Bhai apana nka video ra subject change name change karantu.puri mahaprasad only in puri.se thakura jemty alga tara prasad bi alga.prabad achi nije laxmi thakurani taku randhithanty.e prasad ku mohaprasad saha tulana karuni.mun ethi e prasad ku ninda karuni.kintu apanka video ra subject name mohaprasad praty critisize karuchi
Bhai mu tamku kahithili. Asila. Dhanyabad
Thank you so much brother 🙏
Thanks for knowing us a new destination 👍
ଜୟ ଜଗନ୍ନାଥ ସ୍ଵାମୀ 🙏
Jay Jagannath 🙏
Bahut bhala lagila ajir vidio ❤❤
@@Adityafoodandvlogs thank you Bhai 🥳❤️
🙏🙏🙏🙏🙏🙏🙏🙏💙💙💙💓💓💓👌👌👍👍👍🥰🥰🥰🥰💗❤️💞 ଜୟ ଜଗନ୍ନାଥ। ବହୁତ୍ ଧନ୍ୟବାଦ୍
Jay Jagannath 🙏
ଏ ପିଲାଟି ବହୁତ ଭଲ video କରୁଛି
ସମସ୍ତେ ୟା video like କର
Jay Jagannath 🙏
Thank you brother for your efforts 🎉❤
🙏 Jai Jagannath 🙏
Good amiti karantu
Thank you 😊
The effort you put into editing and storytelling really shows. Keep up the awesome work!..❤
Thank you 🙏
Keep watching....
🎉
💓💓
ମାଡିଚାଲ
Jay Jagannath 🙏
Kan handi re khaucha?
Nai seta handi nuha kuduaa sethiru ame patra re dhaliki khaichu
Bhala to kahuchi, vedeo kala bele location ta pura kahinki kahanti nahin
Sorry brother apana pura video dekhibeni au pachare mote gali karibe
Jari band kari silver package re dele bhala heba.
Yes I also requested them
@@theadventurepro thank you
କଣ କହିଲେ ଭାଇ , 'all limited '.
ଜୟ ଜଗନ୍ନାଥ
🤭🤭
ଭୁବନେଶ୍ୱର ରେ ଅନେକ ମନ୍ଦିର ରେ ପ୍ରସାଦ ସୁଲଭ ଦର ରେ ମିଳୁଛି। ଅନେକ ଭିଡ଼ ହୁଏ। ଯଦିଓ ଏହା unlimited କିନ୍ତୁ ଖାଇବା ସମୟ ରେ ଅନେକ ଲୋକ ଅପେକ୍ଷା କରି ଥିବାରୁ ପରଶୁ ଥିବା ବ୍ୟକ୍ତି ମାନେ second third time ଦେବା ପାଇଁ ଏମିତି ବ୍ୟବହାର କରନ୍ତି ଯେ ଖାଉଥିବା ବ୍ୟକ୍ତି ପେଟ ଭରି ଖାଇ ପାରେ ନାହିଁ। ଏହା ମୋର ବ୍ୟକ୍ତିଗତ ଅନୁଭବ ରାଜୀବ ଭବନ ନିକଟରେ ଥିବା ଜଗନ୍ନାଥ ମନ୍ଦିର ରେ। ଅନେକ ଥର ଯାଇଛି ସେଇ ଏକା ଅନୁଭୂତି। ଅନ୍ୟ ଜାଗା କଥା କହି ପାରିବି ନାହିଁ।
ଏହି ମନ୍ଦିର କେବେ ଆସନ୍ତୁ....
Location?
Kindly follow the description
ଭାଇ ପହିଲି ଭୋଗ କୋଉଠି ମିଳେ ଭୁବନେଶ୍ୱର ରେ ଟିକିଏ ଜଣାନ୍ତୁ
Pravu Anata basudeba nka pakhu asantu...
ପୁରୀ ଆସ ଆମେ ଖୁଆଇବୁ ପହିଲି ଭୋଗ.......
@raazpujapanda2939 puri sri mandira re kii
@@raazpujapanda2939 Jay Jagannath 🙏
Ag chhaka pakhare jagannath mandiar
Plz jari thali band karantu
👍
@@nibedanamusic7718 ଠିକ କହିଛନ୍ତି
Give pl full location details. U r compering good for nothing
Please follow the description for details about the location. 🙏
I clearly mentioned the address and full location...
Mate laguchi apana video karuchnti boli apanku adhika quantity deichnti,se mousa nka thali re bahut kam quantity thila 😅
Nai apana pachare jete thara nebe apanku dia jiba
Khadya nasta na haba darkar
Bhai apana nka video ra subject change name change karantu.puri mahaprasad only in puri.se thakura jemty alga tara prasad bi alga.prabad achi nije laxmi thakurani taku randhithanty.e prasad ku mohaprasad saha tulana karuni.mun ethi e prasad ku ninda karuni.kintu apanka video ra subject name mohaprasad praty critisize karuchi
@@DhabalPrasadPadhi କ୍ଷମା କରିବେ ଭାଇ ମୁଁ ଏଠି କୌଣସି ଜାଗାରେ ରେ ଟ ମହାପ୍ରସାଦ ର ନାମ ଲେଖିନି
ଏଠାରେ ଜଗନ୍ନାଥଙ୍କ ପ୍ରସାଦ ଲେଖା ଯାଇଛି ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ଟ ଜଗନ୍ନାଥଙ୍କ ପ୍ରସାଦ ନା.....
ଆଉ ମହାପ୍ରସାଦ ତା'ର ତୁଳନା ନାହିଁ ....
ସିଏ ତ ପ୍ରସାଦ ଭିତରେ ମହାନ୍ ସେଥି ଲାଗି ତା ନାଁ ମହାପ୍ରସାଦ
ଜୟ ଜଗନ୍ନାଥ 🙏🙏
ଏତେ ବଡ଼ ବଡ଼ କୁଡୁଆ ନେଇ ଖାଇ ବସିଲେ । ଅଳ୍ପ ଅଳ୍ପ ତ ଖାଇଥିବେ । ଅଇଁଠା ପ୍ରସାଦ ସବୁ କ'ଣ କଲେ ? 😲
ଆମେ 2 ଜଣ ଥିଲୁ so ଆମ ପାଇଁ ଠିକ୍ ହେଲା
All limited 😂 mane unlimited nuhe😅
🎉🎉🤣🤣🤣
ସବୁ ହାଣ୍ଡିରେ ଆଣିଛନ୍ତି ପ୍ରସାଦ ନଷ୍ଟ କରିବେନି ସବୁ ଖାଇବେ
@@santoshkumarsahoo4621ହିଁ ଭାଇ ଆମେ 2 ଜଣ ଥିଲୁ ସବୁ ଖାଇଦେଲୁ...ନଷ୍ଟ କରିନୁ
ଜୟ ଜଗନ୍ନାଥ 🙏
Jari thalire daucha kahucha prasada. Very bad
Yes!!
୍ଏ ସଂସ୍ଥା ବେଶିଦିନ ଚାଲିବନି. କାରଣ ବାବୁଙ୍କ ବଜ଼ାର ଦର ବିଷୟରେ ଜଣାନାହିଁ
ପ୍ରଭୂ ଜଗନ୍ନାଥ ଙ୍କ କୃପା ରହିଲେ ନିଶ୍ଚିତ ଚାଲିବ.....