President Ramnath Kovind Praises CM Naveen Patnaik For Beautification Of Puri Jagannath Temple

Поделиться
HTML-код
  • Опубликовано: 9 сен 2024
  • #President #RamnathKovind #NaveenPatnaik
    ନବୀନଙ୍କୁ କୋବିନ୍ଦଙ୍କ ପ୍ରଶଂସା । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସାର୍ଟିଫିକେଟ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବଥର ଅପେକ୍ଷା ଚଳିତଥର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆସିଛି ଅନେକ ପରିବର୍ତ୍ତନ । ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 48

  • @chandrahasyaparida3917
    @chandrahasyaparida3917 2 года назад +7

    ମୋଦୀ ସରକାର ଯେପରି ତା ର ରାଜ୍ୟ କୁ ସୁନା ର ରାଜ୍ୟ ଭାବେ ଗଢି ଚାଲିଛି, ସେପରି ଓଡ଼ିଶା କୁ ଗଢ଼ିବାକୁ ହେଲେ ନିଯୁକ୍ତି/କଳକାରଖାନା ଗଢିଲେ ଆମ ରାଜ୍ୟ ସେଇପରି ଭାବେ ଠିଆ ହୋଇ ପାରିବ ,ଓ ରାଜ୍ୟରୁ ଗରୀବ ହଟି ପାରିବ,🙏🙏🙏

    • @drxbabul5387
      @drxbabul5387 2 года назад

      ଭଲ କଥା କାରଣ ଓଡିଶା କୁ ବିଜେପି ଦରକାର

  • @chandrahasyaparida3917
    @chandrahasyaparida3917 2 года назад +5

    ଯଦି ରାଜ୍ୟ ସରକାର ୯୫୦୦୦ ( ଫାନି) ସହାୟତା ନଦେଇ ସେମାନଙ୍କ ର ନିଯୁକ୍ତି କ୍ଷେତ୍ର ପାଇଁ/ଅନୁଧ୍ୟାନ ଦିଆ ଯାଏ/ କଳକାରଖାନା ଆମ ରାଜ୍ୟ ରେ ତିଆରି କରାଯାନ୍ତା ତେବେ ରାଜ୍ୟ ବସି ମାନେ ଖୁସି ହୁଅନ୍ତି!🙏🙏🙏🙏

  • @Dalai143
    @Dalai143 2 года назад +8

    ମନ୍ଦିର ର ରୂପରେଖ ପରିବର୍ତ୍ତନ ହେଲା ସତରେ କିନ୍ତୁ କଣ ପୁରୀ ମନ୍ଦିରରେ ଥିବା ପଣ୍ଡାମାନଙ୍କ ଲାଳୁଆ ପ୍ରକୃତି ପରିବର୍ତ୍ତନ ବି ହେଇଛି?

  • @nirodbiswal8025
    @nirodbiswal8025 2 года назад

    Jay. Jaganath

  • @jagadishchandrajayapati7719
    @jagadishchandrajayapati7719 2 года назад +2

    Yes, the beautification projects of Schools/Colleges and Temples including Churches and Mosques of Odisha as done by the Government of Odisha is PRAISEWORTHY.

  • @a.ksports4746
    @a.ksports4746 2 года назад

    Jay Jagannath

  • @satyanarayanbarik1016
    @satyanarayanbarik1016 2 года назад +1

    ଜୟ ଜଗନ୍ନାଥ ମହାପ୍ରଭୁ

  • @kameswarYouTubeExpress
    @kameswarYouTubeExpress 2 года назад +2

    Jay Jagannath 🙏

  • @prakashparida792
    @prakashparida792 2 года назад +1

    Jai naveen jai odisha

  • @saratranjanbehera6661
    @saratranjanbehera6661 2 года назад +12

    ଠିକ କଥା ଭାଇ ନବୀନ ଙ୍କର ସବୁ କାର୍ଯ୍ୟ କୁ ପ୍ରଂଶସା କଲେ ରାଷ୍ଟ୍ରପତି ସତରେ ଭାଇ..... ପରୀ, ଇତିଶ୍ରୀ, ସୌମ୍ୟ ଏମାନଙ୍କର ହତ୍ୟା କାଣ୍ଡ ରେ ପୁଲିସ କେମିତି ନିରବ ଆଉ ନବୀନ କେମିତି ଚାପ ପକେଇ ନିରବ ଦ୍ରଷ୍ଟା ସାଜିଛନ୍ତି ସେଥିପାଇଁ ତ ରାଷ୍ଟ୍ରପତି ନିଶ୍ଚୟ ଧନ୍ୟବାଦ ଦେଇଥିବେ ନବୀନ ଙ୍କୁ....ନା କଣ....

    • @Pabitra_kumar_Jena
      @Pabitra_kumar_Jena 2 года назад +2

      ମୁଁ sure BJD ସରକାର ଯିବାର ସମୟ ଆସିଲାଣି ସମସ୍ତେ ଅତିଷ୍ଠ ହୋଇ ଗଲାଣି,,

    • @brajakishorepadhi4022
      @brajakishorepadhi4022 2 года назад +2

      Ek dum correct katha...ye gudaka bramhan kan navin kukura adhika...

    • @sanghamitradas371
      @sanghamitradas371 2 года назад

      A nana pura bjd agent

    • @saratranjanbehera6661
      @saratranjanbehera6661 2 года назад

      @@sanghamitradas371 ନନା ମାନେ ବି ବିଜେପି, ବିଜେଡି ହେଇକି ଅଛନ୍ତି...? ଜଉଟା ଜଗନ୍ନାଥ ସଂକୃତି ରେ ଅତି ଦୁଃଖ ର ବିଷୟ......

  • @priyanshumohanty9459
    @priyanshumohanty9459 2 года назад +1

    Jai jagannath 🙏🙏🥰

  • @Rohit_IITK
    @Rohit_IITK 2 года назад

    Gujrat Historically developed....odisha ku khud revenue ru Kariba ku padiba puni au gote problem prati yr 2,3 ta cyclone eitaa challenge odisha Govt pain

  • @Rkd6122
    @Rkd6122 2 года назад +3

    ରାଷ୍ଟ୍ରପତି ସେବାୟତ ମାନଙ୍କୁ କଣ ବିଦାଖି ଦେଲେ, ଲୋକ ଜାଣିବାକୁ ଇଛୁକ।
    ଦୟାକରି କହିବେ। 👏

  • @prittamkumarbarik5368
    @prittamkumarbarik5368 2 года назад

    Jai jagannath 🙏 jai jagannath 🙏

  • @Rohit_IITK
    @Rohit_IITK 2 года назад

    Gujrat ku odisha compare kale historical bahoot farak

  • @ilukumar579
    @ilukumar579 2 года назад

    Jay Jagannath ❤️❤️❤️❤️🙏🙏🙏

  • @mohirambehera8866
    @mohirambehera8866 2 года назад

    Jay jagannath🙏🙏🙏

  • @rakeshgraphics1914
    @rakeshgraphics1914 2 года назад +7

    ତୁମେ ତ ଅନେଇକି ଅଛ କୋଉଠି BJD ଭୋଟ କୁ encash କରିହବ, ରାଜନୀତି କରୁଛ ଖାଲି ନନ୍ଦିଘୋଷ tv

  • @sunilkumarpatnaik6953
    @sunilkumarpatnaik6953 2 года назад

    Rojagar. ...ROJAGAR. ..? New New Cold Storages, New New Food Processing Units, New Grain Storages, New Solar Light systems etc etc karajau Puri rey....

  • @Swabhimanodishanews
    @Swabhimanodishanews 2 года назад +1

    ଆବେ ଗାଁ ଗୁଡାକୁ ଯାଅ ନବୀନ ବାଳ ତାଡି ପକେଇଛି ଦେଖିବ

  • @ramachandrapani6302
    @ramachandrapani6302 2 года назад

    Chanel naveen pattanaik

  • @Raj12213
    @Raj12213 2 года назад +4

    ତମେ ଶଳେ ନନ୍ଦିଘୋଷ ଟିଭି ସରକାରର .......ଚାଟି ଚାଲିଛ

  • @chaturbhujamahakuda3301
    @chaturbhujamahakuda3301 2 года назад

    Neta manankara kama ta prasansa kariba

  • @prasantkumarsahoo1054
    @prasantkumarsahoo1054 2 года назад

    Hn Odisha ta ku madua karideley tanku ta dhanyabad daba uchit

  • @muktikantasahu4295
    @muktikantasahu4295 2 года назад

    Tuma Chanel ku like kale nahi ki 😂😂😂

  • @mallick2964
    @mallick2964 2 года назад +1

    Micha😯

  • @kunmun9983
    @kunmun9983 2 года назад +1

    Arey
    Eita kn president ki?
    Kai ta president Patiru suniluni ame kiye.
    Bala cm ki Kama kire..
    Sala chuka channel ta pura .
    Kai president thu bite nelani

  • @devrajbariha8928
    @devrajbariha8928 2 года назад

    Thhaku ranka sebaka hei bi michha kahu chhu ta tharu Bali aau papa kana

  • @soumyamusic4u87
    @soumyamusic4u87 2 года назад +2

    ଚାଟୁକାର ସଳା

  • @pravakardas2287
    @pravakardas2287 2 года назад

    Odisha ru genda dala hatiba darkar

  • @dmahanayak3281
    @dmahanayak3281 2 года назад

    ନବୀନ ର ଆଉ କିଛି ଦେଖିକି ଭଲ କହିଛନ୍ତି । ହେଲେ ମୋର ଗୋଟେ doubt ନବୀନ ବାବୁ ଙ୍କର ଆଉ କିଛି ଟା ତ ନାହିଁ । ତାହେଲେ କଣ ଦେଖିକି ଭଲ କହିଲେ କେଜାଣି । କି ତାର ଗାଣ୍ଡିଘୋଷ ଯୋଡ଼ି ଜାଡ଼ିକି କହୁଚି ।

  • @monalishasahoo3735
    @monalishasahoo3735 2 года назад

    Maghia kumaghia pasand nhi Kari b

  • @sanghamitradas371
    @sanghamitradas371 2 года назад

    A nana pura bjd agent