New Makar Geet 2025 // Dimand Nei Bahu Anichhi // Singer - Laxmikant Mohanta // New Tusu Song 2025

Поделиться
HTML-код
  • Опубликовано: 12 янв 2025

Комментарии • 93

  • @mmahato2959
    @mmahato2959 3 дня назад +1

    👌👌👌

  • @ganeswarmahanta1254
    @ganeswarmahanta1254 19 дней назад +11

    ଭାଇ ଆମର କୁଡମାଲୀ ଭୁଲିଛି। ଭାଷା ଭୁଲି ଓଡ଼ିଆ କହୁଛି।ଓଡିଆ ଝୁମର ଗାଉଛି।ସରମ ନାହିଁ ଗାଉଛି।

    • @HKMJhumarVideo
      @HKMJhumarVideo  19 дней назад +7

      ଆମେ କୁଡୁମାଲୀ ଏବଂ ଆମର କଥିତ ରାଳ୍ ବାଂଲା ଭାଷାରେ ଝୁମର ଆଉ ମକର ଗୀତ ବହୁତ କରିଛୁ ଆଗକୁ ଆହୁରି କରିବୁ ବି ଯଦି ମଝିରେ ମଝିରେ ଗୋଟେ ଗୋଟେ ଝୁମର ଓ ମକର ଗୀତ ସ୍ବରରେ ଓଡ଼ିଆରେ କରା ଗଲା ତେବେ ଅଡୁଆ କିଛି ନାହିଁ । ଆମେ ତ କୁଡୁମୀ ହେଲେ ବି ଓଡ଼ିଆ କହୁଛୁ ଓଡ଼ିଆ ଲେଖୁଛୁ ଓଡ଼ିଆ ପଢୁଛୁ ନା ଯଦି ଓଡିଆରେ ଗୀତ ଟେ ହେଲା ଏଥିରେ ସରମ କରିବାର କିଛି ନାହିଁ। କାରଣ ମୋର କଥିତ ମାତୃଭାଷା କୁଡୁମାଲି କି ରାଳ୍ ବାଂଲା ହେଇ ପାରେ କିନ୍ତୁ ମୋର ଲେଖା ପଢାର ସାର୍ଟିଫିକେଟ ଟା ରେ ମାତୃଭାଷା ଓଡ଼ିଆ ବୋଲି ଲେଖା ଅଛି ତେଣୁ ମୁଁ ନିଜକୁ କୁଡୁମୀ ବୋଲି ଯେତିକି ଗର୍ବ କରେ ମୋ ରାଜ୍ଯ ଓଡ଼ିଶା ଭାଷା ଓଡ଼ିଆ ବୋଲି ସେତିକି ଗୌରବ ମନେ କରେ। ଶେଷରେ ଆପଣଙ୍କୁ ଅନୁରୋଧ ମୋ ଏହି 9937818118 WhatsApp no ରେ ଆପଣଙ୍କ ଠିକଣା ଟିକେ ପଠେଇ ଦେବେ ମୁଁ ଆପଣଙ୍କ ଘରକୁ ଯାଇ ଦେଖି ଆସିବି କେତେ ଜଣ କୁଡୁମାଲୀ ଭାଷା କହୁଛନ୍ତି

    • @laxmikantamahanta8818
      @laxmikantamahanta8818 19 дней назад +1

      ଗାଇଵା ଲୋକ ସବୁ ଗୀତ ଗାଆନ୍ତି ଶୁଣିବା ଲୋକଙ୍କୁ ଟିକେ ଅଡୁଆ ଲାଗେ।

    • @jyotirmoyeemohanta3367
      @jyotirmoyeemohanta3367 18 дней назад +2

      Bhai comment ta kudumali lipi re dia Odia re ki pain deuchha. Tumara bahut saram achhi para.

    • @laxmikantamahanta8818
      @laxmikantamahanta8818 18 дней назад

      ସତ କଥାଟା କହିଦେଲ। ​@@jyotirmoyeemohanta3367

    • @KIRANMOHANTAJHUMARSONG
      @KIRANMOHANTAJHUMARSONG 18 дней назад

      ​@@HKMJhumarVideokohi deuthai poroku budhi no disoi ghoroku

  • @suniljhumardj561
    @suniljhumardj561 19 дней назад +2

    Super 👌

  • @anupmusicentertainment
    @anupmusicentertainment 19 дней назад +3

    Nice song dada

  • @jhumarjhumuriaproduction
    @jhumarjhumuriaproduction 19 дней назад +1

    Bahut sundar ❤

  • @Narsinghtudu-te2yg
    @Narsinghtudu-te2yg 15 дней назад +2

    Super song

  • @Bmvlogodia-zc7kj
    @Bmvlogodia-zc7kj 19 дней назад +1

    Bahut sundar gita ta 🎶🆕💥🔥

  • @BMJhumarVideo
    @BMJhumarVideo 19 дней назад +1

    Very nice Song

  • @SaralaMusicOdia
    @SaralaMusicOdia 19 дней назад +3

    ବହୁତ ବଢିଆ ହେଇଛି ଗୀତ ଟି

  • @makramohanta321
    @makramohanta321 18 дней назад +1

    Khub sundar khub bhalo

  • @HrudayaraGito
    @HrudayaraGito 15 дней назад +2

    ଓଡ଼ିଶାରେ ରହିକି ଯଦି ଓଡ଼ିଆ ଶୁଣିବାକୁ ଇଚ୍ଛା ନାହିଁ, ତାହେଲେ ତତେ ବାଂଲାଦେଶ ଚାଲି ଯିବା କଥା 😂😂😂

  • @Jhumartrend
    @Jhumartrend 18 дней назад

    Khub sundor ❤

  • @danardansardar1939
    @danardansardar1939 18 дней назад

    Badhian tusu gita .Bhai juhar.

  • @rahulpoojastor143
    @rahulpoojastor143 19 дней назад

    I love you makar geet dada❤❤❤❤

  • @sahadevmohanta5419
    @sahadevmohanta5419 18 дней назад

    Sundar

  • @piratesimple994
    @piratesimple994 19 дней назад

    Bohut sundar

  • @pramathjhumarofficial
    @pramathjhumarofficial 19 дней назад

    Superb

  • @mohantababu4052
    @mohantababu4052 19 дней назад

    ଏ Baba Go 😮

  • @motilalmohanta87
    @motilalmohanta87 19 дней назад

    ସୁପର ହିଟ୍ ହେଲା ଯେ ଭାଇ🎉🎉

  • @horidervolgs6083
    @horidervolgs6083 19 дней назад

    Super

  • @muralidharmohanta5742
    @muralidharmohanta5742 19 дней назад

    Bahut sundar dada

  • @udmasandhajhumar
    @udmasandhajhumar 19 дней назад +1

    🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️🙆‍♂️
    😄😄😄😄😄😄😄😄😄
    ତେବେ ମୋର ପୁଅ ବୋହୂର demand ନେବାର ନାଇଁ ରେ ବାବା
    ବେଯାଇଁ ଝାମେଲା ଦେଖୁଛି
    ବହୁତ ସୁନ୍ଦର ଗୀତ | ସମାଜ କୁ ନୂତନ ବାର୍ତ୍ତା ଦେବ |
    Best Wishes 🌹🌹🌹🌹

  • @mohantaraju260
    @mohantaraju260 19 дней назад

    Khall khal

  • @djakashbabuofficial5204
    @djakashbabuofficial5204 19 дней назад

    ❤❤❤

  • @BimalaMahanta-o8h
    @BimalaMahanta-o8h 19 дней назад

    ବେଜାଇଁ ସୁନ୍ଦର୍ ଗୋ

  • @bharatofficial2169
    @bharatofficial2169 19 дней назад

    Very nice ❤❤❤❤❤❤

  • @badalmohanta5672
    @badalmohanta5672 19 дней назад

    Nice game 0:19

  • @ashokmohanta6341
    @ashokmohanta6341 18 дней назад

    Kudumali bhuli galaki

    • @HKMJhumarVideo
      @HKMJhumarVideo  18 дней назад

      ମକର ଟା କେବଳ କୁଡୁମୀ ମାନଙ୍କର ନି କି ? ତା ଛଡା ଏ ଗୀତରେ କୋଉଠି କୁଡୁମାଲୀ ଗୀତ ବୋଲି ଲେଖା ହେଇଛି କି ? ଭାଇ ମକର ପର୍ବର ମଜା ସମସ୍ତଙ୍କର ନି ନେବାର ଅଛି । ଓଡ଼ିଶାର ଲୋକ ହୋଇ ଓଡିଆ ଭାଷାକୁ ଏତେ ଘୃଣା କଣ ପାଇଁ ଯେ ।

    • @ashokmohanta6341
      @ashokmohanta6341 18 дней назад

      @HKMJhumarVideo odia ku mu ghruna kare nahin,tahele abe jhumar geet babu odia re bola jiba

    • @HKMJhumarVideo
      @HKMJhumarVideo  18 дней назад

      ଆଜ୍ଞା ଝୁମର ଗୀତ ଓଡ଼ିଆରେ ବୋଲା ହେବା ଟା କେବଳ ଆଜିକାର କଥା ନୁହଁ ଦୀର୍ଘ ବର୍ଷ ପୂର୍ବରୁ ୧୯୮୦ - ୯୦ ମସିହା ବେଳେ ଆକାଶ ବାଣୀ କଟକରୁ ଝୁମର ଗୀତ ଓଡ଼ିଆରେ ବୋଲା ହେବାର ଆମେ ଶୁଣିଛୁ। ତାଛଡା ଖାଲି ଗୀତ ଟା କୁଡୁମାଲୀ ହେଲେ ହେବ କି ଆପଣଙ୍କ ଚାଲି ଚଳନ ବେଶ ଭୂଷା ବି କୁଡୁମୀର ହେବା ଦରକାର। ସତ କହିଲେ ଆଜ୍ଞା ଆପଣଙ୍କ ପରିବାରର କେତେ ଜଣ କୁଡୁମାଲୀ ଭାଷା କହୁଛନ୍ତି।

    • @jasenmarndi4723
      @jasenmarndi4723 7 дней назад

      ଭାଷା ବିଷୟ ଚିନ୍ତା ଜନକ ଖାଲି ଜଣେ କହିଲେ କିଛି ହବନି it will be depend on whole community that which direction community will go all people have to go that side & For one there is no option otherwise he shall get troll by all the people

  • @madhabamahanta5189
    @madhabamahanta5189 18 дней назад

    Wow very beautiful song go dada🌹❤️🌹♥️💘♥️💘👍👍👍👍👍👍👍👍👍👍👍👍👍👍👍👍👍Topa Top👌👌👌

    • @HKMJhumarVideo
      @HKMJhumarVideo  18 дней назад

      Thank you so much for your appreciation 🙏

  • @babulinaik7531
    @babulinaik7531 12 дней назад +1

    😂

  • @rajatmohanta470
    @rajatmohanta470 16 дней назад

    Faltu song

    • @laxmikantamahanta8818
      @laxmikantamahanta8818 16 дней назад

      ଯେମିତି ଲୋକକୁ ସେମିତି ଲାଗିବ।

    • @HKMJhumarVideo
      @HKMJhumarVideo  15 дней назад +1

      ଭଲ ଗୀତ ଗୋଟେ ଦିଅନ୍ତୁ ଛାଡିବା

  • @Newkudmalijhumartv
    @Newkudmalijhumartv 17 дней назад

    Bejain sundar makar geet go dada👌👌👌👌❤❤❤❤😊😊😊😊

  • @KIRANMOHANTAJHUMARSONG
    @KIRANMOHANTAJHUMARSONG 19 дней назад +1

    Bahut sundar singing au music 👌👌👌

  • @GKMEntertainment
    @GKMEntertainment 19 дней назад +1

    Nice ❤🎉

  • @BapunJhumarVideo
    @BapunJhumarVideo 19 дней назад

    Very nice 🎉❤

  • @akjhumarstatus
    @akjhumarstatus 18 дней назад

    Superb 🔥🔥

  • @LALIT__3D__09
    @LALIT__3D__09 19 дней назад

    Super 👌

  • @PranakrushanaMohanta
    @PranakrushanaMohanta 19 дней назад

    Bejain sundar geet ta Bo hoinchhe

  • @diptikantamohanata885
    @diptikantamohanata885 19 дней назад +1

    Nice ❤🎉

  • @nareshstatus5579
    @nareshstatus5579 19 дней назад

    Nice ❤

  • @HariOmMohanta
    @HariOmMohanta 19 дней назад

    Nice❤🎉