ରାସନ କାର୍ଡ କାଟିଲେ ସାଙ୍ଘାତିକ ହେବ ଆଉ ତୁମ ମୁଖା ଖୋଲିଯିବ

Поделиться
HTML-код
  • Опубликовано: 20 окт 2024
  • ଭୁତ କାର୍ଡ କେମିତି ହେଲା ଏବେ ମିଛ କହି ଗରିବଙ୍କୁ ଚୂନ ମାରିବ
    #rasancard #rasancard2024 #ରାସନକାର୍ଡ

Комментарии • 12

  • @RojiNayak-gh5lh
    @RojiNayak-gh5lh 2 месяца назад

    ହଁ

  • @mrutyunjayarout1107
    @mrutyunjayarout1107 2 месяца назад

    Best you sir 👍

  • @sakarsansarafsankar9235
    @sakarsansarafsankar9235 2 месяца назад

    BJP ସରକାର ଆଶା ନାହି କାର୍ଡ କାଟିଲେ ବି ଭୋଟ ଦେବେନି କି କାର୍ଡ ପାଇଲେ ଭୋଟ ଦେବେନି ଆଉ ସବୁ ସରିଲା ଥରେ ସୁଯୋଗ ନେଇ ସବୁ ଶୋଷଣ ଆଉ ମିଛ

  • @jayhind6187
    @jayhind6187 2 месяца назад

    ସବୁ ପ୍ରକାର ଅବହେଳା ଉପା ସରକାର ସମୟରେ ହୋଇଛି | କେନ୍ଦ୍ର କଂଗ୍ରେସର ଦୀର୍ଘ ୧୦ ବର୍ଷ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାର ସାଧାରଣ ଜନତାଙ୍କ ଅସ୍ଥା ଓ ବିଶ୍ୱାସ ଦୀର୍ଘ ୨୫ ବର୍ଷ ଧରି ହରେଇଛି ।

  • @RojiNayak-gh5lh
    @RojiNayak-gh5lh 2 месяца назад

    ବାହାର ଲୋକଲିଙ୍କ ଅଛି

  • @prahaladojha5628
    @prahaladojha5628 2 месяца назад

    ତାରା ବାହିନୀପତିଙ୍କୁ ମୋର ପ୍ରଶ୍ନ ଓଡ଼ିଶାରେ ରାସନ ନେଉଛନ୍ତି 3 କୋଟି 25 ଲକ୍ଷ୍ୟ ହିତାଧିକାରୀ ରାସନ ନେଉଛନ୍ତି ତେବେ 24 ବର୍ଷ ବିଜେଡି ଶାସନ କରି କେତେ ବିକାଶ କରିଛି ତାରା ବାବୁ ଟିକେ ମିଡୁଆ ଆଗରେ ଟିକେ ବାଇଟ ଦେବେକି

  • @bidyadharmallick3904
    @bidyadharmallick3904 2 месяца назад

    Mohan sarakaranku anurodh sabu ajogya hitadharinka card katantu

  • @prafullachandrasethy6222
    @prafullachandrasethy6222 2 месяца назад

    Tarabahini pati sir apan kahuchhanti ki dhaniloka mane chaulanei bikuchhanti.a khabar apan rakhichhanti ki ? Loka janichhanti.daliya bhitire card milichhi.bijujanatadala loka nija jami chhadi sarakari jami acar acar jami madi asichhanti.

  • @DusmantPaltasingh
    @DusmantPaltasingh 2 месяца назад

    ସତ😂

  • @dhirennaik6444
    @dhirennaik6444 2 месяца назад

    Badabadíà càrd kàta jau,

  • @biswanathsitha5142
    @biswanathsitha5142 2 месяца назад +1

    ଆରେ ଭାଲୁ ବାବୁ ଆପଣ ସମୟକୁ ଅପେକ୍ଷା କରନ୍ତୁ ,ଶାସକ ଦଳ ଶାନ୍ତିପୂର୍ଣ୍ଣ ଭାବେ କାମ କରିବାକୁ ଦିଅନ୍ତୁ,ଅଧିକ ଲୋକ ପ୍ରିୟତା ଦେଖାନ୍ତୁ ନାହିଁ,ଶାନ୍ତ ରହନ୍ତୁ ।

  • @ManojMohanty-e8o
    @ManojMohanty-e8o 2 месяца назад +1

    Michua b j p sarkar