ଆସନ୍ତା ଶ୍ରୀପଞ୍ଚମୀ ରେ ଭକ୍ତ ମାନଙ୍କୁ କଳା ଓ ଚୈତ୍ର ପୂର୍ଣ୍ଣମୀ ରେ କଳ୍କୀଙ୍କୁ କଳା ପ୍ରାପ୍ତ ହେବ ll Malika bani

Поделиться
HTML-код
  • Опубликовано: 31 янв 2025

Комментарии • 6

  • @ruhyas84
    @ruhyas84 15 дней назад +2

    ସବୁ ମିଛ କହୁଛନ୍ତି ।ଯିଏ ନିଜକୁ ଜାଣିଛନ୍ତି, ଦେଖିଛନ୍ତି ,ସେ ହିଁ ସମସ୍ତ ଘଟଣା ଜାଣିପାରିବେ , ଦେଖି ପାରିବେ ।

  • @biswabhusanrath2814
    @biswabhusanrath2814 20 дней назад

    ଅତି ଶୁଭ ସୂଚନା ପାଇଁ ବାବାଙ୍କୁ ଧନ୍ୟବାଦ l
    Jay Jagannath. 🙏

  • @Number1-SD
    @Number1-SD 16 дней назад

    କେଉଁ ମସିହାରେ କଳା ପାଇବେ

  • @Si_pu310
    @Si_pu310 15 дней назад

    ପଞ୍ଚକୋଶୀ କ'ଣ ଏତେ ଛୋଟ ଆଉ ସହଜ ସ୍ଥାନ ଯାହା ଯେ କେହି ଖୋଜି ପାଇଯିଵ ? ଯଦି ପ୍ରକୃତ କଥା ଜାଣିଛ କୁହ ଏପରି ଭୁଆଁ ବୁଲେଇବା କ'ଣ ନିହାତି ଜରୁରୀ ।ଯଦି ନଜାଣିଛ ଚୁପ୍ ରହିଲେ ଭଲହେବ ।ଅକୁହା କଥା କୁ ପ୍ରକାଶ କରିଵାର ପ୍ରୟାସ କ'ଣ ପାଇଁ? ଅଯଥାରେ ନିଆଁ ଭିତରେ ହାତ ପୁରେଇ ଯନ୍ତ୍ରଣା କୁ ନିମନ୍ତ୍ରଣ। କ'ଣ ସତ୍ୟ ର ଉନ୍ମୋଚନ କରିପାରିବ ନା ଆଜିଯାଏ ହେଲାଣି । ଜାଣି ରଖନ୍ତୁ ଯେ ଯେତେ କହିବ ସଵୁ ମିଥ୍ୟା ହେଵ ଖାଲି କୁହୁଡି ପହଁରିଵା ସାର ।

  • @DurgaMunda-lo1uo
    @DurgaMunda-lo1uo 16 дней назад

    Joi jogarnnat joi kolki obtar guptoy Jagannath balvodor subodara tosbir soko cokor goda Podmo Ochi jogarnnath

  • @RohitPathak-f51
    @RohitPathak-f51 19 дней назад

    Oooo Arjun babu, badapanda ji ka video Dalia na Vai, 😢 😢😢, Dunia khatam ho jaiga , ye request pura kar dijia vaii😢😢😢😢😢😢😢😢😢