Jibana Do Chhakire Ashara Alok Ep 264| 01 MAY 2021|ପଦ୍ମାବତୀ ତୁମେ ଭାରି ରାଗି

Поделиться
HTML-код
  • Опубликовано: 24 ноя 2024

Комментарии • 626

  • @atozodiastudy9458
    @atozodiastudy9458 3 года назад +600

    ସବୁ ଏପିସୋଡ ରେ ଗୋପବନ୍ଧୁ ସାରଙ୍କୁ କିଏ କିଏ ଦେଖିବାକୁ ଚାହୁଁଛ ଲାଇକ କର ।

    • @deepanjalibehera5483
      @deepanjalibehera5483 3 года назад +3

      Mate aashar r alok r contact number darkar

    • @latikanayak6515
      @latikanayak6515 3 года назад +1

      NM

    • @anjanadas2091
      @anjanadas2091 3 года назад +1

      @@latikanayak6515 k

    • @bibhushanbehari146
      @bibhushanbehari146 3 года назад

      @@deepanjalibehera5483you beta and goo methods of the day the day of of these days to be a good time to see you beta Android's you can do it and sound in the day of the day of the day of the day of the day of the day of the day of the day of the day of the day of the sound in the

    • @varunnayak3009
      @varunnayak3009 3 года назад

      Gopabandhu sir all time best person

  • @grahulrahul3993
    @grahulrahul3993 3 года назад +64

    ସବୁ ଅଧାୟରେ ଗୋପବନ୍ଧୁ ସାର୍ ଙ୍କୁ ଡକାହେଉ
    Please...ସାର୍ ଧନ୍ୟବାଦ

  • @grahulrahul3993
    @grahulrahul3993 3 года назад +76

    ଗୋପବନ୍ଧୁ ସାର୍ really. କଥା କହିନ୍ତି
    ସାର୍ ରହିଲେ ମଞ ଆଗେଇ ଯିବ ସାର୍ ଆପଣଙ୍କ କଥା ମୋର ବହୁତ ପସଦ...

  • @payalmusic355
    @payalmusic355 3 года назад +80

    ଭଲ ପାଇବା ବଢ଼ିଲେ ଧନ ସମ୍ପତ୍ତି ବଢ଼ିବ ଅଭାବ ରହିବନାହିଁ

  • @sudhirdakua7469
    @sudhirdakua7469 3 года назад +70

    ଗୋପବନ୍ଧୁ ସାର୍ ଙ୍କୁ ମୋର କୋଟି କୋଟି ନମସ୍କାର 🙏🙏🙏

  • @changeyourlife3995
    @changeyourlife3995 3 года назад +55

    ଯେତେ ବିବାହ ବିଚ୍ଛେଦ ହଉଚି, ତାର ମୁଖ୍ୟ କାରଣ ହେଉଛି ସନ୍ଦେହ 👍👍

  • @chilikalifestyle3238
    @chilikalifestyle3238 3 года назад +7

    ଏ ଝିଅକୁ କେବଳ ପଇସା ଦରକାର ଆଉ ଏ ଝିଅ ଆଉ କାହା ସହ ଚକର କରୁଛି ନହେଲେ କୋଉ ଝିଅ ଅମିତି କହିବନି😠😠😠😠 ସବୁ ଝିଅ ଚାହିବେ କି ସେ ତା ସ୍ବାମୀ ସହ ରହିବ ବୋଲି।।। ଏ ଝିଅ ତ କନ ଖାଲି କଲିହୁଡ଼ି ପରି ହଉଛି।।।

  • @smrutiranjansahoo7935
    @smrutiranjansahoo7935 3 года назад +6

    ଗୋଟେ ନାରୀ ଭଲ ବୋହୂ ହେବାକୁ ହେଲେ କେତେ ରାଗ କୁ ଚାପି ରଖିବାକୁ ପଡେ,, ଏ ନାରୀ (ପଦ୍ମାବତୀ) ବହୁତ ଉତକ୍ତ ହେଉଛି, ଝରଣା ମ୍ୟାଡ଼ାମ ବି ଗୋଟେ ନାରୀ, ତାଙ୍କ କଥା ଆଉ ପଦ୍ମାବତୀ କଥା କେତେ ପାର୍ଥକ୍ୟ... ସବୁ କଥା ର ସମାଧାନ ଉଚ୍ଚା ସ୍ୱର ରେ କହିଲେ ହୁଏ ନାହିଁ. ସମସ୍ୟା କୁ ବୋହି ନେବାକୁ ବୋହୂ କୁହାଯାଏ.. ଧନ୍ୟବାଦ.

    • @bablicreation6569
      @bablicreation6569 3 года назад +3

      Bahut bhala Kathatia kahila . Mana khusi hoegala👍

    • @smrutiranjansahoo7935
      @smrutiranjansahoo7935 3 года назад

      @@bablicreation6569 thank you.

    • @GandhiPallai
      @GandhiPallai Месяц назад

      M modd use😮 huvfdddnjjhhuugff fillutyyh bu bu hu es ex d Dr rtzx CT bhij bu CT CT BHh. Njjnjhnnnnn bumnnn. 🫢😑😬😬 😊ol!nnnnn!n. CT😮 bu hu no hi gi bu oo vi hu thi g yy to FC 😊​@@bablicreation6569

  • @pradipkumarsahoo6788
    @pradipkumarsahoo6788 2 года назад +3

    Jhia ta bhauja great person

  • @Dayanidhisahuvlogs
    @Dayanidhisahuvlogs 3 года назад +28

    କେବଳ ଗୋପବନ୍ଧୁ ସାର ଙ୍କ ପାଇଁ ମୁଁ ଆଶାର ଆଲୋକ ଦେଖୁଛି

  • @susamapadhi4446
    @susamapadhi4446 3 года назад +9

    ଆଶା ର ଆଲୋକ ଦେଖିବାକୁ ମୋତେ ବହୁତ ଭଲ ଲାଗୁଛି ସମସ୍ତ ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିରିଏଲ ବହୁତ ଭଲ ହୋଇଛି

  • @Subarnabulu
    @Subarnabulu Месяц назад +2

    ମୋ ମତ ରେ ଏ ଇ ଝିଅ ପାଖରୁ ଦୂରେଇ ଯିବା ଠିକ୍।। ଏ ଝିଅ ର କଥା ବାର୍ତ୍ତା ଠିକ୍ ନାହିଁ ।। ସଂସ୍କାର ବୋଲି ଗୋଟେ ଜିନିଷ ୟା ପାଖରେ ନାହିଁ।।।

  • @manasranjandash2464
    @manasranjandash2464 3 года назад +85

    ସବୁ ମୋବାଇଲର ଦୋଷ।ଆଉ ଗୋଟିଏ କଥା ଆଜିକାଲି ପତ୍ନୀମାନେ ଚାହୁଁଛନ୍ତି ପରିବାର କହିଲେ
    ମୁଁ ,ମୋ ପିଲା ଆଉ ମୋର ସିଏ।

  • @payalmusic355
    @payalmusic355 3 года назад +50

    ମିଶି କି ରୁହ ସମସ୍ତେ ,,,,, ରାଗ ଅଭିମାନ ଯେତିକି ଭଲ ସେତିକି ଖରାପ ,,,, ଧନ ସମ୍ପତ୍ତି ବଡ଼ ନୂହେଁ ସମସ୍ତେ ସମସ୍ତଙ୍କୁ ଭଲ ପାଅ ,,

  • @saanulitu
    @saanulitu 3 года назад +10

    ଦୀର୍ଘ 45 ମିନିଟ୍ 52 ସେକେଣ୍ଡ୍ ଲମ୍ବା ଭିଡିଓ ଦେଖିବା ପରେ ମୁଁ ଏହା realise କଲି ଯେ ଅଶିକ୍ଷିତତା ଏମାନଙ୍କ ବରବାଦ୍ ର ମୂଳ କାରଣ...

  • @t.m.s.4175
    @t.m.s.4175 3 года назад

    ବହୁତ ଭଲ ଲାଗିଲା ଉପସ୍ଥାପନାସହିତ ବୁଝାଇବା ଶୈଳି ବହୁତ ସୁନ୍ଦର ଥିଲା ବହୁତ ଧନ୍ୟବାଦ ଆଶାର ଆଲୋକ ବହୁତ ଧନ୍ୟବାଦ

  • @RameshMohanty-p1f
    @RameshMohanty-p1f 3 месяца назад

    Das family. Very Good.

  • @basantasahoo425
    @basantasahoo425 3 года назад +2

    ଭଗବାନ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ

  • @satahi9122
    @satahi9122 3 года назад +13

    ସବୁ ଦୋଷ ଝିଅ ମାନଙ୍କର । ସବୁରି ମୂଳରେ ସୁପ୍ରିମକୋର୍ଟ ର ଜଜ୍ ମାନେ ଏକ ନମ୍ବର ହାରାମି

  • @sonakrishna2466
    @sonakrishna2466 3 года назад +3

    1 ବହୁର ଜିବନ ସାରା କାମ ସରେନା 2 ବାପା ମା. ବହୁକୁ କହିବେ. କାହିକି ନା ପୁଅକୁ ତିଆରି କରିଥିବା ଲୁକ ବାପା ମା 3 ବହୁ ମାନେ ଭାବୁଚ ମ ସମି ମ ପୁଅ. ମ ପରିବାର ତୁମେ ଭାବିବା ଦରକାର.. ତୁମେ ଜାହାକୁ ମ ସମି କହୁଚ ତିଆରି କରିଥିବା ଲୁକ. ବାପା ମା

  • @sansn4264
    @sansn4264 8 месяцев назад

    Great initiative by o tv

  • @soubhagyaentertainment4038
    @soubhagyaentertainment4038 3 месяца назад

    Mihir bhai ❤ very nice

  • @anuradhashandil3819
    @anuradhashandil3819 11 месяцев назад

    Very nice show aau yei show emiti chalu

  • @mantusahu8079
    @mantusahu8079 2 года назад

    Jay jagannath maha prabhu jai maa Laxmi maa jay baba bhole nath prabhu jai maa parvati maa 🙏🏾🙏🏾🙏🏾

  • @PradhanAditya-c8x
    @PradhanAditya-c8x 7 дней назад

    ଏ ଗୋଟେ ବଦମାସ୍ ସ୍ତ୍ରୀ ଲୋକ

  • @dibya63
    @dibya63 3 года назад +32

    Labour ହେଇକି ଏ ଭଳିଆ ସୁନ୍ଦରୀ ସ୍ତ୍ରୀ, ଶଳା ଆମେ engineer ହେଇ ଗୋଟେ ବି ପଟେଇ ପାରୁନି

  • @dibya63
    @dibya63 3 года назад +32

    Better not marriage, single life is best

  • @rasmitapatra1719
    @rasmitapatra1719 3 года назад +25

    Plz papa maa ku pachara tamaku bhagaban saha Hebe......!!!!!🙏🙏🙏🙏

  • @ajayamishra1118
    @ajayamishra1118 3 года назад +23

    Jharana mam mun aapanankara bahut bada fan....

  • @prabhatnayak1697
    @prabhatnayak1697 3 года назад

    Great this the best way to joint a destroyed family

  • @sambeetsahoo2373
    @sambeetsahoo2373 2 года назад +6

    The judges r wonderful ❤️.....They have the compermise mindset ❤️

  • @ଆଖିଏବାସ୍ନା
    @ଆଖିଏବାସ୍ନା 3 года назад +8

    ଅସାର ଆଲୋକ ଏମିତି ଉଦ୍ଭାସିତ ହେଉଥାଉ.... 🙏🌹

  • @manojkumarsahoo2277
    @manojkumarsahoo2277 3 года назад +7

    ଆଜି ର ବିଶେଷ ସୂଚନା ହେଲା... ପଦ୍ମା ବତୀ ଙ୍କ ର କିଛି ଭୁଲ୍ ରହୁଛି ଆଉ ତାଙ୍କ ସ୍ଵାମୀ ଙ୍କ ର ବି ଭୁଲ୍ ରହୁଛି. ଆଉ ପୁଅ ଙ୍କ ବାପା ମା ତାଙ୍କ ପୁଅ ମାନଙ୍କ ପାଇଁ ସେମାନେ ବହୁତ୍ କିଛି କରିଛନ୍ତି କିନ୍ତୁ ଖରାପ ଭାଷା ପ୍ରୟୋଗ କରିବା ଠିକ୍ ନୁହେଁ... ସ୍ଵାମୀ ଆଉ ସ୍ତ୍ରୀ କେବେ ବି ନିଜ ନିଜ ପାଇଁ ଅବିଶ୍ବାସ ସ୍ରୁଷ୍ଟି କରିବା ଟା ଠିକ୍ ନୂହେଁ ଅଉ ଗୋଟେ କଥା ସବୁ ଭୁଲ୍ କୁ ଭୁଲି ଯେ ଆଗକୁ କୁ ବଡେ ସେ ହିଁ ପ୍ରକୂତ ମନିଷ

  • @sunilkumarvehera7411
    @sunilkumarvehera7411 3 года назад +3

    ଝିଅ ର ଭୁଲ ନ ଥିଲା.. କିନ୍ତୁ ବୁଝି ପାରୁନ ଥିଲା କେମିତି କରିଲେହେବ ଟିକିଏ ଯିଦିଆ ଥିଲା... ପୁଅ କିଛି କହୁନଥିଲା କିନ୍ତୁ, ତାର ଦାୟିତ୍ୱ ନାହିଁ ପରି ମନେ ହୁଏ...

  • @baikunthnathsahoo8614
    @baikunthnathsahoo8614 3 года назад +1

    🙏🙏🙏🙏🙏🙏🙏🙏🙏🙏🙏sir
    Ahe kagea bahu Sandra

  • @mantusahu8079
    @mantusahu8079 2 года назад

    Jai maa mangala bharasa

  • @ravinder9882
    @ravinder9882 Год назад

    Jarana mam kathara point dharibara mu bahut khusi

  • @dbiki
    @dbiki 3 года назад +8

    ସ୍ତ୍ରୀ ଲୋକ ଟା ଠିକ ନୁହେଁ

  • @lopamudrasethichandin4677
    @lopamudrasethichandin4677 2 года назад

    Jarana mdm 👌👌👌

  • @RK-xe4qq
    @RK-xe4qq 3 года назад +17

    ଝିଅ ମୁହଁ କଣ ଲୋ ବୋପା 🙄🙄🙄🙄🙄🙄

  • @sridharrana274
    @sridharrana274 Год назад

    Bahutu mane pada mihir sir apanku mora koti koti pranam

  • @harishkumarjena4629
    @harishkumarjena4629 3 года назад +16

    Gopabandhu sir, ur right about relationships between parents &son. .ohh God ! What is going on in the SOCIETY... KINDLY all brothers&sisters don't avoide father &mother..🙏🙏🙏🙏

  • @SujataPatra-sh4ls
    @SujataPatra-sh4ls Год назад

    Good❤

  • @sureshpatra184
    @sureshpatra184 3 года назад

    Mihir bhai nka katha very nice

  • @kingstatus0102
    @kingstatus0102 3 года назад

    Thanks for Asara Aloka........

  • @sunarammarandi2745
    @sunarammarandi2745 3 года назад +13

    ଅଭାବରେ ସ୍ୱଭାବ ନଷ୍ଟ । ବାପ୍ ରେ କି ଝିଅ। ମୋ ମତରେ ପରିବାର ପାଇଁ ଆର୍ଥ ରୋଜଗାର କରିବା ଦାୟିତ୍ବ ଉଭୟଙ୍କର ।

  • @ashiskumarpattanayak4804
    @ashiskumarpattanayak4804 3 года назад +4

    ମିହିର ବାବୁ ତମକୁ ନମସ୍କାର 🙏🙏🙏🙏🙏

  • @sunilgiri687
    @sunilgiri687 Год назад +1

    ଭଲ ଟା କଉଠି ପାଇଲୋ . ବାହାଘର ରୁ ଆଉ 😄😄

  • @babulngr
    @babulngr 2 года назад +1

    ଆରେ ବାପା ମା କଥା ଵୁଝରେ......

  • @dhaneswardas2597
    @dhaneswardas2597 3 года назад

    Verry nice

  • @gunaguna4113
    @gunaguna4113 3 года назад +2

    ଗୋପବନ୍ଧୁ, ସାର୍, ଧନ୍ୟ ଵାଦ

  • @payalmusic355
    @payalmusic355 3 года назад +7

    ମୋ ଘର ଯୋଡ଼ି ହେବା ସମ୍ଭବ ନୂହେଁ କାରଣ ମୋ ସ୍ତ୍ରୀ ମୋ ପାଖରେ ରହିବାକୁ ଚାହୁଁନି ଦୁଇ ଥର ଭଦ୍ର ଲୋକ ବସି ବୁଝା ଶୁଝା କଲେ ତିନି ଥର କୁ ପଡ଼ିଚି ଦେଖାଯାଉ ଏ ଥର କଣ ହେଉଛି ତାପରେ ଆଶାର ଆଲୋକ ଅଛି

  • @rlrentertainment3971
    @rlrentertainment3971 3 года назад +3

    Best so asara aloka

  • @deepuexpress
    @deepuexpress 3 года назад +2

    ପୁଅ ତଳୁଆ ମୁଁହା ପୁଅ..

  • @muralidharnaik5239
    @muralidharnaik5239 3 года назад +24

    ସ୍ତ୍ରୀ ଯ ଦି ସ୍ୱା ମି ଙ୍କୁ ଭଲ ଵ୍ୟଵହାର ନ ଦେଲେ ସନ୍ଦେହ ଆ ସେ ଝିଅ ବୁଝିବା ଦର୍କାର

  • @bablicreation6569
    @bablicreation6569 3 года назад +5

    Jay jagannath 🙏🙏🙏

  • @prafullakumar1135
    @prafullakumar1135 3 года назад +3

    ଆରେ ବାଲେଶ୍ୱର ଖଇରା ଆମ ବ୍ଲକ ସେଇଟା

  • @biswajitdas6900
    @biswajitdas6900 3 года назад +5

    ପ୍ରମିଳା ମାଉସୀ କୁଆଡେ ଗଲେ ? ଆମେ ଆପଣଙ୍କୁ ଝୁରୁଛୁ

  • @paribartanthechange1969
    @paribartanthechange1969 Год назад

    Education is the most important thing for human being

  • @Mm2coolorooie
    @Mm2coolorooie 3 года назад +16

    A jhia ku 🙏🙏🙏

  • @SonaliMishra15
    @SonaliMishra15 3 года назад +2

    Jhio ro voice bohut sundar 😂😂😂😂

  • @smitadas9471
    @smitadas9471 3 года назад +4

    Very good Jay jagannath

  • @payalmusic355
    @payalmusic355 3 года назад +13

    ମୁଁ ସିନା ଏତେ ଉପଦେଶ ଦେଉଛି ହେଲେ ମୋ ଘର ତ ଭାଙ୍ଗି ଯାଇଛି

  • @mantulilli7562
    @mantulilli7562 3 года назад

    I love you ଜୀବନ ଆଶାର ଆଲୋକ

  • @prakashku.5517
    @prakashku.5517 3 года назад +1

    It's really best
    👍

  • @MayurBuzz
    @MayurBuzz 3 года назад +2

    ଟୋକା ମହା ନୁଙ୍ଗୁରା ପିଣ୍ଡା ବସା 😂😂😂

  • @alekhkumarpanda6040
    @alekhkumarpanda6040 3 года назад +2

    ଅମୁଲୁ। ଫୁଟେଇ କି। ପୂଜା ହୁଏ। ତାଙ୍କ। ପୂରଧା କିଏ। ତାଙ୍କ। ନାରେ। ଏମିତି। ଅଭିଯୋଗ। କରନି

  • @satyaswarupnayak4381
    @satyaswarupnayak4381 3 года назад

    E jhio bahut chalak laguchhi

  • @payalmusic355
    @payalmusic355 3 года назад +8

    ମନ ଦୁର୍ବଳ ରହୁଛି କର୍ମ ଦୁର୍ବଳ ହେଉଛି

  • @pradeepmishra9948
    @pradeepmishra9948 3 года назад

    Thank you mihir bhai thank you o tv.

  • @madankumarbehera1006
    @madankumarbehera1006 3 года назад +4

    ସମସ୍ତଙ୍କୁ ମୋର କୋଟି କୋଟି ପ୍ରଣାମ l କାରଣ ଭଙ୍ଗା ଘରକୁ ଆପଣ ମନ୍ଦିର କରୁଛନ୍ତି l

  • @kamalakantasahukanhu926
    @kamalakantasahukanhu926 3 года назад

    Bahut bhala apisude

  • @hemantbezo7947
    @hemantbezo7947 3 года назад +2

    Both 50 50

  • @prahladraul9142
    @prahladraul9142 3 года назад

    Right sir

  • @gayatrikar7625
    @gayatrikar7625 3 года назад +2

    Jharana mam nka Katha bahut Bhala Lage . Love you ❤ mam. Apanankara Katha re bahut paribara sajadi hei jau thiba.

  • @alekhkumarpanda6040
    @alekhkumarpanda6040 3 года назад +3

    ସାରେ। ଆପଣ ଖେମା। କରିବେ। ବଣ। କଥା। ଅଛି। ଆପଣ। ମିହିର। ସାରେ। ବହୁତ। ଭଲ। 🙏🙏🙏ମୁ। ଆପଣଙ୍କ ର ସବୁ। ଏପିସେଡ଼। ଦେଖେ। ପମିଳା। ମାଡାମ। କୁଆଡେ। ଗଲେ। otv. ର। ଏହି। ଚେଷ୍ଟା। ଜାରି। ରଖିବା ନିହାତି। ଜରୁରି।

    • @alekhkumarpanda6040
      @alekhkumarpanda6040 3 года назад

      Sorry sir. ବଣ। ହେଇଗଲା। ବାଣ। ଟା

  • @ShreyanshiSradha
    @ShreyanshiSradha 3 года назад +3

    Mate bahot vala lage Gopabhandhu sirnku❤️

  • @binaysahoo2554
    @binaysahoo2554 3 года назад

    Thanks Mihir bhai

  • @devendrapanigrahi4777
    @devendrapanigrahi4777 3 года назад +3

    God bless you 🙏

  • @sarojvlogs3647
    @sarojvlogs3647 3 года назад +1

    Mihiri sir great

  • @papinlenkabharat3827
    @papinlenkabharat3827 3 года назад +1

    ଇଲୋ ଇଲୋ ଏ ସ୍ତ୍ରୀ ପୁରା ଖୁର

  • @suchismitamohanty5134
    @suchismitamohanty5134 3 года назад +1

    Amiti khusi re ruha 2 jana jaka god bless you

  • @saanvisamal7105
    @saanvisamal7105 3 года назад +1

    Nice jodi

  • @subhransudehury4746
    @subhransudehury4746 3 года назад +3

    Great Mihir sir thank you so much

  • @tarunkumarray6496
    @tarunkumarray6496 3 года назад

    Babhut sundar sabha

  • @dibakarrout4146
    @dibakarrout4146 3 года назад +7

    ଜଜ ସାର ଠିକି କହି ଛନ୍ତି ଝିଅ ଟା ବଡ଼ ବଦମାସ

  • @smileajayodisha1409
    @smileajayodisha1409 3 года назад

    ଭଲ ହେଇଚି

  • @sanjayaak4773
    @sanjayaak4773 3 года назад +1

    ଏବେ ବାପା ମା ଯିବେ କୋଉଠିକି

  • @odishapolice4147
    @odishapolice4147 3 года назад +1

    ଟୋକା ଟା ଟାଉଟର ୮୦୦୦ଟଙ୍କା ଆଉ କିଏ ଏ ଦୁନିଆରେ ରୋଜଗାର କରୁଛି

  • @asesamantry4819
    @asesamantry4819 3 года назад

    Yes

  • @tunatecnicial5550
    @tunatecnicial5550 3 года назад +1

    love you otv

  • @dasarathbehura5219
    @dasarathbehura5219 3 года назад +2

    Mihir sir you are the great ..

  • @gajalaxmiclub5133
    @gajalaxmiclub5133 3 года назад +1

    Street of the gooabandhu sir really hatsoff🙏🙏🙏🙏

  • @user-un7mz5tq7q
    @user-un7mz5tq7q 3 года назад +2

    ଝିଅର କଥା ଟିକିଏ ରାଗ ରାଗହିଁ

  • @tanulatabiswal1845
    @tanulatabiswal1845 3 года назад +6

    I'm the biggest fan of Jharana man. I would like to meet her once bcoz I love the way she talk.... & mihir sir also

  • @deepuexpress
    @deepuexpress 3 года назад +2

    ଏ ମାଇକିନା ର 7000 ଦରକାର... ପୋଷ୍ଟର ମାରି ଦେ... ମୋର 7000 ଦରକାର

  • @baazi8935
    @baazi8935 3 года назад +3

    ମୁଁ ଗେରେଣ୍ଟି ଦେଉଛି ଏମାନେ କେବେ ମିଶିବେ ନାହିଁ

  • @amarendrabehera1302
    @amarendrabehera1302 Год назад

    ଝିଅ ଟି ର ଭୁଲ ବହୁତ ରହୁଛି

  • @krushnanaik6520
    @krushnanaik6520 3 года назад

    Excellent sir

  • @subashachandrarout8859
    @subashachandrarout8859 3 года назад

    Jai jagannath