I have seen u in Kanak news as a reporter n today i come across ur utube channel ..I like the way u describe things n thank u 4 supporting Mausi with your big 💜 heart❤
Jaha hou vainkoro video ta bahut volo lagila..... humble personality......aji kali loko tike uporoku uthigole au kahaku chinhineni...but vai pura down to earth loko... golden heart..... love you so much brother❤️ ❤️ ❤❤❤❤
Bhai apanka reporting ta sabubele dekhe first time apanka personal vlog dekhili subscribe bi kali . I am a big fan of your voice . I never miss a reporting of yours in RUclips . Thanks a lot for supporting the persion for her earning .
Sabhuaghya bhai apana emiti gariba lokanku sahjayara hata badhantu apanka personality bahut bhala lage apanku thare Esplanade re dekhithili blue berry re ❤
ruclips.net/video/ZoThwZEX5AQ/видео.html
ଝୁମ୍ପୁଡ଼ି ମାଉସୀଙ୍କ ପାର୍ଟ ୨ ଭିଡ଼ିଓ ଆସିଲା ମାଉସୀଙ୍କ ମୁଁହରେ ହସ ଫୁଟିଲା 😍
ଦେଖନ୍ତୁ ନୂଆ ଭିଡ଼ିଓ 👆🏻
ଭାଇ reply dhaia mu tama massage reply paiee ba pain bhahut instead ❤ please reply dhaeea . Bhai 😊😊😊😊😊
ଆମ ଜଗତସିଂହପୁର ଲୋକ ଙ୍କ ପାଖରେ ଧନ ନ ଥାଇ ପାରେ ଆମ ମନ ବହୁତ ବଡ❤❤❤❤❤
Right 😊
This is what biased comments..It doesn't depend on location..There are good and ill mannered people everywhere..It's not about a particular place..
@@anirudhdash7225 chill bro😂🤣🤣
Yes sis😅😅😅
ପ୍ରଥମ ଥର ମୁଁ ଏତେ ସୁନ୍ଦର ସାକ୍ଷାତକାର ଟିଏ ଦେଖିବାକୁ ପାଇଲି ,ପ୍ରକୃତରେ ଜଣେ ଖୋଲା ହୃଦୟର ମାଉସୀ ଟିଏ 👍
🙏🏻😊
ବହୁତ ବଡ଼ିଆ ଭାଇ ସତରେ ଏମାନେ ହେଉଛନ୍ତି ପ୍ରକୃତ ଧନୀ 🙏
ଧନ୍ୟବାଦ ଭାଇ ଆପଣଙ୍କୁ । ଏ ମାଉସୀଙ୍କ ଘର ଆମ ଗାଁ ରେ
ଧନ୍ଯବାଦ ଭାଇ🙏 ପ୍ରକୃତରେ ଏମିତି ଲୋକଙ୍କର ଭିଡିଓ କଲେ ସେମାନଙ୍କର ଉନ୍ନତି ହେବ। ଭଗବାନ ଆପଣଙ୍କୁ କଲ୍ୟାଣ କରିବେ। ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଜୟ ଜଗନ୍ନାଥ 🙏🏻
🙏ଭାଇ ଲୋ ନମସ୍କାର ମୋତେ ଭିଡ଼ିଓ ଭଲ ଲାଗିଲା
Kou area re ea maushi nka Ghar ta tk kahibe ki please
Vai amiti agae cha .......👌👌👌
🙏🏻😊
ମୁଁ ଭାଇ ବହୁତ୍ ଆଗରୁ ତମ fan ଥିଲି।
ଆଉ ଆଜି ତମ channel ଦେଖିକି ବହୁତ୍ ଖୁସି ଲାଗିଲା ଭାଇ ।
ବଡ଼ ବଡ଼ chapri youtuber ସବୁ resturant ଯାଇକି vlog କରିବେ, ହେଲେ ତମେ ମାଉସୀ ଙ୍କ କାହାଣୀ ସମସ୍ତଙ୍କୁ ସାମ୍ନା କୁ ଆଣିକି ତାଙ୍କ ପାଇଁ ବହୁତ ଚେଷ୍ଟା କରିଛ।
Thank you so much bhai❤❤❤
🙏🏻😊
ଧନ୍ୟ ମାଉସୀ ତମେ ମାର ସରଧା ତୁମର ଏମିତି ଗରୀବ ମାନକୁଂ ଆଗକୁଆଣିବା ଦରକାର
ଭାଇ ଆପଣଙ୍କ ଭଳି ହୃଦୟବାନ ମଣିଷ ଖୁବ୍ କମ୍ ମିଳନ୍ତି,,, ବଡ଼ ଲୋକିଆଙ୍କ ସ୍ୱୋଭାବ ବାହାର ଦୁନିଆର ଚlକଚକ୍ୟ ହେଲେ ଆପଣ ବୁଝେଇଦେଲେ ପ୍ରକୁତ ଆନନ୍ଦ କୋଉଠି ମିଳେ ❤❤
ବହୁତ ଦୁନ୍ଦର ପ୍ରୟାସ ଏହି ଭଳି ଲୋକଙ୍କୁ ଆଗକୁ ଆଣିବାକୁ । ଏ ମା' ମୋ ଗାଁର । ସାଇନ୍ସ ପାର୍କ ଆଡେ ଗଲେ ନିଶ୍ଚୟ ଯିବେ ସେଠିକୁ ଖାଇବାକୁ । ତାଙ୍କ ସ୍ୱାମୀ ଭୋଳା ,ଏହି ହୋଟେଲ ସାମ୍ନାରେ ପୋଲିସ୍ ଲାଇନ ରାସ୍ତାରେ ପରିବା ଦୋକାନ କରିଛି ।
ସୌଭାଗ୍ୟ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍.....
🙏🏻😊
ଧନ୍ୟବାଦ ଆପଣଙ୍କୁ,ଏପରି ଗରିବ ଲୋକଙ୍କ କଥା ଲୋକଲୋଚନକୁ ଆଣିଥିବାରୁ ।ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।
ଆଜି ପ୍ରଥମ ଥର ପାଇଁ ଏ video ଦେଖିଲି ଏତେ ଭଲ ଲାଗିଲା ଯେ ମୁଁ subscribe ନ କରି ରହି ପାରିଲିନି ଆଶା କରୁଛି ଆପଣ ଆପଣ ଙ୍କ video ମାଧ୍ୟମରେ ଏମିତି ଗରିବ ଲୋକଙ୍କ video ଆଣିବେ 😊😊
🙏🏻😊
Sem to u
🙏🙏🙏
Same situation 😊
👍👍
I salute this hardworking mousi , God bless her.
ବହୁତ୍ ବଢିଆ ଗରିବ ଲୋକଙ୍କୁ ଏମିତି ସାହାଯ୍ୟ କରିବା କଥା😊
😊
Badhia
ଜଗତସିଂହପୁରିଆ କେବେ ହାର୍ ମାନନ୍ତିନି... salute
Hey naaa michaaaa katha
ଠିକ୍ କଥା ଭାଇ 😊😊😊😊
ଧନ୍ୟବାଦ ଭାଇ ଆପଣଙ୍କ ରିପୋର୍ଟର ମୋତେ ବହୁତ ଭଲ ଲାଗେ ଏ ମାଉସୀ ଆମ ଗାଁ ର ଟିକେ help କଲେ ଉନତି କରି ପାରିବେ ❤❤❤❤u bro
😠🍒😠🌴🌷
ଭାଇ ମାଉସୀ ଙ୍କ ଦୁଃଖ ବୁଝି ପାରିଲେ... vary good ଭାଇ love you Bhai 👍🫰👌🙏
Soubhagya Bhai apana brilliant.....apana gariba manaka god huantu
ଜୟ ଜଗନ୍ନାଥ 🙏🏻❤️
ପଞ୍ଚ ତାରକା ହୋଟେଲ ଖାଇବା ଠାରୁ ଏ ମାଉସୀଙ୍କ ଖାଇବା ଶହେ ଗୁଣ ଭଲ। ଧନ୍ୟବାଦ ସାର୍ ଆପଣଙ୍କର ଏ ପ୍ରୟାସ 🙏
ଭାଇ ଭହୁତ ଖୁସି ଲାଗିଲା ମାଉସୀ କୁ ସବୁବେଳେ ଖିସିରେ ରଖନ୍ତି ଜୟ ଜଗନ୍ନାଥ 🙏🙏 ବାଇ ଭିଡିଓ ଭଳଲାଗିଆ super 😊😊😊
ଜୟ ଜଗନ୍ନାଥ 🙏🏻
S ପରିଡା ବ୍ରୋ 🙏,ମାଉସୀଙ୍କୁ ୫ଶହ ଟଙ୍କା ଖୁସିରେ ଦେଲ, ଧନ୍ୟବାଦ 👌❤️👌
ବହୁତ ଖୁସି ଲାଗିଲା ଜଗନ୍ନାଥ
ମାଉସୀ ଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ
⭕❗⭕ଜୟ ଜଗନ୍ନାଥ ⭕❗⭕🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
ଜୟ ଜଗନ୍ନାଥ 🙏🏻
1st time pain video dekhili satare bahut sundar laguchhi apan nka kahiba saili. Auu yebhali lokanku duniya agare dekheiba bahut bada katha.
ଗରିବ ହେଲେ କଣ ହେଲା କଥାର ମଧୁରତା ଅଛି। ଝୁମ୍ପୁଡି ଭାବି ଆଡେଇବ ନାହିଁ। ମତେ ସମୟ ହେଲେ ମାଉସୀ ହୋଟେଲ କୁ ନିଶ୍ଚିତ ଯିବି।
Mu aji pratham thara dekhli bahut sundar ae vali video banati hurdayaku chuijauchi mu tumara video ku like🎉❤❤❤❤karili
🙏🏻😊
Bhai aji ra video bahut ବହୁତ୍ ଭଲ ଲାଗିଲା 😢 ମାଉସୀ ଙ୍କୁ ଆପଣ ନିହାତି help karibe boli mora ଆଶା 😊
ପ୍ରଥମଥର ପାଇ ଦେଖିଲିଖୋଲା ହୃଦୟର ମାଉସି
ଆପଣ ମାନେ ଚାହିଁଲେ ଏ ଯୁଗ ବଦଳିବ. କେବଳ ଗରିବ ଦେଖି ସାହାଯ୍ୟ କରିବେନି, ସ୍ୱଚ୍ଛତା ପ୍ରତି ମଧ୍ୟ ଦୃଷ୍ଟି ଦେବେ
🙏🏻😊
@@PatiaTokathank u sir...frm odisha.
ମାଉସୀ ର ବ୍ୟବହାର ଆଉ ବହୁତ ପରିଷ୍କାର ଖାଦ୍ୟ ତାଙ୍କୁ ଦେଖିଲେ ଜଣା ପଡୁଛି
I have seen u in Kanak news as a reporter n today i come across ur utube channel ..I like the way u describe things n thank u 4 supporting Mausi with your big 💜 heart❤
🙏🏻😊
Bahut bhala lagila
Young reporter soubhagya Bhai ❤ Thank you for your outstanding interview ❤
🙏🏻😊
ବହୁତ ସୁନ୍ଦର ଭିଡ଼ିଓ, ଆପଣ ଏପରି ଭିଡ଼ିଓ ଦେଖାଇ ବହୁତ ବଡ଼ କାମ କରିଛନ୍ତି, ବହୁତ ବହୁତ ଧନ୍ୟବାଦ l
She has a heart of gold..... Jai Jagannath.
Samaste video bananti kintu garibanka sathire chida huanti khuob kam loka thank u bhaina
You are having a best soul and good humanity.... keep it up....Patia Toka..not like the chapri food bloggers...
You are the best.❤..youtuber....
He bhai 🙏🏻😁
0😊
Mu sabubele tuma anchoring dekhe au patha padha samaya mane pakaye bahut agaku chala ,god bless you❤❤❤ali apa
ଭାଇ ଆପଣଙ୍କ କନକ ଟିଭିରେ କ୍ରାଇମ ରିପୋର୍ଟ ଦେଖି ବହୁତ ଭଲ ଲାଗେ। ଆଉ ଆଜି ଆପଣଙ୍କ ଏହି ଚେନଲେ ଟେ ଫେସବୁକ ରୁ ପାଇଲି ଏହି ଭିଡିଓ ଟେ ଦେଖି ବହୁତ ଖୁସି ଲାଗିଲା ତୁରନ୍ତ subscribe କଲି । ଆଗାମୀ ଦିନରେ ଏମିତି ଭିଡିଓ ଆସୁ
🙏🏻😊
Bhai apana bahuta bhala person I like you
🙏🏻😊
Video ଭଲ ଲାଗୁଛି, ମାଡିଚାଲ 👌👌ଅରବିନ୍ଦ ଭାଇନା 👌👌
Bhai bahut khusi lagila video ta news re v ti k live kale vala haba
Rich by heart innocent by heart .Thank you bhai for covering this .Please do cover this type of video.I will definitely visit once back to bbsr.❤
🙏🏻😊
Soubhagya bhai best crime reporter love you
🙏🏻😊
ଭାଇ ହେଇ ବଳି ଭିଡିଓ ଦେଖିବାକୁ ଭଲ ଲାଗେ ମତେ 🥰🥰..
E mausi bahut bahut bhala ❤❤ mausinka business ahuri urnati heu... Great work Bhai👍
Soubhagya Bhai you are young energetic reporter ,but glad to see you on RUclips keep it up,best of luck ❤
🙏🏻😊
Mu b first time tama vdo dekhili
ଏଭଳି ଭିଡ଼ିଓ ଆଣିବା ପାଇଁ ବହୁତ ବହୁତ ଧନ୍ୟବାଦ ଭାଇ.❤️
🙏🏻😊
@@PatiaToka❤🥰❤
ସୁନ୍ଦର ଭିଡ଼ିଓ..... ଚମତ୍କାର କରିଦେଲେ ଭାଇ 👌
🙏🏻😊
Bahut badhia lagila.... Ehibhali dukhi nka dukha ku batantu semane ageijantu Jai Jsgannath
Mausi have another level of personality 🔥🔥🔥
ଧନ୍ୟବାଦ୍ ଭାଇ ଏପରି ଗୋଟେ ଭଲ news ଆଣିଥିବାରୁ।ମାଉସୀ ଆମ ଗାଁ ର। ମୁଁ sure ଯିବି
ବହୁତ୍ ଭଲ ଭିଡିଓ 🙏🙏🙏🙏🙏🙏🙏🙏🙏
ଭାଇ ଆପଣ ଙ୍କ ଉପାସନା ଶୈଳି ହୃଦୟ ସ୍ପର୍ଶୀ, ଆପଣ କନକ ନ୍ୟୁଜ୍ ଛାଡ଼ି ଦେଲେକି
The woman is having a charming personality. She is strong.
Yes 👍🏻
Good bhai gariba lokankar video kari thibaru
ଭାଇ ମତେ ଲାଗୁଚି ଆପଣ ବୋହୁତ କମ୍ ଦିନରେ ବଡ଼ RUclipsr ହୋଇଯିବେ Jay Jagannath 🙏 sabu bule tuma sathire
ହେ ଭାଇ 🙏🏻😊
ଅତି ସୁନ୍ଦର ଭିଡ଼ିଓ ଭାଇ ❤️🌹❤️
ବହୁତ ଭଲ ଲାଗିଲା ଭାଇ ଭିଡିଓଟି l ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🏻
Dipak Babu ama loko
ବହୁତ ଭଲ ପ୍ରୟାସ କରିଛନ୍ତି ଧନ୍ୟବାଦ ।
ବହୁତ୍ ସୁନ୍ଦର ପ୍ରୟାସ ସୌଭାଗ୍ୟ ଭାଈ ଏହିଭଳି ପ୍ରୟାସ ଆଗକୁ ଜାରି ରହୁ
ବହୁତ ବଢ଼ିଆ ଖାଇବା ହୋଇଛି ❤️
ସତରେ ମାଉସୀଙ୍କ କଥା ଶୁଣିଲେ ନା ପେଟ ପୁରିଯାଉଛି ❤❤
Jaha hou vainkoro video ta bahut volo lagila..... humble personality......aji kali loko tike uporoku uthigole au kahaku chinhineni...but vai pura down to earth loko... golden heart..... love you so much brother❤️ ❤️ ❤❤❤❤
🙏🏻😊
The beautiful human nature in your heart won my heart. God dwells in a kind heart. Jai Sita Ram 🙏
🙏🏻😊
Thank you so much bhai,apana jane gariba ku help kari thibaru apananku ashesh ashesh dhanyabad
Bhai apanka reporting ta sabubele dekhe first time apanka personal vlog dekhili subscribe bi kali . I am a big fan of your voice . I never miss a reporting of yours in RUclips . Thanks a lot for supporting the persion for her earning .
🙏🏻😊
Nice video bhala lagila
Bahut vala video ❤valuable to society
🙏🏻😊
ବହୁତ ଭଲ ଲାଗିଲା 👌👌👌👌👌
Your channel deserves 10 million subscriber🎉, your presentation is fantastic, Lord Jagannath always bless you, Jay Jagannath🙏
New post 👇🏻
ruclips.net/video/MycUW3MDQgc/видео.htmlsi=K1uqCJOqjkYxFGEm
Odisha ro sabuthu bhala youtuber heiparibo bhai tume bhala lagila video
🙏🏻😊
ଭାଇ ଏମିତି ଲୋକ ମାନଙ୍କୁ ଆପଣ ଲୋକ ଲୋଚନ କୁ ଆଣିପାରୁଥିବାରୁ ଆପଣ ଙ୍କୁ 🙏
ଆପଣଙ୍କ ଚାନେଲ,ଆଉ ଆପଣଙ୍କୁ ଧନ୍ୟବାଦ।ଯିଏ ଗରିବର ଦୁଃଖ ବୁଝେ ସିଏ ହିଁ ପ୍ରକୁତ ମଣିଷ।
ଭାଇ ମାଉସୀ କୁ ଅସେସ୍ ଅସେସ୍ ଧନ୍ୟବାଦ
🙏🏻😊
Super bro
I liked your noble gesture towards the needy...and I became your SUBSCRIBER.. keep it up 👍
Bhai apana ei vali video chhadantu
😊
Jay jagannath swami🙌🙌🙌🙌🙌
Sabhuaghya bhai apana emiti gariba lokanku sahjayara hata badhantu apanka personality bahut bhala lage apanku thare Esplanade re dekhithili blue berry re ❤
🙏🏻😊
Bhai apanaka Hrudaya bahut bada. ❤God bless you jay jagannath
🙏🏻😊
Bahut bahut dhanyawad Bhai apanku mausi nkra dokan au tk badhijanta vala huanta
Soubhagya bhai love from puri. Ur vloging style reflect as kanak news breaking news❤
Bahut vala lagila tuma paribesana ra saili. Thank u
🙏🏻😊
ପଟିଆ ଟୋକା ପେଜ୍ ର ସବୁଠାରୁ ସୁନ୍ଦର ଭିଡିଓ.. ମାଉସୀ ପାଖକୁ ନେଇକି ଯିବ ଭାଇ କାରଣ ଏମିତି ଲୋକଙ୍କ ପାଖରେ ଖାଇଲେ କିଛି ଆର୍ଥିକ ସହାୟତା ମଧ୍ୟ ସେମାନେ ପାଇବେ... ଜଗନ୍ନାଥ ପଟିଆ ଟୋକା ପେଜ୍ କୁ ଢେର ସାରା ଆଶୀର୍ବାଦ ଦେଉଥାନ୍ତୁ... ଏମିତି ଆଗକୁ ହୃଦୟ ଛୁଆଁ ଭିଡିଓ କରୁଥାଅ ମୋ ଭାଇ ❤
ବାସ ଏତିକି ଭଲପାଇବା ଦରକାର 🙏🏻❤️
@@PatiaToka 🙏🏽💓
Aswastha Kara paribesh baje khaiba don't pramot
Bhai amiti pratjva ku sara dunia dekhiba jaruri thik sei mausi bhali
Please Bhai
ବହୁତ ଭଲ ଲାଗିଲା ଦିନେ ଯାଇକି ଖାଇବି
👍🏻
ମାଉସୀର ଚିକେନ ତରକାରୀ କେମିତି ଲାଗିଲା😮🤤
ଯାଇକି ଥରେ ଖାଇଲେ ଜାଣିବୁ 🫣
ଜୟ ଶ୍ରୀ ଜଗନ୍ନାଥ 🚩🙏 ଭାଈ ♥️🙏 ସୁପର ✌️
ଜୟ ଜଗନ୍ନାଥ 🙏🏻
Nice initiative Brother keep it up 👍👍👍👍👍👍
Jay Jagannath...Ati sunder prayash...Prabhu apnanka chalapatha sugam karibe nischay...sadhubad..video pein...
ଜୟ ଜଗନ୍ନାଥ 🙏🏻
Bring this type of video from the ground Bapi❤
Bhai love you
As a reporter
U r hero 😎💪
Much love bro 🙏🏻😊
ମା ଭଗବାନ ତୁମ ଦୁଃକ ନିଶ୍ଚୟ ସୁଣିବେ, ଭାଇ ଅପଣ ଏ ମା ଙ୍କର ଭିଡିଓଟି କରି ଥିବାର ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟ ବାଦ, ଆପଣଙ୍କ ଚ୍ୟାନେଲ୍ ଭଗବାନ ଆଶିଷରୁ ଆଗକୁ ଯାଉ।
🙏🏻😊
ଭାଇ ସତରେ ସୌଭାଗ୍ୟ ଭାଇ ତୁମେ ଜଣେ ମହାନ୍ କାହିଁକି ନା ଗରିବ ମାଉସୀ କୁ 500 ଟଙ୍କା ଦେଲେ ମନ କଥା ବୁଝିଲେ। ❤lv u bhai
🙏🏻😊
Bhai nka ❤ta bada ,500 tanka debar karana mausi tanka puo ,jhio ra khadya ru bhai nku khaibaku deithile Bhai nka ❤ ku aita lagila thank you bhai😊🤝
ଧନ୍ୟବାଦ୍ ଭାଇ ଏମିତି ଦେଖି ଲେ ଗଣିପରିବୁ ଭଲ ଲାଗିଲା❤
Heartly salute patia bro...
🙏🏻😊
Mu First time dekhili Bhai mate bahut bhala lagila ❤️❤️
Great job 👍
Bhutu sundara vdo bhai apnana amiti natural video karucha gariba loka mana khata sabu bhujiparucha bhutu dhaniya bhada 🙏🙏🌺
🙏🏻😊