ଦଣ୍ଡ ରେ ଝଗଡା ପ୍ରଥମେ କିଏ ସୃଷ୍ଟି କଲା/ଦଣ୍ଡ ବିବାଦ/danda bibada/ପ୍ରମାଣ ସହିତ ଉତ୍ତର ଦେଲେ kuna bagarti/
HTML-код
- Опубликовано: 6 ноя 2024
- ଦଣ୍ଡ ରେ ଝଗଡା ପ୍ରଥମେ କିଏ ସୃଷ୍ଟି କଲା
ଦଣ୍ଡ ବିବା
danda bibada
ପ୍ରମାଣ ସହିତ ଉତ୍ତର ଦେଲେ kuna bagarti
ଗୁରୁ ଆଗରେ ଶିଷ୍ୟ ର ଅପମାନ
rashika sahu
kuna bagarti
bipin jal
abhimanyu meher
kulamani seth
suru chandrasena
gugamani meher
rabindra duti
sarjan radha
#sonepur
#patanagarh
କୁନା ଭାଇ ତମକୁ ସବୁବେଲେ ଭଗବନ ସାତଦେଉ 🌹🌹ବିପିନଜାଲ ଗୁରୁ ଜୟ ହେଉ
ଇ ମାନଙ୍କର ପେଟି ନାଇ ଚାଲବର୍ ସେଥିର ଲାଗି ଅହଙ୍କାର କରୁଛନ ଏହି ପରି କଳାକାର ମାନେ ମିସି ଗୋଟିଏ ଷଡ଼ଯନ୍ତ୍ର ଚଳାଇଛନ୍ତି କେତେକ ପୁରୁଣା ମନେଜର ମଧ୍ୟ ଅଛନ୍ତି ।
ରାଧା କୃଷ୍ଣ ଙ୍କ ର ନା ରେ ବଦନାମ କରୁଛ ବେକାର ପ୍ର ଶ୍ନ ଉତ୍ତର ବନୋଛ ଆଉ ତମ୍କେ ଭଗବାନ ମାଫ୍ ନାଇଁ କରନ୍ ହାଇଦ୍ରାବାଦ ରେ ଓଡ଼ିଆ ଗ୍ର ନ୍ଥ ଉପରେ କାହାର ଏନ୍ତା ଜ୍ଞାନ ଅଛେ ଯେ ସେ ଉପାଧି ଦେଲା
ଦାଦା ମୁଇ ବି ବଲାଙ୍ଗୀର ର କୁନା ଦା ତତେ Right ଅଛ
Guru..chala....ku..bhala..upadasha..Dana.khata
ନମ୍ବର 1 କୁନା ବାବୁ
ରସିକ ସାହୁ ନାଟର ଗୋବର୍ଦ୍ଧନ ମାଗିହାଟା
ଗୁରୁ ଙ୍କ କଥା କହେଲେ , ବହୁତ ଭଲ ଲାଗିଲା।
କୁନା ଵହୁତ ବଢିଆ କହୁଛ
ଶହେ ଘୋଡା ଏକ ହାତୀ ଏକା ଲଢ଼ିବେ କୁନା ବଗତ୍ତି
Mo Bala ladiba
@@superfastlg8271ଟୋଟୋ
Good ❤
କୁନା ଭାଇ ତମକୁ ସହି ନିପାରବାର ତୁମରsuccess କେ ପାଟଣାଗଡ଼ିଆମାନେ
କୁନା ବଗର୍ତ୍ତି ଆର୍ ବିପିନ୍ ଜାଲ ର ଲଗି ଅହଙ୍କାର ରେ କରି ଛେ ରସିକ ସାହୁ miting
କୁନା ବଗର୍ତ୍ତ ଭାଇ ଭଲ କଥା କହୁଛନ୍ତି 👍
କୁନା ଦାଦା ତୁମେ ଜେନ କଥା କହିଛ ପୁରା ରାଇଟ କଥା କହୁଛ ଜୟ ମା ଦକ୍ଷିଣ କାଳୀ ✊✊🙏
100% right.. ଇ ଭିଡ଼ିଓ କେଭେ ଆସବା ବୋଲି ମୁଇ ଟାକିଥିଲି
ପାଟଣାଗଡ଼ ଦଣ୍ଡୁଆ ମାନେ ଅହଂକାର ହେଉଛନ ହେମାନକର ଭୁଲ ଅଛେ ପିଟିମା ଶଳାକୁ
ତମର ଦମ ଅଛେକେ ପିଟବାଳାଗି ଆଏବ
ଆମର ଗାଁ ଝରନୀପାଏନକେନାଚିଆସବକୁନାଦାଦାମୁଇଆନମିକିଏପିଟବାଦେଖମାପାଟଣାଗଡପାଖେଅଛେଆମର଼଼ଗା
ବହୁତ ସୁନ୍ଦର କୁନା ଦା ଆପଣ ନିର୍ଦୋଷ
ପ୍ରୋଗ୍ରାମ ନାହିଁ ପାଇଲେ ସବୁ ଅହଂକାର କଥା କହେସନ କୁନା ଦାଦା
ପାଟଣାଗଡ଼ ଦଣ୍ଡ ପାର୍ଟି ଭୁଲ
ଯେତେ ଦଣ୍ଡକଳାକାର ସଭେ ଯାନବାର କଥା.. ଭଗବାନ କୃଷ୍ଣ ମା ରାଧିକା କିଏ ତୁମେମାନେ ଦୁଇ ପଇସା କମାବାରଲାଗି ତାଙ୍କୁ ବେଶ୍ୟା ସଜେଇ ଦେଇଛ,ତୁମେମାନେ ନିଜେ ଭାବ ତୁମେ କାଣା ଗାଉଛ ଆଉ କାଣା କହୁଛ ଯେ,, ଓଁ ରାଧେ କୃଷ୍ଣ ନମୋନମଃ
ହ ଏହୋ ଆଞ୍ୟ। କୁକୁର୍ ଅହଂକାର ବା ଗିର୍ ହଉଛ ଦଣ୍ ଭଣ୍ ଇଟା ଗୁଟେରସ୍ ଆଏ । ଇନୁ ଦୁଇ ପଏସା କମାଵ କୁଟୁମ୍ପୁଷୁବ ।
Ek number da
ଦାଦା ତୁମେ ବି ବହୁତ ସୁନ୍ଦର କଥା କହେଲ ଭଲ ଲାଗିଲା, କିନ୍ତୁ କଳାକାର ହେଉଛି ବିନ ମହତିଆ, କାରଣ ଯେ ଆପଣ ଯେନ ଗୁରୁ ମାନଙ୍କ ନାଁ ରେ ଦୁଇ ପଦ କହେଲେ ପୁରା ଖୁଲୁମ ଖୁଲ୍ଲା ମିଡିଆ ଆଗେ ଇ ଗୁରୁ ମନେ ଥାଇକି ମୋର ବେଜତି କଲେ ବୋଲି, ସେ ଗୁରୁ କେ ତୁମେ ନିଜେ ପଚାରି ଛ କେଁ ଯେ ଗୁରୁ ମୋର କାଣା ଭୁଲ ହେଲା ଜେ ମୋର ବିଷୟରେ ଏନ୍ତା କହୁଛ ବୋଲି, ପଚାରି ଛ କି?
କିମ୍ବା ଫୋନ କରି କି ବୁଝିଛ କି?, କିମ୍ବା ଆପଣକୁ ନିଜେ ନିଜେଗୁରୁ ମାନେ ଫୋନ କରି କି କୁନା ବାବୁ ତୁମେ ବହୁତ ଭୁଲ କାମ କରୁଛ ବୋଲି କହିଛନ୍ତି କି?ଦାଦା ମଣିଷ ଜୀବନ ପାଣି ଫୁଟକା ଭଳିଆ ଟା ଯେନ ମୁହୁର୍ତରେ ଫାଟିଯିବା ସେତେବେଳେ ଆମେ ସବୁ ସରିଯିବା. ଆଉ ରହିଲା ୟୁଟୁବ କଥା, ଇ ୟୁଟୁବ ବାଳେ ତ ସବୁବେଳେ ଜଣେ ଜଣେ ଙ୍କର ଭୁଲ ଖୁଜୁ ଥିସନ ଯେ ଇ ବ୍ୟକ୍ତି ଟା କେନ୍ତା କରି ଲୋକଙ୍କ ଆଗରେ ଖରାପ ହେଉନ ବୋଲି, ଯଦି ସେମାନଙ୍କୁ ଏସବୁ ପସନ୍ଦ ନିହେତା ବେଳେ ତ ସେ କ୍ଲିବ କେ ଡିଲେଟ କରି କରି ଅନ୍ୟ ସବୁ ଭଲ ଭଲ ଭିଡ଼ିଓ ଛାଡି ଥିତେ, ୟୁଟୁବ ଯେନ୍ତା ଭଲ ଛାଡିବ ଦର୍ଶକ ସେନ୍ତା ଭଲ ଦେଖିବେ, ଜଣେ କେ ବଦନାମ କରବା ଟା ଭଲ ନିସେ, ଯଦି ରାଗ ରିସ୍ମି ରେ ଆସିକରି ଏନ୍ତା କହୁଛ, ବେଳେ ଦୟାକରି କାହାକୁ ନିନ୍ଦା ଦେବା ଆଗରୁ ସହେଥର ଭାବିଚିନ୍ତି ଦିଅନ୍ତୁ, ଜଣେ ଙ୍କର ମୁଣ୍ଡରେ ଥରେ ନିନ୍ଦା ହେଲେ ତାର ମଣିଷ ଜୀବନରେ କେଭେ ବି 😭ସାର୍ଥକ ନିହୁଏ. ଦୟାକରି କାହାରିକୁ ନିନ୍ଦା ଅପମାନିତ କରନ୍ତୁ ନାହିଁ, ସମସ୍ତେ କଳାକାର ଛୋଟ ହେଉ କି ବଡ ହେଉ ଭାଇ ଭଉଣୀ ଏକ ହୋଇ ଗୋଟେ ମାର ସନ୍ତାନ ହେଇକରି ରହେବାର କଥା,
କୁନା ଦାଦା ଠିକ୍ କହୁଛ ,ଜୟ ମା ଦକ୍ଷିଣ କାଳୀ ସାହା 😂 ଅହଙ୍କାର ରେ କରୁଛନ୍ ସହି ନାଇ ପାର୍ବାର 😢😢 lova you Target party
ସହେବାର ଲୋକ ସାର ହେମାଙ୍କର କଥା ଛାଡ
ଇଟା KS Media ର ଭୁଲ
କୁନା ଭାଇ you are right
ସବୁ ଅଂହକାର ଖେଳ କୁନା ଭାଇ ତୁମେ ଚିନ୍ତା ନେଇଁ କର କିଏ ପୀଟବା ଯେ କାହାର ଦମ ଅଛେ ଜେ ଦେଖମା ରସିକ ର ସବୁ ଖେଳ ବିପିନ ଜାଲ କି ଜୟ
ହ ଏ ଭାଇ ତୁମେ ଗୁଟେ ଆହଙ୍କର କ ଥା କହୁଛ ହ କୁନା ଭଲ ବଳି
କୁନା ବଗର୍ତ୍ତି ଦମ୍ ଅଛେ ବେଳେ ପାଟଣାଗଡ ଆ
@@basudevkalsai6074 ok bhai
@@basudevkalsai6074କାଣା ଟେ ଉଖୁଡାବୁ ରେ ଟୋଟୋ
Bhal kahichha kuna Amar patnagarh ke asuchha je emane bhuke maruchhan hetir lagi badhu chhe
ବହୁତ୍ ବଢିଆ କଥା କହେଲ ଦାଦl
ହେ ଗୁଣନିଧି ମେହେର ପାଗଲ ହେଲାନ
ନାଇଁ କୁନା ଭାଇ ତୁମର ଟିକେ ଭୂଳ ନାଇଁ ନ
ଅହଙ୍କାର ହଉଛନ ଦାଦା ତୁମକେ (ଜୟ ମା ଦକ୍ଷିଣ କାଳୀ)
ସତ କଥା କୁନା ଦାଦା
" ସତ୍ୟ ମେବ ଜୟତେ " ...Don't worry ।👍👍👍👍 ❤❤❤ ଯେ ପାଞ୍ଚେ ପରମନ୍ଦ, ତାଙ୍କୁ ପlଞ୍ଚନ୍ତି ଗୋବିନ୍ଦ l( ସରଧlପୁର, ବଲାଙ୍ଗିର)
ବହୁତ୍ ବଢିଆ ଆ କଥା କହୁଚ ଦାଦା ❤
Sarjan &rabinra ke pachtana ithir uttar
Super hit kuna dada tame tik kahela
Jia pacharu6an utube re ..dekhai hebar lagi
କୁନା ଜିନ୍ଦାବାଦ
ଭଳକଥାକହୁଛ😊😊❤❤
ଆଜ୍ଞା... ଇଟା କଳିଯୁଗ ଜଣେ ଯଦି ଉପରକୁ ଯିବାର ଲାଗି ଚେଷ୍ଟା କଳେ ତାକୁ ଅନେକ ଲୋକ ଗୋଡ଼ ଟାଣସନ... ସମସ୍ତେ ମନ୍ଦ ଚିନ୍ତା କରସନ.... କେହି ଭଳ ନାଇଁ କହନ
Super kahila kuna dada କହିଥିବାରୁ thanks for the you ❤❤❤❤❤❤❤❤❤❤❤❤❤❤❤❤❤❤
ହ ବୋ ତୁମର maa ବୂଆ କେ ଗୁରୁ ନେଇ ବଳବ ଭାଇ ବୁଢ଼ା ବୁଢ଼ୀ ବଳ ବ
ଭେରୀଗୁଟ କୁନା ଦାଦା ବଲାଙ୍ଗୀର ଖଲିକାନୀ
Bipin Jal is right
Right କହେଲ କୁନା ଦାଦା
କୁନାଦଦା ତୁମେ ବିନ୍ ଦାସ୍ ପରୋଗାରାମ୍ ହେଥିର୍ ଲାଗି ଆମେ ପବିଲିଥ୍ ଅଛୁଁ କାହା କେ ଡର୍ବାର୍ ନାଇନ ଜୀଲ୍ଲା ବଲାଙ୍ଗିର
Kuna Bhai right
Rasika sahu ke jen katha pade kahila bhal lagila dada thanks
Kuna dada right kahila Jay bipin jal sir
Bipin jal Sr utar right achhe
Bipnjal.sar.chadikari.jetekrushna a6n. Rukudada.santanu.himansagr .jetesingara6n .se.mankargitake.flow.ne.kari.tumar.soregaun.je.dekhema.kenta.dandakarua6n
You tubarmaneta dunian k khaele ho, kunadada right a6❤❤❤❤❤❤❤❤❤❤❤
କୁନା ଦା ର ହେବ ଜୟ
Kuna bhai tamar programme bahut heuchhe sethir lagi ita ahankar chhada kichhi nuhe kahake mana achhe bad upadhi paibar lagi besi programme lagi eta semane kam programme pauchhan hele gute katha tike dekhi kare chhala
ତମର ପାର୍ଟି ସାବୁନୁ 👌ଅଛେ ତମେ କାଏଁ ଯେ ଚିନ୍ତା କରୁଛ
କୁନା ଦାଦା ଏକ ନମ୍ବର
Super mor kuna Da❤
ରଥି କର୍ଣ୍ଣ ପାଗଳ ଆଇ
ମୁଇ ବି ବଲାଙ୍ଗୀର ର ଅଟେ କିନ୍ତୁ କୁନା ରାଇଟ୍ ଅଛ ଭାଇ ତମର ନଇଁ ନ ଭୁଲ
Sata khatha kuna bhai
E Ta bhal katha kahela kuna bhai
ଭଲ ଧାରା ଭଲ ବିଚାର
Disijan darsaka Mane karbe r gute Katha bhuli gala kuna Bhai rinki guri Katha
ସବୁ ନାଟର ଗୁରୁ ରସିକ ସାହୁ ଇ miting କରି ଛେ 😄😄😄
21:06 kuna bhai ur right agake madi chala,agami din re bipin jal padma shree award paibe sure.jay bipin jal
ତମେ ଠିକ୍ କହିଛ କୁନା ଭାଈ
ହେମାନେ ଗୁଟେ ମୁରୁକୁ କୁନା ଦାଦା
Super daa ok
କୁନା ଦାଦା ସବୁ ଖେଳ ଆୟେ,,,,,କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ,,,,ବୁଝି ପାର୍ଷ ଯଦି ଵୁଝ ହୋ
କୁନା ବଗର୍ତି ଠିକ କହୁଛେ
Tame,gandemar,shal
ରଥି କର୍ଣ୍ଣ କେ ପିଆମା ହାଗ୍ରି ଗଡୁ ର ପେନ୍
ମୂର୍ଖ ବୁଦ୍ଧି ମୂର୍ଖ କଥା କହେବେ
ଠିକ୍ କହିଛ କୁନା ଭାଇ। ହେ ରୁମ୍ ମାନଙ୍କୁ ଅଘୋ ପ୍ରୁଭ୍ ମାଗ । ତାପରେ ଡିସିଜନ୍ ନେବା କହ
ଜି ଏ ଯା ହା କହୁ କୁନା ଭାଇ ତୁମେ ଯାହାକହିଛ ସବୁଠିକକହିଛ ତୁମର ପ୍ରୋଗାମ 1ତାରିକ ନୁ 30ତାରିଖ ପାଇଁ କଲ ବୁକ ହୋଇ ଯା ଏ ସି ସେ ଥି ର ଲା ଗି ଯେ ତେ ଦଣ୍ଡ ପାଟି ମାନଂକୁ ଫା ଟୁ ଛେ ଗୁରୁ ତୁମର ନା ଗାଈ ଗାଈ ଚିଲି ବସ ଯେ ତେ
କୁନା ବଗର୍ତ୍ତି ଭଲ ଦେନ୍ସର ଆଗକୁ ରେକର୍ଡ ରହିବା ଭାବି ମାନସିକ ପ୍ରେସର୍ କରୁଛନ
Right kuna
Jete hele bi amar koshal odisa ra garbha bhai bhai jhagada
Karanahi bhai mora anurogha🙏
Super super ajada hi. Kuna. Bhaiya ko good morning
Kuna Right
କୁନା ଭାଇ ଠିକ କହୁଛନ
ରସିକ ସାହୁ ନାଟର ଗୋବର୍ଦ୍ଧନ
Bahut bhal kahuchan pura right kuna bhai ahankara dine bhangi jiba satru manakara chinta nai kara kuna bhai tame hin best ❤❤❤
Bipin jall r kuna jindabad,,
ଠିକ କହିଛ କୁନା
କୁନା ରାଇଟ ହେମାନେ ଅହକାର ହେଉଜନ ମାଗିହେ ପାଗହେଲେନ୍
କୁନା ଦାଦା ଭଲ୍ କହୁଛ
Right
Sat katha dada ekdam thik katha kahi 6
1nambr kuna dada
Kunadada you right
Bahut badhiya pahle Dada
Right katha kuna sir🎉🎉🎉
ସବୁ କଥାରେ ତମକୁ ସହି ନାଇଁ ପାରିବା ଆଜ୍ଞା
Very nice Kuna Bhai
ସତ କଥା କହୁଛ କୁନା ଦାଦା ❤❤❤
ସହି ନେଇ ପାର୍ ବାର କୁନା ଦାଦା
Right kahuchha kuna dada
Tame right kuna bhai don't worry ❤❤❤❤
ଅଭି ମେହେର ଦଣ୍ଡ ନାଚୁଥିବା ବେଳ ବିପିନ୍ ନା ନାହିଁ ଥିଲା
Right khata kuna bagarty
Right kahi chhu kuna bhai
Val kahucha kuna daa
Super kahila dada thanks for the you❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤