ବିଧାୟକଙ୍କୁ ଆକ୍ରମଣ,୧୦ ଗିରଫ | MLA attacked, 10 arrested | Argus News

Поделиться
HTML-код
  • Опубликовано: 20 ноя 2024

Комментарии • 25

  • @prakashkumarjena.babusan.n3760
    @prakashkumarjena.babusan.n3760 6 часов назад +8

    ଗର୍ଜନ ପ୍ରବଳ କାମ ଦୁର୍ବଳ ..
    ଆଉ ଲୁଟି ପାରୁନି, ସବୁ ବାଟ ବନ୍ଦ କରିଦେଲେ ନୂଆ ସରକାର ତେଣୁ ବିଚରା ଟା କାମୁଡ଼ା ବିଲୁଆ ଭଳିଆ ହେଉଛି ଆଉ...

  • @jivanswarupberdhan6410
    @jivanswarupberdhan6410 8 часов назад +12

    Baby das ku arrest kr

  • @HaraprasadRana-fm1uu
    @HaraprasadRana-fm1uu 5 часов назад +2

    ମୁଖ୍ୟ ଆସାମି ପ୍ରଥମେ ଆରେଷ୍ଟ୍ ଦରକାର୍ BJP କୁ ଏତେ ଡର କାହି କି BJP ସରକାର କ୍ଷମତା ରେ ଥାଇ ମଧ୍ୟ ବବି ବବି ର ଭାଇ କୁ ଆରେଷ୍ଟ କରିପାରୁ ନାହିଁ ଏ ଥିରୁ ଜଣା ପଡୁଛି। ବିଜେପି ହାତରେ କିଛି ନାହିଁ ପଛ ପଟ ରେ ଥିବା ଆସାମି କୁ ଗିରଫ କଲେ କଣ ହେବ

  • @Reverbmusic2686
    @Reverbmusic2686 8 часов назад +5

    Pupun କୁ ବାନ୍ଧ 😅😅

  • @Lipikajena-s3g
    @Lipikajena-s3g 2 часа назад

    ଏମିତି ପୂର୍ଵ ରୁ ବହୁତ ସିନିୟର ବିଧାୟକ ଏବଂ ମନ୍ତ୍ରୀ ଙ୍କୁ ବିରୋଧୀ ଦଳ ହେଉ କିମ୍ବା ଆନ୍ଦୋଳନ କାରି ହେଉ ଏମିତି ଆକ୍ରମଣ ପ୍ରତି ଆକ୍ରମଣ କରି ଆସିଛନ୍ତି. ଏଇଟା କୋଉ ନୂଆ କଥା ନୁହେଁ. ତତ୍କାଳୀନ ମୁଖ୍ୟମନ୍ତ୍ରୀ ବି ଦିନେ ଏମିତି ଆକ୍ରମଣ ର ଶିକାର ହୋଇଥିଲେ. ତେଣୁ କରି ମିଡ଼ିଆ ବନ୍ଧୁ ମାନେ ଏ ଘଟଣା ଟିକୁ ହାଇଲାଇଟ କରୁଛନ୍ତି.

  • @prasantapanda1703
    @prasantapanda1703 8 часов назад +3

    କିଛି ଅସୁବିଧା ହବନି ବିଜେଡି ନେତାମାନଙ୍କର କାରଣ ବିଜେଡି ଓ କେନ୍ଦ୍ର ବିଜେପି ଭାଇ ଭାଇ ଗୋଟେ ଗାଣ୍ଡି ଖାଲି ମିଛଟାରେ ଏ ଓଡିଶା ବିଜେପି ଵାଲା ବିଜେଡି ବିରୋଧରେ ଗର୍ଜନ କରୁଛନ୍ତି,ବିଗତ ଦିନରେ ବିଜେଡି ନେତାମାନେ ଯେତେ କୁକର୍ମ କରିଛନ୍ତି ଯଦି ବିଜେପି ଚାହିଁଥାନ୍ତା ତେବେ ବିଜେଡିର ସବୁ ନେତା କୁଜିନେତା ଆଜି ଜେଲରେ ଥାନ୍ତେ

  • @ajayKumarmahanty-v7o
    @ajayKumarmahanty-v7o 7 часов назад +1

    Papun କୁ ପୋଲିସ ଗିରଫ କରାଯାଉ

  • @DeepakKumarRout-i4g
    @DeepakKumarRout-i4g 5 часов назад

    Jajpur sabu GP ru Jithile

  • @katterhindu40
    @katterhindu40 5 часов назад +1

    Bjd ra patan time.....

  • @katterhindu40
    @katterhindu40 5 часов назад

    Bobby Das ku jaldi arrest karajau

  • @bharatroutvlogs3944
    @bharatroutvlogs3944 2 часа назад

    Main pila nahanti amane a domy candate

  • @rudranarayandas8128
    @rudranarayandas8128 5 часов назад +1

    Bjd gunda raj kabe sariba😢

  • @pradiptamohanty1364
    @pradiptamohanty1364 7 часов назад

    Laguni samasta nku police arrest kari pariba boli....
    Karana, BJP govt ra eteta dam na thiba pari mane hue....
    Purbaru bahut kichhi anaya karithiba bjd loka nku police separi kichhi akhi durshia padakhep neinahi......
    Sethipaine aji epari paristiti rajyare...
    Bjd loka mane ebe bi bhabuchhanti semana nka ra kichhi bi hebani...
    Jehetu rajyare ek dhila sarakar chalichhi....
    BJP ku strong action nebara samaya asijaichhi ebe....

  • @katterhindu40
    @katterhindu40 5 часов назад

    Nabin patnaik ra time saruchi

  • @__rout__0
    @__rout__0 6 часов назад

    Tume bhul karila mada khaila...ethi bolby Bhai katha kain uthouchha ki re

  • @bnsingh28598
    @bnsingh28598 2 часа назад

    Athara ko bapa tama pithire padiba nabina , babi, pandian. 😂😂😂 Magana mada dhoke maridela pare mane mane raja. puruna abhyasa ku bhuli parunahanti

  • @ManojKumar-m1u1n
    @ManojKumar-m1u1n 8 часов назад +2

    jajpur police sabu chora

  • @pravatkumar.
    @pravatkumar. 5 часов назад

    Godi media Argus