Satare mu bhabuchitume hi jagatarannatha jagannatha mote bhala Lage tumaku koti koti pranam tu mamuharu bhagabannka katha sunile motelage mujagannathanka muharu sunuchi 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️🌺🌺❤️❤️❤️❤️🌺🌺🌺🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🌷🌷🌷🌷🌷🌷🌷🌷🌷🌷
Lord of the Multiverse Sri Mahaprabhu Jagannath ku mora koti koti dandavat pranam. Jai Jai Mahaprabhu Jagannath Jai Jai Mahaprabhu Jagannath Jai Jai Mahaprabhu Jagannath
Hey pravu bithal Jagannath bapa maa ka seva kariba ku sujog dia 🙏🙏🙏🙏🙏 ghara pakhaku jaldi transfer kari nei chala parbhu 😭😭😭😭😭😭 dayaa kara maha prabhu 🙏🙏🙏🙏🙏🙏
ଓଁ ନମଃ ଭଗବତେ ବାସୁଦେବାୟ
ରାଧା ବଲ୍ଲଭ ଶ୍ରୀ ହରିବଂଶ
ହେ ବାଣୀ ପୃତ୍ୟ ଆପଣଙ୍କୁ ଅଭୂମ ଦଣ୍ଡବତ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମା ମଙ୍ଗଳା ଭରସା
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
ବହୁତ ସୁନ୍ଦର ଆପଣ ଆପଣଙ୍କର ଏ ଅନୁଭୂତି❤❤❤❤❤
ଜୟ ଶ୍ରୀଜଗନ୍ନାଥ 🙏🙏🙏🙏🙏
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଶ୍ରୀ ପୁଣ୍ଡରିକ ଭଗବାନ ଜୟ ଜଗନ୍ନାଥ।
ବିଶ୍ୱାସ କରନ୍ତୁ ଆପଣ ଙ୍କର video ଆସିବା ର notification ଆସିଗଲେ ମନରେ ଖୁସି ର ଲହରୀ ଖେଳିଯାଏ। ହୋଇଥାଇ ପାରେ ମୋ ର ଏ ଅନୁଭୂତି ଭଳି ଅନ୍ୟ ଶ୍ରୋତା ଙ୍କର ବି ଭାବନା ଆସୁଥିବ। ଜୟ ଜଗନ୍ନାଥ।
Sir, could you please share the contact number of Dr Asutosh Sir, please share
Thik kahile🙏🙏🙏🙏🙏🙏🙏
Bahut khusi laage mate
ଠିକ୍ କହିଲେ ଆଜ୍ଞା ଜୟ ଜଗନ୍ନାଥ ❤❤❤🙌🙏
Same thing also happens to me
ଖୁବ ସୁନ୍ଦର ଭାବରେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ କୁ ପାରିବେଷଣ କଲେ, ଯେତେ ଆଶ୍ଚର୍ଯ୍ୟ ଚକିତ କଲେ ସେତିକି ବିଶ୍ୱାସ କୁ ଦୃଢ କରାଇଲେ, ସବୁବେଳେ ଆମକୁ ଏପରି ଭକ୍ତି ରସରେ ଭିଯାଉଥାନ୍ତୁ 🌹
ମୋ ମଣିମା 🙏🙏
ଆଶୁତୋଷ sir ଏ ଭକ୍ତି ଧାରା ର ମାଧୁର୍ଯ୍ୟ ଏତେ ଲାଗୁଚି ଯେ କଣ କହିବି...... ଖାଲି ଏତିକି ମଣିମା ଥରେ ଏ ମନ କୁ ଗ୍ରହଣ କରିଦିଅ ନା ମୋ ମଣିମା 😭🙏
Satare mu bhabuchitume hi jagatarannatha jagannatha mote bhala Lage tumaku koti koti pranam tu mamuharu bhagabannka katha sunile motelage mujagannathanka muharu sunuchi 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️🌺🌺❤️❤️❤️❤️🌺🌺🌺🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🌷🌷🌷🌷🌷🌷🌷🌷🌷🌷
ଆପଣଙ୍କ ଉପସ୍ଥାପନ ଶୈଳୀ ସତରେ ଭାବ ଜାଗ୍ରତ କରୁଛି ।
ଅପୂର୍ବ ସେ ଦିଅଁ ଓ ତାର ଲୀଳା ।
ଜୟ ଜଗନ୍ନାଥ🙏
ମଣିମା ଙ୍କର ଜୟ ହେଉ 🙏
ଧନ୍ୟ ଭକ୍ତ ଧନ୍ଯ ଭାଗବାନ ଧନ୍ଯ ତୁମ ଲୀଳା ମହାପ୍ରଭୁ 🙏🙏🙏🙏🙏🙏ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏
Hey prabhuu 🙏🥰🙏 hey ram Hey pranaballabh hey krishn 🥰🥰 hey radhaballabh hey prabhuu 🥰😍🙏 parameswar 🙏🥰🙏🔱
ମୋତେ ଲାଗୁଚି ନିଜେ ମହାପ୍ରଭୁ ଜଗନ୍ନାଥ ସାର ଙ୍କ ରୂପରେ ଆମ କୁ ଶୁଣଉଛନ୍ତି... ଜୟ ଜଗନ୍ନାଥ 🙏🏻🙏🏻🙏🏻
Jay jagannath swami 🙏🏼🙏🏼🙏🏼🙏🏼🙏🏼
ଆଜ୍ଞା ବହୁତ୍ ଭଲ ଲାଗୁଚି ଆପଣଙ୍କ ଠାରୁ ମହାପ୍ରଭୁଙ୍କ କଥା ଶୁଣିବା ପାଇଁ। 🙏🏻🙏🏻🙏🏻
ସାର୍ ଆପଣଙ୍କ ବକ୍ତବ୍ୟ ହଁି ଆମର ଆନନ୍ଦ
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
ଜୟ ଜଗନ୍ନାଥ 🙏🙏🙏🙏
ସାର୍ ଆପଣଙ୍କ ଠାରୁ ଜଗନ୍ନାଥଙ୍କ ବିଷୟରେ ଶୁଣିବା ବହୁତ ଭଲ ଲାଗୁଛି। You are great sir..
ଚାତକପରି ଚାହିଁ ରହିଥାଉ ଡ଼ଃ ଆଶୁତୋଷ ଭାଇ ଙ୍କ ପାଖରୁ ମହାପ୍ରଭୁ ଙ୍କ ଦିବ୍ୟ ଭବ୍ୟ ଅମୃତ ବାଣୀ ଶୁଣିବାକୁ.....ଜୟ ଶ୍ରୀ ଜଗନ୍ନାଥ ❤️🙏❤️🙏
Jay Jagannath 💗🙏🙏💗 sir pranam ❤️🙏🙏🙏🙏❤
Radhe radhe
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
ଏଇ ସୁନ୍ଦର ଅଜଣା କଥା ଅମୃତ ଶ୍ରବଣ କରି ମନ ମୋର ମୁଗ୍ଧ ହୋଇ ଗଲା।ଜୟ ଜଗନ୍ନାଥ।
Jay Jagannath Mahaprabhu 🙏🙏💖
हरे कृष्ण हरे राम जय श्री जगन्नाथ स्वामी 🌺🌺🕉🕉✊✊🙏🏾🙏🏾🙏🏾
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
Lord of the Multiverse Sri Mahaprabhu Jagannath ku mora koti koti dandavat pranam.
Jai Jai Mahaprabhu Jagannath
Jai Jai Mahaprabhu Jagannath
Jai Jai Mahaprabhu Jagannath
ବହୁତ୍ ସୁନ୍ଦର ଉପସ୍ଥାପନା କଲେ ଆଜ୍ଞା ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ
Jay jagannath bhai🙏, Apana emiti kahuthantu ame mahaprabhunku bhala pauthau
Jay jaganatha prabhu💖🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽
ଆମ ମହାପ୍ରଭୁ 🔴‼️🔴 ଆମର ପ୍ରାଣ ,ଆମ କୋଟି ଓଡିଆଙ୍କ ମଉଡମଣୀ ସେ, ସେ ଭକ୍ତ ମାନଙ୍କୁ ଏତେ ଆପଣାର କରି ନିଅନ୍ତିଯ, ସାରା ସଂସାର ମଧ୍ୟରେ ଏପରି ଦେବତା କେହି ନାହାନ୍ତି ❤❤❤😭😭😭😭🙌🙌🙏🙏ଯିଏ ଭକ୍ତ ମାନଙ୍କ ପାଇଁ ନିଜକୁ ଵି ଭୁଲି ଯାଆନ୍ତି 😭😭😭🙌🙌🙏
Omm nama srimada vagabate Bashudevaya.
ଜୟ ମୋ ମଣିମା ଙ୍କର ଜୟ ହେଉ 🙏
ମହାପ୍ରଭୁ ଙ୍କ କଥାମୃତ ଶୁଣି ବହୁତ ଆନନ୍ଦ ଲାଭ ହେଲା ଆଶୁତୋଷ❤❤❤
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe 🙏🙏🙏
🙏🙏🙏Guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
जय जगन्नाथ महाप्रभु 🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
Prabhu jagatpati tuma Sripayarare a adhamara anantakoti pranam anantakoti pranam anantakoti pranam anantakoti pranam 🙏❤️🙏❤️🙏❤️🙏❤️🙏
Jay ଜଗନ୍ନାଥାୟ namh 🌼🙏🏽🌼🙏🏽🌼🙏🏽🌼🙏🏽🌿🙏🏽🌿🙏🏽🌿🙏🏽🌿🕉️🕉️🕉️🕉️🕉️🕉️👌🏻👌🏻👌🏻👌🏻🌿❤️❤️❤️🌿🌿🌿🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🌼🙏🏽
Jay Jagannath Swami Nayana Patha Gami Bhava Tume Prabhu Bhava Tume
Apana annaanya sir apanku koti Koti pranam mahaprabhu Sri jagganath swami nayana pathagami bhabatume prabhu 🙏🙏🙏🌺🙌🙌🙌🙌
Jaya Sree Jagannatha Swami Jaya Jaya Bhagaban Bithalanath Jaya Jaya Bhakta Bschala Hari Jaya
Jay jagannath swami swami🕉🕉🕉 mu adham jay jagannath jay jagannath jay jagannath swami ji🕉👍
କେତେ ସୁନ୍ଦର ଭାବରେ କେଡେ ମଧୁର ଆପଣଙ୍କ ଭାଷା
Bahut Sundar barta, Jay Jagannath 🙏🌺🌺🙏🌺🙏🌺 🙏🌺🙏🌺🙏🌺🙏
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏🙏🙏🙏
Very nice 🤩🤩🤩🤩🤩🤩🤩
🙏❤️❤️ଓଁ ଲକ୍ଷ୍ମୀନାରାୟଣ ନମଃ ❤️❤️🙏
Jay.Jaganath.Jay.bhakta.Danta.apananka.bhakta.❤❤❤❤❤❤❤
🙏🙏👌👌
Jay jay jagannath jay jay jagannath jay jay jagannath manimaa
Jay shree Jagannath Swami Nayana Patha gami vatuma 🙏🙏 ଜୟ ଶ୍ରୀ ଜଗନ୍ନାଥ sir
ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଶୁଭ ଶୁଭ ବହୁତ୍ ବଢିଆ ଲାଗିଲା ପ୍ରଣାମ ❤
Jay jagannath.
Jai jagarnath, Omm Sri Krishna,Madhusudan, Basudeba, Janardana
Jay shree jagannath❤❤❤❤
Hey pravu bithal Jagannath bapa maa ka seva kariba ku sujog dia 🙏🙏🙏🙏🙏 ghara pakhaku jaldi transfer kari nei chala parbhu 😭😭😭😭😭😭 dayaa kara maha prabhu 🙏🙏🙏🙏🙏🙏
ହେ ମଣିମା ମହାବାହୁ 💗🌿💗🙏💗🌿💗
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ....
Jay jay shree jagannath swami🙏🙏🙏🙏🌷🌷❣️❣️
ବହୁତ ଆନନ୍ଦ ପ୍ରଦାନ କଲା ପ୍ରଭୁଙ୍କ ଏପରି କଥା।
ଜୟ ଜଗନ୍ନାଥ। ଜଗନ୍ନାଥ ଙ୍କ କୃପା ରୁ,ଏତେ କମ ବୟସ ରେ ଭେଷଜ ବିଜ୍ଞାନ ଶିକ୍ଷା ପ୍ରାପ୍ତ ଯୁବକ ଜଗନ୍ନାଥ ପ୍ରାଣ ହେବା , ଏକ ଅନନ୍ଯ ପ୍ରମାଣ ।
Jagannath swami nayana patha gami bhaba tume jay Jagannath 🙏🙏🙏🙏🙏
🙏 🌹 ❤️ 🌹 Jai Prabhu Jagannath Swami 🌹 ❤️ 🌹 🙏
Pravu Jagannath Apanku sada kripa karantu🙏🙏🙏
Pravu nka Amurta maya katha suni Atma turpta hoigala 🙏🙏🙏🙏🙏🙏
Pranam 🙏🙏🙏🙏🙏🙏
ଜୟ ଜଗନ୍ନାଥ ❤
He Mahabahu Jagata kalyana heu..... Jay Jagannath...🙏🙏🙏
ଭକ୍ତବତ୍ସଳ ଭାବଗ୍ରାହୀ , ଭକତଜନେ ସଦା ସ୍ନେହୀ " ।।
କାରଣ ସେ ନା ବନ୍ଧା କୌଣସି ଦାନବ ମାନବ ଦେବ ବେଦବନ୍ଦନାରେ ; ବନ୍ଧା ଭକ୍ତର ବିକଳ କୋହକାନ୍ଦଣାରେ..... ସେ ନା ବନ୍ଧା ସ୍ତୁତି ସ୍ତବ ସ୍ତୋତ୍ରରେ ; ବନ୍ଧା ପବିତ୍ର ଭାବରଜ୍ଜୁରେ.......ସେ ନା ବନ୍ଧା ମହିମ୍ନ ମନ୍ତ୍ର ତନ୍ତ୍ର ଯନ୍ତ୍ରରେ ; ବନ୍ଧା ଭକ୍ତର ଅନ୍ତରରେ ........ସେ ନା ବନ୍ଧା ବୈଦିକ ନୀରାଜନାରେ; ବନ୍ଧା ଭକ୍ତର କାତର ଅଥଚ ପରିମଳ ପ୍ରୀତି ପ୍ରାର୍ଥନାରେ...... ସେ ନା ଧରାଦିଅନ୍ତି ଧର୍ମ କର୍ମରେ ; ବରଂ ତାଙ୍କ ଆଧାର ସାଜେ ଭକ୍ତର ନିର୍ମଳ ମନ ମର୍ମରେ ........ସେ ନା ଅଛନ୍ତି ମନ୍ତ୍ରପୂତ ମନ୍ଦିରେ ; ଅଛନ୍ତି ତ ଭକ୍ତର ନିଭୃତ ହୃଦୟ କନ୍ଦରେ......... ସେ ନା ଅଛନ୍ତି ସ୍ବକୃତ ମାୟାମୋହରେ, ଅଛନ୍ତି ଭକ୍ତର ନିରୀହ କୋହରେ , ନିର୍ମଳ ଲୁହରେ ........ସେ ନା ବନ୍ଧା ନୀତି ନିୟମରେ ; ଅପିଚ ବନ୍ଧା ଭକ୍ତର ପୁନୀତ ବିନୀତପଣରେ........ସେ ନା ଅଛନ୍ତି ସ୍ବର୍ଗରେ ଅବା ଧର୍ମାର୍ଥକାମମୋକ୍ଷାଦି ଚତୁର୍ବର୍ଗରେ, ଅପିଚ ଅଛନ୍ତି ଭକ୍ତର ନିବେଦନୀ ଅନ୍ତରର ଅଶ୍ରୁଳ ଅର୍ଘ୍ୟରେ..........ସେ ନା ଅଛନ୍ତି ଐଶ୍ଵର୍ଯ୍ୟରେ ଆଉ ଅଲୌକିକ ଆଶ୍ଚର୍ଯ୍ୟରେ ; ଅଛନ୍ତି ତ ଭକ୍ତ ଭାବର ସ୍ନିଗ୍ଧ ସୌନ୍ଦର୍ଯ୍ୟରେ........ସେ ନା ଅଛନ୍ତି ପାପପୁଣ୍ୟରେ , ନା ମହାଶୂନ୍ୟରେ, ଅଛନ୍ତି ତ ଭକ୍ତର କାରୁଣ୍ୟରେ , ଦୈନ୍ୟରେ .......... ସେ ନା ବେଢ଼ିଛନ୍ତି ଯାଗରେ, ଯୋଗରେ ; ଅଛନ୍ତି ଭକ୍ତର ଅଭିମାନୀ ଅନୁରାଗରେ.......... ସେ ନା ଅଛନ୍ତି ଜଟିଳ ଜପରେ, ତାତ୍ତ୍ବିକ ତପରେ; ଅଛନ୍ତି ଭକ୍ତର ମନମତାଣିଆ ଗପରେ.......... ସେ ନା ଅଛନ୍ତି ପୁରାଣରେ, ପାରାୟଣରେ ; ଅଛନ୍ତି ତ ଭକ୍ତର ମନଫୁଲାଣିଆ ପ୍ରାଣରେ.......... ସେ ନା ଅଛନ୍ତି ସକଳ ସିଦ୍ଧିରେ, ପ୍ରସିଦ୍ଧିରେ, ବିଧିରେ , ଶାସ୍ତ୍ରୀୟ ଶୁଦ୍ଧିରେ; ଅଛନ୍ତି ଭକ୍ତର ବ୍ୟାକୁଳ ଛଳଛଳ ବିନମ୍ର ବୁଦ୍ଧିରେ .........ସେ ନା ଅଛନ୍ତି ଭବ୍ୟ ବୈକୁଣ୍ଠରେ ; ଅଛନ୍ତି ଭକ୍ତର ଆକୁଳ ଛଳଛଳ ଉତ୍କଣ୍ଠାରେ.......... ସେ ନା ଅଛନ୍ତି ରୁଚିଦୀପ୍ତ ଶିକ୍ଷାରେ , ଦୀକ୍ଷାରେ ; ବରଂ ସେ ଜଗିବସିଛନ୍ତି ଦେବାକୁ ଭକ୍ତର ପ୍ରତି ପ୍ରେମଭକ୍ତିଭାବର ଭିକ୍ଷାକୁ ଆଉ ଅପେକ୍ଷା ପୁଣି ତାଙ୍କର ଭକ୍ତର ପ୍ରତ୍ୟେକ ପରୀକ୍ଷାକୁ .........!
ସର୍ବରହସ୍ୟମୟ ହେଲେ ସୁଦ୍ଧା ସେ ଭକ୍ତମୁଖମଣ୍ଡିତ ହସରେ ଭାସମାନ, ନା ତାଙ୍କୁ ପ୍ରିୟ ସେ ହବିହୋମ, ଅଧିକନ୍ତୁ ପ୍ରିୟ ରାଧା ଓ ମୀରାସୁଲଭ ପ୍ରେମ ......... ନା ସେ ଅଛନ୍ତି ସ୍ତବ୍ଧଚକିତ ଚମତ୍କାରରେ ; ଅଛନ୍ତି ବି ଭକ୍ତର ଆକୁଳ ଆର୍ତ୍ତ ଚିତ୍କାରରେ ........., ନା ସେ ଅଛନ୍ତି ଦାରବୀୟ , ଧାତବ ଏବଂ ମୃଣ୍ମୟ ମୂର୍ତ୍ତିରେ, ବରଂ ଫୁଟିଉଠନ୍ତି ଭକ୍ତର ପ୍ରେମମୟୀ ପ୍ରଫୁଲ୍ଲ ଫୁର୍ତ୍ତିରେ ...,........ନା ସେ କେବଳ ଅଛନ୍ତି କେଳିକୁଞ୍ଜରେ ; ଅପିଚ ଅଛନ୍ତି ଭକ୍ତର ଭାବପୁଞ୍ଜରେ...........ନା ସେ କେବଳ ଅଛନ୍ତି ଜନଜୀବନର ବିଶ୍ଵାସରେ , ଆହୁରି ମଧ୍ୟ ଅଛନ୍ତି ଭକ୍ତର ପ୍ରତିଟି ନିଃଶ୍ଵାସରେ, ପ୍ରତିଟି ପ୍ରଶ୍ଵାସରେ ଆଉ ଉକୁଟି ଆସୁଥିବା ଅନ୍ତରଙ୍ଗ ଉଶ୍ଵାସରେ.........!.....ସେ ଭକ୍ତର ପ୍ରତିଟି ଭାବରେ ,ଅଭାବରେ , ପ୍ରଭାବରେ , ସ୍ବଭାବରେ, ଅନୁଭବରେ , ଅନୁଭୂତିରେ , ଭଙ୍ଗୀରେ , ସଙ୍ଗରେ , ରଙ୍ଗରେ, ଠାଣିରେ , ବାଣୀରେ , ପଲକରେ , ପୁଲକରେ, ଆଲୋକରେ, ଅଲୌକିକତାରେ, ଚିନ୍ତାରେ, ଚେତନାରେ,ସୃଜନରେ , ସମର୍ପଣରେ , ଶୟନରେ, ସ୍ବପନରେ, ଜାଗରଣରେ, ଭଜନରେ, ଭୋଜନରେ, ଗୀତରେ, ସଂଗୀତରେ, କୀର୍ତ୍ତନରେ, ନର୍ତ୍ତନରେ, ଚିତ୍ତରେ, ବିତ୍ତରେ, ଧନରେ, ଜୀବନରେ , ବେଦନାରେ , ସମ୍ଵେଦନାରେ , ସ୍ଥିତିରେ , ଗତିରେ , ପ୍ରଗତିରେ ତିଳ ତିଳ ହୋଇ ଯେ ରହିଛନ୍ତି - ଏକଥା ଭଗବଦ୍ କୃପାପାତ୍ର ଜଣେ ଭକ୍ତ ଛଡ଼ା ଆଉ କିଏ ବା ଜାଣିପାରେ ?
ସେ କେତେବେଳେ ବିଦୁରର କୁଡ଼ିଆରେ ତ କେତେବେଳେ ଦାସିଆର ନଡ଼ିଆରେ .........ସେ କେତେବେଳେ ବନ୍ଧୁ ମହାନ୍ତିର ସୁନା ଥାଳିରେ ତ କେତେବେଳେ ମତ୍ତ ବଳରାମ ଦାସର ଅଭିମାନଭରା ଗାଳିରେ ବନ୍ଧାହୋଇ ବିଜେ ପୁଣି ବାଲି ରଥରେ , ପୁଣି କେବେ ମଣିଦାସର ଉନ୍ମତ୍ତ କରତାଳିରେ............ ସେ କେତେବେଳେ କରମାର ସୁପକ୍ବ ଖେଚୁଡ଼ିରେ ତ କେତେବେଳେ ବିଷ୍ଣୁପ୍ରିୟାର ରୂପାଚୁଡ଼ିରେ.......... ସେ କେତେବେଳେ ମାଣିକର ଦହିକଳସୀରେ ତ କେତେବେଳେ କେଳିକୁଞ୍ଜର କଳାତୁଳସୀରେ............ସେ କେତେବେଳେ ସାଲବେଗର ଭକ୍ତିଭରା ଭଜନରେ ତ କେତେବେଳେ ରାଜମଣୋହିର ଷାଠିଏ ପଉଟି ଭୋଜନରେ .......... ସେ କେତେବେଳେ କବି ଜୟଦେବଙ୍କ ସାରସ୍ବତ ମସିମୁନରେ ତ କେତେବେଳେ ଗଜପତି ପୁରୁଷୋତ୍ତମଦେବଙ୍କ ତୀକ୍ଷ୍ଣ ଅସିମୁନରେ...........ସେ କେତେବେଳେ ଗୀତାପଣ୍ଡାର ଦ୍ବାରଦେଶରେ ତ ଆଉ କେତେବଳେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମାନ ରକ୍ଷା ପାଇଁ ରାଜକାରଗାରରେ ଦାରାବେଶରେ......... ସେ କେତେବେଳେ ଶ୍ରୀରାଧାଙ୍କ ମଧୁର ଆରାଧନାରେ ତ କେତେବେଳେ ମୀରାର ମନୋରମା ମନର ମାଳତୀରେ......... ସେ କେତେବେଳେ ସକାଳର ଶୁଭ ଶଙ୍ଖନାଦରେ ତ କେତେବେଳେ ଗୀତଗୋବିନ୍ଦଶୁଣା ରମଣୀୟ ନିଦରେ ...…...... ସେ କେତେବଳେ ଦେବଦାସୀର ନୃତ୍ୟରେ ବିହ୍ୱଳ ତ କେତେବେଳେ ଭୃତ୍ୟର ଭକ୍ତିରେ ପାଗଳ...........ସେ କେତେବେଳେ କବିର କଳାକଳ୍ପନାରେ ତ ଆଉ କେତେବେଳେ ଅନୁଭବୀର ଭକ୍ତି ଭାବନାରେ...... ସେ କେତେବେଳେ ଏ କିମ୍ଭୂତକିମାକାର ବିଚିତ୍ର ସୃଷ୍ଟିରେ ତ ଆଉ କେତେବଳେ ସେ ମଜ୍ଜିଥାନ୍ତି ଛାର ଚିରନ୍ତନର ଚିତ୍ରକୃତିରେ ।
ସେ ସବୁଠି ଥାଇ ମଧ୍ୟ କେଉଁଠି ନାହିଁ। ସେ ଶୂନ୍ୟ ମଧ୍ୟରେ ପୂର୍ଣ୍ଣ। ପୂର୍ଣ୍ଣବ୍ରହ୍ମ ହୋଇ କି ଶୂନ୍ୟ ଶୂନ୍ୟ ମହାଶୂନ୍ୟ । ଅତ୍ର-ତତ୍ର-ସର୍ବତ୍ର ବିଦ୍ୟମାନ ହେଲେହେଁ ସେ ସତତ ଦୁର୍ଲ୍ଲଭ। ଜଗତକୁ ନିଜ ମାୟା ପାଶରେ ଛନ୍ଦିଦେଇ ନିଜ ଖେଳାଲୀଳା କରୁଥିବା ଚରମ ପରମ ସତ୍ତା ସିଏ । କାରଣ ସେ ପରା ଭକତ ଭାବରେ ବନ୍ଧା , ଭକତ ଜୀବନ ଧନ ।
Jay Bithala Swami 🙏🙏🙏
Mo mahaprabhu charane saran Jay sri jagannath swami 🙏
ଭକ୍ତ ଙ୍କ ର ପ୍ରିୟ ଆଶୁତୋଷ ❤
ଆପଣ ଜାହା କହିଲେ ମୋର ଗୋଟିଏ ଲକ୍ଷଣ ନାଇଁ, କାଳିଆରେ ମୋତେ କ୍ଷମା କରିଦବୁ 🙏🌹🙏♥️
Jay shree Krishna gubinda hare murari he nath narayan vasudeva ki jay 🌺🌺🌺🌺🌺🙏🚩🚩🚩🚩🙏🌺🌿🍎🍎🙏🌿🌿🌿🌿🌿🌿🌿🌿🌿🌿🌺🙏🙏🙏🪔🪔⭕‼️⭕🪔🪔🪔🔔🔔🔔🔔🔔🔔🔔🔔🔔🔔🔔
Apana annaanya sir apanku koti Koti pranam mahaprabhu Sri jagganath swami nayana pathagami bhabatume prabhu
Ashutosh bhai ଆପଣଙ୍କ ବାକ୍ ଚାତୁରୀ really very axelent .so nice of you. Thank you so much
Horebol 👏 Horebol 👏 Horebol 👏 Jay jay shree Jagannath 🙏 Jay jay shree Jagannath 🙏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
Jay sree Jagannath swami. Bahut sundar katha
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏
Ashu Babanku Jagannath rakshyakarantu
🙏🏻🙏🏻🙏🏻Jay Jagannath 🙏🏻🙏🏻🙏🏻
Apanka e bhakti bhab dhara bahut bahut sundar sabu jaganath may hoi jauchi
Bhakta and Bhagwan relationship is wonderful in every yuga ❤❤❤
Pranam pada tale...❤
Jay jagannath Jay jagannath Jay jagannath
Jay sri jagannath sir. 🌹🙏🙏🙏🙏🙏🙏🙏🙏.........
Jay Jagannath Swami Nayana Nana Pathak Gramin Bhagwat mein🎉🎉🎉🎉
He Bhakta baschal dinabandhu Anka
Charan re ananta koti dandabata Mahaprabhu.
ମଣିମା ଜଗତର କଲ୍ୟାଣ କରନ୍ତୁ l
ଜୟ ଜଗନ୍ନାଥ
Jay Jagannath Jay Jagannath Jay Jagannath 🙏🙏🙏
Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
Jay Jagannath Prabhu nka ra jay
Jay Shree Jagannath🙏🙏🙏🙏🙏🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
Jay bithal baba koti koti pranam
JAY JAGANNATH MAHAPRABHU
ଜୟ ଜଗନ୍ନାଥ 🙏। ବହୁତ ସୁନ୍ଦର 🙏
Jaya jaganatha Swami 🙏🙏🙏🙏
ମହାପ୍ରଭୁ 🙏🙏🙏
ଜୟ ଶ୍ରୀ ହରି ନାରାୟଣ