATARAJU |ASEEMA PANDA & SALMAN PAUL|DONTONRAULO |BAPI SAMAL |NEWCHRISTIANSONG2023

Поделиться
HTML-код
  • Опубликовано: 20 сен 2024
  • Praise the Lord to all ..ପ୍ରଭୁ ଯୀଶୁଙ୍କ ମହତ ନାମର ଧନ୍ୟ ହେଉ..ପ୍ରଥମେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ଵାସୀ, ବିଶ୍ୱାସୀନୀ ଓ ଶ୍ରୋତା ମଣ୍ଡଳୀଙ୍କୁ Paul Salman Christian Music ତରଫରୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ 🙏
    ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଧେଶ୍ୟରେ ଏବଂ ବିଶ୍ଵାସୀ ମାନଙ୍କର ଆତ୍ମିକ ଜାଗରଣ ଓ ସଚେତନ ନିମନ୍ତେ ଆଜି Paul Salman Christian Music ▶️ Channel ତରଫରୁ ଭେଟି ଦେଉଅଛୁ ଏକ ସୁନ୍ଦର ଖ୍ରୀଷ୍ଟିୟ ଗୀତ "ନ୍ୟାୟର ତରାଜୁ "
    ଦୟାପୂର୍ବକ ଶୁଣନ୍ତୁ ଓ ଅନ୍ୟକୁ ଶୁଣାନ୍ତୁ... ଆମେ ଆଶା କରୁ ଏହି ଗୀତ ନିହାତି ଆପଣମାନଙ୍କୁ ଭଲ ଲାଗିବ..ଯଦି ଏହି ଗୀତ ଆପଣଙ୍କୁ ଶ୍ରୁତିମଧୁର ଓ ଅର୍ଥପୂର୍ଣ୍ଣ ଲାଗେ ତାହାହେଲେ ଅନ୍ୟକୁ ନିଶ୍ଚିତ ଭାବେ SHARE କରିବେ...
    ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ? ରୋମୀୟ 2:3
    କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ଉପସ୍ଥିତ ହେବାକୁ ହେବ। 2 କରିନ୍ଥୀୟ 5:10
    ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ। ଯୋହନ 5:27
    Please do like, comment, share and subscribe to our channel to get more new songs...
    SONG CREDITS:
    *Song : ନ୍ୟାୟର ତରାଜୁ (NYAYARA TARAJU )
    *Singers : ASIMA PANDA & SALMAN PAUL
    *Contact no : 8280628830
    *Music & Lyrics : DONTON RAULO
    *Contact no : 96685 01529
    *Music Arrangement : BAPI SAMAL
    *contact no : +91 824-9776215
    *Producer : SOLOMON LIMMA, MANAHA PANI
    *Recording & Mix : MRR STUDIO, CUTTACK
    *Mastering by : SHAKTISWAR MOHAPATRO
    *Thumbnail : PARSURAM SAGARIA
    *Camera & Edit : Digital crew
    *Special Thanks to : JASMIEL KARADO (Bhaina)
    *Special Thanks to : BUNTY PANI, GUMMA
    Lyrics :
    ନ୍ୟାୟର ତରାଜୂ ନେଇଁ ଆସୁଛନ୍ତି ଯୀଶୁ ରାଜନ
    କରିବେ ବିଚାର ସବୁ ମାନବର ଯୀଶୁ ରାଜନ
    ନ୍ୟାୟର ତରାଜୁ ନେଇଁ ଆସୁଛନ୍ତି ଯୀଶୁ ରାଜନ
    କରିବେ ବିଚାର ସବୁ ମାନବର ଯୀଶୁ ରାଜନ....2
    ଯୀଶୁ ରାଜନ ଯୀଶୁ ରାଜନ.......
    ଯୀଶୁ ରାଜନ ଯୀଶୁ ରାଜନ....................=0=
    ନ୍ୟାୟକର୍ତ୍ତା ସାଜି ଯୀଶୁ ଅବତରିବେ
    ଜୀବନ ପୁସ୍ତକ ଖୋଲି ନ୍ୟାୟସେ କରିବେ
    କର୍ମ ଅନୁସାରେ ସଭିଙ୍କୁ ସେ ତୌଲିବେ
    ତାଙ୍କ ବିଚାରରୁ କେହି ଖସି ନ ପାରିବେ
    ଆଉ ଦୟା ପୁଣି କ୍ଷମା ସେଠି ନ ରହିବ
    ସର୍ବ ସମ୍ମୁଖରେ ଆମ କର୍ମ ଦେଖାଯିବ
    ଧାର୍ମିକ ହୋଇଲେ ପୁରସ୍କାର ଦିଆଯିବ
    ପାପୀଙ୍କ ପାଇଁ ନରକ ଦଣ୍ଡ ରହିବ.....
    ବେଗେ ଆସିବେ ଯୀଶୁ ରାଜନ
    ଯୀଶୁ ରାଜନ ଯୀଶୁ ରାଜନ.....................=1=
    ପ୍ରସ୍ତୁତ ହେଉ ସଭିଏଁ ସେହି ଦିନ ପାଇଁ
    ତାହାଙ୍କ ଆଗମନକୁ ପ୍ରିୟଜ୍ଞାନ କରି
    ମେଷ ସମ ଛାଗ ଠାରୁ ପୃଥକ ହୋଇ
    ଜୀବନ କାଟୁ ସର୍ବଦା ପ୍ରଭୁଠାରେ ରହି
    ମନ ରୂପ ଅଣ୍ଟା ବାନ୍ଧି ଚାଲୁ ଆଗେଇ
    ବିଶ୍ୱାସ ପ୍ରଦୀପ ଜାଳୁ ପ୍ରତୀକ୍ଷାରେ ରହି
    ବୁଦ୍ଧିମତୀ କନ୍ୟା ସମ ଜାଗ୍ରତ ହୋଇ
    ଯଥେଷ୍ଟ ତଇଳ ରଖୁ ସାକ୍ଷାତର ପାଇଁ....
    ବର ବେଶରେ ଆସିବେ ଜାଣ
    ଯୀଶୁ ରାଜନ ଯୀଶୁ ରାଜନ......................=2=
    #Nijaputrajisunkudele 👉🏻👉🏻: • NIJA PUTRA JISUNKU DEL...
    #Nirabesahila 👉🏻👉🏻 : • Nirabe Sahila//Salman ...
    #paigalimunnprematumara 👉🏻👉🏻: • Pai Gali Munn Prema Tu...
    #Tumehinnmorashraya 👉🏻👉🏻 : • Tume Hinn Mora Ashraya...
    #Sisubesarejisuraja 👉🏻👉🏻: • Sishu Besare Jishu Raj...
    #Nyayarataraju#aseema_panda #aseema_panda_new_song #aseemapanda #aseemapandasalmanpaul#newchristian #dancechristiansong#Salmanpaul#christianity #paulsalman#dontonraulo#humansagar #asimapanda #christiansongs #odiachristiansong #odiachristiansong2023#superhitchristiansong #salmanaseema#jesuschrist #jesuscomingsoon #jesuscomingsong#jesus #newchristiandevotionalsong #latestchristiansong #newchristiandevotionalsong #aseema_panda_new_song #aseemapanda #aseemapandachristiansong#christianmarriage
    #christiansongs
    #salmanpaul #latestchristiansong #christiansongs
    Anti privacy
    This is the Copyright Content of Paul Salman Christian Music ✝️Any re-upload (Audio or Video ) is Strictly Prohibited 🚫 of this content. Legal Action will be Taken against those who violate the Copyright of this Content!!!🙏🏻🙏🏻🙏🏻

Комментарии • 410

  • @premjitgorada6270
    @premjitgorada6270 7 месяцев назад +14

    ଏତେ ସୁନ୍ଦର ହୋଇଛି ଗୀତ ଯେ ଗୀତ ଶୁଣିଲେ ମନ ଆତ୍ମା ଖୁସିରେ ବିଭର ହୋଇପଡୁଛି କାରଣ ଗୀତଟି ସମ୍ପୂର୍ଣ୍ଣ ପବିତ୍ର ବାଇବଲ ଉପରେ ଆଧାରିତ l praise the lord and thanks to entire team

  • @prabadhchinchanipresents6912
    @prabadhchinchanipresents6912 11 месяцев назад +23

    ଗୀତଟା ବହୁତ ସୁନ୍ଦର ହୋଇଛି ଏବଂ ଏହି ଗୀତ କୁ ନେଇ ପପିମାନେ ଯେପରି ପାପରୁ ଫେରିବେ ଏହି ପରିକା ଗୀତଟି ହୋଇଥିବାରୁ ରୁଦୟରୁ ଦାନ୍ୟବାଦ ଜଣାଏ ଆମେନ

  • @JIB92
    @JIB92 11 месяцев назад +8

    ବହୁତ ଭଲ ହେଇଛି ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କର ଲେଖା ଅଉ ପଦ ଗୁଡ଼ିକ ବି ପାପି ମାନଙ୍କ ର ମନ ପରିବର୍ତନ କରିବା ପାଈଁ ଏମିତି ଗିତ ଟି କରି ଥିବାରୁ ପରମେଶ୍ୱର ଆପଣଙ୍କ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ବହୁତ ବହୁତ ଭଲ ହେଇଛି ଭାଇ ଗିତ ✝️✝️✝️✝️

  • @jugalkishorepradhan5875
    @jugalkishorepradhan5875 11 месяцев назад +20

    ନ୍ୟାୟର ତରାଜୂ..... ବହୁତ ବଢିଆ ଲାଗିଲା, ସବୁ କଳାକାର ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଏ. God bless you all

  • @susanthuika2643
    @susanthuika2643 11 месяцев назад +10

    ଅତି ସୁନ୍ଦର ଗୀତ ବହୁତ ଭଲ ହେଇଛି ଆଉ ମତେବି ଗୀତ ବହୁତ ଭଲ ଲାଗିଛି ଗୀତ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍....🙏🙏🙏🙏

  • @PhilipsSanta1432
    @PhilipsSanta1432 11 месяцев назад +5

    ଗୀତ ବହୁତ୍ ବଢିଆ ଲାଗିଲା
    ପ୍ରଭୂ ଆପଣଙ୍କୁ ଆଶ୍ରୀବାଦ୍ କରନ୍ତୁ
    ଆମେନ୍ 🙏🙏🙏

  • @subhankarlimma2483
    @subhankarlimma2483 11 месяцев назад +8

    ପ୍ରଭୁଙ୍କର ଗୌରବ ପାଆନ୍ତୁ। Lyrics, compose & singing ବହୁତ ସୁନ୍ଦର ହୋଇଛି। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।

  • @PriyankaMunda-c3z
    @PriyankaMunda-c3z 8 дней назад +1

    Oh କି ସୁନ୍ଦର ଗୀତ ମତେ ବହୁତ ଭଲ ଲାଗୁଛି
    ପ୍ରଭୁଙ୍କର ମଙ୍ଗଳ ପାଉନ୍ତୁ

    • @paulsalmanchristian9834
      @paulsalmanchristian9834  7 дней назад

      Amen 🙏🏻
      All Glory to Almighty God amen 🙏🏻
      Thank you sooo much 😇😇❤️

  • @Laxman_STbro_officials
    @Laxman_STbro_officials 2 месяца назад +3

    ବହୁତ ସୁନ୍ଦର ଅନୁତାପ ବିଚାର ଗୀତ ( mis asima mr Salman ଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ( ପ୍ରଭୁଙ୍କର ଧନ୍ୟବାଦ ହେଉ ଅମେନ୍

  • @BhaskarHabada-td6bq
    @BhaskarHabada-td6bq 2 месяца назад +3

    ଆପଣ ମାନଙ୍କୁ ପ୍ରଭୁ ଆହୁରି ଭଲସ୍ୱର ଦେଇ ଆଶୀର୍ବାଦ କରିବେ ଜୟ jesus

  • @BadLuck2.0
    @BadLuck2.0 11 месяцев назад +27

    ଯେତେ ଶୁଣିଲେ ବି ମନ ଭରୁନି ଆଜ୍ଞା lyrics And Compose ବହୁତ ବଢିଆ ହେଇଛି ତାସହିତ singer ମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ ଏତେ ଭଲ ଗାଇଛନ୍ତି ♥️♥️Praise The Lord

  • @My_Village143
    @My_Village143 19 дней назад +1

    ପ୍ରଭୁ ତୁମକୁ ଅନୁଗ୍ରହ କରନ୍ତୁ 👍👍✝️✝️

  • @manutakri194
    @manutakri194 10 месяцев назад +1

    Praise the lord 🙏 very nice 👍 GOD BLESS YOU 😊 ALL MEMBERS

  • @lazarmandalmusic8105
    @lazarmandalmusic8105 11 месяцев назад +7

    ମାଡାମ ଏବଂ ସଲମାନ୍ ଭାଇ ବହୁତ ସୁନ୍ଦର ଏବଂ ଚମତ୍କାର ଗାଇଛନ୍ତି। ଈଶ୍ବରଙ୍କ ଗୋୖରବ ହେଉ ଆମେନ୍ 🙏🙏👍

  • @ashokpatmajhi
    @ashokpatmajhi 11 месяцев назад +6

    ଗୀତବହୁତ ଭଲହେଇଛି Sir
    ପ୍ରଭୁଙ୍କର ଧନ୍ୟବାଦ ହେଉ 👍👍👍👍

  • @minakhimallick6224
    @minakhimallick6224 4 месяца назад +3

    Love You Love You Love You my Lord JESUS ❤Really this song is Very heart touching song ❤ God Bless You Ashima dd & Salman bhai really 🤟💯💯💯💯💝💝💝

  • @SunilNayak-r1i5u
    @SunilNayak-r1i5u 5 месяцев назад +2

    God loves you ❤ sethi pai appana bahuth bhala gauchhanti parameswora apana nku ahuri ahuri gaiba sakti diantu ✝️Amen 🛐 God bless you 🛐✝️🙌

    • @paulsalmanchristian9834
      @paulsalmanchristian9834  5 месяцев назад

      Amen 🙏🏻
      All glory to almighty God amen 🙏🏻 ✝️😇
      Thank you 😇

  • @Solomon873
    @Solomon873 11 месяцев назад +5

    Praise the lord . ପ୍ରଭୁ ଗୌରବ ପାଉନ୍ତୁ

  • @SunitaNayak-f5y
    @SunitaNayak-f5y 4 месяца назад +3

    Ati sundar Gita wow beautiful song 👍🥰 amen praise the lord 🙏 halleluya ⛪❤️

  • @hallelujahmusiccreation9153
    @hallelujahmusiccreation9153 9 месяцев назад +4

    Beautiful lyrics & Composition❤👍👍
    Really heart touching song 💜👍👍
    Praise the lord 🙏
    God bless all of you

  • @steminarani5803
    @steminarani5803 11 месяцев назад +6

    ବହୁତ ସୁନ୍ଦର ଗୀତ ଭାଇ ଓ ଭଉଣୀ ପ୍ରଥମ ଥର ପାଇଁ ଶୁଣି ମୁଁ ଆହୁରି ଖୁସି ଲାଗିଲା ❤❤❤❤

  • @bharatnayakkuren6115
    @bharatnayakkuren6115 11 месяцев назад +6

    ପ୍ରକୃତରେ ସତ ବିଷୟଗୁଡ଼ିକ ଉପରେ ଆଧାରିତ...Bhai Donton raulo God bless you dear so beautifully and lovely lyrics and composition..God bless you bhai once again....

  • @onlyjesuschristbraison
    @onlyjesuschristbraison 11 месяцев назад +10

    Praise the Lord
    Beautiful song
    God bless you all the team.

  • @dharmendraparichha132
    @dharmendraparichha132 11 месяцев назад +7

    "ନ୍ୟାୟର ତରାଜୁ"the title of the song itself very nice,catchy n something unique...overall the song is awesome!!!..

  • @PRASADLIMAMUSIC
    @PRASADLIMAMUSIC 11 месяцев назад +24

    A TREMENDOUS GIFT for Our Community ..... 👏👏
    Super Composition with Outstanding Singing of both bro Salman & Asima .....
    My hearty Love 💕💕 & Thanks to the Whole Team ...👍

    • @paulsalmanchristian9834
      @paulsalmanchristian9834  11 месяцев назад +6

      Thank you so much Sir for your valuable Comment and for your love towards us thank you 🙏🏻 😇

  • @jesusslve9151
    @jesusslve9151 8 месяцев назад +2

    God bless you brother sister nice lyrics supper 🎉 परमेश्वर aapko और भी अशीष दे

  • @subashmajhi9912
    @subashmajhi9912 Месяц назад +2

    God gift🎉you progress a head praise the lord. God bless you all the participants

  • @JagaJibanJena-nl9jx
    @JagaJibanJena-nl9jx 11 месяцев назад +6

    Praise the Lord. May God bless all of you

  • @timatmajhicreation
    @timatmajhicreation 11 месяцев назад +6

    Praise the lord
    Beautiful song
    God bless you all team ❤❤❤

  • @InnocentBrain-nm8yt
    @InnocentBrain-nm8yt 7 месяцев назад +3

    🕊️🙏praise the lord Hale luyah Jai Masih ki 🙏🕊️

  • @paschimodalbehera6161
    @paschimodalbehera6161 11 месяцев назад +5

    Coming soon 🎉Jesus christ. Very nice song Excellent music God bless you

  • @mitukumar6671
    @mitukumar6671 11 месяцев назад +5

    bahut bahut sundar laguchhi hrudaya ku chhuin jauchhi...amiti sambad suneiba pain Prabhu apananku asirbad karantu ameen.....

  • @padmankulesika1856
    @padmankulesika1856 7 месяцев назад +4

    Praise the loard nice song sing minigfull god bless you😊😊😊❤❤❤🎉🎉🎉🎉😊😊

  • @GitanjaliSuna-m1t
    @GitanjaliSuna-m1t 8 месяцев назад +2

    ବହୁତ୍ ସୁନ୍ଦର୍ ଗିତ ଭାଇ👌🥰 ପ୍ରଭୁଙ୍କର ମହିମା ହେଉ 🙌 God bless you sister and Brother Love you jesus 🙏🙌

  • @Papusa-p7x
    @Papusa-p7x 11 месяцев назад +4

    Praise the Lord🔥🔥🔥🔥
    Wonderful song very beautiful👍👍and God bless you all team member🙏🙏🙏⭐

  • @PhirojMajhi-b5e
    @PhirojMajhi-b5e 11 месяцев назад +4

    Preise the Lord ma'am and sir may God bless you❤❤❤

  • @madhusudandigal7007
    @madhusudandigal7007 11 месяцев назад +2

    God bless you, Amiti aagaku nuaa nuaa gita Kariba pain, amazing song & power full voice,

  • @sadaprabhumusic3566
    @sadaprabhumusic3566 11 месяцев назад +5

    Praise the Lord❤
    Glory of God❤
    Really super song 🎤🎵♥️
    Very beautiful song 📜🎹

  • @all.video5402
    @all.video5402 11 месяцев назад +7

    ଗୀତଟି ଭଉତ ସୁନ୍ଧର ହେଲା

  • @tubulbhaigamer9543
    @tubulbhaigamer9543 11 месяцев назад +2

    Heart touching song bhaina mast achhi👍👍

  • @RaikaGamango-sy8dt
    @RaikaGamango-sy8dt 3 месяца назад +4

    So sweet song👍👍👍👍

  • @anandadigal2433
    @anandadigal2433 3 месяца назад +2

    God bless you Brother this meaningful song

  • @Ankita-x8f
    @Ankita-x8f 6 месяцев назад +2

    Praise the Lord🙏🙏🙏🙏🙏🙏

  • @sunemiraulo6511
    @sunemiraulo6511 6 месяцев назад +2

    Praise the lord
    Beautiful song .. bhaina and assma di ❤

  • @bangikiskubangikisku9093
    @bangikiskubangikisku9093 11 месяцев назад +6

    Very nice song bro. Praies the Lord❤❤❤

  • @nathanpani9928
    @nathanpani9928 11 месяцев назад +6

    Wow wow sooo super singing bhai and song pura fenta God bless you all ❤❤❤❤

  • @SheetalNayak-c7r
    @SheetalNayak-c7r 11 месяцев назад +8

    Wow fantastic composition sir ..it's absolutely right.. & valuable meaning full song for all Christian community...👍🫶

  • @bklimma4985
    @bklimma4985 11 месяцев назад +61

    Oh.....କି ସୁନ୍ଦର ଗୀତ! ପ୍ରକୃତରେ ସଦା ପ୍ରଭୁଙ୍କ ବିଚାରରୁ କେହି ବି ବିମୁଖ ହେଇ ପାରିବେ ନାହି। ସଦା ପ୍ରଭୁଙ୍କର ନ୍ୟାୟର ଦିନ ଘନେଇ ଆସୁଛି ସେଥି ପ୍ରତି ଧ୍ୟାନ ପୁଣି ମନ ଆତ୍ମା ସହିତ ସଦା ପ୍ରଭୁଙ୍କ ଠାରେ ରହିବାକୁ ଚେଷ୍ଟା କରିବା, ବହୁତ୍ ସୁନ୍ଦର୍ ଗୀତ ପାଇଁ Sister Asima ପୁଣି brother Salman ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ପୁଣି ରଚକ brother Donton ଙ୍କୁ ପ୍ରଭୁ ଆଶୀର୍ବାଦ karantu ଅତି ସୁନ୍ଦର ରଚନା bible କୁ ଆଧାର କରି, ଆଗକୁ ଏମିତି ସୁନ୍ଦର ରଚନା puni ଗୀତ କରନ୍ତୁ ପୁଣି ସବୁ କିଛିରେ ସଦା ପ୍ରଭୁଙ୍କର ମହିମା ହେଉ, thanks to entire team all glory to God .

    • @jamEi1414
      @jamEi1414 8 месяцев назад

    • @souravideo5885
      @souravideo5885 7 месяцев назад

      Fearness song God bless entire team praise the lord

    • @RonitRonit-t6g
      @RonitRonit-t6g 6 месяцев назад

      Gaana achha hai ,iski lyrics achha hai,lekin singing and composition baht monotonous hai , matlab composition aur singing mein wo bhakti aur spirituality nahi hai, isliye main in sabse anurodh karta hun,thoda gaane ka composition alag kariye ,to baht hi achha hoga​@@souravideo5885

  • @sapnaraula4796
    @sapnaraula4796 11 месяцев назад +3

    Prbhu eai gita madhyama re samsta ku bujhiba pai daya karantu Amen praise the lord 🙏

  • @SunitaKlimma-ll6dw
    @SunitaKlimma-ll6dw 11 месяцев назад +4

    Praise the lord God bless you all the team. Beautiful song.🎉

  • @pintupani3784
    @pintupani3784 11 месяцев назад +8

    Praise the Lord 🙏 wonderful song and voice proud of you donton sir and Salman bhai, God bless you all production team

  • @RomansKochap
    @RomansKochap 11 месяцев назад +1

    Mind blowing song praise the lord

  • @bunnapardhan077
    @bunnapardhan077 10 месяцев назад +2

    Bhauta sundhra hei chi Gita Prabhu Amiti niya pai jisu jaga taku asile Amen God 🙏🙏🙏🙏❤️❤️❤️❤️❤️

  • @jkmishalofficial4223
    @jkmishalofficial4223 11 месяцев назад +5

    So beautiful song
    All glory to God
    God bless you

  • @charancharan755
    @charancharan755 11 месяцев назад +2

    Good Luck 🤞🎉 Thanks goes to Glory of Jesus

  • @rajkishorbag2409
    @rajkishorbag2409 11 месяцев назад +6

    Praise the lord very nice song 👌

  • @CREATION321
    @CREATION321 11 месяцев назад +4

    3:00 - 3:26, 4:53 - 5:18 ଯେତେ ଶୁଣିଲେ ବି ମନ ଭରୁ ନାହିଁ ..😢 God bless you entire team 🎉❤

    • @paulsalmanchristian9834
      @paulsalmanchristian9834  11 месяцев назад

      All glory to Almighty God Amen 🙏🏻
      Praise the Lord 🙏🏻✝️❤️
      Thank you so much bhai 🙏🏻😇

  • @gapipal3057
    @gapipal3057 11 месяцев назад +5

    Wonderful song,Superb singing by both singer. Biblical lyrics, heart touching composition and brilliant music arrangement. God bless you all.

  • @jeebanjena5322
    @jeebanjena5322 11 месяцев назад +3

    Praise the lord 🙏, super duper so beautiful song music singing all is super super duper

  • @TunaBenia
    @TunaBenia 11 месяцев назад +3

    Praise the Lord heart touch with outstanding song Salman brother God bless you both abundantly 🙏🙏⛪⛪⛪⛪♥️♥️

  • @BhaskarHabada-td6bq
    @BhaskarHabada-td6bq 2 месяца назад +4

    Bahuta vala boli thiba ru thanks singers

  • @honey693
    @honey693 11 месяцев назад +6

    Nice song God bless you both Donton and Salman ❤

  • @pruthirajofficial2816
    @pruthirajofficial2816 11 месяцев назад +6

    Superb voice Brother & i love lyrics 🙏🙏🙏

  • @ajitkumarmanobadha3017
    @ajitkumarmanobadha3017 11 месяцев назад +5

    Very sweet song with a very important message. Thank you Donton and Team.

  • @sumitkhillo2760
    @sumitkhillo2760 13 дней назад +1

    Bohut bholo heichi gito, praise the lord, God bless you,

    • @paulsalmanchristian9834
      @paulsalmanchristian9834  13 дней назад

      @@sumitkhillo2760 All glory to Almighty God amen 🙏🏻
      Thank you Soo much 🙏🏻😇❤️

  • @ranjitkumbhar7727
    @ranjitkumbhar7727 11 месяцев назад +3

    Best geeta hei6i sir ❤❤❤praise the Lord &God bless all of you guys

  • @SouraBeatsofficial
    @SouraBeatsofficial 11 месяцев назад +2

    Absolutely Beautiful Songs Special Thank You So Much Asheem Mam With Salaman Sir

  • @enashdigal9274
    @enashdigal9274 11 месяцев назад +3

    hallelujah glory to God. Nice song

  • @hrudayanandabebarta5084
    @hrudayanandabebarta5084 7 месяцев назад +3

    Mind blowing singing babu glory to God

  • @sobulanbhuyan8067
    @sobulanbhuyan8067 11 месяцев назад +3

    Very nice lyrics and voice .God bless all of you.

  • @akshaypalofficial6245
    @akshaypalofficial6245 11 месяцев назад +4

    Praise the Lord
    Heart touching song ❤

  • @santwana7164
    @santwana7164 11 месяцев назад +2

    Praise the Lord. Nice God bless you

  • @MahimaBud-lg4ys
    @MahimaBud-lg4ys 6 месяцев назад +2

    Praise the lord 🙏

  • @samadhan2559
    @samadhan2559 7 месяцев назад +3

    Nicely Sung !
    And composition and lyrics is outstanding!!

  • @Salimstar141
    @Salimstar141 11 месяцев назад +4

    Superb and nice composition
    Nice singing
    🎉❤❤❤

  • @nathanpani9928
    @nathanpani9928 11 месяцев назад +3

    Outstanding music bapi Guru God bless ❤❤❤🙏🙏🙏🙏

  • @RickEdla
    @RickEdla 11 месяцев назад +4

    Very good music. Super jodi. God bless all and specially aseema for sang this beautiful song

  • @anoshbhuyan3004
    @anoshbhuyan3004 11 месяцев назад +3

    Wow superb lyrics and composition God bless you all team

  • @jikhariyanayak7072
    @jikhariyanayak7072 11 месяцев назад +5

    Praise the lord brother
    Too good composition and singing
    Lots of love and respect for this song ❤❤❤❤

  • @dipuparichhaa4376
    @dipuparichhaa4376 11 месяцев назад +2

    Nice Sunday dhamaal Christian song 👍👍👍👍👌👌👌👌

  • @deeptiproduction
    @deeptiproduction 11 месяцев назад +9

    Once again 🎉 to Donton & Salman for this beautiful song

  • @amirsurya1552
    @amirsurya1552 11 месяцев назад +6

    Nice song praise the lord 👏👏👏👏 👏👏🙏

  • @chitaranjaniraulo
    @chitaranjaniraulo 11 месяцев назад +5

    Praise the Lord,Indeed its a beautiful song. Paul Babu sung superbly like professional singer.May God bless you more and more.

  • @andrewofficial2623
    @andrewofficial2623 8 месяцев назад +3

    ବହୁତ ସୁନ୍ଦର ଗୀତ,ଥରେ ଶୁଣିଲେ ମ୍ବାରମ୍ବାର ଶୁଣିବାକୁ ଇଚ୍ଛା ଲାଗୁଛି। ପ୍ରଭୁଙ୍କ ଗ୍ୟୋରବ ହେଉ

  • @correctingspiritually2001
    @correctingspiritually2001 11 месяцев назад +6

    Right meaningful and full of biblical doctrinal Christian song. I liked it. Glory to God. May God bless you richly Donton bro.

  • @johnlimma4235
    @johnlimma4235 11 месяцев назад +7

    Praise the LORD.
    Too good..
    JESUS has blessed u dear Salman brother with a aroma voice.
    May God continue to bless and use you for his glory..

  • @arjunmineka3826
    @arjunmineka3826 10 месяцев назад +2

    Very nayc song byuti full song think you madam ❤, and bro

  • @subhasatv
    @subhasatv 11 месяцев назад +6

    ❤🎧💖
    God bless you All 🙏

  • @KiranTandi-rb8uu
    @KiranTandi-rb8uu 9 месяцев назад +2

    Praise the lord . God bless you all

  • @AppuJana-gv3mx
    @AppuJana-gv3mx 28 дней назад +1

    Nabin nabin joy jesu amen amen

  • @JayadevNayak-bn4dz
    @JayadevNayak-bn4dz 6 месяцев назад +3

    Wow bahut sundar heichi gito praise the lord

  • @smidhsahu1002
    @smidhsahu1002 11 месяцев назад +4

    You are both...good singer. .continue to ...together. ..so nice song..and..u both...wonderful. .and hearttouching song

  • @simonsabar7488
    @simonsabar7488 12 дней назад +1

    Very nice voice and song. God bless you brother and sister.

  • @jsmylove
    @jsmylove 8 месяцев назад +1

    Wonderful song thanks to all team members Especially to Sister Archana Paddy May God bless her and use her for God's glory

  • @BikashSamad-g6l
    @BikashSamad-g6l 4 дня назад +1

    Amen amen

  • @JohnsonSurya-en1vt
    @JohnsonSurya-en1vt 11 месяцев назад +5

    We Are proud of you Salman Sir❤️❤️❤️❤️🙏🙏🙏

  • @golapipal2138
    @golapipal2138 11 месяцев назад +3

    Ha mo Prabhu dine bichara karibaku asibe tq sis gita madhyamare janei thibaru

  • @Udaybabu-z3k
    @Udaybabu-z3k 11 месяцев назад +2

    Praise the Lord,song has beautiful

  • @stylestudiomusic4u
    @stylestudiomusic4u 11 месяцев назад +3

    Nice bro bahut badhiya heichhi nice tune and Lyrics sing is wonderful....

  • @Jiremiyavspuspa1432
    @Jiremiyavspuspa1432 11 месяцев назад +5

    So beautiful song Amen