ଗାୟକ ରତ୍ନ ପ୍ରଭାତ କୁମାର ସାହୁଙ୍କ ଅପରେସନ ଚଉତିଶା//ଭାଗ-୧//ଆରାଧନା ଟିଭି(ଓଡ଼ିଆ)କ୍ରମଶଃ..
HTML-код
- Опубликовано: 10 окт 2024
- ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଦୂରାରୋଗ୍ୟ କ୍ୟାନସର ରୋଗରେ ପୀଡିତ ହୋଇ ରୋଗଶଯ୍ୟାରେ ଜଗତକର୍ତ୍ତା ଜଗନ୍ନାଥ ଙ୍କୁ ହୃଦୟର ଭାବକୁ ସମର୍ପଣ କରିଥିଲେ।ଏହା "ଚଉତିଶା" ନିୟମରେ ତାଙ୍କର ନିଜସ୍ୱ ରଚନା ଥିଲା......
Pravat kumar Sahoo
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ହେ ସତ୍ୟପୀର ଠାକୁର,ୟେ ତୁମେ କଣ କଲ୍।
Jay jagannath
He amar atma ashrul shraddhanjali
ମୋ ବାବା ସବୁବେଳେ best ।। ପ୍ରଣାମ
ଆଖିରେ ମୋର ଲୁହ ହେ ମହାଶୟ ହଟପୁର ଛ ମୌଜା ପାଲା ସର୍ବଦା ଆପଣଙ୍କ ପାଖରେ ଋଣୀ ତୁମେ ଜଗନ୍ନାଥ ଙ୍କ କୃପାରୁ ଜଲ୍ଦି ପାଲା ଜଗତ କୁ ଫେରିଆସ ଏତିକି କାମନା 🙏🙏🙏🙏
ଧନ୍ଯ ସାହୁ ତୁମ ଜନ୍ମ ଶୁଭ କ୍ଷଣେ ମ୍ରୃତ୍ୟୁ ଞ୍ଜୟ ହୁଅ ଉତ୍କଳ ଭୁନନେ
ପ୍ରଣାମ ଭାଇ।🙏🙏🙏
ମହାପ୍ରଭୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଦିଅନ୍ତୁ।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
😩😩😭😭😭bahut dukha lagila aagyan... Jagannath seeghra bhala kari diantu 🙏🙏🙏
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
ଆପଣଙ୍କ ଗୁରୁଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କର ସହିତ ଅଛି। ଶୀଘ୍ର ଆରୋଗ୍ୟ ଲାଭ କରି ପାଲା ମଇଦାନକୁ ଆସିବେ। କଳା ଠାକୁରଙ୍କ ଦୟା ନିଶ୍ଚୟ ହେବ। ଜୟ ଜଗନ୍ନାଥ
My all time dream gayak Prabhat sir... jaha pala dekhila pare au kaha pala bhala lageni... god bless u sir... pray for rapid recovery at Lord Jagannath
ଆଜ୍ଞା ପ୍ରଣାମ, ଆପଣ ନିଶ୍ଚିତ ଭାବରେ ଆଉଥରେ ଗାଇବେ ଏଥିରେ ଦ୍ୱିମତ ନାହିଁ 🙏🙏
ସାର୍ ନମସ୍କାର🙏🙏🙏କାଳିଆଠାକୁରଙ୍କ ପାଖରେ ପ୍ରାଥନା କରୁଛି ଆପଣ ଙ୍କୁ ଭଲ ରଖନ୍ତୁ🙏🙏🙏🙏
ଗାୟକ ରତ୍ନ ଲୋକନାଥ କର ଙ୍କର ଦ୍ଵିତୀୟ ସ୍ୱରୂପ |ମାତ୍ର ଅପଣଂକୁ ପ୍ରଭୁ ଭଲ କରିଦେଇ ପୁଣି ପାଲା ମଞ୍ଚରେ ଅପଣଂକୁ ଦେଖିବା ପାଇଁ ମିଳୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା |
ଜୟ ଜଗନ୍ନାଥ 🙏🙏
Vibhu nk padatale atiki nivedan .keuindin apan sampurn arogya hoi amm manank madhya ku pheribe .odishar pratiti pala premimanankar hrudayar Ratna apan achanti au rahibe .no body can take ur place 🙏🙏🙏🙏🙏
Ati sundar sir jaldi bhala hoijaantu
Heartly Pranam Sir 🙏🙏🙏🙏
Thanks Gayak ratna Prabhat Sahoo Mahodaya. Thanks your performance
Jagannath swami gayak ratna Prabhat Sahoo nku sighra arogya karantu aha mora prathana
Kete kasta hoithiba prabhat babu, puni dharadhamaku chaliasa
ହେ ମହାପ୍ରଭୁ ଏତିକି ଦୟା କର ,ମୋ ପ୍ରିୟ ଗାୟକଙ୍କ ପୂର୍ବ କଣ୍ଠ ଫେରାଇ ଦିଅ
ପ୍ରଞ୍ଚଣ୍ଡ ପ୍ରତିଭା ଙ୍କୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଝରି ପଡୁଥାଉ ।
ବହୁତ ସୁନ୍ଦର ସାରେ ଭଗବାନ୍ ଆପଣଙ୍କୁ ଭଲକରି ଦିଅନ୍ତୁ ଜୟ ଜଗନ୍ନାଥ
Bohut hrudaya sparshi upastapana ...pranam sir🙏
ପ୍ରଣାମ ସାର୍ 🙏
🙏🙏🙏
ହେ ମହାବାହୁ ସାର୍ ଙ୍କୁ ପାଲାକାର ଦୁନିଆ କୁ ଆଣନ୍ତୁ ଏହା ମୋର ପ୍ରାର୍ଥନା
Satare kn emiti jane gayak ama pain au asibe he bhagwaan tankaar attma ku sadgati diantu
Jay shree hari
Legendary pala gayak Odishara. Jagarnnath kete nisthura. Apana vala hoi sighra mancha ku pherantu ehi kamana.
Jay jagannath 🙏🙏🙏
Jay Jagannath
Legend 🖖
No word for this performance 🙏🙏🙏🙏🙏🙏🙏
God will send you again to spread his message. RIP. We will miss you sir.
ନମସ୍କାର ଆପଣଙ୍କ ସହିତ ସାକ୍ଷାତ ହୋଇଥିଲା ପ୍ରମୋଦ ପଲେଇଙ୍କ ଘରେ ।
ପୂର୍ବାସା ପାଲା କାର୍ଯ୍ୟକ୍ରମ ସମୟରେ ।
ଜଗନ୍ନାଥଙ୍କ ପାଖରେ ନିବେଦନ ଆପଣଙ୍କର
ପୂର୍ବ ଅବସ୍ଥା ପ୍ରାପ୍ତି ହେଉ ।
ମଦନ ମୋହନ ନାୟକ ୯୪୩୭୧୩୪୬୩୯
Jaya jaganath
ଜୟ ଜଗନ୍ନାଥ 🙏 🙏
God bless you sir
ମଙ୍ଗଳମୟ ମହାବାହୁ ଶ୍ରୀଜଗନ୍ନାଥ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରନ୍ତୁ । ଏତିକି କେବଳ କାମନା । ଜୟ ଜଗନ୍ନାଥ 🙏🙏🙏🙏🙏
ଭଗବାନ ତୁମକୁ ଭଲରେ ରଖନ୍ତୁ
God is great.
Jay Jagannatha
God bless You Sir
I pray God for quick recovery of our gayaka ratna Pravat Sir. Also I request him to take care of his health . Government should provide necessary assistance for long life of such a rare genius .
What a voice and imagination.....rest in peace
ଭାଇପ୍ରଣାମ୍ ଆଊଥରେ ନିଶ୍ଚୟ ଗାଇବ ପ୍ରଭୁ ଭଲ କରିଦିଅନ୍ତୁ
Miss you sir 😭😭😭RIP
Great sir
Jay jagannath🙏🙏🙏💐💐💐
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ🙏🙏🙏🙏
Maha bahumangalkarntu
Heprabhu
Very nice
Iswar tuma atmaku sadgati diantu. ....
ପ୍ରଣାମ ସାରେ
Pranam
Dharaprustaru gote ujjwaltama nakhetra chaligale taankara sunyasthana kehi purana kariparibeni bhagaban taankara aatmaku sadgati pradan karantu,,🙏🙏🙏
So sad,... ଆପଣଙ୍କୁ ପ୍ରଣାମ
Jagannath apanankara mangala karantu
🙏🙏🙏🙏🙏🙏🙏
😭😭😭😭😭
Maha pravu jagannath apn nku jatha sighra sampurna sutha karideantu tanka pakhe atiki kamana ..
😢😢😢😢😢😢🙏🙏🙏🙏🙏🙏
ମୁଁ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପୁଣି ଥରେ ମଞ୍ଚରେ ସତ୍ୟ ନାରାୟଣ ଙ୍କ ପ୍ରୀତିଅର୍ଥେ ପାଲା ପରିବେଷଣ କୁ ସମଗ୍ର ପାଲାପ୍ରେମୀ ସଂସ୍କୃତି ପ୍ରେମୀ ଓଡିଶା ବାସୀ ଚାହିଁ ରହିଛନ୍ତି। ମହାପ୍ରଭୁ ମଧ୍ୟ ଚାହିଁ ରହିଛନ୍ତି। ସେ ଯେ ଭାଗଗ୍ରାହୀ ତାର ପ୍ରମାଣ ସେ ନିଶ୍ଚିତ ଦେବେ। ଜୟ ଜଗନ୍ନାଥ।
Sir namasakar bhagaban Bhala karantu
Bhagwan Tumko Bhala Raha khana
Jagannath apananku jatha shighra bhala kari ama mananku apankankara pala sunantu
😂😂😢😢😢😢
ଠାକୁର ଭଲ କରି ଦିଅ ।
Maa kalika nkara aasribad
Gayaka Ratna nka prati kahin ki ete nisthura hela maa mangala? Thanka abarta manare Pala premi mananka dukha ku Kan bujhi pari luni maa.au thare tanku ehi odisha re janma de maa
ଆପଣ ସେମିତି ସୃଜନୀ ଲେଖନ୍ତୁ ପାଲା ନ ହେଲା ନାହିଁ କବି ହୋଇକି ବାହାରନ୍ତୁ ଆଜ୍ଞା ଏ ବିଶ୍ବ ଦରବାରରେ ।
Rip🙏🏻
ପ୍ରଣାମ ସାର୍ ଭଗବାନ ଆପଣଙ୍କୁ ଜଲ୍ଦି ଭଲ କରି ଦିଅନ୍ତୁ ଏତିକି ଭଗବାନ ଙ୍କ ନିକଟରେ ପ୍ରାର୍ଥନା ବହୁତ ସୁନ୍ଦର ଭାବନାର କବିତା ଗାଇଛନ୍ତି ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Pravat Bhai ,Try to start palla
Thanks pravata babu
Loka natha karanka koili choutisha Bhali lekha AAU Bhavana
How sorry it is?
When we see this video after your death
ସେହି କମଳାକାନ୍ତ, ଖଗପତି ଆପଣଙ୍କୁ ନିଶ୍ଚୟ ମଞ୍ଚକୁ ଫେରାଇ ଆଣିବେ ।
Jay jagannath
God bless you sir
Jay Jagannath
🙏🙏