News Fuse || Listen what these teachers know about On Utkala Dibasa & Odisha's Poets

Поделиться
HTML-код
  • Опубликовано: 20 сен 2024
  • News Fuse || Listen what these teachers know about On Utkala Dibasa & Odisha's Poets'
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 487

  • @pradeeppradhan7746
    @pradeeppradhan7746 Год назад +22

    ଧନ୍ୟ ଆପଣଙ୍କ ଶିକ୍ଷା ବ୍ୟବସ୍ଥା ଓ ଧନ୍ୟ ତୁମର ସରକାର , ଛି ଛି ଛି,,

  • @pradhanfarming5161
    @pradhanfarming5161 Год назад +80

    ମେଧାବୀ ଛାତ୍ର ଚାକିରି ନପାଇ ଆତ୍ମହତ୍ୟା କରୁଛନ୍ତି
    ଏ ମାନଙ୍କୁ ଚାକିରୀରେ କୋଉ ମୂର୍ଖ ରଖିଛି
    ଏ ମାନଙ୍କୁ ଜଲ୍ଦୀ କାଢ଼ thanks otv

    • @bijayalaxmipanigrahy-mm6bp
      @bijayalaxmipanigrahy-mm6bp Год назад

      You are right bro

    • @kalidas8262
      @kalidas8262 Год назад

      ସବୁ money pawar ର ଚାକିରୀ.

    • @TopTensUnveiled2.0
      @TopTensUnveiled2.0 Год назад +1

      Kichi bi habani he bhai... Aame general pa

    • @SanjayKumar-p3o7s
      @SanjayKumar-p3o7s Год назад

      Emane jau school re join karichhanti, sei village ra loka mane emana nku school ru bida kariba byabastha karantu, na hele apana mananka pila b emiti hebe...

    • @manasranjannayak4035
      @manasranjannayak4035 Год назад

      ​@@TopTensUnveiled2.0Bhai eithi taamku kou angle ru category Jana paduchhi

  • @priyabrata2615
    @priyabrata2615 Год назад +9

    ପ୍ରତେକ ସ୍କୁଲ ରେ ଏଭଳି ଶିକ୍ଷକ ଆଓ ଶିକ୍ଷୟିତ୍ରୀ ସୁନିଶ୍ଚିତ ଅଛନ୍ତି .
    କିଛି ପାଠ ଜଣା ନାହିଁ ଖାଲି ଷ୍ଟାଇଲି ମାରିକି ସ୍କୁଲ ଆସୁଛନ୍ତି .
    ମାସ ଶେଷକୁ ମୋଟା ଅଙ୍କର ଦରମା ନେଉଛନ୍ତି . ମଝିରେ ମଝିରେ BBSR ର ମାଷ୍ଟର କ୍ୟାଣ୍ଟିନ୍ ଯାଇକି ବସୁଛନ୍ତି ଦରମା ବୃଦ୍ଧି କର . ଧନ୍ୟ ଏମାନଙ୍କୁ ଆଓ ଧନ୍ୟ ଏମାନଙ୍କର .........................

  • @mihirprasadsamal8171
    @mihirprasadsamal8171 Год назад +23

    ତାଙ୍କୁ ମୋଟା ଅଙ୍କର ଦରମା ଦିଅ ଠିକ୍ କହିବେ, ଧନ୍ୟ ତୁମ ଶିକ୍ଷକକତା

  • @ukumavlog5218
    @ukumavlog5218 Год назад +33

    ଓଡିଶା ରେ ଏମିତି କେତେକ ସ୍କୁଲରେ ଏହି ଭଲି ଶିକ୍ଷକ ଅଛନ୍ତି, ସରକାରି ସ୍କୁଲ ପିଲାମାନେ ୫ମ ଶ୍ରେଣୀ ର ଯୋଗ ଵିୟୋଗ ଜାଣୁ ନାହାନ୍ତି, ନିଜ କୁ ପାଠ ଜଣା ନାହିଁ ପିଲାମାନଙ୍କୁ କେମିତି ପାଠ ପଢେଇବେ, ସେଥିରେ ଦରମା ପୁଣି ୬୦୦୦୦ ରୁ ୭୦୦୦୦ ଉପରେ,

  • @with_Ratikanta
    @with_Ratikanta Год назад +14

    ବହୁତ୍ ସୁନ୍ଦର 😂 ସଚେତନ ହୁଅ ରେ 😮

  • @anilkumardas8758
    @anilkumardas8758 Год назад +29

    Chhabila Madhu Barnabodha -Bhaktakabi Madhusudan Rao
    Bande Utkal Janani -Kanta Kabi Laxmi Kanta Mahapatra
    We observe April 1 as Utkal divas.
    Because in the year 1936 on April 1
    Odisha declared as special state.

  • @01Bharatiya
    @01Bharatiya Год назад +9

    ଅଧେ ଠୁ ଅଧିକ ଦିଦି ସାର୍ ମାନେ ଓଡିଶାରେ ଆଯୋଗ୍ୟ
    ଏଥିପାଇଁ ଓଡ଼ିଶା ଶିକ୍ଷା ରେ ପଛୁଆ

  • @ashokkumarsahu3871
    @ashokkumarsahu3871 Год назад +3

    ଏ ସରକାର ନାରୀଜନ ହରିଜନ ଗିରିଜନ ଆଉ ମୂର୍ଖ ମାନଙ୍କ ସରକାର ଏମାନେ ଶିକ୍ଷକ ହୋଇ ଯଦି ଏମିତି ଉତ୍ତର ଦେଉଛନ୍ତି ପିଲାମାନଙ୍କୁ କଣ ଶିକ୍ଷା ଦେବେ କିନ୍ତୁ ଏପଟେ ମେଧାବୀ ଛାତ୍ର ଆତ୍ମ ହତ୍ୟା କରୁଛନ୍ତି ଆଉ ଏ ମୂର୍ଖ ଶିକ୍ଷକ ମନେ ଦରମା ନ ବଢିଲେ ରାସ୍ତା ରେ ହରତାଳ କରୁଛନ୍ତି ଧନ୍ୟ ତୁମ ଶିକ୍ଷକ ପଣିଆ

  • @pkfc3149
    @pkfc3149 Год назад +16

    ହେଡମାଷ୍ଟର କୁ ବାଳ ଜଣା ଅଛିଯେ କହିବ

  • @jayashree10000
    @jayashree10000 Год назад +46

    ହୃଷୀ ଭାଇନା !!! ଆପଣଙ୍କୁ ଆରବର୍ଷ ଏଇ କାର୍ଯ୍ୟକ୍ରମ ନ କରିବାକୁ ଅନୁରୋଧ କରିଥିଲି. ଓଡ଼ିଆ ଭାଷାକୁ କଦର୍ଥ କରି ଓଡିଶାର ନାଁ କୁ ତଳକୁ କରୁଥିବା ଲୋକଙ୍କୁ ଆପଣ କେମିତି ପଚାରି ପାରୁଛନ୍ତି ଓଡିଶାର ମୂଳଦୁଆ ବିଷୟରେ.ଆମ ମାଟିକୁ ଏମାନଙ୍କ ଉପରେ ଲଜ୍ଜା ଲାଗୁଥିବ.ସେଇ ମହାପୁରୁଷମାନଙ୍କ ଆତ୍ମା ଅଶାନ୍ତି ହେଉଥିବ. ଯିଏ ନିଜ ମାଟି, ମା ଆଉ ମାତୃଭାଷାକୁ ବଞ୍ଚେଇ ରଖିବାକୁ ସତତ ପ୍ରୟାସ କରିଥିଲେ. ଆପଣ ବର୍ଣ୍ଣବୋଧ ବିଷୟରେ ପଚାରୁଛନ୍ତି. ସେଇ ବହି ଆମ ବିଦ୍ୟା ଶିକ୍ଷାର ପ୍ରଥମ ସୋପାନ. ଯାହାକୁ ଓଡିଶାର ପ୍ରତ୍ୟେକ ଘରର ପିଲା ପଢୁଥିଲେ.ଭକ୍ତକବି ମଧୁସୂଦନ ରାଓ ଙ୍କ ଆତ୍ମା ଭାବୁଥିବ ଏଇ ଅକାଳ କୁଷ୍ମାଣ୍ଡ ସବୁ କିଏ ଆସିଲେ ରେ ନିଜ ମୂଳକୁ ଭୁଲିଯାଉଛନ୍ତି. ଉତ୍କଳ ଗୌରବ ମଧୁସୂଦନ ଦାସ ଭାବୁଥିବେ ଏଇ କୁଳାଙ୍ଗାର ମାନଙ୍କ ପାଇଁ ମୁଁ ମୃତ୍ୟୁଶଯ୍ୟାରେ ଶୋଇ ବି ତାଙ୍କ କଥାକୁ ଭାବୁଥିଲି.ବ୍ୟାସକବି ଫକୀର ମୋହନ ସେନାପତି, ସ୍ଵଭାଵ କବି ଗଙ୍ଗାଧର ମେହେର, ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ଏମାନେ ଆଜି ସ୍ୱର୍ଗରେ ଥାଇ ଓଡ଼ିଆ ଭାଷାର ନର୍କଗାମୀ ଅବସ୍ଥାକୁ ଦେଖି ମନେ ମନେ ସତ ଧିକ୍କାର କରୁଥିବେ କାହିଁକି ସେମାନେ ଓଡିଶାକୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବାକୁ ଏତେ ସଂଘର୍ଷ କରୁଥିଲେ ??? ଆଉ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭାବୁଥିବେ ଯୋଉ ବଙ୍ଗାଳୀ ମାନଙ୍କ ଦୌରାତ୍ମରୁ ଆମ ଭାଷାକୁ ବଞ୍ଚେଇ ରଖିବା ପାଇଁ ଓଡିଶା ପ୍ରଦେଶ ଗଠନ ହେଲା ଓଡ଼ିଆ ଭାଷା ପାଇଁ ଆଉ ସେଇ ଓଡିଶା ପ୍ରଦେଶର ସମ୍ମାନରେ ସେ ଲେଖିଥିବା ବନ୍ଦେ ଉତ୍କଳ ଜନନୀ ଗୀତକୁ ଜଣେ ବଙ୍ଗାଳୀ କବି ରବୀନ୍ଦ୍ର ନାଥ ଟେଗୋର ଲେଖିଛନ୍ତି ବୋଲି କହୁଛନ୍ତି.ଧନ୍ୟ ଧନ୍ୟ ଏମିତି ଉତ୍ତର ଦାୟାଦ ମାନେ.ଓଡ଼ିଶାର ମୂଳଖାଦ୍ୟ ପଖାଳ ଶାଗଭଜା.ଆଗରୁ ତ ଅଧିକାଂଶ ଶାଗପଖାଳ ଖିଆ ଘରର ପିଲାଥିଲେ. ଆମ ବାପା ମାନେ ସେଇ ଶାଗପଖାଳ ଖାଇ ଜୀବନ ସହ ସଂଘର୍ଷ କରି ଆମକୁ ମଣିଷ କରିଛନ୍ତି. କିନ୍ତୁ ଏବେ ଆଉ ସଂଘର୍ଷ ନ କରି ଦୁର୍ନୀତି କରି ପିଲାଙ୍କୁ ମଣିଷ ନୁହେଁ ମେସିନ କରାଯାଉଛି. ଆଉ ମେସିନ କୋଉଠି ଜାଣିବେ ଉତ୍କଳ ଦିବସ କାହିଁକି ପାଳନ କରାଯାଏ ??? ସେମାନଙ୍କ ପାଇଁ ଆମ ମୂଳଖାଦ୍ୟ ଯାହା ସେମାନେ ବେଳେ ଅଧେ କେବେ ଖାଉଥିବେ. ତା ପାଇଁ ବି ଦିନଟିଏ କରିଦେଲେ..... ପଖାଳ ଦିବସ.
    ତେଣୁ ଏଭଳି କୁଳାଙ୍ଗାର ଅକାଳ କୁଷ୍ମାଣ୍ଡମାନଙ୍କୁ ଆମ ଓଡିଶା ଆଉ ଓଡ଼ିଆ ଭାଷା ବିଷୟରେ ପଚାରି ଆମ ଓଡ଼ିଆମାଟିମା ର ପରମପୁଜ୍ୟ ମହାପୁରୁଷମାନଙ୍କର ଅପମାନ କରନ୍ତୁ ନାହିଁ କି ଆମ ପରି ଓଡିଶାକୁ, ଓଡ଼ିଆ ଭାଷାକୁ ଭଲ ପାଉଥିବା ଲୋକମାନଙ୍କ ମନକୁ ଆଘାତ ଦିଅନ୍ତୁ ନାହିଁ.......... 🙏🏻🙏🏻🙏🏻🙏🏻🙏🏻

    • @runumohapatra5825
      @runumohapatra5825 Год назад

      କିନ୍ତୁ ଏମାନେ ପାଠ ପଢ଼ାଉଛନ୍ତି ପିଲାଙ୍କୁ

    • @sanjeebpadhan6755
      @sanjeebpadhan6755 Год назад +1

      ଆପଣ ଭଲ କହିଛନ୍ତି ,କିନ୍ତୁ ଗୋଟିଏ କଥା ମୁଁ ଏଠି କହିଦେବାକୁ ଚାହୁଁଛି ଯେ ଜଣେ ଓଡ଼ିଆ ଶିକ୍ଷକ ଆଉ ଜଣେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେ କେତେ ମୂର୍ଖ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ,ଧନ୍ୟ ଶିକ୍ଷକ ବନ୍ଧୁଦ୍ୱୟ ଧନ୍ୟ ତମ ଶିକ୍ଷା ଗ୍ରହଣ କୁ 🙏

    • @sunilratha1532
      @sunilratha1532 Год назад

      ଆପଣଙ୍କ ମତାମତ ଉଚ୍ଚକୋଟୀର

    • @sunilkumarmishra9086
      @sunilkumarmishra9086 Год назад

      ବନ୍ଦେ ଉତ୍କଳ ଜନନୀ

    • @swapnajena4774
      @swapnajena4774 Год назад

      Bahut bhala mantabya deichhanti....ama odisha ra au odia bhasa ra bhabisyata kn amanku dekhile Jana paduchi...jay jagannath 😔🙏

  • @mr.nmjena
    @mr.nmjena Год назад +8

    ସମ୍ବାଦିକ ଭାଇ ମାନଙ୍କୁ ଅନୁରୋଧ ଏହି ପରି ସବୁ ସ୍କୁଲରେ ଯାଇ ପଚାରନ୍ତୁ ଆପଣ ମାନଙ୍କୁ ଅନୁରୋଧ। କାରଣ ଏମାନେ ଶିକ୍ଷକ ଶିକ୍ଷୟତ୍ରୀ ହୋଇଛନ୍ତି ଯଦି ଏମାନଙ୍କୁ କିଛି ବିଷୟରେ ଜଣା ନାହିଁ। ତାହା ହେଲେ ସରକାର ଏମାନଙ୍କୁ କଣ ପାଇଁ ରଖିଛନ୍ତି ସେଇଥିପାଇଁ ପିଲା ମାନଙ୍କର ପାଠ ହଉ ନାହିଁ। ଛାଞ୍ଚ,ଜାଲିଆତି, କପି କରି ଏପରି ସାର୍ଟିଫିକେଟ୍ ଆଣି ଏ ଚାକିରୀ କରିଛନ୍ତି।

    • @Odibdh
      @Odibdh Год назад

      Hmm bhai

  • @tejaswi8725
    @tejaswi8725 Год назад +25

    It's always easy to ask questions to others but hard to answer. If you suddenly ask questions infront of camera to any one he/ she will nervous suddenly. If someone asks you to teach a lesson of any class suddenly then we know you are the genius

  • @anantadevadarshi
    @anantadevadarshi Год назад +2

    ପ୍ରଶ୍ନ ଭୁଲ। "ମଧୁ ବର୍ଣ୍ଣବୋଧ " ପୂର୍ବରୁ ଛବିଳ କାହିଁକି ଲଗାଉଛ। ମଧୁସୂଦନଙ୍କ ରାଓ ଙ୍କ ମୂଳ ରଚନା ଥିଲା କେବଳ "ବର୍ଣ୍ଣବୋଧ"।

  • @BL_Dhiru_7
    @BL_Dhiru_7 Год назад +17

    କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
    ବନ୍ଦେ ଉତ୍କଳ ଜନନୀ ଲେଖକ

  • @kaliapradhan4686
    @kaliapradhan4686 Год назад

    Dhanya tume teaches.khali sarakarankar rajakosa khali karuchha Aau darama badheiba pain rajadhanire rali anasan karuchha pilanka bhabisyat nasta karuchha. Dhanya tume.

  • @vishvaodisha2231
    @vishvaodisha2231 Год назад +6

    ପ୍ରଶ୍ନରେ ତ ଭୁଲ ଅଛି । ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ଲେଖି ନଥିଲେ । ସେ ଲେଖିଥିଲେ : 'ବର୍ଣ୍ଣବୋଧ'

  • @sudhirkumar-zr8cl
    @sudhirkumar-zr8cl Год назад +6

    ସଂରକ୍ଷଣ ର ସିଧା ନମୁନା , ବାଳ ପାଠ ପଢେଇବେ ଏମାନେ ଆଉ ଓଡ଼ିଶା ରସା ତଳକୁ ଯାଉ

    • @deepakdehury8827
      @deepakdehury8827 Год назад +2

      SC ST reservation re jetiki teacher kehi gote ebe bi 7 class exam qualify Kari paribeni......khali sarkar nka kotha pua jhia boli job ta miluchi

    • @ShibasankarHansdah-um4wd
      @ShibasankarHansdah-um4wd Год назад

      ​@@deepakdehury8827Bhai tume bi chakiri koruno

  • @bijoyasamal5008
    @bijoyasamal5008 Год назад +5

    World class education system of Odisha. Very interesting 👌.

  • @rangadhar1827
    @rangadhar1827 Год назад +1

    ଏହିପରି ପ୍ରତିଦିନ ସବୁ ସ୍କୁଲ କୁ ଯାଇ, ଓଡ଼ିଆ ଭାଷାର ବର୍ଣ୍ଣମାଳା/ଲିପି ର ବ୍ୟବହାର, ଓଡ଼ିଶାର ଇତିହାସ ସମ୍ବନ୍ଧରେ ଆଲୋଚନା କରି, ଅଯୋଗ୍ୟ ଲୋକଙ୍କୁ ଚିହ୍ନଟ କରି ଚାକିରି ରୁ ବରଖାସ୍ତ କରିବା ଅତ୍ୟନ୍ତ ଜରୁରୀ..!👍🏼
    ଏମାନଙ୍କ ପଛରେ ଖାଲି ସରକାରୀ/ରାଜ୍ୟ ର ଧନ ବୃଥା ଖର୍ଚ୍ଚ ହେଉନାହିଁ ଏମାନଙ୍କ ଯୋଗୁ କୋମଳ ମତି ପିଲାଙ୍କ ଶିକ୍ଷା/ମନୋଭାବ ପ୍ରଭାବିତ ହେଉଛି..!!😡😡
    ଜୟ ଜଗନ୍ନାଥ ସ୍ବାମୀ 🙏

  • @MrBarik-gd3ee
    @MrBarik-gd3ee Год назад

    ଏହି ଭଳି କାର୍ଯ୍ୟକର୍ମ ବଢିଆ ଲାଗୁଚି 👍🏻👍🏻👍🏻👍🏻

  • @maheswarpujhari4503
    @maheswarpujhari4503 Год назад +4

    ଏହା ଆଜିର ଆଧୁନିକ ଓଡ଼ିଆ ଭାଷା ପ୍ରୀତି

  • @Manishbhai234
    @Manishbhai234 Год назад +5

    ଭାଇ ଆପଣ ଜଣେ ବହୁତ ଜ୍ଞାନୀ ଲୋକ ହେଇଥିବେ ଆପଣଙ୍କ କଥାବାର୍ତ୍ତା ରୁ ଜଣା ପଡୁଛି।

    • @annapurnajena2833
      @annapurnajena2833 Год назад

      Tankara kama news ku byanga bhabe dekheiba ...se tanka kartabya karichanti
      .........teacher mane ta murkha aau gadha hei school re mota ankara darama nauchanti .....jebethu gana sikhyaka contractual teacher sikhya sahayak bahariba emiti teacher posting hele ..........jie ct bed kari.asichanti semane vala teacher ....

  • @sadanandanayak5324
    @sadanandanayak5324 Год назад +3

    ଏ ଆମ ଶିକ୍ଷକ ! ଏଥିରୁ ଜଣାପଡ଼ୁଛି
    ଆମ ଶିକ୍ଷକମାନେ କିପରି ଶିକ୍ଷା ଦାନ
    କରୁଥିବେ । ଜୟ ଜଗନ୍ନାଥ

  • @Unknown_Facts7775
    @Unknown_Facts7775 Год назад +7

    ଟଙ୍କା ଦେଇକି ଚାକିରି କରିଲେ ଏହିଭଳି ଅବସ୍ଥା ହବ। ଶିକ୍ଷକ ମୂର୍ଖ ଆଉ ଛାତ୍ର କେମିତି ଭଲ ହେବେ । ଯିଏ ପାଠ ପଢ଼ିକି ପଇସା nadia ତାକୁ ଚାକିରି ମିଳିବନି ।ଏଥିରେ ଏମାନଙ୍କ ର କିଛି ଭୁଲ ନାହିଁ ସବୁ ଭୁଲ ସରକାର nkara।ସେମାନେ ଟଙ୍କା ଖାଇବା ପାଇଁ ମୂର୍ଖ ମାନକୁ ଚାକିରି ଦେଉଛନ୍ତି ।

    • @hamsarkhan5175
      @hamsarkhan5175 Год назад +2

      Tanka katha alaga kintu ST SC student jou 7-8mark re chakiri karuchanti nija dum re. Semane kou bala padheibe Patha Semane ABCD ki English grammar kahi paribeni ,odia thi se lekhi janantini ki kahi parantini kintu Govt. High school teacher.

  • @prabinamallick8940
    @prabinamallick8940 Год назад +11

    The best education system of mass education department of odisha government.

  • @satyanarayandash3473
    @satyanarayandash3473 Год назад +27

    କେମିତି ଏମାନେ ପାଠ ପଢ଼ାଉଛନ୍ତି ଏସବୁ ଶୁଣିଲେ ବଡ଼ ଦୁଃଖ ଲାଗେ,

    • @kariamarandi9397
      @kariamarandi9397 Год назад

      ​@@DailyVibe_.yes bro

    • @mrsagarofficialvlogs
      @mrsagarofficialvlogs Год назад +6

      ଯଦି ଶୁଣିଲେ ଦୁଃଖ ଲାଗୁଛି,ତେବେ ଆପଣ ଶିକ୍ଷକ ହେଲେନି,
      ସେମାନେ କଣ ଖାଲିଟାରେ ଶିକ୍ଷକ ହେଇଛନ୍ତି
      ସେମାନେ କୋଉ ଟେନକ୍ସନ ରେ ଥିବେ, ହଟାତ୍ nws ବାଲା ଅସିକି ଏମିତି question ପଚିରେ ତତେ ସେମନେ କେମିତି କହିବେ ?

    • @annapurnajena2833
      @annapurnajena2833 Год назад +1

      @@mrsagarofficialvlogs teacher school re patha padhei asanti tanku patha bisayare hin pachara jauchi ...eita sadharan katha jou teacher janini eman nku gala dhaka dei bahara karidaba katha ....ama pila nku emane patha padhau.nahanti ....😭😭😭

    • @DailyVibe_.
      @DailyVibe_. Год назад +1

      @@annapurnajena2833 ହୋଇପାରେ ଆପଣ ଙ୍କ area ରେ ଏପରି ହେଉଥିବା କିନ୍ତୁ ମୁ ଏହା ଜଣେଇବାକୁ ଇଛା କରେ କି ଆମ area ରେ ଏପରି ହୁଏ ନାହିଁ। ଆପଣ ମୋ channel ମାଧ୍ୟମ ରେ ଦେଖିପାରିବେ ଯେ ଆମ area ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯକ୍ରମ ଅନୁଷ୍ଠିତ ହୁଏ।

  • @prabharaha416
    @prabharaha416 Год назад +2

    ଦେଶରେ teacher ମାନଙ୍କ ଇଣ୍ଟର୍ଭ୍ୟୁ ନେବା ଅଧିକାର ମିଡିଆ ୱାଳକୁ କିଏ ଦେଉଛି
    ଅନ୍ୟ department ରେ ସମସ୍ତେ ଠିକ୍ ଠିକ୍ knowledge wala ଅଛି ତୋ???

  • @niranjanmaity8227
    @niranjanmaity8227 Год назад +1

    ମାଗଣା.. ମାଗଣା... ମାଗଣା..!!
    ସରକାରୀ ସ୍କୁଲ ରେ ମାଗଣା ରେ ଶିକ୍ଷା ଦାନ ହେଉଛି....କିନ୍ତୁ ଅଭିଭାବକ ଟିୟୁସନ ସାର ଙ୍କୁ ଟଙ୍କା ଗଣୁଛି...!!
    ସରକାର ମେଡିକାଲ ଖୋଲିଛି...
    କିନ୍ତୁ ଲୋକେ ପ୍ରାଇଭେଟ ମେଡିକାଲ ରେ ଟଙ୍କା ଗଣୁଛନ୍ତି...!!ଏମିତି ଅନେକ ଉଦାହରଣ...

  • @brundabanpradhan4993
    @brundabanpradhan4993 Год назад +1

    ଏମାନେ କୁଆଡେ ପିଲାଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରୁଛନ୍ତି ରେ ନାରଣ ।

  • @anjananayak747
    @anjananayak747 Год назад +16

    ଏମାନେ ପୁଣି ଦାବି କରୁଛନ୍ତି ମାସକୁ 20 ହଜାର ଟଙ୍କା ଦରମା ଦିଅ ବୋଲି !ଏମାନଙ୍କୁ 5000 ଟଙ୍କା ଦେଲେ ଵି କ୍ଷତି ହେବ ସରକାର ଙ୍କର

  • @odrajenstylegmail
    @odrajenstylegmail Год назад +10

    Bande utkal janani ra lekha ka kanta kobi laxmikant mahapatra ❤❤❤

  • @sunilranjanbhol1805
    @sunilranjanbhol1805 Год назад +7

    ବାଳ କୁ ସରକାର ଏହି ମାନଙ୍କୁ ରଖିଛନ୍ତି

  • @gouttamarout7331
    @gouttamarout7331 Год назад +4

    ମୁର୍ଖ ମାଷ୍ଟର ଶଳା ଗୁଡ଼ାକ

  • @LaxmipriyaSethy-i9e
    @LaxmipriyaSethy-i9e Год назад

    Seithi pain odisha ra amiti abasta kete bhala answer dauchanti sunibaku bahut badhhia laguchi

  • @avengerslover1651
    @avengerslover1651 Год назад +10

    କିଛି ନାଇ...! ଖାଲି ବର୍ଷ କୁ ବର୍ଷ ଦରମା ବଢ଼େଇବାକୁ ଆନ୍ଦୋଳନ କରିବେ!!!

    • @sanjeebpadhan6755
      @sanjeebpadhan6755 Год назад

      ମୋଟା ଅଙ୍କର ଦରମା ପାଇବେ ସତୁରୀ ଅଶି ହଜାର ଆଉ ତାଙ୍କ ପୁଅ ଝିଅଙ୍କୁ ବେସରକାରୀ ବିଦ୍ୟାଳୟ ରେ ପାଠ ପଢେଇବେ 😁😁

  • @bikrampatra7501
    @bikrampatra7501 Год назад +2

    Happy Utkal Dibasa 🙏..

  • @mr.Rk.creation3756
    @mr.Rk.creation3756 Год назад +1

    ସେଥିପାଇଁ ତ କୋଟା ବିଧି ଉଠି ଯିବା ଦରକାର କାରଣ education re no compromise,ଦକ୍ଷତା ଅନୁଯାୟୀ ପଦବୀ ଦେବା ଦରକାର ହେଲେ ଏଠି ତ ଟଙ୍କା ଚାକିରି ଦଉଛି,

  • @udayalima9094
    @udayalima9094 Год назад +8

    ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁରୋଧ ଦୟାକରି ସଜାଗ ରହନ୍ତୁ.

  • @Sakunimama9
    @Sakunimama9 Год назад +1

    Exam ରେ ୧୦୦ ରୁ ୧ ରଖି ଚାକିରୀ ପାଇବେ, reservation quota ରେ, ଏମିତି ମୂର୍ଖ ଙ୍କୁ ଗୁରୁ ଭାବେ ପାଇବେ ସ୍ଵାଭାବିକ। ଆମ ରାଜ୍ୟ ରେ ୟେ ହେଉଛି quota reservation ର ବିକଳ ଚିତ୍ର। ଭୋଟ ବ୍ୟାଙ୍କ ରାଜନୀତି ଦିନେ ଶିକ୍ଷା ବ୍ୟବସ୍ଥା କୁ ଧ୍ଵଂସ କରି ଦେବ

  • @rupengudia5092
    @rupengudia5092 11 месяцев назад

    ଶିକ୍ଷକ ଅଭାବ କାରଣରୁ ଏହି ବିଚକ୍ଷଣ ଜ୍ଞାନ

  • @saheedkumar6317
    @saheedkumar6317 Год назад

    School master sabu strike kariba jananti au kichi jana nahi amananku. Thanks Otv wala. great step.

  • @swayamprakashpattanaik1549
    @swayamprakashpattanaik1549 Год назад +7

    This is the real achievement of the people of our state, our govt. This describes our pride and freedom.
    IRONICALLY, still we are under mental slavery.
    Mahaprabhu , save us, save us.

  • @ChandanTudu5516
    @ChandanTudu5516 Год назад +34

    The song Bande Utkala Janani is an Odia patriotic poem written by Kantakabi Laxmikanta Mohapatra. The song was made the state song/anthem of Odisha when Orissa/Odisha became independent on 1st April 1936.

  • @odrajenstylegmail
    @odrajenstylegmail Год назад +6

    I❤ Odisha

  • @amarmallick1251
    @amarmallick1251 Год назад

    ବାସ୍ତବରେ ଆମ ସରକାର ହେଉଛନ୍ତି ଅନ୍ଧ, ଏମାନେ କପି କରି ଚାକିରୀ କରିଛନ୍ତି, ଏମାନେ ଏଭଳି ପ୍ରଶ୍ନର ଉତ୍ତର ଯେଉଁଭଳି ଭାବରେ ପ୍ରକାଶ କରୁଛନ୍ତି ତାହା ବାସ୍ତବରେ ଶିକ୍ଷକ ମାନଙ୍କ ପାଇଁ କଳଙ୍କିତ ଅଧ୍ୟାୟ

  • @swapnamohanty7027
    @swapnamohanty7027 Год назад +10

    ଖାଲି ଦରମା ବଢାଅ , ପେନସନ ଲାଗୁ କର ନ ହେଲେ ଅନସନ ଆରମ୍ଭ ଧନ୍ୟ ରେ ତୁମ ମାନଂକ ଗ୍ୟାନ

  • @ganeswarmahanta1254
    @ganeswarmahanta1254 Год назад +1

    ବାଳ ପାଠ ପଢ଼ିଛନ୍ତି ଯେ ଉତ୍ତର ଦେବେ। ଏମ୍ ଏଲ୍ଏ, ଏମ୍ ପି କିଛି ନ ହେଲେ କେଉଁ ସେକ୍ରେଟାରୀ କୁ ଧରାଧରି କରି ପଇସା ଦେଇ ଚାକିରି ଖଣ୍ଡେ ଖଣ୍ଡେ କରିଛନ୍ତି।ଆମେ ବୋକା ଏମାନଙ୍କ ହେପାଜତରେ ପିଲାମାନଙ୍କୁ ଛାଡି ନିଶ୍ଚିନ୍ତ ରହିଛୁ।

  • @sasmitamuduli5348
    @sasmitamuduli5348 Год назад +2

    ଶିକ୍ଷକ ମାନଙ୍କୁ ଉଚିତ trenig ଦେଇ ଚାକିରୀ ଦିଅନ୍ତୁ, ଏତେ ପାଠ ପଢ଼ା ପିଲା ବେକାର ହେଇ ବୁଲୁଛନ୍ତି ସରକାର ଙ୍କୁ ଦିଶୁନି, ଦରମା ବଢେଇବାକୁ ରାଲି କରୁଛନ୍ତି ହେଲେ ପାଠ ଆସୁନି ଏମାନେ ପିଲାଙ୍କ ଭବିଷ୍ୟତ ଅନ୍ଧାର କରୁଛନ୍ତି,

    • @sudhirpanda475
      @sudhirpanda475 Год назад

      ଉଚିତ ଶିକ୍ଷକ କୁ ଏମାନେ ଦରମା ଦେଇ ରଖି ପାରିବେନି ଇଏ କେବଳ କାମଚଲା ଶିକ୍ଷା. କମ ଦରମା ଦେଉଛନ୍ତି ବୋଲି ତ ସଂସ୍କୃତ ପାଠ ବନ୍ଦ କରିବାର ପ୍ରୟାସ ଚାଲିଛି ଆଜ୍ଞା. ଯାହାକୁ ମାତୃଭାଷା ଓଡ଼ିଆ ର କିଛି ଉତ୍ତର ଜଣା ନାହିଁ ସେ ଆଉ କଣ ଜାଣିବ. ଚାଉଳ ଅଣ୍ଡା ରାଜନୀତି ର ଫଣ୍ଡା.

  • @runumohapatra5825
    @runumohapatra5825 Год назад +1

    ଦରମା କିନ୍ତୁ ୫୦୦୦୦😂😂😂😂😂. ଏମାନେ ପିଲାଙ୍କୁ ପାଠ ପଢେଇ ମଣିଷ କରୁଛନ୍ତି। ଲାଜ lagiba କଥା

  • @susantapadhi7823
    @susantapadhi7823 Год назад

    ଓଡ଼ିଶାର ରାଜକୋଷକୁ ମୂଷା ଦାଉରୁ ରକ୍ଷା କରାଯିବାର ସମସ୍ତ ବ୍ୟବସ୍ଥା ହୋଇଛି। ଧନ୍ୟବାଦ।

  • @pritilataswain1378
    @pritilataswain1378 Год назад

    Bahutu teacher achhanti tanku kichhi biasenahi

  • @jayantakumarmuduli1247
    @jayantakumarmuduli1247 Год назад +2

    ଏ ମାନଙ୍କୁ କିଏ ଚାକିରିଦେଲା ପୁଣି regular ପାଇଁ strike କରୁଛନ୍ତି

  • @rinanayakcreation2559
    @rinanayakcreation2559 Год назад +4

    ଯଦି ଓଡ଼ିଶା ର ଇତିହାସ କିଛି ଜଣା ନାହିଁ, ଆମକୁ ଉତ୍କଳ ଦିବସ ପାଳନ କରିବାର କିଛି ମାନେ ନାହିଁ

  • @SampadaSingh1
    @SampadaSingh1 Год назад +1

    Minus Cut Off ରେ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ କଲେ ଆଉ ଅଧିକ କଣଟିଏ ହୁଅନ୍ତା କି ?
    ଲଜ୍ଜ୍ଯା! ଘୋର ଲଜ୍ଜ୍ଯା! !!!

  • @4PRSShiningStarPrasant
    @4PRSShiningStarPrasant Год назад +2

    Eiiii mananka pain aji government school badnam hauchhi

  • @Twins_Lifestyle
    @Twins_Lifestyle Год назад +1

    ବନ୍ଦେ ଉତ୍କଳ ଜନନୀ... କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

  • @094rudraroutray3
    @094rudraroutray3 Год назад

    Aha ki sundara
    Utaar
    Oho LAJYA

  • @debabratamohanta2001
    @debabratamohanta2001 Год назад +1

    ସବୁ ଯଦି କୋଟାରେ ଯିବେ ଏଇୟା ହିଁ ହେବ ।

  • @sunilkumarmishra9086
    @sunilkumarmishra9086 Год назад

    ବନ୍ଦେ ଉତ୍କଳ ଜନନୀ

  • @krishnamallick4409
    @krishnamallick4409 Год назад +1

    ଏ ବେଧ ପିଲାଙ୍କୁ ଚାକିରି ରୁ ଲାତ ମାରିକି ବିଦା କର । ନିଜେ ତ ମୂର୍ଖ ପିଲାଙ୍କ ଭବିଷ୍ୟତ କଣ ଗଢିବେ 😢 ଏ ମା ନ ଙ୍କ ପାଇଁ ଯୋଗ୍ୟ ପ୍ରତିନିଧି ବେକାର ଓ ନିରାଶ

    • @saratjena7728
      @saratjena7728 Год назад

      500 ଟଙ୍କା ର କରାମତି

  • @kalidas8262
    @kalidas8262 Год назад +1

    ଖାଲି ଦରମା କେମିତି ବଢିବ..? ବିଧାନସଭା କେମିତି ଘେରାଉ ହବ ?କେବଳ ସାର, ଦିଦିଙ୍କୁ ସେଇଟା ହିଁ ଜଣା... ଆଉ ୟାଙ୍କଠୁ ଯିଏ ଶିକ୍ଷା ନବ. ବାଲି ସିମେଣ୍ଟ କାମ ହିଁ କରିବ 😂😂😂😂😂

  • @pradiptasatpathy1149
    @pradiptasatpathy1149 Год назад

    ଏମାନଙ୍କୁ ଓଡିଶାର ଇତିହାସ ପଢାଯାଉ।

  • @puspalatabehera9387
    @puspalatabehera9387 Год назад +10

    ବର୍ଣ୍ଣବୋଧର ଲେଖକ ମଧୁସୂଦନ ରାଓ

  • @stuluachary
    @stuluachary Год назад +15

    ଏମାନେ କେବଳ ମିଶନ ଶକ୍ତି ବିଷୟରେ ଜାଣିଛନ୍ତି । ଓଡ଼ିଶାରେ କେଉଁ ରାଜ୍ୟର ଲୋକ ମୁଖ୍ୟମନ୍ତ୍ରୀ ଅଛନ୍ତି । ଉଦାହରଣ -ପାଣ୍ଡିଆ😂😂😂

  • @nareshdash3796
    @nareshdash3796 Год назад +1

    ମଧୁ ବର୍ଣ୍ଣବୋଧ ପିଲାଟେ ପଢି ଦେଲେ ସବୁ ଜ୍ଞାନ ପାଇ ଗଲା । ଏ ମାନେ ପଡିଲେ ବିଲେଇ ମାର୍କା ଛବି ବହି ।
    ପଚାରିଲେ କଣ ହେବ ।

  • @swadhinpattanaik4632
    @swadhinpattanaik4632 Год назад +6

    Don't say them anything... There salary is 70000 with 6months leave

  • @susantakumarsahoo2809
    @susantakumarsahoo2809 Год назад

    ଆମେ ହିଁ ଦେଶ ଗଢ଼ିବl

  • @debidattagamming2113
    @debidattagamming2113 Год назад +7

    ଚାକିରୀ ପାଇଁ କେତେ ଟଙ୍କା ଦେଇଛ

  • @susantkumarmajhi7326
    @susantkumarmajhi7326 Год назад

    Odisha sarakar no 1

  • @girija9561
    @girija9561 Год назад

    କିଏ ଏଗୁଡାଙ୍କୁ ଶିକ୍ଷକ କଲା. ସରକାର ଏମାନଙ୍କୁ ଦରମା ମାସିକ 90000 ଦଉଚି. ଯଦି ଚାଷ କାମରେ କୃଷକ ମନଙ୍କୁ ଏମାନଙ୍କୁ ଦରମାରୁ ଦିଅନ୍ତା ଚାଷ ରେ ଉନ୍ନତି ହୁଅନ୍ତା. ଅଧିକରୁ ଅଧିକ ଦରମା govt ଚାକିରୀ ରେ ମିଳୁଛି.

  • @prakashpaikaray9051
    @prakashpaikaray9051 Год назад

    ସରକାରୀ ବିଦ୍ୟାଳୟରେ ବେସରକାରୀ ବିଦ୍ୟାଳୟ ଠାରୁ ଶିକ୍ଷାଦାନ ନଗଣ୍ୟ କାରଣ ସେମାନେ ତାଲିମ କେବଳ ପ୍ରାପ୍ତ l ପାଠ ପଢେଇବା ଯୋଗ୍ୟତା ଥିଲେ ମଧ୍ୟ ସଠିକ ଶିକ୍ଷାଦାନ କରୁନାହାନ୍ତି l ବେସରକାରୀ କଲେ ଠିକ୍ ପାଠ ପଢା ହେବ l

  • @Mitu-Mitali
    @Mitu-Mitali Год назад +2

    Jai Odisha

  • @kaliprasadguru1921
    @kaliprasadguru1921 Год назад

    ଆମେ ପଡ଼ିଲା ବେଳକୁ ( ୧୯୪୯-୫୦ ମସିହା) ବର୍ଣ୍ଣବୋଧ ଆଜିକା ଭଳିଆ ଛବିଳ ନ ଥିଲା । ସେତେବେଳକୁ ସ୍ଵର ବର୍ଣ୍ଣ ରେ " ଲୁ" ବୋଲି ଗୋଟିଏ ଅକ୍ଷର ଥିଲା । ସେତେବେଳକୁ ଶିଶୁ ଶ୍ରେଣୀ ଥିଲା। କେବଳ ଅକ୍ଷର ଶିଖା ହେଉଥିଲା। ତାପରେ ପ୍ରଥମ ଶ୍ରେଣୀ ।
    ଆଜ୍ଞା ଆପଣଙ୍କର କେଉଁ ମସିହାରେ ଜନ୍ମ । ଜାଣି ପାରେକି ?

  • @sudhansukumarbal3419
    @sudhansukumarbal3419 Год назад

    Thank you so much

  • @shyambehera1142
    @shyambehera1142 Год назад

    ପାଠ ଘର ମାମୁଁ ଖାଲି ଦରମା ବୃଦ୍ଧି , ଏ ହେଉଛି ଓଡ଼ିଶା ।

  • @_ZERO126
    @_ZERO126 Год назад +1

    A question for the anchor and the director....Do you know everything ? Does a doctor know the cure for all diseases?Does a minister know about his area? " କଣା ରେ ହାତୀ ଗଳିକି ପଲଉଚି ହେଲେ ୟେ ଏଠି ପିମ୍ପୁଡ଼ି ସଙ୍ଗେ ଲାଗିଛନ୍ତି ।
    ତୁମ କୁ ସବୁ ଜଣ ଅଛି ଭାଇ ? ଯଦି ଏତେ ସାହସ ଅଛି govt ra ବଡ଼ ବଡ଼ ଅଫିସ୍ କୁ ଯାଇ ବାବୁ ମାନ ଙ୍କୁ ପଚାରୁନ questions

  • @Sagarkumar-eh2of
    @Sagarkumar-eh2of Год назад

    ଆହାଃ କି ଗଭିର ଜ୍ଞାନ ସରକାରି ସ୍କୁଲ ରେ ପଢୁଥିବା କୁନି ପିଲା ମାନଙ୍କ ଫ୍ୟୁଚର ଆଲୋକମୟ

  • @satyascreatives4951
    @satyascreatives4951 Год назад +4

    Ama odisha ra govt teachers ...emiti ...
    Khali kahibe adhika darama dia eta dia seta dia ...hele patha jana nahi ki pilanku patha padheibar nahi ...
    Emane deshara bhabisya gadhibe kan ....

    • @sanjeebpadhan6755
      @sanjeebpadhan6755 Год назад

      କାହିଁକି ପଢ଼େଇବେ, ତାଙ୍କ ପୁଅ ଝିଅ ତ ବେସରକାରୀ ବିଦ୍ୟାଳୟ ରେ ପଢୁଛନ୍ତି 👍

  • @kailashbarik8132
    @kailashbarik8132 Год назад

    ଆରେ ସଳା ତତେ ପ୍ରଶ୍ନ ପଚାରିଲେ କହି ପାରିବୁ ନ୍ୟଜୁ ଫ୍ୟଜୁ ବାଲା, ବହୁତ ବଡ଼ ପଣ୍ଡିତ।

  • @bigyanmishra3216
    @bigyanmishra3216 Год назад +11

    They must be allowed 4month vacation, 3 month for Rally at PMG and school hour should 3 hours in a day, exam system should be withdrawal upto 12th class,salaries must be minimum 70000 then they will be smart to smarter then our students of odisha will be pride of odisha

    • @bhagyalaxmi3800
      @bhagyalaxmi3800 Год назад +5

      Reservation service system doll our education...

    • @dharitripanda6070
      @dharitripanda6070 Год назад +1

      Nice

    • @geetanjalisethi9772
      @geetanjalisethi9772 Год назад +2

      @@bhagyalaxmi3800 ଓ ତେବେ news reporter ବୋଧେ reservation ବାଲା teacher ଙ୍କୁ ଖୋଜି ଖୋଜି ପ୍ରଶ୍ନ ପଚାରୁଛନ୍ତି । ଓଡିଶାରେ ଖାଲି reservation ରେ ପାଉଥିବା teacher ଙ୍କ ସଂଖ୍ଯା କେତେ ମତେ କହିବେକି?? reservation ବି ପାଉଥିବା teacher କ'ଣ ବସି ବସି ଦରମା ନଉଛନ୍ତି ? ଆଉ ଅଲଗା teacher ପଢେଇକି ପିଲାଙ୍କୁ ବୋଧେ ପଣ୍ତିତ କରେଇଦେଉଛନ୍ତି ।

    • @liturout8731
      @liturout8731 Год назад

      @@bhagyalaxmi3800 😁😁😁👍👍👍

    • @sanjeebpadhan6755
      @sanjeebpadhan6755 Год назад +1

      @@bhagyalaxmi3800 absolutely u r right ,it should be abolished 🙏

  • @saiphotography5080
    @saiphotography5080 Год назад

    ସଲାଙ୍କୁ ଚାକିରିରୁ ବାହାର କରାଯାଉ 🙏🙏🙏🙏

  • @laxmidharnayaknayak8163
    @laxmidharnayaknayak8163 Год назад

    Dhaniyare Odisha

  • @soumyaranjanparichha6000
    @soumyaranjanparichha6000 Год назад

    ଗୋଟେ ମାସ ପରେ ଆପନ୍ ମନଙ୍କ ପାଖକୁ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ଆଫିସ୍ ରୁ ମେସେଜ୍ ଆସିବ।।। 😂😂😂🎉🎉🎉🎉🎉
    ଦିଦି ମନଙ୍କୁ ପିସ୍ତା ବାଦାମ ଦିଆଯାଉ ଆମର୍ ଦାବି।।। ✊✊✊✊🙏🙏🙏🤲🤲

  • @poojamallick1947
    @poojamallick1947 Год назад +2

    Atiki kahi paribenni bt bhubaneswar asi rally karibata janichha. Pilanka future kauade jauchhi

  • @muktikantadas263
    @muktikantadas263 Год назад

    This our teacher education

  • @sudhirpanda475
    @sudhirpanda475 Год назад

    ଦୁଃଖ ଲାଗେ aji ଓଡିଶା ରେ ସେଇ ଗୋଟିଏ ସାଶନ ର ଆମ ସମାଜ ପାଇଁ ଅଧୋଗତି. ଯଉ ସଂସ୍କୃତ ଭାଷା ଆଜି ସବୁ ଭାଷା ର ମୂଳଦୁଆ ଆଜି ତାକୁ ବି ପାଠ୍ୟ କ୍ରମ ରୁ ବାଦ କରିବାର ପ୍ରୟାସ ଚାଲିଛି. କାରଣ ସରକାର ଉଚିତ ଶିକ୍ଷକ ନିଯୁକ୍ତି ନ କରି ଆଉ କୁଟା ରେ ଚାକିରୀ ଦେଇ କମ ଦରମା ଦେଇ ପାଠ ପଢ଼ା ର କର୍ତ୍ତବ୍ୟ ତୁଲାଉଛନ୍ତି. ଅଣ୍ଡା ଚାଉଳ ଦେଇ ଭୋଟ ନବାର ଇଏ ବଡ ଫଣ୍ଡା. ରୋଜଗାର ନ ଥିବା ବାପା ର ପୁଅ ଏଇ ସରକାରୀ ସ୍କୁଲ ରେ ପଢି ମୂର୍ଖ ହେଲେ ସିନା ଦଳୀୟ ପତାକା ଧରି ସ୍ଲୋଗାନ ଦବ. ସରକାର ଏବେ ସ୍କୁଲ ରେ ଦଳୀୟ ମାନଙ୍କ ପ୍ରଚାର ଆଉ ପ୍ରସାର ର ଗୋଟେ ଶିକ୍ଷା ଦେଲେ ଭଲ ହୁଅନ୍ତା.

  • @kartiksahoo2762
    @kartiksahoo2762 Год назад +3

    These teachers should be counselled frequently to improve our education system and Ineligible teacher must be removed from their service so that new and deserving candidates can get the opportunity..🙏

  • @b.keducation4593
    @b.keducation4593 Год назад +1

    News ପାଇଁ କେତେ ଲାଞ୍ଚ ନିଅନ୍ତି ଅମନଙ୍କଠୁ କିଛି ପାଇଁ ନାହାନ୍ତି ବୋଲି news କଲେ ନଚେତ୍ ଚ

  • @prasantakumarsahoo797
    @prasantakumarsahoo797 Год назад +1

    ମୋ ସାର୍, ଗୁରୁମା ତ ଏମିତି ନଥିଲେ ୨୫ ବର୍ଷ ପୂର୍ବ ରୁ । ଏମାନେ ଏମିତି କଣ ପାଇଁ।

  • @kaliprasadguru1921
    @kaliprasadguru1921 Год назад +1

    ଆଛା ଏଙ୍କର ବାବୁ କହିଲ "ୠ " ରୁ ଗୋଟିଏ ଶବ୍ଦ

  • @papupapu6598
    @papupapu6598 Год назад +1

    Jay Odisha

  • @matiramjagatofficial8745
    @matiramjagatofficial8745 Год назад +1

    ଧନ୍ୟ ହେ ମହାନ ପୁରୁଷ

  • @DhabaleswaeMeher-kh7pt
    @DhabaleswaeMeher-kh7pt Год назад +1

    ନିଜକୁ ଜଣାନାହିଁ, ପିଲାଙ୍କୁ କେମିତି ପାଠକ ପଢ।ଇବେ

  • @kamaleshmoharana8868
    @kamaleshmoharana8868 Год назад

    ଗୁରୁଙ୍କ ଗୁରୁ ଗର୍ଜନ ମାଷ୍ଟର କ୍ୟାଣ୍ଟିନ ରେ, ଲକ୍ଷେ ଟଙ୍କା ଦରମା ନେବେ ପରା, ନାରଣ ଯୋଉ ଶଳେ ଆଙ୍କୁ ଚାକିରୀ ଦେଇ ଛନ୍ତି ସେ ସଳା ଙ୍କୁ ପଚାରିଲେ କହିପାରିବେ ନାହିଁ ରେ ନାରଣ

  • @sanghamitramishra1654
    @sanghamitramishra1654 Год назад +1

    High school teachers are of such standard.

  • @techodian7968
    @techodian7968 Год назад

    କପି କରି ଆଉ ନକଲି ସାର୍ଟିପିକେଟ ଦେଇ କିମ୍ବା ଲାଞ୍ଚ ଦେଇ ଚାକିରୀ କଲେ ଏଇଆ ହୁଏ । ପିଲାଙ୍କ ଭବିଷ୍ୟତ ଅନ୍ଧାର

  • @ajitthanapati5698
    @ajitthanapati5698 Год назад +2

    This is the standard of government teachers of odisha and their salary 60 to 1lacks per month

  • @TheVillagegirlsumi
    @TheVillagegirlsumi Год назад

    ବନ୍ଦେ ଉତ୍କଳ ଜନନୀ - କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

  • @keshabchandrasahoo1428
    @keshabchandrasahoo1428 Год назад +1

    ଏ ମାନେ ଜାହାକୁ ପାଠ ପଢେଇବେ ସେ ପିଲା ମାନେ ଭବିଷ୍ୟତରେ ଗୋବର ଗୋଟେଇବେ