ମାଘ ମାହାତ୍ମ୍ୟ ବହି ଗୀତ ।। ତ୍ରିଂଶ ଓ ଏକତ୍ରିଂଶ ଅଧ୍ୟାୟ ।।

Поделиться
HTML-код
  • Опубликовано: 10 фев 2025
  • ମାଘ ମାହାତ୍ମ୍ୟ ବହି ଗୀତ ।। ତ୍ରିଂଶ ଓ ଏକତ୍ରିଂଶ ଅଧ୍ୟାୟ ।। #maghapuranam #odiapurana #odiabhagabata
    ------------------------------------------------------------------------------------------------------------------------------------------------------
    ମାଘ ମାହାତ୍ମ୍ୟ (ବହି ଗୀତ)
    Lyrics - Traditional
    Voice - Suchitra Tripathy
    Edited by Suchitra Tripathy ( YouCut Vedio Editor in mobile)
    Recorded by Suchitra Tripathy (ECHO Voice Recorder in mobile )
    ------------------------------------------------------------------------------------------------------------------------------------------------------
    ଜୟ ଶ୍ରୀ ଜଗନ୍ନାଥ 🙏
    ପବିତ୍ର କୁମ୍ଭ ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା ତଥା ମାଘ ବ୍ରତ ତ୍ରିଂଶ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା।
    ମାଘ ବ୍ରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାଘ ମାହାତ୍ମ୍ୟ ପୁରାଣର ସମସ୍ତ ଅଧ୍ୟାୟ ଭିଡିଓ କୁ ଏତେ ସାରା ଭଲପାଇବା ଦେଇଥିବାରୁ ଆମ ଭଗବଦ୍ ଭକ୍ତି ପରିବାର ପକ୍ଷରୁ ହୃଦୟରୁ କୃତଜ୍ଞତା ଜଣାଉଛୁ 🙏🙏।
    ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ପ୍ରତ୍ୟେକ ମାସରେ ଘରେଘରେ ବିଭିନ୍ନ ପର୍ବପର୍ବାଣି ବହୁ ଆଡ଼ମ୍ବରରେ ପାଳନ କରିଥାନ୍ତି। ସେଥିମଧ୍ୟରୁ ମାଘମାସ ଅନ୍ୟତମ । ଏହି ମାସରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବାଗ୍ ଦେବୀ ସରସ୍ଵତୀଙ୍କର ପୂଜା ହୋଇଥାଏ। ସେହିପରି ଏହି ମାସରେ ମଧ୍ୟ କାର୍ତ୍ତିକ ମାସ ଭଳି ମାଘ ସ୍ନାନ ବିଧି ରହିଛି। ମାଘ ବ୍ରତୀ ମାନେ ପ୍ରତ୍ୟୁଷରୁ ଉଠି ସ୍ନାନ କରିଥାନ୍ତି, ହବିଷ୍ୟାନ୍ନ ଭକ୍ଷଣ କରିଥାନ୍ତି ଏବଂ ବ୍ରତକଥା ପଠନ ତଥା ଶ୍ରବଣ କରିଥାନ୍ତି।
    ଏହି ଭିଡିଓ ରେ ମାଘ ମାହାତ୍ମ୍ୟ ପୁରାଣ ତ୍ରିଂଶ ଏବଂ ଏକତ୍ରିଂଶ ଏହି ଦୁଇଟି ଅଧ୍ୟାୟ ଯେଉଁଥିରେ ମାଘ ବ୍ରତର ଫଳ ସ୍ଵରୂପ ପୂର୍ବ ଆଲୋଚିତ ପିଶାଚ ତଥା ଅଗ୍ନିକା, ପଞ୍ଚ କନ୍ୟା କିପରି ମୋକ୍ଷ ପ୍ରାପ୍ତି ହେଲେ ସେହି ପ୍ରସଙ୍ଗରେ ଶୁଣିବା ପାଇଁ ପାଇବେ ଏବଂ ଲେଖା ଦିଆଯାଇଥିବାରୁ ନିଜେ ପଢ଼ି ପାରିବେ ।
    ଭିଡିଓ ଟିକୁ ନିଶ୍ଚିତ ଭାବରେ ଦେଖନ୍ତୁ ଏବଂ Like , Share ଓ Channel କୁ Subscribe କରନ୍ତୁ, ଆସନ୍ତା ଭିଡିଓ ଗୁଡ଼ିକର Notification ପାଇବା ପାଇଁ 🔔iconକୁ click କରିଦିଅନ୍ତୁ। Comment Box ମାଧ୍ୟମରେ ନିଜର ବହୁମୂଲ୍ୟ ମତାମତ ଦେବାକୁ ଜମାରୁ ଭୁଲିବେନି।
    -----------------------------------------------------------------------------------------------------------------------------------------------------
    Your youtube queries:-
    magha masa parbaparbani odia
    magha purana
    Magha Purana
    magha puranam
    Magha Puranam
    Odia Magha Purana
    Magha Brata Odia
    Magha Mahatmya Purana Odia
    Magha Masa
    Magha Snana Odia
    Magha brata odia
    Magha masa
    magha Brata Odia
    magha Masa
    magha mahatmya purana odia
    magha masa
    magha saptami odia
    magha snana odia
    maghabrataodia
    odia magha saptami
    #odiapurana#odiabhagabata
    #maghapuranam #maghamahatmya #maghasnana #maghabrata

Комментарии •