ଏନ୍ତା ଗୁଟେ କଲା ଯେନେ ନିଜର ଦଲର ଗୁରୁ ଥିସନ୍ ଟୁକେଲ ମାନେ, ବାକି ମାନେ ଧରସନ୍ ପାଲିଆ
HTML-код
- Опубликовано: 20 сен 2024
- ସଞ୍ଚାର କଲା ବହୁତ୍ ପୁରନା । ଗୀତ୍, ବଜା, ନାଚ୍ ସାଙ୍ଗେ ଅଭିନୟ ବି ଥିବାର୍ ଇଟା ଗୁଟେ ଅଦ୍ଭୁତ୍ କଲା । ପ୍ରାୟ ୩ନୁ ଅଧିକା କଲାକାରକୁଁ ନେଇକରି ଗୁଟେ ଦଲ ହେଉଥିବାର୍ ବେଲକେ ଦଲର ଗୁରୁ ମଦୁଙ୍ଗ ଧରିକରି ଭିନ୍ ଭିନ୍ ତାଲେ ବଜେଇ ଥିସନ୍ । ଗୀତ୍ ମାନେ ପୌରାଣିକ କଥାକେ ନେଇକରି ଥିିସି । ତାହାକେ ଛନ୍ଦ, ରାଗ, ରାଗିଣୀ, ଭକ୍ତିରସ, ହାସ୍ୟରସ୍ ମାଧ୍ୟମନେ ଦେଖାଯାଏସି । ଇ କଲା ସାମାଜିକ୍ ଜୀବନ୍, ସମାଜ୍ନେ ଶାନ୍ତି, ମୈତ୍ରୀ ଭାବନା ଆନବାର୍ ଲାଗି ଇଟା ବାଟ୍ ଦେଖେଇଥିସି । ସଞ୍ଚାରକେ ଗାହାକ୍- ବାହକ୍ ବି କୁହାଯାଏସି । ବରଗଡନେ କରୋନା ଲାଗି ଧନୁଯାତରା ନାଇଁ ହେଇପାରଲା । ଧନୁଯାତରାକେ ମାଏଟ୍ ଝୁରୁଥିବାର୍ ବେଲକେ ସାମ୍ବାଦିକ୍ ସଂଘ୍ ଆଡୁ ସର୍ବଭାରତୀୟ ସଞ୍ଚାର ସମ୍ମିଲନୀ ଆୟୋଜନ୍ କରାଯାଇଛେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on RUclips, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ରାଜଶ୍ରୀ ତୁମ୍ଭେ ଏକା ମହିଳା ବାହାକ
ବହୁତ ସୁନ୍ଦର ଭାବରେ ପ୍ରଭାବିତ ହୋଇଛି ଏବଂ ଦେଖିବାକୁ ବଣିଆ ଳାଗୁଛି ନମସ୍କାର
Bahut val laguchhe pahara ra sabu apisod mane
bahut sundar
Bahut badhia paribesan
ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆଜି
Khaisu basi re ame chasi dui khedia ....
Aame bargarhia .........
Great culture of western odisha❤️❤️🙏🙏
I really proud of the Western odisha,
I proud be tukel power and I solutes tukel power
Super nana
didi 1no
ପହରା ଚ୍ୟାନେଲ ଖୁଲିକରି ବହୁତ କିଛି Upadate Upload କରୁଛନ୍ ଆପଣ ବହୁତ ବଢିଆ ଲାଗୁଛେ
Bhal lagala pahara
Very nice Didi
Super
Very nice
Ek No.. 👌👍
Supra
Proud to ur Chanel jaye kalahandi
Bahut badhia program
Women power
ମୁଇ ବି ସିଜି ବୋଡର ର
ଲୋକ
ଓଡିଶା ର ଗୌରବ
Outstanding performance Deep madam.
Bahut Sundar aau tik hebar katha
bahut badhia lagla 🙏🙏
ପହରା ନାଁ ବି ବଢିଆ ଲାଗସି
Nice execution
ନମସ୍କାର
ଧନ୍ୟବାଦ
Thanks to all
All the best
Thanks to the Uploader
🙏🙏🙏🙏🙏🙏
Nice bahak Nani
Proud for paschima odisha
O
Solid 👌
Nice performance madam
First view ❤
🙏🙏Jay Ho🙏🙏
Pahara is best chhennal Odisha
ବହୁ ତ ଧନ୍ୟବାଦ
A1
Dautval achigit
Women lead 👧🏻💪🏻
It's cool
nice
Respect Di
Hii Reema
Asli tukel power🙏❤️🍫👧💪
No
Very nice
nice