୯ ସେକେଣ୍ଡରେ କିଛି ଝଗଡ଼ା ହୁଏନି | Ipsita Sahoo Downplays Sankha Bhavan 'Incident' As Minor Argument

Поделиться
HTML-код
  • Опубликовано: 27 янв 2025

Комментарии • 299

  • @ODIABOY07
    @ODIABOY07 Месяц назад +78

    ନିଷ୍ପତି ସରିଛି ନିର୍ଣ୍ଣୟ ବି ସରିଛି
    ଚାପୁଡ଼ା ଟା ଉଡ଼ି ଉଡ଼ି ଗାଲ ରେ ବାଜୁଛି 😂

  • @NirakarBiswal-zg4tn
    @NirakarBiswal-zg4tn Месяц назад +45

    ମୁଁ ଦେଖିଲି କ୍ଲିପ ଯାହା ବୁଝିଲି ତୋ ମୁହଁ ରେ ମଶା ବସିଥିଲା ସେ ମାରିଲା ସେ କଥା କହିଦେ

  • @Mr.SGPT7499
    @Mr.SGPT7499 Месяц назад +22

    ଏଟା ସବୁ ଦଳ ବଦନାମ ହେବ ବଲି ମିଛ କହୁଛନ୍ତି ଇପ୍ସିତା

  • @ratikantabehura5316
    @ratikantabehura5316 Месяц назад +20

    ଭଲ ହେଲା ଆଉ ଟିକେ ଭଲ ହୋଇ ପାରିଥାନ୍ତା

  • @bikashkumarsingh9087
    @bikashkumarsingh9087 Месяц назад +18

    ଏଇଟା ଗୋଟେ ବାରବାଟୀ ମିଛେଇ

  • @kailashswainkailashswain6878
    @kailashswainkailashswain6878 Месяц назад +24

    ଶୁଖିଲା ଗପ କାହିଁକି କହୁଛୁ।ମନବୋଧ ହୋଇଯାଇଛି।

    • @diptiskumarbal3778
      @diptiskumarbal3778 Месяц назад

      Kichi nahi tuma upare jetebela haba janiba

    • @basantasahu4553
      @basantasahu4553 Месяц назад

      ​@@diptiskumarbal3778 rajneeti ku jiba ra nai ki mada khaiba ra nai 😅😂😅
      Rajneeti re joumane mada khauchanti ame seya dekhiki maza nabu 😅😂😅

    • @Actiondemand
      @Actiondemand Месяц назад

      ​@@diptiskumarbal3778 ତାଙ୍କ ଉପରେ କାହିଁକି ହବ 😂
      Any reason

  • @susantanayak9728
    @susantanayak9728 Месяц назад +9

    ସବୁଠୁ ମାଡୁଆ, ଅଭଦ୍ର ଏହି ମହିଳା ସାହୁ ମହିଳା ଜଣକ,,,,,, ସତେ ଯେମିତି ରାଜନୀତି ର ଗୋଟେ ବଡ଼ ନେତା ହୋଉଜିବ.... ମୋ ମତରେ ଏହି ଜଣକ ସବୁଠୁ ବେକାର, ଅଭଦ୍ର ମହିଳା... ସିନିଅର ମାନଙ୍କୁ ବ୍ୟବହାର ଶିଖିନୁ,,,,, ଆସିଚୁ ରାଜନୀତି କରିବାକୁ.....

  • @manasranjansahu4729
    @manasranjansahu4729 Месяц назад +15

    ମୁଖ୍ୟ ବିରୋଧୀ ଦଳ ଓଡ଼ିଶାର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଲଢେଇ କରିବେ କ'ଣ ,, ନିଜ ନିଜ ଭିତରେ ଲଢେ଼ଇ କରୁଛନ୍ତି,, ତାସ୍ ଘର ଭଳି ଖସିପଡିଵ ଵିଜୁ ଜନତା ଦଳ

  • @chaitanmurmu8410
    @chaitanmurmu8410 Месяц назад +15

    ମାଡ଼ ଖାଇଛ ମାନି ଯାଉ

  • @ugrasenbal8799
    @ugrasenbal8799 Месяц назад +24

    ତୁ ଆଉ ଗପ କହ ନାହିଁ

    • @susantanayak9728
      @susantanayak9728 Месяц назад +4

      ଏଇଟା ଚାପୁଡ଼ା ଖାଇଛି,, ଆହୁରି ଖାଇବ,,, ଯଦି ନ ସୁଧୁରିବ.....

    • @santoshkumar2754
      @santoshkumar2754 Месяц назад +1

      😂😂😂

  • @Mr.SGPT7499
    @Mr.SGPT7499 Месяц назад +14

    ଲାଞ୍ଚ ଖିଆ ବିଜେଡି ନେତା ଆଉ ନେତ୍ରୀ

    • @RatnakarBariha-vb3rp
      @RatnakarBariha-vb3rp Месяц назад

      ଏତେସାନ୍ତି ପ୍ରିୟ ବିଜୁ ଜନତ। ଦଲ ସାମ୍ୟ ନ୍ୟଚେଆର ଗୋଟିଏ ପାଇ ଏତେ ରାଗକା ହୀ କି

  • @MrutyunjayBehera-q3f
    @MrutyunjayBehera-q3f Месяц назад +11

    ନିଷ୍ପତ୍ତି ସରିଲା ଚଟକଣାଟା ଉଡ଼ି ଉଡ଼ି ଆସିଲା

  • @pipunpal5931
    @pipunpal5931 Месяц назад +11

    କାମ ସାରିକି ଧୁଆ ଧୋଇ ହେଇଗଲେ କଥା ଶେଷ

  • @Actiondemand
    @Actiondemand Месяц назад +1

    Slap କିନ୍ତୁ ପୁରା ଟାଇଟ୍ ଆଉ ଠିକ୍ ଜାଗା ଉପରେ। Ohh 😂
    Odisha ମାନେ ରଖିବ

  • @prasanta_ku_behera
    @prasanta_ku_behera Месяц назад +12

    ଆଉ ଅଛିଯେ ସୁନୂପମ୍ପୁଡ଼ି ଖାଇବ

  • @bhagabanprusty5066
    @bhagabanprusty5066 Месяц назад +17

    ଖାଇଛୁ ତ 😂😂😂😂

    • @susantanayak9728
      @susantanayak9728 Месяц назад +3

      ଖାଇଛି ମାନେ,,,, ଭଲ କି ଚାପୁଡ଼ା ଖାଇଛି.....
      ଆହୁରି ଖାଇବା କଥା,,,,

    • @sudhirghadai6503
      @sudhirghadai6503 Месяц назад

      କଣ ଖଇଛି ମ ସେ ନିଯେ କହୁଛି only ନ ଅ ସେକେଣ୍ଡ ନ ଘଣ୍ଟା ହୋଇ ଥିଲେ ଭଲ ହୋଇ ଥାଆନ୍ତା

    • @sudhirghadai6503
      @sudhirghadai6503 Месяц назад

      ଅଭି ତ ପାର୍ଟି ସୂର୍ ହୁଆ ହେ

  • @manjutripathy4117
    @manjutripathy4117 Месяц назад +10

    ଅଲାଜୁକୀ

  • @anantacharanpanda5889
    @anantacharanpanda5889 Месяц назад +2

    ମାଡ ଖାଇଲେ ମଧ୍ୟ ଗରମ ଚୁମା ବୋଲି ଭାବିବାକୁ ପଡିବ ଏହା ଦଳର ଆଭିମୁଖ୍ୟକୁ ତୁଣ୍ଡି ମ୍ୟାଡାମଙ୍କୁ ଜଣା ନଥିଲା, ଟିକେ ପରେ ବୁଝିଲେ।

  • @ManoranjanSahoo-n4h
    @ManoranjanSahoo-n4h Месяц назад +7

    Apana Mane khusi ta

  • @biswakalyanimohanty569
    @biswakalyanimohanty569 Месяц назад

    ନିଷ୍ପତି ସରିଛି, ନିର୍ଣ୍ଣୟ ବି ସରିଛି, ଗାଲରେ ମଶା ବି ଗଳାରେ ବସିଛି, ମଶା କୁ ମାରିବା ପାଇଁ ଗଳାରେ ଶକ୍ତ ଚଟକନି ବି ବସିଛି, ମାଡ ଖାଇଥିବା ରୁ ଧନ୍ୟବାଦ୍

  • @dsd4230
    @dsd4230 Месяц назад +1

    ଏହି ଭଳିଆ ମଝିରେ ମଝିରେ ହେବା ଦରକାର. ବଡ଼ ମାନଙ୍କ କଥା ନ ମାନିଲେ ଏମିତି ମାଡ ଖାଇବାକୁ ହୁଏ.

  • @Sagarrout-bd7nw
    @Sagarrout-bd7nw Месяц назад +12

    Epista ku mada good

  • @prasannapadhi6123
    @prasannapadhi6123 Месяц назад

    ମାଡାମ ଯଦି ମାଡ଼ ଖାଇ ନାହଁ , ତେଣୁ କାହିଁକି ମିଡିଆରେ ଦୁଇ ଜଣ ସଫେଇ ଦେଉଛ, କ'ଣ ଆଉ କେହି ଆଗକୁ ଆସିଲେ ନାହିଁ ,

  • @SibuJena-zr9hh
    @SibuJena-zr9hh Месяц назад +1

    ଆମେ ଆଜି ଜାଣି ପାରିଲୁ😢 ରାଜନୀତିରେ ରହିବାକୁ ହେଲେ ମାଡ଼ ଖାଇଲେବି ସହିବାକୁ ପଡେ 😅 ମୁହଁ କଣ ନାଲି ପଡ଼ିଛି 😅😅😂😅😅

  • @nirmalchandrapal1647
    @nirmalchandrapal1647 Месяц назад +1

    ସ୍ବାମୀ ଛାଡିଦେଲା କି ସିନ୍ଦୂର କାହିଁ ଦେଖା ଯାଉନି😂😂

  • @dalumahakud2723
    @dalumahakud2723 Месяц назад +1

    ଗଲୁ ମରିନି ଆଉ ଖାଇବୁ ବୋଧେ 😂😂

  • @panchunathsoren6047
    @panchunathsoren6047 Месяц назад +1

    ତମାମ ଇସୁ ଅଛି କଣ 24 ବର୍ଷ ରେ ଭି ସମାଧାନ ପାରିଲ ନାହିଁ କି, ସମାଧାନ ର strategy ବନେଇ ପାରିଲ ନାହିଁ ...... କଣ ପାଇଁ.

  • @PrashanKumarDas-u1z
    @PrashanKumarDas-u1z Месяц назад +3

    ଆଗକୁ କଣ ହେଉଛି .....,..........

  • @Mr.SGPT7499
    @Mr.SGPT7499 Месяц назад +4

    ଏଟା କଣ ଏକାଠି ହେବା କି ପିଟା ପିଟି

  • @AnilKumar-mq7qh
    @AnilKumar-mq7qh Месяц назад +1

    Pattak se head shot......

  • @DrDhirendraMohanty
    @DrDhirendraMohanty Месяц назад

    ସମୟ ର ଗତିରେ ଏପରି ହେବା କିଛି ବିରାଟ ଭୁଲ ନୁହେଁ, ଜୟ ନବୀନ ପଟ୍ଟନାୟକ, ଜିନ୍ଦାବାଦ, ଜୟ ବିଜେଡି, ଜିନ୍ଦାବାଦ.

  • @prasantdash2845
    @prasantdash2845 Месяц назад

    ସତ କହିବାକୁ ଗଲେ.. ତୋ ଉପରେ ଆଉ କିଛି ଦିନ ଆଗରୁ ହବାର ଥିଲା.. ଆଉ ଟିକେ ଅଧିକ ଜୋରସେ ତୋ ଗାଲ ରେ ମରିବାର ଥିଲା... ବେଶି ଫୁଟାଣି ତୋର.. ତୁ କିଏ ବେ..

  • @sarojkumarsahoo9268
    @sarojkumarsahoo9268 Месяц назад +1

    ବୋହୁତ ଭଲ ଲାଗିଲା, ପୁରା ମସ୍ତ ଗଲ ରେ ବାଜିଛି😂😂😂

  • @SibuJena-zr9hh
    @SibuJena-zr9hh Месяц назад +1

    ମାଡ଼ ଜଣେ କେବେ ମାରେ ଯେତେବେଳେ ଝଗଡ଼ାର ଶେଷ ସମୟରେ ମାଡ଼ ମରାଜାଏ କାଈ ଲୁଚଉଚ କଣ କଥା କଥା ରେ ମୁହଁ କୁ 😂😂😂😂😂😂😂😂😂

  • @sureshkumarpanigrahi-7470
    @sureshkumarpanigrahi-7470 Месяц назад +3

    ଲାଜ ଲାଗିବା ଦରକାର

  • @mantupradhan2107
    @mantupradhan2107 Месяц назад +1

    ତୋତେ ଲାଜ ନାହିଁ ମାଡ଼ ଖାଇଲୁ ଆହୁରି ଆସିକି ଗପୁଛୁ ଆଉ ଟିକେ ହେଇଥାନ୍ତା 😮😮😮😮

  • @SibuJena-zr9hh
    @SibuJena-zr9hh Месяц назад

    ସେ କହୁଛି ମୋ ଶାଢ଼ୀ ଚିରିଦେଲା ଏ କହୁଛି କିଛିନାହିଁ ମୁଁ କିଛି ବୁଝି ପାରୁନି
    ତମେ ମାନେ କିଛି ବୁଝିଲକି ଟିକେ କହିବ 😅😅😅😅😅😅

  • @BishwanathSethiBishwa
    @BishwanathSethiBishwa Месяц назад

    ଭୁଲ ପାରିଲେ ସେଟା ବଡ କଥା,ନବୀନ ବାବୁଙ୍କ ନିର୍ଦ୍ଦେଶକୁ କାର୍ଯ୍ୟରେ ଲଗାନ୍ତୁ

  • @PrasannaRay-j8c
    @PrasannaRay-j8c Месяц назад

    You are a best politician,
    Thank to your family for the freedom

  • @ishwarchandra3980
    @ishwarchandra3980 Месяц назад

    ଭାଗ୍ୟ ଭଲ ୟା ଚଷମା କାଚ ଭାଂଗିଲାନି ନ ହେଲେ
    ଆଜି ପଟିବନ୍ଧା ମୁହଁ ମିଡ଼ିଆ ଆଗରେ ଦେଖାଇଥାନ୍ତା !

  • @sachikantadash1998
    @sachikantadash1998 Месяц назад

    ନିଷ୍ପତ୍ତି ସରିଛି ନିର୍ଣ୍ଣୟ ବି ସରିଛି। କେବଳ ଘୋଷଣା ବାକି ରହିଥିଲା।

  • @NandaKishoreDas-j1x
    @NandaKishoreDas-j1x Месяц назад

    ଭଲ ଲାଗିଲା। ତୁମ ଗାଲୁଆ ନେତା ଯାହା ଗାଲୁ ଗପ କହିଲେ, ତୁମ ଅଭିନୟ ତା ଠାରୁ ଆହୁରି ନିଖୁଣ। ତେଣୁ ତାଙ୍କର ଭାଷଣ ଅପେକ୍ଷା ତୁମ ଗାଲରେ ଚଟକଣା ପେଷଣ ଟିକିଏ ଅଧିକ ମାର୍କେଟ ନେଲା। ସତରେ ଆଉ ଦିନ କେଇଟା ପରେ ତୋ ଡାଲି ଚୋରଣୀ ଦିଦି ରେକର୍ଡ ଭାଙ୍ଗିବା ଥୟ।

  • @am9519
    @am9519 Месяц назад +2

    ବୋପାଲୋ... କେତେ ଭାଇ କିଓ ତୁମର...🙄🙄 ବାକପଟୁ ରେ କିନ୍ତୁ D. Lit....👎

  • @padhancreations6837
    @padhancreations6837 Месяц назад

    ଗୁଟେ ମାଡ଼ ଖେଇ କରି ଶାନ୍ତି ଆର ଗୁଟେ ମାଡ଼ ଦେଇ କରି ବି ଆସନ୍ତି

  • @ariyak.m2315
    @ariyak.m2315 Месяц назад

    ଅଲଜ୍ୟାକୁ, ମାଡ ଖାଇଛି, ବହୁତ ବଢିଆ ହେଇଛି...ଶୀତୁଆ ପାଗରେ ଟିକେ ମଦ ମାଂସ ଖାଇଦିଏ... ବେ ଲଜ୍ୟା ନାରୀନେତ୍ରୀ...

  • @sujitkumarsamal5344
    @sujitkumarsamal5344 Месяц назад

    ନିର୍ଣ୍ଣୟ ଏବଂ ନିଷ୍ପତି ଆଗରୁ ସରିଯାଇଥିଲା.

  • @bnmcreations4670
    @bnmcreations4670 Месяц назад

    ସବୁ ବିଶୃଙ୍ଖଳା କଲେ ଏମିତି ଖାଇବ ଜାଣିବା ଦରକାର

  • @sarojkumarpradhan1341
    @sarojkumarpradhan1341 Месяц назад +6

    Mada taa kouthu khaila😂😂

  • @rjsoy4432
    @rjsoy4432 Месяц назад

    😂😂😂😂 ଓହୋ କି ପ୍ରମାଣ ସତେ କୁକୁର ଲାଞ୍ଜ ସିଧା ହୁଏ ନା ତାହା bjd ବାଲା ଙ୍କ ସହ ସମ୍ପୂର୍ଣ ଉପଯୁକ୍ତ ପ୍ରଯୁଜ୍ୟ 😅😅😅😅

  • @RanjitKingal
    @RanjitKingal Месяц назад

    ମାଡ଼ କାହ ଦଳ କୁ ସପୋଟ କର 😂😂😂😂😂

  • @gstravel96
    @gstravel96 Месяц назад

    ନିଷ୍ପତି ସରିଛି ନିର୍ଣ୍ଣୟ ଭି ସରିଛି
    ଚାପୁଡ଼ା ଯାକ ଉଡ଼ି ଉଡ଼ି ବାଜିଛି 😂

  • @RashmiranjanKhadiratna
    @RashmiranjanKhadiratna Месяц назад

    TAMAM ISSUE RE TO ISSUE SUPER HIT HEIGALA .

  • @ajitmahal9487
    @ajitmahal9487 Месяц назад +1

    ବହୁତୁ ଭଲ ଦେନା ନା ତୁମେ ଭଲ ନେତ୍ରି ହବ ଭଗବାନ କଂ ପାଖରେ ପ୍ରାଥନା

  • @sangrampatrapatra9004
    @sangrampatrapatra9004 Месяц назад

    ବୁଝିଲୁ ଝିଅ...
    ତୋ ଯୋଗୁ ତୋ ଶଶୁର ଘର ଲୋକ ବଦନାମ

  • @sewanayak945
    @sewanayak945 Месяц назад

    ତମ କଣା ସବକୁ ଜଣା ଆଉ ଗପେନା ତୁମ ଖେଳ ଖତମ 😜👍

  • @asutoshacharya1597
    @asutoshacharya1597 Месяц назад

    ଚାପୁଡ଼ା ଖାଇ ୟେ ଆଶ୍ଚର୍ଯ୍ୟ 😁😁

  • @just4funindia869
    @just4funindia869 Месяц назад

    ଭଲ କାରଣ ଟା କୁ ଚାପିଦେଲ ଆଉ 😆😆😆

  • @pkrout7233
    @pkrout7233 Месяц назад +2

    Besi dahara heigala

  • @nirmalsahoo630
    @nirmalsahoo630 Месяц назад

    ଅପା ସହିତ ତୁମର କୁଣ୍ଢାକୁଣ୍ଢି ତ ମୁଁ ଦେଖିପାରିଲି ନାହିଁ କିନ୍ତୁ ନିଷ୍ପତି ସହିତ ଚାପୁଡ଼ା ଉଡ଼ି ଉଡ଼ି ଆସିବା ଦେଖିଚି

  • @AbhiAbhi-go3dr
    @AbhiAbhi-go3dr Месяц назад

    ଭଲ ଲଢେଇ ହବ ଯେମିତି ତୁମେ କଲ 👍

  • @just4funindia869
    @just4funindia869 Месяц назад

    ପାଣ୍ଡୁ ଭଲ ଟ୍ରେନିଂ ଦେଇଛି 😆😆😆

  • @sanjaykarjee9659
    @sanjaykarjee9659 Месяц назад

    ଭଲ ହେଲା 🥸🥸🥸🥸🥸🤔🤔🤔🤔🤔👌👌🥸👌👌👌 ଆଉ ଅଛି ହେଲା ଆଉ ମାଡ଼ ହେବ ହେଲା

  • @DON-BBSR
    @DON-BBSR Месяц назад

    ନିଷ୍ପତି ସରିଛି ନିର୍ଣିୟ ସରିଛି ଉଡ଼ି ଉଡ଼ି ଆଜି ମୁଁ ମୁଥ ଖାଉଚୀ 😀

  • @prasantapanda1703
    @prasantapanda1703 Месяц назад

    ଆଲୋ ଘୋଡ଼ାଗେହି ତୁ ଭଲ ଶକ୍ତ ଚାପୁଡ଼ା ଖାଇଛୁ ଆମେ ଦେଖିଲୁ, ବେଧେଇ ଅଲଜ୍ୟାଣି

  • @srikantakumardas2345
    @srikantakumardas2345 Месяц назад

    ତତେ ଟିକେ ଲଜ୍ଜ୍ୟା ନାହିଁ ଲୋ ମାଡ଼ ଖାଇ ଏମିତି ଗପୂଛୁ ତୁ ଗୋଟେ ବେହିଆଣି ଭଳି ଲାଗୁଛି

  • @NabkishorBarik
    @NabkishorBarik Месяц назад

    Belajya -ni(big spoken person)😊

  • @pradipkumarswain5221
    @pradipkumarswain5221 Месяц назад

    ଶତକଥାଟା କହୁନୁ ଗାଲରେ ମଶା ଟା ବସିଥିଲା ସିଏ ମଶାଟା କୁ ମାରିଦେଲା

  • @AmiyaKumarSahoo-u3s
    @AmiyaKumarSahoo-u3s Месяц назад

    ପ୍ରବଳ ମଶା ଖାଲି ଗାଲରେ ବସୁଛନ୍ତି

  • @udayatokoria3553
    @udayatokoria3553 Месяц назад

    ରାଜ ନୀତି ତ ଓଡ଼ିଶାକୁ ବୁଡ଼ାଇଲଣି

  • @bnmcreations4670
    @bnmcreations4670 Месяц назад

    କିଛି ହେଇନି କେବଳ ଦୁଇ ଚାପୁଡ଼ା ମୁହଁ ରେ ବସିଛି

  • @Egolesshuman4u
    @Egolesshuman4u Месяц назад +1

    PhD in galuami au daha micha .hele janata sabu janichi 😂😂

  • @pramodkumarrout2981
    @pramodkumarrout2981 Месяц назад

    ❤❤❤❤❤❤

  • @rabindrakumarmaharana3334
    @rabindrakumarmaharana3334 Месяц назад

    ତତେ ଧୁମ୍ ଧୁମ୍ ବି ଦରକାର,
    😂😂😂😂😂

  • @AVIRAM_143
    @AVIRAM_143 Месяц назад

    କେତେ ଆଉ ମିଛ ଅଭିନୟ କରିବ 😂
    କାଲି ତ ସମସ୍ତେ ଦେଖିଲେ ବିଜେଡି ନାରୀ ଶଶକ୍ତି କରଣ ଚିତ୍ର 😂😂😂

  • @pratapkumarsahoo6271
    @pratapkumarsahoo6271 Месяц назад

    ଅଲାଜୁକି ମୁହଁରେ ଖଡ଼ା ଗଛ

  • @banamalipradhan2382
    @banamalipradhan2382 Месяц назад

    ଆଉ ଦୁଇ ଚାପୁଡ଼ା ହୋଇଥିଲେ ଭଲ ହୋଇଥାନ୍ତା

  • @satyasahoo8992
    @satyasahoo8992 Месяц назад

    ମନକୁ ବୁଝାନ୍ତୁ ମାଡ ଟା ଗାଲରେ ଚୁମା ଦେଲା ❤ କ'ଣ ପାଣ୍ଡୁ ଆସୁ ଆସୁ ପାଣି ହାତି ଘାଇଲା କଲା

  • @KaluNayak-rf2el
    @KaluNayak-rf2el Месяц назад

    ଏ ହେଉଛି ଟାଉଟର ଲେଡୀ ଚାପୁଡ଼ା ଖାଇଛି ଭଲ ହେଉଛି

  • @LambodarPujari-r7p
    @LambodarPujari-r7p Месяц назад

    ମାଢତ ଖାଇଛ ସ୍ଵୀକାର କରନ୍ତୁ

  • @SusantaPradhan-s4n
    @SusantaPradhan-s4n Месяц назад

    ଚାପୁଡ଼ା ଟା କେମିତି ବାଜିଲା

  • @jayarammalla6393
    @jayarammalla6393 Месяц назад

    Jay jagannatha Jay nabin Jay Bjd good Didi❤❤❤❤

  • @gpsoty
    @gpsoty Месяц назад

    ଅରଣା ମଇଁଷି😂😂😂😂

  • @dhaneswarNayak-k7j
    @dhaneswarNayak-k7j Месяц назад +3

    Magia tu bedhi ki madal

  • @PuspaBhoi-h8j
    @PuspaBhoi-h8j Месяц назад

    Just galare masa te basi thila 😂😂😂chapuda paiki masa marigala ...its just 9 second 😂😂😂😂😂😂😂😂😂😂

  • @ArobindaGhosh-fd1hr
    @ArobindaGhosh-fd1hr Месяц назад

    Right Didi,dala pan....kama kara Jay jagannath Jay Naveen dilse BJD 👍♥️

  • @rakeshrout2116
    @rakeshrout2116 Месяц назад

    Eita Balungi Ta Mada Darkar thila ....Good work Done By Madam

  • @sudhansugantayet2786
    @sudhansugantayet2786 Месяц назад

    She is an irritating spokesman

  • @sukantraj2931
    @sukantraj2931 Месяц назад

    ମାଡାମ ମାଡିଚାଲ ଆଗକୁ ଆଗକୁ

  • @babunayakmastitime2440
    @babunayakmastitime2440 Месяц назад

    ଏକୁ ଚାପୁଡ଼ା ଦିବସ କୁହାଯାଏ

  • @shivashaktidarshan36
    @shivashaktidarshan36 Месяц назад

    Are bhai college election band heijaichi..au yadu syadu kahin gapucha..pramila madam bujhei deichanti bodhe media agare kan kemiti gapa suneiba

  • @sanjaykarjee9659
    @sanjaykarjee9659 Месяц назад

    ତୁମକୁ ଆଉ ଲାଜ ନାହିଁ ହେଲା

  • @satyajitbiswal562
    @satyajitbiswal562 Месяц назад

    9sec kichi habani tike time dia😂😂😂😂

  • @sachidanandamishra4778
    @sachidanandamishra4778 Месяц назад

    ଚାପୁଡ଼ା କେମିତି ଲାଗିଲା କହୁନା

  • @sanjaysethi5426
    @sanjaysethi5426 Месяц назад

    ମାଡ଼ ତ ହେଲା କଣ ଅଛି

  • @KumardebashishNayak-w2e
    @KumardebashishNayak-w2e Месяц назад

    Tu Adhika kn gapucguu to muhna phuli jaichii ...chapuda khaikii 😂😂😂

  • @AJITI-01
    @AJITI-01 Месяц назад +2

    Ki mada

  • @laxmirameshodiavlogs951
    @laxmirameshodiavlogs951 Месяц назад

    ଶିରା ପରିସ୍ରା ରେ ଲାଗିଲେ

  • @prakashsahoo4857
    @prakashsahoo4857 Месяц назад

    Bhala kahila😂😂😂😂😂

  • @prasantdash2845
    @prasantdash2845 Месяц назад

    ତୁ ବହୁତ ଭାଷଣ ମାରୁଛୁ ବୁଝିଲୁ....

  • @prafullakumarpradhan8129
    @prafullakumarpradhan8129 Месяц назад

    କେବଳ ଏକ ଟେଲର ଶୋ....... ଆଗକୁ ଅଛି l