taa karma karuthila but loka nka deha kharap kathaa kia bujhiba...., govt step nela kana asubidha hela......Govt kichi na karile loke kahibe kana naa govt kichi kalani....
Municipal tax and licence fee should be paid but he was avoiding all, not only him many people are getting profit at BBSR, he had registered as a gupchup bepari. Ok good action by BMC, Thanks BMC
per day 250 kg Mutton sales per mutton meal 200. suppose 1kg mutton eats 5 person 250 kg mutton @ 5 person per 1 kg total person average eatting 250 kg mutton= 1250 person 1250 plate @200 = 250000.00 per day 30 days @ 250000= 7500000.00 pura sarijaichi...
Everybody knows earning crores of rupees.. nobody rights use govt land life long..NH thousands shop earning money long years now all will leave places due to NH extension 6th lane also accident road block..so town NH side shop time over
Jadi media thik kahuchi taha hele ete din pare kahiki ea topic uttuchi jete bere BMC raid kala taa purbaru media bala kishor motun dukan ku kahiki coverage kala nahi food bloggers mane free re khauthile au mutton ra tarif karuthile BMC jaha kala thik kintu eha regular monthly raid kari ba darkar (der aea durust aye)
Bhaskar news channel pai ,kesor hotel loss hela, Jadi kicchi add karithile ta ketuta case face ku asichi ,asini ,ta uupri paiba pai APNA mane falsh re gote new🚫
He bhagwaan thik jadi tame daeba bidhata harta karta a news bala nku samistanku maridia a 30jananka dana ku au 1000lokankara subidha khaebaku band karidele a prithibi re news bala nkara jaga nanhi 🙏😭🙏😭 please 🙏😭he bhagwan anku turanta maridia 🙏😭🙏😭kete khusi re thile hotel re kama kariki tanka ghara posuthile kana paela 🙏😭 chhi tamaku a pruthibi re jaga nanhi re 🙏😭😭😭🙏😭
ତମେ ରିପୋର୍ଟିଂ ଛାଡିକି ଭିଜିଲାନ୍ସ ରେ କାମ କର ଭଲ 2 ପଇସା ପାଇବ
ତା କର୍ମ କରୁଥିଲା ସେ ପଇସା ପାଇଲା
ତମ ମାନଙ୍କ ପାଇଁ ତା ଦୋକାନ ଭାଙ୍ଗିଛି
ଦେଇ ପରିବ ତମେ24 ଲୋକଙ୍କୁ ରୋଜଗାର
ଫାଲତୁ ନ୍ୟୁଜ଼ ଦବା ବନ୍ଦ କର
ତମ ରୋଜ଼ଗାର କଥା କହିଲେ ତମକୁ ଭଲ୍ ଲାଗିବ
taa karma karuthila but loka nka deha kharap kathaa kia bujhiba...., govt step nela kana asubidha hela......Govt kichi na karile loke kahibe kana naa govt kichi kalani....
Bala lokata tax evade karuthila sala malya heiki paleithanta bhala heichi
@@kumar-mi7rl karma kariki samaste tax diyanti se kana mundi? Salaku thik heichi
@@kumar-mi7rl ତା ଖାଇବା ଖାଇକି କେତେ କେହିବି ଅସୁସ୍ଥ ହେଇଛନ୍ତି କି?? ଯଦି ବି ସେ ଖରାପ ଖାଇବା ରୋଷଇ କରୁଥିଲା ତାହାଲେ ତମେ ମାନେ ତା ପାଖରୁ ଖାଉଥିଲ କଣ ପାଇଁ | ତମେ ମାନେ ହେଲ ଗୋଟେ ଗୋଟେ ଘର ଭଙ୍ଗା ଲୋକ
ବହୁଥର ଏମିତି ମୋର ଅଭିଜ୍ଞତା ଅଛି-ଛୋଟ ବ୍ୟବସାୟ ଥିଲା ବେଳେ ଲୋକ ଗୁଣମାନ ଠିକ ରଖନ୍ତି. ବ୍ୟବସାୟ ହଠାତ ବଢିଗଲେ କିମ୍ବା ବେଶୀ ବେପାର ହେଲେ ଲୋଭ ପଶେ,ଅପମିଶ୍ରଣ ଆରମ୍ଭ ହୁଏ,ଗୁଣମାନ କମିଯାଏ କାରଣ ଲାଭର ଲୋଭ ଘାରେ. ମୁଁ ଆଜିଯାଏଁ ଏମିତି ବହୁ ଜାଗାକୁ ଯାଇଛି,ଦୀର୍ଘ ୨୭ ବର୍ଷ ହେଲା ଯାଉଛି,ଗୁଣମାନ ଆଉ ନାହିଁ କାରଣ ବ୍ୟବସାୟ ବଢ଼ିଗଲାଣି. ଏବେ ରାଜଧାନୀର ଆଉ ଗୋଟେ ହୋଟେଲକୁ ଯାଇଥିଲି, ପ୍ରଥମଥର. ଓଡ଼ିଆ ଥାଳି ଆଉ ମଟନ ପାଇଁ ପ୍ରସିଦ୍ଧ.ମୋ ସାନ ଭାଇ ବିଦେଶରେ ରହୁଛି,ସେ ଆସିଲେ ୧-୨ ଥର ସେଠିକି ଯାଇଥିଲା. ଏଥର ଆମେ ୨ ଜଣ ଗଲୁ. ମୋର ସ୍ପେସିଆଲ ଥାଳି ୩୫୦ରେ କେବଳ ସାଧା ଘାଣ୍ଟ ହିଁ ଠିକ ଥିଲା ବାକି ସବୁ ବେକାର. ସାନ ଭାଇ ମଟନ ଖାଇକି କହିଲା-ବେକାର,ଜମାରୁ ଟେଷ୍ଟ ନାହିଁ. ଏଇ ହୋଟେଲକୁ ରାଜ୍ୟ ଭିତର ଆଉ ବାହାରୁ ବିଭିନ୍ନ ଫୂଡ଼ ଚାନେଲ ଆସିକି ବହୁ ପ୍ରଶଂସା କରିଛନ୍ତି ଖାସ କରି ମଟନ ପାଇଁ. ଖାସ କରି ଯେବେ ମାଳମାଳ ଫୂଡ଼ ଚାନେଲ ଖୋଲିଗଲା,ଯିଏ ନାହିଁ ସିଏ ଯାଇକି ଭିଡ଼ିଓ ବନେଇକି ପକେଇଲା. ଜଣେ ମେଣ୍ଢା ଭଳିଆ ଯୋଉଠିକି ଗଲା,ସମସ୍ତେ ସେଠିକି ପଶିଲେ. ବହୁତ କମ ଲୋକ ଛୋଟ ଛୋଟ ଅନାମଧେୟ ଜାଗାକୁ ଯାଇକି ଭିଡ଼ିଓ ବନେଇ ଲୋକଙ୍କୁ ଜଣାଉଛନ୍ତି. ଏମିତି କିଛି ଲୋକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜଣେ ତେଣୁ ମୁଁ ତାଙ୍କ କଥାରେ ବିଶ୍ୱାସ କରେ,ସେ ଜାଗାକୁ ବି ଯାଇଛି,ଭଲ ମନ୍ଦ ଅଭିଜ୍ଞତା ଅଛି.ଏପରିକି ବିଦେଶରେ ମୁଁ ଯାଇଛି ଆଉ ସେ ହୋଟେଲରେ ଖାଇଛି ମୋ ସାନ ଭାଇ ଘର ପାଖରେ, ଓଡ଼ିଆ ରୋଷେଇୟା,ଦୁଇ ଭାଇ,ଜଗତସିଂପୁରରୁ. ଭଲ ରୋଷେଇ କରନ୍ତି,ବିରିୟାନୀ ଏତେ ଭଲ ଯେ ଥରେ ସେଠି ଭେଟେରାନ ସିରିଜ ହେଉଥିଲା,ବିରିୟାନୀ ଖାଇବାକୁ ରଣତୁନଂଗା ଏବଂ ଜୟସୂରିଆ ଆସିଥିଲେ. ଏମିତି କିଛି ବଡ ହୋଟେଲ ନୁହେଁ ପୁରା ସାଧାରଣ କିନ୍ତୁ
କି ବାଳ ହିସାବ କରୁଛ ବେ,, 200 kg ମଟନ ରେ ତେଲ, ମସଲା, ପିଆଜ ରସୁଣ, ଅଦା, ଟମାଟୋ, କାଠ ଜାଳ, ଟେମ୍ପୋ ଗାଡି ଖର୍ଚ 2000 ଟଙ୍କାରେ ହେଇଯିବ?????,,,ତମ ଚଉଦ ପୁରୁଷ ରେ କିଏ ମଟନ ବନେଇଥିଲା ଶଳେ news ଵାଲା।।।
tuma munda re pasibani hisaba.....bcz u r BA pass
Bhaskar news ku boycott kara bhai mane sala Khali ghara bhanga news kahuchi
@@kumar-mi7rl Tume ta PhD holder,,,tume hisab kari kuha...2000 rs re 200 kg mutton kou way re prepare haba....200 kg pai requirement::
1. Minimum 60 kg onion- 1800/
2. Garlic 25 kg- 2500/
3. Ginger- 40 kg- 3200/
4. Oil- 25 litre- 5000/
5. Haldi powder- 2 kg - 400/
6. Chilly powder
7. Garam masala-
8. Elaichi, jaitri etc
9. Wood
Hisab kara....😎😀
@@bapass4984 main point se hard work vi karuthile seita hisaba kie daba kichi news channel ku ban kariba katha
Jay jagannath🙏 ja jagannath🙏
କେବଳ ନିଉଜ ଚନେଲ ପାଇଁ କିଶୋର ଭାଇନା ଦୋକାନ ଭାଙ୍ଗିଲା 😕 TRP ବଢାଇ ବା ପାଇଁ ଏତେ ତଳକୁ ଖସି ଗଲ ଛି
Right
Sata katha news sala harami
ସସିଆଲ୍ ମିଡିଆରେ ଉପରକୁ ଉଠିଲା । ଛେଳି ମାନଙ୍କ ଅଭିଷାପ ପଡିଲା , ଏବେ....👌👌👌👌👍👍
Tame bodhe khauna cheli mansa
@@sujitkumarbiswal3966 NO.
No
Sala tax dabuni nama ne
Bopa jagate khole sarkar jagare nuha
ଭାସ୍କର ମାଲିକ ଚିଟ୍ ଫଣ୍ଡ ଦୁର୍ନୀତି ରେ ଜେଲ ଯାଇଥିଲା। କେତେ ଖାଉଥିଲା ?
ତାଙ୍କର ଏତେ ଲାଭ ହେଲା ବୋଲି ତୁମ ଭାସ୍କର ମାଲିକ ସହି ପାରିଲେନି
🤣🤣🤣
Restauran jaeki pachara masaku kete income hewchi gote plat moton kishor bhaina 150 neba bele bahare 300 newchanti au 150 kn pani extra newchanti
ତମେ କୋଉ ସ୍କୁଲ ରେ ବୋଧେ ଅଙ୍କ ମାଷ୍ଟର ଥିଲା ଜଣା ପଡୁଛି।ଭଲ ହିସାବ କରୁଛ।୨୦୦kgମଟନ ପାଇଁ ୨୦୦୦ ଟଙ୍କା ର ମସଲା ହେଇଯିବ ।ତେଲ ଦର ପା ୨୦୦ ଟଙ୍କା । ଯଦି ୧kg ମଟନ ପାଇଁ ୧୦୦ଗ୍ରାମ ଲାଗିବ ତେବେ ୨୦୦କେଜି ରେ କେତେ ତେଲ ଲାଗିବ ତମେ ଟା ହିସାବ କରି ଜାଣିପାରିଥିବ। ମୁଁ ଆଉ ହିସାବ ଦେବି କଣ ତୁମେ ତ ଅଙ୍କ ମାଷ୍ଟର ହିସାବ କରି କି ତେଲ ରେଟ କୁହ।
Maghia adhika chhodi heuchu,,,sala Kishore gai manusa miseiki die,,,tu janinuaghia chup raha🤣🤣🤣
@@iswarpradhan2326 tu ta jaiki khaichhu sala kukura
@@chandanmusicfactory6097 tu maghia adhika chhodi heuchu sala,, gandire jetiki balo nahi,,,setiki chhodi. Heuchu maghhia😎😎😍
ଯେତିକି ଟଙ୍କା ଅଛି ମଲା ପଯ୍ୟନ୍ତ ସରିବନି ତାଙ୍କର,,,ବାସ ଏବେ ବିଶ୍ରାମ ନେବା ର ସମୟ
ଲୋକତ ମେଣ୍ଢା ଭଳିଆ ଲାଇନ ଲଗେଇଲେ ଆଉ ଘୁଷୁରୀ ଭଳିଆ ଗିଳିଗଲେ.ସେ କାହିଁକି ମନା କରିବା? ଯାହା ଅଛି ଠେଲି ଦେବ. ମୋର ଜଣେ ଜଣାଶୁଣା ପିଲା ଗାଁରୁ ନୂଆ କରିକି ରାଜଧାନୀ ଆସିଥିଲା. ମୋ ସହ ଗୋଟେ ଦୋକାନକୁ ଗଲା,ପ୍ରଥମ ଥର ଚିକେନ ପେଟିସ ଖାଇଲା(ମୁଁ ନିରାମିଷ ଵାଲା) ଆଉ ମୋ ଦେଖା ଦେଖି କୋଲା ଏବଂ ଫାଣ୍ଟା ମିକ୍ସ କରିକି ପିଇଗଲା. ଏମିତି ନିଶା ଧରିଲା ଯେ ଭଉଣୀ ଘଡିରୁ ପଇସା ଚୋରିକରି ସବୁଦିନ ଚିକେନ ପେଟିସ ଆଉ ମିକ୍ସ କୋଲଡ ଡ୍ରିଂକ୍ସ ଗିଳିଗଲା. ଦିନେ ଦେହ ଖରାପ ହେଇକି ଡାକ୍ତରଖାନାରେ ଝାଡା ବାନ୍ତି ହେଇକି ପଡିଲା. ମୁଁ ଦେଖିବାକୁ ଗଲି,ମୋତେ କହିଲା-ସେ ମୋତେ ସଢା ଚିକେନ ପେଟିସ ଦେଇଦେଲା. ମୁଁ କହିଲି-ତୁ ଘୁଷୁରୀ ଭଳିଆ ଗିଳିବାକୁ ଯିବୁ ସବୁଦିନ,ସେ ବି ଦେଖିଲା ପେଣ୍ଡିଆ ଗରାଖ,କାହିଁକି ମନା କରିବି,ଠେଲି ଦେଲା ଯୋଉଟା ଫୋପାଡ଼ିଦେଇଥାନ୍ତା.
Good. Gheei. Bedha. News team. Tumoo. Boonusoo. Boa. Yuma. Goosthi Ree. Gia
ଏତେ ସବୁ ଅସୁବିଧା ଥିଲା ତୋ ଲୋକେ କଣ ପାଇଁ ଯାଉଥିଲେ?
କିଶୋର କେତେଦିନ ପାପ ଆଉ କରିଥାନ୍ତ. ଶେଷରେ ସତ୍ୟ
ପଦାକୁ ଆସିଲା ଧର୍ମର ଜୟ ହେଲା.
Tu bodhe Bhubaneswar ra gote hotel malika????
କଣ ପାପ କଲା କିରେ ତମେ ମାନେ ଖାଉଛ ବୋଲି ସେ ସେ ରୋଷଇ କରେ ତୁ ବୋଧେ କିଛି ଖାଉନଥିବୁ ତୋ ବଉ କୁ ଟିକେ ପଚାରିବୁ ସେ କଣ କରୁଛନ୍ତି ସବୁଦିନ
ତମ ମାନଙ୍କୁ ମାଗଣା ରେ ଦେଲାନି ବୋଧେ ସେଥିପାଇଁ ତା ପଛରେ ପଡିଗଲ ବିକଳା ଗୁଡାକ....ଲାଭ କ୍ଷତି ହିସାବ ଚାଲିଛି... ଯାଉନ ଅମ୍ବାନୀ ର ଲାଭ କ୍ଷତି ହିସାବ କରିବ..... News ଦେଖେଇବ...ଦମ ଅଛି . ତମ ପଛପଟୁ ସେ ଦୋରୁଆ ବାହାର କରିଦେବ.... ଭାବିଲନି ଯୋଉ 25ଟା ଲୋକ କାମ କରୁଛନ୍ତି ସେ କଣ କରିବେ... ତମରି ପାଇଁ ସେମାନେ ଚୋରି କରିବେ... ଡକାୟତି କରିବେ .... Job ରଖିଛ ଯଦି ଦଉନ ତାଙ୍କୁ....
Good news odisha bhaskar 👍
Kisor na mo Bala bhai 😁😃😁😁
ଯାହା ସବୁ କହିଲ ନିରାଟ ସତ କଥା ପରି ଲାଗୁଛି ।
Prathame prathame bhala kale ta pare dhire dhire chita katiba arambha kale.
Bmc 100% right
Municipal tax and licence fee should be paid but he was avoiding all, not only him many people are getting profit at BBSR, he had registered as a gupchup bepari. Ok good action by BMC, Thanks BMC
Dhanyavad sala kichi apathua eyi katha bujhanti emanaka pain ama desha daridra....tax evade houchi main prob
Tumor o subidha hela ko
Year ..........m...n
...y
Madam 2 3ta bada hotel ku jaiki cheak karanti food quality
100% sata Katha ye loka mane kichhi bujhi nahanti Khali kishor bhai ra pela jhola khai ba pain baya.
୨୦୦ ଗ୍ରାମ କଞ୍ଚା ମଟନ୍ ର ଦାମ ୧୫୦ ଟଙ୍କା।ତା ସହିତ ଭାତ , ସାଲାଡ଼ ଓ ଅନ୍ୟାନ୍ୟ ଜିନିଷ ସହିତ ୨୦୦ ଟଙ୍କା କେମିତି ସମ୍ଭବ? ସେ ଯା ହେଉ ଏବେ ସେ ହିସାବର କଣ ଆବଶ୍ୟକତା? ସେ କେତେ ବେପାର କରୁଛନ୍ତି ସେଇଟା ତାଙ୍କର ପାରିବାପଣିଆ ମାତ୍ର ଜନ ହିତରେ ଯଦି ମିଡିଆ ହାଉସ ଗୁଡିକ ଥାଆନ୍ତେ ତେବେ ଆଗରୁ ପ୍ରଶ୍ନ କରିଥାନ୍ତେ ସେ ଦେଶର ବା ରାଜ୍ୟ ର ନିୟମ ପାଳନ କରି କି କି ଟିକସ ଭରୁଛନ୍ତି।
Se 200 gram rate re kineni sala boka choda
Hisab bhul, tela, masala, chaula,katha kana 2 qntl mutton pain 2000.
ଗୋଟିଏ kg ମଟନ୍ 5 ଜଣ ଖାଇଲେ,, 200kg ମଟନ୍ କୁ କେତେଜଣ ଖାଇବେ ,, ମସଲା କେତେ ଟଙ୍କା ତେଲ ଆଉ ଆଳୁ ଖାଲି ହିସାବ କରନ୍ତୁ,, ମାଛ କଙ୍କଡା ଚିକେନ, ସେଟା ପରେ ହିସାବ କରିବ,, BMC ର କେତେ ଜାଗାକୁ ମାଡିବସିଚି,, ଏମିତି କିସୋର ଭାଇ କଲେ ଆଉ ଅନ୍ୟ ମାନେ କୁଆଡେ ଜିବେ କହୁନା,, ତା ପୁଣି ବିନା ଲାଇସେନ୍ସ ରେ,,, CBI ଲାଗିଲେ ସେ ଫସିଜିବେ,, ସେ ଛେଳି ମାଂସ କି ଆଉ କଣ ତମେ ଜାଣିଚ,, ,, ନା ଖାଲି କହିବେ ଟେଷ୍ଟ ଲାଗିଲା,, ଛୁଆକୁ ଚକିଲେଟ କୁରୁକୁରି ଭଲ ଲାଗେ ତା ମାନେ ସେଇୟା କୁ ସବୁବେଳ ଦେବା ଛୁଆମାନଙ୍କୁ,, କୁହ
ଭୁବନେଶ୍ବର ସ୍ଥିତ ଜଦୁପୁରଠାରୁ ଆଣୁଥିଲେ ଗୋମଂସ
Oo reporting madam
Tk kahib
ତୁମ ଦରମା ଯଦି 20000 ହୁଏ ବର୍ଷକୁ 12x 20000=240000
ତୁମର ଖର୍ଚ୍ଚ ମାସିକ 4000 ଧରିକି ଚାଲ saving 16k yearly saving 16x12କ=192000
ତୁମର ଅଛି ତ୍
ଯାହା ହେଉ ତା ତାଟିଆ ଟା ମାନିବାକୁ ହେବ
Only 100 rupees ra license kariki dinaku 1lakh income wows..good decision by BMC
Tora magia bahut fatuchi????? To ghare khaibaku achi ta?
@@borntobeaboss6834 maghia to Ghare nahi boli sethi se banda kahiba khauchu
Heire maghia 200 tanka dei khauthili tora kain fatuchi tu daunu boli tora fatuchi
ଆରେ ସେ ତ ନୂଆ ଦୋକାନ ଖୋଲିଲେ
ସେଠି ବିକ୍ରି ବି ଭଲ ଚାଲିଛି
ଆଉ ଅସୁବିଧା କଣ
ବର୍ତମାନ ର କିଶୋର ଭାଇନା ଙ୍କ ସ୍ଥିତି ନେଇ video ଆଣିଲେ ଭଲ ହୁଅନ୍ତା
ଝୋଳରେ ପାନ ପିକ ପକେଇ ଦେଉଥିଲା।ତମେ ଖାଉଥିଲ।କଣ ଖାସ୍ ଲାଗୁଥିଲା।ତମ ଘରେ କଣ ଭଲ ରାନ୍ଧି ଜାଣନ୍ତି ନାହିଁ?
Eita ku mu agree karuchi because hisab karile taw seia hi asuchi per day jou dina sie dokan kholanti profit 2lakhs upare
Ki hisaba tamara madam.
Heheheh dhaba ta medam chalauchi
Bhaskar news kn tara details kahuchi, Bhaskar news kete tanka paichu kaha emiti kahibaku
Restauran jaeki pachara monthly kete income hewchi gote plat moton kishor bhaina 150 neba bele bahare 300 newchanti au 150 kn pani extra newchanti
per day 250 kg Mutton sales
per mutton meal 200.
suppose 1kg mutton eats 5 person
250 kg mutton @ 5 person per 1 kg total person average eatting 250 kg mutton= 1250 person
1250 plate @200 = 250000.00 per day
30 days @ 250000= 7500000.00
pura sarijaichi...
Oo mast diloge
ଏ କହୁଥିବା ଲେଡି ମୁଁ ଡରି ଗଲି 😂
Mora gote question jou 30 jana loka se dokana ru chaluthile semane abe kemite chalibe
ତମେ ଖାଲି ଅନୁମାନ କରୁଛ ନା ସତରେ ଏତିକି ଇନକ ହୁଏ
ତମେ ଜେତିକି ଅନୁମାନ କଲଣି ତକୁତ incomtax ବାଲା ଧରିବେ
Dine Bhaskar news channel b emiti budi jiba
......maa
Tax କେତେ ଦେଉଥିଲେ ଭାଇନା? ଯଥେଷ୍ଟ analysis କରିଛନ୍ତି ଆପଣ |
1.5 Quintal mutton 2000tanka re kemiti rosei heba tame kala dekhiba
Good action
Vala hisab daucha comarce paduthile acount ting
Tame kn pani misa tela kinucha ki 2000 tanka ra masala au tela kini aniba
ଭାସ୍କର କୁ ଗୋଟିଏ ବି ମିଳୁନଥିଲା
Media bhai mananku miligala big update!
kete Jana paribara caluthile janichaa
Really funny way of reporting 🙂,
Everybody knows earning crores of rupees.. nobody rights use govt land life long..NH thousands shop earning money long years now all will leave places due to NH extension 6th lane also accident road block..so town NH side shop time over
Bhala heichi 😡😡😡
Dear news reporter moton 200 kg masala tela rice Kan 2000 tame news karucha...laja laguni emit news daoucha.
Media Bala kichi calculation janinahanti kiea aukou repoter karila
Faltu news
Apana mane reporting chhadi gote hotel Kholi diantu 1000 Loka pain 2000 tankara chaula heijiba bekaria hisab chhadi Jeun news necessary se Sabu dekhantu
Are hei bhaskar news 3rd grade news
ତମର କାହିଁକି ବିନ୍ଧୁ ଛି କିଏ ଉପରକୁ ଉଠିଲେ
Jate jaha kaile kn haba sabu upar Bala khela jahaku jatiki luck sath dela seta dina chaliba
Mendha geha Moton mill rs- 150 rupes
ଯାହା କୁହ ଆଜ୍ଞା ଆପଣ ଙ୍କ ଚାନେଲ ଆଉ ପ୍ରତିଦିନ ଚ୍ୟାନେଲ ପାଇଁ ହିଁ ତାଙ୍କ ହୋଟେଲ ଭାଂଗିଲା
Bhala hela
Duplicate chocolate and jelly shop ray read hou
Quality... 0
Lebar or katha masala or anny saman to make gehuthile gudagehi
Badabadiankara hishaba karunathaiba?
Wow e loka tahale koti pati 🤣
Au jau kahuna 1.5 crore lava hue seita ta mehenut ra lava sie crore pati hei parichi tame salla sei jaga re pahanchi paribani
ତମ news ମାଲିକଙ୍କୁ କୁହ ଗୋଟେ ଖୋଲି ତମ ମାନଙ୍କୁ ଚାକିରିଦେବେ
ତୁମେ ମିଡିଆ ବାଲା ମିଛ କାହିଁକି କୁହ ମଟନ
ଥାଳି 2000ନୁହେଁ 150ଟଂକା ରେ ବୀକୁଥିଲେ
Ta deha mansa kata..then he come to know the pain of innocent animals.
Please full video viral 👇
Jadi media thik kahuchi taha hele ete din pare kahiki ea topic uttuchi jete bere BMC raid kala taa purbaru media bala kishor motun dukan ku kahiki coverage kala nahi food bloggers mane free re khauthile au mutton ra tarif karuthile BMC jaha kala thik kintu eha regular monthly raid kari ba darkar (der aea durust aye)
1 Kg ku 7 jana
Mutton mass re kini le 650 tanka padiba
Jaha heichi thik hoichi.
ଏ ଫଲତୁ କଥା ବନ୍ଦ କର
News miligala bhaskar TV nku, 15din chaliba yei topic 🤣🤣
Bhaskar news channel pai ,kesor hotel loss hela,
Jadi kicchi add karithile ta ketuta case face ku asichi ,asini ,ta uupri paiba pai APNA mane falsh re gote new🚫
au sara kara jaha karuchi odisha ku Sabu jana
Atibesire 100gram motton ki Budhi cheli....
income tax ku bhi fanku thile
Tamara asubidha kn hauthila. Se parisrama karuthile. Lokanku bhala byabahar karuthile. Sethipain loka khaibaku asithile.
tama gandi kain bindhuchi
Income tax red kara jau!!!
150 tanka
Tama kaila jo seita dara lagila amaku😂😂😂 amiti kia kauchi aa
Bhaskar media Bala kete tanka lancha khaichi ai Katha kahiba pain
କିଶୋର ତୁ ଦିନେ କଡେଇରେ ପଡି ତରକାରୀ ହବୁ ପପି
ତମର କଣ ଅସୁବିଧା ହେଲା ତମେ କରୁନ mutton business କିଏ ମନା କରୁଛି
Bhala kahucha
Tame Bhaskar news channel ku chadiki kishor bhaina pakhare kama kara bhala money milliba news channel tharu
Income tax raid kara jau
Madam tela masala bhuligale
Bmc masak aagaru kahiba darakar tilAa 24 jank paribar kata Bmc gotia dinare bujidela thanks Bmc
Sabu thik hele kishor Bhai chori ki crime kari tanka rojogar karunothile hok jhala buha parisrama
ୟେ reporting madam nku tanka Malik 2000 tanka deiki 2kg mutton Kariba pain kahithile j mana kale b
Bhaskar Vai apana new channel..ra val new kichi nahi ..Bala news karucha
Tamara kn achhi
Nirav modi, Bijay malya.... So many fraudster looted d nation wat is in dis matter?
In come tax kete deuthile
0
He bhagwaan thik jadi tame daeba bidhata harta karta a news bala nku samistanku maridia a 30jananka dana ku au 1000lokankara subidha khaebaku band karidele a prithibi re news bala nkara jaga nanhi 🙏😭🙏😭 please 🙏😭he bhagwan anku turanta maridia 🙏😭🙏😭kete khusi re thile hotel re kama kariki tanka ghara posuthile kana paela 🙏😭 chhi tamaku a pruthibi re jaga nanhi re 🙏😭😭😭🙏😭
😭