🔴LIVE | ଖୋଲିବ ଲକ୍ଷ୍ମଣାନନ୍ଦଙ୍କ ଫାଇଲ୍ ! | Laxmananda Saraswati Death Case | CBI | Odisha Reporter

Поделиться
HTML-код
  • Опубликовано: 9 ноя 2024

Комментарии • 318

  • @thomaskor4406
    @thomaskor4406 2 месяца назад +78

    ଆପଣଙ୍କ ଭଳି ଲୋକ ମାନେ ହିଁ ସେ ଦିନ ଦଙ୍ଗା ସୃଷ୍ଟି କରିଥିବେ, ଯାହା ଆପଣଙ୍କର କଥାବାର୍ତ୍ତା ରୁ ଜଣା ପଡ଼ୁଛି,ଆପଣ ଜାଣି କି ମତ ପ୍ରକାଶ କରନ୍ତୁ, ମନ ଇଛା ଯାହା ବି କହିଦେଲେ ହେବ ନାହିଁ,ମନେ ରଖନ୍ତୁ ଖ୍ରୀଷ୍ଟ ଧର୍ମ ବଲମ୍ବି ମାନେ କେବେବି ନରହତ୍ୟା କରନ୍ତି ନାହିଁ,ତାହା ଇଶ୍ୱରଙ୍କ ଦୃଷ୍ଟିରେ ମହା ପାପ, ଅଟେ,ଆପଣ କଣ ଜାଣିଛନ୍ତି,ଆପଣ ଜାଣିଥିବେ କେତେ ଖ୍ରୀଷ୍ଟିଆନ୍ ମାନଙ୍କୁ ନି ର୍ମମ ଭାବେ ହତ୍ୟା କରାଯାଇଥିଲା, ଅନେକ ବଳିଦାନ ହୋଇ ଥିଲେ,

    • @pradeeppradhan6133
      @pradeeppradhan6133 2 месяца назад +3

      Bhai tanku saitan anda korichi

    • @SangitaDas-fl2tr
      @SangitaDas-fl2tr 2 месяца назад +1

      ଆପଣ ଙ୍କୁ କୋଟି କୋଟି ପ୍ରଣାମ...ସନାତନ ଧର୍ମ ପାଇଁ କାମ କରୁଥିବାରୁ ....christian ମାନଙ୍କୁ ଚାପୁଡ଼ା

    • @SangitaDas-fl2tr
      @SangitaDas-fl2tr 2 месяца назад +2

      ତୁ ଥୋମାସ christian...kerala ରୁ ଆସିଛୁ ପାଦ୍ରୀ ଚାକିରୀ କରିଛୁ...ଧର୍ମ ପରିବର୍ତ୍ତନ କରିବା ତୋର କାମ

    • @mbiswajit5341
      @mbiswajit5341 2 месяца назад +1

      @@SangitaDas-fl2tr we are in one planet we can't save religion it's will of God... Many civilization came and went.. So religion is not in our hand... It's a kind of faith and faith can help you to live happy life that's it

    • @Jyotidailyvlog121
      @Jyotidailyvlog121 2 месяца назад

      ​@@SangitaDas-fl2trପୁରା ଟିକ କଥା କହିଲ sir ଏହି Cristian ଲୋକ କୋଉଟୁ ଆସୁଛନ୍ତି କେଜାଣି କିଛି କାମ ଧନ୍ଦା ନାହିଁ ଏହି ଲୋକ ମାନଙ୍କର

  • @DaudaDaudaraita
    @DaudaDaudaraita 2 месяца назад +57

    ଏହି ବାବା ନକ୍ସଲ ମାନେ ମାରି ଦେଲେ ହେଲେ ଖ୍ରୀଷ୍ଟିଆନ ମାନେ ମାରିଲେ ବୋଲି ଦଙ୍ଗା ଆରମ୍ଭ କରିଛନ୍ତି କେତେ ଲୋକ ମାନଙ୍କୁ ପ୍ରାଣ ଗଲା କିନ୍ତୁ ଖ୍ରୀଷ୍ଟିଆନ ମାନେ ମାରି ନାହାନ୍ତି ଆମେ ସବୁ ଜାଣିଛୁ ଯଦି ୨୦୦୮ ବର୍ଷ ପରି ଦଙ୍ଗା କରିବ ତାହାହେଲେ
    ପରିସ୍ଥିତି ଏପରି ବହବ ଆଗବଡି ଆମେ ଚୁପ୍ ରହିବୁ ନାହିଁ 8:09

    • @Ponting.123
      @Ponting.123 2 месяца назад +2

      ଦଙ୍ଗା କଲେ ରାମ ନାମ ସତ୍ୟ ନେବ

    • @NSkantKumar
      @NSkantKumar 2 месяца назад +8

      ଦୃଢ଼ ଜବାବ ପାଇଁ ରେଡି ରହିବା ଦରକାର !! ଭୟ ଆଉ ନ କରିବା ଭଲ କେବେ ବି ମରିବା, ଶୟତାନ କୁ ପ୍ରତିରୋଧ କରି ମରିବା ଭଲ !?

    • @Ponting.123
      @Ponting.123 2 месяца назад +3

      @@NSkantKumar right bro..

    • @SusuntSusunt
      @SusuntSusunt 2 месяца назад +1

      Right 👍

    • @jirashgamango
      @jirashgamango 2 месяца назад +2

      Kete pasted manaku hatya kara gola hele semanankaro hotya kari manonku kebe tadanto kari ki girap kara jibi.

  • @sushantmallick6652
    @sushantmallick6652 2 месяца назад +43

    ବିନା ପ୍ରମାଣ ରେ Christian ମାନଙ୍କୁ ଦୋଷ ଦେବା କେତେ ଦୂର ଟିକ୍।

  • @manasdigalofficial
    @manasdigalofficial 2 месяца назад +62

    CBI ତଦନ୍ତ ହେଉ church ବା Christian ମାନଙ୍କୁ ଦୋଷ ଦିଅନ୍ତୁ ନି?

    • @Mr.K.G.F222Mallick
      @Mr.K.G.F222Mallick 2 месяца назад +3

      ତମେ ଅନ୍ଧ ହେଇ ହିଁ ଅଛ କିନ୍ତୁ ଜାଣି ପରୁନ କିଏ ମାରିଛି ଲକ୍ଷ୍ମଣ ନନ୍ଦ କୁ ନିରୀହ christian ଲୋକ ଙ୍କୁ ମାରିବା ପାଇଁ ତମର ଧର୍ମ ଗୋଟେ ଲୋକଙ୍କୁ ମାରିକି ଖାଇବା ଧର୍ମ ଆଉ ନିରୀହ ଲୋକମାନଙ୍କ ଲୁଟି କି ନେବା ଟା ତମର ପରା ସେହି ଟା ଧର୍ମ ତମକୁ ଶିଖେଇ ଛି ମଣିଷ ମାରିବା ଆଉ ବୋଳି ଦେବା ତମେ ମାନେ ମଣିଷ ହେଇଥିଲେ ସିନା ଜାଣିବ ତମେ ମାନେ ତ ରାକ୍ଷସ ଅନ୍ଧ ଭକ୍ତ ମାନେ ଅନ୍ଧ ହେଇ କି ରହିବା ଥରେ ଭାବ ମୟୂରଭଞ୍ଜ ରେ ଯୋ Chtistian Family କୁ ଗାଡ଼ି ରେ ପୁଡ଼ି ଦେଇ ଥିଲେ ହିନ୍ଦୁ ଲୋକମାନେ ମାନେ ଅଛି କି 1999 ଜାନୁଆରୀ 22 ତାରିଖ ରେ ତମେ ମାନେ ପୃଥିବୀ ରେ ଏଥି ପାଇଁ ଜନ୍ମ ହେଇଛି ଲୋକ ମାନଙ୍କୁ ମାରୀକି ଖାଇବା ପାଇଁ ଲୋକ ତ କହୁଛନ୍ତି ନକ୍ସ ମାରିଛନ୍ତି ଆଉ ତମେ ଖାଲି christian christian ମାନେ ହିଁ ମାରି ଚୋନ୍ତି ବୋଲି କହୁଛ କଣ ନକ୍ସଲ୍ କୁ ଡରୁଛ କି ନା ନେବା ପାଇଁ ରାତି ରେ ଆସି ମାରିଦେବେ କହି ଲକ୍ଷ୍ମଣ ନନ୍ଦ ଛୋଟ ଝିଅ କୁ ରେପ୍ କରିଥିଲା ବୋଲି କହୁ ଥିଲେନ୍ ନକ୍ସଲ ର ଭଉଣୀ କୁ ତମେ ଜାଣି ନ କି ଅନ୍ଧ ଭକ୍ତ ମାନେ

  • @architanayak5891
    @architanayak5891 2 месяца назад +63

    ପ୍ରିୟ ର ଖ୍ରୀଷ୍ଟୀୟାନ୍ ଭାଇ ଭଉଣୀ ମାନେ ଚିନ୍ତା କରନ୍ତୁ ନାହିଁ ପ୍ରଭୁ ଅଛନ୍ତି ❤

    • @rashmiswain3190
      @rashmiswain3190 2 месяца назад

      Au Prabhu kichhi kariparibe nahi. Christa dharmabalambi loka Mane danga karichanti eha Satya ate .

    • @jchoudhury274
      @jchoudhury274 2 месяца назад +1

      ଯିଏ ଦଶ କରିଛି ଦଣ୍ଡ ପାଇବ ଏତେ ଚିନ୍ତା କାହିଁକି

    • @architanayak5891
      @architanayak5891 2 месяца назад

      @@rashmiswain3190 any proof 🙄

    • @architanayak5891
      @architanayak5891 2 месяца назад

      @@jchoudhury274 ସେଇଟା ତୋ ଆଜ୍ଞା 😌

    • @architanayak5891
      @architanayak5891 2 месяца назад

      @@rashmiswain3190 କିଛି ପ୍ରମାଣ ଅଛି କି ଆପଣ ଙ୍କ ପାଖରେ ତାହେଲେ ଯାଆନ୍ତୁ ଆଉ ପୋଲିସ ରେ ଦେବେ ଘରେ ବସିକି ରହିଲେ ଥୋଡ଼ିନ problem solve ହେବ

  • @Prashantbrother1432
    @Prashantbrother1432 2 месяца назад +26

    ଶଳା ଯାକ ଲିଭି ଯାଇଥିବା ନିଆଁ କୁ ପୁଣି ଥରେ ପେଟ୍ରୋଲ ଢାଳୁଛ

  • @RubindraMallick-mr4nr
    @RubindraMallick-mr4nr 2 месяца назад +23

    ଖ୍ରୀଷ୍ଟିଆନ ମାନେ କେବେବି ନର ହତ୍ୟାକାରୀ ହେବେନାହିଁ, ତେଣୁ ଖ୍ରୀଷ୍ଟିଆନ ଙ୍କୁ ଦଶ ଦିଅନ୍ତୁନାହିଁ 🙏🙏

  • @SashikantSashikant-wy7hr
    @SashikantSashikant-wy7hr 2 месяца назад +26

    ଜଣେ ଚୋର , ଡକାୟତି , ଅଧର୍ମ , କ୍ରିମିନାଲ, ହତ୍ୟା କାରି ଜଘନ୍ୟ ପାପୀ ବାରବା ପାଇଁ ତାଙ୍କ ବଦଳରେ ନିର୍ଦୋଷରେ ଯୀଶୁଙ୍କୁ କୃଶ ବିଧ କଲେ ଠିକ୍ ସେମିତି ଅନ୍ୟ ଜଣଙ୍କ ଦୋଷ ବର୍ତମାନ ନୀରୀହ ନିର୍ଦୋଷରେ ଖ୍ରୀଷ୍ଟିଆନ ଲୋକ ମାନଙ୍କ ଉପରେ ଲୋଦି ଦେଇ ଶାଶ୍ତି ଦଣ୍ଡ ଦିଆଯାଉଛି , ଯେଉଁମାନେ ଧର୍ମ ନାମରେ ନିଜ ଗ୍ରାମ ଗାଁ ସାହି ପୋଡ଼ସୀ ନିଜ ଘରେ ଥିବା ଖ୍ରୀଷ୍ଟଙ୍କ ବିଶ୍ବାସୀ ଲୋକ ମାନଙ୍କୁ ତମେ ସୁଆମିଜୀ କୁ ହତ୍ୟା କଲ କହି ଜାଣି ଶୁଣି ଦେଖି ଅଯଥା ନିରିହ ଲୋକଙ୍କର ଜୀବନ ନେଇ ହତ୍ୟା କରି ଘର ଜାଳି ଦେଇ ସମସ୍ତ ଙ୍କୁ ତଡ଼ି ଦେଲ , ଏବେ ନିଜକୁ ନିଜେ ଧାର୍ମିକ ସହିସ୍ଣ ଦାବି କରୁଛ , ନିଶ୍ଚୟ ଅଛି ଜୀବନ ର ମୂଲ୍ୟ - ପାପର ବେତନ ମୃତ୍ୟୁ

  • @arpitaranipradhan5867
    @arpitaranipradhan5867 2 месяца назад +49

    ଲଜ୍ଜା ଲାଗୁନି ଆପଣଙ୍କୁ '' ଆମେ ସହିଷ୍ଣୁ " ବୋଲି କହୁଛନ୍ତି ! ଏତେ ବଡ଼ ଦଙ୍ଗା ୨୦୦୮ ମସିହାରେ କଲ |
    ସେ ଦଙ୍ଗା ହିନ୍ଦୁ ମାନେ କରିଥିଲେ ନା ଖ୍ରୀଷ୍ଟିୟାନ୍ ମାନେ କରିଥିଲେ ?
    ଦଙ୍ଗାରେ କିଏ ସବୁ ସହିଥିଲା ହିନ୍ଦୁମାନେ ନା ଖ୍ରୀଷ୍ଟିୟାନ ମାନେ ?
    ନନ୍ ଧର୍ଷଣ ବିଷୟରେ କ'ଣ କହୁଛନ୍ତି ଆପଣ ? ଠିକ୍ ରେ ଜାଣିକି କହୁଛନ୍ତି ନା ଏମିତି ହିଁ ଯାହା ଇଚ୍ଛା ତାହା କହୁଛନ୍ତି ?

    • @Ponting.123
      @Ponting.123 2 месяца назад +2

      Sata katha

    • @milanpalgospelsinger3744
      @milanpalgospelsinger3744 2 месяца назад +3

      You are right sister

    • @janakidash7277
      @janakidash7277 2 месяца назад +4

      Aimane Hindu Hindu bali jo proud karuchhonti...aimanka kama heuchi Gunda gardi Kariba...aimane Santi kn jananti nhi ..jibo hatya papo kuhanti bt narahatya karibaku pochanti nhi...lajya lagiba katha aimananku

    • @janakidash7277
      @janakidash7277 2 месяца назад +2

      Are Christian Mane kebe kahaku hatya karanti nhi...tame b bhalare janicho...mon firao...nohele au rakhya nahi...abe marideba Christian ku...tame kn pruthibiri hin eahijiba ki

    • @enoshnayak6874
      @enoshnayak6874 2 месяца назад +3

      Right sister 👍

  • @arpitaranipradhan5867
    @arpitaranipradhan5867 2 месяца назад +53

    ଖ୍ରୀଷ୍ଟିୟାନ ମାନଙ୍କୁ ଦୋଷ ଦେବା ବନ୍ଦ କର ।

    • @kaniska1991
      @kaniska1991 2 месяца назад +1

      ଖ୍ରୀଷ୍ଟିଆନ ମାନେ ହି ଦଙ୍କl କରି ଥିଲେ

    • @jiskelmandal6363
      @jiskelmandal6363 2 месяца назад +1

      ​@kaniskapradhan4854 do you have proof?

    • @arpitaranipradhan5867
      @arpitaranipradhan5867 2 месяца назад

      @@kaniska1991 ତମ ମାନଙ୍କ ମୁହଁରେ ଲଜ୍ଜା ନାହିଁ ଲଜ୍ଜା ଯଦି ଟିକେ ବି ଥାଆନ୍ତା ଏମିତି କହି ନ ଥାନ୍ତ ।

    • @AsimMsd
      @AsimMsd 2 месяца назад

      ​@@kaniska1991ranchi jao

    • @miliproduction8750
      @miliproduction8750 2 месяца назад

      Tame kemiti janicho​@@kaniska1991

  • @DrMRDash
    @DrMRDash 2 месяца назад +3

    ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ଯଦି ଏଯାଏଁ କୌଣସି ଦୋଷୀକୁ ନ ପାଇ କେମିତି ତାହେଲେ ସିଧା ସଳଖ ଖ୍ରୀଷ୍ଟିଆନ ମାନଙ୍କୁ ଆକ୍ରମଣ କରାଗଲା ? ଏହା ଏକ ନିନ୍ଦନୀୟ ବିଷୟ ଅଟେ l

  • @basudevsahoo3801
    @basudevsahoo3801 2 месяца назад +19

    ୟେ ସ୍ୱାମୀଜୀ ପୁରା ବେକାର କଥା କହୁଛି । ଲୋକ ମାନେ ସତ୍ୟ ଈଶ୍ୱର ଙ୍କୁ ଜାଣି ଯୀଶୁ ଙ୍କୁ ଗ୍ରହଣ କରିଦେଲେ। ତାଙ୍କ ବେପାର କମିଯିବ ଡର ରେ ଏମିତି ଖ୍ରୀଷ୍ଟିଆନ ମାନଙ୍କୁ ଦୋଷ ଦେଉଛନ୍ତି। ଯଦି ଖ୍ରୀଷ୍ଟିଆନ ମାନେ ଲକ୍ଷ୍ମଣାନନ୍ଦ ଙ୍କୁ ମାରିଦେଲେ ଆଉ ଦଙ୍ଗା ସମୟରେ ସେମାନେ କେତେ ଜଣ ହିନ୍ଦୁଙ୍କୁ ମାରିଥିଲେ ଟିକେ କହିପାରିବେ। ଓଲଟା ଆକ୍ରମଣ ନକରି ନୀରବ ରହିଲେ। କାରଣ ବାଇବେଲ ରେ ନର ହତ୍ୟା ପାପ ବୋଲି ଲେଖା ଅଛି। ଆଉ ଖ୍ରୀଷ୍ଟିଆନ ମାନେ ସବୁବେଳେ ବାଇବେଲ କୁ ମାନନ୍ତି ଆଉ ନିଜକୁ ପୃଥକ ରଖନ୍ତି ସେମାନେ କେବେବି ଏମିତି ହତ୍ୟା କାମ କରୁନଥିବେ ଏ ଯୋଉ ମିଛ କଥା କହୁଚ କଣ ପାଇଁ

  • @SushantKumar-t1e
    @SushantKumar-t1e 2 месяца назад +2

    ଜୟ. ଶ୍ରୀ. ରାମ. Cbi, ତଦନ୍ତ, heijau🙏

  • @neelsworld4867
    @neelsworld4867 2 месяца назад +3

    ଦଙ୍ଗାକାରୀ ଲକ୍ଷ୍ମଣାନନ୍ଦ ଦିଶୁଛି କିନ୍ତୁ ଶହ ଶହ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ ମାନେ ବି ହତ୍ୟା ହେଲେ, ନିରୀହ ଖ୍ରୀଷ୍ଟ ଧର୍ମ ଯାଜକ, ସେବଭଗ୍ନି ଓ ପାଷ୍ଟର ମାନଙ୍କୁ ସର୍ବସାଧାରଣ ରେ ଅତ୍ୟାଚାର କରାଗଲା। ଗିର୍ଜା ଗୃହ, ଗିର୍ଜା ସାମଗ୍ରୀ ଓ ପବିତ୍ର ବାଇବଲ ଗୁଡ଼ିକୁ ଜାଳି ଦିଆଗଲା। ତଥାପି ଅଞ୍ଚଳର ଖ୍ରୀଷ୍ଟିଆନ ମାନେ ସବୁ ନୀରବ ରେ ସହ୍ୟ କରିଛୁ। ଏବେ ବି ସହିବୁ କାରଣ ଧର୍ମ ଲାଗି ତାଡନା ପାଇବା, ଏକାରେକ କୁ ପ୍ରେମ ଓ ସମ୍ମାନ କରିବା ଆମ ଧର୍ମ ଶିକ୍ଷା ର ସାରମର୍ମ । ଯାହା କଲେବି ତୁମେ ଆମକୁ ହିନ୍ଦୁ କରି ପାରିବନି। ଆଉ ମନେରଖ ତୁମ୍ଭ ମାନଙ୍କର ଅନ୍ତ ସୁନିଶ୍ଚିତ ଓ ଖୁବ୍ ଶୀଘ୍ର ହେବ। ପୃଥିବୀରେ ପୂର୍ବରୁ ମୁସଲିମ ଆତଙ୍କବାଦୀ ଥିଲେ, ଏବେ ତୁମେମାନେ ନୂଆ ଆତଙ୍କବାଦୀ। ଗଣ୍ଡଗୋଳ, ମାରପିଟ୍, ନାରୀ ନିର୍ଯାତନା, ଭଙ୍ଗାରୁଜା ଇତ୍ୟାଦି କେବେ ବି ଗୋଟିଏ ସୁସ୍ଥ ସଂଗଠନ ର ସଭ୍ୟ ମନେ କରନ୍ତି ନାହିଁ। କେବେ ଶୁଣିଛ କି ଦେଖିଛ ଯେ ଭାରତର କୋଉଠି ଖ୍ରୀଷ୍ଟିଆନ ମାନେ ସାମ୍ପ୍ରଦାୟୀକ ଦଙ୍ଗା ସୃଷ୍ଠି କରିଛନ୍ତି ବୋଲି? ଜମା ନାହିଁ, କେବଳ ଯାତନା, ତାଡନା ଓ ନିନ୍ଦା ପାଇଛୁ ଆମେ। ମନେରଖ ଆମ ଧର୍ମ ଗୋଟିଏ ଚାପୁଡ଼ା ବଦଳେ ଆଉ ଗୋଟିଏ ଗାଲ ଦେଖାଇ ଦେବା ବିଷୟ ପ୍ରଚାର କରି ଆସୁଛି। ହିଂସା ଓ ଘୃଣା ର କୌଣସି ସ୍ଥାନ ନାହିଁ ଖ୍ରୀଷ୍ଟ ଧର୍ମ ରେ।
    ଆଉ ଗୋଟିଏ କଥା, ଟିକେ କନ୍ଧମାଳ ଜିଲ୍ଲା ରେ ସର୍ଭେ କରି ଦେଖ, ଯେଉଁମାନେ 2007-08 ଦଙ୍ଗା ରେ ଆତଙ୍କ ସୃଷ୍ଟି କରି ଗୀର୍ଜା ଭାଙ୍ଗିଥିଲେ, ଯାଜକ ଓ ପାଷ୍ଟର୍ ମାନଙ୍କୁ ମାରିଥିଲେ, ସେମାନେ କିଭଳି ବଞ୍ଚିଛନ୍ତି ? ସେମାନଙ୍କ ଉପରେ ଉର୍ଦ୍ଧ୍ୱରୂ କଣ କଣ ବିପଦ ଆସିଛି?

  • @rajendradas9689
    @rajendradas9689 2 месяца назад +25

    ଆରେ ସମ୍ମାନିତ ,ତୁ ଖ୍ରୀଷ୍ଟୀୟାନ ମାନଙ୍କୁ ତୁ ନିନ୍ଦା କରୁଛୁ ଆଉ ଓ ସୁସ୍ଥ ଓଡ଼ିଶାରେ ପୁଣି ଦଙ୍ଗା ସୃଷ୍ଟି କରିଵୁ ??????? BJP ର କାମ ଆଉ କ'ଣ ?? ଭାରତୀୟ ଜନତା ପାର୍ଟି ପୁରା ଭାରତବର୍ଷରେ ସବୁବେଳେ ଦଙ୍ଗା କରୁଛି , ପ୍ରମାଣିତ ( ମଣିପୁର) ।ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି କରିବା ଵହୁତ କଷ୍ଟ BJP ର ????

    • @debashishpanda5152
      @debashishpanda5152 2 месяца назад

      Cristian manonku naiki to bou bia ree puraidae safe rohiba betichad to volia mc pain aji hindu badnam houchanti

  • @RubindraMallick-mr4nr
    @RubindraMallick-mr4nr 2 месяца назад +15

    2029 ରେ b j p ମୂଳ ପୁଛେଇ ଯିବା

    • @Abhishek-bs1uz
      @Abhishek-bs1uz 2 месяца назад

      Toh hisab re tahale kiye rahiba darkar

    • @BabuMishra-u6s
      @BabuMishra-u6s 2 месяца назад

      B na

    • @MunaDigal-ni3bf
      @MunaDigal-ni3bf 2 месяца назад

      Thik katha.puni abhisap asiba bjp pain.kahin ki na kandha mala danga pain bjp bjd menta bhangi jai thila.

  • @RahulNayak-ob3yb
    @RahulNayak-ob3yb 2 месяца назад +10

    ଜାତି ଧର୍ମ ନାଁରେ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲଗେଇବା ହେଲା bjp ର କର୍ତ୍ତବ୍ୟ କର୍ମ

  • @bijaybag-zc7tv
    @bijaybag-zc7tv 2 месяца назад +22

    ଭାଇ ତୁଚ୍ଛା ରେ ଖ୍ରୀଷ୍ଟିଆନ ମାନଙ୍କୁ ନିନ୍ଦା କରନ୍ତୁ ନାହିଁ.. ନିଜେ ତୋ ଦଙ୍ଗା ସୃଷ୍ଟି କଲ 2008 ରେ, ପୁଣି ଆଉ ଥରେ କରିବା ପାଇଁ ଆରମ୍ଭ କରୁଛ, ଖ୍ରୀଷ୍ଟିଆନମାନେ ମୂର୍ଖ ନୁହନ୍ତି ଯେ ନରହତ୍ୟା କରିବେ, ଖ୍ରୀଷ୍ଟିଆନ ମାନେକାହାକୁ ମାରନ୍ତି ନାହିଁ.. କି ଆପଣଙ୍କମାନଙ୍କ ପାରି ଲୋଭି ନୁହନ୍ତି, ଆପଣମାନେ ଦଙ୍ଗା କରି ଓଡିଶା ଓ ଦେଶ ର ଇଜତ ମାଟିରେ ମିଶାଇ ଦେଲେ.. ମନେରଖ ସୁଧୁରିଜାଅ.. ନଚେତ ପ୍ରଭୁ ନିଶ୍ଚୟ ତୁମକୁ ଦଣ୍ଡ ଦେବେ,
    ମୁଁ ତ ନିଶ୍ଚୟ ଆପଣମାନଙ୍କ ନିମନ୍ତେ ପ୍ରାର୍ଥନା କରିବି ଉତ୍ତମ ଜ୍ଞାନ ଓ ସୁବୁଦ୍ଧି ମିଳୁ ତୁମ ସମସ୍ତଙ୍କୁ ଓ ଭଳ ରାସ୍ତାକୁ ଫେର..

  • @jsrprince3858
    @jsrprince3858 2 месяца назад +2

    ଏମିତି ଲାଗୁଛି ସେହି ପୁରୁଣା ଫାଇଲ ଖୋଲିବେ, ଆଉ ଥରେ ଦଙ୍ଗା ଆରମ୍ଭ କରିବେ, ଦଙ୍ଗା ଆରମ୍ଭ କଲେ ସେହି ବୁଢ଼ା ବଞ୍ଚି ଉଠିବ 😂😂😂😂😂. ବେଲଜ୍ୟା କାପୁରୁଷ ଗୁଡା , ଦୋଷୀ କୁ ଧରି ନ ପାରି christian ମାନଙ୍କୁ ଦୋଷାରୋପ କରୁଛ. ନୀରିହ ଗରିବ ଆଦିବାସୀ ମାନଙ୍କ ମଧ୍ୟରେ ଧର୍ମ ନା ରେ ଦଙ୍ଗା ସ୍ରୁଷ୍ଟି କରୁଛ.

  • @AmitaDigal-j6n
    @AmitaDigal-j6n 2 месяца назад +19

    ,ଆଜ୍ଞା ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଦୋଷ ଲଦି ଦିଅନ୍ତୁ ନାହିଁ। କାରଣ ବାକ୍ୟ ରେ ଉଲ୍ଲେଖ କରାଯାଇଛି ନର ହତ୍ୟା ମହା ପାପ । ହତ୍ୟା କାରିଙ୍କୁ କେବେ ମଧ୍ୟ ଜୀବନରେ ଶାନ୍ତି ମିଳିବ ନାହିଁ । ତାଙ୍କ ପାଇଁ ଏହି ଜଗତରେ କିମ୍ବା ସ୍ଵର୍ଗରେ ମଧ୍ୟ ସ୍ଥାନ ନାହିଁ । ଏହା ନିଶ୍ଚିତ ଅଟେ।

    • @akhilsingh8765
      @akhilsingh8765 2 месяца назад +1

      ଏମାନେ ବାକ୍ୟ କଥା କହିଲେ କେମିତି ଜାଣିବେ ଭାଇ

    • @jitukanhar5810
      @jitukanhar5810 2 месяца назад

      🎉ଗୋ ହତ୍ଯା ପାଇଁ ବିରଧ କରୁଥିେଲ ସେଥି ପାଇଁ ତାଙ୍କର ଜୀବନ ଗଲା

  • @prasannakumarnayak2458
    @prasannakumarnayak2458 2 месяца назад +16

    ପୁଣି ଥରେ ତଦନ୍ତ ହେବା ସ୍ୱାଗତ ଯୋଗ୍ୟ କିନ୍ତୁ ଏମିତିକା ମିଛ କହି ଦୋଷ ଦେବା ଠିକ ଲାଗୁନି ଏ ବାବା ହେଉ କିମ୍ବା ଓକିଲ ର ଭାଷା ରୁ ଜଣାପଡୁଛି ଏମିତକା ଲୋକ ମାନେ ହିଁ ଦେଶ ପାଇଁ ବିପଦ

    • @rjsoy4432
      @rjsoy4432 2 месяца назад

      ତଦନ୍ତ ହେବାକୁ ସ୍ଵାଗତଯଜ୍ଞ କିନ୍ତୁ ବିନା ପ୍ରମାଣ ରେ ଆରପ୍ ପ୍ରତ୍ୟରପ ମାନବ ସମାଜ ପାଇଁ ବହୁତ ବଳ ବିପଦ

    • @prasannakumarnayak2458
      @prasannakumarnayak2458 2 месяца назад

      @@rjsoy4432 ଠିକ କଥା ଟିଏ କହିଲେ. ଏମାନଙ୍କ ଭାଷା ରୁ ଜଣାପଡୁଛି କନ୍ଧମାଳ ରେ ଅଶାନ୍ତି କିଏ ଶୃଷ୍ଟି କରୁଛି. ପ୍ରଶାସନ ଙ୍କୁ ଅନୁରୋଧ କରେ ଏମିତିକା ଲୋକ ମାନଙ୍କୁ ତୀକ୍ଷ୍ଣ ଦୃଷ୍ଟି ରଖନ୍ତୁ

  • @jyotishburh5008
    @jyotishburh5008 2 месяца назад +3

    BJP ଯେଉଁଠି ସେଥି ଡଙ୍ଗା ସୁନିଶ୍ଚିତ

  • @Prashantbrother1432
    @Prashantbrother1432 2 месяца назад +13

    ଯିଏ ମାରିଛି ସିଏ ମରିଛି କି ବଞ୍ଚିଛି , ସେତେବେଳେ କୁଆଡ଼େ ଯାଇଥିଲ ବେ କେତେ ବର୍ଷ ର ଘଟଣା କୁ ଏବେ ହତ୍ୟା କାରୀ କୁ ଖୋଜୁଛ ,ଲଜ୍ଜା ଟିକେ ଲାଗୁନି କି ଛି......

  • @DrMRDash
    @DrMRDash 2 месяца назад +2

    ସେହି ସମୟରେ ତ BJP ଆଉ BJD ମିଳିତ ସରକାର ଥିଲା ତେବେ ଏହାର ଅର୍ଥ କଣ ହେଇପାରେ?

  • @JeevankumarMallick
    @JeevankumarMallick 2 месяца назад +16

    କାଇ ଖ୍ରୀଷ୍ଟିଆନ ଭାଇ ମାନଙ୍କୁ ଦଶ ଦେଉଚ

    • @SangitaDas-fl2tr
      @SangitaDas-fl2tr 2 месяца назад

      କାଇ ତ ଆଦିବାସୀ ସେମାନ ଙ୍କୁ christian କାହିଁକି କହୁଛୁ...ସେମାନେ କଣ ଇଂଲାଣ୍ଡ ଜନ୍ମ ହେଇଥିଲେ

  • @bhaskarjagaranga6296
    @bhaskarjagaranga6296 2 месяца назад +4

    ମାଆ ଗୀହା ବୁଡ଼ା ଖ୍ରୀଷ୍ଟିଆନ କୁ ନିନ୍ଦା କରୁଛୁ କନ୍ଧମାଳ ରେ ଦଙ୍ଗା କଲେ ହିନ୍ଦୁ ମାନେ ଖ୍ରୀଷ୍ଟିଆନ ମାନଙ୍କ ପରିବାର କୁ ଦୁର୍ବ୍ୟବହାର ଭାବରେ ହତ୍ୟା କଲେ । ସେ laxman thila Jane ପଲଙ୍କ ବାବା ସେ ମାଗେହି ବୁଡ଼ ତା ଝିଅ କୁ ଗେହୁଥିଲା ତୋ ସେଥିପାଇଁ ଘୋଡା ଗେହୀ ବୁଡା କୁ ବାଦୁଚି । ଅଯଥା ଠାରେ christian ମାନଙ୍କୁ ନିନ୍ଦା କରୁଛି।

  • @DrMRDash
    @DrMRDash 2 месяца назад +2

    ଆଜି ତଦନ୍ତ କଲେ ଜଣାପଡୁଛି ଯେ BJP ହିଁ ଗୋମାଂସ ର ବ୍ୟବସାୟ ଅଧିକ ମାତ୍ରାରେ କରିଅଛି l

  • @kinashRocky
    @kinashRocky 2 месяца назад +9

    ଶଳା ମୂର୍ଖ ତତେ ଆଉ କିଛି କହିବାକୁ ମିଳିଲାନି ଶେଷରେ ଚର୍ଚ୍ଚ ମିଳିଲା, ଚର୍ଚ୍ଚ ଦାୟୀ ବଲି କହୁଚୁ, ତୁ ଦେଖିଯାଇଥିଲୁ, ଚର୍ଚ୍ଚ କହିଲେ କଣ ତୁ ଜାଣିଛୁ? ମୁଁ ଯଦି କହିବି ତୁ ପ୍ଲାନ କରି ଆମ ସାହେବ କୁ ମାରିଛୁ ବଲି ତୁ କଣ ରାଜି ହବୁ?। ଯାହା ମନରେ ମନରେ ଆସୁଛି ତାହା କହିଚାଲିଛୁ ନାଇଁ। ଚର୍ଚ୍ଚ କାହାକୁ ମାରେନି ଚର୍ଚ୍ଚ ଅନ୍ୟ ମାନଙ୍କ ଜୀବନ ବଞ୍ଚାଏ। ତୁ କାଲିଠୁ ଟିକେ ଚେଷ୍ଟା କରେ ଧରମା ପରିବର୍ତନ କରିବାକୁ

  • @SangitaDas-fl2tr
    @SangitaDas-fl2tr 2 месяца назад +1

    ସବୁ christian ଙ୍କୁ ଧର ହାଣ....ଧର୍ମ ପରିବର୍ତ୍ତନ କରିବା ତାଙ୍କର ଛାଡି ଯିବ.....ଯେଉଁଠି ଦେଖୁଛ ଧର୍ମ ପରିବର୍ତ୍ତନ କାମ ଚାଲିଛି ଧାର ହାଣ

  • @bikrammalabishoyi709
    @bikrammalabishoyi709 2 месяца назад +3

    ଏମିତି ଲୋକହି ମାରିଚୈତି ଆଉ କ୍ରିଷ୍ଟୀୟାନ୍ ମାନଙ୍କୁ ଦୋଷ ଦ ଉଛନ୍ତି ଏମାନେ ହେଲେ ଦଙ୍ଗାକାରି

  • @NaturalViralVideos-t9s
    @NaturalViralVideos-t9s 2 месяца назад +1

    ଆଜ୍ଞା କିଏ ଆପଣ ତ ନିଜେ କହୁଛନ୍ତି
    ଧର୍ମ ପରିବର୍ତନ ନିମନ୍ତେ ନିଜ ଉପରେ ରହିଲା, ସେଥିରେ କାହାକୁ ବନ୍ଧନ ନାହିଁ। ତ ମିସିନାରୀ, ପାଳକ ଓ ଖ୍ରୀଷ୍ଟିଆନ ମାନଙ୍କୁ ଏ ବିଷୟରେ ଦୋଷ ଦେଉଛନ୍ତି ।

  • @ShyamShyam-d7t
    @ShyamShyam-d7t Месяц назад +1

    We want justice

  • @RajuRaju-ms6oe
    @RajuRaju-ms6oe 2 месяца назад +3

    ତମେ ହିଁ ଦଙ୍ଗା କରିଥିଲ ମାଗିହା

  • @SantunKumar-pp1no
    @SantunKumar-pp1no 2 месяца назад +2

    ଲକମଣନଦଂ ଆସିବେ ଆପଣମାନେ ବସିଜଗିଛ।

  • @chandinimadam7156
    @chandinimadam7156 2 месяца назад +1

    CBI ତଦନ୍ତ କର

  • @pratikshyakumarrout4610
    @pratikshyakumarrout4610 2 месяца назад +4

    CBI ତଦନ୍ତ ହେଉ। ସତ୍ୟ ସାମ୍ନାକୁ ଆସୁ । ଆପଣ ମନେଇଛା ବିବୃତି ଦେଇ ଦଂଗା ସୃଷ୍ଟି କରନ୍ତୁ ନାହିଁ । Christians are a peace loving community. କନ୍ଧମାଳ ର ସମସ୍ତ ଖ୍ରୀଷ୍ଟୀୟାନ୍ ମାନେ ଏଥିରେ ସଂଷ୍ଳିଷ୍ଟ ନ ହୋଇ ମଧ୍ୟଏହି ଦଂଗା ରେ ଅକଥନୀୟ ଅତ୍ୟାଚାର ସହିଲେ ଓ କ୍ଷତିଗ୍ରସ୍ତ ହେଲେ । କେହି ଏପରି ମୁର୍ଖାମୀ କରନ୍ତି ନାହିଁ । So plz talk sense. Don't spraid sponcered hatred in public. Odisha has been a peace loving state , plz don't spoil its harmony. Please...

  • @amiya1116
    @amiya1116 2 месяца назад +4

    ଏହି ବ୍ୟକ୍ତି ଖ୍ରୀଷ୍ଟିୟାନ୍‌ଙ୍କ ବିରୋଧରେ ଭିତି ହିନ କଥା କହି ଦଙ୍ଗା ସୃଷ୍ଟି କରିବାକୁ ନିରିହ ଅଶିକ୍ଷିତ ଲୋକମାନଙ୍କ ମନରେ ପ୍ରେରଣା ସୃଷ୍ଟି କରୁଛନ୍ତି, ଲୋକଟା Highly Educated Cheating PhD Complete ବୋଧେ, ସମସ୍ତେ ମନେ ରଖନ୍ତୁ ସବୁ ଖ୍ରୀଷ୍ଟିୟାନ୍ RSS, ବଜରଙ୍ଗ ଦଳ ଓ Murderer Dara Singh ପରି ନୁହଁନ୍ତି, ଆମର ଲକ୍ଷ ସମସ୍ତଙ୍କୁ ପ୍ରେମ କରିବା, ମାରିବା ନୁହେଁ, ଅଧିକ ଜାଣିବାକୁ ହେଲେ ମୋତେ କଲ୍ କରନ୍ତୁ, ନହେଲେ BIBLE ପଢ଼ନ୍ତୁ ଧନ୍ୟବାଦ ❤❤❤

  • @RubindraMallick-mr4nr
    @RubindraMallick-mr4nr 2 месяца назад +8

    ବିଜେପି କ୍ରିମିନାଲ, ସରକାର ଦାରସିଂକୁ କାହିଁକି ଛାଡ଼ିବେ 3 ଟା ଜୀବନର ହତ୍ୟାକାରୀ ଙ୍କୁ

  • @alinnayak6578
    @alinnayak6578 2 месяца назад +4

    କନ୍ଧମାଳ ରେ ଗୋ ହତ୍ୟା କରି ବେପାର କରୁଛନ୍ତି ବୋଲି ଏହି ଓକିଲ ଜାଣିଛି କିନ୍ତୁ ଚାନ୍ଦା କିଏ ନେଉଛି ସେହି କଥା ଜାଣି ନାହାନ୍ତି ବୋଲି କହୁ ନାହାନ୍ତି କୁଅ ଭିତରେ ଥିବା ବେଙ୍ଗ ପରି କହୁଛି😂😂😂

  • @TrilochanPradhan-hw9gu
    @TrilochanPradhan-hw9gu 2 месяца назад +3

    ଯଦି କନ୍ଧମାଳ ରେ ପୁଣି ଥରେ ଦଙ୍ଗା ହୁଏ ।ତେବେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଦାୟି ରହିବେ । ୧୬ ବର୍ଷ ର ଘଟଣା ପୁଣି ଥରେ ସାମ୍ନା କୁ ଆଣି ନିରୀହ ଗରିବ ଙ୍କୁ ହଇରାଣ କରି ଅନ୍ୟ ମାନେ ଫାଇଦା ନେବାକୁ ଯୋଜନା କରୁଛନ୍ତି ।ଖ୍ରୀଷ୍ଟିଆନ ଧର୍ମ ହିଁ ସତ୍ୟ ଧର୍ମ । ଯୀଶୁ ଖ୍ରୀଷ୍ଟ ହିଁ ସତ୍ୟ ଈଶ୍ୱର ।

  • @ShikhaMallick-g9i
    @ShikhaMallick-g9i 2 месяца назад +4

    ହେ ବଦମାସ୍ ବୁଢ଼ା ଖ୍ରୀଷ୍ଟିଆନ ମାନଙ୍କୁ ନିନ୍ଦା କରୁଛୁ ଲାଜ ଲାଗୁନି ଖ୍ରୀଷ୍ଟିଆନ ମାନେ କେବେ ବି ସେ ପାପ କରିବେନି

  • @sangitanayak4247
    @sangitanayak4247 2 месяца назад +4

    ତମ ପାଇଁ ତ ନରକ ହ ଦରକାର ତ ପରୀ ବାବା ହି ହୀନ୍ଦୁ ମାନଙ୍କୁ ନର୍କର କକୁ ନେବ

  • @akshayadigal1997
    @akshayadigal1997 2 месяца назад +2

    ମିଛ କହୁଛି ଇଏ ଶଳା

  • @roshankumar7983
    @roshankumar7983 2 месяца назад +4

    କଣ ତମର ଆଉ କିଛି କାମ ନାହିଁ,ଯାହା ସବୁ ବନ୍ଦ ହେଇଛି ତାହା ପୁଣି ଖଲୁଛ 💯

  • @MulniwasiNayak
    @MulniwasiNayak 2 месяца назад +9

    Without prove, blaming to a particular society is like a foolish Baba

  • @rajeshofficialnk4709
    @rajeshofficialnk4709 2 месяца назад +2

    ସ୍ବାମୀ ଜୀ ଙ୍କୁ ଏ ହିଁ ମାରିଛି ସେଇଥି ପାଇଁ ଖ୍ରୀଷ୍ଟିଆନ ମାନଙ୍କୁ ଦୋଷ ଦେଉଛି ଆଉ ଦଙ୍ଗା ରେ ଖ୍ରୀଷ୍ଟିଆନ୍ ମାନେ କେତେ ମରିଛନ୍ତି ସେଇଟା ଦେଖା ଯାଉନି ଛି କେତେ ବିଷ ogalu ଛ ବାବା ଯିଏ ମାରି ଛନ୍ତି ସେ ଲୋକଙ୍କୁ ଧର ମିଛ ରେ ଖ୍ରୀଷ୍ଟିଆନ୍ ମାନଙ୍କୁ ଦୋଷ ଦିଅନି

  • @RubindraMallick-mr4nr
    @RubindraMallick-mr4nr 2 месяца назад +7

    ସାର ପୃଥିବି ର ଖ୍ରୀଷ୍ଟିଆନ ମାନଙ୍କୁ ଦେଖନ୍ତୁ, କୋ ଉ ଣସି ନୁଜ ଦେଖେଇ ପାରିନାହିଁ, କଖ୍ରୀଷ୍ଟିଆନ ହତ୍ୟା କରିନୁହଁନ୍ତି 👌🙏👌

  • @chittaranjankanhar7991
    @chittaranjankanhar7991 2 месяца назад +1

    Jay shrre ram🙏💚

  • @MamaAkash-se1ch
    @MamaAkash-se1ch 2 месяца назад +4

    Nonsense mane ଲାଜ ଟିକେ ଲାଗୁନି .... ବେ tama କୁ Cristian ମାନଙ୍କୁ ଦୋଷ deba ବନ୍ଦ୍ କର

  • @mbiswajit5341
    @mbiswajit5341 2 месяца назад +9

    Mind it ST and SC are not Hindu..Schedule tribe are The Native of True Bharat... Veda come from vedic civilization, sanskriti is a aryan language... Aryan comes from persia... ST are Not Hindu.. They are not doing Idol worship...

    • @Gunda_daku
      @Gunda_daku 2 месяца назад +1

      😂😂😂
      Aryan are also a tribal group

    • @SangitaDas-fl2tr
      @SangitaDas-fl2tr 2 месяца назад

      ତୁ ପାଦ୍ରୀ

    • @mbiswajit5341
      @mbiswajit5341 2 месяца назад

      @@SangitaDas-fl2tr why people are filled with this type of mentality... You will die one day why we are fighting each other

  • @msnayak1115
    @msnayak1115 2 месяца назад +4

    ଏ ବାବା ପୁରା ପୁରା ମିଛ କହୁଛନ୍ତି। ତୁମେ ମାନେ ପୁରା ଖ୍ରୀଷ୍ଟିଯାନ ମାନଙ୍କୁ ମାରିଲ ଆଉ ବାବାଙ୍କ ନାଁରେ ପୁଣି ଦଙ୍ଗା କରିବାପାଇଁ ଚେଷଟା କରୁଛ। ଏହି reporter ଗେଣ୍ଡାତା କିଛି ଜାଣିନାହାନ୍ତି
    ବିଜେପି ସବୁବେଳେ ଦଂଗାକାରୀ ପୁରା ପ୍ରମାଣ ଦେଖାଯାଉଛି ପୁରା ଦେଶରେ। ଆଉ ଆସିବ ଆସନ୍ତା ଥରକୁ, ଭାବନି କେବେବି କାନ୍ଧମାଳର ଲୋକମାନେ ଚୁପ ରହିଯିବେ 😅😅😅😅😅😅😅😅😅😅😅😅😅😅😅😅😅😅😅.

  • @PGstrong-dy3zd
    @PGstrong-dy3zd 2 месяца назад +4

    ମାଓବାଦୀ ପାଇଁ CBI enquiry କରା ଯାଉ କାରଣ ମାଓବାଦୀ ମାନେ ହିଁ ମାରିଛନ୍ତି
    ବଡ଼ ବଡ଼ ଜଙ୍ଗଲ କୁ ଯାଇ ତଦନ୍ତ କରାଯାଉ
    ତାହା ହେଲେହିଁ ହତ୍ୟା କାରିକି ପାଇବେ
    ସାଧାରଣ ଲୋକ କେହି ସାହାସ କରିବେନି ଚିଠି ଲେଖି ଧମକ ଦେବା ! ଏହା ନକ୍ସଲ ମାନଙ୍କର ହିଁ ସାହାସ ଅଛି !

  • @uttammalabisoi3166
    @uttammalabisoi3166 2 месяца назад +2

    ଏ ବୁଡାର ଖୀସ୍ଟିଆନ୍ ମାନଂକୁ ନିନ୍ଦା କରିବାର କାରଣ ନିଜକୁ ନମ୍ର ଦଖେଇ ଦଙ୍ଗା କରିବା ପାଇଁ ଯୋଜନା କରୁଛି, ନବୀନ ସରକାର, କି ଖୀସ୍ଟିଆନ୍ ମାନଂକର ନିନ୍ଦା କରିବାର ଠିକ୍ ନୁହଁ, ଏହା ଠିକ୍ ଲୋକ କୁଂ ଦଣ୍ଡ ଦିଅ, ଖାଦ୍ୟ ଗୋ ହତ୍ଯା କଥା ଜାହା କୁ ଯେଉଁ ମାଂସ ଖାଇବା ପାଇଁ ସେମାେନ ତାହା ଖାଇବେ ଏଥିପାଇଁ ବିରୁଦ୍ଧ କରିବା କିଛି ନୁହଁ,,

  • @manishanaik.525
    @manishanaik.525 2 месяца назад +1

    Christan mananku blem koriba band karontu ...aau niriho Christan Manku jo moride le seita sabu bhuli gole ... Aau Navin sir nku bi blem koriba chadidia

  • @mooindia3439
    @mooindia3439 2 месяца назад +1

    ମଣିଷ ମାତ୍ରକେ ଭୁଲ୍ ର ଅଧିନ ଯଦି ତଦନ୍ତ ରେ ଖ୍ରୀଷ୍ଟିଆନ ଦୋଷୀ ବାହାରେ ତାକୁ ଦଣ୍ଡ ଦିଆଯାଉ CBI ତଦନ୍ତ କରୁ ଅଯଥା ରେ ଖ୍ରୀଷ୍ଟିଆନ ସମାଜ କୁ ଦଙ୍ଗା ପରି ପ୍ରତି ବର୍ଷ ଜନ୍ମାଷ୍ଟମୀ ରେ ଭୟଭୀତ କରନ୍ତୁ ନାହିଁ । ଦୋଷୀ ଶୀଘ୍ର ଦଣ୍ଡ ପାଉ।।

  • @susanthati1764
    @susanthati1764 2 месяца назад +1

    Charch hi 100 💯 dayi

  • @ARCHANAKANHAR-sq4ot
    @ARCHANAKANHAR-sq4ot 2 месяца назад +1

    ଲକ୍ଷ୍ମୀ ଣ ନନ୍ଦ ର ନିୟା ପାଇଁ ବା ଦରକାର

  • @SanjaykumarBidika-e5o
    @SanjaykumarBidika-e5o 2 месяца назад +2

    ଜୟ ଶ୍ରୀ ରାମ, ଯୁଗ ଯୁଗ ଧରି ଭଗବାନଙ୍କ ଅବତାର ହେଲା, ରାକ୍ଷସ ମାନଙ୍କୁ ବଧ କରିବା 🌹ଜୟ ଜଗନ୍ନାଥ 🌹

  • @satyaban9609
    @satyaban9609 2 месяца назад +2

    ନିରପେକ୍ଷ ଭାବେ CBI ତଦନ୍ତକୁ ସ୍ଵାଗତ ଯୋଗ୍ୟ।

  • @DAsishCreation
    @DAsishCreation 2 месяца назад +1

    BJP sarkar odisha asiki bass 3-4 month heuchi bass etiki dinore puni thore donga ra matter start hela ta agaku whole India re kan hebaa.... Don't blame any one Without proof🙏🙏.. If there is something then CBI should investigate sabout it🙏🙏🙏🙏

  • @jagobahujan8520
    @jagobahujan8520 2 месяца назад +1

    ଶାନ୍ତି ପୂର୍ଣ୍ଣ ଓଡ଼ିଶାରେ ଯଦି ପୁନର୍ବାର ଇମିତି ଅପ୍ରୀତିକର ଘଟଣା ହୁଏ ସେହିତୀ ପାଇ ବ୍ରାହ୍ମଣ ଗୁଡା ଦାଇ ରହିବେ,,,ପ୍ରଥମେ ବ୍ରାହ୍ମଣ ମାନକୁ ପିଟ,,ମୁ bramhana ମାନକୁ hatiya karibi then dekhiba kan hauchi

  • @tonychiendavid6182
    @tonychiendavid6182 2 месяца назад +9

    ଲଜ୍ଜା nonsense

  • @Agjkkkkxxffjbcsgj
    @Agjkkkkxxffjbcsgj 2 месяца назад +1

    Bhai mananku namaskaar 2008 Danga re ama ghara jali podi dele au samastanka ghare pasi chori kale amaku be sahara kari dele. Sala mane ebe puni Danga kari puni repeat karibe kukura sale khaiba ku pau nahanti, pindhi baku miluni, kon karibe chori kari nele ta banchibe au narka ku jibe. Amaku rakhya karibe ama jisu khirsta.

  • @babajinath2067
    @babajinath2067 2 месяца назад +3

    ତୁରନ୍ତ ଗିରଫ କରାଯାଉ ଘୁସୁରୀମୁହାକୁ ମୁଖ୍ୟ ଅଭିଯୁକ୍ତ।

    • @Ponting.123
      @Ponting.123 2 месяца назад

      ସତ କଥା

    • @cha3bi-ni
      @cha3bi-ni 2 месяца назад +1

      setebele kuade soithilu

  • @sagarikapradhan5078
    @sagarikapradhan5078 2 месяца назад +2

    ଆମେ ସବୁ ଜାଣିଛୁ ନବୀନ ପଟ୍ଟନାୟକ ଯାଇଥିଲେ ଆଶ୍ରମକୁ ତଥାପି କିଛି କରି ପାରିଲେ ନାହିଁ ସବୁ BJD ସରକାର କରିଚି

  • @Jyotidailyvlog121
    @Jyotidailyvlog121 2 месяца назад

    ବହୁତ୍ ଭଲ ହେଇଛି ପୁଣି ଆରମ୍ଭ ହେଉ ଦୋଷୀ କୁ ଫାଶୀ ହେଉ🙏

  • @wavejugal7653
    @wavejugal7653 2 месяца назад +2

    Court re okilati kara

  • @amarswain3324
    @amarswain3324 2 месяца назад +1

    Jai shree Ram ❤❤❤

  • @ajitkumarbadaseth1241
    @ajitkumarbadaseth1241 2 месяца назад +1

    CBI ତଦନ୍ତ କର ଡାଇରେକ୍ଟ କାହାକୁ ନିଧା କରନି ଆମେ ବି ସ୍ବାଗତ କରୁଛୁ ।

  • @Gopikumarflute
    @Gopikumarflute 2 месяца назад

    ଏଇଟା ଧର୍ମାନ୍ତ୍ରି କରଣ ନୁଂହତ ଆଉ କଣ !

  • @dibyanshunag8685
    @dibyanshunag8685 2 месяца назад +1

    Mohan majhi ..... Graham stain nka case ku b reopen kari Dara Singh nku fasi danda pain dabi karantu

  • @radharamandas
    @radharamandas 2 месяца назад +2

    ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଡରୁଛନ୍ତି କାହିଁକି ? ଯଦିଓ ସେମାନେ ଏଥିରେ ସଂପ୍ରୁକ୍ତ ନାହାନ୍ତି ।

    • @badaldigal9989
      @badaldigal9989 2 месяца назад

      Bangladesh re kana hela no hela tome hindu Mane kana pain darucha......

  • @Ponting.123
    @Ponting.123 2 месяца назад +2

    ହେଇ କଣ ସେଇ ସାରତି ବାବା ଙ୍କ ଚଲା

  • @ARCHANAKANHAR-sq4ot
    @ARCHANAKANHAR-sq4ot 2 месяца назад

    ଲକ୍ଷ୍ମୀଣ ନନ୍ଦ ସ୍ୱମୀଜି ର ଆମେ ଓଡିଶା ବାସୀ ହିନ୍ଦୁ ଭାଇ ଭଉଣୀ ବାପା ମା ମାନେ ଓଡିଶା ବାସୀ ହିନ୍ଦୁ ଏକ ଉଆ

  • @Tanujkanhar-h1i
    @Tanujkanhar-h1i 2 месяца назад +1

    CBI ତଦନ୍ତ ହଉ ସବୁ ଜଣା ପଡ଼ିବ

  • @GaneshJena-mr1hf
    @GaneshJena-mr1hf 2 месяца назад

    ସେତେବେଳେ ଯଦିଓ ନବିନ ସାର Home minister ଥିଲେ ସେ ଏହାର ନ୍ୟାୟ ନ ଦେବା ଏକ ପରିତାପର ବିଷୟ, କିନ୍ତୁ ସ୍ୱାମୀଜୀ ଯେହେତୁ ହିନ୍ଦୁ ଧର୍ମ କୁ ରକ୍ଷା କରୁଥିଲେ , ସେତେ ବେଳେ ସହୋଯଗି ଦଳ ଭାବରେ ସେତେବେଳେ ନିରବ ରହିବା , ତାହା ମଧ୍ୟ ଆଉ ଗୋଟେ ପରିତାପର ବିଷୟ ମଧ୍ୟ | ଏଥିରୁ ଜାହା ମନେହୁଏ ବିଜେଡ଼ି + ଖ୍ରୀଷ୍ଟିଆନ + BJP + ବାହାରୁ ଆସିଥିବା ଉଡାଟିଆ ଗୁଣ୍ଡା ମାନେ ,

  • @MamataDigal-vw7yy
    @MamataDigal-vw7yy 2 месяца назад +2

    Amoku tomo sc/st ro kounosi subidha dorkar nhi agyaan ame amoku amo probhu bohut volo jobon dei chhonti 🙏🙏

  • @jitendranayak4534
    @jitendranayak4534 2 месяца назад +3

    Christian mananku dharma paribartan kale boli kahuchha baki jetiki kandhamalre nijaku hindu boli kahuchhanti semane ta purbare pahada parbataku puja kari asuthile brahmana mane se mananku Hindu re convert heichhanti semane kana samaste majistretenka pakharu permission anichhanti na khali christian hebaku permission darakara heuchhi

  • @prafullakumarsahoo9056
    @prafullakumarsahoo9056 2 месяца назад

    ଏ "ଯଦି ଆମେ କହିପାରିବା" ଟି କ'ଣ?ମହୋଦୟ। ଟିକିଏ ଧିଆନ ଦିଅନ୍ତୁ କହିବା ସମୟରେ ।

  • @vasanthjerome7358
    @vasanthjerome7358 2 месяца назад +4

    SUNA MURKHA JAKA. PRUTHIBIRE JETEBIBHULKAMA JAKAHA TAHA KEBALA HINDU LAKA hi karanti ok Christian Bhulbalkaranti nahi ok

  • @simapradhan6437
    @simapradhan6437 2 месяца назад +1

    ବେଇମ।ନ୍ ଓକିଲ ତମର କଣ ଗଲା କିଏ ଓହ୍ ଓହ କନ୍ଦ ମାନେ କନ୍ଧ ହେଇକି ଥାଆନ୍ତୁ ଚିଛି଼ କି ହିନ ବୁଦ୍ଧି ।

  • @bhubanbhatraofficial9778
    @bhubanbhatraofficial9778 2 месяца назад

    ଏହି ଅକିଲ୍ ର ଫାଇଦା ହେବ

  • @ajayadas4994
    @ajayadas4994 2 месяца назад

    Immediately action against the criminals is due or it will bring problems for the present government

  • @aloknayakofficial3268
    @aloknayakofficial3268 2 месяца назад

    ବେକାର କଥା କରି ନିଜେ ଦୁର୍ବଳ ହୁଅନି

  • @akshayadigal1997
    @akshayadigal1997 2 месяца назад

    ଜମା ଭି ସିବିଆଇ ତଦନ୍ତ ହେବ ନାହିଁ

  • @HemantaPradhan-ek5cd
    @HemantaPradhan-ek5cd 2 месяца назад

    ଭୁଲ କରିନ ଡରୁଛ କାହିଁକି ଜିଏ ଭୁଲ କରିଛି ସିଏ ଦଣ୍ଡପାଇବ

  • @SangitaDas-fl2tr
    @SangitaDas-fl2tr 2 месяца назад

    ସିଧା କଥା christian ପାଦ୍ରୀ ମାନେ ଏ କାମ କରିଛନ୍ତି....BJD ସରକାର ପଇସା ଖାଇ ସାହାଯ୍ୟ କରିଛି...ପାଣ୍ଡୁ ର ଏଥିରେ ବହୁତ ହାତ ଅଛି

  • @satyasabar1627
    @satyasabar1627 2 месяца назад

    ଥରେ ନୁହେଁ ଦୁଇ ଥର ନୁହେଁ ନଅ ଥର ମାନେ ଲୋକ କୂ ପ୍ରକାର ଥିଲେ ଅନୂମାନ କରାଯାଉ

  • @Rahulnews-t8n
    @Rahulnews-t8n 2 месяца назад

    Please answer if you have really experienced in life Q1. Do Christian respect Hinduism,Hindu God, Goddess idols Q2.Why B.th(Bechlor of theology) M.th in Bible is done is it helps to get any salary from foreign funding/Missionary Q3.Do Christian family agree to marry their daughter to Hindu family without demand conversion?Q4 Do Christian family members respect if one of them didn't accept Christianity after separated.Q5 Do Christian respect Hinduism or spread hate speech on Hinduism.Q6 Do they always try to convert Christian or simply say it's your choice you may or May not accept Christian religion?Q7 Why mainly converted innocent tribals in rural areas not in cities?

  • @k.adityanandanayak3009
    @k.adityanandanayak3009 2 месяца назад

    ସିବିଆଇ ତଦନ୍ତ କରିବାକୁ ଅନୁରୋଧ କାରଣ ମୋ ର ମଧ୍ୟ ନିଜ ଲୋକ ମରିଛନ୍ତି ତାଙ୍କରି ମଧ୍ୟ ଆତ୍ମା ଶାନ୍ତି ପାଇଁ 🎉

  • @KarneliyaPradhan-ff3dd
    @KarneliyaPradhan-ff3dd 2 месяца назад

    Everything will come to the truth 🍀🍀🍀 don't worry dear brother

  • @nanditanaik838
    @nanditanaik838 2 месяца назад

    Jhaharapita adhya ru mithyabadi

  • @dharmanandabhutia767
    @dharmanandabhutia767 2 месяца назад +1

    Thik katha

  • @sagarikapradhan5078
    @sagarikapradhan5078 2 месяца назад +2

    ଆମେ ଯେହେତୁ ସ୍ୱାମୀଜୀ ଙ୍କ ଆଶ୍ରମରେ ପଢ଼ୁଥିଲୂ ଆମେ ନ୍ୟାୟ ମାଗିବୁ

    • @amiya1116
      @amiya1116 2 месяца назад

      ମାଗନ୍ତୁ ଆଜ୍ଞା

  • @sagarikapradhan5078
    @sagarikapradhan5078 2 месяца назад +1

    ଆଜ୍ଞା ଆମେ ସେ ଆଶ୍ରମ ରେ padhuthilu ଆମ ସମୟରେ ଏମିତି ହେଇଚି ଆମେ ସବୁ ଦେଖିଛୁ ଆଉ ଜାଣିବାକୁ ବି ପାଇଛୁ ଯେ ଖ୍ରୀଷ୍ଟିଆନ ପରିବାର ରେ ଅର୍ଥ ସଂଗ୍ରହ ହେଇଚି ସ୍ବାମୀଜୀଙ୍କ ହତ୍ୟା କରିବା ପାଇଁ

    • @amiya1116
      @amiya1116 2 месяца назад +1

      ପ୍ରମାଣ ଦିଅ, କୋଉ ଗାଁରେ ଟଙ୍କା ସଂଗ୍ରହ ହୋଇଥିଲା ପ୍ରମାଣ ସହ କଥା ଦିଅ ।

  • @PurnachandraBehera-if5tu
    @PurnachandraBehera-if5tu 2 месяца назад

    ଖୁବ୍ ଶୀଘ୍ର ଫାଇଲ ଖୋଲୁ।

  • @HemantCreation1017
    @HemantCreation1017 2 месяца назад

    CBI investigation heu ..kintu jete bele prokruto sotyo samnaku asile..taku samna karibaku paribe to..

  • @IswarPatmajhi
    @IswarPatmajhi 2 месяца назад

    ଟିକ କଥା ଦୂର ବୃତ୍ତ ମାନଙ୍କୁ ତଦନ୍ତ ଆରେଷ୍ଟ କରାଯାଉ

  • @Eliya991
    @Eliya991 2 месяца назад

    ଯୋ କହୁଛ police ରେ କଂପ୍ଲେନ ଦିଆଯାଇଥିଲା, ପୋଲିସ କିଛି ଆକ୍ସନ ନେଲେନି କହୁଛ 😮😮 ଆଉ ସିଏ ଜଣେ cm ତାକୁ ପୁରା ଜିଲ୍ଲାର ପୋଲିସ protection debe 😅😅😅

  • @pritamsiddharth5052
    @pritamsiddharth5052 2 месяца назад

    StT,SC, OBC quotas are not in the name of religion, These are in the name of caste only. Which is written in Indian constitution. According to Manuvaad SC,ST,OBC cannot get opportunity and power.