Special Story | Differently-Abled Boy Constructs Mini Chariot Of Lord Jagannath | Odisha

Поделиться
HTML-код
  • Опубликовано: 10 сен 2024
  • Special Story | Differently-Abled Boy Constructs Mini Chariot Of Lord Jagannath | Odisha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 1,7 тыс.

  • @DipakKumar-nx7vk
    @DipakKumar-nx7vk 3 года назад +82

    ହେ ପ୍ରଭୁ ଜଗନ୍ନାଥ ତାଙ୍କ ଗୋଡ଼ ଟି ଯଦି ଭଲ କରି ଦିଅନ୍ତ ଆମେ ବହୁତ୍ ଖୁସୀ ହୁଅନ୍ତୁ 😭😭😭🙏🙏🙏🙏🙏🙏

  • @ANANTAJENAful
    @ANANTAJENAful 3 года назад +62

    ପକୃତରେ ତମେ ହିଁ କାଳିଆ କୁ ପାଇଛ.... You are great

  • @pujaranipradhan6838
    @pujaranipradhan6838 3 года назад +104

    ପ୍ରଭୁ ତମର ମଙ୍ଗଳ କରନ୍ତୁ ❤️❤️❤️🙏🙏🙏 ଅତି ସୁନ୍ଦର ରଥ ହେଇଛି 🤩😍🥰

  • @lyricistbalaramnayak7762
    @lyricistbalaramnayak7762 3 года назад +11

    ସତରେ ଭକ୍ତର ଭଗବାନ୍ । ବହୁତ୍ ସୁନ୍ଦର । ସେଇ ଭକ୍ତ ର ଦୁଃଖ କୁ ଦୂର କରନ୍ତୁ ପ୍ରଭୁ ଶ୍ରୀ ଜନ୍ନାଥ ।

  • @tusarkanta_sahoo
    @tusarkanta_sahoo 3 года назад +107

    ଅଶାନ୍ତ ମନକୁ କରିଦିଅ ଶାନ୍ତ ଆହେ ପ୍ରଭୁ ଜଗନ୍ନାଥ,
    ତୁମ କୃପା ଥାଉ ସାରା ସଂସାରକୁ,ନିତି ଯୋଡୁଥାଏ ହାତ ।
    ହେ ନୀଳମଣି ଦୟାର ସାଗର,
    ଧନ୍ୟ ପ୍ରଭୁ ତୁମ କରୁଣା ଅପାର,
    ଏ ମନ ମନ୍ଦିରେ ଆସ,
    ପ୍ରଭୁ ହେ ଗଡୁଥାଉ ନନ୍ଦିଘୋଷ।
    ଆହେ କରୁଣାମୟ ଜଗନ୍ନାଥ।🙏🙏

  • @akashbadaik5779
    @akashbadaik5779 3 года назад +9

    ହେ ପ୍ରଭୁ ତମର ଏ କି ଚମତ୍କାର
    ଜୟ ଜଗନ୍ନାଥ

  • @MadhabMotivation
    @MadhabMotivation 3 года назад +139

    ଭାବ ବିନଦିଆ କାଳିଆ ଠାକୁର ।
    ଏହା ହେଉଛି ଭକ୍ତ ଓ ଭଗବାନଙ୍କ ସମ୍ପର୍କ ।
    ଏହିପରି ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ରହିଥାଉ ପ୍ରଭୁ ।🙏

  • @maminasahoo6331
    @maminasahoo6331 3 года назад +40

    ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଏହି ଦ୍ୟିଵାଙ୍ଗ ପିଲାଙ୍କ ପାଇଁ ସମ୍ମାନ ପ୍ରଦାନ କରାଗଲେ ଭଲ ହୁଅନ୍ତା। ହୀରାଲାଲ

  • @Aameodia_1
    @Aameodia_1 3 года назад +66

    ଅଣଚାଶ ବେଳକୁ ଭରସା କେହି ନାହିଁ
    ତୁମ୍ଭେ ଉଦ୍ଧାରନ୍ତା ଅଟ ପ୍ରଭୁ ଭାବଗ୍ରହୀ।। 🙏🏻ଜୟ ଜଗନ୍ନାଥ...🙏🏻♥️♥️♥️

  • @niruparealvloglifestory
    @niruparealvloglifestory 3 года назад +13

    ହେ କାଳିଆ ଠାକୁର ସବୁ ତୋ ଇଚ୍ଛା

  • @swaticreations5358
    @swaticreations5358 3 года назад +106

    କି ସୁନ୍ଦର ଚମତ୍କାର, ମହାପ୍ରଭୁଙ୍କର...
    ୟେ ଦିବ୍ୟାଙ୍ଗ ନୁହନ୍ତି, ଦିବ୍ୟଦ୍ରଷ୍ଟା...!!!

  • @rakeshpani8768
    @rakeshpani8768 3 года назад +17

    Jay Jagannath Swami 🙏
    Blessing You & Your Family.
    🙏Jay Jagannath Swami 🙏

    • @kajena9980
      @kajena9980 3 года назад

      Jay Jagannath 🙏🙏

  • @sadanandamishra6269
    @sadanandamishra6269 3 года назад +306

    ଦିବ୍ୟାଙ୍ଗ ବାଳକ, ପୁଣି ପୂର୍ବରୁ କିଛି ହସ୍ତ କଳା ଥିବାର ସୂଚନା ନାହିଁ;ତେବେ ଏଡେ ସୁନ୍ଦର ବିଗ୍ରହ ଓ ରଥ ଗଢିଲେ କିପରି? ଏହା ନିଶ୍ଚୟ ପୂର୍ବ ଜନ୍ମ ର ସୁକ୍ରୁତ ର ଫଳ। ଵାଳକ ର ଭକ୍ତି ଓ ଅନ୍ତର୍ନିହିତ କଳା କୁ ଶତକୋଟି ପ୍ରଣାମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଓ ଟିଭି କୁ ଧନ୍ଯବାଦ।

  • @jitraytudu9655
    @jitraytudu9655 3 года назад +11

    ନବୀନ ଗଲେ କୁଆଡେ Olympic ଖେଳାଳିଙ୍କୁ 6cr ପର୍ଯନ୍ତ ଦାନ ଏ ଭାଇଙ୍କୁ 1lakh ଦିଅନ୍ତୁ

  • @jambswarchhualsingh6673
    @jambswarchhualsingh6673 3 года назад +101

    ଆମ ଓଡ଼ିଆ,ଭାରି ବଢିଆ,। ଆରେ ଭାଇ ଏତେବଡ଼ କରିବି କାନ୍ଦେ ଇ ଦେଲୁ, ବା ବା ଧନ୍ୟବାଦ ତୁମର ଭକ୍ତି,ମାଡିଚାଲ

    • @jambswarchhualsingh6673
      @jambswarchhualsingh6673 3 года назад +3

      ଭଗବାନ ଆସୁଛନ୍ତି, ବ୍ୟସ୍ତ ହୁଅନା ସିକ୍ରେଟ ଖବର ,ମଡିଚାଲ,ରାଧେ ରାଧେ ଜୟ ଜଗନ୍ନାଥ

  • @BapiDas-ey5kg
    @BapiDas-ey5kg 3 года назад +5

    ସତରେ, ଭାବରେ ବନ୍ଧା କାଳିଆ ଠାକୁର l
    🙏🙏🙏🙏🙏ଜୟ , ଜଗନ୍ନାଥ

  • @pcreation2879
    @pcreation2879 3 года назад +40

    କି ଲିଳା ତୁମର ପ୍ରଭୁ🥰🥰🥰🥰
    ଜୟ ଶ୍ରୀ ଜଗନ୍ନାଥ🌿🌹❤🌹🌿 🙏🙏🙏🙏❤❤❤❤🥰🥰😍😍

  • @bhupeshkarmi7568
    @bhupeshkarmi7568 3 года назад +21

    ୟେ ଯ୍ା ହା କହୁଛି ା ସବୁ ସତ ା ମୁ ଭଲରେ ଜାଣେ ା ଭଗବାନ ଜଗନ୍ନାଥ କିଛି ଅଲୌକିକ ଦେଖାଇଥିବେ ନହେଲେ ଏମିତି ନିଖୁଣ କାରୁକାର୍ଯ ାା ଜୟ ଜଗନ୍ନାଥ ାା

  • @stvodia073
    @stvodia073 3 года назад +119

    ନବୀନ ପଟ୍ଟନାୟକ ଏ ଭାଇଙ୍କୁ ପୁରସ୍କାର ଦେବା ଦରକାର ନିହାତି ଆବଶ୍ୟକ ବୋଲି ମୁଁ କହୁଛି

  • @surajstudio3135
    @surajstudio3135 3 года назад +15

    ଭାବମୟ ହରି ଲିଲାଜେ ତୁମରି,କହିପାରିବିନି କଳ୍ପନା କରି, ଦିବ୍ୟଙ୍ଗ ଭାଇଙ୍କୁ ଦେଲ ଆଶିଷ ,ସରଧରେ ଗଢିଛି ତୁମ ନନ୍ଦିଘସ,🛕 ଗୁଣ୍ଡିଚା ଜାତରେ ବସିବ ରଥରେ, ସେ ଦିବ୍ୟଙ୍ଗ ଭାଇଙ୍କ ବଡ଼ ଦାଣ୍ଡରେ🙏🏼🙏🏼🛕

  • @NirakarsCreativeWorld
    @NirakarsCreativeWorld 3 года назад +64

    JAY jagannath ♥️

  • @narayandalai9799
    @narayandalai9799 3 года назад +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @bhagyadharrana4819
    @bhagyadharrana4819 3 года назад +19

    ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ମୋ କାଳିଆ ସାଆନ୍ତ ର କୃପା ଆପଣଙ୍କ ପରିବାର ଉପରେ ସବୁ ବେଳେ ରହିଥାଉ

  • @GhantibaOdisha
    @GhantibaOdisha 3 года назад +7

    ଜୟ ଜଗନ୍ନାଥ 😭😭😭😭🙏🙏🙏🙏🙏🙏ତୁମର ସତରେ କି ଲୀଳା ପ୍ରଭୂ

  • @ruralcookingreview813
    @ruralcookingreview813 3 года назад +14

    ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ଜୟ ଜଗନ୍ନାଥ 🙏🙏🙏🙏

  • @9xm50
    @9xm50 3 года назад +12

    Jay Jagannath 🔔🙏🔔 Swamy 🙏🔔
    ❤️Love From PuriDham 📿🚩🙏
    🙏🚩पुरीधाम की ओर से ढेर सारा प्यार❤️

  • @specialvlogpr
    @specialvlogpr 3 года назад +82

    ଜୟ ଜଗନ୍ନାଥ (ଇଶ୍ଵର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ)

  • @manojsahu-qy3ik
    @manojsahu-qy3ik 3 года назад +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🚩🚩🚩

  • @Rahul63712
    @Rahul63712 3 года назад +22

    ମୁଁ ତୁମ ହାତ ରଥ ଟଣା ଦେଖିବାକୁ wait କରିଛି 🤩🤩

  • @muodia2002
    @muodia2002 3 года назад +14

    କିଏ କହିଲା ତୂମେ ଦିବ୍ୟାଗଂ ତୁମ ମନ ବଢ ତୁମ ପ୍ରଭୁ ବଢ

  • @manthan.s1354
    @manthan.s1354 3 года назад +12

    *ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏*

  • @pehchanparesh3180
    @pehchanparesh3180 3 года назад +30

    ଲୋମ ଟାଙ୍କୁରୀ ଉଠୁଛି ରେ କଳା ସାଆନ୍ତେ 🙏🙏🙏କି ଲିଳା ତୋର 😭😭😭 କିଛି ତ ଗୋଟେ କାରଣ ପାଇଁ ତୁ କରୋନାକୁ ହଟାଉନୁ ଜାଣିଶୁଣି ନହେଲେ ତୋ ଭଳି ଜଗତର ନାଥ ପାଖେ ଏ କରୋନା କ'ଣ ଯେ !!!!

  • @rabinarayanpradahan9380
    @rabinarayanpradahan9380 3 года назад +37

    🙏 ଜୟ ଜଗନ୍ନାଥ 🙏

    • @dipikadas1022
      @dipikadas1022 3 года назад

      Jayjagannthswaminayanpathgamivobatime

  • @suryakantamishra4656
    @suryakantamishra4656 3 года назад +3

    ତୁମେ ଧନ୍ୟ 🙏🙏🙏

  • @darlimundavolleyballteam3271
    @darlimundavolleyballteam3271 3 года назад +16

    ଜୟ ଜଗନ୍ନାଥ । ଭଗବାନ ତାକୁ ସବୁବେଳେ ଖୁସିରେ ରଖିଥାନ୍ତୁ।🙏

  • @Weird_odia
    @Weird_odia 3 года назад +4

    Yes, they said very well said. He is the God of Emotions😥🙏

  • @shibashankarbiswal6272
    @shibashankarbiswal6272 3 года назад +6

    May lord Jagannath bless you!

  • @RajendraKumar-fe1cx
    @RajendraKumar-fe1cx 3 года назад +20

    🕉️ଲୀଳାମୟ ହରି ଲୀଳା ଯେ ତୁମରି,,,, ପାରିବେନି କେହି କଳନା କରି🌀ଦିବ୍ୟଙ୍ଗ ଭାଇକୁ ଦେଲ ଆଶିଷ,,, ସରଧା ରେ ଗଢ଼ିଛି ସେ ତୁମ ନନ୍ଦିଘଷ🛕 ଗୁଣ୍ଡିଚା ଜାତରେ ବସିବ ରଥରେ☸️ ନନ୍ଦିଘୋଷ ଗଡିବ ଦିବ୍ୟଙ୍ଗ ଭାଇର ବଡ଼ଦାଣ୍ଡରେ⚛️

  • @ashutosh8139
    @ashutosh8139 3 года назад +4

    Really great yar. I am really proud of him🤗🤗🤗

  • @luzpatriciacastanogiraldo5958
    @luzpatriciacastanogiraldo5958 3 года назад +30

    Pinta muy hermoso que mi Dios lo bendiga siempre 🙇‍♀️🙏👏😇🌺

  • @ms009
    @ms009 3 года назад +13

    Wow... Appreciate your Creativity.You're a blessed child🙏

  • @asutoshbehera7473
    @asutoshbehera7473 3 года назад +14

    ମୁଁ ଭାବୁଛି ଜଗନ୍ନାଥ ପ୍ରଭୁ କହିଲେ ବାବା ତୁ ରଥ ଗଢ଼େ ଆଉ ମତେ ବି ଗଢ଼େ ମୋ ମୂର୍ତ୍ତି ଚାରିଆଡ଼େ ଦେଖା ।

  • @kabudas8617
    @kabudas8617 3 года назад +3

    ହେ ପ୍ରଭୁ ସବୁ ତୁମ ଇଚ୍ଛା....🙏🏿🙏🏿

  • @puspalatabehera9387
    @puspalatabehera9387 3 года назад +9

    କାଳିଆ ସବୁ ତୋର ଲୀଳା 😭😭😭🙏🙏🙏

  • @himansuparida6880
    @himansuparida6880 3 года назад +4

    Koti koti pranam bhai tamaku

  • @sanjayakumar2137
    @sanjayakumar2137 3 года назад +9

    ଜୟ ଜଗନ୍ନାଥ ସ୍ୱାମୀ🙏🏼🙏🏼🙏🏼🙏🏼

  • @narayandalai9799
    @narayandalai9799 3 года назад +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @pujapujari8834
    @pujapujari8834 3 года назад +22

    He prabhu ei bhai ra gada joldi thik kari dia

  • @sujatasethi4302
    @sujatasethi4302 3 года назад +4

    Jai Jagannath Happy ratha Yatra

  • @sksambalpurivideo7570
    @sksambalpurivideo7570 3 года назад +34

    Supar bhai tuma ku bhala ra rakhe thantu jagantha

  • @pabitrasethi5784
    @pabitrasethi5784 3 года назад +1

    Bahut badhia .Jagannath tumar dukha nischay bujhibe...🙏🙏🙏🙏

  • @ashimpandab5030
    @ashimpandab5030 3 года назад +8

    🙏🏼🖤🔥 ଜୟ ଜଗନ୍ନାଥ ସ୍ୱାମି ନୟନପଥଗାମି ଭବ ତୁମେ ।

  • @sujitpanda5640
    @sujitpanda5640 3 года назад +1

    ହେ ମହାପ୍ରଭୂ ଜଗନ୍ନାଥଙ୍କର ଜୟ ହେଉ ହେ ମହାପ୍ରଭୂ ମଣିମା 🙌🙌🙌🙏🙏🙏

  • @ashokpradhan7765
    @ashokpradhan7765 3 года назад +20

    Jay Jagannath 🙏🏻❤️🙏🏻🙏🏻❤️🙏🏻🙏🏻

  • @sourabhmishra1855
    @sourabhmishra1855 3 года назад +2

    Jay Jagannath 🙏

  • @Rahul63712
    @Rahul63712 3 года назад +6

    Jagannath tumaku ଖୁସିରେ ରଖନ୍ତୁ 🙏😍😍

  • @narayandalai9799
    @narayandalai9799 3 года назад +1

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @ashutoshbhoi9366
    @ashutoshbhoi9366 3 года назад +7

    କାଳିଆ ର ଡୋରି ଲାଗିଲା🥰🙏🙏🙏🙏🙏🙏

  • @shubhashankar7516
    @shubhashankar7516 3 года назад +18

    Really, very nice Ratha made by this disabled boy. He needs a award for this 😍🥰😘😊😊

  • @priyankabaral6882
    @priyankabaral6882 3 года назад +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେବ 🙏❤️

  • @kausalya4515
    @kausalya4515 3 года назад +6

    ଅତି ସୁନ୍ଦର ରଥ ହେଇଛି ଜୟ ଜଗନ୍ନାଥ ମହାବାହୁ ଜଗତର ନାଥ କାଳିଆ ସାଆନ୍ତ ତୁମର ସବୁ ଇଚ୍ଛା ଓ ଆକାଂକ୍ଷା ପୂର୍ଣ୍ଣ କରନ୍ତୁ🙏🙏🙏

  • @ssclasses01
    @ssclasses01 3 года назад +4

    Wanderful, Jay Jagannath.

  • @minaketanbaliarsingh9772
    @minaketanbaliarsingh9772 3 года назад +7

    ଜୟ ଜଗନ୍ନାଥ ଭାବ ବିନୋଦିଆ ଭାବର ଠାକୁର

  • @narsingchandi1870
    @narsingchandi1870 3 года назад +2

    Good Job dadaa🙏🙏❤️❤️

  • @sitamkumar8712
    @sitamkumar8712 3 года назад +4

    🙏❤️jay jagannath ❤️🙏
    🙏Sabu sei maha pravu nka ichha 🙏

  • @sanjaycreativeyt9504
    @sanjaycreativeyt9504 3 года назад +2

    ଜୟ ଜଗନ୍ନାଥ 🙏🌺🙏🌺🙏ସ୍ୱାମୀ ନୟନ ପଥଗାମୀ ଭବ ତୁମେ

  • @binaddas1798
    @binaddas1798 3 года назад +7

    Jay jaganatha prabhu tuma shree charane Kati Kati dandabatta

  • @kushireddy7029
    @kushireddy7029 3 года назад

    Video dekhi goosebumps ashila ❤️❤️❤️🙏🙏🙏🙏jai jaganath

  • @BulletrazA2
    @BulletrazA2 3 года назад +12

    🙏🙏🌺🌺🌼🌼ହେ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌺🌺🌼🌼 🙏🙏
    ତୁମର ରଥ ବହୁତ୍ ସୁନ୍ଦର୍ ହେଇଛି ଭାଇ ଭଗବାନ ତୁମର କରନ୍ତୁ

  • @kaviraokavirao1183
    @kaviraokavirao1183 3 года назад

    Haribol Prabu 😍😍😍very nice Jay Jagannath Baladeva Subathra maiya

  • @starempire2800
    @starempire2800 3 года назад

    🙏🌸🌸Jay Jagannath Mahaprabhu Ei Pila Nku Bhala Re Rakhantu🌸🌸🙏

  • @paras1prihan
    @paras1prihan 3 года назад +5

    ଧନ୍ୟ ତୁମେ ଭକ୍ତ ଧନ୍ୟ ତୁମ ଭକ୍ତି

  • @kunaramsing2562
    @kunaramsing2562 3 года назад

    କାଳିଆ ର ଲୀଳା ଅପରମ୍ପlର l ଭକ୍ତ ଭାବେ ବନ୍ଧା କଳା ଠାକୁର l ତୁମକୁ ନିଶ୍ଚିତ ଆଶୀର୍ବାଦ ପ୍ରଦାନ କରିବେ l ଧନ୍ୟ ହେଲୁ ଆପଣଙ୍କ ନୂତନ ଏବଂ ଅନନ୍ୟ ଲୀଳା କୁ ଦେଖି l🙏🙏🙏🙏🙏

  • @gopalpani1456
    @gopalpani1456 3 года назад +6

    ବ୍ରହ୍ମାଣ୍ଡ ଗୋସେଇଁ ଙ୍କ ବିଚିତ୍ର ଲୀଳା 🙏🏻🙏🏻🙏🏻

  • @giridharidas6376
    @giridharidas6376 3 года назад +1

    Jai jagannath 🙏🏻🙏🏻🙏🏻🌹🌹🌹🧡🧡🧡

  • @badalnayak3684
    @badalnayak3684 3 года назад +7

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ 🙏🏿

  • @satyajitbadu3505
    @satyajitbadu3505 3 года назад +1

    Super Jaya jagannatha

  • @Mady231
    @Mady231 3 года назад +8

    Jay Jagannath ❤️❤️❤️

  • @Hkking694
    @Hkking694 3 года назад +2

    Jay jagannath
    Love you moha probhu 🙏🙏🙏

  • @Bikash.singh.vlogs2306
    @Bikash.singh.vlogs2306 3 года назад

    First thanks to otv...jay jagannath prabhu...luha aasigala prabhu

  • @funnytime9733
    @funnytime9733 3 года назад +4

    U r great bro🙏🙏🙏this opportunity may not be in my life, i am proud of you🙏

  • @bhaktibhabana9278
    @bhaktibhabana9278 3 года назад +4

    ଜୟ ଜଗନ୍ନାଥ 🙏🙏🙏❤️❤️❤️❤️

  • @shaktiprasadsahoo6659
    @shaktiprasadsahoo6659 3 года назад +1

    Sabu sei prabhu nka ichha 🙏🏻

  • @biswanathamat4472
    @biswanathamat4472 3 года назад +4

    Jay Jagannath Swami 🙏🙏🙏❤️❤️❤️

  • @Sucharita_lifestyle
    @Sucharita_lifestyle 3 года назад +1

    Jai jagannath 🙏🙏🙏

  • @rojalinsahoo4638
    @rojalinsahoo4638 3 года назад +25

    Lord Jagannath's blessings are definitely with him and all of us..Jay Shree Jagannath Swami🙏💕🙏

    • @nalinkantadas6007
      @nalinkantadas6007 3 года назад

      ଭଗବାନଙ୍କର ଅପାର କୃପାରୁ ଏହା ସମ୍ଭଵପର
      ହୋଇ ପାରିଛି।

    • @pinurout7432
      @pinurout7432 3 года назад

      Jay Jagannath

  • @naikbabu5533
    @naikbabu5533 3 года назад +4

    ଜୟ ଜଗନ୍ନାଥ ସ୍ୱାମୀ ନାୟନା ପଥା ଗାମୀ ଭବ ତୁମେ,

  • @liteshkumar2496
    @liteshkumar2496 3 года назад +2

    Jai Jagannath❤❤🙏🙏🙏

  • @tunasamal9492
    @tunasamal9492 3 года назад +1

    He prabhu Sabu nila Jay jaganntah 🙏🙏🙏🙏🙏🙏🙏🙏

  • @manoj_bhai
    @manoj_bhai 3 года назад +9

    ଏଥର ଆମ ଠାକୁର କବେଳ ପୁରୀରେ ହିଁ, ରହିବେ..ଅନ୍ୟ ଜିଲ୍ଲା କୁ ,ଯିବେ ନାହିଁ...

  • @sadboy_asutosh_love_creati645
    @sadboy_asutosh_love_creati645 3 года назад +4

    ଜୟ ଜଗନ୍ନାଥ i miss you ❤️😭

  • @loryswain8717
    @loryswain8717 3 года назад +4

    ଜୟ ମୋ କାଳିଆ ସାଆନ୍ତ🙏

  • @monalishapanigrahi5373
    @monalishapanigrahi5373 3 года назад

    Wow.. Jagannath tumaku sabubele khusire rakhantu.. Jay Jagannath

  • @subhalaxmimohanty2040
    @subhalaxmimohanty2040 3 года назад +6

    Jay Jagannath ❤️🙏🏻

  • @sankirtangardia7257
    @sankirtangardia7257 3 года назад

    Jayjagarnatha

  • @shubhashreemallik2275
    @shubhashreemallik2275 3 года назад +8

    Jai Jagannath
    🙏🙏🙏🙏
    Stay blessed my brother..
    Do Ratha like this every year 🙏🙏🙏🙏

  • @pradyumnakumarpanda2827
    @pradyumnakumarpanda2827 3 года назад +3

    JAY JAGANNATH SWAMI 🙏🌹❤️

  • @kingkaran-uf8nq
    @kingkaran-uf8nq 2 года назад

    Bohut Sundar heichi
    JAY JAGANNATH 🙏

  • @narayandalai9799
    @narayandalai9799 3 года назад +1

    ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @prasadmajhi5559
    @prasadmajhi5559 3 года назад +5

    🌅 Jay Jagannath 💩 Sundar Kalia Lila 🗽