Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ମୁଁ ଜାଣିପାରୁନି ରେ କାଳିଆ ମୁଁ ତତେ ଭଲ ପାଉଛି ବୋଲି ତୁ ମୋ ପରୀକ୍ଷା ନେଉଛୁ କି ସତ କଥା କହିଲେବି ମୋତେ କେହି ପସନ୍ଦ କରୁନାହାନ୍ତି. 🙏ଜୟ ଜଗନ୍ନାଥ 🙏❤️
Hn bhai mote bhi😢
Lol 😂😂😂😂. Kon he ye log 😅kahan se aate hen😂
ମିଛ କହିବା ଆରମ୍ଭ କର ସମସ୍ତେ ଭଲ ପାଇବେ 😊
Jay jagannath 🙏😌 ସକାଳ ଭଜନ ଶୁଣିବା ପାଇଁ ବହୁତ ଭଲ ହେଇଛି ଆଉ singer Ira mohanty ଙ୍କ voice super 😊😊😊
ଯେବେ ମନ ଦୁଃଖ ଲାଗୁଛି ତୋ ଗୀତ ଶୁଣିଲେ ମନକୁ ଶାନ୍ତ ଲାଗୁଛି❤
Tome think kahicha miss
ଦୁଃଖ ଦବା ଲୋକ ବି ସିଏ ସୁଖ ଦବା ଲୋକ ବି ସିଏ କଥା ଏଇଆ ଯେ ଦୁଃଖ ଟିକେ ଅଧିକ ଦେଇ ଦଉଛି ଆଉ 😂😂😂😢😢😢😢😢😢ଦୁଃଖ 60%ସୁଖ 40%ଏମିତି କାହିଁ କରୁଛ ପ୍ରଭୁ 😢😢😢
ବହୁତ ଶାନ୍ତି ଲାଗୁଛି ଏ ଗୀତ ଶୁଣି...... ବାରମ୍ବାର ଶୁଣିବାକୁ ଇଛା ହୋଉଛି
Heart touching singing, and back ground tabla music mind blowing, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 👏👏👏👏👏
ଜଗାରେ ତୋ ଭରସାରେ ମୁଁ ବାଟ ଚାଲୁଛି.... ବାଟବଣା ହେଇ ଯାଇଛି କାଳିଆ.... ବାଟ ଦେଖେଇ ଦେ ମୋତେ😭 🙏🙌
Take proper sleep Exercise 30min minimum Diet healthy khao Nija Aim uppare focus karantu God will u only when u will help urself believe sister
ଡକ୍ଟର ନିର୍ମଳ ନାୟକ ଙ୍କ ରଚିତ ଓ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଇରା ମହାନ୍ତି ଙ୍କ ଅତ୍ୟନ୍ତ ସୁଲଳିତ କଣ୍ଠରେ ପରିବେଷିତ ଏ ଗୀତଟି ମନ ପ୍ରାଣ କୁ ଛୁଇଁ ଗଲା। ବାରମ୍ବାର ଶୁଣିବାକୁ ଇଛା ହେଉଛି, ପ୍ରକୃତରେ!
ଆପଣଙ୍କ କମେଣ୍ଟ ପଢ଼ିବା ପରେ ଖୁସି ଲାଗିଲା। ଆପଣ ମଧ୍ୟ ଓଡ଼ିଆ ଭାଷାକୁ ଏତେ ଭଲ ପାଉଛନ୍ତି। ସତରେ ଏ ଭଜନ ର ପ୍ରତି ଶବ୍ଦ ରେ ମଧୁରତା ଭରି ରହିଛି, ତା ପରେ ଇରା ମହାନ୍ତି ମ୍ୟାମ୍ ଙ୍କ ସୁମଧୁର ସ୍ଵର ଆହୁରି ମାଧୁର୍ଯ୍ୟକୁ ବଢାଇ ଦେଉଛି। ଧନ୍ୟବାଦ ❤
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ଓଡ଼ିଆ ଭାଷା କୁ ଭଲ ପାଇବା ସ୍ବାଭାବିକ। ଏ ଭଜନ୍ ମୁଁ ନିୟମିତ ଶୁଣେ। ଆପଣ ଠିକ୍ କହିଛନ୍ତି। ତେଣୁକରି ତ ଏତେ ଲୋକପ୍ରିୟ। ଧନ୍ୟବାଦ୍।
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ମୋତେ ଓଡ଼ିଆ ଗୀତ ଭଲ ଲାଗିବା ସ୍ଵାଭାବିକ। ଏ ଗୀତର ଅର୍ଥ, ସଙ୍ଗୀତ ଓ ପରିବେଷଣ ସବୁ ଉଚ୍ଚକୋଟୀର ହୋଇଛି। ଇରା ମହାନ୍ତି ଙ୍କ କଣ୍ଠରେ ଭାବ, ମାଧୂର୍ୟ୍ଯ, ବିବିଧତା, ଶକ୍ତି ସବୁ ଭରପୁର ଅଛି, ତେଣୁ ଶୁଣିବାକୁ ବାରମ୍ବାର ଇଛାହେଉଛି। ଆପଣ ବି ଠିକ୍ କହିଛନ୍ତି। ଧନ୍ୟବାଦ୍ ଓ କୃତଜ୍ଞତା।
😊😊😊😊😊😊😊
ଭଜନ ଟି ଅତି ସୁନ୍ଦର, ଲେଖା , ଅର୍ଥ, ସ୍ଵର ସବୁ ହୃଦୟକୁ ଛୁଇଁ ଯାଉଛି। ❤❤
ଦୁନିଆରେ ଯାହା ସତ୍ୟ ତାହାହିଁ ସୁନ୍ଦର ସେଇ ସତ୍ୟ ସୁନ୍ଦରଙ୍କୁ ମୋର ନମସ୍କାର🙏🙏 ଓଁ ନମଃ ଶିବାୟ
ମୋ ଜଗା ପରି କିଏ ହେବ 😭😭
Satare ama jaganath pari kie haba
ସବୁଦିନ ସକାଳ ସମୟ ରେ ଏହି ଗୀତ ଶୁଣି ମନ ଶାନ୍ତ ଲାଗୁଚି। ଜୟ ଜଗନ୍ନାଥ
ଏ ଭାଜନ ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଚି....❤
Right 👍
ହୃଦୟ କୁ ଛୁଇଁ ଯାଉଛି ଭଜନ ଓ ଗୀତ ର ଅର୍ଥ ଶୁଣିଲେ 😘 ଜୟ ଜଗନ୍ନାଥ 🙏🙏
Kuch kuch samjh aaraha mujhe language par bhajan bahot pyara hai . . 🥰 Aur awaj bhi . . 🎉 Jai Jagannath swami🥰🙏🥰
😮😅😮
Welcome to our beautiful culture songs are the best things in the world if it can't be understood it could be felt and it can touch direct to heart
ଏ ଗୀତ ମୋର ଅତି ପ୍ରିୟ... ଛୁଆଟି ବେଳୁ... ଏ ଗୀତ ଶୁଣିଲେ ଆପେ ଆପେ ମୁ ନାଚି ଉଠେ... ଓଃ କି ସୁନ୍ଦର ଭାବପୂର୍ଣ୍ଣ ଗୀତ 1:53 2:00
ହେ ଜଗନ୍ନାଥ ତୋ ବିନା ମୁ କିଛିବି ନୁହଁ ⭕️‼️⭕️.......🙏.....💙......
ଜାଗା ରେ ତୁ ମୋତେ ଏତେ ଅନ୍ଧ କରି ସାରିଲୁଣି ଯେ ମୁଁ ସମସ୍ତଙ୍କ ପକରୁ ନିନ୍ଦା ସୁନୁଚି ପରିବାର ଲୋକେ କେତେ କଣ କହିଲେ ବି ମୁଁ ଆଉ ତତେ ଛାଡ଼ି ପାରୁନି ରେ କିନ୍ତୁ ସମସ୍ତେ ପଛେ ମୋ ଠୁ ଦୂରେଇ ଜନ୍ତୁ କିନ୍ତୁ ତୁ ମୋ ପାଖରେ ଥିବୁ ରେ
Ninda ta tara upahara
3
Mo kalia dhana tama pakhare thiba
Jay Jagannath
Jay jagannath 🙏❤️🥰♥️❤️🙏
କଳା ଚାନ୍ଦ ପ୍ରେମ ମୋତେ ବାଇ କଲାନି ସତରେ ଜଗା ମୁ ତୋ ପ୍ରେମ ରେ ପୁରା ବାଇ ହେଇ ଗଲିଣି ମୁଁ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏
I am maharastra but I love song ganpati Bappa morya ❤️ Jay Jagannath ❤🙇🌺
ବହୁତ ସୁନ୍ଦର ଗୀତ ମନକୁ ଶାନ୍ତି ମିଳିଥାଏ ❤
He jagnatha mate sabu bipadaru rakhya kara prabhu 🙏🙏🙏🙏🙏😭😭😭😭😭
ଜଗା ତୁ ବହୁତ ସୁନ୍ଦର ନା ଯେତେ ଦେଖିଲେ ସୁନ୍ଦର ଲାଗୁଚି
ଇରା ମହାନ୍ତି ସେତେବେଳେ ଭଜନ ଆଉ ଆଲବମ୍ ରେ ରାଜ କରୁଥିଲେ ❤❤❤
Ati sundar bhajan mana hrudaya atma jhumi jauchi aau mana prana atma parambrahma nka pada tale samarpana kari deba ku iccha hauchi 🙏
Ei song sunile akhiru luha asijauchi satare ei song re bahut bhakti bhaba achhi 🙏🙏🙏🥺🥺🥺⭕‼️⭕
Right
Hi puja u form??
Jaga re mo dhana ❤❤❤❤❤❤
"Mu je premomayee chokorimichhe molini taku jhuri akasoro chandoki kebe dhora delani........sajani sajani"this line was epic i litteraly crying😭😭😭😭
ସତରେ ଜଗା ତୁ ଗୋଟେ ଏମିତି ବସିକରଣ ମନ୍ତ୍ର ମୁ ପୁରା ବାସିକରଣ ହେଇ ଯାଇଛି ଆଉ ଏମିତି ହେଉଥିବ
ସତରେ ଇରା ମହାନ୍ତି ଙ୍କ ପାଖରେ ଏତେ ଭାବ ଗୀତ ପୁରା ହୃଦରେ.....❤
The whole song is so satisfying and also jagannath maya but 1:50,2:07,3:27 is mind-blowing. Jay jagannath🙏
ରାଧେ ରାଧେ 🙏🙏🙏
Shree Radhekrishna🙏🙏🙏❤❤
Jay Jagannath ⭕️ ‼️ ⭕️ ହେ ପ୍ରଭୁ କାଳିଆ ଜଗତର ନାଥ ହେ ପ୍ରଭୁ ଜଗନ୍ନାଥ ମୋ କାଳିଆ ଜଗନ୍ନାଥ ଜଗତର ନାଥ 4:58 ଓଡ଼ିଆ ବାସୀ ଙ୍କ ପ୍ରାଣ ତା ପାଖକୁ ଯିବାକୁ ହେଲେ ଧରିଥିବ ତାର ନାମ ❤Jay Jagannath ❤
Satare kete Sundar Laguchi iramony voices ❤
ଜାଗା ଆର ଜନ୍ମ ରେ ତୋ ସେବା କାରି ବାକୁ ସୁଯଗ ଦବୁ
Jai jagannath jai best voice best lyrics best music thanks from RUKMINI PRODUCTION jai jagannath jai srikrishna subscribe done
ହେ ପ୍ରଭୁ ⭕❗⭕🙏🙏
Super kantha era mam❤❤❤❤❤❤😮😮
Prabhu janini kebe tuma saha dekha haba 😔 mu anei basichi sei dina ku 🙇⭕‼️⭕🙌
ହେ ଜଗା ମୋ ମାଡେଇ କୁ ସବୁବେଳେ ଭଲ ରେ ରଖିବ ❤😊❤
ଭଜନ ଟି ମୋ ହୃଦୟ ଛୁଇ ଯାଉଚି ❤❤❤
satare
ଧନ୍ୟ ତୁମେ ଇରା ମ୍ୟାମ୍ 🥹 ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🙏🙏
Kala Chanda premi Kala suruja kalashola sehi chakadola Taara suraksha pain khadagahastha kalkinatha chhatia bata amuhan deulia jagannathia
Ira mahanti legend singer 🎉
If you are listening to this masterpiece then you have such a best bhajan test ❤
Mun jaga pain pageli❤
Jaga ra Lila ku aji jae kehi jani parinahanti jay Jagannath
Kala Chanda Prema mate ...Bai kalani❤❤❤
Ha jagnatha mo puaku Sabu bipadaru rakhya Kara prabhu
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ 🙏🙏🙏ପ୍ରାଣ ଆକୁଳ ନିବେଦନ ସ୍ୱୀକାର କରନ୍ତୁ ହରି 🙏😭😭😭😭😭
Jay Shree radhe Krishna , nice song
Jay jagannath🙏
ଜୟ ଜଗନ୍ନାଥ 😇🙏
Jay shree krishna🙏🏻❤
This voice is God gifted and spech less
ଜଗା ରେ ଆଉ କେତେ ଦୁଃଖ ଦବୁ 😢😢😢
H। Jai jagannath 🙏🏼
Jai jagannath 🙏🏼
Extraordinary song with all moment and all platform
Jay Shree jagannath ❤❤❤
What a voice amazing❤️🥰😍
One of the best bhojan songs directed by the great musician Abhijeet Majumdar
କଳା ଚାନ୍ଦ ର ପ୍ରେମ ହିଁ ନିଆରା😊😊
Hee jaga samasatanku khushi re rakha hee mahabahu 🙏🙇🏻🙏❤️🙏🙇🏻
Jaga ❤️
ॐ नमः शिवाय 🙏💞🙏💞🙏💞
Souk touching Bhajan of Mahaprabhu Jagannath 🙏
Aau kete porikhya debi Prabhu tumo pakhoku neijao Prabhu aau sakti nahni mo dehore
Jay Jagannath 🙏
Satare prabhu tamaku jie thare dekhichi jibanata sara khali ta akhire tame hin disucha
Jay Jagannath swami😊. Satare mu tomaku. Dekhibaku ahuri. Echa. Prabhu
ସତରେ ଗୀତ ଟି ମନକୁ ଛୁଇଁଲା
Loma tankuri uthuchi gita sunile ete vaba purna aau hrudaya sparshi gita aakhiru luha jhari jauchi 😭😭🙏🙏🙏🙏🙏
Heart touching❤
ଜୟ ଶ୍ରୀ କୃଷ୍ଣ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ, ❤️🙏❤️
ଅତି ସୁନ୍ଦର
Kaicha nani
Jaga to Bina duniya andhara🙏
He kaliya saanta tumanku dekhilapare kn pain kejani mate kichi bi bhalalaguni aau prabhu ki jaadu karila kejani❤❤❤❤❤tuma bina aau kichi bhalalaguni kaliya😢😢😢😢😢😢😢😢😢tumanku dekhila pare a sansharare mohamaya tyaaga karidabaku ichha hauchi prabhu jete jaldi parucha tuma pakhaku neijao mate prabhu😢😢😢❤❤❤❤❤❤❤❤❤❤❤❤❤jay🙏🙏🙏 jagannath swami nayanapatha gami bhaba tume❤❤❤❤❤❤❤❤❤❤❤
ହେ ଜଗା 🙏
Heart' touching vdo
Wow this is very beautiful song
❤🙏🏻😍
Jay jagganth swami 🙏
Jay jagannath Swami Nayana patha gami vaibha tume ❤❤❤
Mo Jaga ❤
ଜୟ ଜଗନ୍ନାଥ 🙏🙏🙏🙏😭😭😭😭
My favourite song ❤
❤❤❤
Pure class ❤
Ati sundar bhajan
😊😮🎉i jaga ❤
JAY MAHABAHU 🙏🙏🙏🙏🙏🙏🙏❤❤❤❤❤
Wow beautiful ❤❤❤
🙏🙏🙏🙏🙏❤❤❤❤ jay jagannaath❤❤❤❤❤🙏🙏🙏🙏
Jay Shree Jagannath Swami Nayan Patha Gami Bhaba Tu Me 🙏 🙏🙏
Jay shree krishna 🥳
Radhe krushna
Radhe radhe
ମୁଁ ଜାଣିପାରୁନି ରେ କାଳିଆ ମୁଁ ତତେ ଭଲ ପାଉଛି ବୋଲି ତୁ ମୋ ପରୀକ୍ଷା ନେଉଛୁ କି ସତ କଥା କହିଲେବି ମୋତେ କେହି ପସନ୍ଦ କରୁନାହାନ୍ତି. 🙏ଜୟ ଜଗନ୍ନାଥ 🙏❤️
Hn bhai mote bhi😢
Lol 😂😂😂😂. Kon he ye log 😅kahan se aate hen😂
ମିଛ କହିବା ଆରମ୍ଭ କର ସମସ୍ତେ ଭଲ ପାଇବେ 😊
Jay jagannath 🙏😌 ସକାଳ ଭଜନ ଶୁଣିବା ପାଇଁ ବହୁତ ଭଲ ହେଇଛି ଆଉ singer Ira mohanty ଙ୍କ voice super 😊😊😊
ଯେବେ ମନ ଦୁଃଖ ଲାଗୁଛି ତୋ ଗୀତ ଶୁଣିଲେ ମନକୁ ଶାନ୍ତ ଲାଗୁଛି❤
Tome think kahicha miss
ଦୁଃଖ ଦବା ଲୋକ ବି ସିଏ ସୁଖ ଦବା ଲୋକ ବି ସିଏ
କଥା ଏଇଆ ଯେ ଦୁଃଖ ଟିକେ ଅଧିକ ଦେଇ ଦଉଛି ଆଉ 😂😂😂😢😢😢😢😢😢
ଦୁଃଖ 60%
ସୁଖ 40%
ଏମିତି କାହିଁ କରୁଛ ପ୍ରଭୁ 😢😢😢
ବହୁତ ଶାନ୍ତି ଲାଗୁଛି ଏ ଗୀତ ଶୁଣି...... ବାରମ୍ବାର ଶୁଣିବାକୁ ଇଛା ହୋଉଛି
Heart touching singing, and back ground tabla music mind blowing,
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
👏👏👏👏👏
ଜଗାରେ ତୋ ଭରସାରେ ମୁଁ ବାଟ ଚାଲୁଛି.... ବାଟବଣା ହେଇ ଯାଇଛି କାଳିଆ.... ବାଟ ଦେଖେଇ ଦେ ମୋତେ😭 🙏🙌
Take proper sleep
Exercise 30min minimum
Diet healthy khao
Nija Aim uppare focus karantu
God will u only when u will help urself believe sister
ଡକ୍ଟର ନିର୍ମଳ ନାୟକ ଙ୍କ ରଚିତ ଓ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଇରା ମହାନ୍ତି ଙ୍କ ଅତ୍ୟନ୍ତ ସୁଲଳିତ କଣ୍ଠରେ ପରିବେଷିତ ଏ ଗୀତଟି ମନ ପ୍ରାଣ କୁ ଛୁଇଁ ଗଲା। ବାରମ୍ବାର ଶୁଣିବାକୁ ଇଛା ହେଉଛି, ପ୍ରକୃତରେ!
ଆପଣଙ୍କ କମେଣ୍ଟ ପଢ଼ିବା ପରେ ଖୁସି ଲାଗିଲା। ଆପଣ ମଧ୍ୟ ଓଡ଼ିଆ ଭାଷାକୁ ଏତେ ଭଲ ପାଉଛନ୍ତି। ସତରେ ଏ ଭଜନ ର ପ୍ରତି ଶବ୍ଦ ରେ ମଧୁରତା ଭରି ରହିଛି, ତା ପରେ ଇରା ମହାନ୍ତି ମ୍ୟାମ୍ ଙ୍କ ସୁମଧୁର ସ୍ଵର ଆହୁରି ମାଧୁର୍ଯ୍ୟକୁ ବଢାଇ ଦେଉଛି। ଧନ୍ୟବାଦ ❤
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ଓଡ଼ିଆ ଭାଷା କୁ ଭଲ ପାଇବା ସ୍ବାଭାବିକ। ଏ ଭଜନ୍ ମୁଁ ନିୟମିତ ଶୁଣେ। ଆପଣ ଠିକ୍ କହିଛନ୍ତି। ତେଣୁକରି ତ ଏତେ ଲୋକପ୍ରିୟ। ଧନ୍ୟବାଦ୍।
@@sidhantabehera6875, ମୁଁ ଜଣେ ଓଡ଼ିଆ, ତେଣୁ ମୋତେ ଓଡ଼ିଆ ଗୀତ ଭଲ ଲାଗିବା ସ୍ଵାଭାବିକ। ଏ ଗୀତର ଅର୍ଥ, ସଙ୍ଗୀତ ଓ ପରିବେଷଣ ସବୁ ଉଚ୍ଚକୋଟୀର ହୋଇଛି। ଇରା ମହାନ୍ତି ଙ୍କ କଣ୍ଠରେ ଭାବ, ମାଧୂର୍ୟ୍ଯ, ବିବିଧତା, ଶକ୍ତି ସବୁ ଭରପୁର ଅଛି, ତେଣୁ ଶୁଣିବାକୁ ବାରମ୍ବାର ଇଛାହେଉଛି। ଆପଣ ବି ଠିକ୍ କହିଛନ୍ତି। ଧନ୍ୟବାଦ୍ ଓ କୃତଜ୍ଞତା।
😊😊😊😊😊😊😊
ଭଜନ ଟି ଅତି ସୁନ୍ଦର, ଲେଖା , ଅର୍ଥ, ସ୍ଵର ସବୁ ହୃଦୟକୁ ଛୁଇଁ ଯାଉଛି। ❤❤
ଦୁନିଆରେ ଯାହା ସତ୍ୟ ତାହାହିଁ ସୁନ୍ଦର ସେଇ ସତ୍ୟ ସୁନ୍ଦରଙ୍କୁ ମୋର ନମସ୍କାର🙏🙏 ଓଁ ନମଃ ଶିବାୟ
ମୋ ଜଗା ପରି କିଏ ହେବ 😭😭
Satare ama jaganath pari kie haba
ସବୁଦିନ ସକାଳ ସମୟ ରେ ଏହି ଗୀତ ଶୁଣି ମନ ଶାନ୍ତ ଲାଗୁଚି। ଜୟ ଜଗନ୍ନାଥ
ଏ ଭାଜନ ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଚି....❤
Right 👍
ହୃଦୟ କୁ ଛୁଇଁ ଯାଉଛି ଭଜନ ଓ ଗୀତ ର ଅର୍ଥ ଶୁଣିଲେ 😘 ଜୟ ଜଗନ୍ନାଥ 🙏🙏
Kuch kuch samjh aaraha mujhe language par bhajan bahot pyara hai . . 🥰 Aur awaj bhi . . 🎉 Jai Jagannath swami🥰🙏🥰
😮😅😮
Welcome to our beautiful culture songs are the best things in the world if it can't be understood it could be felt and it can touch direct to heart
ଏ ଗୀତ ମୋର ଅତି ପ୍ରିୟ... ଛୁଆଟି ବେଳୁ... ଏ ଗୀତ ଶୁଣିଲେ ଆପେ ଆପେ ମୁ ନାଚି ଉଠେ... ଓଃ କି ସୁନ୍ଦର ଭାବପୂର୍ଣ୍ଣ ଗୀତ 1:53 2:00
ହେ ଜଗନ୍ନାଥ ତୋ ବିନା ମୁ କିଛିବି ନୁହଁ
⭕️‼️⭕️.......
🙏.....
💙......
ଜାଗା ରେ ତୁ ମୋତେ ଏତେ ଅନ୍ଧ କରି ସାରିଲୁଣି ଯେ ମୁଁ ସମସ୍ତଙ୍କ ପକରୁ ନିନ୍ଦା ସୁନୁଚି ପରିବାର ଲୋକେ କେତେ କଣ କହିଲେ ବି ମୁଁ ଆଉ ତତେ ଛାଡ଼ି ପାରୁନି ରେ କିନ୍ତୁ ସମସ୍ତେ ପଛେ ମୋ ଠୁ ଦୂରେଇ ଜନ୍ତୁ କିନ୍ତୁ ତୁ ମୋ ପାଖରେ ଥିବୁ ରେ
Ninda ta tara upahara
3
Mo kalia dhana tama pakhare thiba
Jay Jagannath
Jay jagannath 🙏❤️🥰♥️❤️🙏
କଳା ଚାନ୍ଦ ପ୍ରେମ ମୋତେ ବାଇ କଲାନି ସତରେ ଜଗା ମୁ ତୋ ପ୍ରେମ ରେ ପୁରା ବାଇ ହେଇ ଗଲିଣି ମୁଁ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏
I am maharastra but I love song ganpati Bappa morya ❤️ Jay Jagannath ❤🙇🌺
ବହୁତ ସୁନ୍ଦର ଗୀତ ମନକୁ ଶାନ୍ତି ମିଳିଥାଏ ❤
He jagnatha mate sabu bipadaru rakhya kara prabhu 🙏🙏🙏🙏🙏😭😭😭😭😭
ଜଗା ତୁ ବହୁତ ସୁନ୍ଦର ନା ଯେତେ ଦେଖିଲେ ସୁନ୍ଦର ଲାଗୁଚି
ଇରା ମହାନ୍ତି ସେତେବେଳେ ଭଜନ ଆଉ ଆଲବମ୍ ରେ ରାଜ କରୁଥିଲେ ❤❤❤
Ati sundar bhajan mana hrudaya atma jhumi jauchi aau mana prana atma parambrahma nka pada tale samarpana kari deba ku iccha hauchi 🙏
Ei song sunile akhiru luha asijauchi satare ei song re bahut bhakti bhaba achhi 🙏🙏🙏🥺🥺🥺⭕‼️⭕
Right
Hi puja u form??
Jaga re mo dhana ❤❤❤❤❤❤
Right
"Mu je premomayee chokori
michhe molini taku jhuri
akasoro chandoki kebe dhora delani........sajani sajani"
this line was epic i litteraly crying😭😭😭😭
ସତରେ ଜଗା ତୁ ଗୋଟେ ଏମିତି ବସିକରଣ ମନ୍ତ୍ର ମୁ ପୁରା ବାସିକରଣ ହେଇ ଯାଇଛି ଆଉ ଏମିତି ହେଉଥିବ
ସତରେ ଇରା ମହାନ୍ତି ଙ୍କ ପାଖରେ ଏତେ ଭାବ ଗୀତ ପୁରା ହୃଦରେ.....❤
The whole song is so satisfying and also jagannath maya but 1:50,2:07,3:27 is mind-blowing. Jay jagannath🙏
ରାଧେ ରାଧେ 🙏🙏🙏
Shree Radhekrishna🙏🙏🙏❤❤
Jay Jagannath ⭕️ ‼️ ⭕️ ହେ ପ୍ରଭୁ କାଳିଆ ଜଗତର ନାଥ ହେ ପ୍ରଭୁ ଜଗନ୍ନାଥ
ମୋ କାଳିଆ ଜଗନ୍ନାଥ ଜଗତର ନାଥ 4:58 ଓଡ଼ିଆ ବାସୀ ଙ୍କ ପ୍ରାଣ
ତା ପାଖକୁ ଯିବାକୁ ହେଲେ ଧରିଥିବ ତାର ନାମ ❤Jay Jagannath ❤
Satare kete Sundar Laguchi iramony voices ❤
ଜାଗା ଆର ଜନ୍ମ ରେ ତୋ ସେବା କାରି ବାକୁ ସୁଯଗ ଦବୁ
Jai jagannath jai best voice best lyrics best music thanks from RUKMINI PRODUCTION jai jagannath jai srikrishna subscribe done
ହେ ପ୍ରଭୁ ⭕❗⭕🙏🙏
Super kantha era mam❤❤❤❤❤❤😮😮
Prabhu janini kebe tuma saha dekha haba 😔 mu anei basichi sei dina ku 🙇⭕‼️⭕🙌
ହେ ଜଗା ମୋ ମାଡେଇ କୁ ସବୁବେଳେ ଭଲ ରେ ରଖିବ ❤😊❤
ଭଜନ ଟି ମୋ ହୃଦୟ ଛୁଇ ଯାଉଚି ❤❤❤
satare
ଧନ୍ୟ ତୁମେ ଇରା ମ୍ୟାମ୍ 🥹 ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🙏🙏
Kala Chanda premi Kala suruja kalashola sehi chakadola Taara suraksha pain khadagahastha kalkinatha chhatia bata amuhan deulia jagannathia
Ira mahanti legend singer 🎉
If you are listening to this masterpiece then you have such a best bhajan test ❤
Mun jaga pain pageli❤
Jaga ra Lila ku aji jae kehi jani parinahanti jay Jagannath
Kala Chanda Prema mate ...Bai kalani❤❤❤
Ha jagnatha mo puaku Sabu bipadaru rakhya Kara prabhu
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ 🙏🙏🙏ପ୍ରାଣ ଆକୁଳ ନିବେଦନ ସ୍ୱୀକାର କରନ୍ତୁ ହରି 🙏😭😭😭😭😭
Jay Shree radhe Krishna , nice song
Jay jagannath🙏
ଜୟ ଜଗନ୍ନାଥ 😇🙏
Jay shree krishna🙏🏻❤
This voice is God gifted and spech less
ଜଗା ରେ ଆଉ କେତେ ଦୁଃଖ ଦବୁ 😢😢😢
H। Jai jagannath 🙏🏼
Jai jagannath 🙏🏼
Extraordinary song with all moment and all platform
Jay Shree jagannath ❤❤❤
What a voice amazing❤️🥰😍
One of the best bhojan songs directed by the great musician Abhijeet Majumdar
କଳା ଚାନ୍ଦ ର ପ୍ରେମ ହିଁ ନିଆରା😊😊
Hee jaga samasatanku khushi re rakha hee mahabahu 🙏🙇🏻🙏❤️🙏🙇🏻
Jaga ❤️
ॐ नमः शिवाय
🙏💞🙏💞🙏💞