ପାଣ୍ଡିଆନ ହାରିଗଲେ ମୁଁ ଖୁସି || INTERVIEW WITH SIDHARATHA || NEWS ROOM ||
HTML-код
- Опубликовано: 10 июл 2024
- ପାଣ୍ଡିଆନ ହାରିଗଲେ ମୁଁ ଖୁସି || INTERVIEW WITH SIDHARATHA || NEWS ROOM ||
#manoranjanmishra #trending #sidharatharoutray
#sura #breakingnews #newsroom
ସୁର ଙ୍କ ବଡ଼ ପୁଅ ପ୍ରକୃତ ମଣିଷ
ଶୀଦାର୍ଥ ରାଉତରାୟ ଜଣେ ସଚ୍ଚା ଲୋକ
Sidharth bhai bahut badhiaa loka
Hmm satare..... Congress for Rahul Gandhi
Great Sidharth bhai
କି ସୁନ୍ଦର ବିଶ୍ଳେଷଣ । ଏହିଭଳି ନୀତି ଏବଂ ଆଦର୍ଶକୁ ଅନୁସରଣ କରିବା ନିହାତି ଆବଶ୍ୟକ
ସିଦ୍ଧାର୍ଥ ବାବୁ ଜଣେ ଭଲ ମଣିଷ।
ତାଙ୍କର କଥା ବହୁତ ସିଧା ସରଳ,
❤❤❤❤।
I am Big fan of Sirdhatrout ray
ସିଦ୍ଧାର୍ଥ ଭାଇ ଭଲ ଲୋକ ମୁଁ Direct କଥା ହେଇଚି ବହୁତ୍ ଭଲ ଲୋକ👌
ସିଦ୍ଧର୍ଥ ଭାଇଙ୍କ ମୋବାଇଲ ନମ୍ବର ଦିଅନ୍ତୁ
Very talented and have noble values... Never give up politics...wait for the time. Jai Jagannath ❤❤❤
ଠିକ କଥା ଯେଉଁ ନେତା 10 କୋଟି ଖର୍ଚ୍ଚ କରି ଇଲେକ୍ସନ ଲଢ଼ୁଛନ୍ତି ସେ ନିଶ୍ଚୟ 30 କୋଟି ଟଙ୍କା ଆଦାୟ ଲକ୍ଷରେ ରହିବ, ସେ ଏରିଆ ଅବସ୍ଥା ଯାହା ହେଉ
Bahut brilliant sidhartha bhai god bless you apan Katha ku bujhiba darkar ame samaste
Nice thought about development of Odisha.
Sidharth bhai like sure bhai...purest heart ❤️
ଗୋଟେ ଭଲ ଲୋକ ସିଦ୍ଧାର୍ଥ ଭାଇ କୁ ଭଲ ପାଇବେ..ଯାହାର ଆତ୍ମା ଭଲ ନାହିଁ,ଯିଏ ମିଛ କୁହେ, ସେ ଲୋକ ଖରାପ ଖରାପ ଭାବିବ...
Right sidhata bhai
This person should be the CM of odisa and I think Sidharthbabu must make odisa no 1 if he becomes CM.
ବାପାଙ୍କ ପାଇଁ ଭାଇ ତୁମେ ହାରିଲେ.. ଲୋକମାନଙ୍କ ଚିନ୍ତାଧାରା ବଦଳିଗଲା କି ଗୋଟିଏ ପରିବାରରେ ରାଜନୀତି ବ୍ୟବସାୟୀ କରୁଛନ୍ତି ବୋଲି
Sidharth Routray is a best honest person.He achieved more success in his life.ଯେଉମାନେ ତାଙ୍କୁ ବାୟା କହୁଛନ୍ତି ତାଙ୍କ ସାତ ଜନ୍ମ ରେ ସିଏ ଯେତିକି achievement ପାଇଛନ୍ତି ତାର ୧ percent ତମ ଜିବନରେ ପାଇପାରିବନି।
Absolutely right , he is a very honesty person
Sidharth bhai bahut vl odia premi...
ବହୁତ ଭଲ ଲାଗିଲା
Welcome. Great. India. Tiger. Sidharta Babu. Next. Coming. Hartly. Salut
Good person
Great idea brother
ବହୁତ ଭଲ ଚିନ୍ତାଧାରା ସିଦ୍ଧାର୍ଥ ସାର
ସୁର ବଡ଼ ପୁଅ ଗୋଟେ ପ୍ରକାର ଠିକ୍ ଲୋକ
Like Father like son. Sura Routray is the best Human being as well as a good politician 🙏
All Time No1 bhai
Sidharth sir, u r absolutely right ❤❤❤
Welcome. Mishra. Babu. Salut. Sidharta. Babu. Newus. Room. Newus. Ku. Swagat
S bhai 🙏 All Time No1
Sidhartha Babu very nice
ସାଧାରଣ ଜନତା ହେଲେ ହେଲେ ମାଡୁଆ ୟା ଙ୍କ କଥା କୁ କିଛି ବୁଝି ପାରିବେନି ଆକୁ ପାଗଳ କହିବେ 😂 କାରଣ ଗାଣ୍ଡୀ ରେ ପାଣି ନାହିଁ ୟା ଭଳି ହେବାକୁ Ironman 😮 ଓଡ଼ିଶାରେ ରହି ଦି ଟଙ୍କିଆ ଚାଉଳ ଖାଇ ପେଟ ଆଉଁଶି ହକୁଡ଼ି ମାରି କହିବେ ପାଗଳ ଟା ... ଉ.. କି ଚିନ୍ତାଧାରା ପୁରା ତ କୁକୁର ଜୀବନ ଶଳା ସେଥିଲାଗି ଭାରତ ସାରା ଲୋକ ଓଡ଼ିଆ ଙ୍କୁ ବୋକଚୋଦ କୁହନ୍ତି
ବହୁତ ଭଲ ଲୋକ ଟି.... ଜୋ ଲୋକ ମାନେ ତାଙ୍କୁ ଖରାପ ଭାବୁଛନ୍ତି ଖରାପ କହୁଛନ୍ତି.. ଯଦି ଟଙ୍କା କଥା ଶୁଣିବେ ତେବେ ଗୋଟେ କଥା ଆତ୍ମା ରୁ କୁହ..ଲୋକ ଟି ଭଲ ଲୋକ
Great personality of Sidharth sir. Next time Apana sure paibe. Apana Jane political Tiger sura Sir nka pua
Good human👍🏻😊
Lots of learn from Sidharth
I like Sidharth bhai a lot. His principle towards life inspires me a lot.Thank you Manoranjan Sir for such interviews.
ସିଦ୍ଧାର୍ଥ ବାବୁ ଯେତିକି ଆପଣ ଙ୍କ କଥା ରୁ ଜାଣିଲି . ଆପଣ ରାଜନୀତି ପାଇଁ ନୁହନ୍ତି . ଆପଣ ଜଣେ ପ୍ରକୃତି ପ୍ରେମୀ ଲୋକ .... ଏ ରାଜନୀତି ପଙ୍କ ରେ ଗୋଡ଼ ପୁରନ୍ତୁ ନାହିଁ
ଯଦି ଥରେ ପଙ୍କରେ ଗୋଡ଼ ପୁରେଉଛ ମାନେ ଜିତିବା ପର୍ଯ୍ୟନ୍ତ ଲଗିରୁହ
Great human being
Siddhartha babu very good person 👏
Thank you Sidharth babu.
Sidharth sir is a Honest person from my side🙏
Iconic leader
Well said , good episode
Bahut Sundar Katha👏👏👏👏
Really. U. Great and always. Focus. to. Nimapada. .
Congress coming
Sidharth sir please odisha chhadi jaontu nahin.... Odisha ra jarurat bhut achi apanka ra
Good politician
Great person Siddharth
Such an eminent personality
very Nice idea for Our Odisha
Great person
One of the straight foreward person I saw in in life. 🙏
Excellent discussion
ଘର ଲୋକଙ୍କ ପାଇଁ ହାରିଲେ
Great personality
Great leader bhai
Ae vali loka hi ama odisha ku darkar,such a very good personality
Visionary
Nice podcast sir...really too good👍
He is a good leader. And next after 10 to 15 years, we let's see a honest minister.❤
Sidharth sir good man 🙏🏻
You are great sir
Samaste khusi sabu odia khusi.. Thanks God thanks Jagannath. Jay Jagannath 🙏
ଜୀବନ ରେ ହାର ଜିତ ଲାଗିକି ରହିଥାଏ...ହେଲେ ସଂଘର୍ଷ dedication ହାରେନି 🙂
Shidhrath sir great person
Good news sir
ଆମେ ଆଗରୁ ନିମାପଡ଼ାରେ ଥିଲୁ , ବର୍ତ୍ତମାନ କାକଟପୁରରେ । ଆମ ଘରକୁ ଲାଗି ନିମାପଡ଼ା ନିର୍ବାଚନ ମଣ୍ଡଳୀ । ସେଠାରେ ମୋ'ର ବ୍ୟକ୍ତିଗତ ସମ୍ପର୍କ ଅଧିକ । ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଇଛୁକ । ଆପଣ କିଛି ଯୁବକ ମାନଙ୍କୁ ଆଗକୁ ଯିବାପାଇଁ ଦିଗ ଦେଖାନ୍ତୁ । ଯୋଗାଯୋଗ - ୯୯୩୮୬୬୭୩୫୯
ହଇରେ ମାଗିହା ପାଣ୍ଡିଆନ କୋଉ ନିର୍ବାଚନ ମଣ୍ଡଳୀରୁ ଠିଆ ହେଇଥିଲା କି ସେ ହାରିଗଲା, ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ହାରିଗଲା ସେ କଥା କହ, ପାଣ୍ଡିଆନ କିଛି ବି ନୁହେଁ ମୁଖ୍ୟ ଖଳନାୟକ ହେଲା ପୂର୍ବତନ x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, ଆଉ ସବୁଠୁ ବେଶୀ ଖୁସି ତମେ ଦୁଇ ଭାଇ ହାରିଗଲ, କାରଣ ତୋ ବୋପା ସୁର କଂଗ୍ରେସ ସହିତ ଯୋଉ ବେଇମାନି କଲା ତାର ଫଳ ଫାଇଲା, ତୋ ବୋପା ମନେ ମନେ ନିଜକୁ ବହୁତ ଚାଲାଖ ଭାବୁଥିଲା
ଏ ଭାଈ ଜଣେ ବଡ଼ ନେତା ହେବା ନିଶ୍ଚିନ୍ତ।
Congress ର ଗୋପ ନିମାପଡା ରେ ପକେଟ ଭୋଟ 30000.. ଏ ବାବୁ 7000 କାଇଁ ପାଇଲେ? 😂
A loka ku kan nimapada ru pm Abbas milithanta tame boka mada mansha khai vote dela .gapa adhika
I appreciate your development thinking towards odisha. He is telling the truth.
ଖାଲି ପଇସାରେ ଇଲେକ୍ସନ ଜିତି ହୁଏନି
ଲୋକଙ୍କ ସହିତ ରହିବାକୁ ପଡିବ
ସଂଘମିତ୍ରା ଜେନା ଙ୍କ ସହିତ ଟିକେ ଆଲୋଚନା କରନ୍ତୁ sir
Sir try again & again, u will most desirable leader 👍
Sidharth Babu u are Right
You are greate😊❤
Right, sir
Siddharth vai. Plz have your moustache back. ❤❤❤
ମାଲ ଖର୍ଚ୍ଚ ନ କଲେ ଭୋଟ ଜିତି ହେବ ନାହିଁ ।
Sura bada puaka ଠିକ ଲୋକ
ସୁର ତାଙ୍କ ସାନ ପୁଅ ବହୁତ ସ୍ୱାର୍ଥପର
Good describes (spastabadi) Great 👍
Right ❤
କଂଗ୍ରେସ ତାଡ଼ି ପକେଇବ ଆଉ 😂😂😂, ତୁମେ 6 ମାସ ହେଲା ଆସିକି , କଂଗ୍ରେସ କୁ ଟେକି ଦବ ସୁର ବାବୁ କହିଲେ!
AC lanjigarh congress vote 50,000
ମନୋରଞ୍ଜନ ବାବୁ ଖରାପ ଭାବିବେନି,ଆପଣ ହସୁଛନ୍ତି କମ ଟଙ୍କା ଖର୍ଚ୍ଚ କରିକୀ କେମିତି ଯିତିବେ,ଏହା ଦ୍ବାରା ଲୋକ ଙ୍କୁ ମେସେଜ ଦେବା ପାଇଁ କଣ ଚାଉଁଛନ୍ତି
Mr Manoranjan changes his words asper the situation . He thinks he is number 1 citizen of odisha
I like sidharth bhai
Please interview with New CM
ଠିକ୍ କଥା କହିଛନ୍ତି , କଂଗ୍ରେସ ଦଳ ସିଦ୍ଧାର୍ଥ ବାବୁଙ୍କୁ ଅଖା ଗାଉନି ଧରି ଫେରେଇ ଦେଲେ , ରବି ସେଠୀ କହିଥିଲେ ଓ କରିଦେଲେ ।
Right person bhai👍
Great sidhhrth
God.blese.you.
ତୁମ ଭାଇ ହାରିଛନ୍ତି ତୁମେ ଖୁସି ଅଛ କି ନାହିଁ ସେଇଟା କହିଲନି । ଖାଲି ପାଣ୍ଡିଆନ କଥା କହୁଛ ।
ସବୁ ଖାଲି କମେଣ୍ଟ କର, ଭୋଟ ଦେଲନି
Good poltical person ... Father's nuisance ruined his chances.
Good experiment
Sidharth Babu next time congress, BJD downward,BJP will lose its faith, only next time congress.wait and see.
You are okay ❤
Love sidharth baboo