ବିଜେଡି ରାଲି ଦୁଲକାଉଛି "ପାଇଲ କଣ " ଗୀତ - Paila Kan Song || shankar om sharan
HTML-код
- Опубликовано: 12 ноя 2024
- ବିଜେଡି ରାଲି ଦୁଲକାଉଛି "ପାଇଲ କଣ " ଗୀତ - Paila Kan Song || shankar om sharan || PTC Music
#odiaalbum #bhubaneswar #odiasong #shankaromsharan #ptc #electionsong #bjd #bjp
ଶଙ୍କର। ମାଡ ଓଡ଼ିଶା ରାଜନୀତି ରେ revolution ଆଣିବ
Ki revoult aniba congress asiba se bi sei pila kn gaiba jaha ku dekhi na dekh sabu ek
@@priyabratamallik3277 ପାଇଲ କଣ ଏବେ ମାର୍କେଟ ଘ।ଣ୍ଟୁଚି
@@ashoksend1717 ଭାଈ ରେ ଶହେ ଶହେ ରେ ଖେଳ ହଉଛି
❤🎉🎉
Kichhi faida nahi sata kaha pakhe munda nuani ea ta sata kahiki khyama magila akatharu se pramana karidela se houchi Paisa lobhi Paisa juade Sankara siade Jay bjd Jay naveen sir ❤
ଶଙ୍କର ମାଡ଼, ଜାଗା ଦେଖି ବାଜିଛି ଆଗକୁ ବାଜିବ ମଧ୍ୟ 👍
Yes
😂😂😂 ଭାଇ ଗୋଟେ ସତ କଥା ମୁଁ ବି ବିଜେଡି କିନ୍ତୁ ମତେ ଆଉ ଲାଗୁନି 😂😂ବିଜେଡି ଆସିବ ବୋଲି 😂😂ବିଜେପି ଆସିବ 10 year😂
@MRLEGENDODISHA ଆଶା ଭରଷା ଅଛି, କାଳେ ଫେରିବ,🤔🤗
@@MRLEGENDODISHA bhai BJP mukth hoga ya first or last bar ha modi ka jhunta sarkar
@@BasantaMurmu-o7b ୟେ ବଜେପି ଆଉ ଗାଦୀ ଛାଡିବନି ରେ ଭାଇ.ଆଉ 2 ବର୍ଷ ଗଲେ ସବୁ ଯୋଜନା ଲଗେଇଦେବ.. ପୁଣି ଭୋଟ ପାଇଁ 😂😂😂😂😂
ଗୀତ ଯେମିତି ଲେଖା ହେଇଛି ବାସ୍ତବିକ କଥା. 100% right
ଭାଇ ଆଜି ଜାଣିପାରଲି ଗୋଟେ ଗୀତ ର ଶକ୍ତି କେତେ 🔥🔥🔥🔥🔥
ଭାଇ ଓଡ଼ିଶାରେ ପୁରା ଫେମସ
ମାଡିଚାଲ ଶଙ୍କର ମାଡ଼ ଜାଗା ଦେଖିକି ବାଜିଛି...... ଜୟ ନବୀନ ବାବୁ 🙏🙏🙏🙏
ଶଙ୍କର ମାଡ ଜାଗା ଦେଖିକି ବାଜୁଛି
ଶଙ୍କର ଭାଇର ଏହି ଗୀତଟି ବିଜେପି କୁ ଧ୍ୱଂସ କରିଦେଲା ଭଳି ଲାଗୁଚି
Teki pakeiba sabu Kali election ta
Right 👍👍👍👍
Kichi bala
ଶଙ୍କର ଭାଇ ର ପାଇଲ କଣ ଗୀତରେ ଏମିତି ସତ୍ୟ ଅଛି ବୋଲି ବିଜେପି ସରକାର ଡର ପାଇଁ ହିଁ ଶଙ୍କର ଭାଇ ଙ୍କୁ ଜେଲ୍ ପଠାଇ ଦେଇ ଥିଲା । କାଳେ ଗୀତ ଶୁଣି ଲୋକ ଆମକୁ ଭୁଲି ଯିବେ ଆଉ ଆମେ ଯେତେ ମିଛ ପ୍ରତି ଶ୍ରୁତି ଦେଇ ଆସିଚୁ ସେଇଟା ଧରା ପଡ଼ି ଯିବ ବୋଲି ।
ଜୟ, ନବିନ
ଏ ବିଜେଡି ସରକାର ରେ ମୋ ସ୍କୁଲ ରେ ୮ ଟି ଶ୍ରେଣୀ ଏବଂ ୭୨ ପିଲା ଅଧ୍ୟୟନ ରତ ଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି। ଏହା ହେଉଛି ନବୀନ ବାବୁଙ୍କ ଉପଲବ୍ଧି । କିନ୍ତୁ ହଁ ସ୍କୁଲ ଟି ବାହାରୁ ସୁନ୍ଦର ରଙ୍ଗ ରେ ସୁସଜ୍ଜିତ ଅଛି ସ୍ମାର୍ଟ ଟିଭି ବି ଲାଗିଛି ।
ଏକ ବର୍ଷ ହୋଇଗଲା ସେ ଦୁଇଜଣ ଶିକ୍ଷକ ଙ୍କୁ । ଏହା କୋଉ ଶାସନ ଥିଲା। ୨ୟ ମୋହନ ମାଝି ଯଦି ଏ ସବୁ ନ ସୁଦ୍ଧାରେ ତାହାଲେ ଓଡ଼ିଶାକୁ ନୂତନ ଦଳର ଆବଶ୍ୟକ ହେବ । ନହେଲେ ଓଡ଼ିଶା ତାର ଗୌରବ କ୍ଷୁର୍ଣ୍ଣ କରିବା
ଶଙ୍କର ଭାଇ🎉🎉🎉🎉 ତୁମ ଗୀତ ମାଧ୍ୟମ ରେ ଲୋକଙ୍କୁ ସଚେତନ କରିଛ,ବହୁତ୍ ଧନ୍ୟବାଦ୍🎉🎉❤❤
❤ very good
ହିନ୍ଦୀରେ ଅନୁବାଦ କରନ୍ତୁ ଆଜ୍ଞା ,ଓଡିଶା କଣ ସାରା India ରେ ଖେଳ କରିବ ❤ ମା ରାଣ ଭୟଙ୍କର।।।।
Song bhayankar nuhne sala tmm mane odisha pain bhayankar
😂😮😮😊😊😊😊@@rashmiranjan4173
A bedo bujhibeni kebe
Sanskar mada Ho ,👌
ବିଜେଡିକୁ ଏତେ ସମର୍ଥନ!!
Bjd ko samar thana daba dar kar
Jouthi bjp C.M sanmaan pou nahin sathi janataa kn paiba.
25 ବର୍ଷ ପାଇଲ କଣ
300 unit bijuli free old pension 3000. Pratek mahila ku masaku 1000 .
@@heralalduduka800 300 Unit bad diyantu 3 Unit bi chadi Pari leni
ସଙ୍କର Bhai ♥️ Aeta re Pailani Paila Kan Part -2 ta public ku darkar heuchi
Perfect ei geeta Odisha ra kona anukona re bajiba darkar
Geetare jaha lekha heichi taha akhyare akhyare 100% satya
ଶଙ୍କର ମାଡ 😊😊
ଆମ୍ବ ଟାକୁଆ ପାଇଲେ 🤣
Sankar Bhai BJD Loko Na congress loka mu Jani paruni
Jai shree Ram Jai BJP
ଜୟ ନବୀନ ❤️
Jay Jagannath Jay bjd
very dood❤😊
Mote ta A song bahutu vala laguchi ... Mu A song ku mo mobile re Ringtone Kari Rakhichi
Good
❤
Dekhiki andha bhakta agare bajile..puni semane ragi jibe j😂
😂@@Rohit_m-j2o
ସଙ୍କରା ରେ ତୁମେ ଏ ଗିତ ଗାଈ ପାଇଲ କଣ୍
ଏ ଗୀତ ଗାଇ ମହବତ୍ କି ଦୋକାନ ଖୋଲି ବସିଛି
To pela podila seta paila se 😂😂😂
Jail re jae senkha khaela 😅😅
ପ୍ରକୃତରେ ଲୋକ ଯୋଉ ଆଶାରେ
ସରକାର ବଦଳା ଇଲେ କିଛି ଲାଭ ହେଲା ନାହିଁ। ହଁ ତୁମେ କହିବ 5 ମାସ ହୋଇଛି।
ଆରେ ଆଗକୁ କଣ ତୁମର ଭିଜନ
ଆଲୋଚନା କାହିଁ।
ଦୁର୍ବଳ ସରକାର ଯୋଗୁ ଓଡିଶାରେ
କୌଣସି ସଂସ୍ଥା ପୁଞ୍ଜି ଲଗାଇବାକୁ ଚାହୁଁ
ନାହାନ୍ତି
Kana pancha masa rae sarkaar durbal hoigala.
Bhai tikae kahiba, posco kahi ki odisha chadi dela😂😂
Setaebelae ta bjd ra sabal sarkar thila
Kichi analysis nakari, comment section rae kahi ki hagi daucha😂😂
ଗୀତ ବାଜୁଛି, କିନ୍ତୁ ଦୁଃଖର କଥା ସ୍ରଷ୍ଟା ପାଇଁ କେହି କିଛି କହିଲେନି, ଓଡ଼ିଆ ଅସ୍ମିତା ଏଠି ବି ମାଡ ଖାଇଲା ପରି ମନେ ହୁଏ।
Right very good Bhai super
I love BJP, BJP hindu party
ହେ ପ୍ରଭୁ 🙏😆😂
Naveen babu jindabad
Very beautiful song brother
BJD କୁ ସବୁ ଦିନ ପାଇଁ ଓଡ଼ିଶା ରୁ ...get out.....କର 🤔🤔🤔🤔🤔🤔🤗🤗🤗🤗🤗🤗🤗🤗 ...... only BJP and Congress ରହୁ......l
Wait and watch.. sabu jinisho chak chak kare hele suna no tha a...200 tanka mundo bro .ajika date re kebe bi Bina saurrtha re jananti nahi ...
ସ୍ୱାଧୀନତା ପାଇବା ପରଠୁ ଏଇ ସବୁ ପାଇଁ ଲୋକ ବିଜେପି କୁ ଭୋଟ ଦେଉନଥିଲେ. ଆଉ ଗୋଟେ ଥର ଦେଲେ ଜେ ଭଲ ନାମ ନେଲେ. ମୁଁ ବି ଭୋଟ ଦେଇଥିଲି. କାନ ମୋଡି ହେଲି ଏ ମୂର୍ଖ ମିଛୁଆ ଦଳ କୁ ମୁଁ କଣ ମୋ ପିଲା ଆଉ ମୋ ରିଲେଟିଭି ଭିତରେ ଯିଏ ବି ଥିବେ ମୁଁ କହିବି ବିଜେପି କୁ ଦିଅନି. ଆଉ ଓଡିଶା ଲୋକ ତ ଯାହା ନାମ ନେଲେଣି କହିଲେ ନସରେ. ତମେ କହୁଛ କଣ ନାଁ ବିଜେବି ରହୁ. ବିଜେପି ଦଳ କେନ୍ଦ୍ର ରୁ ବି ବୁଡିଯିବାକୁ ବସିଲାଣି.
Sankar Bhai all in one
Very good
ଅନ୍ଧ ଭକ୍ତ ଆମ୍ବ କୋଇଲି ପାଇଲେ, ଖାଇଲେ ମାଲେ ୨ଜଣ
100/: Right song ❤
Sankar Bhai is best❤❤❤
Tame sabu bele mo cm thila au abe bi mo cm acha agaku bi mo cm rahiba you are my roll model Naveen sir ❤
Nabin sir jindabad ❤❤❤
Badhiya song ta ebe bjd tara thk utilise karuchi..
ଜଉ ମାନେ ଆଉ କିଛି ପାଇପରିଲେ ନାହିଁ ସେମାନେ ଏମିତି ହଉଛନ୍ତି, ସେମାନେ ଭାବୁଥିଲେ ସେମାନେ ସବୁବେଳେ ପାଇଥାନ୍ତେ, ଏବେ ଭାରି କଷ୍ଟ ହେଲା
ଅନ୍ଧ ସମାଜରେ କନ୍ଦ ନେତା ମୁଖ୍ୟମନ୍ତ୍ରୀ
Tama lekha ru jana paduchi tame kete anda 😮
East and West BJP is best
God blessed all of you very very thanks 🙏🙏🙏🙏 Namaskar Sankar brother jindabad
ଇଲେକ୍ସନ ସରିଲା ପରେ ସୁରଟ ପାଇଲେ ଅନ୍ଧ ଭକ୍ତ
Thanks sankar 👍
Excellent 👍👍👍👍👍
❤ଗୀତ ପୁରା ଫେମସ ଓଡିଶାରେ❤
Jai shree Ram.....
Sankar bhai ku bjd pura samarthan laguchi congress and bjd menta sunischit
Thank you so much.❤❤❤❤❤
Sankar .bhai Hindi ma songs hona chahiya India ma aap super star songs hojayga ❤❤❤❤❤❤❤❤❤❤❤❤
ଯୟ, ନବିନ ସାର, ଯୟ, ବିଜେଡି, ଯୟ, ଜଗନ୍ନାଥ
Aji ka video achi eta kouthika achi
4 masare Genda dala nkara Gandi phati 3 athena ......
ସରକାର ପରିବର୍ତନ ର ଆବଶ୍ୟକ ଥିଲା
ଘରପୋଡି ଗଲେ ମନ ଦୁଃଖ ନାହିଁ ମୂଷା ମରିବା ଜରୁରୀ ଥିଲା
Bjd❤
ଅନ୍ଧଭକ୍ତ ତମେ ପାଇଲ କଣ 😂😂😂😂😂
Banda paile
Congress gita aeita
Mind blowing
Bjd
Super
ଖାଲି ଅନ୍ଧଭକ୍ତ ନୁହେଁ ଭାଈ ସାଧାରଣ ଜନତା ବି କିଛି ପାଇବେନି
Sata katha❤
Madi chala 💚💚💚💚💚👌
Welcome 🎉🎉❤❤
Good 💯
Waah
Jay Congress
Sankar Bhai nku next election re BJD tarafaru bidhayak ticket miliba darkar
Sankar Bhai ❤
Bhai agei chala
❤️❤️👍👍👍👍👍
Mast hai
Nice
😂ଧନ୍ୟବାଦ ଶଙ୍କର ମା
ଶଙ୍କର ଭାଇ is right❤❤❤❤❤
True song ❤
Very nice 😊😊😊
Jay BJD
Jay Naveen sir 🙏
Very very good
No 1 song
Au thare BJD🎉🎉🎉❤
Beautiful ❤️ song
Jay jagannath Jay BJD Jay Naveen sir 🙏🙏 🙏🙏
ଜୟ ନବିନ ଜୟ, ବିଜେଡି
Sundar madichal❤❤❤❤❤
ତୁମେ ପୁରା ପେଲିଥିଲ BJP ଅଧା ପେଲିଲା
100%
Joy nabeen cm ❤
Right bro Jay nabin
ପ୍ରକୃତ ରେ BJP କୁ ଜିତାଇବା ଭୁଲ ହେଲା
ନବୀନ sir ଭୋଟ time ରେ ପାଦ ଯାତ୍ରା କରିଥିଲେ ସହଜରେ ଜିତି ଯାଇଥାନ୍ତୁ ଏବେ ଯାତ୍ରା କରି ଲାଭ ନାହିଁ
Bhai new song title track Fekuaa Amba Takuaaa😂😂😂
Satare vote dei paila kan
ଆଇ ଲଭ୍ ୟୁ ବିଜେପି ସରକାର ❤❤❤❤
😂😂😂😂😂
Pela sarkar 😂
A sala bjp ra chamcha
ଅନ୍ଧ ଭକ୍ତ 😂
@chinmayagadanayak5239 ମୁଁ ଅଧ ଭକ୍ତ ହେଲେ ତୁମେ ପରା ପାଦ ଚଟା ଭକ୍ତ କିତଦାସ
100%right