Kire murkha tate kie subhadra tanka dela 😂😂 puni phereibu ?? , chasi nka katha new govt bujhini taa price badhuchhi kemiti ?? Price badhile chasi labha ban hue , price kamile chasi mrutya hara badhe janichhu ki nanhi ?? Jadi price badhile tor prblm ta ase mo pariba bagicha re kama karibu
ଆରେ ଭାଇ ଯିଏ ସର୍ଭେ କରିବେ, ସିଏ ପରା ପଇସା ଖାଇ ଅଣ ଚାଷୀ କୁ ଚାଷୀ ବୋଲି ଦର୍ସାଇବେ, ground level ରେ ବହୁତ୍ ଦୁର୍ନୀତି ଚାଲିଛି
1000% right bhai
Right
ବହୁତ ଭଲ କଥା 100%ସତ, କିନ୍ତୁ ଆମେ କୋମେନ୍ଟ ରେ ଲେଖି ପରିବା ହେଲେ ଅଫିସର ଆଗରେ ମୁହଁ ଖୋଲିବା କୁ ସାହସ ନାହିଁ, ଏଇଟା ଦୁଃଖ
ଯୋଉ ମାନେ govt job ପାଇଛନ୍ତି ସେମାନଙ୍କୁ ଚାଷୀ subsidy ରୁ ହଟା ଯାଉ l
Right
thank you
ଆରେ ଭାଇ ଜେତେ ଜୋଜନା ଭାରିଲେ କଣ ହବ
ପ୍ରକୃତ ଚାଷୀଙ୍କୁ କିଛି ପାଉନାହାନ୍ତି
ଯାହାର ଜମି ଅଛି ସେ ଚାଷ କରୁନି କିନ୍ତୁ ସେହି ଜମିକୁ ଯାହାର ଜମି ନାହିଁ ସେ ଚାଷ କରୁଛି ସେ କଣ କରିବ
Really we should Identify reality
Right 👍
Right
Right
Right kn karajiba
ଏ ବାଳ ସରକାର ବୁଝିବେନି ଚାଷୀଙ୍କ କଥା ଆମେ ଜାଣିଛୁ ଚାଷୀ ହେଲେବି ଚାଷୀ ରେ ଗଣତି ଯିବୁନି ସୁଭଦ୍ରା ଯୋଜନା ରେ ପଇସା ଦେଇକି ଏବେ କହୁଛନ୍ତି ପଇସା ଫେରେଇବକୁ। ଆଉ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ସରକାର ଚେଞ୍ଚ୍ କରିବାକୁ।ଏଇ ସରକାର ଜିତିବା ପୂର୍ବରୁ କହିଥିଲା ଆଉ ଏବେ କଣ ହଉଛି ଦର ଦାମ୍ ଯେମିତି ବଢ଼ିବାରେ ଲାଗିଛି ଆମ ଭଳିଆ ଗାଉଁଲି ଲୋକ ନ ଖାଇ କି ମରିଯିବେ ।ଆମେ ବି ଏଇ ମେସେଜ box ଲେଖିକି କହିଲେ ବି ଆମ କଥା କେହି ଶୁଣି ବେନି । ଆହୁରି କହିବାକୁ ବହୁତ୍ ଅଛି ହେଲେ କହିଲେ ଲାଭ ନାହିଁ ଆମ କଥା କେହି ସୁଣିବେନି ଏଇ ଦୁନିଆରେ କେହି ନୁହଁ କାହାର ନିଜ ସ୍ବାର୍ଥ ପାଇଁ ନିଜ କାମ କରନ୍ତି। ଜୟ ଜଗନ୍ନାଥ 🙏⭕‼️⭕🙏
Kire murkha tate kie subhadra tanka dela 😂😂 puni phereibu ?? , chasi nka katha new govt bujhini taa price badhuchhi kemiti ?? Price badhile chasi labha ban hue , price kamile chasi mrutya hara badhe janichhu ki nanhi ??
Jadi price badhile tor prblm ta ase mo pariba bagicha re kama karibu
ପ୍ରଥମେ ଦର ଦାମ୍ ନିୟନ୍ତ୍ରଣ କର ମୋହନ୍ ମାଝୀ
Chasa kale price kamiba nahale hata ganati chasa hele chasi labha ban Heba
ଆରେ ଓଡିଶା ରେ ଯେତିକି ଚାଷୀ ନାହାନ୍ତି ତା ଠାରୁ ଅଧିକ ଭାଗଚାଷୀ ଅଛନ୍ତି ତାଂକ ପାଇଁ କିଛି ନାହିଁ ସେମାନେ କିଛି ପାଉ ନାହାଁନ୍ତି
very good sir
Kintu semane kichi bisubidha Pau nahanti na lone na sbusit na gov subidha pauchanti semane Khali kheti sahuchanti please provide 🙏
ଜୟ କିଷାନ
ବହୁତ ଭଲ 👌👌👌👌
Swagat jogyo padakhep
ବେପାର କରନ୍ତୁ ନାହିଁ ଆଜ୍ଞା ବାଗ ଚାଷୀ କ'ଣ ଚାଷ କରିବ ନାହିଁ କି
ସେମିତି ହେଲେ ଆଗକୁ ସମୟ ଅପେକ୍ଷା କରନ୍ତୁ
ଆପଣଙ୍କୁ ସ୍ୱାଗତ. ସତରେ ଅସଲ ଚାଷୀ ବାହାରୁ
ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର ଧନ୍ୟବାଦ ବିଜେପି ସରକାର
ବହୁତ ଭଲ ହେବ
Good dission
100%ହେବ କଥା
ତେଣୁ ଆଗ ଭାଗଛାଷୀ ଖୋଜ ତା ପରେ କିଛି ପଦକ୍ଷେପ ନେବା ପାଇଁ ଚିନ୍ତା କର
ବହୁତ ବହୁତ ଭଲ
Great job
ବେପାର କରିବା ଆରମ୍ଭ ହୋଇଗଲା. ପୁଣି 2029 କୋ ଅପେକ୍ଷା କର ଚାଷୀ କିଏ ଜାଣିବ. ଆରେ ଆଗ ଦର ଦାମ୍ କମ କର
. ଚାଷୀ ମୂଲିଆ ପରେ ଖୋଜିବ. ବେପାରୀ ଦଳ.
Tu nihati chasi nuha 😂😂 chasi sabu bele price kebhe badhiba apekhya karithae
ଭାଇ ଭଗଚାଷି ପାଇଁ କଣ ଲାଭ ଓଡିଶା ରେ ଭଗଚଷୀ ଅଧୀକ ଥରେ ତାଙ୍କ କଥା ଭାବନ୍ତୁ
ବିନାଶ କାଳେ ବିପରିତ ବୁଦ୍ଧ୍ଧି ,ଧାନ ତ ଭଳରେ କିଣୁନ,5 ବରଷରେ ମରିବ ତମ ସରକାର
100%ଠିକ୍
ସରକାରଙ୍କ ପଦକ୍ଷେପ ଠିକ୍ ଅଛି କାହିଁକି ନା ଅଟ ଚଲେଇବା ଲୋକ ବି ଏଠି ପିଏମ କିସାନ ରେ ଟଙ୍କା ପାଉଛି
Right decisions for real farmers
ଖୁବ୍ ଭଲ ପଦକ୍ଷେପ।ମୋହନ ସରକାରଙ୍କ ସହିତ ସମ୍ରାଟ ମୋଦି ଜୀ ଙ୍କ ର ଜୟ ।
ଭାଗଚାଷୀ ମାନଙ୍କ ପାଇଁ କିଛି କର
Thank you otv khabar
Good Step
ଅନୀଲ ବାବୁ ଆପଣ ପୂରା ଠିକ୍ କଥା କହୁଛନ୍ତି ଜୟ ଜଗନ୍ନାଥ
Very nice
Swagat❤padakhyp❤
This process should be Sterctly Implement for the better of farmers👳👳👳💦
ଆରେ ଭାଇ ଯାହାର ଜମି ଅଛି ସେ ହେଉଛି ଜମିଦାର ଆଉ ଯାହାର ଜମି ନାହିଁ ..ସେ ହେଉଛି ପ୍ରକୃତ ଚାଷୀ ସେମାନେ କେମିତି ଚାଷୀ ରେ ଗଣତି ହେବେ ଆଉ କିଛି ସୁବିଧା ପାଇବେ ସେ କଥା ଟିକେ ଭାବ....😢😢😢
Good decision 🌐
Bahuth bhalo nishpati nelesarakar❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👌
Jahara jami achhi taku sabu miliba jahara nanhi sia uparaku aneibe
Thank you
Right Katha
Emiti hele Bagachasi mariba sar
Good news
Thankyou sir
ଦିନ ମଜୁରିଆ କୁ ଆଗ କାଟ. ସେ ସବୁ ପାଉଛି
ଭାଗଚାଷୀ ଯିଏ ସିଏକଣ କରିବ
ଭୂବନ୍ଦବସ୍ତ କରାଯାଉ ଏବଂ ଚାଷୀ କାର୍ଡ ଦିଆ ଯାଉ । ତାପରେ ପ୍ରକୃତ ଚାଷୀ ଜଣାଯିବ। ଜମି କିଣା ବିକା ସମୟରେ ମଧ୍ୟ ତାଙ୍କ ଚାଷୀ କାର୍ଡ ରେ ଜମି କମିବ ବା ବଢିବ।
Good. Decission
Dear sir, Jou mana nka pakhare Chasha jami nathhiva but se Jami ku lease re neiki chasa karithhiva then semanaka pai kn sahayata achhi govt tarafaru
Great idea.... ସୁଭିଧାବାଦୀ ସବୁ ଖୋଳ କରୁଛନ୍ତି
ଆଜ୍ଞା ଏହାଦ୍ବାରା କେବଳ/ଅଧିକାଂଶ ଜମି ମାଲିକ ମାନେ ହିଁ ଲଭାନ୍ଵିତ ହେବେ । କିନ୍ତୁ ପ୍ରକୃତରେ ଚାଷ କରୁଥିବା ଓ ଚାଷ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ବାଦ୍ ପଡ଼ିଯିବେ...🙏🏼
ଏହା ଛଡ଼ା, ଭବିଷ୍ୟତରେ ସରକାର ଚାଷୀଙ୍କର କଣ ଉନ୍ନତି କରିବେ ଅବା ନକରିବେ ସେଇଟା ତ ଛାମୁଙ୍କୁ ମଧ୍ୟ ଜଣା ନାହିଁ... ହେଲେ ବର୍ତ୍ତମାନ ଅଦିନିଆ ବର୍ଷା ପାଣି ଜମି ଯେଉଁ ଫସଲ ନଷ୍ଟ ହୋଇଛି, ତାର ତଦନ୍ତ କରି... ପ୍ରକୃତରେ ଯିଏ ଚାଷୀ ତାକୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ...🙏🏼🌾🌾🌾🌾🌾
Good decision mohan sir
Good decision
Right katha sabu
Right
Right direction
ତମ ର ସବୁ ଯୋଜନା ଫେଲ୍
ପ୍ରକୃତ ଚାଷୀ କୁ ରାଷଣ କାର୍ଡ ପ୍ରଧାନମନ୍ତ୍ରୀ ଆବାସ pm kisan cm kisah ଚାଷୀ ପେନସନ ଚାଷୀ ଲୋନ ଚାଷୀ ଶ୍ଚଲରାସିପ ଏସବୁ ଦିଅ ନାଇ ହେଳେ ବିଜେପି ସରକାର ଓଡିଶା ଛାଡ଼
ବରଗଡ଼ ଜିଲ୍ଲାରେ ଫୈଲ୍ଆୟ୍
ସରକାର ଲୋକଙ୍କୁ ଠୋକୁଛନ୍ତି
ଭାଇ ଆମ ଗାଆଁ ରେ ବିନା ପଢା ଲୋକ OLM ରେ କାମ କରୁ ଛନ୍ତି 8th class ମଧ୍ୟ ପାସ୍ କରି ନାହାନ୍ତି। ସେମାନେ ହିଁ ଆମର Village ରେ ସବୁ କିଛି କରୁଛନ୍ତି ଯାହା ପାଖରେ ଜମି ଅଛି ତାଙ୍କୁ ମୂଜି ବା ସୁବିଧା ଦିଅନ୍ତି ନାହିଁ ଯାହା ପାଖରେ ଜମି ନାହିଁ ସେ ସବୁ କିଛି ପାଇ ପାରୁଛି
(ଯିଏ କଲମ ଧରି ଜାଣେ ସିଏ ଏଇଠି ବାଡି ଧରୁଛି, ଆଉ ବାଡି ଯେଉଁମାନେ ଧରନ୍ତି ସେମାନେ କଲମ ✍️ ଧରୁଛନ୍ତି
Good discussion sir
Good
Right କଥା
Right sir
ଏହି କାର୍ଡ କରିବା ପାଇଁ ଯେଉଁ ନିୟମ କରିଛନ୍ତି ଏହା ଏତେ ସହଜ ନୁହେଁ, କାରଣ ଓଡ଼ିଶାର ସମସ୍ତ ଚାଷିଙ୍କ ନାରେ ଜମି ନାହିଁ ତାଙ୍କ ବାପାଙ୍କ ନାମରେ କିମ୍ବା ସେମାନଙ୍କର ସାନ୍ତ କିମ୍ବା ଜେଜେଙ୍କ ନାମରେ କିମ୍ବା ବାପାଙ୍କର ବାପା ତା ବାପାଙ୍କର ବାପା ନାମରେ ଜମି ଅଛି ଏହା ଗୋଟିଏ ଦିନ କିମ୍ବା ଦୁଇଦିନ ନୁହେଁ ତିନିମାସ ମସରୁ ଛ ମାସ କିମ୍ବା ଏକ ବର୍ଷ ସମୟ ଲାଗିବ , ଯେଉଁମାନଙ୍କ ନାମରେ ଜମି ଅଛି ତାଙ୍କର ଶୀଘ୍ର ହେ ଯେଉଁମାନଙ୍କ ନାମରେ ଜମି ନାହିଁ ସେମାନଙ୍କର ଲମ୍ବା ସମୟ ଲାଗିବ ନିଶ୍ଚୟ
କିଛି ବଦଳିବ ନାହିଁ.... କାରଣ ସମସ୍ତ ସରକାରୀ କର୍ମଚାରୀଙ୍କ ଲାଭ ହେଵ (ବଡ ଚାଷୀଙ୍କ ଠାରୁ ପଇସା ଖାଇବେ)💯💯
SUNANDA THIK KAHUCHHANTI
ଯୋଗ୍ୟ ନେତା କଉଦିନ ଖୋଜା ହବ.
କୃଷକ ସାଥି ଙ୍କର ଦରମା କେତେ ସରକାରଙ୍କୁ ସ୍ଥିତି ମାଗନ୍ତୁ | କେତେଦିନ କାର୍ଯ୍ୟ କରିବେ କୃଷକସାଥି ଏହି ପ୍ରୋଗ୍ରାମ ପାଇଁ' |
ଭାଗ ଚାଷୀଙ୍କୁ ପାଇଁ କଣ ଆପ କରାଯାଉ ସରକାର
Modi ji ki jai
Asala chasi Kia .... ?
1. Jahara jami achhi jamipata achhi .
2. Naa jia jamire chasa karichhi . Khara barsa Shita ...baramaSha Munda jhala tundare Mari nijara jaminatjae b anyatharu jami bhaga Chasha karichhi. Chasha upare jahara barsakara Dana-Pani nirbhara karichhi .
Pratyakati jyojana mulare jamipata pramana darkar...👏👏
Bhaga chasi pai kichi byabasta karajau
ପୂର୍ବ ରୁ ରେଜିଷ୍ଟ୍ରି ହୋଇ ରହିଥିବା ଜମି ତାର ପ୍ରକୃତ ମାଲିକାନା ଗୋଟିଏ ଚାଷୀ କେମିତି ସରଳ ମାଧ୍ୟମ ରେ ପଟ୍ଟା ପାଇବ ତାହା ପ୍ରତି ଟିକିଏ ଦୃଷ୍ଠି ଦିଅନ୍ତୁ ତେବେ ଯାଇ ତ ସେହି ଚାଷୀ ର bhulekha ରେ ନାମ ଯୋଡ଼ି ହେବ ଏବଂ ଚାଷୀ ଟି ତାର ପ୍ରକୃତ ମାଲିକାନା ଫେରି ପାଇବା ସହିତ ଆପଣ ଙ୍କ ଯୋଜନାରେ ସାମିଲ ହୋଇ ଏକ " ଅସଲି ଚାଷୀ " ବା ନୂତନ ଚଷା ପୁଅ ର ମାନ୍ୟତା ପାଇବ!!ଜୟ ଶ୍ରୀ ଜଗନ୍ନାଥ 🙏🙏
Good morning sir
ଲେବର ଏ ଠି ଚାଷୀ ଅସଲ ଚାଷୀ ଙ୍କୁ ସାହାଯ୍ୟ କରିବା ଦରକାର
Bhala padakshyap, prakruta chasi labha paebe.
Agrinest web site re allready I'd achi
ମୁଁ ଜଣେ ଭାଗଚାଷୀ। ମୋର ମୀତ୍ର ୧୭ ଡିସିମିଲ ଜମି ଅଛି। ହେଲେ ମୁଁ ୪.୫ ଏକର ଜମି ଜମି ମାଲିକ ଠାରୁ ଆଣି ଚାଷ କରିଛି ଏବଂ ୪ ଏକର ଜମି ଅଦିନିଆ ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ କ୍ଷ ତି ଗ୍ରସ୍ତ ହୋଇଛି। ଯେତେବେଳେ କି ସମ୍ପୂର୍ଣ୍ଣ ସରକାରୀ ସୁବିଧା ସୁଯୋଗରୁ ମୁଁ ବଞ୍ଚିତ। ମୋ ପରି ମୋ ଗାଁ ରେ ୯୦ ଭାଗ ଚାଷୀ ଅଛନ୍ତି।ସତରେ କ'ଣ ସରକାର ମୋତେ ସମ୍ପୂର୍ଣ୍ଣ ସୁବିଧା ଦେବେ ନା ପୂର୍ବ ସରକାର ଭଳି ମିଛ ପ୍ରତିଶ୍ରୁତି।
👌👌👌👌👌👌👌
Absolutely Magnificent Decision By BJP Government..👍
Card 💳 kale bala haba
Jahara jami nahi semanaku jami diajau semane chasa kariparibe valare chali paribe jeumanakara jami achhi semane valare chalu chhanti
Odisha ru bangaladesi nku bahara kale adhika bhuta chasi baharibeni
👍
Jia real krushak taku dekhare taku help karu sarkar au jahara jami jaga ghara badi achhi taku na diantu
ଗପୁଆ ସରକାର, ଗପ ପ୍ରବଳ କାମ ଦୁର୍ବଳ
ଦରଦାମ ନିୟନ୍ତ୍ରଣ ହେଇପାରିଲାନି, ଲୋକଙ୍କୁ ଭୁଆଁ ବୁଲେଇବାକୁ ଏଇଟା ଗୋଟେ ନୂଆ ପ୍ରୟାସ
ବାଘ, ଶାଗୁଣା, ବୁଲା କୁକୁର ପରି ଏବେ ଚାଷୀ ହେଇଗଲେ.....ବାଃ ରେ ମୋହନ ସରକାର
ଜମି ପଟ୍ଟା ଥିବା ଚାଷୀ ଯେତେ ଚାଷ କରନ୍ତି ନାହିଁ, ତାଙ୍କ ଠୁ ଅଧିକ ତାଙ୍କ ଚାଷ ଜମିରେ ଭାଗ ଚାଷୀ ଚାଷ କରନ୍ତି, ଜମି ଥିବା ଚାଷୀ ର ରେଜିଷ୍ଟେସନ ତ ହେଇଯିବ, ଭାଗ ଚାଷୀ କଣ କରିବେ.....ତମ ଗପ, ଯୁମୁଲା ଶୁଣିବେ
Rajanikanta padhy
Kichi hei pariboni only Tanka khaiba yojana
କୃଷକ ପରିବାର ସଦସ୍ୟ ସଂଖ୍ୟା ବୃଦ୍ଧି ଘଟିଛି ଜନେଥିଲେ ବର୍ତ୍ତମାନ ଚାରିଜଣ ଚାଷୀ ସଂଖ୍ୟା ବୃଦ୍ଧି ହେଉଛି ଅଲଗା ପଞ୍ଜିକରଣ ସୁବିଧା ମିଳୁ ପରିବାର ମୁଖ୍ୟଙ୍କ ପଞ୍ଜିକରଣ ହେବକି ସ୍ବାମୀ ପଞ୍ଜୀକୃତ ଥିଲେ ତାଙ୍କ ଅନ୍ତେ ସ୍ତ୍ରୀ ପାଇବେକି ଉଭୟ ପଞ୍ଜୀକୃତ ହୋଇପାରିବେ କି
First reair
First repair canal then supply water to cultivated land after that you may do any work ,without water farmer can not reduce anything,
BJP SARAKARA kahithila sabu mahila anku subhadra tanka deba, matra pare alaga rule kala, BJD SARAKARA JINDABADA, Next 5 years pare BJD SARAKARA Asiba
ଏମିତି ସ୍କୁଲ ଆଣ୍ଡ କଲେଜ ରେ ଦୁଃପ୍ଲିକେଟ ଶିକ୍ଷକ କୁ ଠାବ କରାଯାଅ
Sir krusak id card purba sarakar deichhanti.
ପଇସା ଖାଇବା ପାଇଁ ଗୋଟେ ନୂଆ ଚକ୍ରାନ୍ତ
ବିନାଶ ବେଳେ ବିପରୀତ ବୁଦ୍ଧି
ଯେତେ ମାଠୁଛୁ ମାଠ ସେଇ ଦର ପୋଡ଼ା କାଠ ଜାଲିଆତି ହବାଟା ୧୦୦%
👍🙏
Mora nijara jami nahi but mu 20ekar ra other property re chasa karuchi ta mote ea registration kariparibi na nahi
Chasi manakar dhana chasa bhasi galani ....amane chasi kia khojuchhanti😢
Sabu Niall karibe
Khali jagare kan plant karibe
କେଉଁମାନଙ୍କୁ ଆପଣ ଚାଷୀ କହୁଛନ୍ତି