70-year-old woman in Balasore donates Rs 20 lakh to lord Jagannath

Поделиться
HTML-код
  • Опубликовано: 14 май 2022
  • 70-year-old woman in Balasore donates Rs 20 lakh to lord Jagannath
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 932

  • @narmadakhandual4759
    @narmadakhandual4759 2 года назад +242

    ଗରିବ ଲୋକ ଙ୍କୁ ଦେଇଥିଲେ ଜଗନ୍ନାଥ ଆଶୀର୍ବାଦ ଦେଇଥାନ୍ତେ

    • @laxminarayanpanda1463
      @laxminarayanpanda1463 2 года назад +1

      Bujhi parileni
      Ta nk mana ame kana kahiba

    • @subhasisbehera3376
      @subhasisbehera3376 2 года назад +5

      Right

    • @subratmohapatra638
      @subratmohapatra638 2 года назад +19

      ମାଗଣା ଖାଇବା ଛାଡ଼ି ରୋଜୋଗର କରି ଖାଇବା ଉଚିତ୍,,

    • @Sun_Dil
      @Sun_Dil 2 года назад +6

      *Se direct Jagannath nku hi dele , direct heavy ashirbada Pai thibe na, gariba Loko nku dela bele kale Jagannath nka drusti padibani aau dekhi paribeni, kana heba kahila* _pura donation ta bekar jiba_

    • @sarojkumarsahoo4786
      @sarojkumarsahoo4786 2 года назад +6

      Gariba kie athi
      Jie gariba sie asamartha heithiba nahele alasua
      Garibi hauchii karma fala
      Bht gariba talu uparaku uthichanti
      Kie gote hata badheile ame ta hata dhariki uthibu bhabiba apekhya nije uthibaku chestha kara

  • @jayjagannatha6857
    @jayjagannatha6857 2 года назад +232

    ଜଗନ୍ନାଥ ଙ୍କୁ ଦେଲେ କଣ ମିଳିବ ଜଗନ୍ନାଥ ନେବେ କି???? ଗରିବ, ଅସହାୟ ପଇସା ଅଭାବ ରୁ ମରୁଥିବା ଲୋକ ଙ୍କୁ ଦେଇଥିଲେ ଜଗନ୍ନାଥ ଖୁସି ହେଇଥାନ୍ତେ🙏🙏🙏ମନୁଷ୍ୟ ସେବା ହ୍ନି ଭଗବାନଙ୍କ ସେବା 🙏🙏🙏

  • @jagannathpatra51
    @jagannathpatra51 2 года назад +166

    ଭଗବାନଙ୍କୁ ପଇସା ଦରକାର ହୁଏନା l ଯଦି ଦେବାର ଅଛି ତାହେଲେ ଜରୁରୀ ଥିବା ଲୋକ ଅଥବା ଭୋକରେ ଥିବା ଲୋକଙ୍କୁ ଦେବା ଉଚିତ l

    • @hometaskgiver6162
      @hometaskgiver6162 2 года назад +2

      I am agree with you

    • @lipikanayak4736
      @lipikanayak4736 2 года назад +3

      Right

    • @tejrajbehera4405
      @tejrajbehera4405 2 года назад

      Yes

    • @Sun_Dil
      @Sun_Dil 2 года назад +1

      ଓଡ଼ିଶା ରେ ଲକ୍ଷେ ଲୋକଂକ ଜରୁରୀ ଥାଏ । ସମସ୍ତଙ୍କୁ ଦେଇ ହେବନି । ଜଣକୁ ଦେଲେ ଆଉ ଜଣେ ଅଭିମାନ କରିବ ।

    • @sunilpradhanpradhan61
      @sunilpradhanpradhan61 2 года назад

      Right

  • @manoranjankisku8468
    @manoranjankisku8468 2 года назад +124

    ବୃଦ୍ଧାଶ୍ରମ, ଅନାଥଶ୍ରମ, ଜୀବଜନ୍ତୁ ସେବାରେ ଦେଇଥିଲେ ବହୁତ ଭଲ ହେଇଥାନ୍ତା... ଏତେ ଟଙ୍କା ମନ୍ଦିର ରେ ଦେବା ର ନଥିଲା....ପ୍ରାଣୀ ସେବା ହିଁ ଭଗବାନ ସେବା.........

  • @harekrushnabehera3138
    @harekrushnabehera3138 2 года назад +48

    ଯାହାର କିଛି ଦରକାର ନାହିଁ ,ତାକୁ କିଛିବି ଦବା ଦରକାର ହିଁ ନାହିଁ ।

  • @govindpradhan4511
    @govindpradhan4511 2 года назад +33

    କୋଭିଡ ଅନାଥ ଛୁଆଙ୍କୁ କିଛି ଦାନ କରନ୍ତୁ 🙏🌼ଜୟ ଜଗନ୍ନାଥ 🙏

    • @sureshbehera-sureshbehera7243
      @sureshbehera-sureshbehera7243 2 года назад +2

      You are right good right answer

    • @Xuy788
      @Xuy788 8 месяцев назад

      ସେ ଗରିବ ଙ୍କୁ ବି ସେବା କରିଛନ୍ତି

  • @harekrushnabehera3138
    @harekrushnabehera3138 2 года назад +66

    କାହାରି ଦାନ , ପୁଣ୍ୟ ଓ ଦିବ୍ୟ କର୍ମ ସର୍ବଦା ଗୋପନ ରଖିବା ବାଞ୍ଛନୀୟ । ମେଡିଆ ମାଧ୍ୟମରେ ଏସବୁ ଲୋକ ଲୋଚନକୁ ଆଣିବା ପାପ, ପାଗଳାମି , ଅହଂ କାର ଓ ନିର୍ବୋଧତା ର ପ୍ରତୀକ।

    • @Sun_Dil
      @Sun_Dil 2 года назад +3

      Nai bhai Loko janile , aau kie competition kariki se v jiddi re Dana Kariba

    • @jagannathpatra51
      @jagannathpatra51 2 года назад

      Right

    • @madhusmitamohanty1882
      @madhusmitamohanty1882 2 года назад +1

      The Best comment
      କଥାରେ ଅଛି ଡାହାଣ ହାତରେ ଦାନ କଲେ ବାମ ହାତ ଭି ଜାଣିବା କଥା ନୁହେଁ ।
      ଦାନ କରି ପ୍ରକଟ କଲେ ସେ ଦାନ ର ପୁଣ୍ୟ କିଛି ହେଲେ ମିଳେନାହିଁ
      ଏହା ଶାସ୍ତ୍ର ରେ ଲେଖା ଅଛି ।
      ସେଥିପାଇଁ ଦାନ ସବୁବେଳେ ଗୁପ୍ତ ରଖିବା କଥା

    • @Sun_Dil
      @Sun_Dil 2 года назад

      @@madhusmitamohanty1882 tahele to Dano jinisha ta Dhire dhire lopo paijiba, Loko janile sine ,Loko nka mundare pasile Sina kebe na kebe kie gote ta mind ku v asiba aau Dano Kariba, tapare social media juga aita, sei style re Sabu jinisha hue

    • @madhusmitamohanty1882
      @madhusmitamohanty1882 2 года назад +2

      @@Sun_Dil ନାଇ ଆଜ୍ଞା
      ଏ କଥା ମୁଁ କହୁନି ଏହା ଶାସ୍ତ୍ର ପ୍ରମାଣିତ
      ଆପଣ ଶାସ୍ତ୍ର ଜାଣିଥିବା ଯେ କୌଣସି ବ୍ୟକ୍ତି ଙ୍କୁ ପଚାରନ୍ତୁ,ସେ ଭି ଏହି କଥା କହିବେ ।
      ମୋର ଏତେ aukat ନାହିଁ ଯେ ମୁ ନିଜ ମନରୁ ଏଇ କଥା କହିବି ।
      ଦାନ କଲେ ଅନ୍ୟର ଉପକାର ହୁଏ ତା ସହିତ ଆମକୁ ଭି ପୁଣ୍ୟ ମିଳେ ।
      ଆମର ଖରାପ ଗ୍ରହ ର ପ୍ରତିକାର ହୁଏ ।
      ଆପଣ social media କଥା କହିଲେ,ଦିନ utube ରେ ଶୁଣନ୍ତୁ ଦାନ ପୁଣ୍ୟ କରିବା ର କେତେ ନିୟମ ଅଛି ।
      ମୁଁ ଭି ବୃହତ୍ ଦାନ ପୁଣ୍ୟ କରେ ।
      କିନ୍ତୁ ଏମିତି ଲୋକଙ୍କୁ ଦିଏ ଯେ ପ୍ରକୃତରେ needy
      ଏଇ କଥା ମୋ ଛଡା ଆମ ଘର ଲୋକେ ଭି ଜାଣନ୍ତି ନାହିଁ।
      ଆପଣଙ୍କ ଯଦି ସମୟ ଥିବା ଆପଣ
      UTube re type karantu
      Dana କିପରି ଦିଆ ଯିବା ଉଚିତ୍
      ସବୁ କଥା ଜାଣି ପାରିବେ ।
      ମୁଁ ଠିକ୍ କହୁଛି କି ଭୁଲ କହୁଛି

  • @mamatamohapatra5262
    @mamatamohapatra5262 2 года назад +8

    ଜୀବନ୍ତ ମଣିଷ ଖାଇବା ବିନା ଛଟପଟ, ମାଆ ତାଙ୍କୁ କିଛି ଦିଅନ୍ତ ବୋହୁତ ଭଲ ହୁଅନ୍ତା 🙏

  • @sanjibnayak1281
    @sanjibnayak1281 2 года назад +52

    ଜଗା ର କିଛି କାମ ନାହି ଯେ ତାଙ୍କୁ ସ୍ବପ୍ନ ରେ ଦାନ ମାଗୁ ଥିଲେ
    ସେ ବିଶ୍ୱ ବିଧାତା ଆଉ ବିଶ୍ୱ ନିଅନ୍ତା ସବୁ ତାଙ୍କର ଆମେ କଣ ତାଙ୍କୁ ଦେବା
    ଗରିବ ଲୋକଙ୍କୁ ଖାଦ୍ୟ ଆଉ ସାହାଯ୍ୟ କରି ଥିଲେ ଜଗା ବୋହୋତ ଖୁସି ହେଇ ଥାନ୍ତା

  • @terabap1958
    @terabap1958 2 года назад +18

    ଅନାଥ ଆଶ୍ରମ ରେ ଦାନ କରିଥିଲେ ବହୁତ୍ ଭଲ ହେଇଥାନ୍ତା

  • @cbmbalarammohapatra222
    @cbmbalarammohapatra222 2 года назад +9

    ମନୁଷ୍ୟ ଦେହ ରେ ଭଗବାନ । ଗରିବ ଲୋକ ଖାଇବାକୁ ପାଉନଥିବାବେଳେ , ତାଙ୍କ ପାଇଁ କିଛି କରିଥିଲେ ଭଲ ହୋଇଥାନ୍ତା ।

  • @subhasisbehera3376
    @subhasisbehera3376 2 года назад +39

    ମାଉସୀ ପ୍ରଭୁ ଶ୍ରୀ ଜଗନ୍ନାଥ କଣ ଗରିବ ଥିଲେ କୋଟି କୋଟି ଲୋକ ଦାନ କରୁଛନ୍ତି କେବେ ଭଗବାନଙ୍କ ହୁଣ୍ଡିରୁ ବିପଦବେଳେ ଦାନ ଆସିଚି ଦୁନିଆରେ ବହୁତ ଗରିବ ଲୋକ ଅଛନ୍ତି ପ୍ରତିଦିନ ଦୁଃଖ କଷ୍ଟ ରେ ଚଲୁଛନ୍ତି ସେମାନଙ୍କୁ ଦାନ କରିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଶ୍ରିବାଦ୍ ଲାଭ କରିଥାନ୍ତେ

    • @bspriya2327
      @bspriya2327 2 года назад

      Right 👍

    • @ranjansahoo6012
      @ranjansahoo6012 2 года назад +1

      Chamatkar argument question

    • @snehabharati9862
      @snehabharati9862 2 года назад

      👍ଯିଏ ଦୁନିଆ ର ମାଲିକ ତାର କଣ ଅଭାବ!!!! ଆପଣ ଏକା ନୁହନ୍ତି re କିଛି episode ଦିଏ ସେମାନେ ଙ୍କୁ କିଛି ସାହାଯ୍ୟ କରିଥିଲେ ଭଲହୋଇଥାନ୍ତ ।old age home biବହୁତ ଅଛି।

    • @umakantmaharana8523
      @umakantmaharana8523 2 года назад

      Katha pari katha ties kahila bhai...mu tama kathare akamat......

    • @madhusmitamohanty1882
      @madhusmitamohanty1882 2 года назад

      @@snehabharati9862 Absolutely right
      ମୁଁ ଭି ଆପଣ ଏକା ନୁହଁନ୍ତି କୁ ହିଁ ଦାନ କରେ ।

  • @prasantanaik537
    @prasantanaik537 2 года назад +16

    maa anath asharam deleni

  • @sudarsanbehera3803
    @sudarsanbehera3803 2 года назад +20

    ଏମିତି ମଣିଷ ଏ ଦୁନିଆରେ ଅଛନ୍ତି ହେ ଭଗବାନ ସବୁ ତୁମ ଲୀଳା ପ୍ରଭୁ ଜୟ ଜଗନ୍ନାଥ 🙏

  • @JKCREATION672
    @JKCREATION672 2 года назад +20

    ମାଉସୀ ଗରିବ ଲୋକ ମାନଙ୍କୁ ଦାନ କରିଥିଲେ ଭଲ ହୋଇଥାନ୍ତା.... ମନ୍ଦିର ରେ ତ ଠକ ଚୋର ବ୍ରାହ୍ମଣ ଅଛନ୍ତି 👍👍👍

    • @SOUMYA768
      @SOUMYA768 2 года назад +1

      Gariba loka nku Dana karithile...thakura bi khusi hoithante

    • @prakashtripathy2647
      @prakashtripathy2647 Год назад

      Baramhan tote gandi marile ki sala kolha munda jati Tu

  • @oneshot5223
    @oneshot5223 2 года назад +5

    Such a lovely Gesture ..Bhagaban apana nko Mangala karantu 🙏🏻

    • @harekrushnabehera3138
      @harekrushnabehera3138 2 года назад +1

      ଆପଣବି ନିଜ ଜମି ଯାଗା ବିକି ଜଗନ୍ନାଥଙ୍କୁ ଦାନ ଦେଇଦିଅନ୍ତୁ , ଭଗବାନ ଆପଣଙ୍କ ବି ମଙ୍ଗଳ କରିବେ।

    • @oneshot5223
      @oneshot5223 2 года назад

      @@harekrushnabehera3138 😆

    • @Abhijitdas-bf9ky
      @Abhijitdas-bf9ky 2 года назад

      @@harekrushnabehera3138 Apana aga diantu.

  • @sanjayparida3988
    @sanjayparida3988 2 года назад +4

    Gariba asahaya annath lokanku deidaba Katha. jagaku...... mausi delani purire jou panda achanti tanka Khushi paiwn dela.hau Sabu see prabhunka icha Jai jaggannath🙏🙏🙏🙏🙏🙏🙏

  • @amarendrabehera1302
    @amarendrabehera1302 2 года назад +12

    ମାଉସୀ ଆପଣ ମାନବ ସମାଜ ପାଇଁ ଏକ ଉଦାହରଣ ଏବଂ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ପ୍ରଣାମ

  • @soumyaranjanlenka2728
    @soumyaranjanlenka2728 Месяц назад

    What a great lady, fully educated and experienced. M really greatful to her. God bless her n her family ❤❤❤

  • @ranjanaprusty2416
    @ranjanaprusty2416 2 года назад +6

    କିଛି ଭଲ କଲେ ନାହିଁ ଯଦି ଏହି ଦାନ ଟିକୁ ଗରିବ ଅସହାୟ ମାନଙ୍କୁ ଦେଇ ଥା ଆ ନ୍ତେ ଜଗତର ନାଥ ବହୁତ ଆଶୀର୍ବାଦ କରିଥାନ୍ତେ ଆପଣକୁ ଅପଣକ ବାକି ଜୀବନଟା ଭଲ ରେ କଟି ଥାଆନ୍ତା

  • @maheswarpradhan4247
    @maheswarpradhan4247 2 года назад +78

    Service to mankind service to God. Lord Jagannath needs no donation.

    • @lagguru8032
      @lagguru8032 2 года назад +1

      But it's called foolishness in today's world
      Now everyone knows where these money will go

    • @riyaray1006
      @riyaray1006 2 года назад

      She did for education in her area for school development

    • @Bhq12345
      @Bhq12345 2 года назад

      Ta paise se jaha kale...tamara ete kundei kain houchi

    • @trishul.7551
      @trishul.7551 2 года назад

      @@Bhq12345 hna thik ta Paisa se jahaku daba but dekheihaba kan darkar social media re sethipai gandikundei hela bujhilu

    • @suratluha2575
      @suratluha2575 2 года назад +2

      People are showing there self money not need to God it is need only poor and miserable people

  • @odishadevelopment5604
    @odishadevelopment5604 2 года назад +8

    Vokila pasu pakhi au asahya garib loka nku jadi deithant tebe se tankar mulya rahithanta

  • @pradeepdash2004
    @pradeepdash2004 2 года назад +1

    Maa 🙏🏻🙏🏻🙏🏻 jay jagannth. maha prabhu Sada sarbada khusire rakhithantu 🙏🏻🙏🏻🙏🏻🙏🏻

  • @sheshadevdharua1271
    @sheshadevdharua1271 2 года назад +9

    First comment 👍👍 Great heart lady...

  • @akshayasabar7170
    @akshayasabar7170 2 года назад +4

    Gariba lokanku deithile bhala huanta. Hau 🙏🙏

  • @jagannathpatra51
    @jagannathpatra51 2 года назад +15

    ଆପଣ ଯଦି ଦେବାପାଇଁ କହୁଛନ୍ତି ତାହେଲେ ମୁଁ ଏମିତି କିଛି ଲୋକଙ୍କୁ ଜାଣିଛି ଯାହାଙ୍କୁ ସାହାଯ୍ୟ କଲେ ଆପଣଂକୁ ପୂଣ୍ୟ ପ୍ରାପ୍ତି ହେଇପାରେ

  • @purandarkisan6289
    @purandarkisan6289 Месяц назад

    Bahut dhnyabad panda madam jagannath always blessing to you jug jug jio Jay jagannath.

  • @satyabratanath8357
    @satyabratanath8357 2 года назад +1

    Emitika manusya miliba birala joy gagannatha👏

  • @akankhyamishra5088
    @akankhyamishra5088 2 года назад +13

    She is a blessed noble soul,she understands the value of money. Thank you madam form the bottom of my heart🙏

  • @harekrushnabehera3138
    @harekrushnabehera3138 2 года назад +9

    ଓଃ ନିଜର ସନ୍ତାନ ସନ୍ତତି ନ ଥିବାରୁ ଏ ପାଲା ।

  • @gaganbiharibehera7369
    @gaganbiharibehera7369 Месяц назад

    ଜୟ ଜଗନ୍ନାଥ ମାଉସୀ ଆପଣଙ୍କୁ ବହୁତ ଧନ୍ୟବାଦ

  • @rabindrakumarpuhan7688
    @rabindrakumarpuhan7688 Месяц назад

    Great service to nation with worm wishes to glorious woman

  • @dhanlaxmitrading2387
    @dhanlaxmitrading2387 2 года назад +6

    ଗରିବ ଲୋକଙ୍କୁ ଦେଇଥିଲେ କେତେ ଭଲ ହେଇଥାନ୍ତା..
    ଯୋଉ ମାନେ ଖାଇବାକୁ ପାଉ ନାହାନ୍ତି

  • @thetruthchannal2197
    @thetruthchannal2197 2 года назад +20

    You have done ever mistake in yours life maa, yours money will take NABIN PATTNAYAK and puri sevayata, if you want to donate then you should donate to poor people in yours area then you will get blessed after yours death they should remember you, but Nabin can't remember you, mind it

    • @Sia000
      @Sia000 2 года назад

      Amiti kan pai comment Dauchanti,, aapankara ta 1 tanka daba ra ichha nai.. Au Jia vagaban nku dauchanti.. chadda vagaban aapanku Vala badhi Diantu

  • @user-zb3hg4ed7f
    @user-zb3hg4ed7f 10 месяцев назад

    Jay Jagannath good bless you grand mother😊❤

  • @SUVENDU_SAHOO
    @SUVENDU_SAHOO 2 года назад +1

    Sata Sata Pranam sehi Maa nku🙌🏼🙌🏼🙌🏼🥺🥺🥺🙏🙏🙏🙏💐💐💐💐

  • @Babul633
    @Babul633 2 года назад +6

    ମାଉସୀ ଜୀଏ ଖାଇବାକୁ ପାଉନି ତାକୁ ଖାଇବାକୁ ଦେଲେ ଧର୍ମ ହୁଏ ଆଉ ଜୋଉଠି ଦରକାର ନାହିଁ ସେଠି ଜେତେଦେଲେଵି ଧର୍ମ ହୁଏନି

  • @satyavamasingh3906
    @satyavamasingh3906 2 года назад +4

    ଭଗବାନ ଙ୍କ ଅପେକ୍ଷା ଯଦି ଗରିବ ଲୋକଙ୍କୁ ଦାନ କରିଥିଲେ ଭଲ ହେଇଥାନ୍ତା....

  • @salilakumardalai2787
    @salilakumardalai2787 2 года назад

    ସୁନ୍ଦର ମଣିଷ, ଉଚ୍ଚ ଚିନ୍ତାଧାରା. ବହୁତ ଧନ୍ୟବାଦ

  • @saniyamaharana1374
    @saniyamaharana1374 2 года назад +1

    Great maa.bahuta badhia karichhanti.

  • @rasmiranjansubudhi4907
    @rasmiranjansubudhi4907 2 года назад +3

    JAY Jagannath swami 🙏❤️🙏

  • @maheswarpradhan4247
    @maheswarpradhan4247 2 года назад +8

    No doubt she is a virtuous lady.

  • @jagakaliapadra1707
    @jagakaliapadra1707 2 года назад +2

    Maa jadi kenu anatha asramaku deithanta bahuta vala huanta....Jagannatha nku kn avaba heuthila tanku dele...School ku dele.
    bahuta vala kale 👏🙏

  • @mahendrapradhan7922
    @mahendrapradhan7922 2 года назад

    Ahi maa ra katha suni manaku anand milila jay jagannath

  • @nirodbiswal8025
    @nirodbiswal8025 2 года назад +4

    Jay. Jaganath. Jay. Jaganath

  • @santoshgupta1687
    @santoshgupta1687 2 года назад +18

    Great women with great heart'

  • @ashoktripathy6975
    @ashoktripathy6975 2 года назад

    जय जगन्नाथ जय जगन्नाथ जय जगन्नाथ

  • @dillipkumarmohanty4471
    @dillipkumarmohanty4471 10 месяцев назад

    Great mother
    We salute maa

  • @subratadalai7650
    @subratadalai7650 2 года назад +13

    Help to poor people. I think it is not great work.

  • @anjankumarparida4735
    @anjankumarparida4735 2 года назад +4

    ଅନାଥ ଆଶରମ କୁ ଦେଇଥିଲେ ଅଧିକ ଭଲ ହେଇଥାନ୍ତା।

  • @bijayakumardehury7182
    @bijayakumardehury7182 10 месяцев назад

    Wish of lord jagannath.Without lord blessing wind is not flowing.Every thing is from lord jaganth.Every end is zero,man is zero.Nothing nothing,we are only acting of our living period.

  • @tapasmoharana5296
    @tapasmoharana5296 2 года назад

    Jagannath nka aneka sampati ..pravhunku janaei school Ku Dela pari anatha asrama ki gariba nispesita lokanka pani sansta Ku deithile vhala hoei thanta..bahuta sundar Katha school Ku deba

  • @rashmirout9211
    @rashmirout9211 2 года назад +5

    Lord Jagganath bless you mousi ... Hope your faith will be utilised in a good way rather going into the vessel of corruption..

  • @biswanathdas4906
    @biswanathdas4906 2 года назад +3

    Great women with great heart ....❤

  • @satyabratananda4815
    @satyabratananda4815 2 года назад +1

    ବହୁତ୍ ସୁନ୍ଦର୍ କଥା କହିଲେ ମା , ତୁମ କଥା ଆମେ ସବୁ ମନେ ରଖିବା କଥା, ସେ କହିଲେ ମୁଁ କଣ ତାଙ୍କୁ ଦାନ ଦେବି ସବୁ ତ ତାଙ୍କର ।

  • @srimantapatra6869
    @srimantapatra6869 2 года назад +2

    Maa au apanankara roga byadhi hebanahin sabu Jagannath nka pakhare samarpi diauntu mana prana

  • @M.k.art2024
    @M.k.art2024 2 года назад +4

    ଭଲ କଥା କିନ୍ତୁ ଅନାଥ ଆଶ୍ରମ ମାନଙ୍କୁ ମଧ୍ୟ କିଛି କିଛି ଦେଇଥିଲେ ଆହୁରି ଭଲ ହେଇଥାନ୍ତା🙏🏻 ଜୟ ଜଗନ୍ନାଥ

  • @tulsidasgaur4854
    @tulsidasgaur4854 2 года назад +6

    What a simplicity. True zest of hindu dharma on her thoughts. Very clear views of devotion in simple heart touching words.koti koti Pranab. I don't know odia,but even than I could understand her perception and feelings and understanding of Lord shri Jagannath.

  • @srilekhasahoo2010
    @srilekhasahoo2010 2 года назад

    Sata katha Jagannath hauchhanti sara duniara malika🙏

  • @odiabahugita
    @odiabahugita 2 года назад

    Maa jagannath nka ra bahut achhi... Jadi dabara thila kau anatha ashram kimba kau gariba ku deithile jagannath besi khusi heithante🙏

  • @radheshyamsahucreation7621
    @radheshyamsahucreation7621 2 года назад +5

    ମାଉସୀଙ୍କୁ ମୋର୍‌ ଜୁହାର୍‌ 🙏🙏

    • @Sun_Dil
      @Sun_Dil 2 года назад +1

      Tamara paisa darkar na kana 😁

    • @radheshyamsahucreation7621
      @radheshyamsahucreation7621 2 года назад +1

      @@Sun_Dil Emiti kemiti kahuchhant..😀😀
      ଈଶ୍ବର ମୋତେ ଦରମା ବହୁତ୍‌ ଦେଉଛନ୍ତି!🙏

    • @Sun_Dil
      @Sun_Dil 2 года назад

      @@radheshyamsahucreation7621 tahele Dano punya kama tike hau , donate Kara

    • @radheshyamsahucreation7621
      @radheshyamsahucreation7621 2 года назад +1

      @@Sun_Dil ଈଶ୍ବରଙ୍କ ଯାହା ଇଚ୍ଛା!!

    • @Sun_Dil
      @Sun_Dil 2 года назад

      @@radheshyamsahucreation7621 kichi ta Tama icha Ru hau, Sabu Ishwar nka Naa kahidele kana heba , Kali tomorrow kichi gariba Loko ,ki rasta re Bhikari dekhile Atleast 100, 200 dano Kara , kichi khaibaku Dia rasta re ...punya miliba 🙏
      Bhagwan kahichanti tame jete dano daba sie Sudha Mula akara re kuadu hele return puni asijiba , so Kali gote choto Moto Dano hau

  • @punyatoyarout6938
    @punyatoyarout6938 2 года назад +4

    କିଛି ଲାଭ ନାହିଁ.. ଅନାଥ ଆଶ୍ରମ କୁ ହେଲେ ଦେଇଥାନ୍ତ..ସେଠି ଯେତିକି income ହଉଚି କହିଲେ ନସରେ.. ସେଥିରେ ପୁଣି ଦାନ..

    • @Sun_Dil
      @Sun_Dil 2 года назад

      Dano dakhina ku tame income kuhani, papo lagiba, Jagannath dondo dei paranti

    • @sureshbehera-sureshbehera7243
      @sureshbehera-sureshbehera7243 2 года назад +1

      You are right good right answer

  • @sureshakumarkumarsahoo7489
    @sureshakumarkumarsahoo7489 2 года назад

    Maa nkar bahut gyana ,maa nku koti pranam

  • @laxmidhargouda6930
    @laxmidhargouda6930 2 года назад +1

    You are great ,🙏🙏🙏

  • @rajeshofficialnk4709
    @rajeshofficialnk4709 2 года назад +19

    Chhi chhi laja ଲାଗୁନି ଗରିବ ଲୋକଙ୍କୁ ସାହାଯ୍ୟ କର

    • @pareshkumarpradhan639
      @pareshkumarpradhan639 2 года назад

      ମୋ ମତ ବି ଭାଇ ସେଈଆ, ଗରିବ ଲୋକଙ୍କୁ ଦେଈଥିଲେ ଭଲ ହେଇଥାନ୍ତା

    • @prasannanayak4336
      @prasannanayak4336 2 года назад

      Kathare achhi jaha kale loka kahibe se kichhi paiba pain deini au se bi school pain 15 lacs donate karichhi

    • @EngineersChoiceAnyday
      @EngineersChoiceAnyday 2 года назад

      @@prasannanayak4336 thik katha.

  • @Dinesh-fy6pz
    @Dinesh-fy6pz 2 года назад +3

    ଏ ମଉସା ଙ୍କ ପାପ ଅର୍ଜିତ ଧନ କୁ ମାଉସୀ ଭଗବାନଙ୍କୁ ଦାନ କରିଦେଲେ ବୋଧେ । କାହିଁକି କି ମଲା ବେଳେ ସ୍ବର୍ଗ ପ୍ରାପ୍ତି ହୋବ । ଜଗନ୍ନାଥ ଜଗତ ର ନାଥ , ତାଙ୍କୁ ବୁଡ଼ି ମାଉସୀ କଣ ଦାନ କରିବେ ?? ମାଉସୀ କେବେ ଜୀବନ କାଳ ରେ କେବେ ଗରିବଙ୍କୁ ଟଙ୍କା ଟିଏ ଦାନ କରି ନ ଥିବେ , ମିଡିଆ ରେ ଦେଖେଇ ହବା ପାଇଁ ଏ ସବୁ କରୁଛନ୍ତି ।

  • @seemamajhi1796
    @seemamajhi1796 2 года назад

    Samasta ko chinta dhara thik nuha you are so nice maa i love u

  • @jagatpattnaik5805
    @jagatpattnaik5805 2 года назад +1

    ଅନାଥଆଶରମରେ, ମାନଙ୍କରେ ଦେବାଟା ଭଲ ଥାନ୍ତା ଧୂଖି ରଙ୍କି ମାନଙ୍କୁ ଓ ଗରିବ ପିଲାମାନେ ଧନ ଅଭାବରୁ ପାଠ ପଢି ପାରୁନାହାନ୍ତି ଜଗନ୍ନାଥଙ୍କର କଣ ଅଭାବ , ନମସ୍କାର ଜୟ ଜଗନ୍ନାଥ

  • @santoshkumarpanda5152
    @santoshkumarpanda5152 2 года назад +2

    ଜଗନ୍ନାଥ ହେଉଛନ୍ତି ଗଛର ମୂଳ ଜୀବଜନ୍ତୁ ହେଉଛି ଡାଳ ପତ୍ର। ଗଛର ମୂଳକୁ ଦାନ ଦେଲେ ଡାଳ ପତ୍ର କୁ ଆପେ ଆପେ ମିଳିଥାଏ। ଜୟ ଜଗନ୍ନଥ

    • @ashokbehera2815
      @ashokbehera2815 2 года назад

      ଏକଦମ୍ ଠିକ୍ ଏବଂ ମାଉସୀ ଶାସ୍ତ୍ର ଅନୁଯାୟୀ ସର୍ବୋତ୍କୃଷ୍ଟ ସେବା କରିଛନ୍ତି ସେ ଜ୍ଞାନୀ ଏବଂ ଜଗନ୍ନାଥଙ୍କ ଭକ୍ତ ମଧ୍ଯ ତେଣୁ ତାଙ୍କୁ ବିନମ୍ର ପ୍ରଣାମ।
      ଜୟ ଜଗନ୍ନାଥ

  • @shuvendunayak5744
    @shuvendunayak5744 2 года назад +9

    Beautiful inspiration by you Mausi 🙏🙏🙏

  • @diptiranjanmohanty7130
    @diptiranjanmohanty7130 2 года назад +1

    Katha aau chintadhara bahut uchakotira 🙏

  • @sadasivasahoo4572
    @sadasivasahoo4572 2 года назад

    Jai Jagannath 🙏. Great 👍

  • @theradiant2257
    @theradiant2257 2 года назад +3

    This gentle woman seems very generous and a great devotee of Lord Sri JAGANNATH. Also, she has a towering personality. Really we are proud of her dedication to the devotional world. But helping the poor, destitute people is another great service to the mankind. So, try to serve and support those who really want. Above all, you mode of talking is heart-throbbing. NAMASYA MAA 🙏🙏🙏

  • @shibaprasadrout1633
    @shibaprasadrout1633 2 года назад +4

    The lady is a great orator and devotee . Let
    God may bless her.
    With regards to her.

    • @kapilbarada7515
      @kapilbarada7515 2 года назад

      Tame nihara bada paniya dekhai achha
      Pani dana
      Kaniya dana
      Arana dana ye Sabu kari thile bhari bhala hoi thanta
      🙏

    • @kapilbarada7515
      @kapilbarada7515 2 года назад

      School dana kari achha
      Thank you🙏

    • @kapilbarada7515
      @kapilbarada7515 2 года назад

      Eswar tama ku punara janam bai kuntha pra pata karantu🙏

  • @kapilbarada7515
    @kapilbarada7515 2 года назад +1

    Jadi tame ketuta gariba jhiya ra baha kari thanta bhala huyanta
    Bhala kari achha
    Thanks sister🙏

  • @dakhineswarjena2554
    @dakhineswarjena2554 2 года назад

    Really mam, you are great thanks🌹🌹🌹🌹🌹 🙏 mam

  • @prasanthbiswal3766
    @prasanthbiswal3766 2 года назад +2

    I salute that lady, who's husband desire is successful happening today and nature of helping is more attractiveness for living society to teach super lesson to youths and her (aunty) desire and innocent word that direct touch to Sri Lord Jagannath and helping poors on a free hand and son in law backwards force of aunty desire of wish and complete their work one by one successfully, I salute aunty, s work and her own and husband wishness🙏🙏

  • @dskumar4553
    @dskumar4553 2 года назад +6

    Great grandmother ❤️

  • @AbinashNaik-ey8kr
    @AbinashNaik-ey8kr 2 года назад

    Ma'am you are so much great person 🙏

  • @biswajitbarik4362
    @biswajitbarik4362 2 года назад

    Great🙏🙏🙏🙏🙏🙏🙏🙏🙏🙏🙏Maa........🙏🙏🙏🙏🙏🙏🙏🙏🙏

  • @Godeepak
    @Godeepak 2 года назад +5

    ଜୟ ଜଗନ୍ନାଥ 🙏 ତମକୁ ଦୀର୍ଘାୟୁ 🙏 କରନ୍ତୁ

  • @gananathbehera7958
    @gananathbehera7958 2 года назад +1

    ଯୁଉ ଲୋକଙ୍କୁ କିଛି ମିଳୁନି, ସେ ଲୋକଙ୍କୁ ଦେଲେ ଭଲ ହୁଅନ୍ତା 🙏

  • @sukantaalatia738
    @sukantaalatia738 10 месяцев назад

    Thank you mother odisara rajaneta mane lokank seba karibakatha desa seba karile amar rahibe

  • @bandan72
    @bandan72 2 года назад +1

    ମାନବ ସେବା ହିଁ ମାଧବ ସେବା

  • @pinkipal9352
    @pinkipal9352 2 года назад

    Maata ku coti coti pranam...sara jagata ra Bramhan samaj ku kriti Anidaba

  • @hemalatabehera4483
    @hemalatabehera4483 Год назад

    Maa tumaku kothi namasta🙏🙏🙏🙏

  • @jagnyasenimeher6418
    @jagnyasenimeher6418 2 года назад +1

    Maa pranam

  • @satyanarayanpanda312
    @satyanarayanpanda312 2 года назад

    Greatest men praiseworthy the attitude of your graeatness maa God bless you

  • @user-fq5gb9ep9e
    @user-fq5gb9ep9e Месяц назад

    ଆଃହା,ଏପରି ମହାନ ଆତ୍ମା କୁ ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି ,ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।

  • @arundhatibarik3225
    @arundhatibarik3225 2 года назад

    Apananka katha atyanta marjita o sahitya samparna sundar chintadhara

  • @shreeshreya216
    @shreeshreya216 2 года назад

    Jay jagannath......jay jagannath....Prabhu jagannath hi Apana nka santana....

  • @ashokbehera9970
    @ashokbehera9970 2 года назад

    Dhanybad OTV🙏

  • @ashokbehera9970
    @ashokbehera9970 2 года назад

    Jaha mu dekhuchi sabut Timaru😍🙏🙏🙏Jay maa

  • @nityamathandscience7952
    @nityamathandscience7952 2 года назад

    Jai jagannath swami nayana patha gami bhaba tume bhaba tume

  • @latestmovieshiro2861
    @latestmovieshiro2861 2 года назад +1

    ଠାକୁର ଙ୍କ କଣ ଅଭାବ ଅଛି ଯଦି ଗରିବ ଲୋକଙ୍କୁ ଦାନ କରିଥିଲେ ଭଲ ହେଇଥାନ୍ତା।

  • @sarojmohanty1617
    @sarojmohanty1617 2 года назад

    JAGANNATHA NKU NADAEI JARASHRAMA NKU DAEITHILE BHALA HAEITHANTA

  • @ramakrishnasmart4479
    @ramakrishnasmart4479 2 года назад

    Great job MAA... Jai jagannath 🙏🙏🙏

  • @nandininaik5611
    @nandininaik5611 10 месяцев назад

    Jay Jagannath 🙏🙏🙏💐💐💐

  • @alekhkumarpanda7999
    @alekhkumarpanda7999 2 года назад

    ଏମିତି କିଛି ଭଲ ଲେକ ଅଛନ୍ତି ବେଲି ଏତେ ବଡ ଦୁନିଆ ଟି ଚାଲିଛି ଜୟ ଜଗନ୍ନାଥ

  • @purusottamhemram1122
    @purusottamhemram1122 Год назад

    ଜୟ ଜଗନ୍ନାଥ,ହେ ମାତା ଆପଣଙ୍କୁ କୋଟି କୋଟି ପ୍ରଣାମ ।🙏🙏🙏