Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର ଆପଣଙ୍କୁ ସତ କୋଟି ପ୍ରଣାମ 🙏🙏🙏
ସବୁବେଳେ ମନେ ରହିବ ପ୍ରଭାତ ସାର (Miss you sir)
କୋଟି କୋଟି ପ୍ରଣାମ ପ୍ରଭାତ sir 🙏 ଙ୍କୁ 🙏🙏🙏
,ମହାନ କଳାକାରଙ୍କୁ ସର୍ବଦା ଓଡ଼ିଶାର ଜନସାଧାରଣ ମନେ ରଖିବେ।ଜୟ ଜଗନ୍ନାଥ ।
ପ୍ରଭାତ sir 🙏🙏 ଙ୍କୁ କେବେ ଭୁଲି ହେବ ନାହିଁ 🙏🙏sir ଙ୍କ ପାଲା କୁ ମଧ୍ୟ ଭୁଲି ହେବ ନାହିଁ 🙏🙏 ହୃଦୟ ର ଅଦେଖା କୋଣ ରେ ପ୍ରଭାତ sir ରହିଛନ୍ତି 🙏🙏 ଆଜି sir ଆମ ପାଖରେ ନାହାଁନ୍ତି 🙏 କିନ୍ତୁ ତାଙ୍କ ସ୍ମୃତି ସବୁଦିନେ ଆମ ସମସ୍ତଙ୍କ ହୃଦୟ ରେ ରହିଥିବ 🙏🙏🙏
ଆପଣଙ୍କ ର ଆଲୋଚନା,ବ୍ୟାଖ୍ୟାନ ଶୈଳୀ ଅଦ୍ଭୁତ,,,ସତରେ ଆପଣ ସମସ୍ତ ପାଲା ପ୍ରେମୀ ଙ୍କ ହୃଦୟ ରେ ସଦା ସର୍ବଦା ରହିଛନ୍ତି,ରହିବେ, ଆପଣ ଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ,,,,🙏🙏🙏
1555555inches is 555inches of luck dhanaI and 6
ହେ ପ୍ରଭୁ ଜଗନ୍ନାଥ ସ୍ବର୍ଗତ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଙ୍କୁ ଫେରାଇ ଦିଅନ୍ତୁ, ଆମ ଓଡ଼ିଶା ର ପାଲା ଜଗତର ଏକ ହୀରା ଥିଲେ
ଆପଣ ଆମ ଓଡ଼ିଆ ସଂସ୍କୃତି ର ପ୍ରକୃତ ଗାୟକ, ଆପଣଙ୍କ ଶ୍ରୀଚରଣେ କୋଟି କୋଟି ପ୍ରଣାମ🙏🏻🙏🏻🙏🏻🌹🌹🌹
ଆପଣ ଜଣେ ଏମିତି ମହାନ୍ ବ୍ୟକ୍ତି ଯାହାକୁ କେବେ ବି ଭୁଲି ହୁଏ ନାହିଁ 🙏🙏🙏🙏🙏
Bahut sundar......uccha kotira pala .....odisha aeithi Pani garbita
First class pala sir l miss you Odisha Ratnaku Haraila
Alochana sundar. Voice uchakotira. Gabesanatmaka pala. Iswar aauthare ama pakhaku pathantu. 🙏
ସମସ୍ତେ ପାଲା କରୁଛନ୍ତି। ହେଲେ ପ୍ରଭାତ ବାବୁ ଙ୍କ ପାଲା ଅତ୍ୟନ୍ତ ମନ ମୁଗ୍ଧକର। ଏ ଭଳି ଜଣେ କଳାକାରଙ୍କୁ ହରାଇ ଆଜି ପାଲା ଜଗତ ବହୁତ କିଛି ହରାଇଛି।
ମୋ ୫ ବର୍ଷ ବୟସରୁ ମୁଁ ପାଲା ଦେଖି ଆସିଛି। ସୋର୍ଗତ ନିରଞ୍ଜନ କର, ପରମାନନ୍ଦ ଶରଣ, ବୈଷ୍ଣବ ପ୍ରଧାନ , ଜଗନ୍ନାଥ ବେହେରା , ମାର୍କଣ୍ଡେୟ ବାହିନୀପତି ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ ବର୍ତ୍ତମାନ ର ଗାୟକ ସବୁଙ୍କ ପାଲା ମଧ୍ୟ ଦେଖିଛି ଏମାନଙ୍କ ମଧ୍ୟରେ ଏ ଗାୟକ ସୋର୍ଗତ ପ୍ରଭାତ ସାହୁ ଅନନ୍ୟ ।😂❤
ପୁରା ଖାଣ୍ଟି କଥା, ମୁଁ ତାଙ୍କ ପାଲାକୁ ଭୁଲି ପାରୁନି
ଯଦି ପୁନଃରଜନ୍ମ ସତ୍ୟ, ତେବେ ଶତ ଶତ ବାର ଉତ୍କଳରେ ପୁନରଜନ୍ମ ନିଅ ହେ ମହାନ ରତ୍ନ,,,
ପ୍ରଭାତ ବାବୁଙ୍କ ପାଲା ପ୍ରକୃତରେ ଓଡିଶାର ସମସ୍ତ ଗାୟକଙ୍କ ଠାରୁ ଭିନ୍ନ. ଜୟ ଶ୍ରୀ ଜଗନ୍ନାଥ
ପ୍ରଭାତ ଭାଇ ସବୁେବେଳେ ଅମର ,🙏
ଉଚ୍ଚକୋଟୀର ଗାୟକ ହେଉଛନ୍ତି ପ୍ରଭାତ ବାବୁ, ଜୟ ଜଗନ୍ନାଥ 🙏🌹🙏🌹🙏
ଓଡ଼ିଶାରେ ଆଉ ଏଭଳି ଗାୟକ ଜନ୍ମ ନେବା ବହୁତ କଷ୍ଟ. ଆପଣଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେନି. ଓଡ଼ିଶାର ହୀରା ଆଜି ଆଉ ନାଁହାନ୍ତି. ବହୁତ ମନେପଡୁଛି ସାର ଭୁଲିଛଉନି ଆପଣଙ୍କୁ. ପାଲା ଜଗତ ଝୁରୁଛି ଆଜି ଆପଣଙ୍କୁ
Koti koti pranam sorgat prabhat sir nku.
Super duper mind blowing pala heart beet touching Gayak Ratna, Gayak shiromani sh prabhata Kumar shahu thank you very much again thank you Chanel
w
Best Pla GAYAK prabhat sahoo sir miss u ....Jay Jagannath ..RIP..
Luha jhari jaauchi.....he Mahan Atmaa.....Santi Santi Santi
Bichakhyana...Mahan Atmaa....❤
Odishara jane Gayaka Nuhe Palajagatara Jane No1 singer Miss you sir 🥺🥺
ଓଡ଼ିଶାର ଏକ ଭଲ ପାଲା ଗାୟକ ଙ୍କୁ ମୋର ବିଶ୍ବାସ ରହିଛି ସେ ଚିରଞ୍ଜିବୀ। ମୋର ନମସ୍କାର।
Jaha kuhantu sir apankara gaibara style super & voice ta lajwab
Baba aakhadalmani aapnka aatma amar rahu
ପ୍ରକୃତ ରେ ପ୍ରଭାତ ବାବୁ ଙ୍କ ପରି ପାଲା ଗାୟକ ବିରଳ ଆଜି ଆମେ ଅନୁଭବ କରୁଚୁ
Very nice God bless you
Jaya jagannath
🙏🙏🙏❤😭😭😭miss you Bapa
ଦିବଂଗତ ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ପାଲା ଜଗତ ଜଣେ ଉଦୀୟମାନ କଳାକାରଙ୍କୁ ହରାଇ ମ୍ରିୟମାଣ । ଜୟ ଜଗନ୍ନାଥ 🙏🙏🙏
HBNo bhi
@@saratkumarpatra8134 @qq
Very nice pala🙏🙏🙏🙏🙏
ଆପଣ ଜୀବନ ସାରା ମନେ ରହିବେ
Mor Bada Bhai pravat bhainka Ghar prachistare New ghare jatni gogadeithili bhai nku kebhebhuli paribinanhi 🙏🙏🙏🙏🙏
🙏🙏🙏💐💐💐
One of the best pala gayaka ♥️👍🙏 u r great sir 🥰🙏♥️ thank you 🙏🥰💐🙏
Miss you sir
I have not seen such a gayak and his expression what experience in culture
Bahut Sundar upastapana Jay Jagannath satare sir Apana aduitiya
Pala jagatara madhyaan Surya gayak ratna Prabhata Sahoo nka Paralokare Odisha pala Jagatara madhyan suryasabudina pain asta hoigale. Sesare tanka prati moraasrula shradhanjali. Jay Jagannath Swami.
ହେ ଦିବଂଗତ ଆତ୍ମା ଆପଣ ଙ୍କ ଆଶ୍ରିବାଦ ସମସ୍ତ ଯୁବ କଳାକାର ଙ୍କ ଉପରେ ରହୁ 🙏🙏🙏🙏
Hari bol Hari bol
Very very very nice bahut sundar Pala paribesan bahut bahut dhanybad Jay Jagnnath Jay Jagnnath Jay Jagnnath Jay Jagnnath 🌹🌹🌹🌹👃👃👃👃❤❤❤❤👌👌👌👌💓💓💓💓👍👍👍👍🌷🌷🌷🌷🏵🏵🏵🏵🌼🌼🌼🌼🌺🌺🌺🌺💐💐💐💐
No.1
ଆପଣ କାଳ ଜୟ କରିଛନ୍ତି
ମୋ ପାଇଁ ସାର୍ ଜଣେ God
Ati sundar
Wah Chamatkar
Maa Saralanka baraputra Gayak ratna Prabhata Sahoo nkaParalokare tankaprati moragambhir shradhanjali. Krushna Chandra SahooJharada Sadangi DKL
Srj Prabhat Sahoo must be a No. one special class 'PALA' singer in all over Odisha ...🚩🇮🇳💥🌺🌹
a
ଟିକିନା ତ୍ରିପାଠୀ also
Jay jagannath 🙏🙏🙏🙏🙏🙏
Jayl jagannath 🙏🏼🌅🙏🏻
ପ୍ରଭାତ କୁମାର ସାହୁ ଙ୍କ ଆତ୍ମାକୁ ଜୟ ଜଗନ୍ନାଥ ଅମର ରହୁ
Best pala
Jay Jagannath 🙏🙏🙏,Pravat sir nka Atmaku santi dianth.🙏🙏🙏🙏
Pranam
Pravat babu best pala gayak🙏🙏🙏🙏🙏
ଯାହା ଯେମିତି ରେକଡ଼ିଂ କରିଛନ୍ତି ଏମିତି ପାଗଳଙ୍କ ଭଳି କଟିକୁଟି ଦେଇଛ କଣ ପାଇଁ।।।ପ୍ରଭାତ ଭାଇ ତ ବହୁତ ସୁନ୍ଦର କଥା କହିଛନ୍ତି ହେଲେ ସେସବୁ ମୁଁ ପାଇଲିନି
ଆଉ ଆମ୍ଭେ ଦେଖି ପାରିବା ନାହିଁ ମହାଶୟ ଙ୍କ ପାଲକୁ... ଓଡିଶା ମାଟି ଜଣେ ସୁଯୋଗ୍ୟ କଳାକାର କୁ ହରାଇଲା.... 🙏🙏🙏
Un,
@@ghanashyamsahoo515 0p
🙏🏻🙏🏻🙏🏻
Emiti gayaka au milibeni duniare🙏
Om shanti🙏🙏🙏
ମୁଁ ଆପଣଙ୍କୁ ଜମାରୁ ଭୁଲି ପାରୁନି ସାର୍ 🙏🙏🙏🙏ଆପଣଙ୍କ ପାଲା ମୋତେ ବହୁତ ଭଲ ଲାଗେ 🙏🙏🙏 ଆପଣ ଯୋଉଠି ବି ଥାଆନ୍ତୁ ଭଲରେ ରୁହନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
N T P C kaniha Nilambar
f
Jay jagannath
ପ୍ରଭାତ ଭାଇ ତୁମେ ଏତେ ସଚେତନ କଥା କହି ଲବେଲେ ଆପଣ ସଚେତନ ଆଣି ପାରିଲ ନାହିଁ
😊Please , Dr😢😢
ପ୍ରଭାତ ବାବୁ ତମ ପାଲା ପରି ପାଲା ନାହିଁ ମୁଁ ଜାଣି ନ ଥିନି ଜେ ତମେ ଏ ତେ ଜଲଦି ଠକେଇ ଦବ ବୋଲି ଜୟ ଶିବ ଶମ୍ଭୁ
🙏🏻🙏🏻
Jay jagannat
ପ୍ରଭାତ ମୁଁ ଆପଣଙ୍କୁ ଭୃଲି ପାରୁନି
🙏🙏ପ୍ରଣାମ. ଜୟ ଜଗନ୍ନାଥ 😭😭
Pranam sir. You are really Amara.
Jay Guru 🙏🙏🙏 shree shree thakur anukul chandra prathana karuchhi sir attma ku Santi milu .all families members.God bless you.🙏🙏🙏🖕
Jay Baba Satyanarayan Swami sundar paribeshan sir , Aapanankara aatmara sadgati heu
ପ୍ରଦିପ ଲିଭିଗଲା
Ehi pradipa kebe bi livi parena.sie ta chira Amara hoi Jai chhanti sir
Jay jagannath. Achyuta saranam
Very good pala prabhat babu
Great 🙏🙏🙏
Rip sir bahut ucha kotira pala
Super duper Pala
Prabhu apanka atmaku santi diantu
ପାଲା ଜଗତ ପାଇଁ ଅପୂରଣୀୟ କ୍ଷତି
Jay guru
Prabhatabaub.pranama
Jay Jagannath, 🙏🙏🙏
Sirnku koti koti pranam
Extraordinary personality.
Jai jagannath swami ki jai 🙏
I miss you sir
Jay Jagannath
Bbye
Jay jaganna
Sir tuma pada tale ananta koti pranam. aapana mte ete bhala laguchanti je mo sapnare b asileni apana ...🙏🙏🙏
Apananku koti koti pranam❤❤😊,
Bestgayak
କଳାକାର ସଦା ବେଳେ ଅ ମର
Prabhu.jagannathanka.pakhare.etiki.prathana.bhainku.sakti.diantu.bhala.hei.pala.ku.udjibita.karantu
Really sir special i love u.i miss u
Prabhatababupranama
Really I miss u sir
Rip my friend,
Singing style of gayak ratna Prabhat kumar sahu is good , better , best and so separate from all
Very sorry for sad demise of a great pala gayak pravat sahoo.it is a great loss for us.
Yeskhubsunderpala
Ete Dina pare prabhat sahoo nkara gaibare bhul heigala
Verynice 1:18:12 1:18:16
Bahutavala
ସାର ଆପଣଙ୍କୁ ସତ କୋଟି ପ୍ରଣାମ 🙏🙏🙏
ସବୁବେଳେ ମନେ ରହିବ ପ୍ରଭାତ ସାର (Miss you sir)
କୋଟି କୋଟି ପ୍ରଣାମ ପ୍ରଭାତ sir 🙏 ଙ୍କୁ 🙏🙏🙏
,ମହାନ କଳାକାରଙ୍କୁ ସର୍ବଦା ଓଡ଼ିଶାର ଜନସାଧାରଣ ମନେ ରଖିବେ।ଜୟ ଜଗନ୍ନାଥ
।
ପ୍ରଭାତ sir 🙏🙏 ଙ୍କୁ କେବେ ଭୁଲି ହେବ ନାହିଁ 🙏🙏sir ଙ୍କ ପାଲା କୁ ମଧ୍ୟ ଭୁଲି ହେବ ନାହିଁ 🙏🙏 ହୃଦୟ ର ଅଦେଖା କୋଣ ରେ ପ୍ରଭାତ sir ରହିଛନ୍ତି 🙏🙏 ଆଜି sir ଆମ ପାଖରେ ନାହାଁନ୍ତି 🙏 କିନ୍ତୁ ତାଙ୍କ ସ୍ମୃତି ସବୁଦିନେ ଆମ ସମସ୍ତଙ୍କ ହୃଦୟ ରେ ରହିଥିବ 🙏🙏🙏
ଆପଣଙ୍କ ର ଆଲୋଚନା,ବ୍ୟାଖ୍ୟାନ ଶୈଳୀ ଅଦ୍ଭୁତ,,,ସତରେ ଆପଣ ସମସ୍ତ ପାଲା ପ୍ରେମୀ ଙ୍କ ହୃଦୟ ରେ ସଦା ସର୍ବଦା ରହିଛନ୍ତି,ରହିବେ, ଆପଣ ଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ,,,,🙏🙏🙏
1555555inches is 555inches of luck dhanaI and 6
ହେ ପ୍ରଭୁ ଜଗନ୍ନାଥ ସ୍ବର୍ଗତ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଙ୍କୁ ଫେରାଇ ଦିଅନ୍ତୁ, ଆମ ଓଡ଼ିଶା ର ପାଲା ଜଗତର ଏକ ହୀରା ଥିଲେ
ଆପଣ ଆମ ଓଡ଼ିଆ ସଂସ୍କୃତି ର ପ୍ରକୃତ ଗାୟକ, ଆପଣଙ୍କ ଶ୍ରୀଚରଣେ କୋଟି କୋଟି ପ୍ରଣାମ🙏🏻🙏🏻🙏🏻🌹🌹🌹
ଆପଣ ଜଣେ ଏମିତି ମହାନ୍ ବ୍ୟକ୍ତି ଯାହାକୁ କେବେ ବି ଭୁଲି ହୁଏ ନାହିଁ 🙏🙏🙏🙏🙏
Bahut sundar......uccha kotira pala .....odisha aeithi Pani garbita
First class pala sir l miss you Odisha Ratnaku Haraila
Alochana sundar. Voice uchakotira. Gabesanatmaka pala. Iswar aauthare ama pakhaku pathantu. 🙏
ସମସ୍ତେ ପାଲା କରୁଛନ୍ତି। ହେଲେ ପ୍ରଭାତ ବାବୁ ଙ୍କ ପାଲା ଅତ୍ୟନ୍ତ ମନ ମୁଗ୍ଧକର। ଏ ଭଳି ଜଣେ କଳାକାରଙ୍କୁ ହରାଇ ଆଜି ପାଲା ଜଗତ ବହୁତ କିଛି ହରାଇଛି।
ମୋ ୫ ବର୍ଷ ବୟସରୁ ମୁଁ ପାଲା ଦେଖି ଆସିଛି। ସୋର୍ଗତ ନିରଞ୍ଜନ କର, ପରମାନନ୍ଦ ଶରଣ, ବୈଷ୍ଣବ ପ୍ରଧାନ , ଜଗନ୍ନାଥ ବେହେରା , ମାର୍କଣ୍ଡେୟ ବାହିନୀପତି ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ ବର୍ତ୍ତମାନ ର ଗାୟକ ସବୁଙ୍କ ପାଲା ମଧ୍ୟ ଦେଖିଛି ଏମାନଙ୍କ ମଧ୍ୟରେ ଏ ଗାୟକ ସୋର୍ଗତ ପ୍ରଭାତ ସାହୁ ଅନନ୍ୟ ।😂❤
ପୁରା ଖାଣ୍ଟି କଥା, ମୁଁ ତାଙ୍କ ପାଲାକୁ ଭୁଲି ପାରୁନି
ଯଦି ପୁନଃରଜନ୍ମ ସତ୍ୟ, ତେବେ ଶତ ଶତ ବାର ଉତ୍କଳରେ ପୁନରଜନ୍ମ ନିଅ ହେ ମହାନ ରତ୍ନ,,,
ପ୍ରଭାତ ବାବୁଙ୍କ ପାଲା ପ୍ରକୃତରେ ଓଡିଶାର ସମସ୍ତ ଗାୟକଙ୍କ ଠାରୁ ଭିନ୍ନ. ଜୟ ଶ୍ରୀ ଜଗନ୍ନାଥ
ପ୍ରଭାତ ଭାଇ ସବୁେବେଳେ ଅମର ,🙏
ଉଚ୍ଚକୋଟୀର ଗାୟକ ହେଉଛନ୍ତି ପ୍ରଭାତ ବାବୁ, ଜୟ ଜଗନ୍ନାଥ 🙏🌹🙏🌹🙏
ଓଡ଼ିଶାରେ ଆଉ ଏଭଳି ଗାୟକ ଜନ୍ମ ନେବା ବହୁତ କଷ୍ଟ. ଆପଣଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେନି. ଓଡ଼ିଶାର ହୀରା ଆଜି ଆଉ ନାଁହାନ୍ତି. ବହୁତ ମନେପଡୁଛି ସାର ଭୁଲିଛଉନି ଆପଣଙ୍କୁ. ପାଲା ଜଗତ ଝୁରୁଛି ଆଜି ଆପଣଙ୍କୁ
Koti koti pranam sorgat prabhat sir nku.
Super duper mind blowing pala heart beet touching Gayak Ratna, Gayak shiromani sh prabhata Kumar shahu thank you very much again thank you Chanel
w
Best Pla GAYAK prabhat sahoo sir miss u ....Jay Jagannath ..RIP..
Luha jhari jaauchi.....he Mahan Atmaa.....Santi Santi Santi
Bichakhyana...Mahan Atmaa....❤
Odishara jane Gayaka Nuhe Palajagatara Jane No1 singer Miss you sir 🥺🥺
ଓଡ଼ିଶାର ଏକ ଭଲ ପାଲା ଗାୟକ ଙ୍କୁ ମୋର ବିଶ୍ବାସ ରହିଛି ସେ ଚିରଞ୍ଜିବୀ। ମୋର ନମସ୍କାର।
Jaha kuhantu sir apankara gaibara style super & voice ta lajwab
Baba aakhadalmani aapnka aatma amar rahu
ପ୍ରକୃତ ରେ ପ୍ରଭାତ ବାବୁ ଙ୍କ ପରି ପାଲା ଗାୟକ ବିରଳ ଆଜି ଆମେ ଅନୁଭବ କରୁଚୁ
Very nice God bless you
Jaya jagannath
🙏🙏🙏❤😭😭😭miss you Bapa
ଦିବଂଗତ ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ପାଲା ଜଗତ ଜଣେ ଉଦୀୟମାନ କଳାକାରଙ୍କୁ ହରାଇ ମ୍ରିୟମାଣ । ଜୟ ଜଗନ୍ନାଥ 🙏🙏🙏
HB
No bhi
@@saratkumarpatra8134 @qq
Very nice pala🙏🙏🙏🙏🙏
ଆପଣ ଜୀବନ ସାରା ମନେ ରହିବେ
Mor Bada Bhai pravat bhainka Ghar prachistare New ghare jatni gogadeithili bhai nku kebhebhuli paribinanhi 🙏🙏🙏🙏🙏
🙏🙏🙏💐💐💐
One of the best pala gayaka ♥️👍🙏 u r great sir 🥰🙏♥️ thank you 🙏🥰💐🙏
Miss you sir
I have not seen such a gayak and his expression what experience in culture
Bahut Sundar upastapana Jay Jagannath satare sir Apana aduitiya
Pala jagatara madhyaan Surya gayak ratna Prabhata Sahoo nka
Paralokare Odisha pala
Jagatara madhyan surya
sabudina pain asta hoigale.
Sesare tanka prati mora
asrula shradhanjali.
Jay Jagannath Swami.
ହେ ଦିବଂଗତ ଆତ୍ମା ଆପଣ ଙ୍କ ଆଶ୍ରିବାଦ ସମସ୍ତ ଯୁବ କଳାକାର ଙ୍କ ଉପରେ ରହୁ 🙏🙏🙏🙏
Hari bol Hari bol
Very very very nice bahut sundar Pala paribesan bahut bahut dhanybad Jay Jagnnath Jay Jagnnath Jay Jagnnath Jay Jagnnath 🌹🌹🌹🌹👃👃👃👃❤❤❤❤👌👌👌👌💓💓💓💓👍👍👍👍🌷🌷🌷🌷🏵🏵🏵🏵🌼🌼🌼🌼🌺🌺🌺🌺💐💐💐💐
No.1
ଆପଣ କାଳ ଜୟ କରିଛନ୍ତି
ମୋ ପାଇଁ ସାର୍ ଜଣେ God
Ati sundar
Wah Chamatkar
Maa Saralanka baraputra Gayak ratna Prabhata Sahoo nka
Paralokare tankaprati mora
gambhir shradhanjali.
Krushna Chandra Sahoo
Jharada Sadangi DKL
Srj Prabhat Sahoo must be a No. one special class 'PALA' singer in all over Odisha ...🚩🇮🇳💥🌺🌹
a
ଟିକିନା ତ୍ରିପାଠୀ also
Jay jagannath 🙏🙏🙏🙏🙏🙏
Jayl jagannath 🙏🏼🌅🙏🏻
ପ୍ରଭାତ କୁମାର ସାହୁ ଙ୍କ ଆତ୍ମାକୁ ଜୟ ଜଗନ୍ନାଥ ଅମର ରହୁ
Best pala
Jay Jagannath 🙏🙏🙏,Pravat sir nka Atmaku santi dianth.🙏🙏🙏🙏
Pranam
Pravat babu best pala gayak🙏🙏🙏🙏🙏
ଯାହା ଯେମିତି ରେକଡ଼ିଂ କରିଛନ୍ତି ଏମିତି ପାଗଳଙ୍କ ଭଳି କଟିକୁଟି ଦେଇଛ କଣ ପାଇଁ।।।ପ୍ରଭାତ ଭାଇ ତ ବହୁତ ସୁନ୍ଦର କଥା କହିଛନ୍ତି ହେଲେ ସେସବୁ ମୁଁ ପାଇଲିନି
ଆଉ ଆମ୍ଭେ ଦେଖି ପାରିବା ନାହିଁ ମହାଶୟ ଙ୍କ ପାଲକୁ... ଓଡିଶା ମାଟି ଜଣେ ସୁଯୋଗ୍ୟ କଳାକାର କୁ ହରାଇଲା.... 🙏🙏🙏
Un,
@@ghanashyamsahoo515 0p
🙏🏻🙏🏻🙏🏻
Emiti gayaka au milibeni duniare🙏
Om shanti🙏🙏🙏
ମୁଁ ଆପଣଙ୍କୁ ଜମାରୁ ଭୁଲି ପାରୁନି ସାର୍ 🙏🙏🙏🙏ଆପଣଙ୍କ ପାଲା ମୋତେ ବହୁତ ଭଲ ଲାଗେ 🙏🙏🙏 ଆପଣ ଯୋଉଠି ବି ଥାଆନ୍ତୁ ଭଲରେ ରୁହନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
N T P C kaniha Nilambar
f
Jay jagannath
ପ୍ରଭାତ ଭାଇ ତୁମେ ଏତେ ସଚେତନ କଥା କହି ଲବେଲେ ଆପଣ ସଚେତନ ଆଣି ପାରିଲ ନାହିଁ
😊
Please
, Dr😢😢