Ye duniya, ye dharti ajeeb hai, pure duniya ghumne ke baad bhi pata nahi chalta hai ki, ye hai kya. Fir bhi insaan apna anusandhan aap jaise mahan himmatwale log jaari rakhte hein. Aap jaise logon ke wajah se duniya ke kai unsuni undekhi chijen logon ke saamne prakat ho rahi hai. Sach me duniya kitne vichitra hai. Lav bhai, aap ko sat sat naman 🙏❤️🇮🇳
I am also big fan from Mayurbhanj,Rairangpur .Laba dada please come to goa state. There are very famous popularity place and mostly beautiful nice beach🏖 all over the world.
ଦେଖିବା ଆମ ଜାତୀୟ ପତାକା(🇮🇳)ପାଇଁ କେତେ ଜଣ ଲାଇକ୍ କରୁଛନ୍ତି👍👍ଜୟ ହିନ୍ଦ୍🇮🇳
Tame like neijaucha naa😊😊
Puja sobu ❤ neijauchi
I love you darling chumaa 😘
Bhai amiti sabubele sarala santa sabubele ruha jete uparaku gale bi Hindu culture ku vuliba nahi
🙏JAI HIND ✊
କିଏ କିଏ ଚାହୁଁଛ କି ଲବଭାଈ ଙ୍କର ସବୁ ଭିଡ଼ିଓ 1million ଟାରୁ ବେଶୀ views ଯିବା ଦରକାର 👍 ଜୟ ଜଗନ୍ନାଥ ❤️
Bhai mubi chahuchi Laba bhai ra views 1 million heijao
🙏🙏
Jay Jagannath bhai mote subscribe kara bhai mora Choto channel ku 😢🙏
@@sarbeswarasisa1810 youtube.com/@shibasingshibasing-z1v?si=u-RMuVpwHJIYJkBX
ଲବ୍ ଭାଇ ଆମ ଓଡ଼ିଆ ର ଗର୍ବ ସେଥିପାଇଁ ଆମେ ତାଙ୍କୁ suppurt କରିବା like ମାଧ୍ୟମ ରେ
Laba bhai odia 😁😁
Kab hua yeh 😅😅
@@BaskeyAnantaବିଦେଶୀ କି 😅
@ଜଗବନ୍ଧୁ ଆ ଚେକ୍ କରିବା ପାଇଁ
ବାଣ୍ଡ ଚେକ୍ କର
ଧନ୍ୟବାଦ ବାଦ୍ ଲବ ଭାଇ ଏହି ସବୁ ବାଇବଲ ତଥ୍ୟ ଅଟେ ତୁମର ତଥ୍ୟ ଦ୍ବାରା ଅଧିକ ଜାଣିବାକୁ ପାଇଥିବାରୁ ଧନ୍ୟବାଦ
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତମର ସହିତ ରୁହନ୍ତୁ
Tama population kichi adhika heigalani. Jay Jagganath
World 🌎 ର ସବୁଠୁ ଅଧିକ population Christian ମାନେ ହିଁ ଅଛନ୍ତି । Google re ଯାଇ search କର । ବୋଧେ ଜାଣିନଥିଲ ।
କରୋଖିଆ ଖ୍ରୀଷ୍ଟିଆନ୍ ଫୁସି ଏଣା
Converted😂
@@lipunkumardas727tamar problem kana 😂
ମୃତ ସାଗର ବିଷୟ ବାଇବଲ ରେ ବର୍ଣ୍ଣିତ ହେଇଛି । ଏହି ଭିଡ଼ିଓ ଦେଖେଇ ଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।
ତୁମ ଟାଇଟେଲ ରୁ ଜଣା ପଡୁଛି ତୁମେ ପ୍ରଥମେ ହିନ୍ଦୁ ଥିଲ... ଗୀତା ମହାଭାରତ ରାମାୟଣ ରେ ସମଗ୍ର ପୃଥିବା କଥା ଲେଖା ହେଇଚି. ପୁଣି ଥରେ ହିନ୍ଦୁ ଧର୍ମ କୁ ଫେରି ଆସ..
ଭାଇ ମୁଁ ଆପଣଙ୍କ ଧର୍ମ କୁ ଓ ବିଶ୍ୱାସକୁ ସମ୍ମାନ କରେ, କିନ୍ତୁ ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ମୋର ପ୍ରେମ ଏକ ବ୍ୟକ୍ତିଗତ ପସନ୍ଦ ଯାହା ମୋତେ ଜୀବନରେ ଶାନ୍ତି ଏବଂ ଆନନ୍ଦ ଦେଇଛି । ଧନ୍ୟବାଦ୍ 🙏
Bheja ta kie khai deichhhi 😂@@rupeshnayak6290
ନିଜ ଇଚ୍ଛା.....
Kn kuha hoichhi
ବହୁତ ବଢିଆ ମଜା ଲାଗିଲା ଏହି ଭିଡିଓ ଟି, ଈଶ୍ବରଙ୍କ ଅଦ୍ଭୁତ ରଚନା କରିଛନ୍ତି, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଏମିତି ହସଖୁସିରେ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
ଜୟ ଶ୍ରୀ ରାମ ବିଚିତ୍ର ଦୁନିଆ ଈଶ୍ବରଙ୍କ ଅଦ୍ଭୁତ ରଚନା ଧନ୍ଯବାଦ ଲବବେଟା କନ୍ଧମାଳ ରୁ ଦେଖୁଛି❤❤❤❤❤❤
Mu bi Kandhamal Daringabadi ru
୨କାଶ୍ମୀରୁ ଭାଇ
Bhi mu be dekhichi ଟିକାବାଲି ru
ଭାଇ ମୁଁ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳ ରୁ
Raikia ❤
Bahut sundar heichi 👍
Ye duniya, ye dharti ajeeb hai, pure duniya ghumne ke baad bhi pata nahi chalta hai ki, ye hai kya. Fir bhi insaan apna anusandhan aap jaise mahan himmatwale log jaari rakhte hein. Aap jaise logon ke wajah se duniya ke kai unsuni undekhi chijen logon ke saamne prakat ho rahi hai. Sach me duniya kitne vichitra hai. Lav bhai, aap ko sat sat naman 🙏❤️🇮🇳
Bhai vala vala video dekhhauchh thank you
📍Egypt (Pyramid) ଯାଆନ୍ତୁ ଭାଇ. 🤗♥️
Bhut bhl lagila bhai👌👌👌❤️❤️❤️
ଲବଭାଇ, ଆପଣଙ୍କୁ ବହୁତ ଧନ୍ୟବାଦ୍, କାରଣ ଆପଣ ବାଇବଲ ରେ ଯେଉଁ ସବୁ ବିଷୟମାନ ଲେଖା ଯାଇଛି ସେସବୁ ଜାଗା ସବୁକୁ ଯାଇ ଭିଡ଼ିଓ କରୁଛ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ,
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗୁଛି । ଧନ୍ୟ ରେ ପୁଅ କେତେ ବିଦେଶ ବୁଲୁଛୁ।
ଭାଇ ଏମିତି ଭିଡିଓ ତୁମ ପାଇଁ ଦେଖିବାକୁ ମିଳୁଛି ତ ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ ❤❤🙌🙌💪💪🥰🥰💯💯
Jay Jagannath bhai mote subscribe kara bhai mora Choto channel ku 😢🙏
Very nice video bhi thank you so much
ଲବ ଭାଇ ଆପଣ ଭାବି ନିଅ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ବ୍ୟକ୍ତି ଗତ ଜୀବନ ଓ ନିଜ ପରିବାର କୁ ଆଶିର୍ବାଦ ଓ ଅନୁଗ୍ରହ କଲେଣି । ଆପଣ ଇସ୍ରାଏଲ ର ଯେଉଁ ଜାଗା ରେ ବି ବୁଲୁଛନ୍ତି ପବିତ୍ର ବାଇବଲ ରେ ସମସ୍ତ ବିଷୟ ଲେଖା ଅଛି । ଆପଣ ପ୍ରକୃତ ରେ ଭାଗ୍ୟବାନ......
Ane Adibashi Lokahoi sara wold re travelling karuchhanti seithipai tumaku dhanyabad
ଲବ ଭାଇ ପ୍ରଭୁ ଯୀଶୁ ଆପଣଙ୍କୁ ବହୁତ ଆଶ୍ରିବାଦ କରନ୍ତୁ ଆହୁରି ଏହିପରି ନୂଆ ନୂଆ ଦେଶ ଦେଖିବାକୁ ପ୍ରଭୁ ସାହାଯ୍ୟ କରନ୍ତୁ...
Jay shree ram 🚩🚩🚩
Vdo jane karuchi.. Tame like nejaucha naa 😊
ସମୟ ଅଛି ପୁଣି ଥରେ ହିନ୍ଦୁ ଧର୍ମ କୁ ଫେରି ଆସ.. ସେ ଖ୍ରୀଷ୍ଟିଆନ ମାନଙ୍କୁ ତାଙ୍କ ପଇସା ଚାଉଳ ମୁହଁରେ ଫିଙ୍ଗିଦିଅ
Jai shree Ram
Jay shree ram
ବହୁତ ସୁନ୍ଦର ଲବ ଭାଇ ❤️
ଅଜବ ଜିନିଷ ଦେଖାଉଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ଲବ ଭାଇ ❤u
ଲବ ଭାଇ ସେ ଯୋଉ jumping style ପାଣି ଭିତରେ ସାଙ୍ଗକୁ camera ମୋଷ୍ଟ୍ ଲାଗିଲା ସେଇ scene ଟା ମୋତେ ବୋହୁତ love ୟୁ ଲବ ଭାଇ 💪
Lord Jesus Christ is coming back amen🙏🙏 Amen🙏 Amen❤❤❤ God bless you Lobo babu❤
Nice video brother 😮❤❤❤😊Jay jagannath 🙏🙏🙏🙏🙏
ଲବ ଭାଇ ଆପଣ ଙ୍କୁ ଭହୁତ ଧନ୍ୟବାଦ ଆପଣ ଅଛ ଭଳି ଭାହାର ଦୁନିଆ ଦେକି ପାରୁଚୁ ❤❤❤🎉🎉🎉🙏😘🙏
Very nice.. ବହୁତ୍ ବଢିଆ ଲାଗିଲା ଭିଦିଓଟି
Galili samundar khushi lagila dekhi ki , dhanyawad Bhai 🙏❤
ଲବ ଭାଇ ଙ୍କୁ କିଏ କିଏ ଭଲପାଉଚ Like ଗୋଟେ ହଉ ❤😢
ଭଲଲାଗିଲା ଡେଡସି ର ଗାଧୁଆ ଭିଡିଓ
ଜୟ ଜଗନ୍ନାଥ
Good odisha vlogr..laba Hansda 😊❤
From ବଲାଙ୍ଗୀର ❤️❤️❤️ଜୟ କୋଶଲ
ଜୟ କୋଶଲ
Jay koshal
ଜୟ କୋଶଳ
Jay koshal
Bala kashala hare sala jadi balangir koshal kahuju odisha pila ku comment karuju ame janichhu balangir odisha re murkha sala
ଭେରି ନାଇସ୍ ଭିଡିଓ ଲବଭାଇ ❤❤❤
Lord Jesus Christ is coming back amen 🙏 ✝️🙏 God bless you lobo bhai
ଜୟ ଜଗନ୍ନାଥ ଲଭ ଭାଇ 🙏🙏🙏🙏👍👍👍👍
Video ଅତି ସୁନ୍ଦର ଥିଲା
❤ beautiful video bahut sundar lagila thanks for sharing God bless you
ଜୟ ଜଗନ୍ନାଥ ଭାଇ ବହୁତ୍ ସୁନ୍ଦର
From Bargarh ❤ ❤
ଶ୍ରୀ ରାମଚନ୍ଦ୍ର ଙ୍କ ଭକ୍ତ କିଏ ସବୁ ଅଛ ଲାଇକ୍ କର👍👍ଜୟ ଶ୍ରୀ ରାମ୍🚩
ଜୟ ଶ୍ରୀ ରାମ 🙏🙏🙏
ମୁଁ ରାବଣ ଭକ୍ତ
Mu shiba bakta
2GB ram
ଜୟ ଜଗନ୍ନାଥ
Pura mast heichhi laba bhai❤❤❤
Bahut khub ,nyc video👌😍💐
Wooo
Absolutely amazing place,
Love you Laba brother ❤️❤️❤️
ଜୟ ଜଗନ୍ନାଥ 🙏🙏🙏🙏🙏ବହୁତ ଭଲ ଲାଗିଲା ପାଣିରେ ଭାସିବାର ଦେଖି ❤️❤️1❤️❤️❤️❤️❤️❤️❤️❤️❤️❤️
Jay Jagannath bhai mote subscribe kara bhai mora Choto channel ku 😢🙏
ବହୁତ ଖୁସ୍ ଲାଗିଲା ଲଵ ଭାଇ ,,
ଜୟ ଜଗନ୍ନାଥ ❤❤❤❤ ଲବ ଭାଇ
11.30 ro katha ଟl dill ku touch ❤kala❤❤❤ur great 👍😃
ଭାଇ ସତୋରେ ବୁଡାଉ ନାହିଁ 👌👌👌
Love from ବଲାଙ୍ଗୀର ଜୟ କୋଶଳ jai MAA samalae
Video ଦେଖିଲା ପରେ ବହୁତ୍ ଭଲ ଲାଗୁଚି ଲବ ଭାଇ
ବହୁତ ସୁନ୍ଦର ଭିଡିଓ ହୋଇ ଛି ଧନ୍ଯବାଦ ❤❤
Jay Jagannath bhai mote subscribe kara bhai mora Choto channel ku 😢🙏
ଭାଇ ଭିଡିଓ ଦେଖିଲୁ ଭଲ ଲାଗିଲା ❤❤ଜୟ ଜଗନ୍ନାଥ 👍👍 ଧନ୍ୟବାଦ
Jay Jagannath bhai mote subscribe kara bhai mora Choto channel ku 😢🙏
video bahut bhala hai chi❤❤❤
Thanks vai 👍 bahut badhiya ❤
ଜୟ ଜଗନ୍ନାଥ ମୁ ବାଲେଶ୍ଵର ରୁ ବହୁତ ସୁନ୍ଦର ମୁଁ ଭାବୁଛି ଆହୁରି ଦେଶରେ ବୁଲ
Bahut sundar laba beta
Ha ha very interesting video. I liked it. Enjoyed a lot.
Koraput ରୁ କିଏ କିଏ ଦେଖୁଛ 👍 କର
Kou block bro
Ku block bruhh
@@bhaskarnayak24 Pottangi
Hi❤
Borigumma ru kie acha like
ଭାଇ ସତରେ ଆପଣ ବହୁତ ମୋହନ ଜୟ ଜଗନ୍ନାଥ 🙏⭕❗⭕🙏
Swiming pool re video shoot super location 🎉🎉🎉
ସଦାପ୍ରଭୁ ତୁମ୍ଭକୁ🙌 ବହୁଲ ରୂପେ ଆସିବାଦ କରତୁ ଆମେନ୍
ଲବ ଭାଇଙ୍କ ମଙ୍ଗଳ କିଏ କୁ ସବୁ ଚାହୁଁଛ ଲାଇକ୍ କର👍👍
❤ᱥᱟᱹᱜᱩᱱ ᱡᱚᱦᱟᱨ❤
ମୃତ୍ୟୁ ସମୁଦ୍ର ବିଷୟରେ ଜାଣି ଖୁସି ଲାଗିଲା ।
Bahut Sundar video Bhai ❤❤❤❤ Jai jagannath
Lord shree jagannath always bless u. jay jagannath
Jaha hou Bhai tuma pain aame ate sabu beautiful places dekhibaku pauchu, , may God bless you ❤❤❤❤❤, Smita from bhadrak ,t q bro
😮😮😮😮😮😮😮😮ଆଜି ଦେଖୁଚି ଏମିତି ସମୁଦ୍ର ଧନ୍ୟବାଦ ଲବ ଭାଇ ଦୁନିଆ ଦେଖାଉଛ 🙏❤️❤️❤️
ମୋ ପରି କିଏ କିଏ ଲଭ ଭାଇଙ୍କ video ଦେଖି ବାକୁ excitement ରହି ଥାଓ।
Bahut sundar place panire basichhanti adbhuta samudra... thank you.jai jagganatha 🙏🏻🙏🏻
Love you laba dada my balangir ru dekhchhi
ଧନ୍ୟ ବାଦ bro ସବୁ information ଦଉଚ
Wow amazing vlog unbelievable 😮 very nice vedio thila sir 😊😊😊😊♥️♥️♥️♥️♥️♥️
ବହୁତ ବହୁତ ଧନ୍ୟବାଦ ଓଡ଼ିଆ ପୁଅକୁ ସତ ସତ ଧନ୍ୟବାଦ୍ ଜଣାଉଛୁ ଆଜି ଆମେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଦିଗକୁ ଦେଖାଉଛୁ
Thank you Bhai super very nice
ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, 🙏ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ଜୟଶ୍ରୀ ରାମ ଲବ ଭାଇ
Dilse Love U ଭାଇ ❤❤❤
TQ so much laba bhai❤️❤️❤️❤️❤️🥰🥰ete Sundar place dekhei ba pain ..God bless you bhai
Jay Jagannath 🙏 my Full support
ଆମ ଓଡ଼ିଶା ର ଗର୍ବ ❤.... 🙏⭕‼️⭕ଜୟ ଜଗନ୍ନାଥ ⭕‼️⭕🙏
I'm waiting 4 ur vdo .. everyday lobo bhai ... U be always happy and safe ... it's my prayer to God .. Lot's of love ❤️
Love you bro ❤❤❤👍👍👍👍... ମୁ ସବୁ ବେଳେ ତମୋ ଭିଡିଓ dekuchi 👍🥰🥰
jay Jagannath 🙏🏻bhai ☺️
ଲବ ଭାଇ ବହୁତ ସୁନ୍ଦର ଭିଡ଼ିଓ
From Keonjhar ❤🤗❤ Jay Jagannath ⭕❗⭕
Very nice you are brave hearted guy,💪💪💪💪
ବହୁତ୍ ସୁନ୍ଦର୍ ଭିଡିଓ ଭାଇ ଜୟ ଜଗନ୍ନାଥ
Jay Jagannath bhai mote subscribe kara bhai mora Choto channel ku 😢🙏
Very nice video laba bhai
Jay jagarnath ❤
I am also big fan from Mayurbhanj,Rairangpur .Laba dada please come to goa state. There are very famous popularity place and mostly beautiful nice beach🏖 all over the world.
Very nice video bhai jai jagannath 🙏🚩🙏
Thanks love bhai aamaku nuaa nuaa duniaa dekhau thibaru gard bless you ❤❤❤
Fantastic heichi ai video Labo dada 🎉🎉🎉🎉🎉🎉
ଲବ ଭାଇ ସତରେ ଆପଣଙ୍କ ପାଇଁ ଆମେ ପୃଥିବୀର ଏତେ ଅଶ୍ହର୍ଯ୍ୟ ଦେଖି ପାରୁଛୁ ଭାଇ। ତମେ ଓଡ଼ିଶାର real। ହିରୋ ଆପଣଙ୍କୁ ହୃଦୟରୁ ନମସ୍କାର
Dada mora first view o like
ମୋତେ ଭାରି ଭଲ ଲାଗିଲା ମୁଁ କେବେବି ଏ ସବୁ ଦେଖିପାରିନଥାନ୍ତି ଆପଣଙ୍କୁ ଧନ୍ୟବାଦ ଭାଇ ଆପଣ ଦେଖେଇ ଦେଲେ ଜୟ ଜଗନ୍ନାଥ 🙏⭕❗⭕🙏
Nice laba bhai
Bhai mu apanka video dekhi mu bi bahut mojja nauchi😊😊😊😊😊😊❤❤❤❤❤
Jay shree jagannath 🙏🙏🙏
Bahut bhala lagila video
Bhai tume bahuta enjoy karucha 😢 amoku vi daako😅