Former CM Naveen Patnaik Arrives In Puri For The Spectacular Rath Yatra | Nandighosha TV

Поделиться
HTML-код
  • Опубликовано: 6 июл 2024
  • #rathajatra #naveenpatnaik #nandighoshatv
    ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ନବୀନ ପଟ୍ଟନାୟକ ।
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 987

  • @patitakumarchoudhury9855
    @patitakumarchoudhury9855 8 дней назад +748

    ବିରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କ୍ଷମତା ନ ଥାଇ ଯୋଉମାନେ ସମ୍ମାନ ପାଆନ୍ତି ସେମାନେ ପ୍ରକୃତ ଜନନାୟକ 🙏

    • @durgeshpatra4498
      @durgeshpatra4498 8 дней назад

      ହଁ ତାଙ୍କ ମନରେ ଟିକିଏ ମାନ ଅଭିମାନ ନାହିଁଭଗବାନ ତାଙ୍କୁଆଶିବାଦ କରନୁ ସେ ସୁସ୍ଥ ଥାଆନୁ ପୁଣି ଜଲଦି ଫେରିକି ଆସନୁ ମୁଖ୍ୟମନ୍ତ୍ରୀ ହେଇକି

    • @babinanaik2122
      @babinanaik2122 8 дней назад +14

      Indeed true.

    • @rajlaxmimohapatra4233
      @rajlaxmimohapatra4233 8 дней назад +8

      Right 👍

    • @prasantnayak4878
      @prasantnayak4878 8 дней назад +6

      Right

    • @uamkantamirdha5264
      @uamkantamirdha5264 8 дней назад +3

      Q❤

  • @Hariharpatra109
    @Hariharpatra109 8 дней назад +542

    ଏବେବି ଜନତାଙ୍କ ପ୍ରିୟ ନବୀନ ପଟ୍ଟନାୟକ।ଏହି ଭିଡିଓ ପ୍ରମାଣ କରୁଛି।

    • @babinanaik2122
      @babinanaik2122 8 дней назад +5

      @@Hariharpatra109 🙏🙏🙏

    • @biswojitdash1710
      @biswojitdash1710 8 дней назад +11

      Eta samman Odisha basi dei chanti aage Odisha basinku dhanyabad dia.

    • @babinanaik2122
      @babinanaik2122 8 дней назад +1

      @@biswojitdash1710 indeed

    • @aseelbirdlover-fo7pt
      @aseelbirdlover-fo7pt 8 дней назад

      Nabin Pattnaik budha gandia 😂😂😂😂😂

    • @Akmkjjjhg
      @Akmkjjjhg 8 дней назад

      ​@@biswojitdash1710 dabu

  • @SKJ-vh8kv6rp9l
    @SKJ-vh8kv6rp9l 8 дней назад +298

    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹

    • @Funny_odiahub32
      @Funny_odiahub32 8 дней назад

      Neet ghotala pain dabichi nabin patnaik nku kharap language lagai budha boli sambodhana kare samastanku criticize Kariba tankra nature

    • @hkdas4046
      @hkdas4046 8 дней назад +3

      किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।

    • @user-rt7ic2xi5b
      @user-rt7ic2xi5b 7 дней назад +3

      Jay Dharmendra Pradhan jindabad

    • @user-rt7ic2xi5b
      @user-rt7ic2xi5b 7 дней назад +3

      Jay Dharmendra

    • @madhabanandaacharya5855
      @madhabanandaacharya5855 7 дней назад +1

      DharmendraPradhan is a great leader

  • @durgeshpatra4498
    @durgeshpatra4498 8 дней назад +321

    ବହୁତ ଭଲ ଲାଗିଲା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ ଦେଖି

    • @azadmohammed1911
      @azadmohammed1911 8 дней назад +12

      ମୋ ତେ ବି ବହୁତ ଖୁସି ଲାଗିଲା ନବୀନ ସାର୍ କୁ ଦେଖି।

    • @Funny_odiahub32
      @Funny_odiahub32 8 дней назад +5

      Mote bahut khushi lagila nabin sir nku dekhi ..jetiki Khushi lagila setiki dukha b lagila

    • @pradeepsahoo6484
      @pradeepsahoo6484 8 дней назад

      Our cm our hero

  • @santoshpadhykumar9418
    @santoshpadhykumar9418 8 дней назад +397

    ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କ ହୃଦୟର ନେତା

  • @sheetalsubhadarshini4449
    @sheetalsubhadarshini4449 8 дней назад +245

    ଯାହା ବି ହଉ ନବୀନ ପଟ୍ଟନାୟକଙ୍କ ଜାଗା କେହିବି ନେଇ ପାରିବେନି

  • @sujitnaik4626
    @sujitnaik4626 8 дней назад +254

    ଶ୍ରୀ ନବୀନ ପଟ୍ଟନାୟକ ସାର୍ ସବୁବେଳେ ଆମ ଗହଣରେ ରହିଛନ୍ତି ରହିବେ ଓ ଆଗକୁ ମଧ୍ୟ ରହିବେ ❤❤

  • @SrikantaBehura
    @SrikantaBehura 8 дней назад +164

    ସବୁ କାମ ନବୀନ କରିଛନ୍ତି ଜୟ ଜଗନ୍ନାଥ 🙏🙏🙏🙏

  • @prasantakumarsethypapuni8938
    @prasantakumarsethypapuni8938 8 дней назад +118

    ପ୍ରିୟ ଜନନାୟକ ନବୀନ ସାର୍ ଙ୍କୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ନେଇଯିବା ଏକ ଆନନ୍ଦ ର ବିଷୟ। ଖୁସି ଲାଗିଲା ନବୀନ ସାର୍ ସର୍ବଦା ଓଡ଼ିଆ ଙ୍କ ହୃଦୟ ରେ ରହିଛନ୍ତି। ଆଉ ବିଜେପି ସରକାରଙ୍କରନବୀନ ସାର୍ ଙ୍କ ପ୍ରତି ସମ୍ମାନ ଏହା ଶୁଭ ଗଣତନ୍ତ୍ର।💐💐💐💐💐

    • @puspanjalimohanty2623
      @puspanjalimohanty2623 8 дней назад +6

      Apana thik kahichanti.Agyan BJP ra tunga neta mane valase janichanti Mr. Naveen Pattnaik kan Odisha basinka pain. Se semane kebe Naveen sir nku disrespect karibeni. Odisha lokonka bhitare sanskar achhi. Semane tanka priyara former CM nku disrespect kale BJP ku tanka sasana khyamata ru hueta bichyutakari paranti. So BJP kebe bi ete bada vul karibani. Tapare Ama Naveen Babu ete vadra je tanku kehi kharap behave karibaku chahinbeni.

    • @amarendrapatra1249
      @amarendrapatra1249 8 дней назад +1

      Khushi laguchhi aaji pandian sir nko jaga dharmendra sir neigole Jai jagannath.

    • @prasantakumarsethypapuni8938
      @prasantakumarsethypapuni8938 7 дней назад +1

      @@amarendrapatra1249 😂😂😂

    • @MishraMehendi
      @MishraMehendi 7 дней назад

      ସମସ୍ତ ଓଡ଼ିଆ ଓଡ଼ିଆ ହିଁ ଯେତେ ଯାଏଁ ବାହାର ଲୋକ ନ ଆସିଛନ୍ତି ମଧ୍ୟ ରେ ।

    • @Smart_boy_Asit_vlogs
      @Smart_boy_Asit_vlogs 7 дней назад +1

      ଧନ୍ୟ ବାଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ପାଇଁ...

  • @razaswain2525
    @razaswain2525 8 дней назад +117

    ମହାପ୍ରଭୁ ଙ୍କ ଲୀଳା ଯାହା ହଉ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏତେ ଦିନ ପରେ ଦେଖିବାକୁ ମିଳିଲା ❤

  • @kb42001
    @kb42001 8 дней назад +158

    ଏମିତି ଲାଗୁଚି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ

  • @smstudycircle5061
    @smstudycircle5061 8 дней назад +46

    ଆଜି ଯଦି ପୁରୀ ର ଏ ସୁନ୍ଦର କଳେବର ହୋଇଛି ତେବେ ଏସବୁ ଆମ ପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ପାଇଁ

  • @tripatidas9613
    @tripatidas9613 8 дней назад +61

    ସତରେ ନବିନପଟନାୟକ ମହାନ ଏବେବି ସେହି୦ାଣି ସେହାତହଲା ଲୋକକୁ ମନମହୁଚି❤❤❤❤❤❤❤

  • @abhinandansutar197
    @abhinandansutar197 8 дней назад +118

    No. 1 cm all time ଜୟଜଗନ୍ନାଥ 🙏ଜୟ ନବୀନ ❤

  • @prasantapattanaik862
    @prasantapattanaik862 8 дней назад +85

    ଦଳମତ ନିର୍ବିଶେଷରେ ନବୀନ ବାବୁଙ୍କ ଏକ ଚମତ୍କାର ବ୍ୟକ୍ତିତ୍ବ ଦେଖାଯାଏ।ତେଣୁ ସମସ୍ତେ ତାଙ୍କ ସାମ୍ନାରେ ତାଂକ ଭଳି ଜଣା ପଡ଼ନ୍ତି ନାହିଁ।

  • @user-be6np2yz9w
    @user-be6np2yz9w 8 дней назад +88

    ସେ ଜଣେ ମହାନ୍ ବ୍ୟକ୍ତି 🙏 ସେ ଥିଲେ ଅଛନ୍ତି ଆଉ ସବୁଦିନ ପାଇଁ ରହିବେ ଆମ ମାନଙ୍କ ମନରେ ❤ମହାପ୍ରଭୁ ତାଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ 🙏🙏

  • @DolamaniBagarty-dc3bw
    @DolamaniBagarty-dc3bw 8 дней назад +53

    ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ବାବୁ

  • @prasodasahoo1505
    @prasodasahoo1505 8 дней назад +81

    Naveen sir jindabad

  • @susantaacharya1143
    @susantaacharya1143 8 дней назад +63

    ମହାନ ନବୀନ ପଟ୍ଟନାୟକ

  • @khatitimewithdebasis5966
    @khatitimewithdebasis5966 8 дней назад +40

    Dekhilena bhai mane king entry that's the aura of navven Patnaik

  • @prasodasahoo1505
    @prasodasahoo1505 8 дней назад +66

    Our cm no 1 CM, Jay Naveen

  • @lokaranjan-sb5vj
    @lokaranjan-sb5vj 8 дней назад +15

    ରାଜନୀତି ର ପଶା ପାଲି ରେ ସିନା ହାରିଗଲେ କିନ୍ତୁ ବ୍ୟକ୍ତିତ୍ୱ ହିସାବରେ ସବୁବେଳେ ଓଡିଶା ବାସୀଙ୍କ ହୃଦୟ ରେ ରହିଥିବେ The great ledar Nabin sir🙏

  • @babinanaik2122
    @babinanaik2122 8 дней назад +67

    Long live Naveen Patnaik

  • @niranjanpradhan8299
    @niranjanpradhan8299 8 дней назад +51

    ଜୟ ନବିନୀ ଜୟ ବିଜେଡି

  • @manaskumarsenapati1025
    @manaskumarsenapati1025 7 дней назад +5

    ସତରେ କ୍ଷମତାରେ ନଥାଇ ବି ଏମିତି ସାନମାନ.. ପ୍ରକୃତ ବ୍ୟକ୍ତିତ୍ୱ ର ନିଦର୍ଶନ ଶ୍ରୀ ନବୀନ ସାର 🙏

  • @mamatamaharana1784
    @mamatamaharana1784 8 дней назад +33

    Navin Pattanaik sir 🙏 amr Priya neta 🎉❤

  • @jayjagannath9165
    @jayjagannath9165 8 дней назад +10

    ଜଗା ରେ ମୋ ଜୀବନ ରୁ କିଛି ବୟସ ନେଇ ନବୀନ sir ଙ୍କୁ ଦେଇଦେ ମୋ ଦେଶ ପାଇଁ ତାଙ୍କର ଅବଦାନ ବୋହୁତ କିଛି ରହିଛି

  • @user-pintubhai
    @user-pintubhai 8 дней назад +13

    ଜୟ ଜଗନ୍ନାଥ ❤ଜୟ ନବୀନ ବାବୁ ଦିନେ ଯାଉ ମାନେ ନବୀନ ବାବୁ ଙ୍କୁ ସମାଳଚନ କରୁଥିଲେ। ସେ ଆଜି କ୍ଷମତା ନାହିଁ କିନ୍ତୁ ତାଙ୍କ ଓଡିଶା ପାଇଁ ଯେଉ ଅବଦାନ ଏହି ସମ୍ମାନ ହେଉଛି ଥାଙ୍କ ପାଇ ପ୍ରମାଣ।

  • @radhikakitchen9889
    @radhikakitchen9889 8 дней назад +56

    Ame Tama fan Nabeen Pattanayak ❤

  • @user-kb6wr3bk5j
    @user-kb6wr3bk5j 8 дней назад +37

    Nabin pattnayak grate Lider

  • @SunliPradhan-fv5ko
    @SunliPradhan-fv5ko 8 дней назад +43

    Odisha.sara.sabu.naveen.naveen.❤❤❤❤❤❤❤❤❤❤

  • @subratkumarpadhi8885
    @subratkumarpadhi8885 8 дней назад +39

    So Great Sir. We never forget You SIr.

  • @RAKESH20249
    @RAKESH20249 8 дней назад +36

    Great person Navven Patnaik ❤️ Love' you sir INDIA No-1 CM Navven Patnaik 🙏

  • @ChinmayKumarSahu.
    @ChinmayKumarSahu. 8 дней назад +25

    This visual proves how naveen pattnaiks craze is still upto the mark. Honestly Mr Naveen Pattnaik is something special.. I think after getting defeated his popularity is increased what ever going in politics that does not matter but it's the beautiful sign that Mr. Pattnaik Right now gets more and more respect.... This is what naveen pattnaik is .. Jai Jagannath..

  • @mithunurocky
    @mithunurocky 8 дней назад +27

    Jay Jagannath Jay Naveen sar ❤❤❤❤🚩🚩🚩🚩🚩🚩🚩🚩🚩💐💐💐💐💐🙏🙏🙏🙏🙏🙏👍👍👍👍

  • @user-nq4qt4lj8p
    @user-nq4qt4lj8p 8 дней назад +42

    Great cm in india ❤

  • @madanmohanbaral7276
    @madanmohanbaral7276 8 дней назад +6

    Thank u ❤️ nandighosh TV
    ସମଗ୍ର ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ କେତେ ଭଲ ପାଆନ୍ତି ଏହି ଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି

  • @astamadas565
    @astamadas565 8 дней назад +24

    ନବୀନ ପଟ୍ଟନାୟକ ସାର୍

  • @Foodiestravels
    @Foodiestravels 8 дней назад +32

    Jay Naveen sir🙏💞

  • @kanhudas3308
    @kanhudas3308 7 дней назад +3

    ଓଡିଶା ଲୋକଙ୍କ ମନରେ ଏବେବି ନବୀନ sir ଜୟ ଜଗନ୍ନାଥ 🙏🙏

  • @LITUMUSIC97
    @LITUMUSIC97 8 дней назад +26

    King is always king

  • @akhilkumarray3930
    @akhilkumarray3930 8 дней назад +5

    ସତେ ଯେମିତି ନବୀନ ପଟ୍ଟନାୟକ ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି🙏🙏🙏

  • @prasodasahoo1505
    @prasodasahoo1505 8 дней назад +18

    Jay Naveen

  • @muralidhar9215
    @muralidhar9215 8 дней назад +17

    Nabin patnayak ❤❤❤

  • @Bharati50140
    @Bharati50140 8 дней назад +22

    Best cm naveen babu🙏🙏🙏🙏🙏🙏🙏

  • @BibunaBibhuti
    @BibunaBibhuti 8 дней назад +17

    Thanks nabeen cm .joy jagannath

  • @mihirkumarbarik6867
    @mihirkumarbarik6867 8 дней назад +14

    Jay jagannath. Jay. Nabin pattnaik

  • @swadeshduttavlog7507
    @swadeshduttavlog7507 8 дней назад +16

    Peoples leader🎉🎉🎉🎉🎉

  • @PareshRout-vr6yt
    @PareshRout-vr6yt 8 дней назад +17

    Navin sir great leader

  • @pradeepkumarjena5605
    @pradeepkumarjena5605 8 дней назад +14

    Jay naveen ❤

  • @BabyBabynaik
    @BabyBabynaik 8 дней назад +8

    Jay Navin Babu tamaku koti koti juhara🙏🙏🙏🙏♥️

  • @Byasadev232
    @Byasadev232 8 дней назад +7

    Jay Jagannath 🙏
    Jay Naveen Patnaik sir

  • @arupkumardas7632
    @arupkumardas7632 8 дней назад +12

    Naveen sir is great ❤❤❤❤❤❤❤

  • @abhayakhuntia5720
    @abhayakhuntia5720 8 дней назад +10

    ଜୟ ଜଗନ୍ନାଥ 🙏 🙏 🙏 🙏

  • @user-no3vi6bg9w
    @user-no3vi6bg9w 8 дней назад +19

    Jai Naveen Babu ❤️

  • @babinanaik2122
    @babinanaik2122 8 дней назад +18

    Whatever, He is still the King .. 🎉

  • @user-kb6wr3bk5j
    @user-kb6wr3bk5j 8 дней назад +14

    Nabin pattnayak grate cm

  • @budhiramnahak3209
    @budhiramnahak3209 8 дней назад +4

    ଜୟ ଜଗନ୍ନାଥ ସଂସ୍କୃତି ଧନ୍ୟ ସରକାର ଧନ୍ୟ ନବୀନ ଧନ୍ୟ ସନମାନ ଦାତା ଧନ୍ୟ ସନମାନ grahita.ଏଭଳି ଅନ୍ତରଙ୍ଗ ପୃଥିବୀ ରେ ବିରଳ . ଜଗନ୍ନାଥ ଙ୍କ ଦରବାର ରେ ସବୁ କିଛି ସମ୍ଭବ .ଏହାହିଁ ଜଗନ୍ନାଥ ଙ୍କ ସ୍ୱତନ୍ତ୍ରତାକୁ ଜୟ ଜଗନ୍ନାଥ

  • @AlokkumarDhal-qo1dy
    @AlokkumarDhal-qo1dy 8 дней назад +9

    Nabin sir 🙏❤❤❤

  • @pitambarpradhan6348
    @pitambarpradhan6348 8 дней назад +12

    Sir love you 🙏

  • @bandanasis7286
    @bandanasis7286 8 дней назад +10

    What a Nabin sir 's craze

  • @healthandmotivation4279
    @healthandmotivation4279 8 дней назад +18

    Tiger entry

  • @deepakpallai9307
    @deepakpallai9307 8 дней назад +23

    Naveen ❤️❤️

  • @prasantanayak7982
    @prasantanayak7982 8 дней назад +9

    Thanks Shri Dharmendra Pradhan ji for your kind gesture towards Shri Naveen Pattanaik ji. He lives in the heart of 4.5 crore Odias.

  • @manishapattanayak2152
    @manishapattanayak2152 8 дней назад +5

    OUR CM🙏🏻
    OUR PRIDE 🙏🏻
    Nabin Pattanayak 🙏🏻
    Always Jindabad 🙏🏻

  • @sarojdas5357
    @sarojdas5357 8 дней назад +8

    Jay Jagannath 🙏🙏

  • @prasantbiswal3385
    @prasantbiswal3385 8 дней назад +13

    Dharmendra pradhan bahut bhala neta.mancha ru uthi asi Nabin babunku pachhoti nele.than s Dharmendra Babu

  • @divyajeetmotivation
    @divyajeetmotivation 8 дней назад +9

    All time..... ❤❤❤❤❤we respect naveen Pattnaik sir

  • @GourangadasDsa
    @GourangadasDsa 8 дней назад +7

    ଜୟ ଜଗନ୍ନାଥ ନବୀନ ସାର

  • @user-mn7by7xc3v
    @user-mn7by7xc3v 8 дней назад +8

    Jai naveen

  • @Sknoo59480
    @Sknoo59480 8 дней назад +5

    Hero Odisha ର ନମ୍ବର ୧

  • @sanjayjani9060
    @sanjayjani9060 8 дней назад +6

    Jay Jagannath jay nabin sir

  • @sarojdas5357
    @sarojdas5357 8 дней назад +8

    Jay nabin

  • @monalisajena4924
    @monalisajena4924 8 дней назад +3

    Dharmendra sir you are great...aapankara jou respect aama Naveen sir nka paie really prashansha kariki rahihebani🎉🎉

  • @user-xo3fd9et6r
    @user-xo3fd9et6r 8 дней назад +5

    Jay Jagannath Jay nabin

  • @bbsenapati2245
    @bbsenapati2245 8 дней назад +15

    Laguchi ebe bi CM bada dandre jauchanti

    • @ODISHA_KUHE
      @ODISHA_KUHE 8 дней назад

      Hn CM bas agare ex lagichi😂

    • @mr.A2320
      @mr.A2320 8 дней назад

      ​@@ODISHA_KUHEto maa bia re poka padichii

  • @A.L622
    @A.L622 8 дней назад +5

    Pravu Jaganath apananku susta rakhantu

  • @kanhubehera7326
    @kanhubehera7326 8 дней назад +7

    Jay Jagannath

  • @ch.gautamkumarsaran6381
    @ch.gautamkumarsaran6381 8 дней назад +6

    Jay Jagannath Swamy.
    Jay Nabin 🙏.

  • @basumandal6209
    @basumandal6209 8 дней назад +3

    Joyguru joy sree Jagannath joy NOBINBABU

  • @CorrectInstitute
    @CorrectInstitute 8 дней назад +6

    This video proved the image of Naveen Pattnaik❣️

  • @supritiray2406
    @supritiray2406 8 дней назад +7

    Bahut bhala lagila a
    m CM nku dekhi ki

  • @jharanadas4506
    @jharanadas4506 8 дней назад +4

    Jay Jagannath ❤❤❤🌹🌹🌹🙏🙏🙏

  • @anuraglucky9254
    @anuraglucky9254 8 дней назад +5

    Jay jagannath

  • @gurudevsahoo
    @gurudevsahoo 8 дней назад +7

    Naveen sir

  • @umakantaparida8086
    @umakantaparida8086 8 дней назад +4

    ଜୟ ଶ୍ରୀଜଗନ୍ନାଥ ଜୟ ଭାରତ ଜୟ ଉତ୍କଳ ଜୟ ବିଜୁନନ୍ଦନ ଜୟ ଧମେନ୍ଦ୍ର।🎉।

  • @pravatibehera4172
    @pravatibehera4172 8 дней назад +2

    Nabin sir ❤❤❤❤

  • @manishapattanayak2152
    @manishapattanayak2152 8 дней назад +1

    ଜୟ ମା ତାରିଣୀ 🙏🏻
    ଜୟ ଜଗନ୍ନାଥ 🙏🏻
    ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ
    ନବୀନ ପଟ୍ଟନାୟକ Sir ଆମ ଓଡ଼ିଶା
    ଆଉ ଆମ ଭାରତର ଗର୍ବ ଆଉ ଗୌରବ 🙏🏻
    WE ❤️ YOU ALWAYS SIR 🙏🏻
    OUR CM🙏🏻
    OUR PRIDE🙏🏻
    ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻

  • @rajlaxmimohapatra4233
    @rajlaxmimohapatra4233 8 дней назад +5

    Nabin Babu 🙏🙏🙏🙏🙏🙏🙏🙏🌹🙏❤️ 7❤❤❤❤❤❤

  • @Harapriya25
    @Harapriya25 8 дней назад +3

    Naveen sir stay safe and healthy Jay jagannath ❤❤❤

  • @kamakalantamohapatra4015
    @kamakalantamohapatra4015 7 дней назад +1

    ଆମ ନବୀନ ବିଶ୍ଵ ନେତା,,,,,, ଜୟ ଜଗନ୍ନାଥ ଜୟ ନବୀନ

  • @babunipradhan2729
    @babunipradhan2729 8 дней назад +6

    𝑵𝒂𝒗𝒆𝒆𝒏 𝒔𝒊𝒓 𝒎𝒊𝒔𝒔 𝒚𝒐𝒖

  • @mitunasahu6866
    @mitunasahu6866 8 дней назад +4

    Naveen Sir always a no 1CM

  • @hariharbasantia5859
    @hariharbasantia5859 8 дней назад +5

    Naveen ji darakar

  • @ManojBhoi-qt1nq
    @ManojBhoi-qt1nq 8 дней назад +3

    ଆକାଶରେ କୋଟିଏ ତାରା,
    ହେଲେ ଜହ୍ନ ଭାଇ ଜହ୍ନ 🙏🙏

  • @pramoddash7396
    @pramoddash7396 8 дней назад +4

    The best C.M of India Thank you God bless Nabinji

  • @b.ranjanpradhan6674
    @b.ranjanpradhan6674 8 дней назад +7

    Kebal aama Sikhia mantri dharmendar pradhan Purbatana cm ku pachhadi neithiba ru dhanyabad

  • @priyalifestyle5370
    @priyalifestyle5370 8 дней назад +3

    🎉🎉🎉🎉🎉🎉 good cm in odisha nabin patnayak sir

  • @SunayanaPadhan-kk6wg
    @SunayanaPadhan-kk6wg 8 дней назад +1

    Jay Jagannath 😊❤

  • @nikunjabihariparida1038
    @nikunjabihariparida1038 8 дней назад +1

    ଜୟ ଜଗନ୍ନାଥ sir 🙏💐