'କାଲି ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର' | Odisha Reporter

Поделиться
HTML-код
  • Опубликовано: 16 окт 2024
  • ଓଡ଼ିଶାରେ ବିଜେପିର ଶାସନ ପ୍ରଥମଥର ପାଇଁ ପ୍ରତିଷ୍ଠିତ ହୋଇଛି । 25 ବର୍ଷରେ ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା । ସତ୍ୟକୁ କଣ୍ଠରୋଧ କରାଯାଇଥିଲା । ନବୀନ ସରକାରକୁ ଧରାଶାୟୀ କରି ଲୋକମାନେ ବିଜେପିକୁ କ୍ଷମତାକୁ ଆଣିଛନ୍ତି । ଆମ ପ୍ରତିଶ୍ରୁତି ମୁତାବିକ ଆମେ କାଲି ସକାଳୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବ: ପ୍ରତାପ ଷଡ଼ଙ୍ଗୀ, ବିଜେପି ସାଂସଦ
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #PratapSarangi #bhubaneswar #BJPGovt #NewCM

Комментарии •