Badapari, Tangi , Khordha | Suna Sujane Season3 | EP 32 | Part - 3 | Prarthana
HTML-код
- Опубликовано: 6 июн 2023
- ''ଶୁଣ ସୁଜନେ ସିଜିନ ୩" ''ବଡ଼ପାରି, ଟାଙ୍ଗୀ, ଖୋର୍ଦ୍ଧା ''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.com/u/5/+PrarthanaTV
Visit our website for further details: www.prarthanatv.in Развлечения
Odisa prachin ra badapali taga .natya prathama thara dekhi bahut bahut happy.
ଏଇମାନେତପକୃତକଳାକାର
ପ୍ରାର୍ଥନା ଟଭୀରପପ୍ର ଚେଷ୍ଟା ସଫଳ ହୋଇଛି ❤❤
❤emiti kalakara manku 🙏 life re first time dekhi bahut khushi laguchhi
Jay jaganath
Jay Jagannath mahaprabhu 🙏
ମୁ ପ୍ରଥମ ଥର ପାଇଁ ଏ ଜିନିଷ ଦେଖି ଲି ବହୁତ ଖୁସି ଲାଗିଲା
😂🎉🎉🎉🎉🎉😢😅
Mo gmnre a kala thila
Achi
Our traditional thanks 👍
Ama gaon ❤❤❤😊
ଘୋଡ଼ା କୁନ୍ଦୁ ଖା, କୁନ୍ଦୁ ଖା , କୁଂଦୁ ଖା। ପିଲା ଦିନେ ଅନେକ ଦେଖିଚି। କିନ୍ତୁ ଏବେ ଆଉ ଦେଖି ପାରୁନି। ନମସ୍କାର।
Mu jama suni na thili ebe fast time dekhili khusi hei gali
Thankyou. Godblessyou
My village ❤❤❤❤❤
A, cpatroBabanur AaskaGanjam,prathanachanalveergood
Bahut bahut dhanyavaad
Mera comments zero figures Sir ee super duper mind blowing profermance thanks again Chanel first time in my life sir salute apananku request continuing please ejhinhali dekhanti
U😊
🙏🙏🙏💐💐💐👍👍👍
🙏🙏🙏
Very nice 🤩🤩🤩🤩🤩🤩🤩🤩🤩🤩
❤🎉
Piladina katha mana padigala
Nice
Mora bhi chaina border ru kela Bhai nku AA uu pranam
Sabu thik je tome duijan toh brahman nuhe tuma ku ete bada bada loko juhar karuchanti kn pai