You Can Have Rs 10 Lakh After 30 Years If You Save Rs 10 A Day, Says Expert

Поделиться
HTML-код
  • Опубликовано: 22 дек 2024

Комментарии • 799

  • @LD4in1Vlogs
    @LD4in1Vlogs 2 года назад +39

    ଗୋଟେ କଥା ବୁଝି ହେଲାଣି ଜେ ଦିନକୁ 10 ଟଙ୍କା ରଖିଲେ ମାସକୁ ହଉଚି 300 ଟଙ୍କା. ଗୋଟେ ବର୍ଷ କୁ ହେଲା 3600 ଟଙ୍କା. 30 ବର୍ଷ କୁ ହେଲା 109000 (ଲକ୍ଷେ ନ ହଜାର ) ତାହାଲେ 10 ଲକ୍ଷ କେମିତି ହେଲା..

  • @ktvodia4458
    @ktvodia4458 2 года назад

    ଫାଲତୁ କଥା ଲୋକଙ୍କୁ ଭୁଁଆ ବୁଲାଉଛି
    ଆପଣ ଥର କୋଲକୁଲେଟର କର
    Month » 300
    10 ବର୍ଷ =36.000 ଆଉ ବାକି
    9ଲକ୍ଷ୍ୟ 64.000 ହଜାର କଣ ସୁଧ
    କିଏ ଦବ
    . ଯିଏ ଦବ comment ଲେଖ

  • @balmamunda9210
    @balmamunda9210 2 года назад +2

    କଉଠି ଏହି 10 ଟଙ୍କା diposit କରିବୁ ଆଉ କଉଠୁ ମିଳିବଏହି 10ଲକ୍ଷ ଟଙ୍କା, ଏତେ ସହଜରେ ଯଦି ଏତେ ଟଙ୍କା ହୁଅନ୍ତା, ତେବେ ଏ ଯୋଜନା ସମସ୍ତେ କରନ୍ତେ ଆଉ ସମସ୍ତେ ଧନୀ ହୁଅନ୍ତେ, ତେବେ ଯାହା ବି ହେଉ, ସେ 10 ଟଙ୍କା କଉଠି diposit କରିବୁ, ତାର ତ ସଠିକ ଠିକଣା ଦିଅନ୍ତୁ ଅବଶ୍ୟ

  • @velleblogger
    @velleblogger 2 года назад

    ଯିଏ ବି ସରକାରୀ କର୍ମଚାରୀ ଯାହାଙ୍କ ମୃତ୍ୟ ଚାକିରି କରୁଥିବା ସମୟରେ ହୋଇଯାଇଛି ଓ ତାଙ୍କ ପରିବାର ର କାହାକୁ ଏ ପର୍ଯ୍ୟନ୍ତ ସରକାର ଙ୍କ ତରଫରୁ।Rehabilitation Assistance Scheme Rule ଅନୁଯାୟୀ ଚାକିରି ମିଳିନି ଦୟାକରି ମୋତେ ଯୋଗାଯୋଗ

  • @skartpresents4940
    @skartpresents4940 2 года назад +13

    Sir day - 10
    Month-300
    Year - 12 into 300 = 3600
    In 30 year = 3600 into 30 = 1,08,000
    One laksh eight thousand only save in 30 yrs....😀😛😛😊😊🙏🙏🙏🙏

  • @AwariAcademy
    @AwariAcademy 2 года назад +2

    Dear 30 year pare 10 lakh ra value Aajika 3000 rupees saha same , e sabu faltu investment plan , 6% yearly decrease of value

  • @rangilatoka7902
    @rangilatoka7902 2 года назад +4

    ସଂଚୟ କରିବା ବହୁତ ଭଲ କଥା । କିନ୍ତୁ ବର୍ତ୍ତମାନ ସର୍ବାଧିକ ବାର୍ଷିକ ବ୍ୟାଙ୍କ ସୁଧ ମାତ୍ର ଟ2.90 ମାତ୍ର ଯାହା SBI ଦେଉଛି ା ଅନ୍ୟ ବ୍ୟାଙ୍କ ମାନେ ତା ଠାରୁ ବି କମ୍ ଦେଉଛନ୍ତି ।କିନ୍ତୁ Post office ଅଧିକ ସୁଧ ଦେଇ ଥାଏ ।

  • @radhamohancomedy1383
    @radhamohancomedy1383 2 года назад +130

    30ବର୍ଷ ପରେ ଆମେ ଥିବା ତ?
    ସେତେବେଳେ ସାମାନ୍ୟ pen ର ଦାମ 100ଟଙ୍କା ହେବ sure

  • @samayaezone
    @samayaezone 2 года назад +8

    ଏବେ ଯେଉଭଳିଆ ରୋଗ ସବୁ ଆସୁଛି କେତେବେଳେ ଜୀବନ ଚାଲିଯିବ ଠିକ୍ ନାହିଁ ,ସଞ୍ଚୟ କରିକି ନେଇକି କଣ ସାଙ୍ଗରେ ଯିବ 😆😆ଜୀବନ କୁ ଉପଭୋଗ କର ପରିବାର କୁ ସମୟ ଦିଅ

  • @snbbariha251
    @snbbariha251 2 года назад +29

    Saving କରିବା ଭଳ ଯେ କିନ୍ତୁ କାହା ପାଖରେ ବାଙ୍କ ୱାଳ ରଖି ଲେ syber ଠକ୍ କୁ dara chifound ରଖିଲେ ଦିନ ଦେଖି ଥିବ ଅଫିସ ଆର ଦିନ gayab ଯାହା ପରୁଛ ନିଜ ପାଖ ରଖ ଯାହା ରୁଛ ରଖ ନ ହେ ତାହାବି ଚୋରି

  • @manojkumarsahoo1823
    @manojkumarsahoo1823 2 года назад +7

    Only thing you can do..Invest in a good Mutual fund or a good Stock a fixed amount (Min. 1000) every month(SIP) for long-term period.. That'll definitely give you a happy Returns 👍🏻

  • @samantakumarnaiksantosh7503
    @samantakumarnaiksantosh7503 2 года назад +2

    ଏହି ଟା 10ରୁ 12ବର୍ଷ ଭିତରେ ରହି ଲେ ଭଲ ହୁଅନ୍ତା, ସମାଜ ର ଅନେକ ଲୋକ କରି ପାରିବେ

  • @aurvindnayak4355
    @aurvindnayak4355 2 года назад

    ତିରିଶି ବର୍ଷ ପରେ ସେ ଦଶ ଲକ୍ଷ ଟଙ୍କାର ମୂଲ୍ୟ 1ଲକ୍ଷ ଟଙ୍କା ହେଇଜିବ।ଯେଉଁ ଗତିରେ ଟଙ୍କାର ମୂଲ୍ୟ କମିକମି ଜାଉଛି ସେତେବେଳକୁ 1 dolar 200 rupees haijiba.

  • @purnasahoo4254
    @purnasahoo4254 2 года назад +3

    ଦିନକୁ ୧୦ଟଙ୍କା ରଖିଲେ ୩୦ ବର୍ଷ ପରେ ସେ ୧୦୦୦୦୦୦ ଟଙ୍କା ହବନି କେମିତି ହେବ ହିସାବ କର

  • @sudhansusingh1496
    @sudhansusingh1496 2 года назад

    Corporate ମାନଙ୍କ ଋଣ ପରିଶୋଧ ବେପାର ସରକାର ବନ୍ଦ କଲେ ସାଧାରଣ ଲୋକଙ୍କ ପାଇଁ କିଛି ମଙ୍ଗଳ ହେବ ବୋଲି କୁହାଯାଏ, ତେଣୁ ଅନୁକମ୍ପା ଜନ ସାଧାରଣଙ୍କୁ ଦରକାର କର୍ପୋରେଟ ମନକୁ ନୁହେଁ।

  • @mahesh45x
    @mahesh45x 2 года назад +5

    Important topic Thank you so much Sir ☺️
    Start SIP Mim 1000 30 year 🥰

  • @satyaprasaddas1384
    @satyaprasaddas1384 2 года назад +5

    2017 ରେ mutual funds ରୁ investment କରୁଛି... 58% return ଅଛି... ସେତେ ବେଳେ sensex 28000 points ଥିଲା..... Power of compounding.... Next 25-30 yrs ପାଇଁ sip ଚାଲିବ😄😄

    • @jenamuna5408
      @jenamuna5408 2 года назад

      Kou fund bhai....

    • @satyaprasaddas1384
      @satyaprasaddas1384 2 года назад +1

      @@jenamuna5408 icic Prudential fund, parag parikh fund

    • @nilamadhabgouda2258
      @nilamadhabgouda2258 2 года назад

      Icici prudential kou fund bhai
      Index na sectoral re 😎😎😀😀

    • @DDK12344
      @DDK12344 2 года назад

      @@satyaprasaddas1384 u have choos very good fund.

    • @DDK12344
      @DDK12344 2 года назад

      I have also ICICI prudential fund

  • @KoshalSanskruti
    @KoshalSanskruti 2 года назад

    10ହଜାର ର ମୂଲ୍ୟ 10ଲକ୍ଷ୍ୟ ସହିତ ସମାନ ହେବ ସେହି ସମୟ ରେ

  • @bijaybehera9397
    @bijaybehera9397 2 года назад +10

    Thank you Sir
    Thank you Otv

  • @lokanathdas22
    @lokanathdas22 2 года назад

    କେଉଁଠି ଦିନକୁ 10ଟଙ୍କା ସଞ୍ଚୟ କଲେ 30ବର୍ଷରେ 10ଲକ୍ଷ ମିଳିବ । ଯଦି ନ ମିଳେ ...

  • @BedaprakashKalet
    @BedaprakashKalet Год назад

    ଆଜ୍ଞା ମୁଁ ଗ୍ରାଜୁଏଟ କରିଛି ମୋର ଆର୍ଥିକ ଅବସ୍ଥା ଠିକ ନାହିଁ କାହା ସହିତ କଥା ହେଲେ ଫାଇନାସସିଆଲ ଅବସ୍ଥା ରହିବ

  • @jatteditzofficial2930
    @jatteditzofficial2930 2 года назад

    1 day = ₹10
    1 year = 365 × ₹10= ₹3650
    30 year = ₹3650 × 30 = ₹ 1,09,500
    It's only 1 lakh 5 thousand 5 hundred rupees.
    And expert saying 10 lakh...
    People be like :-
    konsa calculator use kar rhe ho bhai....

  • @malayadas4486
    @malayadas4486 2 года назад +2

    Bahut badhia lagila jay jagannath

  • @sandipswain3299
    @sandipswain3299 2 года назад +11

    after 30 yaers 10 lakhs will have only 1000 lemons... 1 lemon is 10 rupees now.. inflation will eat all savings ... unless inflation is curbed..very difficult to survive for middle class( govt emp not included as they will get pension )

  • @minaketanpodh3418
    @minaketanpodh3418 Месяц назад

    କେଉଁ ସ୍କିମ ରେ ଦିନକୁ 10rs ରଖିଲେ 30 ବର୍ଷ କୁ 10 ଲକ୍ଷ୍ୟ ହେଉଛି କାଇଁ ସେ ସ୍କିମ୍ ର ନାମ ତ କହିଲେଣି ?

  • @bonoshsahoo7894
    @bonoshsahoo7894 2 года назад

    କିଛି ନାହି ଭାଇମାନେ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ ।।।।ଯେତିକି ବି ରୋଜଗାର କରନ୍ତୁ ପଛେ ସେଥିରୁ କିଛି ନିଜ ପାଖରେ ରଖନ୍ତୁ ଆଉ ମିତବ୍ୟୟୀ ହୁଅନ୍ତୁ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।।।ସବୁଦିନ ବ୍ୟାୟାମ କରନ୍ତୁ, ଠିକ ରେ ପାଣି ପିଅନ୍ତି ଭଲ ଖାଦ୍ୟ ଖାଆନ୍ତୁ ।।।।

  • @manasranjantripathy7897
    @manasranjantripathy7897 2 года назад

    Thik katha. Dekha hebar sujog mili le bahut khusi huanti. Thank you sir.

  • @mrbiswanathbhuyan1289
    @mrbiswanathbhuyan1289 Год назад +1

    Good evening sir, THANKQ ABSULUTLY RIGHT

  • @sojalijenasoja5929
    @sojalijenasoja5929 2 года назад

    ଯଦି ଦଶଟାଙ୍କ ନୋଟ/କଇନ୍ 30ବର୍ଷ ପରେ ନ ଚଳେ ତେବେ କଣ ହେବ ସେଇ ପଇସା ବେକାର ହେବ କବାଡ଼ିଆ ରେ ଯିବ ଲାଭ କିଛି ହେବନି

  • @sanjubabuofficial2352
    @sanjubabuofficial2352 3 месяца назад

    ଆପଣ ଟଙ୍କା ପାଇଁ,ପାବଳ ହୋଇ ଯାଇ ଛନ୍ତି କି😂😂😂 ପଚାରିବା ଲକ ଯେମିତି କହିବା ଲକ ବି ସେମିତି😂😂😂

  • @satyaranjan663
    @satyaranjan663 2 года назад +20

    30year pare 10lakh ra mulya ajira 30,000 bhali heijaithiba😇😇

    • @japanag5669
      @japanag5669 2 года назад +1

      Ta tume 10 tanka nuhe 50 tanka saving Kara minimum ta 50 lakh Heba mutual fund re jadi 15% interest miliba 25 year pain

  • @sasikantamohanty9623
    @sasikantamohanty9623 2 года назад

    30 ବର୍ଷ ଆଉ ବଞ୍ଚିବିନା ମୁଁ... ଇଏ ଯଉ କରୋନା ଆସିଛି...

  • @bonoshsahoo7894
    @bonoshsahoo7894 2 года назад +1

    କାହା ଉପରେ ଭରଷା ପାଉନି ଆଜ୍ଞା ।।।।।୩୦ ବର୍ଷ ପରେ ଯଦି ନା ମିଳିଲା ତାହେଲେ .........., Marei jibu😭😭😭 ତେଣୁ ମୋ ଟଙ୍କା ମୋ ନିଜ ପାଖରେ ସଞ୍ଚୟ କରୁଛି।।।।।।ପଛେ ସୁଧ ନ ମିଳୁ ହେଲେ ବହୁତ୍ ସୁରକ୍ଷିତ

  • @izireal-estate3619
    @izireal-estate3619 2 года назад +5

    Mudraspiti badhijiba... Chaula kg setebele 1000 ru adhika rahiba

  • @dPROVenom
    @dPROVenom 2 года назад

    1Year 365 ଦିନ 30year 10950 ଦିନ ×10rupise=109500 ଟଙ୍କା

  • @funnyman2877
    @funnyman2877 2 года назад

    Ola driver ratire car chalauchi(12hrs)
    Dinare 6 hours gote company re job
    Aur sakhale guitar sikhauchi let(2hrs)
    Total 12+6+2=20 se sala ti kn 4 ghanta re soiba,khaiba,hagiba,mutiba sari dauchi

  • @subratkumarmaharana2513
    @subratkumarmaharana2513 2 года назад +3

    @Jitendra Mishra
    @Birajakanta Mahapatra
    Thank u for ur valuable question...

  • @chakradharmaharana2778
    @chakradharmaharana2778 2 года назад

    କପାନି 30ବଷ ରହିବ ଭାରତ ବାହାରେ।ରହିବ କପାନି ନାକଣ

  • @kumartapas6020
    @kumartapas6020 2 года назад +10

    30barsha pore sae 10lakh ro value 1lakh sahita saman hae jibo 😂😂😂. Apana 30barsha agaru (1992)jetiki darama pauthile ebe compare karantu (2022)😂😂😂

    • @dipakprusty8667
      @dipakprusty8667 2 года назад

      Hmm thik apana nka katha but apana dau thiba paisa value kichi na thiba na

    • @sushimamitabh
      @sushimamitabh 2 года назад

      Pakhere kichi nathibaru ru bhala kichi thao. Tuma jauta kahucha seita hauchi inflation. Sada bele investment inflation rate thu adhika interest milile hi paisa value badhe.

    • @rakeshbal9128
      @rakeshbal9128 2 года назад

      Depend karuchi price inflation & deflation upare.example:- rice/kg 2012 re ₹10 thila , 2022 re around 30 /kg . 2012 ₹10 ra value 10 yr pare ₹30 or 2022 re ₹10 re only 333 gram rice buy karipariba. 2012 ra ₹1 ra value equals to ₹3 in 2022. Raising 300% in 10 years,for 30 yrs 300%(3) equal to 900% . Jadi same growth rate till 2052 continue ragiba 2022 ra ₹30 ta 2052 re ₹270(₹3*900%) heijaithiba . 2022 re ₹30 re 1 kg rice buye 2052 re ₹30 neiki market gale only 8.64 gram rice buy karipariba....😂

    • @rakeshbal9128
      @rakeshbal9128 2 года назад

      Summary:- 2022 re 10 lac's re (10 lac's/₹30) 33,334 kg rice buy karipariba . Same 33,334 kag rice buy Kariba pai 2052 re( ₹270*33,334 kg) equals to 90 lac's need . Generally u can say they gives u (10 lac's/₹270) equals to 3.7 quintal rice price in 2052..😂

  • @archanajena8318
    @archanajena8318 2 года назад +1

    Better Idea for saving money 👍best opinion all of people

  • @srikantablogger5599
    @srikantablogger5599 2 года назад +1

    ମୁଁ bujhiparilini ଦିନକୁ ୧୦.. ମାସକୁ ୩୦୦ ବର୍ଷକୁ ୩୬୦୦...୧ ବର୍ଷ ରେ ୩୬୦୦ ତାହାଲେ ୩୦ ବର୍ଷରେ ୧,୮୦,୦୦୦ ଟଙ୍କା ହଉଛି...୧୦ ଲକ୍ଷ କେତେବେଳେ ହେଲା... plz ମତେ ବୁଝାନ୍ତୁ

  • @swain326
    @swain326 2 года назад

    ଏ ଶଳା ଝାଡା ଵସିଲା ବେଲେ ବୀ ଦେଖୁଥିବ କେତେ ବସିଲି

  • @deepakpradhan1209
    @deepakpradhan1209 2 года назад +32

    365×10=3650×30year=109500 apanankara Kemiti sir 10 lakh ru over heba ?Please reply sir?

    • @sritamtripathy3295
      @sritamtripathy3295 2 года назад +5

      Bhai semanku maths aseni 🤣🤣

    • @sambitlipun007
      @sambitlipun007 2 года назад +1

      What you missed in that statement is the rate of interest. He said the rate of interest of that money is 12%.
      With compounding interest 10lakhs is possible. But there is no place you will get 12% interest except for Share Market , Mutual Fund etc. So in short, its possible but may not be for everyone .

    • @sritamtripathy3295
      @sritamtripathy3295 2 года назад +5

      @@sambitlipun007 who will pay 12% interest 🤣🤣

    • @deepakpradhan1209
      @deepakpradhan1209 2 года назад +2

      @@sambitlipun007 l know that matters but he says per day savings 10 rupees for 30 year that will be charged10 lakh. Perhaps he says mistake?

    • @palakapromila2375
      @palakapromila2375 2 года назад +1

      Same doubt

  • @krushnasen851
    @krushnasen851 2 года назад

    ସବୁମିଛ କଥା ଏମାନେ ଭାସଣ ଦେଇ ଦେଶକୁ ଠକିବେ ।

  • @pravatkumarsahoo8488
    @pravatkumarsahoo8488 2 года назад +1

    Aji acha Kali naha . Taw Jetiki din pancichu khusi re bancibaa .. semti besi sanchaya karile agaku family problem heipare .. so, Jetiki darkaar setiki rakhiba extra ku nija kharcha use karibaa nahele gariba nku daana karidabaa thik ❤️

  • @jagannathbanara691
    @jagannathbanara691 2 года назад

    Rs12/- ସୁଧାହାର କଉ ବ୍ୟାଙ୍କରେ ଦେଉଛନ୍ତି

  • @jagannathbisoi6718
    @jagannathbisoi6718 2 года назад +2

    ଗଞେଇ ବେପାର କଲେ ବର୍ଷକ ମଧ୍ୟରେ କୋଟି କୋଟି ଟଙ୍କାର ଲାଭ । ଟିକେ ରିସ୍କ ଅଛି । ତା ବୋଲି କ'ଣ ଆମେ ରିସ୍କ ନେବା ?

  • @rkvlogs1452
    @rkvlogs1452 2 года назад

    ହିସାବ ଜାଣିନ 10ଲକ୍ଷ କହୁଛ 109500

  • @ganeswararout
    @ganeswararout 2 года назад

    Simply make pli/rpli ....with life insurance and .....find money with double amount

  • @anandapatra4749
    @anandapatra4749 2 года назад +14

    I don't understand how did you get such genius mathematics ...If we save 10rs per day means you can get only 365x10x30= 1,09,500 1 Lakh 9 thousand 500 rs ..but how did you get 10,58,000 rs in 30 Yrs..Please explain...

    • @dillipkanhar5497
      @dillipkanhar5497 2 года назад

      12 percent interest

    • @abhisekpradhan5727
      @abhisekpradhan5727 2 года назад

      It's compounding intrest not simple mathematics

    • @amitjena9511
      @amitjena9511 2 года назад

      Power of Compounding..

    • @amazinglokanath
      @amazinglokanath 2 года назад

      Bhai school re gote ଚକ୍ରବୃଦ୍ଧି ସୁଧ boli gote chapter padha heithiba, sei chapter ta bodhe tame skip karideithila laguchi, Nahele emti childish questions pacharinathanta.

    • @mrutyunjaydas6955
      @mrutyunjaydas6955 2 года назад

      It is the power of compounding

  • @all_type_off_video
    @all_type_off_video 2 года назад

    Tanku so much sir 👌🏻😘😘😍😍😍

  • @subaruchandrarath2428
    @subaruchandrarath2428 2 года назад

    3 SAHARA DURING THIRTY YEARS ALL HAVE NO ADDRESS AVOID CHIT FUND,SOCIETY,COMPANY,TRUST INVESTMENT 👍

  • @suvashchandraswain391
    @suvashchandraswain391 2 года назад +1

    Money has a value with respect to time . Calculation is good . Hisab kitab thik achhi , chhele Dube ken . This story is applicable here.

  • @mallik07rrr
    @mallik07rrr 2 года назад

    Great you sir apana bahut tailent

  • @anilkusahoo33539
    @anilkusahoo33539 2 года назад +2

    Sir apana ka Katha ati ucha koti ra
    Apana ka speech is the best in the society thank you 🙏🙏🙏🙏🙏🙏🙏🙏

  • @fakirmohansahoo2079
    @fakirmohansahoo2079 2 месяца назад

    ବହୁତ ବଢିଆ 😱😱😱😂😂😂😂😂😂😂😂

  • @Pramodping5206
    @Pramodping5206 2 года назад

    Beautiful topic sir.👍👍

  • @sushimamitabh
    @sushimamitabh 2 года назад +2

    Sabu bhala video re. But eyi 12%interest khali MF equity re market re miliba. Jauta tike risky semanka pai jiye EQUITY market bisyre besi kichi jani nhnti. 30yrs re minimum 3 thara market crash dekhi pariba. Mane 3thara tuma amount kamijiba bahut. Sabuthu bada jinsa, eithi darkar financial knowledge and bahut patience. Lokanku investment kareiba badale. Financially educate bhut darkar.

    • @nilamadhabgouda2258
      @nilamadhabgouda2258 2 года назад +1

      Exactly bhai
      ୩୦ years re market ୩୦ times crash heba
      ୩୦ yrs belaku just tk ବଢିଥିବ 😂😂😂
      Eita ୧୦୦୦୦ % gurrenty 😀😀

  • @phalgunibhuyan3881
    @phalgunibhuyan3881 Год назад +2

    30 lacs value becomes 5 lacs after 30 years due to inflation

  • @sunilnayakblogs6277
    @sunilnayakblogs6277 2 года назад +13

    What is the real money value of 10 lakh after 30 years. In 1979 my father salary was 375 . At this salary in junior clerk salary he was manage his family. Now what is the value of 375 at that time and now. Value of money of a certain amont yearly decrease due to inflation.

    • @amarbalangir4515
      @amarbalangir4515 2 года назад +2

      Atleast you can save for your future

    • @sukantibehera5052
      @sukantibehera5052 2 года назад

      Very bad

    • @Sovakar_jani
      @Sovakar_jani 2 года назад +2

      @@amarbalangir4515 do you give sure to your life till 30 year 😂

    • @pkcreations9495
      @pkcreations9495 2 года назад

      Hello sir. Mo pakhare old coin ( one quarter anna ) achi 1956 ra , plz sir sell Karidia...

    • @lagguru8032
      @lagguru8032 Год назад

      @@amarbalangir4515 savings is a big joke now where inflation rate is 6.5% and increasing year on year
      Today my 1 week petrol expense for my scooty is 400
      So we must need to adopt an Investment Mindset

  • @madhusmitanayak293
    @madhusmitanayak293 2 года назад

    Tq sir bohut katha

  • @santoshmajhi550
    @santoshmajhi550 2 года назад

    very beautiful tips thanks

  • @Hindufestival1616
    @Hindufestival1616 2 года назад

    ଗଂଜାମ ରେ ଦଶ ଟଙ୍କା ଚାଲୁନି

  • @bishnupriyabarik4574
    @bishnupriyabarik4574 2 года назад

    Tqqqq sirrr🙏🙏🙏👍

  • @manojkumarsahoo1823
    @manojkumarsahoo1823 2 года назад +30

    Yes you can but what's the value of 10L after 30 years ?? Current inflation is about 6.5%

  • @jaganathbehera2442
    @jaganathbehera2442 2 года назад

    Thanku sir

  • @sipun_nayak
    @sipun_nayak 2 года назад +1

    Do sip long term no risk power of compounding

  • @m.k.6104
    @m.k.6104 2 года назад

    Sundar topic ,first ama odia lokanku financial literacy sikhibaku padiba....alpa chestha kale hoipariba....auu 20 year experience pare financial advisor hoipariba seita thik nuhe , market sabu bele change heuchi tenu nua gyana darkar.....auu emitire bi 25 yr experienced loka ethi saving (sanchaya) auu investment (nibesa) , intrest auu return bhitare difference janu-nahanti.

  • @jugalamontry4888
    @jugalamontry4888 2 года назад +1

    Thank you and that is true

  • @padmalavasamal3242
    @padmalavasamal3242 2 года назад +4

    Sir namskar monthly 300 one year ku 3600.*30years 120000 heuchi 30yrs kemiti 10 lacs hela

  • @gudubhaiya6953
    @gudubhaiya6953 2 года назад

    10 lk 80 houchi 30 year re 80 gandi mariki khaebo 10 daba na good job

  • @sunaramhembram325
    @sunaramhembram325 2 года назад +4

    Very good money saving advise to sir, thank you so much 💖.

  • @trilochancreationhouse48
    @trilochancreationhouse48 2 года назад +2

    Very good advice sir

  • @BidhubhusanRath-fj7hd
    @BidhubhusanRath-fj7hd Год назад

    15:25 thanks for

  • @bhagabanjani3627
    @bhagabanjani3627 Год назад

    Very very important motivation sir 🙏🙏🙏

  • @raghunathpradhan9370
    @raghunathpradhan9370 2 года назад +1

    Yes sir

  • @uditpratapmahakul
    @uditpratapmahakul 2 года назад +1

    Sir eita math ra kou formula re calculate kara heichi jou rs 10 p/d hisabare 30 yr re 10 lakh 58 thsnd tanka hauchi ama calculation re ta 1lakh 9.5 thsnd tanka houchi. Daya kari desha basinku bhi sei formula ta share karantu.

  • @SUSHILARJUNNDAS
    @SUSHILARJUNNDAS 11 месяцев назад +1

    ଓଁ*****ବନ୍ଦେ*****ଉତ୍କଳ****ଜନନୀ*****ଯନନୀ*****ଓଁ

  • @bidyadharsantara4733
    @bidyadharsantara4733 2 года назад

    Thank you sir ji bahut Sundar

  • @pirukisku5249
    @pirukisku5249 2 года назад +6

    Many many thanks, sir 🙏

  • @gurudevji9317
    @gurudevji9317 2 года назад +1

    Thanks otv news .🙏

  • @AmiyaSc
    @AmiyaSc 5 месяцев назад

    A video ଟି ଆଜି ଜନ୍ମ ହେଉଥିବା ଛୁଆ ପାଇଁ ଭଲ ଯୋଜନା। 😅😅😅😅

  • @boommedia4734
    @boommedia4734 2 года назад

    ଯଦି ପୁଅ ଟେ thibo

  • @krupasindhupradhan.0
    @krupasindhupradhan.0 2 года назад

    Your saving calculated is very wrong calculation ONE Month 300×12 Month =3600 ONE YER ×30 YER =108000
    Tam gyana daba setike thau Mr Finance 'Ku' Pradhan

  • @madhusmitasahoo4465
    @madhusmitasahoo4465 Год назад

    ଏଵେ ଲୁଣ kg 10.2023ରେ 30year after 2063 ରେ ଲୁଣ kg ₹100

  • @kajalgochhayat9496
    @kajalgochhayat9496 2 года назад

    Most valuable message

  • @minatinaik7470
    @minatinaik7470 2 года назад

    Thank sir 🙇🙇🙇🙇

  • @tusharparamguru7738
    @tusharparamguru7738 2 года назад +1

    Thanks u OTV.

  • @manassahoo8806
    @manassahoo8806 2 года назад

    Sahara India company deiki sabu gandimarei chanti

  • @banudharharijan9239
    @banudharharijan9239 2 года назад

    Very good advice sir thank you sir

  • @4youcircuits
    @4youcircuits 10 месяцев назад

    12% interest kebal otv channel re dekhibaku mile .

  • @kamalakantaroul9509
    @kamalakantaroul9509 2 года назад

    Bahuta bahuta dhaniya bad sir

  • @karthikpopandteam2343
    @karthikpopandteam2343 2 года назад +1

    How did you calculate it to 10 lakh 58 thousand. Even I'm in doubt whether I'm wrong or you are wrong (after watching your confidence level)
    10/ day = 300/month,
    300*12 months = 3600/year,
    3600*30 years = 108000 ( 1 lakh 8 thousand)

  • @bhimkalar7891
    @bhimkalar7891 2 года назад

    Yes very nice messages

  • @prakashchandrarout589
    @prakashchandrarout589 2 года назад

    Jai jagannath 🙏

  • @subharanjanpanda6527
    @subharanjanpanda6527 Год назад

    Sir atala pansion yojna bhala heba ki ?

  • @geetanjalisahoo8946
    @geetanjalisahoo8946 2 года назад

    Thnk u sir 🙏🙏

  • @SagarDas-rs8mh
    @SagarDas-rs8mh 2 года назад

    Thank you sir this good idea 🙏🏻🙏🏻

  • @joymaabanadurgabhakta9789
    @joymaabanadurgabhakta9789 2 года назад

    Mote. Aaga ebay 11 lakshya dia.. Mu 30 barsa parjanta ..
    Dina ku 10 ..oh maasaku 300..o 310
    Tankaa.. Barsa ku 3600 .
    Deidebi..
    Emiti hisaaba kalaa belhaku.. 1lakshya 8 hajaar hauchi....
    Bhala dhandaa lageicha.. 11 lakhsya naa...chopaa...sethhi re katay tankaa Interest haba..taahaa ta bhagwan jaanhanti..

  • @nirupamasahoo3801
    @nirupamasahoo3801 2 года назад +4

    Best solution for saving ,, salute u Sir 🙏