Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରକୃତି କୋଳରେ ପ୍ରକୃତ କଳାକାର ଟିଏ ଭାଇ,କଳା ଚାତୁରୀ କରିତ କର୍ମା ଭରିରହିଛି 🎯👌 best of luck... God bless with his Love to all team members
ବାଃ,ଏ ଭଳିଆ ପାଳିଆ ଭାଇନା ମୁଁ ଆଜି ପର୍ଯ୍ୟନ୍ତ ଦେଖିନଥିଲି, ଅତି ଚମତ୍କାର ଭାବରେ ପରିବେଷଣ କିରିଛନ୍ତ.. ନିଖୁଣ କଳା ର ଜ୍ୱଳନ୍ତ ଉଦାହରଣ, ଧନ୍ୟବାଦ, ବଳଭଦ୍ର ଭାଇନା 🙏🏿🙏🏿
Absolutely right very good artist..
ruclips.net/video/gBeHJBy4byA/видео.html🙏
, 😠😤😠😤
Ooooooooooooooooooooooooooooooooooooooooooooooooooooooooooooooooooooooo
Yyyyyýyy
ସତରେ କେତେ ସୁନ୍ଦର ପରିବେଷଣ ।ବହୁତ୍ ଖୁସି ଲାଗୁଛି ଏ ଭଳି ପରିବେଷଣ ଦେଖି ।
ୟେ ପାଳିଆ ନୁହେଁ ୟେ ଜଣେ ତୁରନ୍ତ କବିଆମ socite ପାଇଁ ଏମିତି ଜଣେ ଦରକାର୍ ଥିଲାପାଲା ଭଳି ସୁନ୍ଦର୍ କାର୍ଯ୍ୟକ୍ରମ ଟି ବନ୍ଦ୍ ହୋଇଯାଉଥିଲା ଯାହା ହେଉ ୟେ ବଳିଆ ଭାଈ ଙ୍କ ଯୋଗୁ ଦେଖିବାକୁ ବହୁତ ଭଲ ଲାଗୁଛିଜୟ ଜଗନ୍ନାଥ 🙏🙏🙏
ବହୁତ୍ ବଢିଆ । ସାମ୍ପ୍ରତିକ ଯୁଗର ଆଧୁନିକତା ଏବଂ ପୂର୍ବରୁ ପ୍ରଚଳିତ ପରମ୍ପରାକୁ ସମନ୍ୱୟ କରି ରଖି ପାରିଛନ୍ତି । ଅନେକ ଅନେକ ଧନ୍ୟବାଦ୍।
ଯୁଗ ଚେଞ୍ଜ.. ଓଡ଼ିଆ ମୋଭି ବନ୍ଦ.. ପାଲା ଦାସକାଠିଆ ମସ୍ତ 👌🏼👌🏼👌🏼
Yes bro
Thik kahichha bro 100℅
Pp
True lines 😊
Yes 100% right
ଆକୁ ହିଁ କୁହନ୍ତି “କଳା”ଜୟ ଜଗନ୍ନାଥ
Many many thank.Tini jania helebi ati sundar presentation.Jay Jagannath Swami.
ଆନ୍ତରିକ ଧନ୍ୟବାଦ ଆପଣମାନଙ୍କୁ ଆମ ଓଡ଼ିଶାର ଲୋକ କଳାକୁ ବଞ୍ଚେଇ ରଖି ଥିବାରୁ
ଏଭଳି କଳାକାର ଆମ ଓଡିଶା ପାଁୟୀ ଗର୍ବ ଆଉ ଗୌରବ. ବହୁତ ବଢିଆ. ଜୟ ଜଗନ୍ନାଥ
ଚମତ୍କାର, ନିଖୁଣ ଅଭିନୟ । ଦେଖିବାକୁ ଭାରି ମଜା ଲାଗୁଛି ବଳଭାଇ ।
ଏହି କାର୍ଯ୍ୟକ୍ରମଟି ବହୁତ ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ 🙏
ଏଭଳିଆ ପାଳିଆ ପୁରା ଦିଲ୍ ଖୁସ୍ କରିଦେଲା ତମେ ଏମିତି ଆଗକୁ ମାଡି ଚାଲ ବଳ ଭାଇ
7
ବହୁତ ସୁନ୍ଦର କଣ୍ଠ ପାଳିଆ ବଳଭଦ୍ର ଜେନାଙ୍କ ଓ ଗାୟକଙ୍କର। ଭଗବାନ ତୁମ୍ଭ ଦୁଇ ଜଣଙ୍କୁ ଆଶୀର୍ବାଦ କରନ୍ତୁ।ଜୟ ଜଗନ୍ନାଥ 🙏🙏🙏
Thank you for upload this video. This is our real culture . We always to keep respect for this real art.
tu bala ta janichu culture uprey ta.
ପାଳିଆ ମହୋଦୟଙ୍କ ଅଦଭୁତ ପ୍ରତିଭାକୁ ଭୁମିଷ୍ଠ ପ୍ରଣାମ🙏🙏🙏🙏
ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ 🙏
ଜୟ ଓଡ଼ିଶା 🙏🙏🙏ଜୟ ଓଡ଼ିଶା କଳା ସଂସ୍କୃତି🙏🙏🙏
, ବଳଭଦ୍ର ଜେନାଙ୍କ phone number milibki। ଅତି ସୁନ୍ଦର ଗୀତ ଗାଉ ଛନ୍ତି। ମୁଁ ତାଙ୍କ ସହ କଥା ହେବାକୁ ଚାହୁଁଛି।
ଗ ଓ ଏହା ବୈଶାଖ ଶୁକ୍ଳ ତୃତୀୟା ନହୋଇ ନିମ୍ନଲିଖିତ ବିଷୟ ଗୁଡ଼ିକୁ ପକାଇ ଏହାର ପତ୍ରକୁ ପିଲାମାନଙ୍କୁ ସେ
ଆମ ଓଡ଼ିଆ ସଂସ୍କୃତି ମହାନ୍। ଜୟ ଜଗନ୍ନାଥ l
He is from our village ManikagodaSo we are proud of himLove you ❤️❤️
Contact number of the sir
Can you explain briefly your address
Bhai tk adress daba
Yanka number tike deantu bhai plz....
Hn ama manikagoda ra eii
ସାଦର ପ୍ରଣାମ ପାଳିଆ ମହାଶୟ। ଏହା କେବଳ ଭଗବାନ ଙ୍କ ଆଶୀର୍ବାଦ
ପାଳିଆ ଭାଇଙ୍କୁ ଠାକୁର ନିଶ୍ଚିତ ଅର୍ଶୀବାଦ କରିବେ ଅନ୍ୟ ଅନ୍ୟ ତୁମେ ଯେନାବାହୁ
ଓଡ଼ିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ, ଅତି ସୁନ୍ଦର ପରିବେଷଣ ।
Lot of thanks to present our traditional pala with punching modernized song
Real I am happy 😀😀😀... ⭕‼️⭕ Jay shree JAGANATH 🙏
ପାଲା ଗାୟକ ବହୁତ ବହୁତ ଧନ୍ୟବାଦ
Ete Dina re pare RUclips re kichhi amazing culture dekhiliSuper ❤️❤️Awesome 👍No words to describe how talented he is Real talent 😍😍😍
ଅତି ଚମତ୍କାର ପରିବେଷଣ। ଭଗବାନ୍ ଆପଣ ମାନଙ୍କର ମଙ୍ଗଳ କରନ୍ତୁ।
ବଳଭଦ୍ର ବାବୁ ବହୁତ ଭଲ ପରିବେଷଣ କରୁଛନ୍ତି
ବହୁତ ସୁନ୍ଦର କଣ୍ଠସ୍ବର ଶ୍ରୀ ପାଳିଆ ଭାଇଙ୍କର ।
ଜଗନ୍ନାଥ ପ୍ରଭୁ ତମ କଣ୍ଟ ଆହୁରି ପ୍ରବେଶ କରନ୍ତୁ ଭାଇ ଆଗକୁ ଆଗକୁ ଯାଅ
ଚମତ୍କାର ପରିବେଷଣ ❤️❤️👌👌
ଗାୟକ ମହୋଦୟ ଓ ପାଳିଆ ମହୋଦୟ ଙ୍କର ଗାଇବା ଶୈଳୀ ଉଚ୍ଚ କୋଟିର,
ରିମିକ୍ସ ପାଲା ବହୁତ ସୁନ୍ଦର ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଆଉ ଇଚ୍ଛା ହୁଏନାହିଁ ବହୁତ ସୁନ୍ଦର
ବେଲେ ଇଟା ଭଜନ+ଓଡ଼ିଆ ଆଧୁନିକ ର mashup ଆଏ କହ ,....👍👌
Balavadra Jena.... What a performance. Amazing mind-blowing.
କଣ୍ଠ ବହୁତ ସୁନ୍ଦର
ବହୁତ୍ ସୁନ୍ଦର ଆମର ସଂସ୍କୃତି
Bahut badia ପରି ଦିଶେ
ସତରେ ପାଲା ସଂସ୍କୃତିରୁ ଅନେକ କଥା ଶିଖିବାର ଅଛି।
Wow.. Beautiful Performance 👌👌
Ati sundar a vali palia thile pala prati lokanka ra vala paiba badhiba au pala ku loka bhala paibe ahuri dekhibaku ichha haba
First class what a talent..salute..tama mananka pain and odia proud feel karuchhu
ବହୁତ ବଢିଆ 🙏🙏🙏
ବଳଭଦ୍ର ଜେନା ଙ୍କୁ ଧନ୍ୟବାଦ।ବାସ୍ତବରେ ଦକ୍ଷ
ବାୟକ ବାବୁ ବଢ଼ିଆ ବାଯାଉଛନ୍ତି
What a voice Very very niceExcellent performance. All are invited to our village
Nice performance for mind blowing,stay always happy 👍🙏😄
Clearly voice wow superb........
Great 💪💪💪 Culture and Tradition is our pride of odisha .... ❤️❤️❤️
ବାଃ ଜେନା sir କଣ ଗାଉଛ ମ ? ଧନ୍ୟବାଦ ageichal ।ଗାୟକ, ବାୟକ କେତେ ସୁନ୍ଦର group ଗଢିଛନ୍ତି ।
What is talentProud of you
ଏଭଳି ପାଳିଆ ମୁଁ କେବେ ଦେଖିନଥିଲି.. ଧନ୍ୟଵାଦ ବହୁତ ସୁନ୍ଦର
Natural singer .....natural voice.....far better than Odia singers
Kirtan bahut badhiya or badhiya hai
ବହୁତ ସୁନ୍ଦର ପରିବେଷଣ ଆଜ୍ଞା ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ସବୁବେଳେ ଥାଉ 🙏🙏🙏
ଓଡ଼ିଆ କଲଚର କୁ ବଜାୟ ରଖ
ମୋ ସଂସ୍କୃତି ବହୁତ ବଢ଼ିଆ 👌👏ମୁଁ ଜାଣିନି ଆଜ୍ଞା ଆମ ପର ପିଢ଼ି ଏ ଭଳି କଳା ସଂସ୍କୃତି ଦେଖିବାକୁ ପାଇବେ ନା ନାହିଁ 😢
Jks laguchi bhai
ଭାଇନା ବହୁତ ବଢିଆ ସାଂସ୍କୃତିକ ପୋଷାକ ପରିଧାନ କରିଲେ ଆହୁରି ସୁନ୍ଦର ଲାଗିବ
Its odia dress bro😊
@@ismartsanjay737nu moZoo3:33
What a talentI feel proud
ଅତି ସୁନ୍ଦର କଳାକାର ମାଡି ଚାଲନ୍ତୁ ଆଜ୍ଞା
ସୁନ୍ଦର ପାଳିଆ, ବଳଭଦ୍ର ବାବୁ, ତୁମ କଳା କୁ ପ୍ରଣାମ 🙏
ସୁପର ଅତି ସୁନ୍ଦର ଚ୍ୟାନେଲ ଟି ବିଦେଶରେ ଥାଇ ମଧ୍ୟ ଆମେ ଉପଭୋଗ କରିପାରୁଛୁ, ଆମ କଳା ଆମ ସଂସ୍କୃତୀ
Excellent....... Highly energetic
Full video upload kale bahuta bhala huanta bhai
Abhalia palia bhaina nku mu kebe dekhini good very good 👍👍👍👍👍ii
ruclips.net/video/gBeHJBy4byA/видео.html
ବହୁତ ❤️❤️❤️ସୁନ୍ଦର 👌👌👌🙏🙏🙏
He deserves to be famous 🙏
Bahut sundara palia Bhai i love you Bhai Jay Jagannath
ଜାମା ପିନ୍ଧି ବସନ୍ତୁ
ଦିଲ ଖୁସ 😀❤
Bahut bahut sundar gatchanti paliabhai👌👌👌👌👌
ଅତି ସୁନ୍ଦର 🎉🎉🎉🎉
ଅତି ସୁନ୍ଦର୍.... 👏👏👏
Kebala Odisha re ehi talent dekhi baku miliba, super se bhi upar
Old and modern mix song 😀....mast combination
ଚମତ୍କାର,ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରିଛନ୍ତି ଧନ୍ୟବାଦ୍।
Ekdum kadak lagila...👍👍👍
ବହୂତ ସୁନ୍ଦର
Orginal odia culture 💕💕💕🇮🇳🇮🇳🇮🇳
O my god owesome heichhe
Alaga talent pura superbbb
Chamatkar paribesana palia bhainkara..👌
ବହୁତ୍ ସୁନ୍ଦର ଲାଗିଲା
Wow super voice,,proud to be an odia
God gifted voice balabhadra babu
ଅତି ସୁନ୍ଦର 🙏👍
Beautiful 👌 jay jagarnath 🙏🚩
Excellent voice and arts this is Odisha culture!!!! Jena Babu and all members think u very good !!!
Damdar palia Bhai... Chhota bela katha pura manepakei dela
Bohut sundr paribesana vai nka ra❤️🙏
Odia culture and and odia bhajan is so much immense deep to Bhagwan
Excellent music,which is our culture ,
🙏🙏🙏🙏🙏😔😔😔😔 ନତମସ୍ତକ ହେବାକୁ ବାଧ୍ୟ କରି ଦେଲ
Mind Blowing❤️
Very nice 👍👍👍👍 to see ...and it's our culture in Village.
3:18 Part is Awesome ❤
ପ୍ରକୃତି କୋଳରେ ପ୍ରକୃତ କଳାକାର ଟିଏ ଭାଇ,କଳା ଚାତୁରୀ କରିତ କର୍ମା ଭରିରହିଛି 🎯👌 best of luck... God bless with his Love to all team members
ବାଃ,
ଏ ଭଳିଆ ପାଳିଆ ଭାଇନା ମୁଁ ଆଜି ପର୍ଯ୍ୟନ୍ତ ଦେଖିନଥିଲି, ଅତି ଚମତ୍କାର ଭାବରେ ପରିବେଷଣ କିରିଛନ୍ତ.. ନିଖୁଣ କଳା ର ଜ୍ୱଳନ୍ତ ଉଦାହରଣ, ଧନ୍ୟବାଦ, ବଳଭଦ୍ର ଭାଇନା 🙏🏿🙏🏿
Absolutely right very good artist..
ruclips.net/video/gBeHJBy4byA/видео.html🙏
, 😠😤😠😤
Ooooooooooooooooooooooooooooooooooooooooooooooooooooooooooooooooooooooo
Yyyyyýyy
ସତରେ କେତେ ସୁନ୍ଦର ପରିବେଷଣ ।ବହୁତ୍ ଖୁସି ଲାଗୁଛି ଏ ଭଳି ପରିବେଷଣ ଦେଖି ।
ୟେ ପାଳିଆ ନୁହେଁ ୟେ ଜଣେ ତୁରନ୍ତ କବି
ଆମ socite ପାଇଁ ଏମିତି ଜଣେ ଦରକାର୍ ଥିଲା
ପାଲା ଭଳି ସୁନ୍ଦର୍ କାର୍ଯ୍ୟକ୍ରମ ଟି ବନ୍ଦ୍ ହୋଇଯାଉଥିଲା ଯାହା ହେଉ ୟେ ବଳିଆ ଭାଈ ଙ୍କ ଯୋଗୁ ଦେଖିବାକୁ ବହୁତ ଭଲ ଲାଗୁଛି
ଜୟ ଜଗନ୍ନାଥ 🙏🙏🙏
ବହୁତ୍ ବଢିଆ । ସାମ୍ପ୍ରତିକ ଯୁଗର ଆଧୁନିକତା ଏବଂ ପୂର୍ବରୁ ପ୍ରଚଳିତ ପରମ୍ପରାକୁ ସମନ୍ୱୟ କରି ରଖି ପାରିଛନ୍ତି । ଅନେକ ଅନେକ ଧନ୍ୟବାଦ୍।
ଯୁଗ ଚେଞ୍ଜ.. ଓଡ଼ିଆ ମୋଭି ବନ୍ଦ.. ପାଲା ଦାସକାଠିଆ ମସ୍ତ 👌🏼👌🏼👌🏼
Yes bro
Thik kahichha bro 100℅
Pp
True lines 😊
Yes 100% right
ଆକୁ ହିଁ କୁହନ୍ତି
“କଳା”
ଜୟ ଜଗନ୍ନାଥ
Many many thank.
Tini jania helebi ati sundar presentation.
Jay Jagannath Swami.
ଆନ୍ତରିକ ଧନ୍ୟବାଦ ଆପଣମାନଙ୍କୁ ଆମ ଓଡ଼ିଶାର ଲୋକ କଳାକୁ ବଞ୍ଚେଇ ରଖି ଥିବାରୁ
ଏଭଳି କଳାକାର ଆମ ଓଡିଶା ପାଁୟୀ ଗର୍ବ ଆଉ ଗୌରବ. ବହୁତ ବଢିଆ. ଜୟ ଜଗନ୍ନାଥ
ଚମତ୍କାର, ନିଖୁଣ ଅଭିନୟ । ଦେଖିବାକୁ ଭାରି ମଜା ଲାଗୁଛି ବଳଭାଇ ।
ଏହି କାର୍ଯ୍ୟକ୍ରମଟି ବହୁତ ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ 🙏
ଏଭଳିଆ ପାଳିଆ ପୁରା ଦିଲ୍ ଖୁସ୍ କରିଦେଲା ତମେ ଏମିତି ଆଗକୁ ମାଡି ଚାଲ ବଳ ଭାଇ
7
ବହୁତ ସୁନ୍ଦର କଣ୍ଠ ପାଳିଆ ବଳଭଦ୍ର ଜେନାଙ୍କ ଓ ଗାୟକଙ୍କର। ଭଗବାନ ତୁମ୍ଭ ଦୁଇ ଜଣଙ୍କୁ ଆଶୀର୍ବାଦ କରନ୍ତୁ।ଜୟ ଜଗନ୍ନାଥ 🙏🙏🙏
Thank you for upload this video. This is our real culture . We always to keep respect for this real art.
ruclips.net/video/gBeHJBy4byA/видео.html🙏
tu bala ta janichu culture uprey ta.
ପାଳିଆ ମହୋଦୟଙ୍କ ଅଦଭୁତ ପ୍ରତିଭାକୁ ଭୁମିଷ୍ଠ ପ୍ରଣାମ🙏🙏🙏🙏
ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ 🙏
ଜୟ ଓଡ଼ିଶା 🙏🙏🙏ଜୟ ଓଡ଼ିଶା କଳା ସଂସ୍କୃତି🙏🙏🙏
, ବଳଭଦ୍ର ଜେନାଙ୍କ phone number milibki। ଅତି ସୁନ୍ଦର ଗୀତ ଗାଉ ଛନ୍ତି। ମୁଁ ତାଙ୍କ ସହ କଥା ହେବାକୁ ଚାହୁଁଛି।
ଗ ଓ ଏହା ବୈଶାଖ ଶୁକ୍ଳ ତୃତୀୟା ନହୋଇ ନିମ୍ନଲିଖିତ ବିଷୟ ଗୁଡ଼ିକୁ ପକାଇ ଏହାର ପତ୍ରକୁ ପିଲାମାନଙ୍କୁ ସେ
ଆମ ଓଡ଼ିଆ ସଂସ୍କୃତି ମହାନ୍। ଜୟ ଜଗନ୍ନାଥ l
He is from our village Manikagoda
So we are proud of him
Love you ❤️❤️
Contact number of the sir
Can you explain briefly your address
Bhai tk adress daba
Yanka number tike deantu bhai plz....
Hn ama manikagoda ra eii
ସାଦର ପ୍ରଣାମ ପାଳିଆ ମହାଶୟ। ଏହା କେବଳ ଭଗବାନ ଙ୍କ ଆଶୀର୍ବାଦ
ପାଳିଆ ଭାଇଙ୍କୁ ଠାକୁର ନିଶ୍ଚିତ ଅର୍ଶୀବାଦ କରିବେ ଅନ୍ୟ ଅନ୍ୟ ତୁମେ ଯେନାବାହୁ
ଓଡ଼ିଶାର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ, ଅତି ସୁନ୍ଦର ପରିବେଷଣ ।
Lot of thanks to present our traditional pala with punching modernized song
Real I am happy 😀😀😀... ⭕‼️⭕ Jay shree JAGANATH 🙏
ପାଲା ଗାୟକ ବହୁତ ବହୁତ ଧନ୍ୟବାଦ
Ete Dina re pare RUclips re kichhi amazing culture dekhili
Super ❤️❤️
Awesome 👍
No words to describe how talented he is
Real talent 😍😍😍
ଅତି ଚମତ୍କାର ପରିବେଷଣ। ଭଗବାନ୍ ଆପଣ ମାନଙ୍କର ମଙ୍ଗଳ କରନ୍ତୁ।
ବଳଭଦ୍ର ବାବୁ ବହୁତ ଭଲ ପରିବେଷଣ କରୁଛନ୍ତି
ବହୁତ ସୁନ୍ଦର କଣ୍ଠସ୍ବର ଶ୍ରୀ ପାଳିଆ ଭାଇଙ୍କର ।
ଜଗନ୍ନାଥ ପ୍ରଭୁ ତମ କଣ୍ଟ ଆହୁରି ପ୍ରବେଶ କରନ୍ତୁ ଭାଇ ଆଗକୁ ଆଗକୁ ଯାଅ
ଚମତ୍କାର ପରିବେଷଣ ❤️❤️👌👌
ଗାୟକ ମହୋଦୟ ଓ ପାଳିଆ ମହୋଦୟ ଙ୍କର ଗାଇବା ଶୈଳୀ ଉଚ୍ଚ କୋଟିର,
ରିମିକ୍ସ ପାଲା ବହୁତ ସୁନ୍ଦର ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଆଉ ଇଚ୍ଛା ହୁଏନାହିଁ ବହୁତ ସୁନ୍ଦର
ବେଲେ ଇଟା ଭଜନ+ଓଡ଼ିଆ ଆଧୁନିକ ର mashup ଆଏ କହ ,....👍👌
Balavadra Jena.... What a performance. Amazing mind-blowing.
କଣ୍ଠ ବହୁତ ସୁନ୍ଦର
ବହୁତ୍ ସୁନ୍ଦର ଆମର ସଂସ୍କୃତି
Bahut badia ପରି ଦିଶେ
ସତରେ ପାଲା ସଂସ୍କୃତିରୁ ଅନେକ କଥା ଶିଖିବାର ଅଛି।
Wow.. Beautiful Performance 👌👌
Ati sundar a vali palia thile pala prati lokanka ra vala paiba badhiba au pala ku loka bhala paibe ahuri dekhibaku ichha haba
First class what a talent..salute..tama mananka pain and odia proud feel karuchhu
ବହୁତ ବଢିଆ 🙏🙏🙏
ବଳଭଦ୍ର ଜେନା ଙ୍କୁ ଧନ୍ୟବାଦ।ବାସ୍ତବରେ ଦକ୍ଷ
ବାୟକ ବାବୁ ବଢ଼ିଆ ବାଯାଉଛନ୍ତି
What a voice
Very very nice
Excellent performance.
All are invited to our village
Nice performance for mind blowing,stay always happy 👍🙏😄
Clearly voice wow superb........
Great 💪💪💪
Culture and Tradition is our pride of odisha .... ❤️❤️❤️
ବାଃ ଜେନା sir କଣ ଗାଉଛ ମ ? ଧନ୍ୟବାଦ ageichal ।ଗାୟକ, ବାୟକ କେତେ ସୁନ୍ଦର group ଗଢିଛନ୍ତି ।
What is talent
Proud of you
ଏଭଳି ପାଳିଆ ମୁଁ କେବେ ଦେଖିନଥିଲି.. ଧନ୍ୟଵାଦ ବହୁତ ସୁନ୍ଦର
Natural singer .....natural voice.....far better than Odia singers
Kirtan bahut badhiya or badhiya hai
ବହୁତ ସୁନ୍ଦର ପରିବେଷଣ ଆଜ୍ଞା
ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ସବୁବେଳେ ଥାଉ 🙏🙏🙏
ଓଡ଼ିଆ କଲଚର କୁ ବଜାୟ ରଖ
ruclips.net/video/gBeHJBy4byA/видео.html🙏
ମୋ ସଂସ୍କୃତି ବହୁତ ବଢ଼ିଆ 👌👏
ମୁଁ ଜାଣିନି ଆଜ୍ଞା ଆମ ପର ପିଢ଼ି ଏ ଭଳି କଳା ସଂସ୍କୃତି ଦେଖିବାକୁ ପାଇବେ ନା ନାହିଁ 😢
Jks laguchi bhai
ଭାଇନା ବହୁତ ବଢିଆ ସାଂସ୍କୃତିକ ପୋଷାକ ପରିଧାନ କରିଲେ ଆହୁରି ସୁନ୍ଦର ଲାଗିବ
Its odia dress bro😊
@@ismartsanjay737nu mo
Zoo
3:33
What a talent
I feel proud