No provision for ‘creamy layer’ in reservation for SC/STs in Constitution: Centre || Kalinga TV

Поделиться
HTML-код
  • Опубликовано: 3 ноя 2024

Комментарии • 721

  • @laxmidharjena7759
    @laxmidharjena7759 2 месяца назад +11

    ତମେ ତମ ଝିଅକୁ ପାଣ ସଂପ୍ରଦାୟରେ ବାହାଘର କରିବ କି? ଦଳିତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେବ କି?

  • @mrjitendralife
    @mrjitendralife 2 месяца назад +23

    ଯଦି କୋଟା ଉଠିବ ତାହେଲେ ବାଂଲାଦେଶ ପରି ଭାରତରେ ବି ନିଆଁ ଜଳିବ.... 💪

  • @pkkanshine9674
    @pkkanshine9674 2 месяца назад +116

    ବିଭୂତି ବାବୁ ତମେ ଆଗ ବ୍ରାହ୍ମଣ ମାନଙ୍କ ର ସଂରକ୍ଷଣ କୁ ଆଗ ହିନ୍ଦୁ ମନ୍ଦିରରୁ ହଟେଇ ଦିଅ। କାରଣ ସେମାନେ ହଜାର ହଜାର ବର୍ଷ ଧରି ସେଥିରୁ ରୋଜଗାର କରୁଛନ୍ତି। ଏବଂ ନିଜକୁ ହିନ୍ଦୁ ଧର୍ମର ଶ୍ରେଷ୍ଠ କହୁଛନ୍ତି। ହିନ୍ଦୁ ମନ୍ଦିରରେ SC/ST ମାନଙ୍କୁ ସଂରକ୍ଷଣ ଦିଆଯାଉ। DNA ଆଧାରରେ ଆର୍ଯ୍ୟ ମାନଙ୍କୁ ଚିହ୍ନଟ କରାଯାଉ 👍। ମୋର ଅନୁରୋଧ ଆପଣ ଭଲଭାବରେ ସମ୍ବିଧାନ କୁ ପଢନ୍ତୁ। ଆପଣ ଜ୍ଞାନ ବହୁତ କମ୍।

    • @ssr1vlogsandvideos
      @ssr1vlogsandvideos 2 месяца назад +11

      @@pkkanshine9674 ହଁ ଠିକ୍ କହିଛନ୍ତି ଆଜ୍ଞା, ଏମାନେ ହଜାର ହଜାର ବର୍ଷ ଧରି ଅନ୍ଧ ବିଶ୍ୱାସ ସୃଷ୍ଟି କରି ଆଉ ଡ଼ରେଇକି ଗାଦି ମାଡ଼ିବସିଛନ୍ତି ସେଇଟା ଆଉ ଏମାନଙ୍କ ଆଖିକୁ ଦିଶୁନି !??!!..ସେ ଜାଗାକୁ SC,ST ମାନଙ୍କୁ ଛାଡ ଦେଖିବା କେତେ କାଢ଼ୁଆ.ସବୁ ତୁମେ ??!!??... ଖାଲି ଚାକିରୀ ରେ SC,ST ପାଇଗଲେ ବୋଲି ବାଧି ଯାଉଚି । ଏଠି ବି ସବୁ ଖାଇବେ ବୋଲି ଚାହୁଁଛନ୍ତି ପରା ସର୍ବଗିଳା ଦଳ !!!... ଆରେ ମୂର୍ଖ ଦଳ (ଯୋଉ SC,ST reservation against) total 100 ରୁ SC, ST ମିଶିକି କେତେ ନେଉଛନ୍ତି ଆଉ ତୁମେ (ସର୍ବ ଗିଳା) କେତେ ନଉଚ ସେଇଟା ଦେଖ ରେ ଆଗ ।

    • @sunititoppolyfstle4121
      @sunititoppolyfstle4121 2 месяца назад +2

      Right brother

    • @Srusti880
      @Srusti880 2 месяца назад +1

      ❤❤🎉🎉

    • @sunilnanda9943
      @sunilnanda9943 2 месяца назад

      Tu mukha ta ki

    • @sunilnanda9943
      @sunilnanda9943 2 месяца назад +1

      Vote lagi party mane daruchan. Poor ST SC benifit deba katha

  • @ssr1vlogsandvideos
    @ssr1vlogsandvideos 2 месяца назад +70

    ଶ୍ରୀଯୁକ୍ତ ଚୌଧୁରୀ ମହାଶୟ ଦୟାକରି କହିବେ କି 70 ବର୍ଷରେ କଣ ଜଣଙ୍କର 5/6 ପିଢୀ ହେଇଗଲାଣି ??? ନା 2ପିଢୀ ବି ସମ୍ପୁର୍ଣ୍ଣ ହେଇନି ?? ଆପଣ ଜଣେ ଉଚ୍ଚ ଶିକ୍ଷିତ ଆଉ ଆଇନଜୀବୀ ହିସାବରେ ଏମିତି କେମିତି ମନ୍ତବ୍ୟ ରଖି ପାରୁଛନ୍ତି ?? ଆପଣଙ୍କୁ କଣ ହିସାବ ଜଣା ନାହିଁ ??

    • @santalSocialstar3372
      @santalSocialstar3372 2 месяца назад +10

      Emane sahi paru nahanti
      Je chota jati aji ete upar ku uthi gale

    • @bikashsahu4503
      @bikashsahu4503 2 месяца назад

      ଯେଉଁ ପରିବାର ସବୁ reservation ଫାଇଦା ନେଉଛନ୍ତି ସେଇ ପରିବାର ସବୁ ହିଁ ପାଇ ଚାଲିଛନ୍ତି।ଆଉ ପଛୁଆ ଅସହାୟ sc,st କଣ ସବୁଦିନ ଏମିତି ପଡ଼ି ରହିଥିବେ????

    • @narayansethi5961
      @narayansethi5961 2 месяца назад

      Thik kahile bhai​@@santalSocialstar3372

    • @debashismallick8149
      @debashismallick8149 2 месяца назад +2

      Aei hela aemana nka buddhi... Aemane chahunchanti ki SC ST loka mane tanka gulam heiki ruhantu boli.

    • @rabindrajena2927
      @rabindrajena2927 2 месяца назад

      ଖାଲି ଆଇନ୍ ପଢ଼ି ଦେଲେ ଜ୍ଞାନୀ ହେଇ ପାରନ୍ତି ନାହିଁ। ବାହ୍ୟ ଜଗତରୁ ଅନେକ ଜ୍ଞାନ ଆହରଣ କର, ତା ପରେ ମତାମତ ରଖିବ। ଅଜ୍ଞାନୀ ଓକିଲ

  • @Universal.Vlog4u
    @Universal.Vlog4u 2 месяца назад +12

    ଯଦି SC/ST Caste reservation ହଟେଇଦେବ ତାହେଲେ ସବୁ ମନ୍ଦିରରୁ ବ୍ରାହ୍ମଣ ମାନେ ପିଢ଼ି ପିଢ଼ି ଧରି ପୂଜା କରୁଛନ୍ତି ତାଙ୍କୁ ବି ମନ୍ଦିରରୁ ହଟାଇ ଦେଇ SC/ST ମାନଙ୍କୁ posting ଦିଆଯାଉ...
    ଆଉ ହଁ....
    ଶ୍ରୀଯୁକ୍ତ ବିଭୂତି ଭୂଷଣ ଚୌଧୁରୀ...ଆପଣକଂ ଝିଅ ଯଦି SC/ST ପୁଅ କୁ ବିବାହ କରିବାକୁ ଚାହିଁବ ତାହେଲେ କଣ ତାକୁ ତୁମେ ଅନୁସୂଚିତ ଜନଜାତି ଘରେ ବାହା କରିବେ????? ନାହିଁ ନା..... ତ ସେହିପରି Caste system ଛୁଆଁ ଅଛୁଆଁ , ଉଚ୍ଚ ନୀଚ ଭେଦଭାବ ଯେବେ ଯାଏ ସମାଜରେ ଥିବା ସେବେ ଯାଏ Caste reservation ରହିବା ନିହାତି ଜରୁରୀ....

  • @harekrushnahotta2072
    @harekrushnahotta2072 2 месяца назад +2

    ସୁପ୍ରିମକୋର୍ଟ ର ବୋଧେ ବୁଦ୍ଧି ହଜିଗଲା। ମରନ୍ତୁ ସେହି ଗରୀବ ଆଦିବାସୀ ହରିଜନ ଭାଇ ଭଉଣୀ
    ଭଉଣୀ ମାନେ ସବୁ ସୁଜଗ ନିଅନ୍ତୁ ସେହି ଧନୀ
    ଆଦିବାସୀ। ହରିଜନ ଭାଇ ଭଉଣୀ ମାନେ ତାଙ୍କୁ
    ଯଦି ଏଥିରେ ଦୁଃଖ ନାହିଁ କାରଣ ସେମାନଙ୍କୁ ଗରିବ ହୋଇ ରହିବାକୁ ଭଲ ଲାଗୁଛି ତେଣୁ ସୁପ୍ରିମ କୋର୍ଟ ତାଙ୍କରାୟକୁ ଫେରେଇ ନିଅନ୍ତୁ।

  • @mohanmahanandia8594
    @mohanmahanandia8594 2 месяца назад +28

    ଯଦି ଜଣେ I A S ପାଇଗଲା ତ କ’ଣ ସେ ବ୍ରାହ୍ମଣ ହୋଇ ଯାଉଛି କି ? ଯେ ତାର ପରିବାର ସହ ବ୍ରାହ୍ମଣ ପରିବାର ମଧ୍ୟ ରୋଟି ବେଟୀ ସମ୍ବନ୍ଧ କରିବାକୁ ଆଗେଇ ଆସୁଛନ୍ତି ? ଏହି ଆରକ୍ଷଣ ଜାତି ଆଧାରିତ , ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜାତି ରହିବ ସେତେ ଦିନ ପର୍ଯ୍ୟନ୍ତ ଆରକ୍ଷଣ ରହିବ।

    • @srmallick9296
      @srmallick9296 2 месяца назад

      Bilkul

    • @citizenrayagada2037
      @citizenrayagada2037 2 месяца назад

      Tu to Hindu nuha Christian heichhu aau reservation kan maguchhu

    • @biswajitbarik5675
      @biswajitbarik5675 2 месяца назад

      Why should a Christian get reservation? Casteism is a Hindu social practice.

  • @trilochantrilochan7707
    @trilochantrilochan7707 2 месяца назад +4

    ଆଗରେ ମନ୍ଦିରରୁ ପଣ୍ଡାମାନଙ୍କୁ ବାହାର କର ୨୦୦୦ ବର୍ଷ ହେଲା ବସିଲେଣି ଏବେ ଆଦିବାସୀ ବସନ୍ତୁ

  • @dhirendrakumarmalik3730
    @dhirendrakumarmalik3730 2 месяца назад +57

    ଭାରତରେ ପ୍ରଥମେ କଳଙ୍କିତ ଜାତିପ୍ରଥା କୁ ହଟାଯାଉ । ଜାତି ପ୍ରଥାକୁ ଉଠାଇ ଦିଆଗଲେ ସଂରକ୍ଷଣ ଆପେ ଆପେ ଅକାମୀ ହୋଇପଡିବ। ଆଉ ଯଦି ଯେତେ‌ ଦିନ ପଯ୍ୟନ୍ତ ଜାତିପ୍ରଥା ରହିବ ତେବେ ସେତେ ଦିନ ଯାଏଁ ସଂରକ୍ଷଣ ରହିଥିବ ।ଜୟ ଭୀମ, ନମୋ ବୁଦ୍ଧାୟ, ଜୟ ସମ୍ବିଧାନ,ଜୟ ଭାରତ....

    • @ReenaMurmu-bf1gh
      @ReenaMurmu-bf1gh 2 месяца назад +1

      Jati jadi uthijiba India ra culture sarijiba ..au culture ru bajay rakhiba pai Amara gurujana Mane amaku adesh dionti.amara kartabya culture ku bacheiki rakhibu

    • @pramilapati3181
      @pramilapati3181 2 месяца назад +1

      @@ReenaMurmu-bf1gh kan culture sarijiba ? Does indian culture depend upon caste ? Our culture varies from religion to religion . Hmm gote gote karya tk apat sepat heipare as like dasaha kriya ( after death which systems are obeyed) . I don't think anything more is affected through it

    • @manishamajhi9872
      @manishamajhi9872 2 месяца назад

      100% right katha
      Jadi ST /SC cota uthai pariba nahi
      Agami dinare Bangladesh pari heba

    • @ganeshchoudhury943
      @ganeshchoudhury943 2 месяца назад

      ପଛୁଆ ବର୍ଗ ସଂରକ୍ଷଣ ରୁ ମଧ୍ୟ କ୍ରିମିଲୟେର ଉଠାଯାଉ l

    • @pramilapati3181
      @pramilapati3181 2 месяца назад

      @@ganeshchoudhury943 kan pain creamy layer uthajiba ? Jie IAS , OAS , minister , officer etc etc dignified post re achhanti semananka pila kan pain reservation re job paiba ? Without money re form pakeiba ? Au jane gariba general pila kan pain suffer heba ?

  • @jayadevbehera2568
    @jayadevbehera2568 2 месяца назад +5

    ଚୌଧୁରୀ Sir ପଇତା ଦେହରୁ ବାହାର କରି ଫିଙ୍ଗି ଦିଅ।

  • @Bighappy888
    @Bighappy888 2 месяца назад +49

    ବ୍ରାହମଣମାନଙ୍କ ମଧ୍ୟ ରେ ସ୍ବଛଳ ବର୍ଣ ବାହାର କରା ଜାଉ

    • @surajkumarbehera7771
      @surajkumarbehera7771 2 месяца назад

      EWS achi general pila nka pai jouta kebala general pila ews pai apply kari paribe ...sc st ki obc pila ews under re asu nahanti

    • @surajkumarbehera7771
      @surajkumarbehera7771 2 месяца назад

      EWS option achi

    • @Amazingindia_1287
      @Amazingindia_1287 2 месяца назад

      ବ୍ରାହ୍ମଣ ମାନଙ୍କର DNA test କରାଯାଇ ।ସେମାନେ ମୁଲାନିବାସୀ , ନା ବିଦେଶୀ ଆଗ ଯାଞ୍ଚ ହଉ ।।।ତାପରେ ନାଗରିକତା ଦିଆଯାଉ ।।ଇଂରେଜ ମୋଗଲ ମାନଙ୍କ ପରି ୟେ ବି ଗୋଟେ ବିଦେଶୀ ଯିଏ ହଜାର ହଜାର ବର୍ଷ ଧରି ଶୁଦ୍ର, ଅଟିଶୁଦ୍ର ଙ୍କୁ ଗୋଲାମ ବନେଇ ରଖିଛି

    • @Oavian-y2s
      @Oavian-y2s Месяц назад

      They are already in general category

  • @OdishabhimArmy
    @OdishabhimArmy 2 месяца назад +36

    ବାବା ସାହେବ Dr b r Ambedkar ଆମ sc st ସମାଜ କୁ ଯେଉଁ ଅଧିକାର ଦେଇ କି ଯାଇଛନ୍ତି ଏ ମନୁ ବାଦି ମାନେ ଯେତେ ଚେଷ୍ଟା କଲେବି Sc St ମାନ ଙ୍କ ର ଅଧିକାର କୁ ଛଡେଇ ପାରିବେନି jay bhim 🙏 Jay sanvidhan 🙏

    • @debashismallick8149
      @debashismallick8149 2 месяца назад +2

      Bhim babu hin SC/ST category ku belong karu thile au se hin Constitution baneichanti au sei hisab re desha agauchi. Ae supreme court ra justice mane b sei hisab re chalibaku badhya karana bhim babu nka valia knowledge aemananka ra hei nahin.

    • @sunititoppolyfstle4121
      @sunititoppolyfstle4121 2 месяца назад +2

      Jai bheem jai sambhidhan 🙏

    • @manjitabhoi9388
      @manjitabhoi9388 2 месяца назад +2

      Jay bhim

  • @prativamallik8999
    @prativamallik8999 2 месяца назад +15

    ଏ ଆଇନିଜୀବୀ ନା ଆଉ କଣ ମୋତେ ତ ତାଙ୍କ କଥା ବାର୍ତ୍ତା ରୁ କାଇଁ ଲାଗୁନି।
    Mr. Chaudhuri ଆପଣ ଆପଣଙ୍କ ପୁଅ କିମ୍ବା ଝିଅ କୁ sc କିମ୍ବା ST ପରିବାରରେ ବିବାହ କରିପାରିବେ କି?
    ଆଉ ଗୋଟେ କଥା reservation ବ୍ୟବସ୍ଥା ଟା caste ନା economic basis ରେ ହୋଇଥିଲା ସେ କଥା ବି ଯାଞ୍ଚ କରନ୍ତୁ, ତାପରେ କହିବେ।

    • @sunititoppolyfstle4121
      @sunititoppolyfstle4121 2 месяца назад

      Right

    • @bholanathkanhar4541
      @bholanathkanhar4541 2 месяца назад

      St , sc ଏବେଠୁ ବ୍ରାହ୍ମଣ ପରିବାରରେ ବନ୍ଧୁ ବାନ୍ଧିଲେ ତ??? ବ୍ରାହ୍ମଣ ମାନେ ସହିଲେ ଆମେ ବି ରାଜି ।

  • @dilipkumarmallick3951
    @dilipkumarmallick3951 2 месяца назад +36

    ଚୌଧୁରୀ ମହାଶୟ ଟିକେ କହିବେ କେଉଁ ବଡ଼ ବଡ଼ ପଦବୀ ରେ st ଆଉ sc categary ର ଲକ ଅଛନ୍ତି । ଏମିତିରେ ତୋ ସବୁ ପଦବୀରେ ସବୁ ଜେନେରାଲ ଲକ ହିଁ ଅଛନ୍ତି ହେଲେ ତମେ କୋଉ ହିସାବ ବା ମନ୍ତ୍ୟବ୍ୟ ଦେଉଛ । ଏତିକି ହେଲେ ବି ତମେ sc ଆଉ st ପିଲାଙ୍କୁ ଘୃଣା କରୁଛ ମନେ ଜଣାପଡୁଛି ତମେ କୋଉ categary ର ଲକ ।

    • @pramilapati3181
      @pramilapati3181 2 месяца назад +3

      Achha kehi sc , st loka nahanti . India ra 1st citizen ( president) kan general ?

    • @dilipkumarmallick3951
      @dilipkumarmallick3951 2 месяца назад +8

      @@pramilapati3181 president କେବଳ ନାମକୁ ମାତ୍ର ,ସବୁ ଶାସନ ପ୍ରଧାନ ମନ୍ତ୍ରୀ ଦ୍ଵାରା ପରିଚାଳିତ । ତେଣୁ ତାଙ୍କୁ ସେ ପଦବୀରେ ଅବସ୍ଥାପିତ କରିଛନ୍ତି । ଆଛା ,,,,ତାହାହେଲେ ପ୍ରେସିଡେଣ୍ଟ ଜଣେ st ହେଲେ ବୋଲି କଣ ସବୁ st ପ୍ରେସିଡେଣ୍ଟ ହେଇଗଲେ କି ।ଏମିତି ଏ ଘୃଣା ଭାବ ଯେତେଦିନ ଯାଏ ଥିବା କୋଟା ଲାଗିଥିବ ।

    • @pramilapati3181
      @pramilapati3181 2 месяца назад

      @@dilipkumarmallick3951 by the way , aeta ghruna bhaba nuhen . That may your mentality , not mine . I just argue about equal justice for all categories in every fields like job , education etc etc

    • @dilipkumarmallick3951
      @dilipkumarmallick3951 2 месяца назад +5

      @@pramilapati3181 ମହାଶୟା ଟିକେ କହିବେ କି every field ରେ equal କେମିତି ହବ ,sc ଆଉ st ଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ , ଛୁଆଁ ଅଛୁଆଁ ଭେଦ ଭାବ ,ଉଚ୍ଚ ନୀଚ , ଇତ୍ୟାଦି ଇତ୍ୟାଦି ।ଏଇଟା ଘୃଣା ନୁହେଁ ତୋ ଆଉ କଣ । ହେଲେ ଆଉ equal ହେଲା କେତେବେଳେ ।

    • @pramilapati3181
      @pramilapati3181 2 месяца назад

      @@dilipkumarmallick3951 sc, st mandira jaunahanti ?

  • @kishormahanandia5575
    @kishormahanandia5575 2 месяца назад +5

    Sc -St ସଂରକ୍ଷଣ ପାଇଁ ବ୍ରାହ୍ମଣ ମାନଙ୍କୁ କାହିଁକି ବାଧୁଛି

    • @pramilapati3181
      @pramilapati3181 2 месяца назад

      Because semane sabubele neglected heuchhanti . Cutoff 90% , seat puni reserved but candidates bahut . Job pain hairana heuchhanti

  • @ssr1vlogsandvideos
    @ssr1vlogsandvideos 2 месяца назад +64

    ଚୌଧୁରୀ ମହାଶୟ ଆପଣଙ୍କ ମନ୍ତବ୍ୟରେ "ଉଚ୍ଚବର୍ଣ୍ଣ" ଶବ୍ଦଟି use କଲେ ଏଥିରୁ ଆପଣଙ୍କ ମାନସିକତା ଆଉ ଶିକ୍ଷିତ ପଣିଆର ପରିଚୟ ଜଣାପଡ଼ିଯାଉଚି। ଆପଣଙ୍କ ମନରୁ ଆଉ ବକ୍ୟରୁ ଏବେ ଯାଏ ଉଚ୍ଚ ନୀଚ୍ଚ ଭେଦଭାବ ର ସଂକୀର୍ଣ୍ଣ ମନୋଭାବ ଯାଇନି ଆଉ ଆପଣ କଣ ନିଜକୁ ଉଚ୍ଚବର୍ଣ୍ଣ ଆଉ ଶିକ୍ଷିତ ବୋଲି କହୁଛନ୍ତି ??? ଛି ଆପଣଙ୍କର ଏ ପ୍ରକାର ହୀନ ମାନସିକତା ଘୋର ନିନ୍ଦନୀୟ ।

    • @dharanidharsabar8399
      @dharanidharsabar8399 2 месяца назад +2

      Adv Choudury is not eligible to be a lawyer as he didn't know law of Indian constitution.

    • @c.prasad3064
      @c.prasad3064 2 месяца назад +5

      ସମସ୍ତେ କାଇଁ ସମାନ ହେଇପାରିବେନି???... ହେବେ... ଯୋଉମାନେ ନିଜକୁ ଭାବୁଛନ୍ତି ଉଚ୍ଚ ବର୍ଗ ସେମାନେ ତାଙ୍କ ଝିଅଙ୍କୁ.. ନିମ୍ନ ବର୍ଗ ଲୋକଙ୍କୁ ଦିଅନ୍ତୁ ଆଗ... ଆଉ ହିନ୍ଦୁ ମସଜିଦ ଯାଉ.. କ୍ଷୀରିଷ୍ଟିଆନ.. ମନ୍ଦିର.. ଆଉ.. ମୁସଲିମ ଚର୍ଚ୍ଚ ଯାଉ...ଆଉ choudhury ମହାଶୟ ତୋମେ ଜାଣିପାରୁଥିବ ଆମେ କଣ କହିବାକୁ ଚାଁହୁଛେ ତେଣୁ ତୁମେ ଆଗ ଆରମ୍ଭ କରିଦିଅ.... ତା ପରେ ସବୁ ସମାନ ହେଇଯିବେ 😆😆😆...ତମେ କେତେ ଆଇନ ଗିଁହଁ ଜଣା ପଡିଯାଉଛି..

    • @Hihgdarlic
      @Hihgdarlic 2 месяца назад

      @@ssr1vlogsandvideos ତୁମେ ବହୁତ ପଢିଛ ନା ଲାଗୁଛି ଅଲଗା କାଷ୍ଟ ରେ ହେଇଥିବ ସେଥିପାଇଁ ବାଧୁଛି ତୁମୋକୁ st sc କଣ ଦାଦନ କୋଟିବା ପାଇଁ ଯିବେ ଆଉ ତୁମେ ମାନେ ବଡ଼ ବଡ଼ ଅଫିସର ହେଇକି ଓଡିଶା କୁ ଗାଣ୍ଡି ମାରିବ ଭାବୁଛନ୍ତି କତେ ପାସେଣ୍ଡ ଆଦିବାସୀ ଲୋକ govement ଜବ ପାଇଛନ୍ତି କହିଲ ଦେଖିଆ ଆଉ ac କତେ ପାସେଣ୍ଡ ଜେନେରାଲ ଆଉ other cast ରିପୋର୍ଟ ଦେଖିକି କଥା ବାର୍ତ୍ତା କରିବ ହେଲା

    • @Hihgdarlic
      @Hihgdarlic 2 месяца назад

      @@ssr1vlogsandvideos ମୁଁ କହିଛି କି ମୁଁ ଉଛ ଶିକ୍ଷା ରେ ଅଛି ଭୁଲି ପାଗଳ ଟାକି ବେ ଆମ ହୋକ ଆମକୁ ଦିୟା ଯିବ ଆଉ ଆଇନ କଥା କଣ କହୁଛୁ ବେ ଆଇନ ଆମକୁ ବି ଆସେ ଲାଗୁଛି ତୁ ଟା ଆମ ମାନଙ୍କୁ ଦେଖିକି ରହି ପାରୁନୁ

    • @ssr1vlogsandvideos
      @ssr1vlogsandvideos 2 месяца назад

      @@Hihgdarlic ଆରେ କାହାକୁ କଣ କହୁଚ ରେ ବାବୁ ??? ମୁଣ୍ଡ ଠିକ୍ ଅଛି ତ ??? ପାଗଳଙ୍କ ଭଳି ପ୍ରଳାପ କଣ କରୁଚ ?? ମୁଁ କାହାକୁ କଣ କହିଛି ଆଗେ ଦେଖ୍ ତାପରେ କଥାବାର୍ତ୍ତା କର ।

  • @RabiJakaka-rd2cr
    @RabiJakaka-rd2cr 2 месяца назад +9

    ସେ ମଗ୍ୟା 6 ଜଣ ମାନଙ୍କ ମଧ୍ୟରୁ କେତେଜଣ ST AC ଥିଲେ ST AC ମାନଙ୍କର ଅବସ୍ଥା କଣ ଜାଣିଛନ୍ତି।ଯଦି କଟା ଉତାଯାଇ ତେବେ ଜାତି ଉଠା ଜ୍ଜାଉ।ଉଚ୍ଚ ବର୍ଣ୍ଣ ନିଚ ବର୍ଣ୍ଣ କହିବେ କି ମହାଶୟ।ଦିନେ ଆସିବ ଭାରତ ମଧ୍ୟ ବଙ୍ଗଳା ପରିସ୍ଥିତି ହେବ।

    • @pramilapati3181
      @pramilapati3181 2 месяца назад

      @@RabiJakaka-rd2cr 7 jana ru jane SC thile ( Justice B. R. Gavai )

  • @wakeupcall926
    @wakeupcall926 2 месяца назад +1

    ପ୍ରକୃତ ରେ ଜଣେ ଗରିବ SC, ST ବ୍ୟକ୍ତିର ଉନ୍ନତି ହେବ, ଯେବେ Income ଅନୁସାରେ ତାଙ୍କୁ କୋଟା ଦିଆ ହେବ . ଗରିବ SC, ST ଭାଇ ଭଉଣୀ ଟେ ସରକାରୀ ଚାକିରୀ ପାଇ ତା ପରିବାର ର ଉତ୍ଥାନ କରିବ. ନହେଲେ ଧନୀ ଲୋକ ଧନୀ ହେଉଥିବ, ଗରିବ ଗରିବ ହୋଇ ରହିଯିବ . Please all sc/ ST brother think on it.

  • @SukruGond-lp5wd
    @SukruGond-lp5wd 2 месяца назад +41

    Central decision is right. Dr babasaheb abmedhkar jindabadh

  • @Hihgdarlic
    @Hihgdarlic 2 месяца назад +82

    SC. ST ଯେମିତି reservation ଅଛି ସେମିତି ରହିବା ଦରକାର ନହେଲେ ଅଗଷ୍ଟ 21 ତାରିଖ ଜବାବ ଦେବା

    • @jkpanda6322
      @jkpanda6322 2 месяца назад +4

      Sabu dina reservation necessary ki?Desa ra Adhogati sure ,Semaananku tax pay karibaare reservation diantu

    • @binaykumarpradhan2200
      @binaykumarpradhan2200 2 месяца назад +6

      10 year pain reservation thila
      Abe 80 year helani.

    • @kuber794
      @kuber794 2 месяца назад

      Right

    • @bidyadharraut55
      @bidyadharraut55 2 месяца назад

      100 % Right

    • @bikashsahu4503
      @bikashsahu4503 2 месяца назад

      ତମେ ବହୁତ ଚାଲାକ୍,ତମେ ପିଢ଼ି ପରେ ପିଢ଼ି ଫାଇଦା ନେବ। ଆଉ ଯେଉଁ ଗରିବ ଅସହାୟ Sc,St ଅଛନ୍ତି ସେମାନେ କଣ ସବୁଦିନ ସେମିତି ଦୁଃଖୀ ପଛୁଆ ହେଇ ଥିବେ କି???

  • @SAHILSANTALVLOG
    @SAHILSANTALVLOG 2 месяца назад +3

    Sc st ଉଠ ଭାଇ ମାନେ ନେହେଲେ ଆଉ sc କି st ଥିଲା ବୋଲି ଚିହ୍ଣ ବର୍ଣ୍ଣ ବି ରହିବନି.... ପ୍ରଥମେ ଜାତି ବ୍ୟବସ୍ଥା ଉଠାଅ... କ୍ୟାବିନେଟ ରେ ନିଷ୍ପତି ନିଅ କି ବ୍ରାହ୍ମଣ ମାନେ ଆଦିବାସୀ କୁ ବିବାହ କରିବା ବୈଧ ବୋଲି ତା ପରେ Crimilayer କରିବ

  • @bikramroutaray935
    @bikramroutaray935 2 месяца назад +74

    ଗୋଟେ ଗରିବ sc କିମ୍ବା st ସେମିତି ଗରିବ ରହିଯିବ... ତାଙ୍କୁ ଯଦି ଠିକ ରେ ଗୁରୁତ୍ୱ ନ ମିଳିବ...

    • @Kahnucharan3002
      @Kahnucharan3002 2 месяца назад +9

      Tame sabu kebe thu sc st pain ଦରଦ ଦେଖାଇ ଲନି

    • @nayansuna2452
      @nayansuna2452 2 месяца назад +2

      ​@@Kahnucharan3002😂😂.. Thik katha pachari chha

    • @User.no.420
      @User.no.420 2 месяца назад +1

      Ekdum thik kahichhanti Bikram bhai🎉🎉🎉🎉

    • @pritiranjanatta9047
      @pritiranjanatta9047 2 месяца назад +5

      Semane Mari jantu.Vote bank secure rahu😂 .Dhani SC/st party ku fund debe.Gareeb sc/st vote debe.

    • @Kimjungun420
      @Kimjungun420 2 месяца назад

      Jeun loka mane dhai sc st thare semane he Fida uthei be,
      Rich sc st chaunahanti ki crmilayer,non creamy layer asu
      Kahi ki na semane maja pauchhanti
      O gariba nku pachha ku theli deuchhanti

  • @subashchandramallik4242
    @subashchandramallik4242 2 месяца назад +2

    ବିରୋଧ କରିବା ପୃର୍ବରୁ ଭାରତ ଅଧିବାସୀ ଆଇନି ଆଗରେ ସମାନ ତ ଭାରତର ସମସ୍ତ ସ୍ଥାବର ସମ୍ପତି ସମାନ ଭାବରେ ବଣ୍ଟଯାଉ ଆଉ ସମସ୍ତେ ସବୁ ସାମାଜିକ କାର୍ଯ୍ୟ କରନ୍ତୁ

  • @Satyamshiblipi
    @Satyamshiblipi 2 месяца назад +7

    Jai br ambedkar sir. Se hi jani bujiparithile ki st sc pila kete sabu kasto pauthile. 🙏🏾🙏🏾🙏🏾. Bohut bohut dhanyabad sir sambidhan banei thibaru. ❤

  • @rostlyx6930
    @rostlyx6930 2 месяца назад +3

    ଶ୍ରୀଯୁକ୍ତ ଚୌଧୁରୀ ବାବୁ ଆପଣ ଏତେ ବଡ ଲକ୍ ହେଇ ଆପଣ ଙ୍କୁ ହିସାବ ବାଣ୍ଡ ଜଣା ନାହିଁ 5-6 ପିଢ଼ି କହୁଛନ୍ତି ଏଟା 3rd ପିଢ଼ି ହବ । ଆଉ କଥା ରହିଲା ମାଘିଆ ତମେ ସବୁ st, sc କୁ କେତେ ସମ୍ନାନ ଦଉଛୋ ଆମେ ଜାଣିଛୁ । NEWS agore କଥା ଚୋଦୁଛୋ ଆଉ society re ଗାଣ୍ଡୀ ମାରୁଛୋ ଛୋଟ ଜାତି ର ଆମେ ସବୁ ଜାଣିଛୁ ସଲ୍ଳା

  • @bravosingh4153
    @bravosingh4153 2 месяца назад +57

    ଲୋକମାନଙ୍କ ପାଖରୁ ମତ ନିଅନ୍ତୁ ମିଡିଆବାଲା। ଏଇଟା ଭାରତ ଦେଶ । ଆଗରୁ ଯେଉଁମାନେ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି ସେମାନେ କଣ ମୂର୍ଖ ଥିଲେ କି ? ନା ଭାଙ୍ଗ ଖାଇକି ଏହି ବ୍ୟବସ୍ଥା ରଖିଥିଲେ କି ? କେତେଜଣ st ଏବଂ sc ପିଲା ବଡ଼ ବଡ ପୋଷ୍ଟରେ ଅଛନ୍ତି କି ? ସବୁ ବଡ଼ବଡ଼ ପୋଷ୍ଟରେ ତ ସାଧାରଣ ବର୍ଗର ପିଲା ।

    • @RamakantaSamarath
      @RamakantaSamarath 2 месяца назад +6

      Adivasi judge desha re kete achanti ?

    • @dilipkumarmallick3951
      @dilipkumarmallick3951 2 месяца назад +4

      ଭାଇ ଯାହା କହିଲ 100% ସତ କଥା । ମୁଁ ଯାହା କହିବାକୁ ଚାହୁଁ ଥିଲି ତମେ କହିଦେଲେ ।

    • @jitendrapradhan3773
      @jitendrapradhan3773 2 месяца назад

      Amara president bodhe general

    • @debasmitabehera5370
      @debasmitabehera5370 2 месяца назад

      ​@@jitendrapradhan3773 president khali nominal head ...

    • @bikashsahu4503
      @bikashsahu4503 2 месяца назад +2

      ଆଉ ସବୁ IAS ରୁ peop ପର୍ଯ୍ୟନ୍ତ ଯେଉଁ sc st ମାନଙ୍କ ପାଇଁ ୫୦ percent reservation post ରଖା ଯାଇଛି ସେଇଥିରେ କଣ ଭୂତ ଚାକିରି କରୁଛନ୍ତି???

  • @mr.giritechnique2524
    @mr.giritechnique2524 2 месяца назад +18

    Bapa Collector Salary 1,50,000 Maa Tahasildar Salary 1,00,000, Total Salary 2,50,000 but Chhua Pachhua Barga bah!! Bah!! re Govt.

    • @pritiranjanatta9047
      @pritiranjanatta9047 2 месяца назад +6

      Sabu vote bank Bhai tu bujhi paribuni 😢

    • @GITAMAHALIK-h5h
      @GITAMAHALIK-h5h 2 месяца назад +1

      Kete ta Loko katha kahuchanti hato ganoti...alpo loko

    • @pritiranjanatta9047
      @pritiranjanatta9047 2 месяца назад +2

      @@GITAMAHALIK-h5h sei hata ganoti ku creamy layer kuhanti.Tanku bahar karidia gale tamar asubidha kn?Na garreba hei rahile bhala laguchi?

    • @Sahu-1980
      @Sahu-1980 2 месяца назад +1

      ​@@pritiranjanatta9047semane nija jatira gariba pila paien school college re gotie seat chhadibaku Raji nuhanti.emiti chakiri ra kn labha.

    • @pritiranjanatta9047
      @pritiranjanatta9047 2 месяца назад

      @@Sahu-1980 Hmm money hai .tamaku kie pachare.😂 Garib marigale b amane tanka pain quota chadibeni.

  • @bikashsahu4503
    @bikashsahu4503 2 месяца назад +21

    ଏହି ନିଷ୍ପତି ଗୋଟେ ପଛୁଆ ଗରିବ sc st ପାଇଁ ଅତ୍ୟନ୍ତ ଦୁଃଖଦାୟକ । ଏ ପଛୁଆ sc,st ସବୁଦିନ ଏମିତି ଦଳିତ ପଛୁଆ ହିଁ ରହିବେ,,ସ୍ୱଚ୍ଛଳ ବର୍ଗ ଏମାନଙ୍କ ହକ ଛଡାଇ ଚାଲିଥିବ । ଗୋଟେ ସ୍ୱଚ୍ଛଳ SC St ଘର ର ପୁଅ ହିଁ ଡକ୍ଟର,Engineer,officer ହେବ ଆଉ ପଛୁଆ ,ପ୍ରକୃତ ଦଳିତ sc st ପିଲା ସେମିତି ଡ୍ରେନ ସଫା କରୁଥିବେ,ମୂଳ ଲାଗି କରୁଥିବେ।
    ସରକାର ନିଜ ଭୋଟ ପାଇଁ ଏମିତି ଅନ୍ୟାୟ କରିବା ଆଦୌ ଗ୍ରହଣୀୟ ନୁହ।

    • @googleindia2454
      @googleindia2454 2 месяца назад

      ଭାଇ ତମୋ କଥାଟା ମୋତେ ପୁରା ଭଲଲାଗିଲା l କାହିଁକି ନା SC/ST ପିଲା ବି Bohut High Family Ru Belong କରନ୍ତି ସେମାନେ କଟା Ro ଲାଭ ଉଠାଉଛନ୍ତି l ଆଉ ଆମେ ଭାଇ (G) ମାରାଏ ହହୁଛୁ ଆଉ 😢 l Na bhai

    • @TapansatapathyTapankumar
      @TapansatapathyTapankumar 2 месяца назад

      A sabu bekar katha, mu ta bhai general cast loka but mu sc loka pakhare kama kari chaluchi

    • @TapansatapathyTapankumar
      @TapansatapathyTapankumar 2 месяца назад

      Job khetra re Sc, st, gen cast nadekhi qualification dekhi job deajeba uchit

    • @TapansatapathyTapankumar
      @TapansatapathyTapankumar 2 месяца назад

      Reservation ra faida uthei bahut loka doctor, engineer hei vul kama karichaalichanti

    • @TapansatapathyTapankumar
      @TapansatapathyTapankumar 2 месяца назад

      Govt sc st loka nku job chhadi anya khetra re anudaan pradaan karantu

  • @ssr1vlogsandvideos
    @ssr1vlogsandvideos 2 месяца назад +46

    70 ବର୍ଷ ନୁହେଁ ଆହୁରି 7000 ବର୍ଷ ଏମିତି reservations SC,ST,OBC ଙ୍କ ପାଇଁ ରହିବା ଦରକାର ଆଉ ଅଲବତ ରହିବ । କେନ୍ଦ୍ର ସରକାରଙ୍କ ପଦକ୍ଷେପ କୁ ସୁ ସ୍ବାଗତ ।

    • @MissSaraswati
      @MissSaraswati 2 месяца назад +2

      @@ssr1vlogsandvideos india should follow deserve candidate not reserve candidate.....weather sc/st/obc/general ........quality important

    • @ssr1vlogsandvideos
      @ssr1vlogsandvideos 2 месяца назад

      @@MissSaraswati Then wy thr iz castism ?? Abolish all castism 1st den u say abut "deserve" and "reserve". can u say smthing abut that. 1st one desreve den he/she takes resrerve .that mns u say, Those who r reserved candidates they r nt deserve for that ?? If for a UR candidate thr iz a certain line to achieve smthing similarly for a reserve candidate also thr iz a certain line . That doesn't mean a persen having zero qualification (zero mark)he/she gets a reservation facility . Itz all ur discrimination mindset,nothing else Mam. And u mean that reserved candidates have no quality???...

    • @ssr1vlogsandvideos
      @ssr1vlogsandvideos 2 месяца назад

      ​@@MissSaraswatiIt only shows ur discrimating mindset nthng else, Mam

    • @MissSaraswati
      @MissSaraswati 2 месяца назад

      Tahele sir apana UR re form pakantu ........kahiki sc st pakeibe ete jadi deserve

    • @ssr1vlogsandvideos
      @ssr1vlogsandvideos 2 месяца назад

      ​@@MissSaraswatiWhat are you saying that reservation is being taken even if one does not deserve, or what??
      One can go and take reservation only if he deserves it, you don't know about this??
      As long as one gets the minimum marks or qulification, he will be eligible for reservation, not if one does not have the required minimum marks, he is getting reservation.
      Mam know this, when one desreve then he becomes eligible for reserve. Reservation is being taken even if one does not deserve it, you don't understand, understand from someone and change your mind set. That's why I said discriminating minset.

  • @biswajitjena6186
    @biswajitjena6186 2 месяца назад +7

    Caste system should be removed in the society .equal rights should be given to sc there should be no discrimination

  • @Rampal-w6j
    @Rampal-w6j 2 месяца назад +13

    General Cast getting more reservation then SC and St.

    • @Sahu-1980
      @Sahu-1980 2 месяца назад

      General quota re gen OBC SC st ebc samaste paanti

    • @p.bmishra1986
      @p.bmishra1986 2 месяца назад

      ​@@Sahu-1980 rght aeta loka mane bujhunahanti

    • @pramilapati3181
      @pramilapati3181 2 месяца назад

      Ohh really , kemiti tk bujheidebe ?

    • @SrinuKumar-cu2cl
      @SrinuKumar-cu2cl 2 месяца назад

      ମନ୍ଦିର ରେ 100% reservation, ମେଡ଼ିଆ ରେ 90%, supreme court ରେ 90% proffessor ରେ 98% ଆଉ କଣ ଦରକାର..3000 ବର୍ଷ ପୂର୍ବେ 100% ଆରକ୍ଷଣ ଶିକ୍ଷା ଉପରେ ନେଇଥିଲ କେବଳ ଭାରତ କୁ ଗୁଲାମ ବନେଇ ବା ପାଇଁ... ତମ ମାନଙ୍କର ଇତି ହାସ କମ କି ​@@pramilapati3181

  • @BibunaBibhuti
    @BibunaBibhuti 2 месяца назад +1

    Reservation sc. St. Incease should be

  • @kanduramajhi1356
    @kanduramajhi1356 2 месяца назад +2

    Sc,st କୋଟା କୁ ଆଉ ସହିପ।ରୁନାହାନ୍ତି ।
    ବିଭୂତି ବାବୁ ଜାତି ଉଠେଇ ଦେଇପ।ରିବେକି ,cast bali ଆଉ କିଛି ରହିବନି । ସବୁ cast ସହିତ ଝିଅ, ପୁଅ ବାହାଘର କରିପ।ରିବେକି? ଜଉ ଦିନ ଏସବୁ ହେଇପାରିବ ତାପରେ କହିବେ ।

  • @manojmohanta5601
    @manojmohanta5601 2 месяца назад +1

    ସୁପ୍ରିମକୋର୍ଟରେ କାହିଁକି କଲେଜିୟମ ଆଧାରିତ ବିଚାରପତି ବଛାଯାଉଛି...?? ଜାତି ବ୍ୟବସ୍ଥା ମନ୍ଦିର ରୁ ଉଚ୍ଛେଦ ହେଉ... ଦଳିତ, ଆଦିବାସୀ ବି ପୂଜକ ହେବାର ସୌଭାଗ୍ୟ ପାଆନ୍ତୁ... ଉଚ୍ଚବର୍ଣ୍ଣ ଶଙ୍କର ଜାତୀୟ ଆଇନଜୀବୀ ଚୌଧୁରୀ ବାବୁଙ୍କ ମନରେ ଆଦିବାସୀ ଦଳିତଙ୍କ ପ୍ରତି ଅତ୍ୟନ୍ତ କ୍ଷୋଭ ରହିଛି...

  • @tirthagaminaik8009
    @tirthagaminaik8009 2 месяца назад +2

    ଚୌଧରି ମହାଶୟ ଗୋଟେ କଥା କହୁଛନ୍ତି, ଉଛ ବର୍ଣ୍ଣ ... ଉଚ୍ଚ ବର୍ଣ୍ଣ ଶବ୍ଦ ବାର ବାର କହୁଛନ୍ତି ଏଭଳି ମାନସିକ ରୋଗ ଗ୍ରସ୍ତ ଲୋକଙ୍କ ପାଇଁ ସମାଜରୁ ରିଜର୍ଭଭେଶନ ଉଚ୍ଛେଦ କରାଯାଇ ପାରିବନି।

  • @JogeshMeher23
    @JogeshMeher23 2 месяца назад +3

    Bo sab to Thick hai Lekin GOVT JOB me kisiko Reservation nahi deni chahiye chahe koi SC, ST, UR ho ya OBC Sab k liye same Reservation rakho barna na rakho..👍🔥💯

    • @pramilapati3181
      @pramilapati3181 2 месяца назад

      @@JogeshMeher23 yes , I agree to your proposal

  • @sskcreation2673
    @sskcreation2673 2 месяца назад +2

    ଯେତେଦିନ ଉଚ୍ଚ ନୀଚ୍ଚ ଜାତି ଭେଦଭାବ, ଅସ୍ପୃଶ୍ୟତା ଭେଦ ଭାବ ରହିଥିବ ସେତଦିନ ସଂରକ୍ଷଣ ରହିଥିବ । ଏମିତି କୌଣସି ଶକ୍ତି ନାହିଁ ତାକୁ ହଟେଇ ଦେବ । ଦମ୍ ଅଛିତ ସାମାଜିକ ଭେଦଭାବ ହଟାଇ ସାମାଜିକ ସମାନତା ର ପ୍ରତିଷ୍ଠା କର ସଂରକ୍ଷଣ ଆପେ ଆପେ ହଟିଯିବ । ନ ହେଲେ ପୂର୍ବର ସୂର୍ଯ୍ୟ ପଶ୍ଚିମରେ ଉଇଁଲେ ମଧ୍ୟ କେବେ ସମ୍ଭବ ନୁହେଁ ।

  • @Fullenjoy-je8lb
    @Fullenjoy-je8lb 2 месяца назад +2

    ପୁରୀ ଶ୍ରୀମନ୍ଦିରରେ ଯେଉଁ ସ୍ଵଚ୍ଛଳ ସେବାୟତ ମାନେ ଅଛନ୍ତି ତାକୁ ପ୍ରଥମେ creamy Leayer କରାଯାଉ ।ତାପରେ sc/st ଉପରେ

  • @ଅଭୟ
    @ଅଭୟ 2 месяца назад +2

    Sc st ମାନଙ୍କ ପାଇଁ ଚାକିରୀ ବାହାର କରନ୍ତୁ

  • @samajmusicofficial2458
    @samajmusicofficial2458 2 месяца назад +18

    Sc St quota ku birodha karuchanti joumane
    Semane sc st ku ghruna karuchanti laja nahin murkha ku
    Sabu bada post general loka neijauchhanti lancha dei, jor kari, rajaniti kari, forgery kari
    Chakiri pauchhanti.
    Govt emiti niyam karu General dhani pila te job paiin apply karipariba nahin dekhiba kete dam achhi

    • @pramilapati3181
      @pramilapati3181 2 месяца назад

      Achha , desa ra 1st citizen ( president) , sabuthu bada padabi re Kau caste ra candidate achhanti ( general / sc , st)

    • @pramilapati3181
      @pramilapati3181 2 месяца назад +1

      Jadi general pila paisa , lanch deiki job pauthante na general pila au rasta re bhika maginathante

  • @UmaRana-m1v
    @UmaRana-m1v 2 месяца назад +1

    ଚୌଦରୀ ସାର ତମେst se ପୀଲା କେ ୨୦% ପାଇଥୀବା ପିଲାକେ ଚାକିରି ଦୱଛନ ମୁରୁଖକେଦଅଉଛନ obc ୮୦%ପାଈଲା ପିଲା ଵୁଲୁଛେ ସରକାର

  • @ratanbhue8232
    @ratanbhue8232 2 месяца назад +2

    କିଏ ଏଇ ମହାଜ୍ଞାନୀ ବିଚାରପତି ସୁପ୍ରିମ କୋର୍ଟ ର ବିଚାରପତି ମାନେ ପୁରା ମହା ଜ୍ଞାନୀ ଭଗବାନ ଙ୍କ ଉର୍ଦ୍ଧ୍ବରେ ଯେଉଁମାନେ କି ପରକୀୟା ପ୍ରୀତିକୁ ଆଇନ ସମ୍ମତ, ଅପରାଧ ନୁହେଁ ବୋଲି ଦର୍ଶାଇ ରାୟ ଶୁଣାଇଲେ ଏଇଠୁ ଜଣା ପଡୁଛି ସେମାନେ କେତେ କେତେ ଜ୍ଞାନୀ, କେତେ ନିର୍ଲଜ, କେତେ ମୂର୍ଖ ତାହା ଆଉ କହିବା ଦରକାର ନାହିଁ....

  • @AshokKumarBhoi-g3t
    @AshokKumarBhoi-g3t 2 месяца назад +1

    St sc Bhata re darkar nahi.
    Bharat desh re Khali st sc.
    Anya jati kuadegibe.
    Suprime court is very good
    Disisan in the Bharat.
    🙏🙏🙏🙏🙏🙏🙏🙏🙏🙏🙏

  • @sudarshanmurmu1033
    @sudarshanmurmu1033 2 месяца назад +1

    ହଇରେ ମା ଘିଆ ବିଭୁତି ତ ଝିଅ କୁ ମୋତେ ବାହା ଦେବୁକି ମୁଁ ସାନ୍ତାଳ ଯଦି ଦେଇପାରିବୁ ସଂସାର କରିବା ପାଇଁ ତାହେଲେ ଆମେ ବୁଝି ଯିବୁ ସମସ୍ତେ ସମାନ

  • @natabardasdas9876
    @natabardasdas9876 2 месяца назад +1

    ଗୋଟିଏ କଥା ଶୁଣ କାନ ଖୋଲି ଭାଇ ମାନେ ଦିନ ଆସିବ ହିନ୍ଦୁ ଧର୍ମ ଭିତରେ ରକ୍ତର ନଦି ହେବ ହେ ପ୍ରଭୁ 🙏🙏🙏

  • @joshuapradhan8658
    @joshuapradhan8658 2 месяца назад +7

    St/Sc resevation is not about economical status sir.... It's about...chuachut.... Discrimination..... Nd unequality

  • @biswajitbarik5675
    @biswajitbarik5675 2 месяца назад

    Why should a rich person get S.C Certificate and get reservation? The Supreme Court is right.

  • @mishra9050
    @mishra9050 2 месяца назад +5

    ସବୁ ତ sc ଆଉ st କୋଟା general ପିଲା ମାନଙ୍କୁ କିଛି ନାହିଁ। ଆମ ଦେଶ ବଙ୍ଗଳାଦେଶ ଭଳୀ ହେବା ପାଇଁ ଆଉ ଅଳ୍ସ ସମୟ ବାକି ଅଛି।

  • @swatisawagatika2530
    @swatisawagatika2530 2 месяца назад +9

    21 ତାରିଖ ରେ ଦେଖ କଣ ହେବ

    • @googleindia2454
      @googleindia2454 2 месяца назад

      କି ବାଳ ଟା ହେବ ଯାର ପଇସା ଆଛି ସେମାନେ ଏଇ ରାଲି,ଫାଲୀ ଦଙ୍ଗା, ଏଇ ସବୁ କରିବ ଆଉ କି ବାଳ ଟା କରିବ l ପଇସା ଆଛି ତୁମର ଆଉ କରୋ l

  • @pkkanshine9674
    @pkkanshine9674 2 месяца назад +2

    ST/ST ମାନଙ୍କ ସହିତ ସବର୍ଣ୍ଣ ମାନଙ୍କ ବିବାହ ସ୍ଥାପନ କରାଯାଉ 👍।

    • @srmallick9296
      @srmallick9296 2 месяца назад

      Kintu heba nahin. I have a relative she fell in love with a general catagory boy who is inferior to her in education, job and health. Their marriage occur at puri after 5 year of struggle and the girl declare herself as khandayat mallick.

  • @joshuapradhan8658
    @joshuapradhan8658 2 месяца назад +24

    First time pai mu Bjp ra decision re santusta

    • @narayansethi5961
      @narayansethi5961 2 месяца назад +1

      Me also

    • @pkkanshine9674
      @pkkanshine9674 2 месяца назад

      @@joshuapradhan8658 ଭାରତରୁ ସବୁ ହିନ୍ଦୁ ମନ୍ଦିର ହଟେଇ ଦିଆଯାଉ। ବ୍ରାହ୍ମଣ ବାଦ୍ କୁ ସମ୍ପୂର୍ଣ୍ଣ ଭାବରେ ଭାରତରୁ ନଷ୍ଟ କରାଯାଉ।

  • @urvashirani7
    @urvashirani7 2 месяца назад +5

    Dr.Bhimrao Ambedkar ❤️🙏 father of the indian constitution . 💐💪

    • @urvashirani7
      @urvashirani7 2 месяца назад

      @@dibyaranipanda6568 kana koriba dear Loko kana sei kotha Bujhibe kii

    • @dibyaranipanda6568
      @dibyaranipanda6568 2 месяца назад

      @@urvashirani7 Dr.Bhimraonka teacher jane bramhin hi thile a katha samaste vhulijauchanti bodhe😁 General re b gariba achanti ..sc st re b bahutu dhani loka achanti semane free re paduchanti ame gariba heiki madhya paisa deiki padhuchu

    • @pramilapati3181
      @pramilapati3181 2 месяца назад

      @@dibyaranipanda6568 bas , seita katha . Reservation should be according to financial background

    • @SrinuKumar-cu2cl
      @SrinuKumar-cu2cl 2 месяца назад +1

      ​@@pramilapati3181first, apply for temples... Why only bramins in temple?

  • @dipaligahan5132
    @dipaligahan5132 2 месяца назад +1

    Good Decision...jane General pila 150 mark rakhiki job pauni but SC ST pila 50 mark re job pauchanti....eita hin kharap lage ..sarkar SC ST nku Education re Health re help karantu ...Kichhi objection nahi but job re ete competative helani j Job re reservation rakhiba thik nuhe..

    • @pramilapati3181
      @pramilapati3181 2 месяца назад

      Pura thik kahichhanti . Caste pain students bhitare competition badhuchhi . General pila bahut suffer heuchhanti

  • @disethamallick8027
    @disethamallick8027 2 месяца назад +2

    Right 👍 dicision

  • @employer_info
    @employer_info 2 месяца назад +1

    Samasto category ku 20% kori reservation dia jau 🎉 UR ST SC SEBC etc....

  • @dhoombarttadm5387
    @dhoombarttadm5387 2 месяца назад +3

    All overall ଇଣ୍ଡିଆରେ 15 % general ଲୋକ 50 % reservation ନେଇ ଛନ୍ତି। ଆଉ ବାକି 85 % sc/ st ଲୋକ 50 % ନେଇ ଛନ୍ତି। ଏଇଟା ତ ବିଚାର କରୁ ନାହାନ୍ତି। । କେମିତି ST SC RESERVATION ଉଠିବ ତାହା ପ୍ରୟାସ କରୁଛନ୍ତି।

    • @dweepayannanda6552
      @dweepayannanda6552 2 месяца назад

      😂tora ahi talent pai tu reservation system uthai Baku chauni . Ki talents be 50 percentage open seat merit unreserved ku reservation for general pila kauchu . Actually gen 29 percentage acording to 2011 cencus ok so anaku 50 percentage darkar nai 29 percentage pura general quta reservation dei dia au baki jha balina taku neijao ama gen pila pai pura general quta reservation dia jau ok darkar nai 50 percentage open seat merit unreserved jaha ku tama bhali murkha mane reserve bhabhu cha. Ok

    • @dweepayannanda6552
      @dweepayannanda6552 2 месяца назад +1

      😂ki talent be tora hasa laguchi kia patha padhe thila tote open unreserved seat ku kahuchu ki reserve for general jadi samiti thale kan pai general cut off adhika ଯାଉଚି ,କଣ ପାଇ Bangladesh re ate hinsa halea kaha sahi reservation hatai sabu seat ku open unreserved କରିବା ମଇ ମାନେ merit ok.

    • @pramilapati3181
      @pramilapati3181 2 месяца назад

      Tk all india entrance exam ku najar ku anantu ta ! Neet katha dekhiba . Govt re mbbs seat total 55,648 . SC reservation - 15% , ST reservation - 7.5% , OBC reservation - 27% . Total upare general ku chhadile 49.5 % reserved for other castes . 27824 seat reserved semananka pain . Ame au adhika ta kan neigalu ?

    • @dweepayannanda6552
      @dweepayannanda6552 2 месяца назад

      @@pramilapati3181 are 50 percentage cast based reserved baki open unreserved seat not for Only general ok jou sc st OBC mane nija reservation seat filop hela pare baki open ru ନେଇଥାନ୍ତି ଯେଉଁମାନେ general bhali mark ଅନିଥିବେ but general mane kable open seat pai exam debe but sc st OBC both open and reservation seat pai ok so ,ahi comment karithiba pila bhali sc st mane jani suni tanka leader rumours banuchanti ki 15 percentage gen au rest 50 percentage ତାଙ୍କର jauta କି totaly fact less wrong , actually sabu seat open unreserved haba katha ,jauthi pai bangladesh re nia jali thila,but athi sc st OBC sabu fyada naba pai kichi khaibani , Hindu kabe bi ekathi hei paribe nahi reservation system caste based reservation a bad partice in society.

    • @dweepayannanda6552
      @dweepayannanda6552 2 месяца назад

      @@pramilapati3181 se je coment karichi gote pagal jainisiania hela 50 percentage reservation pare rest are open unreserved seat ok not for only general supreme court padha likha loka ଅଛନ୍ତି judge tanku jana achi so sc re decission right but vote bank ଯୋଗୁ political party kabe bhi Gen pilnaka pai kichi karunahnti.

  • @renubalakisan3692
    @renubalakisan3692 2 месяца назад

    ଉଚ୍ଚ ବର୍ଣ୍ଣ comunity କହିବା ହିଁ ଠିକ୍ ହେଲା ନାହିଁ

  • @hrushikeshmahanta6590
    @hrushikeshmahanta6590 2 месяца назад +1

    ଦ୍ରୌପଦୀ ମୁର୍ମୁ ,ମୋହନ ମାଝି ଙ୍କ ପୁଅ ଝିଅ କୋଟା avail କରିବେ କି ନାହିଁ ଏଥି ପାଇଁ ସମ୍ବିଧାନ ରେ କଣ ନିୟମ ରହିଛି

  • @srikantarath3580
    @srikantarath3580 2 месяца назад +1

    ଆମ୍ବେଦକର କେବଳ 10 ବର୍ଷ ପାଇଁ ଥିଲା କିନ୍ତୁ ତାଙ୍କ ନାମ 77 ବର୍ଷ ପରେ କାହିଁକି Reservation?so reservation Hatao from india

    • @pramilapati3181
      @pramilapati3181 2 месяца назад

      Constitution lekhiba badala re gote novel lekhi deichhanti . Longest constitution of the world

  • @ssr1vlogsandvideos
    @ssr1vlogsandvideos 2 месяца назад +2

    ପ୍ରଜ୍ଞା,ବିଜ୍ଞତା,ଜ୍ଞାନ କଣ କେବଳ ଉଚ୍ଚ ବର୍ଣ୍ଣଙ୍କ ପାଇଁ ?? ସେମାନେ ୟାର ଠିକା ନେଇଛନ୍ତି ?? SC, ST ମାନଙ୍କର ଏଥିରେ ଅଧିକାର ନାହିଁ ନା କଣ ?? ତମେ ସବୁ ମାଡିବସିବ ଆଉ କେହି କିଛି ନେବେନି ???

  • @plsdontmindfilms2835
    @plsdontmindfilms2835 2 месяца назад +1

    ସମସ୍ତେ ନିଜର ନାଁ ରୁ surname ହଟେଇଦିଅ l reservation automatic ଉଠିଯିବ

  • @sparida8534
    @sparida8534 2 месяца назад +6

    Cabinet Disison is Good 👍
    UR Catagori pila kichhi janantini
    India re authere By Elections heba karan
    SC, ST, SEBC, OBC, EWS, % Reservation Quota neiki semane ithar MP MLA Elections ladhibe semankara bi Hock achhi Politician te heba pain aithiru semananku kahniki banchita kara jauchhi

  • @Ashutosh.tpk88
    @Ashutosh.tpk88 2 месяца назад

    Best regard to Supreme Court judgement. ONLY TALENT Should be rewarded.

  • @chandrasnatamahanta8168
    @chandrasnatamahanta8168 2 месяца назад +1

    Supreme court ❤❤❤

  • @sanjaysahoo6377
    @sanjaysahoo6377 2 месяца назад +2

    Bad decision centre govt

  • @kitkat...2968
    @kitkat...2968 2 месяца назад +2

    Maghia Government ra End time asilani......

  • @ArunBehera-yl5hr
    @ArunBehera-yl5hr 2 месяца назад +1

    Kebal garib loka nku Kota diaajau no caste

  • @Lovefornature555
    @Lovefornature555 2 месяца назад +1

    President ST
    Chief minister ST
    Au provision debe kemti😂😂
    Maghia Mane
    Ame general pila hi korebu
    Amo jibon ondhar

  • @Amazingindia_1287
    @Amazingindia_1287 2 месяца назад +1

    ଜାତି ବ୍ୟବସ୍ଥା ହେଉଛି ଭାଇରସ , ଜାତି ଭିତ୍ତିକ ଜନଗଣନା ସହ ସମାନୁପାତିକ ପ୍ରତିନିଧିତ୍ଵ /Reservation ହେଉଛି ଆଣ୍ଟି ଭାଇରସ ।।

  • @sukantakumardash2391
    @sukantakumardash2391 2 месяца назад +1

    Reservation is devastating our national development. As a visionary leader our PM Mr. Modiji should realize it.

  • @kanhucharanrout5221
    @kanhucharanrout5221 2 месяца назад +5

    SEBC ପିଲା ହଳ କରିବା ପାଇଁ ready

    • @rabindraseth2235
      @rabindraseth2235 2 месяца назад

      😂😂😂😂

    • @gloryqueen5977
      @gloryqueen5977 2 месяца назад

      Ews certificate bahar kar sabu paibu​@@Exam-Updates-q9o

  • @foodeat123
    @foodeat123 2 месяца назад +1

    ତୁ ବାଳ କହିବୁ OBC reservetion ରେ ଏମିତି କରୁନ, ଯେତେ ସବୁ rule ସବୁ sc st ପାଇଁ, ଆଉ ଯଦି cota କଟା ହଉଚି ତାହାଲେ, ସମସ୍ତଙ୍କର କଟା ହଉ......
    OBC reservetion ବଢାଅ sc st reservetion କମାଅ, କୋଟିପତି ହେଇ ଗଲେଣି sc st ଲୋକମାନେ

    • @d.hansdah5583
      @d.hansdah5583 2 месяца назад

      Hmm ki dekhi thila hou tebe sabu sit saman kara hou

  • @PranatiMohapatra-y6q
    @PranatiMohapatra-y6q 2 месяца назад +1

    Equal karajau . Kichi reservation nahi . Je jemiti parisrama Kariba semiti result paiba

  • @pramilapati3181
    @pramilapati3181 2 месяца назад +2

    Hau government jadi reservation rakhiba , tahele general category ra cutoff kamajau , 90% cutoff jagare 70% karajau

  • @suparfonyfamily
    @suparfonyfamily 2 месяца назад

    ଜାତି ପ୍ରଥା କଣ ଆଜିର ସମାଜ ପାଇଁ ଆବଶ୍ୟକ କି,ସମାଜ ପାଇଁ ଏହା ଭୁଲ୍ ପ୍ରମାଣ ହେଇ ପାରେ, ଏହା ହଟେଇ ଦବା ଉଚିତ୍

  • @BhaktiSamudra-dk1uj
    @BhaktiSamudra-dk1uj 2 месяца назад +2

    ବ୍ରାହ୍ମଣ ପିଲା କଣ ହଳ କରିବେ କି.ଆଉ ଗୋଟେ କଥା ସବୁ ବ୍ରାହ୍ମଣ ପିଲା ମାନେ hacker hele bhala heba semane ta chakiri ପାଇବେନି puni 60% reservation tapare sc/St pila general ପିଲାଙ୍କ seat ru nebe aeita ki ନିୟମ. ପୁଣି ଯଦି reservation rahiba ସମାନତା ଅଧିକାର (Right of equality) Ku ବାଦ୍ ଦିଆଯାଉ ଆମେ ୫ଟି ଅଧିକାର ପଢ଼ିବୁ କାରଣ ସମାନତା କୋଉଠି ରହୁଛି ଯେ

    • @sanjayraita4149
      @sanjayraita4149 2 месяца назад

      Pujari hba😂😂😂

    • @BhaktiSamudra-dk1uj
      @BhaktiSamudra-dk1uj 2 месяца назад

      @@sanjayraita4149 tahele chakiri Kariba kia ?

    • @pramilapati3181
      @pramilapati3181 2 месяца назад

      Ame ta bhakua au...next janma re kehi general caste re janma nebeni

    • @pramilapati3181
      @pramilapati3181 2 месяца назад

      Sata Katha hela a jae comment re keteta bramhin pila avoid kaleni a katha ku . Semana nka bhitare se zeal kahi . Desa barbad...

    • @anuradhapatra1039
      @anuradhapatra1039 2 месяца назад

      Pray for that​@@pramilapati3181

  • @AshokKumarBhoi-g3t
    @AshokKumarBhoi-g3t 2 месяца назад +1

    Purana Beda padha religion
    Kana janiba.

  • @sidheswarmahapatra2493
    @sidheswarmahapatra2493 2 месяца назад +1

    ମୁର୍ଖ ପିଲା ଚାକିରି କରିଲେ ଦିନ ଆସିବ ଆମ ଦେଶରେ ମଧ୍ୟ ବାଂଲାଦେଶ ଭଳି ପରିସ୍ଥିତି ହେବ

    • @srmallick9296
      @srmallick9296 2 месяца назад

      Kia Murkha? Apana jou sc/st manaku govt service karithiba delhuchanti, Semane tanko catagory re merit candidate. Although I am in job with reservation catagory but clear the general cutoff. 😂

  • @sarojghosh1199
    @sarojghosh1199 2 месяца назад +1

    BHUL, RESERVATION SHOULD BE ABOLISHED. JAY SHRI RAM🙏

    • @pramilapati3181
      @pramilapati3181 2 месяца назад

      Yes

    • @pramilapati3181
      @pramilapati3181 2 месяца назад

      Unity ra lack helani , puni either nija desa bhitare war heba nahele other countries . Nahele other religions . Just wait and watch

  • @kherwalmedia1763
    @kherwalmedia1763 2 месяца назад

    ଏମାନଂକର ମାନସିକତା ବଦଳିବନି

  • @Publicsmaster
    @Publicsmaster 2 месяца назад

    ପ୍ରଥମେ ମୋଦି ଆଉ ବିଜେପି ହଟାଅ ସାରା ଭାରତ ଆଉ ରାଜ୍ୟ ରୁ😮😮😮😮 ଭାରତ ଭିତରେ ଭାରତ କର ଆଉ ଓଡିଶା ଭିତରେ ଓଡିଶା କର ଆଉ ଜିଲା ଭିତରେ ଜିଲା କର ତେଣୁ ଯେଉଁ ରାଜ୍ୟ ଗରିବ ଥିବ ଧନୀ ହେବ ଯେଉଁ ଜିଲା ଗରିବ ଥିବ ଧନୀ ହେବ ଏୟା ତ କଥା ଆଉ ମାନ୍ୟବର ସୁପ୍ରିମକୋର୍ଟ କହିଦେଲେ😮😮

  • @jtvodiaentertainment5879
    @jtvodiaentertainment5879 2 месяца назад

    କେବଳ ଗରୀବ ଲୋକ ବା ଆର୍ଥିକ ଅନଗ୍ରସର ବ୍ୟକ୍ତି ମାନଙ୍କୁ କୋଟା କରାଯାଉ sc, st, OBC, ଆଣ୍ଡ gen ଯିଏ ବି ହୁଅନ୍ତୁ। ଜାତି କୋଟା ବନ୍ଦ୍ ହେଉ।2nd talent ମାନଙ୍କୁ ବାଦ୍ ଦିଆ ନ ଯାଉ ଏମିତି ହେଲେ ମେଧାବୀ ଛାତ୍ର ଛାତ୍ରୀ ବଳି ପଡିବେ। ଜାତି ର ସ୍ବାର୍ଥ ଦୃଷ୍ଟିରୁ ଏହା ବିଚାର ବିମଶ୍ର ହେବ ଆବଶ୍ୟକ।

  • @nirmalmallickmallick6210
    @nirmalmallickmallick6210 2 месяца назад +6

    ଏ ଓକିଲ ଜଣକ sc, st ବିରୋଧ ରେ କହୁଛନ୍ତି 4000ହଜାର ବର୍ଷ ର ଯାତନା 70ବର୍ଷ ରେ ସରିଯିବ,

  • @PadminiMohanta-qb9wf
    @PadminiMohanta-qb9wf 2 месяца назад

    କଟା ଉଠେଇ ଦିଅନ୍ତୁ ଆମେ ଭାରତୀୟ ସମସ୍ତେ ସମାନ । କଟା ମାନେ କ'ଣ ଆମ ଦେଶରେ ପଣୁହା ପୁଅ।

  • @jaykishorsahu8409
    @jaykishorsahu8409 2 месяца назад

    you are right sir

  • @Amazingindia_1287
    @Amazingindia_1287 2 месяца назад

    3% ବ୍ରାହ୍ମଣ 10% EWS ନେଇ ଯାଉଛି ।ଆରେ ବାବୁ ତମର ଯେତେ ସଂଖ୍ୟା ସେତିକି ନଉନ ,କ୍ଷତ୍ରିୟ,ମାରୱାଡ଼ି ,ଠାକୁର ଆଦି ଜେନେରାଲ ଲୋକଙ୍କ ଭାଗ ବି ଖାଇ ଦେଉଛ ।

  • @hkdasssh8268
    @hkdasssh8268 2 месяца назад

    ଦଶ ବର୍ଷର ସଂରକ୍ଷଣ କିପରି ଅଠସ୍ତରି ବର୍ଷ ହେଲା ଚାଲିଛି? ଏହା କ'ଣ ଅସମ୍ବିଧାନିକ ନୁହେଁ କି?ନେତା କେବଳ ନିଜ ଗାଦି ଚାହୁଁଛନ୍ତି

  • @pratappradhan3410
    @pratappradhan3410 2 месяца назад

    Suprime court is right cabinet is rong

  • @durgacharanpany4404
    @durgacharanpany4404 2 месяца назад

    Supreme court decision କୁ ଅମାନ୍ୟ କଲେ ଦେଶ ଭାଗ ଭାଗ ହେବ, President,ହବ 300କୋଟି ର ମାଲିକ ହବ, ଏପାଖରେ ତୁମ ପୁଅଝିଅ ମାଗଣା ପାଠ ପଢିବା

  • @shabyaskblcdeogaonblock2023
    @shabyaskblcdeogaonblock2023 2 месяца назад

    Great👍👍👍👍

  • @Amazingindia_1287
    @Amazingindia_1287 2 месяца назад

    ସବୁ ସବର୍ଣ୍ଣ ଆରକ୍ଷଣ ବିରୋଧୀ ।ସେ ଓକିଲ ହଉ କି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି । ଜାତିବାଦି ସୁପ୍ରିମକୋର୍ଟ ହାଏ ହାଏ ।।।

  • @arunbagh5503
    @arunbagh5503 2 месяца назад

    ଆଇନଜିବୀ ମହାଶୟ, ଜାତି ପ୍ରଥା ବିରୁଦ୍ଧରେ କେବେ ପଢ଼ିଛନ୍ତି ଓ ଲଢ଼ିଛନ୍ତି କି?

  • @jayantakumarmahalik4308
    @jayantakumarmahalik4308 2 месяца назад +7

    Sabu judge no sc st kehi nuhanti

  • @phagu.marandisanjit3746
    @phagu.marandisanjit3746 2 месяца назад

    Good decision

  • @abhilashkuladipia3424
    @abhilashkuladipia3424 2 месяца назад

    ଓ ଓକିଲ ବାବୁ, ସୁପ୍ରିମ କୋର୍ଟ ର ଫୋଇସାଲ ଭୁଲ କି, ଆପଣ ଫୋଇସଲା ଭୁଲ ତାହା ଅଳ୍ପ ଦିନରେ ଜାଣିଯିବେ l ମୋ ମତରେ ଆପଣ ମୂର୍ଖ ଗଧ ର ମାଲିକ କିନ୍ତୁ ନିଶ୍ଚୟ ହୋଇଛି ପାରିଛନ୍ତି...😊

  • @pralayaofficial1060
    @pralayaofficial1060 2 месяца назад +1

    ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କୁ ଭଲସେ ବୁଝନ୍ତୁ ସେ କହିଛନ୍ତି SC ST ରୁ Creamy layer କୁ ବାଦ ଦିଆଯାଉ ଅର୍ଥାତ୍ SC ST ରେ ଯେଉଁ ମାନେ ସ୍ୱଚ୍ଛଳ ବର୍ଗ ସେମାନଙ୍କୁ ବାଦ୍ ଦେବାପାଇଁ ମନେକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା କହିବା ଦରମା ୫ ଲକ୍ଷ ତାଙ୍କ ଝିଅ କି ପୁଅ କହିବ କି ମତେ ରିଜର୍ଭେସନ ଦରକାର ସେଇଟା କ'ଣ ଠିକ୍ କି, ଆଉ ଏକ ଉଦାହରଣ ନେବା ମନେକର SC ST ବର୍ଗ ର ବାପା କଲେକ୍ଟର ମା ତହସିଲଦାର ଦରମା ପାଖାପାଖି ୩ ରୁ ୪ ଲକ୍ଷ ସେମାନଙ୍କ ପିଲା ରିଜର୍ଭେସନ ପାଇବା ଟା କ'ଣ ଠିକ କି ତେଣୁ ଭଲସେ ବିଚାର କରନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କୁ

    • @srmallick9296
      @srmallick9296 2 месяца назад

      Sc / st reservation is for representative in society due to backward caste. Every year many Gochhayat, tandi,kundu,Das,Mukhi,Majhi,sethy,malik,sur,bhoi,naik,behera,nag,mahanandia,Mahalik are getting job from the poor family of sc.

    • @pramilapati3181
      @pramilapati3181 2 месяца назад

      @@pralayaofficial1060 I also agree to your proposal . Mu kahuchhi ki gariba pila nku study facilities provide karajau so that they can get well eduction

  • @DrDhirendraMohanty
    @DrDhirendraMohanty 2 месяца назад

    ଭୋଟ ପାଇବା painଏ ଵେବସ୍ତା, ତୁରନ୍ତ ସଂରକ୍ଷଣ ଉଛେଦ କରାଯାଇ କେବଳ ମାତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବା ପ୍ରତି ଗୁରୁତ୍ୱ ରଖାଯାଉ.

  • @Cartoon-byLp
    @Cartoon-byLp Месяц назад

    ଯଦି IAS, ST କିମ୍ବା SC ଲୋକ ହେଉଛନ୍ତି ତାହାଲେ ଗୋଟେ higher caste ର IAS job holder ସେଇ ST କିମ୍ବା SC job holders ku marrige karuni kn pain ? Se କଣ ପାଇଁ ଉଚ୍ଚ ବର୍ଣ୍ଣ ର IAS ku marrige କରୁଛି। Sir, caste reservation financial stability ପାଇଁ ନୁହେଁ ସମାଜ ରେ ଯେତେ ଧନୀ ହେଲେ ବି ବାଛ ବିଚାର ସବୁ ଜାଗାରେ କରାଯାଉଛି , ଯେତେ ଧନୀ ହେଲେ ବି ସମାଜ ରେ ସମ୍ମାନ ମିଳୁନି କେଉଁଠି ବେଶୀ ତ କୋଉଠି କମ୍, କିନ୍ତୁ ଉଚ୍ଚ ନୀଚ ବେସୀ ଅଛି

  • @akshaygolari1348
    @akshaygolari1348 2 месяца назад +17

    Government ଯାହା ନିଷ୍ପତି କରିଛନ୍ତି 100 % ଠିକ 👌👌👌 👍👍👍👍

  • @sasmitabehera1269
    @sasmitabehera1269 2 месяца назад +3

    Sc/st nkara jemiti reservation rahichi semiti rahiba darkar