Bahut bahut sundar heichi ae chand Kabita Sir Aapnnku prathame mor binamra pranam sundar truptir absad nahi jete dekhuthile nua disuthai sehipari Aapnank kantharu jete sunile b man bodh huye nahi bahut bahut Dhanybad Sir Jay Jagnnath Jay Jagnnath Jay Jagnnath Jay Jagnnath
The emperor of the poets(kabi samrat) upendra bhanja..kahe upendra bhanjabira mu labhichi sabada sagara para.jaydbanku mora koti namskar,kalidasanku mora kichhi kichhi dara,aau jete kabi sabu mo bama payara...mo ganjam jilla re tanka janma..odisha ra garba
Rajat Babu the last of the greats to understand the greatness of the greatest poet of Odisha Kabi Samrat Upendra Bhanja. I bow to Rajat Babu in utmost reverence.
Dr.Rajat Sir is a great scholar .His presentation of examples of "Bhanja.Sahitya" is very interesting and enlightening .Thank You Sir for your distribution of valuable insight on the important subject. 🙏🙏
Apana Mane sabu Bisaya Re pala Karu chhanti mahan kabi Upendra Bhanjankar Balya kala ru Antima pargyanta gotia pala Bisaya Upama alankar udaharan dei samstha Pala Gayak Mahasaya tankar Guna Garima abno chamakarita ku samastha Loka lochana ne prati padan karantu Eha Mora antarika Anurodha all Odisha Gayak Mandali
YES DEAR RAJAT SIR,WE HAVE CHANCE IN 1982 TO SEE YOU AS CHIEF SPEAKER AT NAGPUR ODIYA SAMAJ FUNCTION,I WAS IN RLY SERVICE, THANKS FOR UR BAKRUTA JAI JAGANNATH, BIJAY MOHANTY,OF NIMAPADA RETD FROM SBI LCPC BBSR,
ଅତି ସୁନ୍ଦର ପ୍ରୟାସ କୃତଜ୍ଞତା ସାର୍ ପ୍ରଣାମ ଡ଼ଃ ରଜତ କର ସାର୍
ଅତି ଉତ୍ତମ ପ୍ରୟାସ। ଓଡ଼ିଆ ଜାତି ଆପଣଙ୍କ ନିକଟରେ କୃତଜ୍ଞ।
Dr. Kara most lmp. story about Kabi SamrataUpendra Bhanja.... Jay Jaganathh.
ବହୁତ୍ ସୁନ୍ଦର୍ ବର୍ଣ୍ଣନା 🙏
ଧନ୍ୟ ଉପେନ୍ଦ୍ର ଭଞ୍ଜ
ଖୁବ ଭଲ ଲାଗିଲା ସାର
Bahut badhia lagila
Sir apana ta Maha Sagar. Mun renu sadrush. Apnaka tharu bahut kichhi sikhibar achhi....Jay Jaganathh.
ଧନ୍ୟବାଦ 🙏
Jay Jagannath
Great sir
ଉତ୍ତମ ପ୍ରୟାସ । ପ୍ରକୃତ ଓଡ଼ିଶାର ପ୍ରକୃତ ସାହିତ୍ୟ କୁ ପୁନଃଜୀବନ୍ତ କରିବାର ଏ ପ୍ରୟାସ ଜାରି ରହୁ , ଧନ୍ୟବାଦ ।
ଏ ବୟସରେ ଆପଣଙ୍କ ଚେଷ୍ଟା ଆମ ପାଇଁ ଜାରିରହୁ
Rajat kara ,,,the man behind upliptiment of legendary song of odia
Pranam 🙏 rajat sir .. ମୋ ପ୍ରଣାମ ଗ୍ରହଣ କରନ୍ତୁ....🙏🙏
ବହୁତ ଆନନ୍ଦ ଦାୟକ, ହୃଦୟସ୍ପର୍ଶୀ. ନମସ୍କାର ଆଜ୍ଞା.
Apana badhia kama karichhanti. Ebe day Akari karantu.
ଅତି ଚମତ୍କାର
🙏
ଆଜି ପ୍ରଚାର ଓ ପ୍ରସାର ଅଭାବରୁ ଭଞ୍ଜ ସାହିତ୍ୟ ଗଭୀର କୂଅରେ... ହେଲେ ବହୁତ ପ୍ରଚାର ଓ ପ୍ରସାର ଯୋଗୁ ରବୀନ୍ଦ୍ର ସାହିତ୍ୟ ଆଜି ବିଶ୍ୱ ଦରବାରରେ ବନ୍ଦିତ.(ସାହିତ୍ୟ ନୋବେଲ ପୁରସ୍କାର ପ୍ରାପ୍ତ).. ଯେଉଁ ମାନେ ଉଭୟ ସାହିତ୍ୟ ପଢ଼ିଛନ୍ତି ସେମାନେ ଜାଣନ୍ତି ଭଞ୍ଜ ସାହିତ୍ୟ ସହିତ ରବୀନ୍ଦ୍ର ସାହିତ୍ୟ କୁ ତୁଳନା କରିବା ମାନେ ଭଞ୍ଜ ସାହିତ୍ୟ ର ଅପମାନ, ଯାହା ବିଧିର ବିଡମ୍ବନା ଛଡା କିଛି ନୁହେଁ.. ତେଣୁ କଥାରେ ଅଛି, କବିତା, ବନିତା, ଲତା, ବିନାଶ୍ରାଏ ନ-ବର୍ତ୍ତନ୍ତି....
ଶତ ପ୍ରତିଶତ ଠିକ୍।
🙏sir
ଖୁବ ସୁନ୍ଦର ଲାଗିଲା। ଓଡ଼ିଆ ଜାତି ଆଜି ନିଜ ପରିଚୟ,ସଂସ୍କୃତି ତଥା ଗୌରବମୟ ଇତିହାସରୁ ବିରତ। ଆପଣଙ୍କ ଏ ମହାନ ଚେଷ୍ଟା କାର୍ଯ୍ୟକାରୀ ହେଉ ଏହା ମୋର କାମ୍ୟ ଏବଂ ଏହା ମୋର ମଧ୍ୟ ଚେଷ୍ଟା ରହିଛି। କାରଣ ସାହିତ୍ୟରେ ମୋର ମଧ୍ୟ ଅନେକ ରୁଚି। ମହାପ୍ରଭୁ କୃପା କଲେ ଆପଣଙ୍କ ସହ ମିଶି କେବେ ଏ ଉଦ୍ଦେଶ୍ୟ ପଥରେ ଅଧିକ ଅଗ୍ରସର ହେବାକୁ ସୁଯୋଗ ମିଳିବ। ଏବେ ତ ବୟସର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛି। ସମସ୍ତଙ୍କ ଆଶୀର୍ବାଦ ରହିଲେ ଓଡ଼ିଆ ଜାତିପ୍ରତି ଯାହା କରିବାକୁ ଚାହିଁଛି କରିପାରିବି।
ଆପଣ ପଥପ୍ରଦର୍ଶକ ହୁଅନ୍ତୁ।
@Odisha 365 କୁ ବି ବହୁତ ବହୁତ ଧନ୍ୟବାଦ। ମହାପ୍ରଭୁ ଆପଣଙ୍କ ଉପରେ କୃପାବାରି ବୃଷ୍ଟି କରନ୍ତୁ।
ଜୟ ଜଗନ୍ନାଥ
Sir apannku ananta koti dandabata aji odia bhasa ra bikasa pain apananka abadana atula neya
Bahut bahut dhanyabad Srijukta Rajat Sir nku.
ନମସ୍କାର ରଜତ sir ଧନ୍ୟବାଦ
Bahut bahut sundar heichi ae chand Kabita Sir Aapnnku prathame mor binamra pranam sundar truptir absad nahi jete dekhuthile nua disuthai sehipari Aapnank kantharu jete sunile b man bodh huye nahi bahut bahut Dhanybad Sir Jay Jagnnath Jay Jagnnath Jay Jagnnath Jay Jagnnath
Bahut badhiya sir
ଅତି ସୁସଞ୍ଚ ଓ ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ଧନ୍ୟବାଦ 🙏🙏🙏🙏🙏
Namaskar
ଆପଣଙ୍କୁ ଶତ ଶତ ପ୍ରଣାମ।ଆପଣଙ୍କ ନିକଟରୁ ଆହୁରି ଅନେକ କିଛି ଶିଖିବାର ଅଛି। ଈଶ୍ଵର ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।🙏
ମୋର ପୂର୍ବଜ ଙ୍କୁ କୋଟି କୋଟି ପ୍ରଣାମ !
Jai Jagannath swami 🙏🙏🙏
jai jaganath ..ଜୟ ଓଡିଆ ସଂସ୍କୃତି
R.I.p sir 🙏
🙏🙏🙏ବଗ ଉପାଖ୍ୟାନ ଟି ଚମତ୍କାର, ହୃଦୟ ସ୍ପର୍ଶି ହେଇଛି 🙏🙏🙏ଉତ୍କୃଷ୍ଟ କଳା ମାଟିର ଯୋଗ୍ୟତମ ସନ୍ତାନ ଡ଼ଃ ରଜତ କୁମାର କର ମହୋଦୟ ଙ୍କୁ ଅନନ୍ତ କୋଟି ଦଣ୍ଡବତ🙏🙏🙏
ଏହିପରି ଆହୁରି ଭିଡିଓ ବନାନ୍ତୁ sir🙏🏽🙏🏽🙏🏽
Great Sahityika
The emperor of the poets(kabi samrat) upendra bhanja..kahe upendra bhanjabira mu labhichi sabada sagara para.jaydbanku mora koti namskar,kalidasanku mora kichhi kichhi dara,aau jete kabi sabu mo bama payara...mo ganjam jilla re tanka janma..odisha ra garba
Bahut sundara
Rajat Babu the last of the greats to understand the greatness of the greatest poet of Odisha Kabi Samrat Upendra Bhanja. I bow to Rajat Babu in utmost reverence.
ଗୁରୁ ଦେବ ପ୍ରଣାମ ଜୟ ଜଗନ୍ନାଥ
ବହୁତ ବଢିଆ ପ୍ରସଂଗ ।
ଚିର ନମସ୍ୟ କର ଆଜ୍ଞା
ଅତ୍ୟନ୍ତ ମନଛୁଆଁ,
Sir Apana Mayan.mu sabubele garba karibi ama encester pain
🙏🙏🙏🙏🙏
ଅଶେଷ ଧନ୍ୟବାଦ ସହ ଭଗବାନଙ୍କ ନିକଟରେ ଆପଣଙ୍କର ଦୀର୍ଘାୟୁ କାମନା କରୁଛି ଆପଣଙ୍କ ଅନୁଗାମୀ........
Super
ॐ ନମସ୍ତେ ,
ଓଡିଶାର ଗର୍ବ ଓ ଗୌରବ ମହାନ ଗ୍ରନ୍ଥ ଓଡିଆ "#ଭଞ୍ଜସାହିତ୍ୟ"ର ସର୍ବଶ୍ରେଷ୍ଠ ଗବେଷକ ତଥା ବାଗ୍ମୀ ଡ. ରଜତ କୁମାର କରଙ୍କୁ ମୋ'ର ଶତ ଶତ ପ୍ରଣାମ...
Vala lagila..Jai jagannath
ଅତ୍ୟନ୍ତ ଭାବଗର୍ଭକ ଓ ହୃୟସ୍ପର୍ଶୀ କବିତା
ମଙ୍ଗଳ ମୟ ମହାବାହୁ ଶ୍ରୀଜଗନ୍ନାଥ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ
🙏🙏🙏🙏🙏🙏🙏🙏🙏🙏
Apananku au badipala re dekhibaku miliba nahin bahut dukha laguchhi s
Old is gold
Very nice
Sir nku namaskar. Amaku Abana rasa Ratangarh Ra 2/4 pada amaku video Madhumati re diyantu .apna Kara daya hau.
Thank you sir mote bharti bhala lagila au pari kichhi kabya kuhantu
ଶତ ଶତ ନମନ !
Really awesome initiative
ଆପଣ ଆହୁରି ଶହେ ବର୍ସ ବଚନ୍ତୁ
ଆଉ ଏମିତି ଶିକ୍ଷା ଦେଉଥାନ୍ତୁ
ଏଇ ୟୁବକ ବର୍ଗ କୁ
Nice
ସାର୍ Upendra Bhanja ଙ୍କ ମାତାଙ୍କ ନାମ କଣ କହିବେ ଦୟାକରି ।
Dr.Rajat Sir is a great scholar .His presentation of examples of "Bhanja.Sahitya" is very interesting and enlightening .Thank You Sir for your distribution of valuable insight on the important subject. 🙏🙏
Apana dayakari ahuri kuhantu.
Rasika nagara bhanja mora😂🙏
Bahia laguchhi.
Apana Mane sabu Bisaya Re pala Karu chhanti mahan kabi Upendra Bhanjankar Balya kala ru Antima pargyanta gotia pala Bisaya Upama alankar udaharan dei samstha Pala Gayak Mahasaya tankar Guna Garima abno chamakarita ku samastha Loka lochana ne prati padan karantu Eha Mora antarika Anurodha all Odisha Gayak Mandali
Jay Jagannatha
ଚମତ୍କାର ଆଲୋଚନା ସାର 💐💐🙏🙏💐💐ପ୍ରଣାମ
Bahut dhanyabad to channel 365. Aji Rajat sir nka thharu jaha sunili ❤️shanti hela. Au kichhi sunibar asanei rahili.
🌹🌹🌹💐💐💐🙏🙏🙏
God bless u always....me big brother 🙏🙏
ସାର୍,ଭଲ ଲାଗିଲା,ଆଉ ଥରେ କୁହନ୍ତୁ, ନମସ୍କାର,,,,
I feel proud I AM ଓଡ଼ିଆ and your description
ପ୍ରଣାମ
Crores of pranam sir.we request to listen all past poet.
A great son odisha has lost.....
ସାର ନମସ୍କାର ମୁଁ ଗତକାଲି ରାତିରେ ଆପଣଙ୍କ ପାଖକୁ ଲେଖିଥିଲି ଛାନ୍ଦ କବିତା ଲେଖିବା ର ସୈଳି କିପରି ଗୋଟେ ଭିଡିଓ କରି ଛାଡନ୍ତୁ ଆପଣ ଛାଡନ୍ତୁ ମୋର ଏତିକି ଗୁହାରି ମୋର ଲେଖା ଏବଂ ଭାଷା ଭୁଲ ଥିଲେ ଖ୍ୟମା କରିବେ ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ। ଯେତେବେଳେ ଭିଡିଓ କରିବେ ମୋର ନାମ ସ୍ବସ୍ତିସୁମନ ସିହ୍ନା ଗ୍ରାମ ନିଆଳୀ, ମାଧବ ଜଗନ୍ନାଥଙ୍କ ମାମୁଁ ଘର ଗ୍ରାମ ର ରତନ ପୁର । ଏ ଭିଡିଓ ଆଜି ତୁରନ୍ତ କରି ଛାଡ଼ନ୍ତୁ ମୁଁ ଏକ ଛାନ୍ଦ କବିତା ର କବି ହେବାକୁ ଚାହୁଁଛି ଏ ବିଷୟରେ ସେହି ଭିଡିଓ ରେ ସବୁ ସୈଳି କୁହନ୍ତୁ ଏବଂ ଭିଡିଓ ଯେତେବେଳେ କରିବେ ମୋତେ ଏକ ମୁଁ ଯେପରିକି ଆପଣଙ୍କ ପାଖକୁ ଲେଖିକିପଠାଉଛି ଆପଣ ସେମିତି ଆଗମୋପାଖକୁ ଏକ ସେଇଭଳି ଲେଖିବେ କେଉଁ ଭିଡିଓ କେମିତିକଣ ଛାଡିଛନ୍ତି ଭଲକରି ବୁଝାଇକି କହିବେ ତାପରେ ଭିଡିଓ କରି କହିବେ ଆଉ ଭିଡିଓ ର ପ୍ରଥମ ମୋର ନାମ କହିବେ ମୁଁ ଯାଣିବି ଯେ ଏ ଭିଡିଓ ଟା ମୋର ଏବିଷୟରେ ବୁଝାଇ ବଡ ଭିଡିଓ କରିବେ ଏବଂ ଖାସ କରି ଭିଡିଓ ରେ କାଗଜ କଲମରେ ବୁଝାଇ କହିବେ ମୋର ଲେଖିବା ସୈଳି ଏବଂ ବୁଝିବା ସୈଳି ଦରକାର ସେହିପରି ଭିଡିଓ କରିବେ ମୋର ଏତିକି ଗୁହାରି। ।।ଜୟ ଜଗନ୍ନାଥ।।
Bhai mu kabi nka Saha bheta heba pain ଚାହୁଁଛି । କେମିତି କରିବି
🙏🙏
Happy Rajo
Bahut josh budha uncle nka ra.....
Sir, Namashkar... I salyut ™kabi samrat™ Bhanja
Pranaam
More session must came with coordial request
YES DEAR RAJAT SIR,WE HAVE CHANCE IN 1982 TO SEE YOU AS CHIEF SPEAKER AT NAGPUR ODIYA SAMAJ FUNCTION,I WAS IN RLY SERVICE, THANKS FOR UR BAKRUTA
JAI JAGANNATH,
BIJAY MOHANTY,OF NIMAPADA RETD FROM SBI LCPC BBSR,
great!
My favourite
ଠିକ କହିଛନ୍ତି
Sabu bhala bhala kabit o galpa ku patha karile bhala huanta
I'm so much thankful to Lord Jagannth. As he made me Odiya.
Kana kala se baga😂mote ate odia aseni jai baga raj🙏
ଭଳିଆ Sir
Sir epari episode anantu
Share a lot this video so that it can reach more people.
Bahut sundar
Sir Namaskar, bahut badhia gaile
l
Thanks
Ru Kara not ru phala
🙏🙏
Good
ଧନ୍ୟବାଦ
Jay jagannath