Badapari, Tangi , Khordha | Suna Sujane Season3 | EP 31 | Part - 2 | Prarthana

Поделиться
HTML-код
  • Опубликовано: 25 ноя 2024

Комментарии • 5

  • @basudevbehera2209
    @basudevbehera2209 Год назад +4

    ଖୁବ୍ ସୁନ୍ଦର ଅଭିନୟ ଖୋର୍ଦ୍ଧା ଜିଲ୍ଲା ବଡ଼ ପାରି ଗାଁର ସମସ୍ତ କଳାକାର ଭାଇ ମାନଙ୍କୁ ଏବଂ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ମୋ ଅଭିନନ୍ଦନ, ଜୟ ଜୟ ଜଗନ୍ନାଥ ହରିବୋଲ ହୁଳହୁଳିରେ ସାରା ବିଶ୍ଵର ମଙ୍ଗଳ କାମନା ହେଉ ଆହୁରି ଏକ ବାର ହରିବୋଲ ❤ ପ୍ରାର୍ଥନା ଚାନେଲରେ ଅଭିନୟ କରିଥିବା ଚରଣ ଆଉ ଶରଣ ନନାଙ୍କୁ ମୋର ନମସ୍କାର 🌼🌼💐🌺🌷🌷🌷♥️♥️🦚🦚🫡📚📱🤳

  • @satyanayak4271
    @satyanayak4271 Год назад +2

    ଅତି ସୁନ୍ଦର କାର୍ଯ୍ୟକ୍ରମ prathana channel ର ! ସମସ୍ତ କଳାକାର ବୃନ୍ଦ ଆଉ ଗ୍ରାମବାସୀ ଙ୍କୁ ବହୁତ୍ ଧନ୍ୟବାଦ୍ ! ଆଉ ନନା ଦୁଇ ଜଣ ଙ୍କୁ ବିଶେଷ ଭାବରେ ଧନ୍ୟବାଦ୍ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏

  • @alekhkumarpanda342
    @alekhkumarpanda342 Год назад +1

    କି।ସୁଦୂର ନଦିଆ କୀର୍ତ୍ତନ ମହାପ୍ରଭୁ

  • @narayanabhuyana132
    @narayanabhuyana132 Год назад

    🙏🙏🙏🙏🙏🙏

  • @JagannathPujari-cf7et
    @JagannathPujari-cf7et 2 месяца назад

    ଭାଇ ନାଟ ଭାରିଭଲଲାଗେ