ଏହି ଆଠଟି କାରଣରୁ ନଷ୍ଟ ହୋଇଯାଏ ଜୀବନ

Поделиться
HTML-код
  • Опубликовано: 9 ноя 2024

Комментарии • 388

  • @thetraders-game
    @thetraders-game 6 месяцев назад +50

    ଆଜିକାଲି ର ଏ କଳିଶୁତ ପରିବେଶରେ ନିଜ କାମନା ଓ ବାସନା କୁ ଯିଏ ଆୟତ କରି ରଖି ପାରିବ ସେ ହିଁ ପ୍ରକୃତ ମହାପୁରୁଷ ❤ l ଜୟ ଜଗନ୍ନାଥ

    • @WellwisherShiva
      @WellwisherShiva 6 месяцев назад

      That's not artificially possible. Go naturally with the LORD's system simply by following the dikshya-process.

    • @santosh34556
      @santosh34556 6 месяцев назад +1

      ❤❤❤
      Sweets, sugar, chocolate, watermelon ye sab mat khaoge to tum kaam vaasna se dur ho jaoge .😊😊😊
      Bramhacharya since last 6 months. Try it and be hawas free 👍❤😊

    • @aditya__194
      @aditya__194 Месяц назад

      ​@@santosh34556me too😊

  • @IndiraDas-pz9dr
    @IndiraDas-pz9dr 6 месяцев назад +28

    ଏଥିରେ ମୁଁ ଆପଣଙ୍କ ସହ ଏକମତ ପ୍ରଭୁ ଜୀ ହରେ କୃଷ୍ଣ

  • @silubhai1
    @silubhai1 6 месяцев назад +30

    ଗାର୍ଲଫ୍ରେଣ୍ଡ ବୋଏଫ୍ରେଣ୍ଡ ଚକର ରୁ କିଏ ବାହାରିବ like koro👍❤

  • @ajaysamal1195
    @ajaysamal1195 6 месяцев назад +20

    ପୁଅ ଝିଅ ଭଲ ପାଇବା ପାପ ଅଟେ ଓ ଘୃଣା ଅଲଯିଆ ହିନ ଭଲ ପାଇବ ବାପ ମା ଗୁରୁ ଗୁରୁଜନଙ୍କୁ ଓ ଦିଅ ଦେବତାଙ୍କୁ ଭଲ ପାଅ ଓ ଭକିତି କର ଜୟ ଶ୍ରୀ କୃଷନ🙏🙏🙏🙏🙏🙏🙏

    • @santosh34556
      @santosh34556 6 месяцев назад +1

      ❤❤❤
      Sweets, sugar, chocolate, watermelon ye sab mat khaoge to tum kaam vaasna se dur ho jaoge .😊😊😊
      Bramhacharya since last 6 months. Try it and be hawas free 👍

    • @ommpandaa
      @ommpandaa 6 месяцев назад +1

      Bahut gyaana pelucha

    • @amarbarik4153
      @amarbarik4153 6 месяцев назад

      Bhai tame Baha heicha???

    • @aditya__194
      @aditya__194 Месяц назад

      ​@@ommpandaa😂murkhata nie re

  • @editingofsunil
    @editingofsunil 6 месяцев назад +31

    ଗୋଟେ ଝିଅ ପଛରେ ପଡିକି ମୁଁ ଆଜି ପସ୍ତୋଉଛି ଆପଣ ଯାହା କହିଲେ ଠିକ କହିଲେ 🙏 ଆଜି ଠାରୁ ମୁଁ ନିଜ କୁ ନିଜେ ବଦଳେଇ ବାକୁ ଚେଷ୍ଟା କରିବି ଆଉ ଭଲ ମଣିଷ ଟିଏ ହବାକୁ ଚେଷ୍ଟା କରିବି...? ଆମର ଗଞ୍ଜାମ ଗାଁ କୋଦଳା ଜୟ ଶ୍ରୀ କ୍ରିଷ୍ଣା.. 🙏🙏🙏🙏

    • @sunitabehera2782
      @sunitabehera2782 6 месяцев назад +2

      Right brother

    • @santosh34556
      @santosh34556 6 месяцев назад +3

      Sweets, sugar, chocolate, watermelon ye sab mat khaoge to tum kaam vaasna se dur ho jaoge .😊😊😊
      Bramhacharya since last 6 months. Try it and be hawas free👍❤😊

    • @debashisbehera2318
      @debashisbehera2318 6 месяцев назад +1

      Bro,trust Krishna's process.He will be healed u after some days u feel like haven.Just 1 things just listening Bajrangban at high volume.

    • @soumya7574
      @soumya7574 6 месяцев назад

      Tmku kia kahuthila pachare padibaku.njta bhul jhia ku diani

    • @kirankumar-zx2mc
      @kirankumar-zx2mc 4 месяца назад

      Thankyou bhai

  • @omprakashpadhi3657
    @omprakashpadhi3657 6 месяцев назад +18

    ହରେ କୃଷ୍ଣ ପୂଜ୍ୟ ପ୍ରଭୁଃଜି ଦଣ୍ଡବତ ପ୍ରଣାମ🙏🏼
    ଯାଥାର୍ଥ୍ୟ ଉକ୍ତି ସ୍ଥାପନ କରିଛନ୍ତି... ପତିତ ଯୁବ ପିଢି ଙ୍କ ପାଇଁ ଆପଣ ଙ୍କ ଉପଦେଶ ବାଣୀ ଯଥାର୍ଥ ଭାବେ ସେମାନଙ୍କୁ ମାର୍ଗ ଦର୍ଶନ କରାଇବ....
    ହରେ କୃଷ୍ଣ 🙏🏼

  • @rakeshrout6001
    @rakeshrout6001 6 месяцев назад +32

    ହରେ କୃଷ୍ଣ ଗରୁଜି ସତବାଣୀ କହିଛନ୍ତି ।

  • @adityaanandasahu7951
    @adityaanandasahu7951 6 месяцев назад +86

    ଅନେକ ଗୁରୁ ଅନେକ ସାଧୁ ସନ୍ଥ ବିଭିନ୍ନ ପ୍ରକାର କଥା କୁହନ୍ତି ସମସ୍ତଙ୍କ କଥା ଶୁଣି ମନେରଖ ଆଉ ସେଇଥିରୁ ଭଲ ଜିନିଷଟି ବାଛି ତାକୁ ନିଜ ଜୀବନରେ ପାଳନ କଲେ ଭଲ କିନ୍ତୁ ସେଥିରେ କିଛିଟା ନିଜର ମନ୍ତବ୍ୟ ରଖିବାକୁ ଚେଷ୍ଟା କର ।ଅନ୍ୟ ମାନଙ୍କୁ ଦେଖି ସେମାନଙ୍କ ଠାରୁ ଶିଖି ଭଲ ଜିନିଷଟିକୁ ଗ୍ରହଣ କରିବାକୁ ଚେଷ୍ଟା କର କିନ୍ତୁ ଜଣକୁ ଅନ୍ଧ ଭଳି ନକଲ କରିବା ବି ନିଜ ମାନସିକ ଶାନ୍ତିର ଅଧୋପତାନ ହୋଇଥାଏ।ଗୁରୁ ଚାଣକ୍ୟ ନିଜ ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କୁ ଖାଦ୍ୟରେ ପ୍ରତ୍ୟେଦିନ ଅଳ୍ପ ଅଳ୍ପ ବିଷ ମିଶାଇ ଦେଉଥିଲେ ୟାର ମାନେ ଏ ୟା ନୁହ ଯେ ଆମେ ବି ବିଷ ଖାଇବା start କରିଦେବା ।ନିଜର ସୁସ୍ଥ ମସ୍ତିଷ୍କର ବ୍ୟବହାର କରି ନିଜକୁ କଣ ଆବଶ୍ୟକ ଆଉ କଣ ଅନାବଶ୍ୟକ ତାହାର ବିଚାର କଲେ ନିଜ ପାଇ ଏବଂ ସମାଜ ପାଇ ମଧ୍ୟ ଗ୍ରହନୀୟ

    • @sivanshblog24
      @sivanshblog24 6 месяцев назад

      Very nice

    • @DigalMahananda
      @DigalMahananda 6 месяцев назад

      Right

    • @DigalMahananda
      @DigalMahananda 6 месяцев назад

      Right

    • @pramodpatel687
      @pramodpatel687 6 месяцев назад +2

      ଭଗବାନ ଶ୍ରୀକୃଷ୍ଣ ଙ୍କ କେତୋଟି ପ୍ରେମିକା ଥିଲେ ?
      ମୁଁ ଶୁଣିଥିଲି ଷୋହଳ ସହଟି

    • @satya7392
      @satya7392 6 месяцев назад

      @@pramodpatel687 16108 premika gopi .it related to ved slok. 16108 meaning different.

  • @pradeepnahak3573
    @pradeepnahak3573 26 дней назад +1

    Harekrushna dandvat pranam prabhuji 🙇🙇 koti koti pranam 🙇🌺

  • @sabitaprusty8035
    @sabitaprusty8035 6 месяцев назад +17

    ଜୟ ଶ୍ରୀକୃଷ୍ଣ, ସମସ୍ତ ଯୁବ ପିଢି କୁ ଭଲ ବାର୍ତ୍ତା ଦେଇ ଛନ୍ତି।

    • @santosh34556
      @santosh34556 6 месяцев назад +1

      Sweets, sugar, chocolate, watermelon ye sab mat khaoge to tum kaam vaasna se dur ho jaoge .😊😊😊
      Bramhacharya since last 6 months. Try it and be hawas free 👍😊❤

  • @ratankumarmahapatra7086
    @ratankumarmahapatra7086 5 месяцев назад +7

    ଆପଣ ଙ୍କ ଉପଦେଶ ନିଶ୍ଚିତ ଆଗାମୀ ଦିନରେ ପ୍ରେରଣା ଯୋଗାଇବ

  • @GopalChandraDas-kg8ki
    @GopalChandraDas-kg8ki 6 месяцев назад +8

    Jay shree jaganath ଆପଣଙ୍କୁକୁଟି ପ୍ରଣାମ ତୁମର ଜୟ ହେଉ

  • @papunmadhusudan6682
    @papunmadhusudan6682 6 месяцев назад +16

    ମୋ ଅନୁସାରେ ମହିଳା ମାନଙ୍କୁ ଘୃଣା ନକରି ସେମାନଙ୍କ ଭିତରେ ମାତା ସୀତା, ପାର୍ବତୀ ଓ ଲକ୍ଷ୍ମୀ ଙ୍କୁ ସ୍ମରଣ କର ।🙏

  • @ashokkumarsahoo8044
    @ashokkumarsahoo8044 2 месяца назад +1

    ଧନ୍ୟବାଦ୍ ,ଯୁବ ପୀଢ଼ି ପାଇଁ ନିହାତି ଆବଶ୍ୟକ ଉପଦେଶ

  • @GaneshSethy-k7n
    @GaneshSethy-k7n 6 месяцев назад +8

    Such a great advice saint 🫡

  • @Kalathakura2024JA
    @Kalathakura2024JA 6 месяцев назад +11

    Wonderful true messages.
    Thank u very much.❤❤

  • @muktikantabehera9904
    @muktikantabehera9904 6 месяцев назад +11

    Guruji apana 101% Right kahichanti 🙏

  • @LokanathMotivation
    @LokanathMotivation 6 месяцев назад +9

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @sagarmalik4892
    @sagarmalik4892 6 месяцев назад +6

    Hare Krishna radhe radhe prabhuji Thank you so much prabhuji,,, good information Our youths

  • @narayandalai9799
    @narayandalai9799 2 месяца назад +1

    ପ୍ରଣାମ🌿🌱 ଗୁରୁ 🌱🌿ଦେବ 🌿🌱🙏🙏🙏

  • @jubrajmajhi1024
    @jubrajmajhi1024 6 месяцев назад +7

    Jay Sri raam🎉🎉🎉 mind blowing bag bat gitaa

  • @artatranabaghaarta8001
    @artatranabaghaarta8001 20 дней назад

    ଗୋଟେ ଅନ୍ଧ ମଧ୍ଯ କାମ ଯନ୍ତ୍ରଣା ଭୋଗକରେ

  • @MuTalcheria
    @MuTalcheria 6 месяцев назад +6

    Perfect katha !! Mo guru b kuhanti same. Brahmacharya hela sreasta marga jibana re successful hebaku. 2018 ru 2021 mu gote b jhia ku dekhini mo salary 5000 ru 1lakh heigala, mu ate mehnati thili abe vabile kemiti lage. 2021 mid ru padigali n 2023 re kila neli 1st time love re failure pare mo eye kemiti kholila n spirituality pain jemiti mo way kholigala. Guru kn etc etc asram re rahiba sabu karili n satare guru krupa hele kn kn heipare abe janili … abe asila main katha !!
    Aama deha re 6 ta main chakra achhi … energy sabubele tale tha a mulafhara re n energy sabubele uparaku uthibaku try kare so mula dhara ru tike prana shakti uparaku uthila belaku swadistana chakra pakhaku asile belku tm ta ladies pain attrct heba jete jaha karile b … main point control hebani … hele sei time re brahmacharya palana karile shakti uparaku uthe n tapare kn hua karile janibe n kete happy feel hua blissful lagiba n focus body shape sabu change heba

    • @ommpandaa
      @ommpandaa 6 месяцев назад

      Yeh jou bhagwaan nka katha kahu chhanti sei bhagwaan ta kebe kahi nahanti je prema paapa boli

  • @anamjena8042
    @anamjena8042 6 месяцев назад +3

    Pura Farfect bani guruji Jay krishan a

  • @SaritaBal-tq3ke
    @SaritaBal-tq3ke 6 месяцев назад +2

    Harekrishna guruji harikrishna guruji harikrishna guruji harikrishna guruji harikrishna guruji harikrishna guruji harikrishna guruji harikrishna guruji harikrishna guruji harikrishna guruji

  • @pradeepnahak3573
    @pradeepnahak3573 6 месяцев назад +2

    Harekrushna dandvat pranam prabhuji 🙇🙇🙇🙇

  • @kanhucharanjena4565
    @kanhucharanjena4565 6 месяцев назад +7

    Hare Krishna Hare Krishna
    Krishna Krishna Hare Hare
    Hare Ram Hare Ram
    Ram Ram Hare Hare

  • @asmannayak5984
    @asmannayak5984 6 месяцев назад +6

    Namste guruji🙏🙏🙏

  • @Feelingsmotivate
    @Feelingsmotivate 4 месяца назад +2

    ଏହା ନିରାଟ ସତ୍ୟ ❤😊 ଜୟ ଜଗନ୍ନାଥ

  • @ajitkumarmohanty4459
    @ajitkumarmohanty4459 6 месяцев назад +1

    🙌🙏 ହର ହର ମହାଦେବ 🙏🙌

  • @jitendramohan9938
    @jitendramohan9938 6 месяцев назад

    Hare krishna❤❤❤Good answer. I hope and pray lord krishna you will be a best SANYASI in Iskcon. Hare krishna❤❤❤

  • @tusharakantabehera2587
    @tusharakantabehera2587 6 месяцев назад +7

    ମୁଁ ବି ପ୍ରେମ କରିଛି, କିନ୍ତୁ ମୋ ପାଠ ପଢ଼ାରେ କୌଣସି ବାଧା ସୃଷ୍ଟି ହେଇନି ବରଂ ମୋ ପାଠପଢା ରେ ଉନ୍ନତି ଆସିଛି.

    • @Saindian
      @Saindian 6 месяцев назад

      ଭାଇ ସଚା ପ୍ରେମ ନା ମିଛ ପ୍ରେମ କହି ବକି

    • @tusharakantabehera2587
      @tusharakantabehera2587 6 месяцев назад +1

      @@Saindian ସେ ଝିଅ ମୋ ଛୁଆର ମାଆ ହେଇସାରିଲେଣି, ଏବେ ଭାବିନେବ ସେଇଟା କୋଉ ପ୍ରେମ.କିଛି ସଚ୍ଚା ପ୍ରେମ ପାଇଁ କା ହିଁ ପ୍ରେମ ବଂଚିଛି ଆଉ କେହି ପ୍ରେମ କରିବା କଥା ଭାବୁଛି. ତାହା ନହେଇଥିଲେ ପୁଅ ଝିଅ କେବଳ କିଣା ବିକା ହେଇଥାନ୍ତେ.

    • @Saindian
      @Saindian 6 месяцев назад

      @@tusharakantabehera2587 ସତରେ ଭାଇ ସୁଣିକିରି ଭଲ ଲାଗିଲା କିନ୍ତୁ ଭାଇ ମୁଁ ଏବେ କଲେଜ ରେ ପଡୁଛି ବହୁତ ଝିଅ ପୁଅ ମାନେ କେବଳ ଦେହ ସୂଖ ପାଇଁ ପ୍ରେମ କରୁଛନ୍ତି ଏୟା କଣ ଠିକ୍

    • @tusharakantabehera2587
      @tusharakantabehera2587 6 месяцев назад

      @@Saindian ମୁଁ ବି ମୋ ସ୍ତ୍ରୀ ସହିତ ବାହାଘର ପୂର୍ବରୁ ସମ୍ପର୍କ ରଖିଥିଲି, କିନ୍ତୁ ମୁଁ ତାଙ୍କୁ ପ୍ରେମିକା ଭାବିକି ରଖିନଥିଲି ମୋ ସ୍ତ୍ରୀ ଭାବିକି ରଖିଥିଲି. ସେମିତି ହେଲେ ସମ୍ପର୍କ ଆହୁରି ମଜବୁତ ହେଇଯାଏ.ସଦାବେଳେ ସାମ୍ନା ଵାଲା ଖୁସିରେ ଖୁସି ହୁଅ ଦେଖିବ ଜୀବନ ବଞ୍ଚିବାକୁ ବହୁତ ମଜା ଲାଗିବ.
      ନିଜ ନିଜର ଜୀବନସାଥୀ କୁ ଗୋଟେ କଥା କୁହ ଯେ ତୁମେ ତୁମ ଘରେ ଯେଣେଇଲ ଆମ ସମ୍ପର୍କ କଥା, ସେଇଠୁ ଜାଣିଯିବ ଯେ ସେଇଟା କେମିତିକା ପ୍ରେମ.

  • @ainthumahanandia1223
    @ainthumahanandia1223 Месяц назад

    Gurujiku bahut dhanuabad❤

  • @rajeshkumarb8332
    @rajeshkumarb8332 5 месяцев назад +2

    Radhe radhe ❤❤❤❤

  • @NilimaParua-u2r
    @NilimaParua-u2r 6 месяцев назад +7

    Hare Krishna hare Krishna ❤❤❤🙏🙏🙏

  • @GitanjaliP-c2f
    @GitanjaliP-c2f Месяц назад

    Hare Krishna ❤

  • @jagabandhumallik3801
    @jagabandhumallik3801 6 месяцев назад +1

    Hare Krishna Prabhu ji Dandabat Pranam 🙏🙏🙏

  • @tikenexpress873
    @tikenexpress873 6 месяцев назад

    ଆପଣଙ୍କ ଧନ୍ୟବାଦ ଗୁରୁ

  • @dushmantgamanga1207
    @dushmantgamanga1207 5 месяцев назад +2

    ଜୟ ଜୟ ଶ୍ରୀ କୃଷ୍ଣ

  • @sudhakarjally5184
    @sudhakarjally5184 6 месяцев назад +3

    Hare Krishna Hare krishna

  • @kaibalyarout935
    @kaibalyarout935 2 месяца назад

    Hare Krishna ✨💙✨💙🙏🙏🚩🚩❤❤😊😊

  • @laxmipriyabehera8581
    @laxmipriyabehera8581 2 месяца назад

    Radhe Krishna 🙏🏻

  • @birendrajit89
    @birendrajit89 5 месяцев назад +2

    HARE KRISHNA ❤️ very nice 👍

  • @bhagabandas8011
    @bhagabandas8011 6 месяцев назад +4

    Hare krishan hare rama

  • @Nilakantha-u1x
    @Nilakantha-u1x 2 месяца назад

    ହରେ କୃଷ୍ଣ ଗରୁଜି ସତବାଣୀ କହି ଛନ୍ତି

  • @bishnupriya9250
    @bishnupriya9250 2 месяца назад

    ହରେ କୃଷ୍ଣ ହରେ ରାମ

  • @suchismitasrichandan4778
    @suchismitasrichandan4778 6 месяцев назад

    ପ୍ରଭୁ ଜୀ ହରେ କୃଷ୍ଣ 🙏

  • @InnocentPradosh
    @InnocentPradosh 6 месяцев назад +1

    ମଣିଷ ର ବିଚାର ଉତ୍ତମ ହେବା ଉଚିତ୍

  • @prafullakumarmajhi7921
    @prafullakumarmajhi7921 6 месяцев назад

    Guruji sridhar Swami sokarachazya bisoyre kichhi kuhantu

  • @manaspradhan4168
    @manaspradhan4168 6 месяцев назад +2

    ଜୟ ଜଗନ୍ନାଥ🙏🙏🌹

  • @RamakantaDas-f5k
    @RamakantaDas-f5k 6 месяцев назад

    Asabu sikhibaku hele Guru kul darkar Jay shree Ram ❤❤❤❤❤❤❤

  • @jayaprakashbanchhor1223
    @jayaprakashbanchhor1223 2 месяца назад

    Very good advice❤❤

  • @tofannayaktofan7759
    @tofannayaktofan7759 6 месяцев назад

    Hare Krishna
    Hare Krishna
    Hare Krishna
    Hare Krishna
    Hare Krishna

  • @suryasekharnayak8283
    @suryasekharnayak8283 6 месяцев назад

    Hare Krishna prabhu Ji🙏☺

  • @jubrajmajhi1024
    @jubrajmajhi1024 6 месяцев назад +1

    Mu a prasna ra utara bahuta dinu khoju thili..sir❤❤❤

  • @jagannathsahoo1894
    @jagannathsahoo1894 6 месяцев назад

    Hare Krishna hare Krishna ❤️❤️🙏🏻🙏🏻

  • @UPSC_Sankar_Of_Bharat_Channel
    @UPSC_Sankar_Of_Bharat_Channel 6 месяцев назад +6

    Hare Krishna ❤❤❤❤

  • @santoshboss7216
    @santoshboss7216 6 месяцев назад

    Aji kali Amo Odisha Job pai Correction chalichi. Sethy pai prepare kichi kariparuni tha please kichi guide dhiontu...

  • @SuriyaG119
    @SuriyaG119 6 месяцев назад

    Radhe ❤ Radhe

  • @SudhirKumar-gy2id
    @SudhirKumar-gy2id 2 месяца назад

    Vaast experience

  • @SanjipDigal
    @SanjipDigal 6 месяцев назад +5

    Radha Radha

  • @deepaksahoo8296
    @deepaksahoo8296 6 месяцев назад

    Radhe radhe...

  • @RabiNarayandas-j4n
    @RabiNarayandas-j4n 6 месяцев назад +3

    Guru ji life re sucess paiba upare kichi kuhantu na

  • @sandhyabinisahu7304
    @sandhyabinisahu7304 6 месяцев назад +1

    Prabhu ji itne Sundar batate Hain Jo naujawan ko

  • @SunilBehera-g9i
    @SunilBehera-g9i 6 месяцев назад +1

    Jay shree Krishna

  • @MangaldanNachika-wb2xl
    @MangaldanNachika-wb2xl 6 месяцев назад +1

    Right🙏🙏 gurujii❤

  • @susantanayak7659
    @susantanayak7659 6 месяцев назад

    Agyan sir !.. Bidhaba stree ku bahaghara kale, athaba bidhaba stree sahita prema kari, dehamilana kale asubidha kana achhi ki tk kahibe prabhu..... Jay Jagannath 🙏

  • @PapuNayak-u4e
    @PapuNayak-u4e 2 месяца назад

    Nari nku dharshan m purush hun brija yahn nasam jay jagannath m 🙏🙏🙏

  • @omprakashpradhan8701
    @omprakashpradhan8701 6 месяцев назад

    ହରେ କୃଷ୍ଣ ପ୍ରଭୁଜୀ ଆପଣ କ'ଣ ବ୍ରହ୍ମଚାରୀ ଆଶ୍ରମକୁ join କଲେ କି ? ହରେ କୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ 🙏🙏🙏🙏

  • @satyadurga1267
    @satyadurga1267 6 месяцев назад +1

    Hare Krishna

  • @Saindian
    @Saindian 6 месяцев назад

    ଆଜିକା ସମୟର ଲେଡିଜ୍ ମାନେ ଦେହ ଦେଖୁଛନ୍ତି

  • @hemantasahoo1212
    @hemantasahoo1212 6 месяцев назад

    Radhe Radhe Hare Krishna

  • @ShreetamHatiOfficial-rv4ef
    @ShreetamHatiOfficial-rv4ef 6 месяцев назад

    ❤❤❤🙏🙏🙏 Aapana Right Kahila Baba

  • @sanjithsingh8016
    @sanjithsingh8016 6 месяцев назад

    Continue rakha guruji

  • @GaribaNaik-t5r
    @GaribaNaik-t5r 4 месяца назад

    Radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe

  • @Shriya-c1x
    @Shriya-c1x 6 месяцев назад

    ପଣ୍ତିତ ଆଜ୍ଞା ମତେ କହିବେ ଉଚ୍ଚା ନୀଚ ଜାତି କଣ ଭଗଵାନ କହିଛନ୍ତ ନା ଚୁଇଁବକୁ ଆଉ ଯଦି ଛୁଇଁବୁ ତାହାଲେ କଣ ହବ?

  • @pradyumnakanhar1380
    @pradyumnakanhar1380 6 месяцев назад

    Good Advice

  • @sradhanjalimahapatra9930
    @sradhanjalimahapatra9930 6 месяцев назад

    Nice guruji

  • @Samir.920
    @Samir.920 6 месяцев назад

    Hare Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Subha9938
    @Subha9938 6 месяцев назад

    Hare Krishna Radhe radhe 🙏🙏🙏

  • @SatrughansahooSahoosatrughan
    @SatrughansahooSahoosatrughan 10 дней назад

    ମୁଁ ସେହି ମହାପୁରୁଷ

  • @manasdas3564
    @manasdas3564 6 месяцев назад

    Please tike sir contact kemiti karithanti apanka Saha

  • @Its_c_h_i_k_u_17_06
    @Its_c_h_i_k_u_17_06 6 месяцев назад +1

    Baba jodi jhio manku dekhi ba mona jodi tebe aau ki chi kohi b nai mo mono re bohut questions radhe radhe ❤

  • @shantidevi7848
    @shantidevi7848 6 месяцев назад

    Hare Krishna 🤩🤩🤩🤩🤩🤩🤩

  • @chinkubehera9484
    @chinkubehera9484 6 месяцев назад

    Real words ❤Jay hanuman ji❤❤❤

  • @SudhiranayakSudhira
    @SudhiranayakSudhira 2 месяца назад

    Jay sri krushna

  • @ashismoharana2421
    @ashismoharana2421 6 месяцев назад

    Radhe krishna

  • @myself5767
    @myself5767 Месяц назад +2

    ସହସ୍ର ଗୋପୀ ❌କୃଷ୍ଣ ✅

  • @Samir.920
    @Samir.920 6 месяцев назад

    Jay Jagannath baba pranam 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @KartikDas-q2z
    @KartikDas-q2z 6 месяцев назад +1

    Right guruji❤❤❤❤

  • @Dhananjay_Nayak
    @Dhananjay_Nayak 6 месяцев назад

    Hare krishna ❤

  • @harekrushnabehera3138
    @harekrushnabehera3138 6 месяцев назад +2

    ପର "ସ୍ତ୍ରୀ " ଦର୍ଶନେ ପାପ, ହେଲେ ବାବା ପର" ଝିଅ "ଦେଖିଲେ ଯେ ପାପ ଏ କଥା କେଉଁଠି ଲେଖା ଅଛି ।

    • @adityaprasadtripathy8812
      @adityaprasadtripathy8812 6 месяцев назад +1

      ଝିଅ କଥା ଆପଣ ଭୁଲି ଯାନ୍ତୁ
      କିନ୍ତୁ ପର ଶବ୍ଦ ଟି ଭାରି ଭୟା ଭୟ
      ପର କଥା ପର ଚର୍ଚ୍ଚା ପରିଗ୍ରହ ପରାନିନ୍ଦା ଏହି ପର ଶବ୍ଦ ଟି କୁ ଦୂରରେ ରଖନ୍ତୁ

    • @harekrushnabehera3138
      @harekrushnabehera3138 6 месяцев назад

      @@adityaprasadtripathy8812 okay thanks.

    • @abhiksundarpradhan4074
      @abhiksundarpradhan4074 6 месяцев назад +1

      Agaku jaiki ta kahara stree haba se jhia😊prabhu haribol🙏.....

    • @khetramohansahoo
      @khetramohansahoo 6 месяцев назад

      "ପରା ସ୍ତ୍ରୀଣା ମାତା ସମାନଃ" ଶାସ୍ତ୍ର ରେ ଲେଖା ହେଇଛି| ତା ଛଡ଼ା jadi logically chinta kariba ଯଦି ଜଣେ ପୁରୁଷ ବିବାହ ପୂର୍ବରୁ ଅନେକ ନାରୀ ପ୍ରତି ଖରାପ ଦୃଷ୍ଟି ରଖୁଛି ତେବେ ସେ ବିବାହ ପରେ ଏକ ନାରୀ ରେ ସନ୍ତୁଷ୍ଟ ହେଇପାରିବତ?

    • @harekrushnabehera3138
      @harekrushnabehera3138 6 месяцев назад +1

      @@adityaprasadtripathy8812 ଠିକ୍ ଠିକ୍ ଆପଣ"ପର ଝିଅ " ସହ ସଂସାର କରୁ ନାହାନ୍ତି ତ ?

  • @KushBarik-v4l
    @KushBarik-v4l 5 месяцев назад +1

    Thiki Katha kahil 👍🕉️🙏

  • @PramodBhai-hf4ke
    @PramodBhai-hf4ke 2 месяца назад

    ଗୁରୁ 🙏

  • @rajeshbiswal6636
    @rajeshbiswal6636 6 месяцев назад

    Radhe Krishna

  • @SusantaBagha-we3fi
    @SusantaBagha-we3fi 6 месяцев назад +3

    ଗୁରୁଜୀ ପ୍ରଣାମ ଠିକ୍ କହିଲ ❤

  • @7odisha8Tiger-sanatani
    @7odisha8Tiger-sanatani 6 месяцев назад

    ଏ କଥା ଶୁଣି ଖୁସି ଲାଗିଲା 🙏

  • @tapanbehera1620
    @tapanbehera1620 6 месяцев назад

    Radhe radhe maharaj

  • @asitrout7659
    @asitrout7659 6 месяцев назад

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @brajabandhusingh5390
    @brajabandhusingh5390 6 месяцев назад

    Jay shree Krishna 🙏🏻🙏🏻🙏🏻