LIVE | OSSSC ବିରୋଧରେ ପରୀକ୍ଷାର୍ଥୀଙ୍କ ଗର୍ଜନ | OSSSC | Exam | Odisha | OTV

Поделиться
HTML-код
  • Опубликовано: 23 ноя 2024

Комментарии • 19

  • @indianhindu6074
    @indianhindu6074 Месяц назад +4

    Strike kariki kichhi labha nahin,,, SAB LOG MILE HUYE HAIN😮😮😮

  • @viveksensetalk7507
    @viveksensetalk7507 Месяц назад +1

    ଆମ୍ଭର ଆଭିମୁଖ୍ୟ
    ୧- ବର୍ତ୍ତମାନ ପାଇଁ RI ପରୀକ୍ଷା ବାତିଲ କରାଯାଉ।
    ୨- ପୁନର୍ବାର ୩ ମାସ ମଧ୍ୟରେ ଅନଲାଇନ୍ ପରୀକ୍ଷା କରାଯାଉ।
    ୩- ଯଦି ଅନଲାଇନ୍ ରେ ପରୀକ୍ଷା ହୁଏ ତେବେ TCS କୁ ହିଁ ପରୀକ୍ଷା ଦାୟିତ୍ଵ ଦିଆଯାଉ।
    ତା ଛଡ଼ା ଅନ୍ୟ କୌଣସି ସଂସ୍ଥା କୁ ଦିଆ ନଯାଉ।
    ୪- ପରୀକ୍ଷା ସେଣ୍ଟର୍, କେନ୍ଦୀୟ SSC Board ପରୀକ୍ଷା କରୁଥିବା ଜାଗା ରେ ହେଉ।
    ୫- ପରୀକ୍ଷା ଫଳ ରେ Percentile ସିଷ୍ଟମ୍ ସମ୍ପୂର୍ଣ ଭାବରେ ହଟାଯାଉ।
    ୬- ପରୀକ୍ଷା ଫଳ ଲିଷ୍ଟ ରେ ପିଲାଙ୍କ ନାମ, ରୋଲ ନମ୍ବର, ଆପ୍ଲିକେସନ ନମ୍ବର, Raw Score, Normalised Score, Age, Catagory ଏବଂ Wrong Attempts ଆଦି ଯେମିତି ହେଲେ ବି ସ୍ଥାନ ଦିଆଯାଉ।
    ୭-Normalisation ପାଇଁ କେନ୍ଦ୍ରୀୟ SSC Board କରୁଥିବା ପନ୍ଥା ଅବଲମ୍ବନ କରାଯାଉ ।
    ୮- ପରୀକ୍ଷା ଶେଷ ହେବାର ସର୍ବାଧ‌ିକ ୮ ଦିନ ମଧ୍ଯରେ ପିଲା ମାନଙ୍କୁ Answer Key ଯୋଗେଇ ଦିଆଯାଉ। କେନ୍ଦ୍ରୀୟ SSC Board ପରୀକ୍ଷା ଗୁଡିକରେ ମଧ୍ୟ ସେମିତି ହୁଏ।
    ୯- ପରୀକ୍ଷା କେନ୍ଦ୍ର ରେ ବ୍ୟାପକ CCTV ର ବ୍ୟବସ୍ଥା କରାଯାଉ। ଯେଉଁ ଜାଗା ରେ CCTV କାମ କରୁନାହିଁ ସେ କେନ୍ଦ୍ର କୁ ତୁରନ୍ତ ରଦ୍ଦ କରାଯାଉ।
    ୧୦- ଏହି ସବୁ ଉନ୍ନତ ବ୍ୟବସ୍ଥା ପାଇଁ ଯଦି ରାଜ୍ୟ ସରକାର ପରୀକ୍ଷାର୍ଥୀ ମାନଙ୍କଠୁ କିଛି ଫି ଦରକାର କରୁଛନ୍ତି, ତାହା ପରୀକ୍ଷାର୍ଥୀଙ୍କ ଠୁ ନେଇପାରିବେ।
    ଯାହାକୁ ଲାଗୁଛି ତୁମର EXAM ଭଲ ହେଇଛି।🙂 ତୁମେ କେମିତି ଜାଣିଲ ତୁମେ Corruption ରେ safe ଅଛ ବୋଲି ?🤔
    ଯେତେ ବେଳେ Final ରେ କଟିବ। ସେତେବେଳେ ଭାବିଲେ ଆଉ କାନ୍ଦିଲେ କିଛି ନଥିବ । ତ ସେଇ ପାଠ ତୁମେ ପଢ଼ି re-exam ରେ ବସିବ Free Corruption ହେଲେ ତୁମେ "Almost 90% safe" ରହିବ।

  • @tilottomapal5047
    @tilottomapal5047 Месяц назад +1

    Bhai mane ame kn kole bi kichi hebo Nahi

  • @rajendraram7418
    @rajendraram7418 Месяц назад

    Tadanta kan heba RI parikshya batil karajau.tadanta michha.

  • @parbatisahu1994
    @parbatisahu1994 Месяц назад

    Cancel krajau full corruption

  • @XLARATE
    @XLARATE Месяц назад

    30:53 🥲🥲🥲

  • @selfstudy4154
    @selfstudy4154 Месяц назад +4

    Mohan majhi chora ta

    • @JitendraBarik-m6w
      @JitendraBarik-m6w Месяц назад

      Bjd govt police thila bodhe Tama bhagya bhala tame bjp govt time re cm sathe dekha hei parucha

  • @ChandanNaik-r8f
    @ChandanNaik-r8f Месяц назад

    Exam ku batil karajau au re exam hau

  • @musicpresents9407
    @musicpresents9407 Месяц назад

    SSC distric ra sabu exam center ku nei sarichhi,
    OSSSC/OSSC kouthhi center paibe😂
    Last re cement godam re exam doboni to au kouthhi exam daba😂😂😂

  • @reddysirgscentre9069
    @reddysirgscentre9069 Месяц назад +1

    Bhai re bjp re bapi marigola be sunibe nahin namo niya odisha students and janta Mane chiii tumo voter

  • @JitendraBarik-m6w
    @JitendraBarik-m6w Месяц назад

    Bjd govt time re online exam ae sabu centre re Kermit exam hauthila ebe bjp govt time re same centre re exam ta hauchi sete bele pila nkara problem haunathila ebe bjp govt time re problem heuchi kichi pila nija swartha pani govt ku badnam karauchanthi

  • @sandhyapriyadarshiniSahu
    @sandhyapriyadarshiniSahu Месяц назад

    Otv anchor totally bjp support te questions pacharuchhi 😡godi_media🙄😎

  • @RameshJena-n4h
    @RameshJena-n4h Месяц назад +1

    Kichi curraption hoinahi

    • @SMR-p1g
      @SMR-p1g Месяц назад +2

      Hn yr thik kahicha kichi b corruption heini bodhe tama ra b gote post final heisarichi sethi pain

    • @narayanbhatra9051
      @narayanbhatra9051 Месяц назад +1

      😂

    • @anjanaSahoo-mf1sh
      @anjanaSahoo-mf1sh Месяц назад

      To pain heichi bodhe sethipain tu kahuchu😅😅