କାଳୁ ଖଣ୍ଡାୟତ ଦେଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ହିସାବ! Jagdev will not cross 10k votes, Khordha Constituency.

Поделиться
HTML-код
  • Опубликовано: 25 окт 2024

Комментарии • 462

  • @guruswamiworld
    @guruswamiworld 5 месяцев назад +104

    ପ୍ରଣାମ କାଳୁ ବାବୁ, ଆଜ୍ଞା ଯଦି ଆପଣଙ୍କର ଲୋକପ୍ରିୟତା ଅଛି ତାହା ହେଲେ ସ୍ୱାଧୀନ ଭାବରେ ପ୍ରତିଯୋଗିତା କରି ନିଜର ପରାକ୍ରମ ଦେଖାନ୍ତୁ l

    • @dibya63
      @dibya63 5 месяцев назад +7

      ଭାଇ ticket ରେ ଲଢ଼ିଲେ paryty 5 କୋଟି ଦିଏ ଲଢ଼ିବାକୁ, ସ୍ୱାଧୀନ ଲଢ଼ିଲେ ତୁମେ ସେତିକି ଟଙ୍କା ଵାଲା ହେବା ଦରକାର. ଏତେ ରିସ୍କ ନେବା ପରେ ଯଦି by chance ହାର ତାହେଲେ ତଳି ତଳାନ୍ତ ହେଇଯିବ

    • @Gshsjskssnsn
      @Gshsjskssnsn 5 месяцев назад +2

      @@dibya63kalu khandeitray ku janicha bhai???? Tanka ra pahada upare basichi se…. Se byte re para kahuchi independent re 100% thia haba boli. Au bjp hariba thaya khordha re.

  • @sanchitkumar3975
    @sanchitkumar3975 5 месяцев назад +21

    କାଳୁ ଭାଇ ଜିନ୍ଦାବାଦ

    • @pradeepkumardas2824
      @pradeepkumardas2824 5 месяцев назад

      Kalu Bhai, tume khola ହୃଦୟର ଲୋକ।

    • @subhransusekhar840
      @subhransusekhar840 5 месяцев назад

      Bhai ee Loka kana kama karichanti....jama tanka katha ru laguni.we need good education electricity medical....kalu don't look like that

  • @msmansbeher89
    @msmansbeher89 5 месяцев назад +44

    ହଉ କାଳୁବାବୁ,,,ଜଣାପଡିବ,

  • @abhishek_5101
    @abhishek_5101 5 месяцев назад +12

    ଜଗଦେବ ଭାଇ ଯାହା କରିଚି ବେଗୁନିଆ ବୋଲଗଡ ବାସିଙ୍କୁ ପଚାର କହିବେ

  • @kuanrtudu9960
    @kuanrtudu9960 5 месяцев назад +43

    ଆଜ୍ଞା ଆପୋଣ ଯଦି କଟିପତି ଲୋକଙ୍କ ଗଡ ଧରି ରାଜନୀତି କାହିଁକି କରୁଛନ୍ତି ।

  • @niladrinathtripathy9743
    @niladrinathtripathy9743 5 месяцев назад +25

    ଆପଣ ସଂଗଠନ ସହିତ ଥିଲେ ଠିକ୍, କିନ୍ତୁ ମିଡ଼ିଆ ଆଗରେ ଯାହା କହୁଛନ୍ତି । ଏଭଳି ମନ୍ତବ୍ୟ, ରାଜନୈତିକ ପରିପକ୍ୱତା ର ଅଭାବ ଭଳି ମନେ ହେଉଛି। ଆପଣଙ୍କ ଆଚରଣ ଓ ଉଚ୍ଚାରଣ ଆପଣ ଙ୍କୁ ଭୋଟ ଦେଵ। ରାଜନୀତି ରେ ଧିରପାଣି ପଥର କାଟେ। ଆପଣଙ୍କ ପ୍ରତି ହୋଇଥିବା ଅନ୍ୟାୟର ହିସାଵ, ଭୋଟର୍ ଙ୍କର ଉପରେ ଛାଡ଼ନ୍ତୁ।ଜୟ ଜଗନ୍ନାଥ।

  • @satyamdigitalstudionirakar9545
    @satyamdigitalstudionirakar9545 5 месяцев назад +29

    ଟାଙ୍ଗୀ ମହାସଂଘ ଯୋଗୁ ଭୋଟ ପାଇଥିଲ ଆଉ ପାଇବନି

    • @ratnakarbehera2088
      @ratnakarbehera2088 5 месяцев назад +6

      Tame aka kan vote deu thila ama tangi block sabu vote dei kalu Bhai ku jitei bu

    • @Bachelorlife788
      @Bachelorlife788 4 месяца назад

      Chodi pakeila sabu jana padigala... Sala Jhatia ganjada asila MLA haba ku

  • @soumyamusic4u87
    @soumyamusic4u87 5 месяцев назад +5

    ଅଧିକା ଗପ ହେଲେ , ନଇ ନ ଦେଖୁଣୁ ଲଙ୍ଗଳା ହେଲେ ଏମିତି ହୁଏ

  • @Ansita282
    @Ansita282 5 месяцев назад +20

    ବିଜୟୀ ଭବ କାଲୁଭାଇ 🙏🏻🌹❤

  • @bijaypatra9207
    @bijaypatra9207 5 месяцев назад +9

    ଏତେ ଛୋଡ଼ି ହଉଛୁ ଆର ଥର ହାରିଥିଲୁ କାହିଁକି

  • @skhentertainment7391
    @skhentertainment7391 5 месяцев назад +17

    ଖୋର୍ଦ୍ଧା ବାସି ତୁମ ପଛରେ ଅଛନ୍ତି
    କାଳୁ ଭାଇ ତୁମେ ମାଡି ଚାଲ....

  • @bhimananda5737
    @bhimananda5737 5 месяцев назад +9

    ଏଇଟା ଘରେ Red କରାଯାଉ କଣ କୋଟି କୋଟି ଖର୍ଚ୍ଚ କରିଛି ବୋଲି କହୁଛି ଜଣେ ବିଧାୟକ ର ଖର୍ଚ୍ଚ କେତେ ଇଏ ବୋଧେ ଜାଣିନି

  • @lalitmohanmishra3561
    @lalitmohanmishra3561 5 месяцев назад +5

    😂😂😂
    ଏତେ ପଇସା invest କାଇଁ କରୁଛ
    ଲାଭ କେବେ ମିଳିବ, କାହା ଠାରୁ ଶୋଷିବ ???ଏଇଟା କଳା ନାଗ

    • @statuslover2559
      @statuslover2559 5 месяцев назад

      Income ru 50% kharcha kruchanti....ta thu b kam percentage hei pare..1 year pare paisa recover b heijiba

  • @Kailashbairiganjan-vc2uq
    @Kailashbairiganjan-vc2uq 5 месяцев назад +3

    GOd
    BLESYOU

  • @gaganbiharisamantaray1122
    @gaganbiharisamantaray1122 5 месяцев назад +36

    ଆମେ ଜଟଣୀ nibachan ମଣ୍ଡଳୀର ରାଜ ସହୂ val ନୁହେଁ ki ପ୍ରଶାନ୍ତ ଜଗଦେବ val ନୁହଁ କାଳୁ ଖଣ୍ଡାୟତ କୁ ଥରେ ଚାନ୍ସ ଦିଅ ତମ ପାଇଁ ବହୁତ ହିତ କର

  • @subashkahalsingh1787
    @subashkahalsingh1787 5 месяцев назад +17

    ଭାଇ ଯାହା କହିଲ ଠିକ୍

  • @antuasamal7446
    @antuasamal7446 5 месяцев назад +22

    କାଳୁ ଭାଇ ଖୋଲା ଲୋକ ଜାହା ବି କହୁଛନ୍ତି ସବୁ ସତ

  • @duryodhanparida8260
    @duryodhanparida8260 5 месяцев назад +13

    ଆରେ bjp ର ବଡ଼ ମୁଣ୍ଡି, ଲୋକହସା ଭଲ ଲାଗୁଚି,

  • @MNDIGITALSARAKANA
    @MNDIGITALSARAKANA 5 месяцев назад +1

    ଭାଇ ଆପଣ ଜ6ଣ ଭଲ ବ୍ୟକ୍ତି ଟିକେ କହିବାରେ ସଂଜମତା ରଖନ୍ତୁ ଆପଣଙ୍କ ବିଜୟ ସୁନିଶ୍ଚିତ

  • @surajitjana7671
    @surajitjana7671 5 месяцев назад

    Prasanta Bhai jindabad

  • @mmrudraexpress8978
    @mmrudraexpress8978 5 месяцев назад +1

    Right

  • @nabaghanmishra2089
    @nabaghanmishra2089 5 месяцев назад +1

    Bhai tame sata katha kahila ❤

  • @tapannayak4187
    @tapannayak4187 5 месяцев назад +6

    ଏମାନେ ଏତେ ଟଙ୍କା କିଭଳି ରୋଜଗାର କରୁଛନ୍ତି?

  • @basantasahoo425
    @basantasahoo425 5 месяцев назад +28

    କାଳୁ ଖଣ୍ଡୟତରା ଠିକ୍ କଥା କହିଛନ୍ତି

  • @manoranjandash3134
    @manoranjandash3134 5 месяцев назад +1

    ସମସ୍ତେ ବୋଧେ ସେଇ ରାସ୍ତାରେ ଯାଆନ୍ତି।ଟିକେଟ ମାନେ ଟଙ୍କା ଓ ପତିଆରା ।ସେବା କରିବା ପାଇଁ ଟିକେଟ ର କିଛି ଆବଶ୍ୟକତା ନ ଥାଏ।ଆଉ ଯଦି ଲୋକପ୍ରିୟତା ଅଛି ନିଜେ ସ୍ଵାଧୀନ ଲଢି ବିଧାନସଭା ଯାଇ ପାରିବେ।କିନ୍ତୁ ଦଳ ବିରୁଦ୍ଧରେ ମିଡିଆ ଆଗରେ ଏ ସବୁ ପରିପକ୍ୱ ନୁହେଁ।

  • @anamasamantaray5228
    @anamasamantaray5228 5 месяцев назад +2

    Right କାଳୁ ଭାଇ

  • @kshirodchandrabehera6838
    @kshirodchandrabehera6838 5 месяцев назад +1

    ଏତେ ଟଙ୍କା କୋଉଠୁ ଆଣିଲେ ପର ପାଇଁ କୋଉ ସୁର୍ଥରେ ଖର୍ଚ୍ଚ କରୁଥିଲେ

  • @drnamitamishra7869
    @drnamitamishra7869 4 месяца назад +1

    କୁଆଡେ ଗଲେ ED, IT, vigilance.....?

  • @SudarshanRautaray-v1t
    @SudarshanRautaray-v1t 5 месяцев назад +1

    Good

  • @suniabehera-nk1sr
    @suniabehera-nk1sr 9 дней назад

    କାଳୁ ଭାଇ ଭଲ କଥା କହିଲ

  • @asutoshhh
    @asutoshhh 5 месяцев назад +2

    Ganesh bhai Win haba

  • @biswanathpanda8228
    @biswanathpanda8228 5 месяцев назад

    କାଳୁ ଭାଇ ଆପଣ ପ୍ରକୁତର କର୍ମି ଧର୍ମର ଜୟ,

  • @bhaskarbehera8306
    @bhaskarbehera8306 5 месяцев назад +5

    କାଳୁ ଭାଇ ❤no 1

  • @SantanuJena-fv8jc
    @SantanuJena-fv8jc 5 месяцев назад

    Right , right,100 percent right. A perfect man .

  • @sachitramajhi2486
    @sachitramajhi2486 5 месяцев назад +41

    ଯିଏ ବିଜେପି କୁ ଭଲ ପାଉ ଥିବ ସେ ବିଜେପି କୁ ଭୋଟ ଦବ ଯିଏ ନବୀନ କୁ ଭଲ ପାଉ ଥିବ ସେ ନାବିନି କୁ ଭୋଟ ଦବ ଯଦି ସରକାର ପରିଵର୍ତନ କରିବାର ଅଛି କିଛି ନ ଦେଖି ବିଜେପି କୁ ଭୋଟ ଦିଅ ଦୟାକରି

    • @santoshnayak1080
      @santoshnayak1080 5 месяцев назад +8

      Amara change karibar nahi

    • @ghasinayak4616
      @ghasinayak4616 5 месяцев назад +6

      ଆମେ ବିଜେପିକୁ ଦେବୁ

    • @odiapuahappy6561
      @odiapuahappy6561 5 месяцев назад +1

      Sabu chora kahaku vote diani😮

    • @PureTraditionalLife
      @PureTraditionalLife 5 месяцев назад +2

      Naveen sarkar

    • @localtrader2023
      @localtrader2023 5 месяцев назад

      Bjp ku kan lagi vote dabu ? 400 gas ku 4000 re kinibaku naa daharami Kari Kari loka nku bhuan buleibaku ? Dahara nka dala bjp . Jagdev bjp lokanku badeiki sei bjp re tkt pauchhi . Yathu lazza ra Katha nahin .

  • @bhimananda5737
    @bhimananda5737 5 месяцев назад +6

    ଆରେ ଭାଇ ସେ ଜିଅନ୍ତା ଘୋଡା ତମେ ସବୁ ମଲା ଘୋଡ଼ା

  • @kbchandan5121
    @kbchandan5121 5 месяцев назад +1

    ବାସ 😂😂😂😂 ହରେଇଦିଅ ଅପରାଜିତା କୁ 😂 ବିହାର ପଠେଇଦିଅ

  • @antuasamal7446
    @antuasamal7446 5 месяцев назад +2

    କାଳୁ ଭାଇକୁ ଟିକେଟ ଦିଅ ବିଜେପିକୁ ଭାଇ ଜିତେଇବେ ତୁମର ସବୁ ମୁଣ୍ଡ ଖରାପ ହୋଇଗଲାଣି କାଇ ଜଗଦେବକୁ ଦେଲ ତାର ଟିକେଟ କଟାଜାଉ ନ ହେଲେ ହାରିବାଟା ଥ ଏ

  • @pramodkumarbarik1552
    @pramodkumarbarik1552 5 месяцев назад +5

    Jay congress bhai

  • @alekhchandrabeja5578
    @alekhchandrabeja5578 5 месяцев назад +15

    BJP ଭୋଟ କାଳୁ ଭାଇ କଥାରେ ନୁହେଁ

    • @janmejayapaikaray1532
      @janmejayapaikaray1532 5 месяцев назад

      Au kaha katha re Bhai kn Bala bjp ra thila jitu Mitra pare bjp ra sata na thila

  • @SudhansuSwain-cm4gi
    @SudhansuSwain-cm4gi 5 месяцев назад +1

    ନିଜ ଭିତରେ କଳି ଲାଗି ନିଜେ ମରେଇବପୁଣି 5ବର୍ଷ,

  • @Mama-rl1mn
    @Mama-rl1mn 5 месяцев назад +3

    ❤❤

  • @Bublipuja
    @Bublipuja 5 месяцев назад

    Right sir

  • @kalandimallick4263
    @kalandimallick4263 5 месяцев назад

    ଲୋକଙ୍କ ସେବା ପାଇଁ ରାଜନୀତିରେ ରହିଵା ନିହାତି ଦରକାର

  • @listenme4261
    @listenme4261 5 месяцев назад +2

    କେମିତି କହୁଛି ମୁଣ୍ଡକୁ ଫଟେଇଦେବୀ ।
    MLA ହେଲେ ତ ମଣିଷ ମାରିଦେବେ

  • @anadidas7413
    @anadidas7413 5 месяцев назад +1

    Perfect

  • @surajgumansingh826
    @surajgumansingh826 5 месяцев назад +5

    Bhai bahut bhala kahichha , R8

  • @jeebanjyotimishra7395
    @jeebanjyotimishra7395 5 месяцев назад +1

    ଇଡି ନୀରବ କାହିକି

  • @arajunmaharana6147
    @arajunmaharana6147 5 месяцев назад +3

    God sees the truth but waits.
    🙏Jay Jagannath Swami 🙏

  • @monaranjanmishra
    @monaranjanmishra 5 месяцев назад +1

    Good statement

  • @BharatikrushnaRath
    @BharatikrushnaRath 5 месяцев назад

    ହେ ଭଗବାନ,
    ଓଡ଼ିଶା ରାଜନୀତି ରେ ଟିକେଟ ପାଇବାପାଇବାପାଁଇ ଟଙ୍କା ର କେତେ ଆବଶ୍ୟକ ଏହା ଯଦି ଠିକ,ତାହେଲେ ଜଣେ ଟଙ୍କା ନଥିବା ଲୋକ ଭୋଟ ରେ ଠିଆ ହୋଇପାରିବନାହିଁ,
    ଏହା ଅର୍ଥ ଟଙ୍କା ର ଯୋଗ୍ୟତା ଥିଲେ ଜଣେ ଭୋଟ ରେ ଠିଆ ହେବ?

    • @tusarkantasahu1064
      @tusarkantasahu1064 5 месяцев назад

      ତେଣୁ ମୁଁ କୁହେ, ଆମ ଓଡିଶା ରେ ଆଉ ଗୋପବନ୍ଧୁ ଜନ୍ମ ହେବେନାହିଁ ବରଂ ଧନୀ, ଦୁର୍ନୀତି ଖୋର, ଚୋର, ଡକାୟତ ମାନେ ଦେଶକୁ ଶାସନ କରିବେ.. ସବୁ ଦଳର ଅବସ୍ଥା ସମାନ..

  • @jaimahakail
    @jaimahakail 5 месяцев назад

    Ye paribani...

  • @LentuPradhan-lu4vb
    @LentuPradhan-lu4vb 5 месяцев назад +6

    Right 👍

  • @bijayanandapati
    @bijayanandapati 5 месяцев назад +1

    Arey bhai emananka pakhare koti koti tanka asuchi kuadu....ae loka nka paisa

  • @lingarajtripathy2249
    @lingarajtripathy2249 5 месяцев назад

    God Sees Truth but Wait.

  • @sureshchandradash6900
    @sureshchandradash6900 5 месяцев назад +1

    କୌଣସି ଦଳରେ ଏପରି ହେଉନାହାନ୍ତି, କଣ ପାଇଁ ଏପରି ହେଉଛ, ସ୍ୱାଧୀନଭାବେ ଲଢ଼ି ତୁମର କାଢୁ ଦେଖାଓ

  • @srikantarath3580
    @srikantarath3580 5 месяцев назад

    କାହିଁକି ବେକାର କାଳୁ ପଛରେ ପଡ଼ିଯାଇଛି ଚ୍ୟାନେଲ

  • @babimalliick3348
    @babimalliick3348 5 месяцев назад +3

    Right 🙏

  • @Sushant-sg5nq
    @Sushant-sg5nq 5 месяцев назад +1

    Kalu Bhai Win🎉

  • @kingfdevilskrishna4529
    @kingfdevilskrishna4529 5 месяцев назад

    ଜଗଦେବ ଭାଇ କାହା ପାଇଁ kn but ama pain bhai great

  • @sanjaykumarsahoo4446
    @sanjaykumarsahoo4446 5 месяцев назад +25

    ପ୍ରଶାନ୍ତ ଜଗଦେଵ ହାରିବ ଆମ ଖୋର୍ଦ୍ଧା ରେ

    • @Tukunu7248
      @Tukunu7248 5 месяцев назад +3

      Kia hareila bhalia janma heini.

    • @sks111s
      @sks111s 5 месяцев назад

      Ex Mla hariba ate sahaj nuhe.

    • @jayprakashsahoo1592
      @jayprakashsahoo1592 5 месяцев назад

      ​@@Tukunu7248hau June 4 re dekha haba😂

    • @AnshuBairisal
      @AnshuBairisal 5 месяцев назад

      Tahele kn e bando mla raja sahoo ku vote dia haba jie hindu nka Gau matanka Gau challan karuchi
      9th fail raja sahoo

  • @srikantsahoo6563
    @srikantsahoo6563 5 месяцев назад +1

    ଏତେ କୋଟି କୋଟି ଟଙ୍କା ଖର୍ଚ୍ଚ ଜଦି କରୁଥିଲ ସେ ଟଙ୍କା ଫେରସ୍ତ ପାଇଥାନ୍ତ୍ତ କିପରି ଟିକେ କୁହନ୍ତୁ।

    • @rashmiranjansamantaray354
      @rashmiranjansamantaray354 5 месяцев назад

      Nirbachan re ta 40 lakh kharcha haba tame 2 crore 5 crore kemti dauchha au se Paisa kemti basool karuchha bi kuha loka Tama muhnaru janantu 1lakh salary re 5 year re 5 crore ta habani 50 lakh haba maximum khai pee

  • @jyotirmayarath617
    @jyotirmayarath617 5 месяцев назад

    ହରିଶ୍ଚନ୍ଦ୍ର ଙ୍କ ପରେ ତୁମେ

  • @Srvision615
    @Srvision615 5 месяцев назад +3

    କାଳୁ ଭାଇ ଙ୍କୁ ବିଜେପି ଟିକେଟ ଦେଇଥିଲେ ଭଲ ହୋଇଥାନ୍ତା.

  • @Tukunu7248
    @Tukunu7248 5 месяцев назад +5

    5 crores keteta zero, tame ete paisa anila kouthu, Income tax , sabu michha. Prasant Jagdev se dukha dukha ra sathi.

  • @SSamantaray0007
    @SSamantaray0007 5 месяцев назад

    👍

  • @bhagaban7777
    @bhagaban7777 5 месяцев назад +7

    Kalu babu tame agami election re sarpunch candidate heba

  • @paramanandapradhan7573
    @paramanandapradhan7573 5 месяцев назад

    😊😊

  • @amiyakumardas2624
    @amiyakumardas2624 5 месяцев назад +3

    He is not fit for the MLA candidate.

  • @KeshabchandraJena-n7u
    @KeshabchandraJena-n7u 5 месяцев назад +8

    Ganesh jagdev jitib

  • @samirswain..
    @samirswain.. 5 месяцев назад +4

    U r not eligible for MLA candidate.

  • @harprasadsenapati3945
    @harprasadsenapati3945 5 месяцев назад +1

    Kan pai ticket na milila tara karan kan satakatha kholi kuhantu

  • @sushildash1265
    @sushildash1265 5 месяцев назад

    କାଳୁ ବାବୁ ଆପଣଙ୍କ ପଛରେ ବହୁତ ଲୋକ ଅଛନ୍ତି ଏବଂ ଆପଣ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରେ ଉତ୍ତୀର୍ଣ୍ଣ ହେବା ଆପଣଙ୍କ ଇଛାଧିନ।କିନ୍ତୁ ଆପଣ ଯଦି ନିର୍ବାଚନ ଜିତି ବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ରାଜ ବାବୁଙ୍କୁ ହରେଇବାକୁ ପଡ଼ିବ ତେଣୁ ଯଦି ଜିତିବାକୁ ଚାହୁଁଛନ୍ତି ତେବେ ଦୟାକରି କାହା ବିରୁଦ୍ଧରେ ଆପଣ କୁହନ୍ତୁନି।ବିଶେଷ କରି ଅପରାଜିତା madam ଙ୍କ ବିରୁଦ୍ଧରେ।ମୁଁ ଆପଣଙ୍କ ଜଣେ ବଡ଼ଭାଇ ହିସାବରେ ଏବଂ ସୁଭାକାଙ୍ଖି ହୋଇ କହୁଛି।କାରଣ ଆପଣ madam ଙ୍କ ବିରୁଦ୍ଧରେ ଗୁଡ଼ାଏ ଗପିଲେ ଆପଣ ଆଉ ଗଣେଶ ହାରୀବାଟା ଥୟ ଆଉ ରାଜ ଜିତିବାଟ ଥୟ।

  • @srinibashkuanar8610
    @srinibashkuanar8610 5 месяцев назад

    Right now

  • @Smart_boy_Asit_vlogs
    @Smart_boy_Asit_vlogs 5 месяцев назад

    ଭାଇ BJD ତମ ଦୁଃଖ ବୁଝିବ ତମେ ପ୍ରଶାନ୍ତ ଠୁ ବହୁତ୍ ଭଲ

  • @litanabehera-ng4is
    @litanabehera-ng4is 5 месяцев назад +3

    Right right right

  • @sanjaybaliyarsingh6790
    @sanjaybaliyarsingh6790 5 месяцев назад +1

    Apana jadi swadhila re 15,000 vote paejibe mu duniaa chadidebiii

  • @chiku4140
    @chiku4140 5 месяцев назад

    ନିରାଟ ସତ୍ୟ କଥା ❤

  • @nishikantasahoo8534
    @nishikantasahoo8534 5 месяцев назад

    ମାଡ଼ିଚାଲ..... କାଳୁ ଭାଇନା

  • @rajiblochanpanda5170
    @rajiblochanpanda5170 5 месяцев назад

    କାଳୁ ଖଣ୍ଡାୟତ କୁଆଡୁ ଆଣିଲେ ୪/୫କୁଟି ଟଙ୍କା ,ସେ ବାହାପିଆ ଲୋକ ,ଦମ ଅଛି ତ ସ୍ଵାଧୀନ ଲଢି ଜିତିଲେ ଓଡ଼ିଶା ବାସି ବାହା ବାହା କରିବେ ।ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଜୟ ଶ୍ରୀ ରାମ ।

  • @sushreesangita-122
    @sushreesangita-122 5 месяцев назад

    କଳା ବାବୁ ଆପଣ ହି ଜିତିବେ ଆପଣ ସ୍ବାଧିନ ରେ ଲଢ ନ୍ତୁ l କେତେ ବାଳ ଅଛି ଳଗେଇ ଦିଅନ୍ତୁ l ଆମେ ତମ ସାଥିରେ ଅଛି l

  • @manoranjandashvlogs8024
    @manoranjandashvlogs8024 5 месяцев назад +4

    Kalu bhai jindabad...jay jay shree ram🚩🚩🚩🚩

  • @Rambhaktabibek1234
    @Rambhaktabibek1234 5 месяцев назад +11

    ତୁ ଶାଳାଟି ଭାରି ଭଲ ଲୋକ, ଟାଉଟର ଟେ ଭଳିଆ କହୁଛୁ, ସେ ଟଙ୍କା ଦେଲା 2 କୋଟି, ତୁ ଦେଖିଥିଲୁ,

  • @sanchitkumar3975
    @sanchitkumar3975 5 месяцев назад +1

    ତମର ନିଜର ସତ୍ତା ଅଛି କାହାକୁ ଭରସା ନାହିଁ

  • @deepakbarik102
    @deepakbarik102 5 месяцев назад

    Aama vote desha au rajya ra surakhya paien,.

  • @rajkishordas1396
    @rajkishordas1396 5 месяцев назад +7

    Prasant Jagdev has won 3 to 4 times MLA even against Ex CM J B Patnaik but what is your capabilities.First try to learn politics from him.Don't give false and baseless remarks against him and Aparajita Mam.

  • @dhrubacharanswain2222
    @dhrubacharanswain2222 5 месяцев назад +6

    Kalu khandayat is great
    Man ,wel come,

  • @dibakarswain6458
    @dibakarswain6458 5 месяцев назад +5

    This time Aparajita mam.

  • @rasmitanayak4662
    @rasmitanayak4662 5 месяцев назад

    Good person

  • @AnandaChhualsingh-d4m
    @AnandaChhualsingh-d4m 5 месяцев назад +1

    ପଇସା ତା ସହିତ ସ୍ବାର୍ଥ madam ଭାବୁଛନ୍ତି ଜଗଦେବ ର କିଛି ଭୋଟ ବେଗୁନିଆ ରେ ସେଥି ପାଈଁ ସେ କାଇଦା କରିଛି ବିହାରୀ

  • @BiswajitKhandeitaray
    @BiswajitKhandeitaray 5 месяцев назад +21

    Prasant jagdev hariba khordha re😢

    • @AnshuBairisal
      @AnshuBairisal 5 месяцев назад

      To kiye be raja sahoo supporter

  • @bhagirathijena3366
    @bhagirathijena3366 5 месяцев назад

    ପାଇକ ପୁଆର ପଛଘୁଞ୍ଚା ଜାତକରେ ନାହିଁ, ତେବେ ନିଜର ଶକ୍ତୁକ୍ ଦେଖାଅ ।

  • @dillipkumarsahoo1133
    @dillipkumarsahoo1133 4 месяца назад

    ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ

  • @GobindachChand-pp1us
    @GobindachChand-pp1us 5 месяцев назад

    Sambadika Bhai, tanku pacharantu a te tanka anile kuadu?mla panei 10koti ,mp panei kete?

  • @debendranarayandash9040
    @debendranarayandash9040 5 месяцев назад +1

    ଟିକେଟ ତ ଜଣକୁ ମିଳିବ ଯେ ଦଳକୁ ଭଲପାଏ ସେ ଦଳ ପାଇଁ କାମ କରିବ

  • @srikantamoharana3277
    @srikantamoharana3277 5 месяцев назад

    Kalu khndtya best candidate best leaders

  • @RoshanPattanik
    @RoshanPattanik 5 месяцев назад

    Please vote kalu bhai please

  • @giridharimahapatra-v3y
    @giridharimahapatra-v3y 5 месяцев назад

    Perfect candidate

  • @amitmohanty2106
    @amitmohanty2106 5 месяцев назад

    Kalu Bhai jindabad

  • @BiswajitKhandeitaray
    @BiswajitKhandeitaray 5 месяцев назад +3

    Kalu bhai jindabad ❤