MO MAYURBHANJA | MAYURBHANJA THEME SONG | MAURBHANJ| ABHIIJEET MAJUMDAAR |BIRAJA PRASAD| RAJA MISHRA

Поделиться
HTML-код
  • Опубликовано: 24 ноя 2024

Комментарии • 1,7 тыс.

  • @Gurubachan688
    @Gurubachan688 Год назад +7

    ମୁଁ କଟକିଆ ମୟୂରଭଞ୍ଜ କୁ ବି ବହୁତ ଭଲପାଏ । ଓଡ଼ିଶା ପାଇଁ ମୟୂରଭଞ୍ଜ ର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ମର୍ମସ୍ପର୍ଶୀ । ଧନ୍ୟବାଦ ମୟୂରଭଞ୍ଜ ର ଭାଇ ଭଉଣୀ ମାନଙ୍କୁ ଓ ମହାପୁରୁଷ ମାନଙ୍କୁ ହାର୍ଦ୍ଦିକ ପ୍ରଣାମ ।

    • @sibammusic
      @sibammusic  Год назад +2

      Thanks 🙏 🌹 🌹 🌹

  • @chhabimohanty2112
    @chhabimohanty2112 2 года назад +381

    ଆମେ ମୟୂର ଭଂଯିଆ। ଏଇ ମୟୂର ଭଞ୍ଜ ମାଟିର ବିର ସନ୍ତାନ ଓଡ଼ିଶାର ତଥା ଓଡିଶା ବାହାରେ ସୁନାମ ଅର୍ଜନ କରିଥିବା କଳାକାର ମାନଙ୍କୁ ନେଇ ଏଇ ସଙ୍ଗୀତ ଅତ୍ୟନ୍ତ ମନମୁଗ୍ଧକର, ହ୍ରୁଦୟ ସ୍ପର୍ଶ ଶିକ୍ଷଣୀୟ ତଥ୍ୟ ଓଡିଶାର କଳା, ସଂସ୍କୃତି ନୃତ୍ୟ, ସଙ୍ଗୀତ ମାଦଳ ର ତାଳେ ତାଳେ ମୟୁରି ନାଚେ, ଗଛ, ପତ୍ର ଫୁଲ ନଦୀଝରଣା ସମୁଦ୍ର ବନ ଜଙ୍ଗଲ ପଶୁ ପକ୍ଷୀ ସବୁଜ ଖେତ, ସମସ୍ତେ ଏଠି ନାଚିଲା ପରି ମନେ ହୁଏ। ନିରୀହ ଆଦିବାସୀ ମାନଂକ କଳା ସଂସ୍କୃତି ନୃତ୍ୟ ସ୍ଥାପତ୍ୟ ଅତ୍ୟନ୍ତ ମନମୁଗ୍ଧକର ହ୍ରୁଦୟ କୁ ଛୁଇଁ ପାରିଥିବା ନିରୀହ ସରଳ ଆଦିବାସୀ ଝିଅ ଏଇ ମୟୂର ଭଞ୍ଜ ମାଟିର ଗର୍ବ ରାଷ୍ଟ୍ରପତି ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଅଭିଜିତ ମଜୁମଦାର ଙ୍କ କଣ୍ଠ ଓ ଗୀତ ରଚନା ସଂଗୀତ ନିର୍ଦ୍ଦେଶନା ବହୁତ୍ ସୁନ୍ଦର୍ ସେମାନେ ଏଇ ମୟୂର ଭଞ୍ଜ ମାଟିର ସନ୍ତାନ ଗର୍ବ ଓ ଗୌରବ। ବହୁତ୍ ଆନନ୍ଦ ଦାୟକ 🎶 ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିବା ସମସ୍ତ ଭାଇ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଛା ବାର୍ତ୍ତା ଜଣାଉଛି। ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି ସମସ୍ତଙ୍କର ପ୍ରିୟ ଛବି ମହାନ୍ତି।💅💅💅💅💅💅💅💅💅💅💯💯👌👌🙏

  • @ashokkumarmohanta8036
    @ashokkumarmohanta8036 2 года назад +137

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia

  • @odmkrishnanayak1965
    @odmkrishnanayak1965 Год назад +42

    ମୋ ମୟୁରଭଞ୍ଜ ଗୀତ ରଚନା କରିଥିବା ଭାଇଙ୍କୁ ଓ ଅଭିନୟ କରିଥିବା ଭାଇ ମାନଙ୍କୁ ହୃଦୟରୁ ନମସ୍କାର 🙏🙏🙏ମୟୂରଭଂଜିଆ ଦିଲ ସେ ମୟୁରଭଞ୍ଜ ❤️❤️❤️❤️❤️❤️❤️

    • @sibammusic
      @sibammusic  Год назад

      Thanks for your valuable comments 🙏

    • @brajakumarnaik9338
      @brajakumarnaik9338 Год назад

      କୁଲିଆନା ବ୍ଲକ ହଳଦିଆ ଗ୍ରାମ ର ସତ୍ୟାନନ୍ଦ ଭାଇ ଲିରିକ୍ସ

  • @wemad4volleyball317
    @wemad4volleyball317 2 года назад +64

    ଜୁହାର୍ ଗେ..... ଭାଇ ସତରେ ଲୋମ ଟାଙ୍କୁରି ଉଠିଲା 🙏🙏🙏🙏ଅନେକ୍ ଅନେକ୍ ଧନ୍ୟବାଦ ସମସ୍ତ ଟିମ୍ ମେମ୍ବର ମାନଙ୍କୁ

  • @MohantaMixture
    @MohantaMixture 2 года назад +92

    ବହୁତ ବହୁତ ଧନ୍ୟବାଦ ଏମିତି ମୟୂରଭଞ୍ଜ ଉପରେ ପର୍ଯ୍ୟବେସିତ ଗୀତ ଶୁଣିବାର ସୁଯୋଗ ଦେଲେ।ସମସ୍ତ ନିର୍ମାତା ଙ୍କୁ ପୁଣିଥରେ ଧନ୍ୟବାଦ🙏

  • @BadBoy-ik4od
    @BadBoy-ik4od Год назад +24

    Dil Se Mayurbhanjia
    ❤️💚💛🧡💙💜💘♥️
    ମୟୁରଭଞ୍ଜ ମାଟିରେ ଜନ୍ମ ହେବା
    କୌଣସି ପୁଣ୍ୟ ଠୁ କମ୍ ନୁହେଁ।
    Heartly Thanks To The Creators of This Song. 🙏🙏🙏🙏

  • @burudisumofficial3054
    @burudisumofficial3054 2 года назад +44

    ଗର୍ବ ରେ କହୁଛି ମୁଁ ମୟୂରଭଞ୍ଜିଆ.... ଧନ୍ଯବାଦ ସମସ୍ତ କଳାକାର ମାନକୁ.... କେଡେ ସୁନ୍ଦର କେଡେ ମଧୁର ଆମ ମୟୂରଭଞ୍ଜ।।।।।।।।। ମୋ ମୟୂରଭଞ୍ଜ 🥰।।।।

    • @sibammusic
      @sibammusic  2 года назад +1

      Thanks 🙏

    • @ommprakash8004
      @ommprakash8004 Год назад

      ଜୟ ମୟୂରଭଞ୍ଜ ଆମୋ କଲା ଓ ସଂସ୍କୃତ ସବୁ ବେଳେ ବଞ୍ଚିକି ରୋହୁ , ଜୟ ମୟୂରଭଞ୍ଜ 🙏🙏🙏🙏🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰।।।।।।।।। ମୋ ମୟୂରଭଞ୍ଜ ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🥰🥰🥰❤️❤️❤️❤️🥰🥰❤️🥰❤️🥰❤️❤️🥰❤️🥰❤️❤️🥰🥰❤️❤️🥰🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️🥰🥰❤️

  • @SMCreation54
    @SMCreation54 2 года назад +142

    ମୋ ମୟୂରଭଞ୍ଜ ସବୁଠୁ ବଢିଆ ❤️❤️❤️
    ଏଇ ସଂଙ୍ଗିତ ବନେଇଥିବା ସମସ୍ତ ଟିମ ଙ୍କୁ ମୟୁରଭଞ୍ଜିଆ ତରଫରୁ ହୃଦୟରୁ ହାତ ଯୋଡି 🙏🙏🙏 କରୁଛି

  • @srabankumar7929
    @srabankumar7929 2 года назад +14

    ବହୁତ ଦିନ ପରେ YOU TUBE ରେ ଗୋଟେ ଭଲ VIDEO ଦେଖିବାକୁ ମିଳିଲା । ବହୁତ ସୁନ୍ଦର ଗୀତ ହେଇଛି । I ❤️ MAYURBHANJA

  • @kunjabihariparhi6707
    @kunjabihariparhi6707 2 года назад +35

    I as an individual borne on Mayurbhanj soil do feel much proud after listening to the song because many many good things relating to people, their life style, culture, dance, music and what not has been narrated in the composition. Jay Jagannath and Jay MAA Ambika.
    Kunja Bihari Parhi

    • @sibammusic
      @sibammusic  Год назад +1

      Thanks for your valuable comments 🙏 Jay Jagannath 🙏

  • @karanmurmu5316
    @karanmurmu5316 2 года назад +10

    ଏ ଗୀତ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ନିଜୋକୁ ଗର୍ବ ଲାଗୁଛି । ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

  • @tlssagar5100
    @tlssagar5100 2 года назад +8

    ଆମ ମୟୂରଭଞ୍ଜ ପାଇଁ ଗୌରବ ଏହି ଗୀତ ଯିଏ ଲେଖିଛନ୍ତି ଭାଇକୁଂ ବହୁତ ଧନ୍ୟବାଦ୍ କେତେ ସୁଦଂର କଥା ଲେଖାହୋଇଛି....🙏🙏🙏🙏

    • @sibammusic
      @sibammusic  2 года назад +1

      Lyric Satyananda Naik Thanks 🙏

  • @debabratapradhan3077
    @debabratapradhan3077 6 месяцев назад +1

    Hrudaya ku sparsha kalapari sangita, bahut badhia. Video re Jatin Das au Nandita Das nku dekheithile au tike complete lagithanta. Jaya maa Kichakeswiri.

  • @ME.guhiram
    @ME.guhiram 2 года назад +41

    I Proud to be Mayurbhanj I Like this song 💯

  • @bhanupriyamohantaofficial3169
    @bhanupriyamohantaofficial3169 2 года назад +7

    Waahhh ମନ କୁ ଛୁଇଁ ଗଲା🙏🙏dil se Mayurbhanjia ❤️❤️❤️

  • @rajibbarik9588
    @rajibbarik9588 2 года назад +30

    What a presentation ..this is not only a theme song of Mayurbhanj but a power-packed representation of our rich culture, life & eternal love..great work Raja bhai & team..

    • @sibammusic
      @sibammusic  Год назад +1

      Thanks for your valuable comments 🙏

  • @nanditatudu317
    @nanditatudu317 Год назад +1

    "Tinang soresh aa tinang napaya aabo Bhonj Disom"😍😍😍.....Bahut badhiya sakalu sakalu suniki Ananda miligola.....Johar🙏

  • @narsinghembram529
    @narsinghembram529 2 года назад +34

    Proud to be a Mayurbhanjian....😊😊❤

  • @smsproduction4236
    @smsproduction4236 2 года назад +2

    ବହୁତ ଖୁସି ଲାଗୁଛି ମୁଁ ମୟୂରଭଞ୍ଜିଆ ମୁ ଗର୍ବ ର ସହିତ କହିବି ମୁ ସାନ୍ତାଳୀ ଆମ ମୟୂର ଭଞ୍ଜ ରେ ସମସ୍ତ ଜାତି ପ୍ରତି କାହାର ଭେଦ ଭାବ ନାହିଁ
    ଏବଂ ସମସ୍ତ କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
    ବହୁତ୍ ବହୁତ ବହୁତ୍ ବହତ୍ ବହୁତ୍ ଖୁସି ଲାଗୁଛି ଏଇ ଗୀତ ଶୁଣି ଧନ୍ୟବାଦ୍
    Proud to be a mayurbhanj

  • @mayurikaproductions7443
    @mayurikaproductions7443 2 года назад +16

    ଖୁବ୍ ସୁନ୍ଦର ଗୀତ ରଚନା,ସ୍ୱର ସଂଯୋଜନା ତା ସହିତ ଖୁବ୍ ବଢିଆ ଭିଜୁଆଲ ମଧ୍ୟ ଏହି ଗୀତ ପାଇଁ ସମୟ ଦେଇ ଥିବା ସମସ୍ତ ବ୍ୟକ୍ତିଙ୍କୁ ହୃଦୟରୁ 🙏🙏🙏🙏🙏

    • @prakashkumarbehera9443
      @prakashkumarbehera9443 2 года назад

      ବହୁତ ସୁନ୍ଦର ଗୀତଟିଏ, ସ୍ବର ସଂଯୋଜନା ଏବଂ ତା ସହିତ ହେଇଥିବା ଭିଜୁଆଲ ଓ ଏହି ଗୀତରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ସେମାନଙ୍କୁ ହୃଦୟରୁ 🙏🙏🙏👌👌👌👌👌

    • @sibammusic
      @sibammusic  2 года назад

      Thanks 🙏

  • @minatirout7523
    @minatirout7523 Год назад +4

    ବହୁତ ସୁନ୍ଦର ଗୀତ ଟି ଯେତେ ହେଲେ ମୋ ଗାଁ ମୋ ମାଟି ❤❤❤

    • @sibammusic
      @sibammusic  Год назад

      Thanks 🙏 🌹 🌹 🌹 🌹

  • @dolagobindabehera3663
    @dolagobindabehera3663 Год назад +3

    Bahut sundar.. Mo jilla pain evergreen song.. Thanks to all team members

  • @deolasoren5473
    @deolasoren5473 2 года назад +17

    Great composition... Loved it 🥰🥰.... Proud to be mayurbhanjian

  • @RAMA854
    @RAMA854 Год назад

    🎉🎉Woh Strong The Republic of Mayurbhanj I salute all of Mayurbhanj all Artist Jai Hind jai Bharat 🎉🎉

  • @boythedigital
    @boythedigital 2 года назад +25

    Proud to be a Mayurbhanjia 😎🔥🤩

    • @sibammusic
      @sibammusic  2 года назад +1

      Thanks 🙏

    • @boythedigital
      @boythedigital 2 года назад

      @@sibammusic aise hi sundar Sundar song upload koribe bhai😊

  • @pujahembram3038
    @pujahembram3038 2 года назад +1

    Mu Mayurbhanjiya ,...Bhari bodhia gito..ta soho video 👍 v khub sundar lagila ... Mayurbhanj ro Sobu include ochhi🙏👍🥰... I watched this video more than 3 times randomly 👍..

    • @sibammusic
      @sibammusic  2 года назад

      Many many thanks for your valuable comments 🙏

  • @niharranjan6972
    @niharranjan6972 2 года назад +10

    Nice Song. I m so proud that I m MAYURBHANJIA

  • @samit_ranjan_kunal2085
    @samit_ranjan_kunal2085 Год назад +1

    Haye ..ମୋ ଗର୍ବ ମୋ ପରିଚୟ । ମୋ ସୁନ୍ଦର ମୟୁରଭଞ୍ଜ 😍😍😍😘

  • @manojdas1286
    @manojdas1286 2 года назад +9

    ମନ ଖୁସି ହୋଇଗଲା ଗୋ ଶୁଣି । ଧନ୍ୟବାଦ

  • @Rammarndi-q5h
    @Rammarndi-q5h 11 месяцев назад +1

    adi naipay song😮😮😮😮😮

  • @purnimasingh8886
    @purnimasingh8886 2 года назад +10

    ଗର୍ବରେ କହିବୁ ଆମେ ତ ମୟୂରଭଞ୍ଜିଆ ରେ।❤️👍

  • @gobindasoren609
    @gobindasoren609 Год назад

    ବହୁତ ଗୁରୁତ୍ବପୁର୍ଣ ଆଉ ଗର୍ବ ଆମ ମୟୁରଭଞ୍ଜ ପାଇଁ ଏକ ଗୀତ. ଜୟ ଜଗନ୍ନାଥ, ଜହାର ମାରାଙ୍ଗ୍ ବୁରୁ ❤❤❤ I like it more much..... Love you all making for this.

  • @ranjeetnayak1702
    @ranjeetnayak1702 Год назад +5

    BEST OF BEST PLACE OF WORLD ❤️ ମୟୂରଭଞ୍ଜ ❤️

  • @bhalapila3443
    @bhalapila3443 Год назад +2

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia 👌👌👌👌👌👌👌👌👌🙏🏻🙏🏻🙏🏻🙏🏻🙏🏻🙏🏻

  • @dbapi3357
    @dbapi3357 2 года назад +8

    🥰🥰🥰🥰🥰 I feel proud, because I am from Mayurbhanja ♥️♥️♥️♥️♥️♥️♥️♥️♥️♥️

  • @debashishsethi1715
    @debashishsethi1715 2 года назад +13

    Beautiful song, fantastic 👌👌👌 jay Mayurbhanj 🙏

  • @muluhchandomurmuproduction7770
    @muluhchandomurmuproduction7770 2 года назад +12

    Heartly congratulations by Muluh Chando Murmu production ! very nice Composition Thanks to Composer ! All the best !Presentation is very fine ! Proud for all inhabitants of Mayurbhanj! ᱟᱭᱢᱟ ᱥᱟᱨᱦᱟᱣ ! ᱥᱟᱱᱟᱢ ᱠᱚ ᱞᱟ.ᱜᱤᱫ
    ᱨᱟ.ᱥᱠᱟ.ᱟᱱ ᱠᱟ.ᱢᱤ ᱦᱚᱨᱟ ᱥᱟᱵ ᱨᱟᱠᱟᱵ
    ᱟᱠᱟᱱᱟ ! ᱟ.ᱰᱤ ᱟ. ᱰᱤ ᱱᱟᱯᱟᱭ ! 🙏🙏🙏

  • @satundhal6477
    @satundhal6477 Месяц назад

    Outstanding and outstanding.

  • @tanusardar3219
    @tanusardar3219 2 года назад +11

    Proud to be a Mayurbhanjia.....🌹🌹🌹superb editing ❤❤❤

  • @bikashparamanik8103
    @bikashparamanik8103 Год назад

    Dil se mayurbhanj Toka... ❤

    • @sibammusic
      @sibammusic  Год назад

      Thanks 🙏 🌹 🌹 🌹 🌹 🌹

  • @rajashreebaskey9397
    @rajashreebaskey9397 2 года назад +19

    Superb👌👌..proud to be a mbj nd also santali...aadi napay❤❤

  • @kanhusoren2559
    @kanhusoren2559 Год назад +7

    What an exceptional song, really feel the lyrics. It gives goosebumps. Really many many thanks to the team. Proud to be Mayurbhanjia ❤❤❤❤

    • @sibammusic
      @sibammusic  Год назад

      Thanks 🙏 🌹 🌹 🌹 🌹

  • @-zone-143
    @-zone-143 9 месяцев назад

    It is Mayurbhanj,where all the community live together with love and affection.No hateness among them ❤.This is the beauty of mayurbhanj.
    Nice videography and lyrics,where you show Mandir as well as Jaher.❤

  • @nirmalabehera2032
    @nirmalabehera2032 2 года назад +7

    Really fantastic , proudly saying Mayurbhanjia

  • @happymurmu1982
    @happymurmu1982 2 года назад

    Really I proud 💪 to be a Mayurbhanjia sari ge adi napaya abo bhonj disom

  • @barialhembram7070
    @barialhembram7070 2 года назад +12

    So nice presentation and..domdar Lyrics with perfect voice of Abhijeet Sir..

    • @sibammusic
      @sibammusic  2 года назад

      Thanks 🙏 for your comments

  • @swetaranibehera1275
    @swetaranibehera1275 Год назад

    Really heart touching song 🙏🙏🙏🙏🙏🙏🙏🙏🙏🙏🙏
    ବହୁତ ଖୁସି ଲାଗିଲା 👉😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀
    🙏 ମୟୂରଭଞ୍ଜ 🙏

  • @rajendrakumarbehera6116
    @rajendrakumarbehera6116 2 года назад +16

    Great composition & artistic excellence in visualising the song. I salute the entire team whose unabated endeavour memorise our resources and people.🙏🙏👍👌

    • @sibammusic
      @sibammusic  Год назад

      Thanks for your valuable comments 🙏

  • @sunaramsingh3047
    @sunaramsingh3047 6 месяцев назад +1

    This song touches the heart...indeed our Baripada is so beautiful...I am proud to be Mayurbhanjiya.

  • @skhakimuddin7877
    @skhakimuddin7877 2 года назад +15

    Proud to be a mayurbhanjia❤❤✨

  • @Bipin_Jagannath_Das
    @Bipin_Jagannath_Das Год назад +1

    ଅତି ସୁନ୍ଦର ଉପସ୍ଥାପନା 🙏🙏🙏🙏

  • @Bijli345
    @Bijli345 Год назад +1

    Dil ko chhu liya love too much ❤

  • @sudhirtheartlover6169
    @sudhirtheartlover6169 2 года назад +12

    Tremendous song and careful making Best wishes to all the team.

  • @dibyaranjanbiswal4334
    @dibyaranjanbiswal4334 Год назад +2

    ମୟୂରଭଞ୍ଜ ଜିଲ୍ଲା ରୋ ଗୋଟିଏ ପୁତ୍ର ହେବା ବହୁତ ଗର୍ବ ରୋ କଥା ❤❤

  • @devrajsinghofficial
    @devrajsinghofficial 2 года назад +6

    @RAJA SIR DHANYABAAD... FOR INCLUDING OUR MUNDARI TRADITIONAL DANCE ALSO & FOR ADDING OUR LOVING BIKAN P. NAG SINGH BHAI AND DASHARATH KAA...

    • @sibammusic
      @sibammusic  Год назад +1

      Thanks for your valuable comments 🙏

  • @SAMIRMALLICKVLOGS
    @SAMIRMALLICKVLOGS Год назад +2

    सच में मयूरभझ का गाना बहुत अच्छा है ❤ 🌿 🌿 🌾 ☘ proud of Mayurbhanja ❤❤❤👌👌👌👌

    • @sibammusic
      @sibammusic  Год назад

      Thanks 🙏 ❤️❤️❤️❤️🌷🌷🌷🌷

  • @LoopsCr7
    @LoopsCr7 Год назад +4

    Love from Adaspur, Cuttack 🥰🥰🥰, mayurbhanj is a great place and it's culture are amezing, it's a very peaceful district in odisha ❤️🥰

  • @bibhutinayak7751
    @bibhutinayak7751 Месяц назад

    Ei gita nuhen, jie sei jilla ra mari, pabana katha kahe, niswasa re maa mati ra nija kahani atmabibhar kare sei mati ta janma bhumi, thanks to writter, singer, and song composer, no words to say more..

  • @sakhitudu4077
    @sakhitudu4077 2 года назад +22

    I ❤️ my Mayurbhanj 💞💞💞..... Proud to be a Mayurbhanjia ❤️❤️❤️

  • @chhotuhindustaniofficial5368
    @chhotuhindustaniofficial5368 2 года назад +1

    କେଡେ ସୁନ୍ଦର ଆମ ମୟୂରଭଞ୍ଜ I LOVE MAYURBHANJ ❤️❤️❤️❤️I PROUD TO BE A MAYURBHANJIA ❤️❤️❤️❤️💐💐💐

  • @nabinmarndi56192
    @nabinmarndi56192 2 года назад +11

    Super lyrics and song. Love from satali proudly

  • @gobindamurmu8089
    @gobindamurmu8089 2 года назад +1

    ଦିଲ ସେ ମୟୂରଭଞୀୟା👍👍👍👍👍

  • @sangrambehera8874
    @sangrambehera8874 2 года назад +5

    ମୁଁ mayurbhanjya ବୋଲି ଗର୍ବିତ 🙏❤️

  • @goodtimemahakud
    @goodtimemahakud Год назад +1

    ମୋ ମୟୂରଭଞ୍ଜ ସତରେ କେଡ଼େ ସୁନ୍ଦର ଏ ଗୀତ ଅବିସ୍ମରଣନୀୟ ହୋଇ ରହିବ .❤❤❤

  • @bibhutinayak7751
    @bibhutinayak7751 Год назад +1

    Mayurbhanj ro best song.... By abhijeet majumdaar.. Best singing style... Many many thanks..

    • @sibammusic
      @sibammusic  Год назад

      Thanks for your valuable comments 🙏 🙏 🙏

  • @baripadabhanjbayar9536
    @baripadabhanjbayar9536 2 года назад +6

    ମୟୁରଭଞ୍ଜ ମାଟି ମା ଆମର ଗର୍ବ। 🔥🙏🙇‍♂️

  • @dibyasmitasamal655
    @dibyasmitasamal655 7 месяцев назад +1

    Proud to be a Mayurbhanjia😍❤

  • @gayatripatra2072
    @gayatripatra2072 2 года назад +6

    Thanks for this type of song.Jay Mayurbhanj...

  • @dulahansda1070
    @dulahansda1070 Год назад

    ସତରେ ବହୁତ୍ ସୁନ୍ଦର

  • @ranjitacreation3260
    @ranjitacreation3260 2 года назад +16

    Proud to be a mayurbhanjia ❤✌✨

  • @bholanathsahu8117
    @bholanathsahu8117 2 года назад +2

    Jabardast..

  • @digarbabucreation
    @digarbabucreation Год назад +6

    Beautiful song 👌
    Dil se Mayurbhanjia ❤❤❤

  • @swatichandni1956
    @swatichandni1956 Год назад +2

    I m from mayurbhaj...in santal culture...ND I m very proud

    • @sibammusic
      @sibammusic  Год назад +1

      Thanks 🙏 🌹 🌹 🌹 🌹

  • @SB-cv1ki
    @SB-cv1ki 2 года назад +10

    Iamvery proud of my Mayurbhanj as my native.

  • @ManikaPurty-qt1bk
    @ManikaPurty-qt1bk 10 месяцев назад +1

    I like video and songs mayurbhanj
    I'm from keujhor

    • @sibammusic
      @sibammusic  10 месяцев назад +1

      Thanks🌹🌹🌹

  • @laxmantudu85
    @laxmantudu85 2 года назад +13

    I proud of Mayurbhanjia...❤️❤️❤️❤️I love Mayurbhanj

  • @SukantaKumarBehera-3819
    @SukantaKumarBehera-3819 Год назад

    ସତରେ ମୟୂରଭଞ୍ଜ ଓଡ଼ିଶାର ଗର୍ବ ଓ ଗୌରବ।

  • @dashamurmu5984
    @dashamurmu5984 Год назад +5

    I'm proud to be a Mayurbhanj

  • @ghasiramsoren9937
    @ghasiramsoren9937 Год назад +2

    Proud to be Mayurbhanjia . Wonderful composition in line with pictures. Many more thanks.👍🙏💐

  • @radharani663
    @radharani663 Год назад +3

    Thank you so much all team members...l proud to be Mayurbhanj ❤️❤️you Mayurbhanj

  • @bhurkabayarbesra4281
    @bhurkabayarbesra4281 Год назад +1

    Mind blowing
    Amoro Mayurobhanja.

  • @mayurbhanjiajhio7785
    @mayurbhanjiajhio7785 2 года назад +4

    ମନ ଖୁସି ହେଇଗଲା ❤️😅

  • @mangalentertainment6898
    @mangalentertainment6898 Год назад

    ସତରେ ଗୀତ ଶୁଣି ଆଖିର ଲୁହ ବାହାରିଗଲା ମୟୂରଭଞ୍ଜ କେଡେ ସୁନ୍ଦର ଅବର୍ଣ୍ଣନିୟ ମୟୂରଭଞ୍ଜ ଜିଲ୍ଲା ଆଡି ନାପାୟା

  • @milantudu6435
    @milantudu6435 2 года назад +8

    🥰 Proud to be MBJ 🥰

  • @snsingh7081
    @snsingh7081 6 месяцев назад

    ଗୀତ ଟି ଶୁଣିଲା ପରେ ଛାତି ଟା ଗର୍ବରେ ଫୁଲି ଗଲା ...ଯେ ହେତୁ ମୁଁ ମୟୂରଭଞ୍ଜ ମାଟି ର ସନ୍ତାନ.... ଗୀତ ଟି ର ସୃଷ୍ଟି କର୍ତ୍ତା ସମସ୍ତ କଳାକାର ଓ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ.....❤️❤️❤️

  • @subratranjan9658
    @subratranjan9658 2 года назад +5

    Nice song describes the true spirit of mayurbhanj.

  • @trendingmusic8968
    @trendingmusic8968 2 года назад

    Nice bro share for this video I am very happy thanks ........all are be happy our mayur bhanj

  • @laxmidharmohanta1542
    @laxmidharmohanta1542 2 года назад +3

    Dil se❤️ mayurbhanja

  • @bibhunayak9709
    @bibhunayak9709 Год назад

    ଭାରି ଜଟିଳ ମଣିଷ ଏଠି
    କଠିନ କଠୋର ।

  • @dishomkumblu2453
    @dishomkumblu2453 2 года назад +24

    The founder of SCB medical college & hospital Cuttack
    Sri Ram Chandra bhanjdeo the King 👑 of Mayurbhanj his son Also founder of MPC autonomous collage baripada
    Mayurbhanj men's : king's title BHANJ And Mayur men's peacock 🦚 = Mayurbhanj
    I am too proud of my dist Mayurbhanj Love you Mayurbhanj 💗
    And Also founder of MSCB University in North Odisha ( baripada)

    • @sibammusic
      @sibammusic  2 года назад

      Thanks 🙏 for your comments

  • @uttamproduction9348
    @uttamproduction9348 Год назад +1

    Dil se mayurbhanjia💓💓

  • @brilliantkrishna5006
    @brilliantkrishna5006 2 года назад +3

    ହୃଦୟକୁ ଛୁଇଁ ଗଲା ❤️❤️❤️🔥🔥

  • @ddftyyruyeesinging3287
    @ddftyyruyeesinging3287 2 года назад +6

    Proud to be mayurbhanjia

  • @mtrsoren8435
    @mtrsoren8435 2 года назад

    ଆଡି ନାପାୟ 🙏ଗେ ମୟୁର ଭଞ୍ଜ

    • @sibammusic
      @sibammusic  2 года назад

      ଜୟ ମୟୁରଭଞ୍ଜ 🙏

  • @rohitkumarhansdah6513
    @rohitkumarhansdah6513 2 года назад +5

    This song represent my mayurbhanj

  • @MRcrazyDEEWANA
    @MRcrazyDEEWANA Год назад +1

    ମୟୁରଭଞ୍ଜିଆ ବୋଲି ମୁଁ ଆଜି ଗର୍ବ କରୁଛି ❤ ହୃଦୟସ୍ପର୍ଶି ଭିଡ଼ିଓ ସହିତ ଆମ ମୟୁରଭଞ୍ଜ ଗୀତ ❤❤️❤️

    • @sibammusic
      @sibammusic  Год назад

      Thanks 🙏 🌹 🌹 🌹 🌹

  • @sorenbabuproduction2716
    @sorenbabuproduction2716 2 года назад +7

    This is a heart touching song

  • @somugochayat9106
    @somugochayat9106 Год назад

    Wah.. beautiful.. abhijeet majumdar..proud of mayurbhanj soil...

  • @purnachandrapatra7217
    @purnachandrapatra7217 2 года назад +3

    Jay Mayurbhanj 🔥🙏
    Proud to be an Mayurbhanjia 💞🥰